Self-styled Godman dupes Rs 62 lakh from woman in Cuttack, here's what victim says

  Рет қаралды 651,293

OTV

OTV

Күн бұрын

Пікірлер: 564
@kailashchandrarout2551
@kailashchandrarout2551 Жыл бұрын
ଯୋଉ ମାନେ ରାତାରାତି ବଡ ଲୋକ ହେବା ସ୍ବପ୍ନ ଦେଖନ୍ତି ତାଙ୍କ ଏ ଭଳି ଅବସ୍ଥା ହୁଏ।
@archanasdairies
@archanasdairies Жыл бұрын
Bilkul thik bolrhii ho bhiyaa
@ASshorts2465
@ASshorts2465 Жыл бұрын
@dillipbariha4308
@dillipbariha4308 Жыл бұрын
P00OPppppppp0p0ppp0OP00p0000000099pop
@chiruchiruchiru8018
@chiruchiruchiru8018 Жыл бұрын
Bhai tike bikramratod rabiteja Telugu londa Kori chadithibo se video clip madam ku dekhai dio
@pintumohanty6812
@pintumohanty6812 Жыл бұрын
Right
@loveyoumymoti8239
@loveyoumymoti8239 Жыл бұрын
ପିଲାଦିନେ ମୁଁ ଯୋଉ ଗପ ଶୁଣିଥିଲି ( ଅତି ଲୋଭରୁ ତନ୍ତି ମରେ ) ଆଜି ସେଇଟା ସତରେ ଦେଖିବାକୁ ମିଳିଲା, 😊😊
@itsbhawanipatna24
@itsbhawanipatna24 Жыл бұрын
Right bro 🤣🤣🤣🤣🤣🤣🤣
@subratmohanty6093
@subratmohanty6093 Жыл бұрын
🤔
@Gameworld123-z1k
@Gameworld123-z1k Жыл бұрын
😅😅😅
@saheedkumar6317
@saheedkumar6317 Жыл бұрын
ଲୋଭ ହିଁ ସବୁ ଅନର୍ଥ ର କାରଣ... କିଛି ଅସୁବିଧା ନାହିଁ madam ଆପଣଙ୍କ ପାଖରେ ଅଜସ୍ର ପଇସା ଥିଲା ସେଥିରୁ କିଛି ପଳେଇଗଲା.. No tension.. ଜୟ ଜଗନ୍ନାଥ..
@tnanda1432
@tnanda1432 Жыл бұрын
Non odia, ଲାଗୁଚି ଗୁଜରାଟୀ କିମ୍ବା ମାରୱାଡ଼ି
@mahaveercreation8587
@mahaveercreation8587 Жыл бұрын
Right
@umakantbag4800
@umakantbag4800 Жыл бұрын
ପାପ ଅର୍ଜିତ ଧନ ପ୍ରାୟଶ୍ଚିତ ରେ ଯାଏ 👍🏾👍🏾👌
@bijayamarandiofficial8738
@bijayamarandiofficial8738 Жыл бұрын
ପାପ ଧନ ପ୍ରାୟଶ୍ଚିତ ରେ ଯାଏ....
@rabinarayanpradahan9380
@rabinarayanpradahan9380 Жыл бұрын
ଭଲ ଲାଗିଲା,, କାହାଣୀ ଟା,,, ପିଲା ବେଳେ ବୁଢ଼ୀ ମା' ଏମିତି ସବୁ କାହାଣୀ କହୁଥିଲେ,,,😮😢😮
@kabitasahoo9800
@kabitasahoo9800 Жыл бұрын
😅😅😅
@SimanchalMaharana-j8u
@SimanchalMaharana-j8u 7 ай бұрын
Kebe gariba lokanku khaibaku deichha
@dhaneswardang3527
@dhaneswardang3527 Жыл бұрын
ବୋକା ଆଉ ଲୋଭୀ ମଣିଷ ଏମିତି ହୁଅନ୍ତି l
@swadhinswain5394
@swadhinswain5394 Жыл бұрын
ତୁମ କଥାବାର୍ତ୍ତାରୁ ଲାଗୁଚି ତମେ ବହୁତ୍ ଶିକ୍ଷିତ ହେଲେ ତୁମର ଲୋଭରୁ ଆଉ କିଛି ଅଧିକ ପାଇବା ଆଶାରୁ ଆଜି ଏ ଅବସ୍ତା ବେଳ ଅଛି ସୁଧୁରି ଜାଅ ,ଜୟ ଜଗନ୍ନାଥ
@kousik8042
@kousik8042 Жыл бұрын
not educated.......but person with academic certificates.....there is a difference.
