Jibana Do Chhakire Ashara Alok Ep 421 20 JULY 2024

  Рет қаралды 348,948

OTV

OTV

Күн бұрын

This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Somesh Mohanty anchors the show and makes sure to get justice to the people involved and resolve real life issues.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#Jibana Do Chhakire Ashara Alok Ep 42#OdishaTV #OTV

Пікірлер: 260
@drrskumar2901
@drrskumar2901 2 ай бұрын
କି ବାଣ୍ଡ ବିଚାର କରୁଛ......ଗୋଟେ ସ୍ତ୍ରୀଲୋକ ମର୍ଡର କରିବ ବୋଲି ଚାଲେଞ୍ଜ ଦଉଛି ତୁମେ ସବୁ ଦାନ୍ତ ଛୋଡୁଛ,ଏହି ଜାଗାରେ ପୁରୁଷ ଲୋକଟି କହିଥିଲେ ସମସ୍ତେ ଚଡ଼ି ଯାଇଥାନ୍ତେ ଆଉ ମହିଳା ନେତ୍ରୀମାନେ ଲୁଗା ଟେକିକି ପୁରୁଷ ଲୋକଟିକୁ ଗେହିଥାନ୍ତେ ଆଉ ଗୋପବନ୍ଧୁ ପଟ୍ଟନାୟକ ଆଇନ ଦେଖାଇଥାନ୍ତା......କିନ୍ତୁ ଏଠି ପୁରା ଅଲଗା ମହିଳା ନେତ୍ରୀମାନେ କେତେ ଖୁସି ହଉଛନ୍ତି ମନେ ମନେ ଭାବୁଛନ୍ତି ଆମ ମହିଳାମାନେ ବହୁତ୍ ଆଗକୁ ଯାଇଛନ୍ତି ଆଉ ଯେତିକି ପୁରୁଷ ରାଣ୍ଡୁଆ ଜଯ ହେଇକି ବସିଛନ୍ତି ସ୍ତ୍ରୀଲୋକର କେତେ ଗୁଣଗାନ କରୁଛନ୍ତି........ସ୍ତ୍ରୀଲୋକ ଅବଳା ଦୁର୍ବଳା, ଏହି ଅବଳା ଦୁର୍ବଳାର ପରିଚୟ ନେଇକି ପୁରୁଷଙ୍କୁ ଯେତେ ଗେହି ପାରିବେ,ଆମେ ପୁରୁଷମାନେ ଆମ ଦେହ ଇଟା,ବାଲି ସିମେଣ୍ଟ କଂକ୍ରିଟରେ ତିଆରି ଆମକୁ କଣ କଷ୍ଟ ହେବ........ମୁଁ କହୁନାହିଁ ଯେ ଏଠାରେ ପୁରୁଷର ଭୁଲ ନାହିଁ ବୋଲି, ପୁରୁଷର ନିଶ୍ଚୟ ଭୁଲ ଅଛି କିନ୍ତୁ ଏଠାରେ ସ୍ତ୍ରୀଲୋକର ସମସ୍ତ ଭୁଲକୁ ସମ୍ମାନ ଦିଆଯାଉଛି କାରଣ ସେ ଅବଳାଦୁର୍ବଳା ସେ ଯେତେ ଭୁଲ କଲେବି,ସେଟା ଭୁଲ ନୁହଁ.......ଏହିପରି ଜାଗାରେ ବ୍ୟୋମକେଶ ସାରଙ୍କ ଭଳି ବିଚାରପତି ଦରକାର
@Debasish-gi9zl
@Debasish-gi9zl 2 ай бұрын
Right bro
@tofanmuni850
@tofanmuni850 2 ай бұрын
Bhai apanaka kothare dam achhi, I like your every sentence.
