News Fuse 16 SEPT 2024

  Рет қаралды 106,879

OTV

OTV

Күн бұрын

Пікірлер
@143Susanta
@143Susanta 3 ай бұрын
ଯାହା ହଉ ଏଇ ଆୟୋଯୋଗ କରିଥିବା ଭାଇ ମାନଙ୍କୁ ବହୁତ ବହୁତ ଧନ୍ୟବାଦ କେବେ ସୁଧୁରିବ ଆମ ପରମ୍ପରା ଆଉ ସଂସ୍କୃତିକୁ ପୁରା ଟେକୀକି ରଖିଛନ୍ତି ଧନ୍ୟ ହେ ଏମିତିକା କାଇଁ ହଉଛ
@Manas_panigrahi
@Manas_panigrahi 3 ай бұрын
ଏମିତି କିଛି ଭଦ୍ର ବ୍ୟକ୍ତିଙ୍କ ପାଇଁ ଆଜି ସନାତନ ଧର୍ମ ବିପର୍ଯ୍ୟସ୍ତ ହୋଇ ପଡିଛି। ଭାରତ ବାହାରେ ହିନ୍ଦୁ ଧର୍ମ ଶେଷ ହେବା ସହିତ ଭାରତ ଭିତରେ ୯ଟି ରାଜ୍ୟର ହିନ୍ଦୁ ଶେଷ ହେଲେଣି ଏବେ ହିନ୍ଦୁ ମାନେ କିଏ ମୁସଲିମ ହେଉଛି ତ ଆଉ କିଏ ଖ୍ରୀଷ୍ଟିଆନ ହେଉଛି ତଥାପି ଏମାନେ ସୁଧୁରିବା ନାଁ ଧରୁ ନାହାଁନ୍ତି !!
@143Susanta
@143Susanta 3 ай бұрын
ଭାଇ ଭଲ ଜାଗାରେ ବାଣ ମାରୁଛନ୍ତି ନିଜେ ଯାହା ହବତ ହବ ଅଟୋ ରେ ଥିବା ପିଲା ମାନଙ୍କର କଥା ଟିକେ ଭାବ ଧନ୍ୟ 🙏🏿🙏🏿🙏🏿
@prasantapattanaik862
@prasantapattanaik862 3 ай бұрын
ଲୋକଂକ ପାଖରେ ଶିକ୍ଷା ଓ ଟଂକା ଯେତେ ଅଧିକା ହେଉଛି, ଭଗବାନଙ୍କୁ ସେଇ ମଣିଷ ଧୀରେ ଧୀରେ ଆଉ ଭାଵ ଭକ୍ତି ରେ ମାନୁନାହିଁ। ବଡ଼ ଦୁଃଖର ବିଷୟ।
@PANAPURTY123
@PANAPURTY123 3 ай бұрын
ଏ ହେଉଛି ଓଡ଼ିଆ ଅସ୍ମିତା
@kapilashmajhi5106
@kapilashmajhi5106 3 ай бұрын
ଗଣେଶ ପୂଜା କମେଟି ଓଡିଶାର ଯେତେ ପୂଜା କରୁଛ ସମତ ଭାଇ ମାନଙ୍କୁ ଜୁହାର 🙏🙏🙏
@ShyamasundarGagarai
@ShyamasundarGagarai 2 ай бұрын
ନାଚ ଗୋଟେ ଏକ୍ସସର ସାଇଜ
@arssingh3983
@arssingh3983 3 ай бұрын
ଠାକୁର ଓ ଅସୁର ନାଚ 😬😬😬😬😬😬😬
@MrutyunjayaNayak-tg4sb
@MrutyunjayaNayak-tg4sb 3 ай бұрын
ଖଇରା ଜଓଉ ଭସାଣୀ ହଉଥିଲା ସେଦିନ ଆମ୍ବୁଲାନ୍ସ ରେ ଥିବା ପେସେଣ୍ଟ ଜଣକ ଆଉ ୟ ଦୁନିଆରେ ଆଓ ନାହିଁ khira ପୋଲିସ ଅଧିକାରୀ ସସ୍ପାନେଣ୍ଟ କରାଯାଉ ମନିଏବର୍ ସରକାର 😢 ଏତିକି ମୋର ଗୁହାରି 😂
@krishnanaikbrothers6459
@krishnanaikbrothers6459 3 ай бұрын
My favorite news fews sir Jay Jagannath 🙏
@smitaprusty5609
@smitaprusty5609 3 ай бұрын
Very nice👍
@visionodisha8409
@visionodisha8409 3 ай бұрын
BJP wala Ratna bandar Kholi ki subhadra yojana kale.. Jai jagannath ❤❤❤
@ashokkumarpal596
@ashokkumarpal596 3 ай бұрын
ଆଜିକାଲି ପୂଜା ମାନେ ଏଇଆ ,ମେଲୋଡି ଆଉ ଉତ୍କଟ ଶବ୍ଦ କରି ପେଟେ ପେଟେ ମଦ ପି ଭସାଣି .ଯାହହଉ ଏମାନେ ଆମ ଧର୍ମ ସଂସ୍କୃତି କୁ ବଂଚେଇ ରଖି ଛନ୍ତି .
