News Fuse 31 JULY 2024 | ମେଡିକାଳ୍ ରେ ମୂଷାରାଜ୍ | ବାସନ ମାଜିଲେ ବିଧାୟକ !

  Рет қаралды 35,289

OTV

OTV

Күн бұрын

Пікірлер
@143Susanta
@143Susanta 3 ай бұрын
ଆଜି ମୋର ଦିଲ ଖୁସ ହେଇଗଲା ସୁରଜ ଭାଇ ଯେମିତିକା ଵେବସ୍ତା ( ସେବା )କରୁଛନ୍ତି ଏହା ବିରଳ ଦୁସ୍ୟ ଧନ୍ୟ ହେ ନେତା 🙏🏿🙏🏿🙏🏿🙏🏿 ଧନ୍ୟ ହେ ତମ ମାତା ପିତା ହେ ମହା ପୁରୁଷ
@soumyaranjanbarik4734
@soumyaranjanbarik4734 3 ай бұрын
ସରକାର ଆଉ କେଉଁଠାରେ ଇଟା,ସିମେଣ୍ଟରେ ପାଚେରି ନକରି ବାଉଁଶ ବାଡ କରନ୍ତୁ
@soumyaranjanbarik4734
@soumyaranjanbarik4734 3 ай бұрын
ସରକାରୀ ମେଡିକାଲରେ ଖାଲି କଣ ରୋଗୀ ରହିବେ କି ମନୋରଜ୍ଞନ କରିବାକୁ କିଏ ତ ଜଣେ ରହିବେ ତେଣୁ ଏ ଦାୟୀତ୍ୱ ମୂଷା ମାନଙ୍କର
@143Susanta
@143Susanta 3 ай бұрын
ମତେ ଦୁଃଖ ଲାଗୁଛି ଏଇ ଗାଡି ଵାଲା କଣ ପାଇଁ ଘରେ ଗାଡି ରଖିଲେନି ଏଵେ ନାମ ନିଅ ଏମିତିକା ଦୁଃଖ ଚମତ୍କାର ଲାଗୁଛି
@krishnanaikbrothers6459
@krishnanaikbrothers6459 3 ай бұрын
Super news sir Jay Jagannath 🙏
@143Susanta
@143Susanta 3 ай бұрын
ଏଵେ ସବୁ ବିଜେପି ଵାଲା କଣ କରୁଛନ୍ତି ସବୁ ଜାଣିବା ମୁସ୍କିଲ ହେଇଯାଉଛି
@prafullswain3425
@prafullswain3425 3 ай бұрын
ଭାଇ ଏମିତି ମେଡିକାଲ୍ କେବେ ଜୀବନରେ ଦେଖିନଥିବେ ଏ ହଉଚି ମୂଷା ମେଡିକାଲ୍ ଆଜିର ନୂଆ ମେଡିକାଲ୍ 😂😂😂
@santoshtimepass9173
@santoshtimepass9173 3 ай бұрын
ସାର୍ ଏ ମୂଷା ନାହିଁ ଆମେ ବୁଝିବା ଭୂଲ୍ ଏ ସବୁ ଡକ୍ଟର ଅଭାବରୁ । ଡକ୍ଟର ଓ ସର୍ସ୍
@shibanaik4983
@shibanaik4983 3 ай бұрын
ପାଚେରୀ ଟା ଜଉ ଠିକାଦାର କରିଛି ତାକୁ ଠିକ ଭାବରେ ପୁନଃ ନିର୍ମାଣ କରିବାକୁ କୁହାଯାଉ।
@soumyaranjanbarik4734
@soumyaranjanbarik4734 3 ай бұрын
ଘରକୁ ଅତିଥି ଆସିଲେ ଯେପରି ଆଗ ଗୋଡ ଧୁଆ ହୁଏ ସେପରି ସରକାରୀ ମେଡିକାଲକୁ ଗଲେ ଲୋକେ ଅତିଥି ଚର୍ଚ୍ଚା ହେବେ ନା
@143Susanta
@143Susanta 3 ай бұрын
ଏମିତିକା ଗୋଡ ଧୁଆ ଦେଖି ମତେ ଲାଗୁଛି ପୁଣି ଫେରିଲେ କି ସାରଥୀ ସାରଥୀ ପାଦରୁ ମହୁ କାଢ଼ୁଥିଲେ ଏଵେ GOVT ମେଡିକାଲ ବେଲା ଏଇ ଵେବସ୍ତା କରିଛନ୍ତି
@sudhanabhoi4980
@sudhanabhoi4980 3 ай бұрын
ଜିଓ ରିଚାଜ ଜେମିତି 5ଟି ର କାମ ସେମିତି । ଏ ପରା ନବୀନ ଅମଲର କାମ
@prasantapattanaik862
@prasantapattanaik862 3 ай бұрын
ବୁର୍ଲା ମେଡ଼ିକାଲ ରେ ସବୁ ଅସୁବିଧା।ଗୋଟି ଗୋଟି କେତେ କହିବୁ? ଡାକ୍ତରଂକ ସମୟ ଜ୍ଞାନ ନାହିଁ।ପରିମଳ ବ୍ୟବସ୍ଥା ଆଦୋୖ ଠିକ୍ ନାହିଁ। ସିକ୍ୟୁରିଟି ଠିକ୍ ନାହିଁ,ସବୁ ଚୋରି ହେଉଛି। ସାଇକଲ, ମୋଟର ସାଇକେଲ ରଖିଲେ ଚୋରି ହେଉଛି।ତଳେ ସ୍ଥାନେ ସ୍ଥାନେ ଶୋଉଚାଳୟ ନାହିଁ। ନିରାମୟ ଯୋଜନାରେ ୭ଟା ରୁ୨ ଟା ଔଷଧ ମିଳୁଛି ବାକିସବୁ କିଣିବାକୁ ପଡୁଛି।ଓଆର୍ଡ ଅବସ୍ଥା ତଦୃପ। କହିଲେ କହୁଛନ୍ତି -""ପ୍ରାଇଭେଟ୍ ନର୍ସିଂ ହୋମ୍ କୁ ଯାଉନ। ଏଠିକି କାହିଁକି ଆସିଛ? ଏଠି ସରକାରୀ ହସ୍ପିଟାଲ ଭଳିଆ ଦେଖିବୁ"।ଏଇ ଆମ ସ୍ଵାସ୍ଥ୍ୟ ବ୍ୟବସ୍ଥା। ସରକାର କହିବେ"-ସଵୁ ଠିକ୍ ଚାଲିଛି!"
