Mohan Majhi Govt To Identify Genuine Farmers: Registration For Real Farmers To Start In January

  Рет қаралды 97,177

OTV

OTV

Күн бұрын

Пікірлер
@jaga918
@jaga918 9 сағат бұрын
ଯୋଉ ମାନେ govt job ପାଇଛନ୍ତି ସେମାନଙ୍କୁ ଚାଷୀ subsidy ରୁ ହଟା ଯାଉ l
@ARNMKP
@ARNMKP 8 сағат бұрын
ଆରେ ଭାଇ ଯିଏ ସର୍ଭେ କରିବେ, ସିଏ ପରା ପଇସା ଖାଇ ଅଣ ଚାଷୀ କୁ ଚାଷୀ ବୋଲି ଦର୍ସାଇବେ, ground level ରେ ବହୁତ୍ ଦୁର୍ନୀତି ଚାଲିଛି
@sanjayakumar8110
@sanjayakumar8110 5 сағат бұрын
1000% right bhai
@biswaltutorial1522
@biswaltutorial1522 4 сағат бұрын
Right
@fakirmohankhatua2832
@fakirmohankhatua2832 31 минут бұрын
ବହୁତ ଭଲ କଥା 100%ସତ, କିନ୍ତୁ ଆମେ କୋମେନ୍ଟ ରେ ଲେଖି ପରିବା ହେଲେ ଅଫିସର ଆଗରେ ମୁହଁ ଖୋଲିବା କୁ ସାହସ ନାହିଁ, ଏଇଟା ଦୁଃଖ
@beherafarming
@beherafarming 7 сағат бұрын
ଆରେ ଓଡିଶା ରେ ଯେତିକି ଚାଷୀ ନାହାନ୍ତି ତା ଠାରୁ ଅଧିକ ଭାଗଚାଷୀ ଅଛନ୍ତି ତାଂକ ପାଇଁ କିଛି ନାହିଁ ସେମାନେ କିଛି ପାଉ ନାହାଁନ୍ତି
@makarsenapati1213
@makarsenapati1213 9 сағат бұрын
ପ୍ରଥମେ ଦର ଦାମ୍ ନିୟନ୍ତ୍ରଣ କର ମୋହନ୍ ମାଝୀ
@hrushikeshdharua4522
@hrushikeshdharua4522 8 сағат бұрын
ଯାହାର ଜମି ଅଛି ସେ ଚାଷ କରୁନି କିନ୍ତୁ ସେହି ଜମିକୁ ଯାହାର ଜମି ନାହିଁ ସେ ଚାଷ କରୁଛି ସେ କଣ କରିବ
@prasantsahoo579
@prasantsahoo579 3 сағат бұрын
ଆରେ ଭାଇ ଜେତେ ଜୋଜନା ଭାରିଲେ କଣ ହବ ପ୍ରକୃତ ଚାଷୀଙ୍କୁ କିଛି ପାଉନାହାନ୍ତି
@RadhamohanDas-l5m
@RadhamohanDas-l5m Сағат бұрын
ଖୁବ୍ ଭଲ ପଦକ୍ଷେପ।ମୋହନ ସରକାରଙ୍କ ସହିତ ସମ୍ରାଟ ମୋଦି ଜୀ ଙ୍କ ର ଜୟ ।
@rasapadhan1232
@rasapadhan1232 11 сағат бұрын