@Mrddbaska7815
@Mrddbaska7815 3 ай бұрын
Hn bhaii right bhujiba loka bhalase bhujibe😂 😂 😂
@visionodisha8409
@visionodisha8409 3 ай бұрын
ମାଗଣା ଶିକ୍ଷା ଦିଆନ୍ତୁ ମାଗଣା ଟଙ୍କା ନ ଦେଲେ ଭଲ।
@suraimurmu3128
@suraimurmu3128 3 ай бұрын
Jo jita wohi sikandar,,, ଯେମିତି 2024 ରେ ବିଜେପି, ବିଜେଡି
@JanathanMajhi-i2p
@JanathanMajhi-i2p 3 ай бұрын
ଏମିତି ବକ୍ତାମାନେ ଧଙ୍ଗା ରେପ୍ ମଡର କରିବେନି ତ ଆଉ କଣ କରିବେ
@soumyaranjanbarik4734
@soumyaranjanbarik4734 3 ай бұрын
ଭାଇଙ୍କର ପ୍ରବଳ ଞାନ ଅଟୋ ଉପରେ ବାଣଟା ନ ଫୁଟେଇ ନିଜ ମୁଣ୍ଡରେ ଫୁଟେଇ ଥିଲେ ଭଲହୋଇଥାନ୍ତା
@geetanjaliacharya6079
@geetanjaliacharya6079 3 ай бұрын
God bless you to your family sir 🙏
@srpcreatorsuman5317
@srpcreatorsuman5317 3 ай бұрын
ଯେତେ ବେଳେ ମୁସଲମାନ ଓ ର୍ଖ୍ରୀଷ୍ଟ ମାନେ ଯେବେ ତାଙ୍କ ପୂଜା କରନ୍ତି ସେତେ ବେଳେ ନା ସେ ଅଶ୍ଲିଳ ନାଚ କରନ୍ତି ନା ମଦ ପିଅନ୍ତି ନା ଏ ସବୁ କାର୍ଯ୍ୟ ତ ହିନ୍ଦୁ କାହିଁକି ଏହି ଭଳି ଅସଭ୍ୟ ହୋଇଯାଉଛି ? ଏମାନ ଙ୍କ ଦ୍ୱାରା ହିନ୍ଦୁ ଧର୍ମ ଲୋପ ହୋଇ ଯାଉଛି । 😢ସବୁ ତାଙ୍କ ଆଡକୁ ଯାଉଛନ୍ତି କିଛି ଭୟ ଆଉ କିଛି ସୁବିଧା ବାଦି ହୋଇ |
@hritikbatu
@hritikbatu 3 ай бұрын
Mgh kintu gomata ku katiki khanti
@srpcreatorsuman5317
@srpcreatorsuman5317 3 ай бұрын
ହଁ ଏଟା ସତ ଏ ଗୁଡ଼ିକ ତାଙ୍କର ସ୍ଵଭାବ ଆଉ କଣ କରିବା ଯଦି gov କଠୋର ଦଣ୍ଡ ନିୟମ କରନ୍ତା ଯିଏ ଗାଈ କାଟୁଛି ତାକୁ ଜେଲ୍ ରେ ପୁରେଇଲେ (non-bell) ଯାଇକି ସୁଧୂରିବେ ନ ହେଲେ ସେମିତି ଚିଲେଇ ଗଳା ନଳା ଫଟାଉଥିବେ।
@pinkusahu9321
@pinkusahu9321 3 ай бұрын
ଦିଗପହଣ୍ଡି ଦାଉଣୀ ର ମେଲୋଡି ପ୍ରଗ୍ରାମ ରେ କମେଣ୍ଟ ମରା କୁ ନେଇ ମାଡ ଗୋଳ ହେଇଥିଲେ
@143Susanta
@143Susanta 3 ай бұрын
କନକସାରଙ୍କ ମୁହଁ ପାଖକୁ ଆଣୁଛ ବୂମ ସେ କଣ କହିବେ ହଇଓ ନାରଣ ତମେ ଭାରି ଦୁଷ୍ଟ ଟିକେ ପଛକୁ ଆସ 🤣😂🤣 ସେ ଏଵେ ଦେବେ bite