@lingarajdash8889
@lingarajdash8889 Жыл бұрын
ଜଣେ ଉଚ୍ଚ ଶିକ୍ଷିତା ମହିଳା ଏଭଳି ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
@bhalubasa1
@bhalubasa1 Жыл бұрын
She is not educated
@anjalinayak273
@anjalinayak273 Жыл бұрын
ଧନ ଯ‌ଉଆଡୁ ଆସିଥିଲା ସେଇ ଆଡେ ଗଲା, ଯେମିତି କର୍ମ ସେମିତି ଫଳ
@dillipmohanty2346
@dillipmohanty2346 Жыл бұрын
2023 main aap jesa Blind man.... Jay Jagannath
@nabakishore4297
@nabakishore4297 Жыл бұрын
ଅତି ଚାଲାକ ଆଉ ବେସି ଷ୍ଟାଇଲ ରେ କଥା ହଉଥିବା ଲୋକ ତ ଏମିତି ହୁଅନ୍ତି । ଠିକ ହେଇଛି ଏମିତି ଦରକାର ଥିଲା ତୁମ ମାନଙ୍କୁ । ବହୁତଭଲ ହେଇଛି । 5 ଟଙ୍କା ଗରିବଙ୍କୁ ଦେବାକୁ ବହୁତ କଷ୍ଟ ।
@barenyakumarpadhi4615
@barenyakumarpadhi4615 Жыл бұрын
ଏମିତିକା ବିଦ୍ୟା ତ ଆପ ପ୍ରତିରକ୍ଷା ବିଭାଗ କୁ ଶିଖାଇବା କଥା .. କ୍ଷେପାଣସ୍ତ୍ର କୁ ମାଟି ତଳେ ତଳେ . ନେଇ ଚିନ୍, ପାକିସ୍ଥାନ ରେ ନିକ୍ଷେପ କରିବା ପାଇଁ
@prangyarajput7869
@prangyarajput7869 5 ай бұрын
😅😅😅😅😅😅😅😅😅😅😅
@BINAYAK0045
@BINAYAK0045 Жыл бұрын
ଧନ୍ୟ ଏହି ମହିଳାଙ୍କୁ।
@debashistalapatra1051
@debashistalapatra1051 Жыл бұрын
Madam, ଭୁତ ସଭାପତି ଙ୍କୁ ଡାକିଥାନ୍ତେ। ସେ ଏବେ ଜେଲ୍ ରେ ଅଛନ୍ତି ଆପଣ ଦେଖା କରି ପରିବେ
@chandacharanmajhi6942
@chandacharanmajhi6942 Жыл бұрын
ଏଇଟା ଭୂତ ସଭାପତି ର ତୋ କାରନାମା
@Sonali28093
@Sonali28093 Жыл бұрын
Good humour 😂😂😂….