ଏ ବାଳ ସରକାର ବୁଝିବେନି ଚାଷୀଙ୍କ କଥା ଆମେ ଜାଣିଛୁ ଚାଷୀ ହେଲେବି ଚାଷୀ ରେ ଗଣତି ଯିବୁନି ସୁଭଦ୍ରା ଯୋଜନା ରେ ପଇସା ଦେଇକି ଏବେ କହୁଛନ୍ତି ପଇସା ଫେରେଇବକୁ। ଆଉ ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡିବ ସରକାର ଚେଞ୍ଚ୍ କରିବାକୁ।ଏଇ ସରକାର ଜିତିବା ପୂର୍ବରୁ କହିଥିଲା ଆଉ ଏବେ କଣ ହଉଛି ଦର ଦାମ୍ ଯେମିତି ବଢ଼ିବାରେ ଲାଗିଛି ଆମ ଭଳିଆ ଗାଉଁଲି ଲୋକ ନ ଖାଇ କି ମରିଯିବେ ।ଆମେ ବି ଏଇ ମେସେଜ box ଲେଖିକି କହିଲେ ବି ଆମ କଥା କେହି ଶୁଣି ବେନି । ଆହୁରି କହିବାକୁ ବହୁତ୍ ଅଛି ହେଲେ କହିଲେ ଲାଭ ନାହିଁ ଆମ କଥା କେହି ସୁଣିବେନି ଏଇ ଦୁନିଆରେ କେହି ନୁହଁ କାହାର ନିଜ ସ୍ବାର୍ଥ ପାଇଁ ନିଜ କାମ କରନ୍ତି। ଜୟ ଜଗନ୍ନାଥ 🙏⭕‼️⭕🙏
@mohankumarnemalpurimohan5803
@mohankumarnemalpurimohan5803 10 сағат бұрын
ବେପାର କରନ୍ତୁ ନାହିଁ ଆଜ୍ଞା ବାଗ ଚାଷୀ କ'ଣ ଚାଷ କରିବ ନାହିଁ କି ସେମିତି ହେଲେ ଆଗକୁ ସମୟ ଅପେକ୍ଷା କରନ୍ତୁ
@SushantaPatra-bn8kf
@SushantaPatra-bn8kf 9 сағат бұрын
ବହୁତ ଭଲ 👌👌👌👌
@beherafarming
@beherafarming 7 сағат бұрын
ତେଣୁ ଆଗ ଭାଗଛାଷୀ ଖୋଜ ତା ପରେ କିଛି ପଦକ୍ଷେପ ନେବା ପାଇଁ ଚିନ୍ତା କର
@lalithembram7294
@lalithembram7294 7 сағат бұрын
Swagat jogyo padakhep
@susantapalei8174
@susantapalei8174 9 сағат бұрын
ଭାଇ ଭଗଚାଷି ପାଇଁ କଣ ଲାଭ ଓଡିଶା ରେ ଭଗଚଷୀ ଅଧୀକ ଥରେ ତାଙ୍କ କଥା ଭାବନ୍ତୁ
@Dkalakanheimajhi
@Dkalakanheimajhi 7 сағат бұрын
ଆଜ୍ଞା ଏହାଦ୍ବାରା କେବଳ/ଅଧିକାଂଶ ଜମି ମାଲିକ ମାନେ ହିଁ ଲଭାନ୍ଵିତ ହେବେ । କିନ୍ତୁ ପ୍ରକୃତରେ ଚାଷ କରୁଥିବା ଓ ଚାଷ ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ବାଦ୍ ପଡ଼ିଯିବେ...🙏🏼 ଏହା ଛଡ଼ା, ଭବିଷ୍ୟତରେ ସରକାର ଚାଷୀଙ୍କର କଣ ଉନ୍ନତି କରିବେ ଅବା ନକରିବେ ସେଇଟା ତ ଛାମୁଙ୍କୁ ମଧ୍ୟ ଜଣା ନାହିଁ... ହେଲେ ବର୍ତ୍ତମାନ ଅଦିନିଆ ବର୍ଷା ପାଣି ଜମି ଯେଉଁ ଫସଲ ନଷ୍ଟ ହୋଇଛି, ତାର ତଦନ୍ତ କରି... ପ୍ରକୃତରେ ଯିଏ ଚାଷୀ ତାକୁ ସହାୟତାର ହାତ ବଢ଼ାଇବାକୁ ଅନୁରୋଧ...🙏🏼🌾🌾🌾🌾🌾
@RD123.........