@drrskumar2901
@drrskumar2901 2 ай бұрын
Thanks for your valuable feedback ​@@tofanmuni850
@manasranjandash2464
@manasranjandash2464 2 ай бұрын
ବର୍ତ୍ତମାନ ପୁରୁଷ ଯେମିତି ମେଣ୍ଢା ହୋଇଯାଉଛି,ସେ କେମିତି ନିଜ ଭିତରେ ନିଜେ ତ୍ରାହି ଡାକୁଛି, ତଥାପି ଏତିକି କହିବି ସ୍ତ୍ରୀ କଥା ଆଉ ଗାଳି ଭାରି କଷ୍ଟ ନୁହେଁ କଷ୍ଟକର।
@RashmitaMohanty-de6fi
@RashmitaMohanty-de6fi 2 ай бұрын
Are bhai samaste ta chalench dekhile se tike chandi boli bi kahile au kn karibe
@SarojiniRout-j6i
@SarojiniRout-j6i 2 ай бұрын
ସ୍ତ୍ରୀ ଲୋକଟି ସ୍ପଷ୍ଟ ବାଦି, ତେଣୁ ଲୋକ ମାନେ ତାଙ୍କୁ ଖରାପ ଭାବିବା ଉଚିତ ନୁହେଁ, ବିନା କାରଣ ରେ ସନ୍ଦେହ କଲେ ଜମାରୁ ସହି ହୁଏ ନାହିଁ
@santoshichinara750
@santoshichinara750 2 ай бұрын
He pravu se swami ku Rakhya karantu 🙏🙏 ...mu aji dekhuchi dunia re emiti bi stree loka achhanti..se swami ku kebala bhagaban bharasa
@Runi.Madhabaodiavlog
@Runi.Madhabaodiavlog 2 ай бұрын
ସେ କଜିଆ କରୁ ନାହାନ୍ତି ସତ କଥା କହୁଛନ୍ତି କାହିଁକି ନା ଖୋଲା ମଣିଷ ଟିଏ ମୋତେ ବହୁତ ଭଲ ଲାଗିଲା ତାଙ୍କର କଥା ବାତ୍ ☺️☺️
@SilaBehera-il5zp
@SilaBehera-il5zp 2 ай бұрын
Right katha❤
@SahadevsabarSahadevsabar-q2o
@SahadevsabarSahadevsabar-q2o 2 ай бұрын
@@Runi.Madhabaodiavlog ବଳନା
@SahadevsabarSahadevsabar-q2o
@SahadevsabarSahadevsabar-q2o 2 ай бұрын
@@Runi.Madhabaodiavlog ତା କଥା ବାର୍ତା ରୁ ଜଣା ପଡୁଛି ସେ କେତେ ଭଦ୍ର ସ୍ତ୍ରୀ ତାକୁ ଟିଆ ଠିଆ ଗେଁ ଅଛି
@RAlok687
@RAlok687 2 ай бұрын
ତୁ ବେଧ ସେଈଭଳିଆ ହେଇଥବୁ ବୋଧେ ଘୋଡାଗେଈ
@Runi.Madhabaodiavlog
@Runi.Madhabaodiavlog 2 ай бұрын
@@RAlok687 ମୁହଁ ସମ୍ଭାଳି କଥା ବାର୍ତା କରେ ବୁଝି ଲୁ 😡😡😡😡
@KingOfRost-df9ou
@KingOfRost-df9ou 2 ай бұрын
କଥା ରେ ଅଛି, ଆଖି ରେ ହାଣିଦେଉଛ, କିନ୍ତୁ ଏ ଗେହି ମାଇଇକିନା ପାଟିରେ ହାଣିଦେଉଛି
@TilottamaSamal-hp2ws
@TilottamaSamal-hp2ws 2 ай бұрын
ମୁଁ ପ୍ରଥମ ଥର ପାଇଁ ଏମିତିଆ ସ୍ତ୍ରୀ ଲୋକଟିଏ ଦେଖୁଛି ଯେ ଯିଏ ତା ସ୍ୱାମୀକୁ ବେ ଵା ତୁ ତା କୋହୁଛି
@sabitaprusty8035
@sabitaprusty8035 2 ай бұрын
ଯୁଗ ଓଲଟା ହେ ଭଗବାନ୍
@dibyasinghparida4360
@dibyasinghparida4360 2 ай бұрын
ଏ ସ୍ତ୍ରୀ ଲୋକଟା ଭାରି ମୁହ ଖୋର,ନାଟର ଗୋବର୍ନ୍ଦନ,
@sjlifestyle6541
@sjlifestyle6541 2 ай бұрын
One of the best wife of the year 😂😂oswm ..se bhouni bohut bhala loka ...clean heart ❤️
@bibhutibhusannayak6445
@bibhutibhusannayak6445 Ай бұрын