@SarbeswarSahoo-qi5zs
@SarbeswarSahoo-qi5zs 7 ай бұрын
1ô jio1😂 AA​@@Sonali28093
@arunprasaddash1399
@arunprasaddash1399 Жыл бұрын
ଏପରି ସଭ୍ୟ ସମାଜରେ ଯଦି ଅନ୍ଧ ବିଶ୍ବାସ ରହିବ ତାହେଲେ ଆଦିବାସୀ ଅଧ୍ୟୁଷିତ ଲୋକମାନେ କ'ଣ ନକରିଵେ।
@jitendrasahu9073
@jitendrasahu9073 Жыл бұрын
ବୁଢ଼ୀ ମା ଙ୍କ କାହାଣୀ ପରି ବହୁତ୍ ମଜା ଲାଗିଲା😅😅😅
@srikantadeepak9698
@srikantadeepak9698 Жыл бұрын
ଏଭଳି ମାଇକିନିଆ ସଂସାରରେ ଆହୁରି ଅଛନ୍ତି
@akshyasahu4335
@akshyasahu4335 Жыл бұрын
ମାଡାମ ବି ଶୁଦ୍ଧି ହେଲେ, କେତେ ଲକ୍ଷ ଲାଗିଲା,, ଛୁଆ କରିଦେଇକି ଯିବ କିଛି ଜାଣିପାରିବ ନାହିଁ 👍ବେସ ହେଇଚି
@Bhonsoria22
@Bhonsoria22 Жыл бұрын
Income Tax ku inform kara first check 62 lakhs is white or not
@gautamparida349
@gautamparida349 Жыл бұрын
ଏତେ ଟଙ୍କା ତୁମର ଆସିଲା କେଉଁଠୁ ଏ ସବୁ କଳା ଧନ ନୁହେଁ ତ
@paramanandanaik2964
@paramanandanaik2964 Жыл бұрын
ଦୁନିଆ ରେ ଏ ପ୍ରକାର କୌଣସି ବିଦ୍ୟା ନାହିଁ madam.
@sambitmohapatra490
@sambitmohapatra490 Жыл бұрын
Jagannath Mahaprabhuu nka ମାହାତ୍ମ୍ୟ, ସେ ଭଲ ହେଇଗଲା ।
@TheLifeVibes
@TheLifeVibes Жыл бұрын
ତୋର ପଇସା ଅଛି ତୁ ଦେଲୁ ତୁ ଯଦି ଗରିବ ହେଇ ଥାଆନ୍ତୁ ତାହେଲେ କଣ ତୁ ଦେଇ ଥାଆନ୍ତୁ
@suleswarmajhi7115
@suleswarmajhi7115 Жыл бұрын
ଏବେ ମଣିଷ ଯାଇ ଜହ୍ନ ରେ ପହଁଚିଲାଣି କିନ୍ତୁ ଏ ମାଡାମ ଏ ଯୁଗ ରେ ବି ଏମିତି ବିଶ୍ୱାସ କରୁଛନ୍ତି 😂😂😂😂
@jenagolari159
@jenagolari159 Жыл бұрын
ବହୁତ ପଇସା ଥିଲା madam କିଛି ପଇସା ଧନ ଲଭ ରେ ଗଲା କିଛି ଅସୁବିଧା ନାହିଁ
@dhaneswardas548
@dhaneswardas548 Жыл бұрын
ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଶରଣାପନ୍ନ ହୋଇଥିଲେ ବୋଲି ଆଜି ରକ୍ଷା ପାଇ ଗଲେ... ଆଜିର ଯୁଗରେ ଇମିତି କା ଠକେଇ ର ଶୀକାର ହେବା ଅସମ୍ଭବ...
@sambitmohapatra490
@sambitmohapatra490 Жыл бұрын
ମହାପ୍ରସାଦ ର ମାହାତ୍ମ୍ୟ
@rupashree6515
@rupashree6515 3 ай бұрын
ଭଲ ହେଇଛି। ଜୀବନ ରେ କେବେ କୌଣସି ଦୁଃଖୀ ଲୋକ କୁ 5ପଇସା ଦେଇ ନ ଥିବେ। ଅତି ଲୋଭ ରୁ ଇତି।
@KHERWALBAZAR
@KHERWALBAZAR Жыл бұрын
ଦୁନିଆରେ ଆଜି ପର୍ଯ୍ୟନ୍ତ କେହି ରାତାରାତି କୋଟିପତି ହେଇ ନାହାନ୍ତି, ଆପଣ ବା କେମିତି ହେବେ, ତେଣୁ ଏଇଟା ହେଉଛି ତାହାର କରୁଣ ପରିଣତି, ଯାହା ହେଇଛି ଭଲ ହେଇଛି 😂😂😂😂😂😂
@krushnachandrarout5051
@krushnachandrarout5051 Жыл бұрын
ଠକ ଧନହୋଇଥବ ନୀଶ୍ଚୟ ଜାହାହୋଇଚ ଭଲହୋଇଚ 😁😁😁😁😁
@pmohanty9622
@pmohanty9622 Жыл бұрын
ମ୍ୟାଡ଼ାମ ଭଲ ଇଂରାଜୀ କହୁଛନ୍ତି.. କି ପାଣି ପିଇକି ଏତେ ଟଙ୍କା ଦେଇ ପକେଇଲେ.. ମ୍ୟାଡ଼ାମ ଟିକେ ଭଗବାନ ଶ୍ରୀକୃଷ୍ନଙ୍କ ଗୀତା ପଢନ୍ତୁ... ସବୁ ଲୋଭ ଛାଡ଼ିଯିବ..