@RD123......... 5 сағат бұрын
ଭାଗଚାଷୀ ମାନଙ୍କ ପାଇଁ କିଛି କର
@soumyaranjan7958
@soumyaranjan7958 45 секунд бұрын
ଜୟ କିଷାନ
@RabindraBehera-yq4ee
@RabindraBehera-yq4ee 2 сағат бұрын
ଭାଗ ଚାଷୀଙ୍କୁ ପାଇଁ କଣ ଆପ କରାଯାଉ ସରକାର
@bedabyashmunda6879
@bedabyashmunda6879 8 сағат бұрын
ପ୍ରକୃତ ଚାଷୀ କୁ ରାଷଣ କାର୍ଡ ପ୍ରଧାନମନ୍ତ୍ରୀ ଆବାସ pm kisan cm kisah ଚାଷୀ ପେନସନ ଚାଷୀ ଲୋନ ଚାଷୀ ଶ୍ଚଲରାସିପ ଏସବୁ ଦିଅ ନାଇ ହେଳେ ବିଜେପି ସରକାର ଓଡିଶା ଛାଡ଼
@maheshpadhan4462
@maheshpadhan4462 7 сағат бұрын
ବିନାଶ କାଳେ ବିପରିତ ବୁଦ୍ଧ୍ଧି ,ଧାନ ତ ଭଳରେ କିଣୁନ,5 ବରଷରେ ମରିବ ତମ ସରକାର
@achyutamajhi5509
@achyutamajhi5509 9 сағат бұрын
ବହୁତ ଭଲ ହେବ
@amulyagadatia1569
@amulyagadatia1569 7 сағат бұрын
100%ହେବ କଥା
@santsahu4489
@santsahu4489 7 сағат бұрын
ଭାଗଚାଷୀ ଯିଏ ସିଏକଣ କରିବ
@subhrajyoti7809
@subhrajyoti7809 7 сағат бұрын
ଦିନ ମଜୁରିଆ କୁ ଆଗ କାଟ. ସେ ସବୁ ପାଉଛି
@JayaMeher-op3vy
@JayaMeher-op3vy 9 сағат бұрын
Good dission
@KaluNayak-rf2el
@KaluNayak-rf2el 6 сағат бұрын
ସରକାରଙ୍କ ପଦକ୍ଷେପ ଠିକ୍ ଅଛି କାହିଁକି ନା ଅଟ ଚଲେଇବା ଲୋକ ବି ଏଠି ପିଏମ କିସାନ ରେ ଟଙ୍କା ପାଉଛି
@dhaneswarkatual6046
@dhaneswarkatual6046 5 сағат бұрын
ବେପାର କରିବା ଆରମ୍ଭ ହୋଇଗଲା. ପୁଣି 2029 କୋ ଅପେକ୍ଷା କର ଚାଷୀ କିଏ ଜାଣିବ. ଆରେ ଆଗ ଦର ଦାମ୍ କମ କର . ଚାଷୀ ମୂଲିଆ ପରେ ଖୋଜିବ. ବେପାରୀ ଦଳ.