ଇଏ ସ୍ତ୍ରୀ ଲୋକ ଟା ମାଲ୍ ମାରି ଦେଇଛି । ମୋ ଛୁଆ । ସିଏ ଛୁଆ ଆସିଲେ କେଉଁଠୁ । ସାଧାରଣ ଜ୍ଞାନ ର ଅଭାବ । ଛି ଛି ଛି ଛି ।
@urmilasahoo5807
@urmilasahoo5807 2 ай бұрын
Dhanya lo Naari 🥰🥰🥰🥰🥰🙏🙏🙏🙏
@dusmantpalatasingh6598
@dusmantpalatasingh6598 2 ай бұрын
Jaya Jagannath swami 🎉🎉🎉best of luck 👍
@AkshayKumar-j5l6t
@AkshayKumar-j5l6t 2 ай бұрын
ପ୍ରକୃତ ବେଧ ମାଇକିନା
@ashokkumarpradhan1674
@ashokkumarpradhan1674 2 ай бұрын
Welcome good decision Jay jagannath 🙏
@bibhutibhusannayak6445
@bibhutibhusannayak6445 Ай бұрын
ମାମିନା ର ଏ ସବୁ ପର କିଆ ପ୍ରୀତି ସନ୍ଦେହ ନୁହେଁ ସତ ବୋଲି ଜଣା ପଡୁଛି
@bapi2988
@bapi2988 2 ай бұрын
ଝିଅର ତୁଣ୍ଡ ଏଇଠି ଏତିକି ଘରେ କଣ୍ କରୁଥିବା
@manasranjandash2464
@manasranjandash2464 2 ай бұрын
ମାମିନାଙ୍କ ହାରଟା ଠିକ୍ ସେ ପଡିପାରିଲା ନାହିଁ,କଥା ଟିକେ ବଙ୍କା। ତଥାପି ଏପରି ସ୍ତ୍ରୀ ବିରଳ।
@lovely861
@lovely861 Ай бұрын
Really show ta aji bahut interesting lagila because Somesh Sir majhire majhire jou sundar sentence deideuchhanti really bhala lagila.But a stree loka mentality ta thik nahin. A loka inocent achhi but bhul achhi two side ru but stree loka side ru adhika bhul rahijaichhi.Bujha mana thik nahin ubhaya nka bhitare.Interesting story.Tebsion re Mamina pani piki pura bottle pani saridele.😂😂
@sinurout6560
@sinurout6560 2 ай бұрын
ଏ ସ୍ତ୍ରଲୋକର ପ୍ରବଳ ଦୋଷ ସେତ ମଞ୍ଚରେ ଏମିତି ଘରେ କଣ ନ ହେଉଥିବା
@tofanmuni850
@tofanmuni850 2 ай бұрын
Otv ku dhanyavaad, louthu ehi bhalia pieces anichha
@RashmitaMohanty-de6fi
@RashmitaMohanty-de6fi 2 ай бұрын
A episod ti bahut funny😅😅😅
@santoshichinara750
@santoshichinara750 2 ай бұрын
Ye mancha re kebe purusa Loka nku right justice mileni ..
@jyostnathanapati1826
@jyostnathanapati1826 2 ай бұрын
True words
@sitikantharaulo6250
@sitikantharaulo6250 2 ай бұрын
ଏକଦୁମ୍ ସତ କଥା ଭାଈ
@lokanathbehera8577
@lokanathbehera8577 2 ай бұрын
ମୁଁ ମlନୁଚି କି କିଛମାତ୍ରାରେ ଭୁଲ୍ ଥିବ ପୁଅ ର ହେଲେ ଏ ଶାଳୀ ମାଇକିନିଆ ର ଛଡି ଗେହୀ ହେଇଥିବା ଜଗୁ ଏମିତି ଘର ନିହାତି ଭାଙ୍ଗିବ ।
@Alphamunna7
@Alphamunna7 2 ай бұрын
ଶିକ୍ଷା ଓ ସ୍ନକାର ଅଭାବ
@bhaktikantasahoo3080
@bhaktikantasahoo3080 2 ай бұрын
Garibi sahab garibi🤕
@ganeshsahoo5754
@ganeshsahoo5754 Ай бұрын
Anangawadi jaini ea ..