@priyabratrout4298
@priyabratrout4298 Жыл бұрын
Bahut bhala heichi tama bhali lady nijaku educates kahuthiba murkhara parichaya daucha
@tapangiri6124
@tapangiri6124 Жыл бұрын
Need investigation by incometax department that is black money
@sangamaifarming
@sangamaifarming Жыл бұрын
ଜଣେ ଦିବ୍ୟଙ୍ଗ 10ଟଙ୍କା ଦେଲେ କି ନାହିଁ ପାଇବା ଆଶାରେ ହ,,😀
@bisworanjanjena1269
@bisworanjanjena1269 Жыл бұрын
ସେ ଲୋକ ଫଟୋ ଟିକେ ଦେଖେଇଲେ ଭଲ ହେଇ ଥାନ୍ତା.
@pinks1423
@pinks1423 Жыл бұрын
otv re chaluchi... se loka ra aau gote clip re achhi...
@mrutyu4104
@mrutyu4104 Жыл бұрын
ଲୋଭ ରୁ ପାପ ଆଉ ପାପ ରୁ 62 ଲକ୍ଷ loss😂
@ankitasahu8996
@ankitasahu8996 Жыл бұрын
Bhala sudhhi hela auu...😂😂😂😂
@suryakantapattanaik1815
@suryakantapattanaik1815 Жыл бұрын
ବହୁତ୍ ଭଲ ହେଇଛି
@baishnabpanigrahi5155
@baishnabpanigrahi5155 Жыл бұрын
ତମ ମାନଙ୍କ ଟଙ୍କା ଏମିତି ହିଁ ଯିବ ।
@JSJ396
@JSJ396 Жыл бұрын
ଅତି ଶିକ୍ଷିତ ମୂର୍ଖ ମାଇକିନା ।
@ERJRPARIDAODIAVLOGS
@ERJRPARIDAODIAVLOGS Жыл бұрын
ଅତି ଲୋଭରୁ ମୃତ୍ୟୁ😂
@basantakubehera5578
@basantakubehera5578 5 ай бұрын
ଧନ୍ୟ ତମ ଆଶା ଧନୀ ହେବାର...
@prakashpuhana4632
@prakashpuhana4632 Жыл бұрын
very very critically matter, for CBI investigation NECESSARY Required
@sadanandpradhan2427
@sadanandpradhan2427 Жыл бұрын
ଏବେ ଆଉ ଟିକେ ଶୁଦ୍ଧି କରିବ , ନ ହେଲେ ପୁଣି ହଇରାଣ ହେବେ 😂
@JayakrushnaDehury-es4hb
@JayakrushnaDehury-es4hb 5 ай бұрын
ଭଗବାନ ଯାହା କରନ୍ତି ପ୍ରଣୀର ମଙ୍ଗଳ ପାଇଁ. ତୁମର ଅର୍ଥ ଅଧିକ ହେଇଗଲା ତ.
@jhasketanlalbehera9281
@jhasketanlalbehera9281 Жыл бұрын
Best story. Good woman.