@Niharika-B90
@Niharika-B90 5 сағат бұрын
ଭାଇ ଆମ ଗାଆଁ ରେ ବିନା ପଢା ଲୋକ OLM ରେ କାମ କରୁ ଛନ୍ତି 8th class ମଧ୍ୟ ପାସ୍ କରି ନାହାନ୍ତି। ସେମାନେ ହିଁ ଆମର Village ରେ ସବୁ କିଛି କରୁଛନ୍ତି ଯାହା ପାଖରେ ଜମି ଅଛି ତାଙ୍କୁ ମୂଜି ବା ସୁବିଧା ଦିଅନ୍ତି ନାହିଁ ଯାହା ପାଖରେ ଜମି ନାହିଁ ସେ ସବୁ କିଛି ପାଇ ପାରୁଛି (ଯିଏ କଲମ ଧରି ଜାଣେ ସିଏ ଏଇଠି ବାଡି ଧରୁଛି, ଆଉ ବାଡି ଯେଉଁମାନେ ଧରନ୍ତି ସେମାନେ କଲମ ✍️ ଧରୁଛନ୍ତି
@rameshwar4742
@rameshwar4742 5 сағат бұрын
Great idea.... ସୁଭିଧାବାଦୀ ସବୁ ଖୋଳ କରୁଛନ୍ତି
@susantbiswal1725
@susantbiswal1725 5 сағат бұрын
Dear sir, Jou mana nka pakhare Chasha jami nathhiva but se Jami ku lease re neiki chasa karithhiva then semanaka pai kn sahayata achhi govt tarafaru
@sunamalik3350
@sunamalik3350 8 сағат бұрын
Jahara jami achhi taku sabu miliba jahara nanhi sia uparaku aneibe
@prasantakumarjena4437
@prasantakumarjena4437 9 сағат бұрын
ତମ ର ସବୁ ଯୋଜନା ଫେଲ୍
@prabhanjanasahu9514
@prabhanjanasahu9514 Сағат бұрын
ଭୂବନ୍ଦବସ୍ତ କରାଯାଉ ଏବଂ ଚାଷୀ କାର୍ଡ ଦିଆ ଯାଉ । ତାପରେ ପ୍ରକୃତ ଚାଷୀ ଜଣାଯିବ। ଜମି କିଣା ବିକା ସମୟରେ ମଧ୍ୟ ତାଙ୍କ ଚାଷୀ କାର୍ଡ ରେ ଜମି କମିବ ବା ବଢିବ।
@AnilRao-k6v
@AnilRao-k6v 9 сағат бұрын
Very nice
@santoshgouda8684
@santoshgouda8684 2 сағат бұрын
Thank you otv khabar
@RutiaSidu
@RutiaSidu 6 сағат бұрын
Emiti hele Bagachasi mariba sar
@suniltechnicals7492
@suniltechnicals7492 10 сағат бұрын
ସରକାର ଲୋକଙ୍କୁ ଠୋକୁଛନ୍ତି
@harishchandranaik2528
@harishchandranaik2528 5 сағат бұрын
Good Step
@ajayakumarsethy855
@ajayakumarsethy855 3 сағат бұрын
Bhaga chasi pai kichi byabasta karajau
@AmbikaSa-hj5lc
@AmbikaSa-hj5lc 9 сағат бұрын
Thank you
@pitambarsingh7904
@pitambarsingh7904 7 сағат бұрын
କୃଷକ ପରିବାର ସଦସ୍ୟ ସଂଖ୍ୟା ବୃଦ୍ଧି ଘଟିଛି ଜନେଥିଲେ ବର୍ତ୍ତମାନ ଚାରିଜଣ ଚାଷୀ ସଂଖ୍ୟା ବୃଦ୍ଧି ହେଉଛି ଅଲଗା ପଞ୍ଜିକରଣ ସୁବିଧା ମିଳୁ ପରିବାର ମୁଖ୍ୟଙ୍କ ପଞ୍ଜିକରଣ ହେବକି ସ୍ବାମୀ ପଞ୍ଜୀକୃତ ଥିଲେ ତାଙ୍କ ଅନ୍ତେ ସ୍ତ୍ରୀ ପାଇବେକି ଉଭୟ ପଞ୍ଜୀକୃତ ହୋଇପାରିବେ କି
@GandhipBag
@GandhipBag 4 сағат бұрын
First reair First repair canal then supply water to cultivated land after that you may do any work ,without water farmer can not reduce anything,
@KrushnaSahoo-sj5rd
@KrushnaSahoo-sj5rd 6 сағат бұрын
100%ଠିକ୍
@baruncreation8489
@baruncreation8489 4 сағат бұрын
ବିନାଶ ବେଳେ ବିପରୀତ ବୁଦ୍ଧି
@gobindamuduli8360
@gobindamuduli8360 5 сағат бұрын
Bahuth bhalo nishpati nelesarakar❤🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏👍👌
@chandankumarmatia4761
@chandankumarmatia4761 5 сағат бұрын