@baikunthabehera3971
@baikunthabehera3971 6 күн бұрын
ବିଚାରପତି ମହାଶୟ. ପୁରୁଷ କୁ ନ୍ୟାୟ ଦିଅ. ସ୍ତ୍ରୀ କୁ ଥାନା ର ଢୋଲ ବାଡ଼ି. ଖାଲି ଜାବୁଡ଼ା ମାରି ବହିଷ୍କାର କର.
@khanakhazanawithsmita586
@khanakhazanawithsmita586 2 ай бұрын
Aaj ka episode comedy full 😂😂😂
@rakeshmohanta8783
@rakeshmohanta8783 Ай бұрын
ଏ ମନ୍ଚରେ ସୁବୁବେଳେ ପୁଅ ପିଲା ଙ୍କୁ ଦୋଷ ଦିଆଯାଏ ,
@narendrapradhan9044
@narendrapradhan9044 18 күн бұрын
Ehi episode ra naata bujha
@bapi2988
@bapi2988 2 ай бұрын
ତୁ ତା କରି କହୁଚି ଛି ଛି ନାରୀ
@rbpresents2885
@rbpresents2885 2 ай бұрын
Sanjay Bhai tike dekhiki ...... Maikina hanilanbelaku ai tv Bala kehi nathibe ....
@MuktaPanigrahi-e9l
@MuktaPanigrahi-e9l Ай бұрын
Eithi mihir sir thile bHut maja karithint
@tulusirdaspattanayak5671
@tulusirdaspattanayak5671 2 ай бұрын
ଲ ମାଆ। ସାକ୍ଷାତ କାଳୀ। କଲିକତା ନ ଯାଇ ଏଠରୁ ମୁଣ୍ଡିଆ ମାରୁଛି।୧୨ ବର୍ଷ ଛୁଆ ହେଉ ନ ଥିଲା ପରେ ଛୁଆ ହେଲା କିପରି। ଏଣୁ ପୁରୁଷ ଲୋକଟି ଯାହା ଦେଖିଛି ତାହାରି ଛୁଆ। ଏଣୁ ଡିନ ଏ ଟେଷ୍ଟ କରି ପୁରୁଷ ଟି ଏ ମାଇକିନିଆ ପାଇଁ ଅଯୋଗ୍ୟ ଘୋଷଣା କରାଯାଉ।
@bibhutibhusannayak6445
@bibhutibhusannayak6445 Ай бұрын
ମୁଁ ବି ସମର୍ଥନ କରୁଛି ।
@soumyaranjanswain1759
@soumyaranjanswain1759 3 күн бұрын
❤❤❤
@sanjayofficial6609
@sanjayofficial6609 2 ай бұрын
ଏହା ଏକ ରଚନାତ୍ମକ ନାଟକ ସତରେ ଏମାନଙ୍କ କିଛି ବି ଝଗଡ଼ା ନାହିଁ। ଓଟିଭି ଲୋକଙ୍କୁ କଲ୍ କରି ଡାକୁଛି ଆଉ ତାଙ୍କୁ ରୋଲ୍ ଦେଇ ସୁଟିଂ କରୁଛି , ଏହା ନିରାଟ ସତ୍ଯ। 😂😂😂
@TapasPatra-v7v
@TapasPatra-v7v 2 ай бұрын
Tamaku kia kahila
@SitaRaniBehera-fc4uv
@SitaRaniBehera-fc4uv 11 күн бұрын
ମୋତେ ମୋର ପରିବାର ଦରକାର Please ସାରେ ମୋତେ ମୋ ପରିବାର ଫେରେଇ ଦିଅ
@bubunaanu9358
@bubunaanu9358 2 ай бұрын
Lady Don super
@SahadevsabarSahadevsabar-q2o
@SahadevsabarSahadevsabar-q2o 2 ай бұрын
ମେଡମ ତାଙ୍କ ସନ୍ଦେହ ଦେଖା ଗଲା ଝିଅର ଫାଟି ଦେଖା ଯାଉନି
@sriramsahoo193
@sriramsahoo193 2 ай бұрын
Otv ର ଭଲ ପ୍ରୟାସ ଧନ୍ୟବାଦ 👍
@SUBHAM222_s60
@SUBHAM222_s60 2 ай бұрын
Se swamiku jagannath bharasa.