@143Susanta
@143Susanta 3 ай бұрын
ଏଇଟି ଚାଲିଛି ସୁଭଦ୍ରା fight ଏଵେ fight ନେଲେ ଆଗକୁ 5000 ମିଳିବ କାଇଁ ଏମିତିକା ହଉଛ
@RanjanBehera-pq5qu
@RanjanBehera-pq5qu 3 ай бұрын
Good morning Sare 🙏🙏🙏
@sudarshanshaoo4872
@sudarshanshaoo4872 3 ай бұрын
Nice 😂😂😂😂😂
@143Susanta
@143Susanta 3 ай бұрын
ଯାହା ହଉ ବନ୍ଧୁକ ଦେଖେଇ ନାଚ କରିଲେ ବହୁତ ଆନନ୍ଦ ମିଳିବ ବୋଲିତ ଭାଇ ଏଇଠି ଖେଳୁଛନ୍ତି ଖେଳ ମାଡିଚାଲ ଗଣେଶ ମହାପ୍ରଭୁ ଭାବୁଥିବେ ମତେ ଜଲଦି ନେଇକି ଭସାଣି କରିଦିଅ କାରଣ ଏଇ ବନ୍ଧୁକରେ ଗୁଳି ଥିବ ଯଦି ଗଣେଶ ବେହାଲ ହେଇଯିବେ 🤣😂🤣
@sudhansukumarbal3419
@sudhansukumarbal3419 3 ай бұрын
Very nice program
@Hjkkc
@Hjkkc 3 ай бұрын
Bjp ଵାଲା ପାଖରେ ଖଣ୍ଡା ବି ଅଛି sir ସେହିଟା ଘରେ ଛାଡି କି jaithibe😂
@ranjitsatapathy5951
@ranjitsatapathy5951 3 ай бұрын
When urvashi, menaka dance to appreciate gods in heaven as epic says, then here on earth melody group amuse people. Now a days it is very difficult to ban this custom😢
@muktikantabehera1479
@muktikantabehera1479 3 ай бұрын
Very good
@143Susanta
@143Susanta 3 ай бұрын
ଭାଇ ଏବେକା ପିଲା ସେଥିପାଇଁ ସିଏ ସ୍ମାଟ ସେଇଥିପାଇଁ ସିଟ ନଥାଇ ସିଟ ଗୋଟେ ନୂଆ କାଢ଼ିଛନ୍ତି ଆଉ ସେଇଥିରେ ବସିଛନ୍ତି ଟିକେ ତ ପରିବାରଙ୍କର କଥା ଭାବ ତ
@143Susanta
@143Susanta 3 ай бұрын
ମୁକେଶ ସାର ଏଵେ ସବୁ କହିବେ କାରଣ ସେ ହେଲଥ ମନ୍ତ୍ରୀ ତ ପୁରା ଫିଟ ସେଥିପାଇଁ ଗୋଟେ ଦଳ ଛାଡି ଆଉ ଗୋଟେ ରେ ହିରୋ 🤣😂🤣
@BharatKumar-wh1eo
@BharatKumar-wh1eo 3 ай бұрын
❤❤❤❤
@kpsinghadv9798
@kpsinghadv9798 3 ай бұрын
Eha Ganesh puja na fashion puja procession.Evali Baja,gita lagai ama sankruti ku nasta karuthiba ayojaka nku news fews bhala bataku aniba boli biswas.