Right Katha
@mihirmallick2899
@mihirmallick2899 3 сағат бұрын
ଚାଷ କହିଲେ ଆପଣ ମାନେ କଣ ବୁଝନ୍ତି
@HemantDas-ki2sv
@HemantDas-ki2sv 4 сағат бұрын
ପଇସା ଖାଇବା ପାଇଁ ଗୋଟେ ନୂଆ ଚକ୍ରାନ୍ତ
@gagulmohanty7420
@gagulmohanty7420 5 сағат бұрын
Good. Decission
@manoranjan647
@manoranjan647 7 сағат бұрын
Right କଥା
@tularammajhi6317
@tularammajhi6317 4 сағат бұрын
ଯେତେ ମାଠୁଛୁ ମାଠ ସେଇ ଦର ପୋଡ଼ା କାଠ ଜାଲିଆତି ହବାଟା ୧୦୦%
@Rseries-93
@Rseries-93 7 сағат бұрын
ପୂର୍ବ ରୁ ରେଜିଷ୍ଟ୍ରି ହୋଇ ରହିଥିବା ଜମି ତାର ପ୍ରକୃତ ମାଲିକାନା ଗୋଟିଏ ଚାଷୀ କେମିତି ସରଳ ମାଧ୍ୟମ ରେ ପଟ୍ଟା ପାଇବ ତାହା ପ୍ରତି ଟିକିଏ ଦୃଷ୍ଠି ଦିଅନ୍ତୁ ତେବେ ଯାଇ ତ ସେହି ଚାଷୀ ର bhulekha ରେ ନାମ ଯୋଡ଼ି ହେବ ଏବଂ ଚାଷୀ ଟି ତାର ପ୍ରକୃତ ମାଲିକାନା ଫେରି ପାଇବା ସହିତ ଆପଣ ଙ୍କ ଯୋଜନାରେ ସାମିଲ ହୋଇ ଏକ " ଅସଲି ଚାଷୀ " ବା ନୂତନ ଚଷା ପୁଅ ର ମାନ୍ୟତା ପାଇବ!!ଜୟ ଶ୍ରୀ ଜଗନ୍ନାଥ 🙏🙏
@mihirmallick2899
@mihirmallick2899 3 сағат бұрын
କେଉଁମାନଙ୍କୁ ଆପଣ ଚାଷୀ କହୁଛନ୍ତି
@niranjanbehera281
@niranjanbehera281 8 сағат бұрын
Sir krusak id card purba sarakar deichhanti.
@HemantDas-ki2sv
@HemantDas-ki2sv 4 сағат бұрын
ଡିଜିଟାଲ debit ରେ ବେଶୀ ଦୁର୍ନୀତି
@ranjitgajapati
@ranjitgajapati 19 минут бұрын
Good news
@sunamalik3350
@sunamalik3350 8 сағат бұрын
Jia real krushak taku dekhare taku help karu sarkar au jahara jami jaga ghara badi achhi taku na diantu
@TrilochanMahanta-k3h
@TrilochanMahanta-k3h 9 сағат бұрын
Right direction
@SrikantNayak-m
@SrikantNayak-m 6 сағат бұрын
Very nice ❤❤❤❤
@manasmanas3632
@manasmanas3632 4 сағат бұрын
Thankyou sir
@AbhiAbhi-ib7dl
@AbhiAbhi-ib7dl 7 сағат бұрын
Good decision mohan sir
@pramodajena4066
@pramodajena4066 9 сағат бұрын
Odisha ru bangaladesi nku bahara kale adhika bhuta chasi baharibeni
@phakirsenapati6723
@phakirsenapati6723 5 сағат бұрын
Good
@TapashRanjan-po3uo
@TapashRanjan-po3uo 8 сағат бұрын
Right katha sabu
@RameshBhatra-j7t
@RameshBhatra-j7t 8 сағат бұрын
Good morning sir
@jayganeshag
@jayganeshag 10 сағат бұрын
Agrinest web site re allready I'd achi
@RaghunathNag-y1i
@RaghunathNag-y1i 15 сағат бұрын
Good discussion sir
@janardanmohanty831
@janardanmohanty831 16 сағат бұрын
Good decision
@dhananjayanayak8564
@dhananjayanayak8564 4 сағат бұрын
Right
@DibakarHansdah-g1j
@DibakarHansdah-g1j 2 сағат бұрын
SUNANDA THIK KAHUCHHANTI
@kulubiswal4963
@kulubiswal4963 10 сағат бұрын
Kichi milibani...bhaga chasi rahijiba....semanaka pain kn subidha haichi ...