@damodarpanda859
@damodarpanda859 10 күн бұрын
Good management
@AntarjyamiSwain-y1f
@AntarjyamiSwain-y1f 17 күн бұрын
ଏ ସମାଜରେ ଏଭଳି ବୋହୁ ଅଛନ୍ତି ମୁଁ ଭାବି ପାରୁନାହିଁ ସମାଜ ରେ ମା ମାନଙ୍କ ର ଧଜୈ ବେଶି ଧ୍ୟାନ ଦେଲେ ଏ ମା ପାଖରୁ କ'ଣ ଏସବୁ ଆଶା କରାଜାଇ ପାରେ ନାହିଁ ଛିଛି ଏ କଳିଜୁଗର ନାରୀ
@kanhaswain9403
@kanhaswain9403 6 күн бұрын
mora bahaghara heaipatuni tike help karantu sir
@ashokdas5443
@ashokdas5443 Ай бұрын
Sir ପୁରୁଷ ଆଉ ନାରୀଙ୍କୁ ସମାନ ଆଇନ ହଉ ନାରୀ ମାନେ ପୁରୁଷଙ୍କୁ ଆପଣଙ୍କ ଆଗରେ କେମିତି ଯଦି ପୋଲିସ କେସ ହେଲେ ପୁରୁଷଙ୍କ ବେଳା ଖରାପ
@sipupradhan5281
@sipupradhan5281 Ай бұрын
Maa mamina maa mamina tike sunantu auu ragana 😂😂😂eps 28.27
@sarbeswardas9828
@sarbeswardas9828 2 ай бұрын
Real stree ku respect dia
@JitendarSahu-w3h
@JitendarSahu-w3h 2 ай бұрын
ଭଲ ଲାଗିଲା
@BikramRout-d6j
@BikramRout-d6j Ай бұрын
Jay jagannath bharsa
@rabindrapradhan6946
@rabindrapradhan6946 Ай бұрын
Well. Thank you for mutual solution
@tunamohanty8415
@tunamohanty8415 14 күн бұрын
Mu apanaku salot karuchi asar alok mrbarnku kintu tanka madam nkar katharu bhalalagilane .... 🎉
@Situn__15
@Situn__15 7 күн бұрын
ଧନ୍ୟ ଲୋ ତୁ ନାରୀ 😂
@SahadevsabarSahadevsabar-q2o
@SahadevsabarSahadevsabar-q2o 2 ай бұрын
ଆରେ ମାଜ୍ଞା ଶଳା ସେ ଝିଅର ବିଆ ରେ କାଠ ପୁରେଇ ଦିଅ
@ChittaChitta-i3z
@ChittaChitta-i3z 2 ай бұрын
Hmm bhai 😂😂😂😂😂😂
@bininayak225
@bininayak225 7 күн бұрын
Swami ku sanman dei sikhini Sethi pain jhagada.
@dilipnayak8431
@dilipnayak8431 2 ай бұрын
Balungi... 😊😊😊😊😊😊
@AakashSahu-u1u
@AakashSahu-u1u Ай бұрын
ମୋତେବି ସାହାଯ୍ୟଜା କର ମସ୍ୱାମୀ ବି ଝିଅ ଟି ଦରି ପଳେଇ ଛ ନ୍ତି
@santoshichinara750
@santoshichinara750 2 ай бұрын
He bhai se bhalia stree ku rakhani lo kain ki nija marana ku Barana karucha ..eka ruha bhala santi re banchiba
@susantakumarbehera9231
@susantakumarbehera9231 2 ай бұрын
Asara aloka episode band Kari dia. Au tume thik bichara Kari paruna.