@srpcreatorsuman5317
@srpcreatorsuman5317 3 ай бұрын
@Official_B.kanhar
@Official_B.kanhar 3 ай бұрын
5t work
@fagurammarndi-o1m
@fagurammarndi-o1m 3 ай бұрын
Basan maja ta bhala thila j au tk bhala heithanta
@prabhat.mohantymohanty.pra5881
@prabhat.mohantymohanty.pra5881 3 ай бұрын
Lokadhakhaniya
@amitvloge6114
@amitvloge6114 3 ай бұрын
Actually ago ku augst 15 asuchi taa pare ganesh puja ta sathi pain public+ prasasan ku jate kahile hospital re jaha kichi bi kama panding ochi ki Alia extra jaha bi ochi ki latin + bathroom osana heichi se sabu clear kari nid and clien kara jau hale kahi prasan no suniba ru badhya hei abe mudiko maharaj mane asi chanti au ae katha janiba ku chahun chanti sathi pain ta ete musa
@kpsinghadv9798
@kpsinghadv9798 3 ай бұрын
Juga thila chakeri kariba police,ebe chakeri kariba contractor. Barambar Kama,labha miliba.
@fagurammarndi-o1m
@fagurammarndi-o1m 3 ай бұрын
Aei hospital re bilei security darkar.
@ratnapravapanda4409
@ratnapravapanda4409 3 ай бұрын
Op
@ranjanbehera8745
@ranjanbehera8745 3 ай бұрын
Good morning Sare 😂😂❤
@Storycreator-tk6hh
@Storycreator-tk6hh 3 ай бұрын
asantu asantu Bhai o bhauni mane, free miluchi plague 😂
@SONY-zl5cp
@SONY-zl5cp 3 ай бұрын
A number re wp nahi
@MangalJamuda-dk1yr
@MangalJamuda-dk1yr 3 ай бұрын
😂😂😮😮😮
Trick-or-Treating in a Rush. Part 2
00:37
Daniel LaBelle
Рет қаралды 46 МЛН
They Chose Kindness Over Abuse in Their Team #shorts
00:20
I migliori trucchetti di Fabiosa
Рет қаралды 12 МЛН
СОБАКА ВЕРНУЛА ТАБАЛАПКИ😱#shorts
00:25
INNA SERG
Рет қаралды 3,9 МЛН
The IMPOSSIBLE Puzzle..
00:55
Stokes Twins
Рет қаралды 148 МЛН
News Fuse 2 AUG 2024
22:41
OTV
Рет қаралды 126 М.
Trick-or-Treating in a Rush. Part 2
00:37
Daniel LaBelle
Рет қаралды 46 МЛН