@sumitrabehera9658
@sumitrabehera9658 7 сағат бұрын
Chasi manakar dhana chasa bhasi galani ....amane chasi kia khojuchhanti😢
@DhrubaNaik-xp5pj
@DhrubaNaik-xp5pj 4 сағат бұрын
Amiti jadi huanta amaku bahara rajya ku asibaku padi na thantaa
@sasankasekharsatpathy2241
@sasankasekharsatpathy2241 7 сағат бұрын
Bhala padakshyap, prakruta chasi labha paebe.
@babakedarnath5560
@babakedarnath5560 9 сағат бұрын
Card 💳 kale bala haba
@prakashbehera9712
@prakashbehera9712 5 сағат бұрын
Both man and woman pain ki ?
@makramohanta1047
@makramohanta1047 16 сағат бұрын
Right sir
@deepanjalisahoo2738
@deepanjalisahoo2738 5 сағат бұрын
BJP SARAKARA kahithila sabu mahila anku subhadra tanka deba, matra pare alaga rule kala, BJD SARAKARA JINDABADA, Next 5 years pare BJD SARAKARA Asiba
@Moksha1308
@Moksha1308 8 сағат бұрын
Asali chasi Mane kono Chakiria Jomi kiniki chaso kole chasi nahi ki Bepari Jomi chaso kole chasi nahi ki
@spsubhalaxmipani5446
@spsubhalaxmipani5446 3 сағат бұрын
Jahara jami nahi semanaku jami diajau semane chasa kariparibe valare chali paribe jeumanakara jami achhi semane valare chalu chhanti
@RajnikantaPadhy-b5m
@RajnikantaPadhy-b5m 14 минут бұрын
Rajanikanta padhy
@phakirsenapati6723
@phakirsenapati6723 5 сағат бұрын
👍
@rnishant6094
@rnishant6094 4 сағат бұрын
Jahara jami nahi se bhaga Kari ki jasiki khauchhi se kn ahi 🆔 pai pariba
@jitendrasahu8792
@jitendrasahu8792 9 сағат бұрын
Kahi ki chasi ku haeiran karuchanti bahut hei gala cashi sabu sahi janichi kalia yojana re kete deucha je kahucha dina ku kete padhuchi hisab kara fertilizer ret dekha
@pratapbaisnab9755
@pratapbaisnab9755 6 сағат бұрын
Kichi hei pariboni only Tanka khaiba yojana
@DipuDas-o1n
@DipuDas-o1n 7 сағат бұрын
👌👌👌👌👌👌👌
@sunamalik3350
@sunamalik3350 8 сағат бұрын
Pagal sarkar 😡jaumane bhaga aniki chasa karuchhanti semanankara kn haba
@KPradhan-ny5gd
@KPradhan-ny5gd 7 сағат бұрын
Jolokar jami achi samanku diaa jau aaumadya joloka aniya lokara jamiku chasakaru Chianti sebatiku diyajau
@NakulNayak-v6x
@NakulNayak-v6x 8 сағат бұрын
ତମେ ପ୍ରକୁତ ଚାଷୀ ଖୋଜିବା ଦରକାର ନାହିଁ ଯେତେ ଶୀଘ୍ର ପାରୁଛ ଓଡିଶା ଛାଡିକି ପଳାନ୍ତୁ.... ନବୀନ ବାବୁ ସମସ୍ତଙ୍କୁ ଦେଉଥିବା ବାକି ଟଙ୍କା କିଏ ନବ