@ChandrakantaSenapati-dk6mt
@ChandrakantaSenapati-dk6mt Ай бұрын
Jete jaha kuha jhiata bhala❤🎉
@KedarBarik-b3b
@KedarBarik-b3b 20 күн бұрын
@prakashkujena8324
@prakashkujena8324 Ай бұрын
Elo bopa ଏ ତ ବିଷାକ୍ତ ମାଇକିନିଆ...ଶଳା ମୁଁ ତ ଡରି ଯାଉଛି।।।
@biswanathpanda8549
@biswanathpanda8549 2 ай бұрын
ବିଷାକ୍ତ ଜନ୍ତୁ
@kanhucharankeshari9383
@kanhucharankeshari9383 Ай бұрын
This is Lady DON
@gameshbehera8793
@gameshbehera8793 2 ай бұрын
Plz stop in husband &wife
@asiskhutiya8620
@asiskhutiya8620 2 ай бұрын
Ok
@arunnayak1880
@arunnayak1880 Ай бұрын
C̺h̺i̺ r̺a̺ m̺a̺i̺ k̺i̺n̺a̺ b̺a̺l̺a̺m̺a̺i̺k̺i̺n̺a̺
@susantakumarbehera9231
@susantakumarbehera9231 2 ай бұрын
Madam sandheha sabu jagare hueni. Jouthi kichhi thiba Sethi automatic sandeha rahiba.
@HaribolaBagartti
@HaribolaBagartti Ай бұрын
ଏ ଶାଳିର ବିଆ ଶଳ ଶଳ ହେଉଛି ତାକୁ ବିଆରେ ଶାବଳ ପୁରେଇ ଦିଅ
@Surabhibiswal
@Surabhibiswal 2 ай бұрын
Full comedy 😂😂😂😂
@SibaPadhan-j7i
@SibaPadhan-j7i Ай бұрын
ଏ ଝିଅର ଦୋଷ ବେଶି ପାଟି କରୁଛି
@Birsingh-h1i
@Birsingh-h1i 2 ай бұрын
Mancha agre ete phutani ,ghare kete phutani,mahila mane bhabu chhanti,ame collector jhio
@jharanajhankar7335
@jharanajhankar7335 19 күн бұрын
Mainkinia ta ugra chandi ta samarthan heiparibani
@amitraut752
@amitraut752 Ай бұрын
ହେ ମାଆ ତୁ କେଉଁ ଚଣ୍ଡୀ ଆଉ ରୁପ ଦେଖାନି
@abhimanyubehera7051
@abhimanyubehera7051 2 ай бұрын
Judge saheb.dont.english
@ashutosh2991
@ashutosh2991 2 ай бұрын
ମାଇକିନା ନୁହଁ କଞ୍ଚା ରାଣ୍ଡି ଟା 😮😮😮
@amulyamajhi9393
@amulyamajhi9393 2 ай бұрын
Nari ta janapadhuchi kete bhola.... khajuri gacha ki Guna gaibi mula ru pahancha pahancha ..😮god bay 😮
@sumitrajena1564
@sumitrajena1564 2 ай бұрын
Se stree lokara badapati boli sabu dosa taku diajauchhi
@pinkymishra333
@pinkymishra333 2 ай бұрын
କେବଳ ସନ୍ଦେହ ଏବଂ ରାଗ ।
@jagabandhubehera164
@jagabandhubehera164 6 күн бұрын
ମୋ ଗାଁ ପାଖ ଗାଁ ଲୋକ
@ganeshsahoo5754
@ganeshsahoo5754 Ай бұрын
Sandheya karani Bhai jhia nkara Guna seibhalia . Aeta ta kahibaku bhasa nahi .😂😂
@jharanajhankar7335
@jharanajhankar7335 2 ай бұрын
Laxmi nku jaganathh mithha kkhhuaile
@anitarout2924
@anitarout2924 9 күн бұрын
Stree sabu torture ku sahiba kichhi mane nthae
@prasantamoharana3310
@prasantamoharana3310 Ай бұрын
ଆଲୋ ମା ତମ ଚାରି ଖୁରାକୁ ଯୁହାର ମାନିବାକୁ ପଡ଼ିବ ତୋ ମୁହଁକୁ
@umacharanpatra5536
@umacharanpatra5536 10 күн бұрын
😊😊😊
@lopamudrasahoo7774
@lopamudrasahoo7774 2 ай бұрын
Emiti wife ku rakhiba thha ru life re eka rahiba Vala. Jhia ta nuhe gote muha Khor badmas jhia .bhai re jadi life re Santi re rahibar achhi ae jhia ku life ru out karidia.