@manaskumarpradhan5684
@manaskumarpradhan5684 Жыл бұрын
Ea Bahut Loviii badhiya heichi Maja lagila suniki 😂😂😂😂😂
@KURUKSHETRAORIGINAL
@KURUKSHETRAORIGINAL Жыл бұрын
BEST CANDIDATE FOR ODIA COMEDY MOVIE😂🤣🤣🤣🤣🤣🤣🤣😝😝😝😝BTW ITS THE POWER OF MAHAPRBHU 💪💪💪ସେଇଥି ପାଇଁ ବଞ୍ଚି ଗଲେ ଏ ମାଉସୀ😜 JAY JAY JAY SRI JAGANNATH SWAMI 🙏 JAY SRI KRISHNA 🌷 🐦
@duryodhannayak73
@duryodhannayak73 Жыл бұрын
ଟଙ୍କା ବହୁତ ତମ ପାଖରେ ହେଇଯାଇଛି କିଛି ଦାନ ଧର୍ମ କର ନ ହେଲେ ଆମସଂସ୍ଥା କୁ କିଛି ଦିଅ
@santanukumarmallick3202
@santanukumarmallick3202 Жыл бұрын
ପାଠ ପଢିବା ଲୋକ ଏମିତି କେମିତି
@daitaridash5351
@daitaridash5351 6 ай бұрын
ଜୀବନ ରେ କାହାକୁ ଟଙ୍କା ଟିଏ ଦେଇନ ଭଗବାନ ନେଇଗଲେ, ଭିକାରୀ କୁ ଦୂର ଦୂର କର, ପାପ ଧନ ପ୍ରାୟଶ୍ଚିତ ରେ ଯାଏ, ଚିନ୍ତା କର ନାହିଁ ଭଗବାନ ଅଛନ୍ତି
@tnanda1432
@tnanda1432 Жыл бұрын
ତମକୁ ସେ ପଠାଣ ର ।।।।।। ଭଲ ଲାଗିଲା ସେଥିପାଇଁ ତମେ ତମ () () ((())) ଦେଇଦେଲ କାହାଣୀ ନସୁଣେଇ ସତକଥା କୁହ ଲୋକ ବିଶ୍ୱାସ କରିବେ
@himansudash9149
@himansudash9149 Жыл бұрын
ଅନ୍ଧ ବିଶ୍ବାସ ମଣିଷ କୁ ତଳିତଳାନ୍ତ କରି ଦିଏ
@ratikantaparida9813
@ratikantaparida9813 Жыл бұрын
ଏହି ମହିଳା କଥା ଜାଣା ପଡୁଛି ଏହି ମହିଳା ଗୋଟିଏ ବଡ଼ ମୂଖ ଆଗେ ନିଜ ମନକୁ ସୁଦି କରନ୍ତୁ
@bibhutripathy2045
@bibhutripathy2045 Жыл бұрын
ଅର୍ଧମ ବିତ୍ତ ବଢେ ବହୁତ ଗଲାବେଳେ ଯାଏ ମୂଳ ସହିତ
@sambitmohapatra490
@sambitmohapatra490 Жыл бұрын
ଶ୍ରୀକ୍ଷେତ୍ର ପୁରୀ ମାହାତ୍ମ୍ୟ
@manjushaayar2079
@manjushaayar2079 Жыл бұрын
Such an intelligent woman!!! Where was your intelligence when you were being fooled?
@badracreation1159
@badracreation1159 Жыл бұрын
ବାବାଙ୍କୁ କେହି ବିଶ୍ବାସ କରନ୍ତୁ ନାହିଁ ....
@indianeedshimodiaenglish9505
@indianeedshimodiaenglish9505 Жыл бұрын
ଦୀ ଦୀ ଆପଣ ଯାଶୁ ଙ୍କୁ ଜାଣିଛନ୍ତି ,ଟିକି ଯୀଶୁଙ୍କ ପାଖକୁ ଯାଇ ପରୀକ୍ଷା କରନ୍ତୁ.....