@143Susanta
@143Susanta 3 ай бұрын
ଏତେ ବଡ ମାନ୍ୟଗୁଣ୍ୟ ବେକ୍ତି ମାନେ କଣ କ୍ଲାସ ନେଉଛନ୍ତି ତୁମାର ସାର ଭଲ କ୍ଲାସ କରୁଛନ୍ତି ଏମିତିକା କ୍ଲାସ କରୁଛନ୍ତି ଯେ କ୍ଲାସସାରା ସବୁ ଛାତ୍ର ପୁରା ଧୀର ସ୍ଥିର ବସିକି କ୍ଲାସ କରୁଛନ୍ତି ଏମିତିକା ସାର ଯଦି ପିଲାବେଳେ ମିଳିଥାନ୍ତେ ଆମେ କ୍ଲାସ ରେ ବିଶୃଙ୍କାଳ କରିନଥାନ୍ତୁ 🤣😂🤣
@manashsahoo5226
@manashsahoo5226 2 ай бұрын
Kalijuga ra manisha sudhuri jao Prabhu nka nama tike nia
@143Susanta
@143Susanta 3 ай бұрын
ଭାଇ ବୋଧେ ମହାରାଜ କାରଣ ପୋଲିସ ଵାଲା ପିନ୍ଧଉଛନ୍ତି ମୁକୁଟ ଏଇ ଭାଇଙ୍କୁ ଲୋକେ ଖଟ ଖାଇ ଖଟୁଲି ଖାଇଗଲେଣି ଏଇ ଚୋର ବୋଧେ ନୂଆ ଚୋରି କରୁଥିଲା ସେଥିପାଇଁ ଧରାପଡ଼ିଗଲା 🤣🤣🤣
@PrakashkumarPradhan-eb4fl
@PrakashkumarPradhan-eb4fl 3 ай бұрын
B. Panda babu bode bjd adaku 🎉🎉🎉
@surendrakumarsahu3910
@surendrakumarsahu3910 3 ай бұрын
😊jama olota bhabe ni jaha kahuchhi mote bi bhala laguni kintukathati sata laguchhi . anya rajya loke kahanti odisha ra loke budu . mane boka mu odisha bahare paschi bang re kamakare odishar pray khabar ethare madhya prashit heithae semane madhy ama bhasha bujhanti o hidire madhy prakashit hei thae tanke kahiba o odishar eparika khabar suniba ekdum thik heijae enu taku kaunasi uttar madhya dei huenahin chupa rahibaku hi pade o lajya au rag maddhya anubhab hue bhabibaku lage odisha sabustarare pachhua shikhya nitire ta sabutharu pachhare emiti kahinki
@surendrakumarsahu3910
@surendrakumarsahu3910 3 ай бұрын
maha prabhu nk dham puri re ananda bazar hue sethare kebal maha prabhu nk nama rashamrut pana kari bhakt anda bazar re majare bulanti sethi ta dj bajai unmadita hei baaslil gita gai ba suni semane ananand huanti nahin prabhu bhakti gitare maji ati anand anubhab karanti kahinki samananku kaan murkha budhi hina kuhajkiba apanank matare kaanhebakatha tike bhabibe OM SHREE GANESHAY NAMAHAN BANDE UTKAL JANANI JAY HIND .
@SantoshKumarJethy
@SantoshKumarJethy 3 ай бұрын
Please stop this type of Puja odisa govt.
@RanjanNayak-i7c
@RanjanNayak-i7c 3 ай бұрын
Sabu midia Bala param mg lakhan Tama maa petara bhai bodhe sethipani lakhan bhaina dakucha......😂😂😂😂
@surendrakumarsahu3910
@surendrakumarsahu3910 3 ай бұрын
jaha hau ethi puja naan re khub maza chalichhi .maza pare pare jane au janaku saja madhya adan pradan karibe esabu dekhi suni ame nijaku satya sanatani hindu boli kahi anya dhamablabi manank agare lajyita heba nahin ta ? ama hindu samaj rajya desha o antarjatik starare ama khabar bhala boli prakashit haba ta ethi puja mandap re jete ahhanti kehi jane e prashnar uttar dei paribe ta ?
@arunamohanty2986
@arunamohanty2986 3 ай бұрын
😅😅😅😅😅
@RudraprasadDas-r6c
@RudraprasadDas-r6c 3 ай бұрын
Sir nku bhari bhoka
News Fuse 06 JAN 2025
22:53
OTV
Рет қаралды 10 М.
News Fuse 2 AUG 2024
22:41
OTV
Рет қаралды 129 М.
JISOO - ‘꽃(FLOWER)’ M/V
3:05
BLACKPINK
Рет қаралды 137 МЛН
Every team from the Bracket Buster! Who ya got? 😏
0:53
FailArmy Shorts
Рет қаралды 13 МЛН
News Fuse 08 NOV 2024
22:51
OTV
Рет қаралды 72 М.
News Fuse 03 JANUARY 2025
20:46
OTV
Рет қаралды 227 М.
News Fuse 09 SEPT 2024
21:27
OTV
Рет қаралды 214 М.
News Fuse 13 SEPT 2024
21:52
OTV
Рет қаралды 135 М.
JISOO - ‘꽃(FLOWER)’ M/V
3:05
BLACKPINK
Рет қаралды 137 МЛН