@NILAMANIHO
@NILAMANIHO 5 сағат бұрын
ଗାଣ୍ଡି ମାରି ବା ସୁଯୋଗ ତୁମମାନଙ୍କୁ ମିଳୁନାହିଁ, କି ରେ
@tmahendraready1410
@tmahendraready1410 7 сағат бұрын
Very bad government
@hariharbiswal7960
@hariharbiswal7960 33 минут бұрын
Asala chasi Kia .... ? 1. Jahara jami achhi jamipata achhi . 2. Naa jia jamire chasa karichhi . Khara barsa Shita ...baramaSha Munda jhala tundare Mari nijara jaminatjae b anyatharu jami bhaga Chasha karichhi. Chasha upare jahara barsakara Dana-Pani nirbhara karichhi . Pratyakati jyojana mulare jamipata pramana darkar...👏👏
@somyaranjanpanda5895
@somyaranjanpanda5895 5 сағат бұрын
Hai ho babu agharu kana farmer id na thila
@sandeepbiswal194
@sandeepbiswal194 15 сағат бұрын
Absolutely Magnificent Decision By BJP Government..👍
@lokanathcommunication9881
@lokanathcommunication9881 8 сағат бұрын
Madua kete achi count karuna.. odisha re ete chasi ete ration card pauchanti..tahele madua kie
@karunakarmohanty89
@karunakarmohanty89 7 сағат бұрын
ଆଗେ ଡାଲି ମସଲା ତେଲ ଦର କମାଅ ତା ପରେ ଦେଖିବା
@sunilkumarpatnaik6953
@sunilkumarpatnaik6953 9 сағат бұрын
First....Asali BJP Neta khoja jau. Sabu taa Congress ru...BJD ru...Swadlincote ru ...aasi BJP rey misi pockets garam karu chanti.
@RanjanPradhan-km4sn
@RanjanPradhan-km4sn 4 сағат бұрын
ତମେ କିଛିବି କରିପାରିବ ନାହି
@mulyapatel..
@mulyapatel.. 10 сағат бұрын
BJP, Modi chashi ku pura garib Kari dela 💯💯👈👍
@DeepanjaliPanda-e4g
@DeepanjaliPanda-e4g 5 сағат бұрын
Bhumi hina ku bi khoja jau
@ayswariyamishra1905
@ayswariyamishra1905 4 сағат бұрын
A kama kala thik haba
@RanjanKumar-bo1ul
@RanjanKumar-bo1ul 5 сағат бұрын
2025 ru nua sarkar asiba re mohan
@RameshBhatra-j7t
@RameshBhatra-j7t 8 сағат бұрын
Bhal news
“Don’t stop the chances.”
00:44
ISSEI / いっせい
Рет қаралды 62 МЛН
Гениальное изобретение из обычного стаканчика!
00:31
Лютая физика | Олимпиадная физика
Рет қаралды 4,8 МЛН
The evil clown plays a prank on the angel
00:39
超人夫妇
Рет қаралды 53 МЛН
Sigma Kid Mistake #funny #sigma
00:17
CRAZY GREAPA
Рет қаралды 30 МЛН
News Fuse 25 DEC 2024
21:34
OTV
Рет қаралды 62 М.
“Don’t stop the chances.”
00:44
ISSEI / いっせい
Рет қаралды 62 МЛН