@odiatraveler6630
@odiatraveler6630 Жыл бұрын
😅😅
@raghunathpradhan9370
@raghunathpradhan9370 Жыл бұрын
Good job 😊
@srikanta671
@srikanta671 Жыл бұрын
ତୁମେ ଆହୁରି ପଇସା ଦିଅ 2କୋଟି ଟଙ୍କା ଦିଅ,,ତୁମ 2 କେଜି ହୀରା ବାହାରିବ
@mrutyunjaymahalik3821
@mrutyunjaymahalik3821 7 ай бұрын
ବହୁତ୍ ଭଲ କାହାଣୀ ଲୋ ମାଆ
@pravashkumarbehera3368
@pravashkumarbehera3368 Жыл бұрын
ଅତି ଲୋଭରୁ ମ୍ରୁତ୍ୟୁ
@abtechnical5639
@abtechnical5639 7 ай бұрын
ତୁ ଏତେ ପଇସା କୁଆଡୁ ପାଇଲୁ? ED ଲାଗିକି investigation ହବା ଦରକାର୍।
@manojteachermayurbhanj9084
@manojteachermayurbhanj9084 Жыл бұрын
ଯେତେ ପାଠୁଆ ସେତେ ଅନ୍ଧ ବିଶ୍ଵାସୀ
@shivadash
@shivadash Жыл бұрын
Yaku fast IT raid kara jau. Sabu black money rakhi ki ahuri lobha😅
@biswajitkuanr7731
@biswajitkuanr7731 Жыл бұрын
Bohut bhala madam ....amiti dana chalu
@GaneshParida-h3b
@GaneshParida-h3b 8 ай бұрын
ଦୃଢ଼ ବିଶ୍ୱାସ ରଖ , ଆଉ ୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ । ହୀରାର ଖଣି ମିଳିବ
@farah87456
@farah87456 Жыл бұрын
ରାତାରାତି କୋଟିପତି ହେବାର ସ୍ବପ୍ନ ଦେଖିଲେ , ଏମିତି ପରିଣାମ ଭୋଗିବାକୁ ପଡେ
@bijaysatapathy7787
@bijaysatapathy7787 Жыл бұрын
ତମେ ଏମିତିଆ ବିଶ୍ୱାସୀ ଲୋକ... ଟଙ୍କା ଦେଲ କାହିଁକି? ଉଭୟ ଙ୍କ ସହମତି ରେ ହେଇଚି... ଦୋଷ କାହାର ନାଇଁ... Madame ଭୁଲ କହୁଛନ୍ତି... ଆପଣା ଦୋଷେ ପ୍ରାଣୀ ମରେ.
@AmitMohanty89
@AmitMohanty89 Жыл бұрын
Black money tha chala geya
@tusharakantabehera2587
@tusharakantabehera2587 Жыл бұрын
ଲୋଭ ରୁ ମୃତ୍ୟୁ
@jagannathamahapatra9513
@jagannathamahapatra9513 Жыл бұрын
Madam realy you are educated (Boki)
@minutesaboutShantikunjbyDSLenk
@minutesaboutShantikunjbyDSLenk 5 ай бұрын
ତମ ମାନଙ୍କୁ ଠିକ, ତମ ମାନଙ୍କ ଲୋଭ, ଅହଂକାର ତମକୁ ଖାଉଚି
@sukulal2409
@sukulal2409 Жыл бұрын
Very nice
@mrutyu4104
@mrutyu4104 Жыл бұрын
ଲୋଭ ବେଶୀ ହେଇଗଲା ଆଉ କଣ କରିବା ଦିଦି 😂 ତୁମ କୁ ତ ଗୁପ୍ତ ଧନ ଦରକାର
@elegantlook9516
@elegantlook9516 Жыл бұрын
ଲୋଭ ମନୁଷ୍ୟ କୁ କଣ କରେ ଉଦାହରଣ ସୃଷ୍ଟି କରିଛି।
@lalitkumarrwa4285
@lalitkumarrwa4285 Жыл бұрын
ଏମାନଙ୍କ soeto ଏମିତି ହେବା ଦରକାର୍ 😂
@abinashbarik789
@abinashbarik789 Жыл бұрын
"religion is opium for masses".. karl marx ... jaha heichi bahut bhala heichi
@arundhutilenka5140
@arundhutilenka5140 Жыл бұрын
ଏଗୁଡିକ ପାଗଳାମି, ଅନ୍ଧବିଶ୍ୱାସ କଥା। କେମିତି ତା କଥା ଗୁଡିକ ବିଶ୍ଵାସ କଲ।
@manjushaayar2079
@manjushaayar2079 Жыл бұрын
Greed for getting 'GUPTA DHANA '
@Sauri-c8v
@Sauri-c8v 8 ай бұрын
ଏକ ପ୍ରକାର ପାଗଳ ଏ ମହିଳା......
@ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା
@ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା Жыл бұрын
ଲୋଭର ପରିଣାମ ଏହା
@ashokmuni8793
@ashokmuni8793 Жыл бұрын
ଏତେ ଟଙ୍କା କେଉଁଠୁ ଆସିଲା
@Dudu99925
@Dudu99925 3 ай бұрын
ଅତି ଲୋଭ ତନ୍ତୀ ନାଶ
@kalishparida8069
@kalishparida8069 Жыл бұрын
ଆଉଦଶଲକ୍ଷଦିଅ
@sureshpadhi951
@sureshpadhi951 Жыл бұрын
ମୁଲ୍ଲା,ପିର , ଫକୀର ଆଦି କବଳରେ ପଡ଼ିଲେ କଣ ହୁଏ ? ଏହା ଗୋଟିଏ ଉଦାହରଣ।
@sambitmohapatra490
@sambitmohapatra490 Жыл бұрын
ସବୁଠୁ ବଡ ବୋକି ଆଉ ଲୋଭି
@susamameher3471
@susamameher3471 Жыл бұрын
Thik heichhi
@DevoteofLordJagannath
@DevoteofLordJagannath Жыл бұрын
September 22 ra matter aji jaye kothi thile.. Au...
@bjena3668
@bjena3668 Жыл бұрын
ଭଲ ହେଇଚି।
@nirmala-giri123
@nirmala-giri123 Жыл бұрын
ପୁରା ଆପଣଙ୍କୁ ଭୁଆଁ ବୁଲେଇ ସବୁ ଟଙ୍କା ମାରିଦେଲେ।ଶଳା ଟଆଉଟର୍ ମାନେ। ଆପଣ ବି ପଢଆଶଉଣଆ ଝିଅ ହୋଇ ଫସିଗଲେ!!!!
@rusabhabiahi1291
@rusabhabiahi1291 6 ай бұрын
ଅନ୍ଧ ବିଶ୍ୱାସର ଶିକାର ହୁଅନ୍ତୁ ନାହଁ।
@debashisjena7717
@debashisjena7717 6 ай бұрын
ତତେ ବୁଲା କୁକୁର ଗାଣ୍ଡୀ ମାରୁନି ଯାହା।ତତେ ସିଏ କେତେ ଥର ଗାଣ୍ଡୀ ମାରିଛି କହୁନ।
@mrmanascreation958
@mrmanascreation958 Жыл бұрын
ଆରେ ଅଧା ଓଡ଼ିଆ ଅଧା English କହୁଥିବା ଲୋକେ ଏମିତି ଫସନ୍ତି ବାକି ରହିଲା ମହା ପ୍ରଭୁ ଜଗନ୍ନାଥଙ୍କ କଥା ଆପଣଙ୍କ ମହା ପ୍ରଭୁ ତ ସେ ଗୁଣିଆ
@arundalai6232
@arundalai6232 Жыл бұрын
Madam has witnessHindi film Bhulbhuleya many times.
@bikashsahoo8761
@bikashsahoo8761 Жыл бұрын
ସତରେ ଆଜି ଆଇ ମା ଗପ ସତ ହେଇଛି।😂
@sujit_sahoo
@sujit_sahoo Жыл бұрын
62 lakh. 😱 Laguchi aita pura black money thila
@helping_h_a_n_d4304
@helping_h_a_n_d4304 Жыл бұрын
No black money imps karihabani
@muna9560
@muna9560 Жыл бұрын
Ate paisa aasila kauthi madam
@indianeedshimodiaenglish9505
@indianeedshimodiaenglish9505 Жыл бұрын
Bhraman ର ବାଲଖି ଦେଖ ହିନ୍ଦୁ ପୂଜା ବିଧିରେ ଖସେଇଲାଟଙ୍କା ଏହା ସହ ତାନ କାମ
快乐总是短暂的!😂 #搞笑夫妻 #爱美食爱生活 #搞笑达人
00:14
朱大帅and依美姐
Рет қаралды 14 МЛН