@viralRajesh5160
@viralRajesh5160 2 ай бұрын
ସାରେ ଏଇ ମାଇକିନିଆ ର ଭୁଲ ଅଚି
@Anonymouskid6932
@Anonymouskid6932 2 ай бұрын
100 baat ki ek baat single ruha mst rahiba....
@SimiPadhy
@SimiPadhy 12 күн бұрын
A jhia ra ta jo bala mnuha, vashmol black thu ahuri black sethire high attitude,se jhia sbu micha khuchi
@Barsha-pani31
@Barsha-pani31 2 ай бұрын
Asha ra Alok ku Kemit jibaku padiba kaha through re
@SahadevsabarSahadevsabar-q2o
@SahadevsabarSahadevsabar-q2o 2 ай бұрын
ଏଇ ଶଳା ମାଇକିନା ର ଭାରି des des କୁଣ୍ଡେଇ ହଉଚି
@santoshsatapathy4249
@santoshsatapathy4249 2 ай бұрын
Mancha eka sanmanaspada anusthan ethi bhasa byabaharare salinata rahiba uchita
@SwainpabitraSwain
@SwainpabitraSwain Ай бұрын
Mmu aasar aalok. Tlm sath katha. Hebaku chanhu chho
@stiphenhanhagastiphenhan-qm7yp
@stiphenhanhagastiphenhan-qm7yp 2 ай бұрын
ପିଲା ଉପରେ ଅତ୍ୟାଚାର... ରେ ମାଘିଆ
@Sima....priyadarsinia123
@Sima....priyadarsinia123 2 ай бұрын
Dekhiba ey episode ta comedy series haba agaku
@PoojaSamal96
@PoojaSamal96 2 ай бұрын
Ebe yaku nei reels madhya hobo
@kisanbabuvlog9129
@kisanbabuvlog9129 2 ай бұрын
ନାରୀ ନୁହେଁ ତୁ ନାରାୟଣୀ 😂😂😂 ଶଳା ବାୟାଣୀ ମାଇକିନା,,
@ManojSeth-f5j
@ManojSeth-f5j 2 ай бұрын
ଏ ନରି କୁ ଧକକା ଦେଇ ବାହାର କରିବା କଥା
@BibhutiNaik-d4o
@BibhutiNaik-d4o 15 күн бұрын
ଉଦଣ୍ଡି ମାଇକିନିଆ 😂😂😂😂😂
@DMPriteevlog
@DMPriteevlog Ай бұрын
Pati karani chup kini basa 😂😂
@GorachandBehera-z5j
@GorachandBehera-z5j Ай бұрын
Sar satakatha ajithu purusa nari ku Puja kariba
@Ganeshbiswal440
@Ganeshbiswal440 2 ай бұрын
Mate jaha laguchi bahut chandi Ae maikinaa
@touchyourheart8868
@touchyourheart8868 2 ай бұрын
Nari Durbala Kahiki govt au kete act kariba
@biswojitdash5811
@biswojitdash5811 7 күн бұрын
Asabhya Maikina
@EralinBiswal-vz2kg
@EralinBiswal-vz2kg 2 ай бұрын
😃😃😃😃😃😃😃😃bou loo mo peta daraj hei galeni
Jibana Do Chhakire Ashara Alok Ep 422   27 JULY 2024
44:26
pumpkins #shorts
00:39
Mr DegrEE
Рет қаралды 109 МЛН
This mother's baby is too unreliable.
00:13
FUNNY XIAOTING 666
Рет қаралды 38 МЛН
哈哈大家为了进去也是想尽办法!#火影忍者 #佐助 #家庭
00:33
火影忍者一家
Рет қаралды 126 МЛН
Jibana Do Chhakire Ashara Alok Ep 419   29 JUNE 2024
43:29
Ashara Aloka: Minor Disturbance Tears Families Apart
12:23
I Cried A Lot In 2014 || EP 25 || Podcast With Upasna Mohapatra
34:17
Argus Digital
Рет қаралды 718 М.
Jibana Do Chhakire Ashara Alok Ep 420  06 JULY 2024
43:39
Jibana Do Chhakire Ashara Alok Ep 431   28 SEPT 2024
44:04
pumpkins #shorts
00:39
Mr DegrEE
Рет қаралды 109 МЛН