KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Is Papu Pom Pom The Comedy King Or The Controversy King? || EP-29 || Podcast With Papu Pom Pom
48:41
କଣ କଲେ ଖୁସି ମିଳିବ, ରାଗ ଉପରେ ନିୟନ୍ତ୍ରଣ ଆସିବ ? | EP - 64 | Podcast With Keshab Das Dwitikrushna
55:41
黑天使被操控了#short #angel #clown
00:40
Он ждал ДВА ГОДА, чтобы преподать наглецу УРОК СКРОМНОСТИ #shorts
01:00
Enceinte et en Bazard: Les Chroniques du Nettoyage ! 🚽✨
00:21
Что-что Мурсдей говорит? 💭 #симбочка #симба #мурсдей
00:19
"୪୦ ଦେଶ ବୁଲିଲିଣି, କହୁଥିଲେ ସରିବନି" | EP- 59 | Podcast With Famous Youtuber Laba Hansda
Рет қаралды 2,477,388
Facebook
Twitter
Жүктеу
1
Жазылу 488 М.
Argus Digital
Күн бұрын
Пікірлер: 3 500
@sarojkumarmajhi3064
Ай бұрын
Laba ଭାଇ ସମ୍ମାନ ର ପାତ୍ର, ଆଉ ଏହି ସମ୍ମାନ ସଂଗ୍ରାମ Sir ଦେଇଥିବାରୁ salute.
@kanaklatadas8070
Ай бұрын
Bahutu val lagila
@tikijena831
Ай бұрын
👍👍👍
@Pratikkk-89
Ай бұрын
Love you❤😘😘 bro❤
@Uttamrepairingwork
Ай бұрын
Love you bro
@sandipkumardas262
29 күн бұрын
Thank you
@sisiranaik9741
Ай бұрын
ବିନା ସାହାସ ରେ ପୃଥିବୀ ବିନା ଅସମ୍ଭବ ଟଙ୍କା ଥାଇକି ବି ଏତେ ଦେଶ କେହି ବୁଲିପାରିବେନି ତମ ସାହାସକୁ ମାନିବାକୁ ପଡିବ ଲବ ଭାଇ ❤❤❤
@thesorenworld6172
Ай бұрын
Right
@puspapriyamohalik6655
29 күн бұрын
😊😊😊😊😊😊😊😊@@thesorenworld6172
@sasamitadad4982
29 күн бұрын
Right ❤❤
@rakeshpb8058
29 күн бұрын
Right 👍👍👍🙏🙏🙏🚩🇮🇳🇮🇳🇮🇳🌴
@bollywoodmusicsongs1211
29 күн бұрын
You are right 👍 bro ❤❤
@pratimagarnayak6977
28 күн бұрын
1st tym ଦେଖିଲି ଗୋଟେ ପିଲା ତା family background କୁ media ଆଗରେ properly କହିଛି, ଆଦିବାସୀ ଲୋକ actually ହୃଦୟରେ ରୁହନ୍ତି, salute sir ଏଇ ଭଳି interview ନେଇଥିବାରୁ 🙏
@jadu_hansda
27 күн бұрын
Ma'am Thanks a lot.
@manoranjannag3253
24 күн бұрын
Right
@pramoddas6303
23 күн бұрын
Very good 👍
@JitenKumar-zu4hw
21 күн бұрын
Right❤
@dharmendrabehera4027
19 күн бұрын
😂
@Michelle_David100
Ай бұрын
ଏତେ ଦିନ ପରେ ଗୋଟେ ପୋଡକଷ୍ଟ୍ ପୋଡକାଷ୍ଟ ଭଳି ଲାଗିଲା...ଧନ୍ୟବାଦ୍ ସଂଗ୍ରାମ ବାବୁ ଆମ ଦେଶ ର ପ୍ରକୃତ ପୋଡକାଷ୍ଟ ଯୋଗ୍ୟ ଲୋକ ଙ୍କୁ ନିମନ୍ତ୍ରଣ କରୁଥିବାରୁ❤❤❤❤
@TNdash03
23 күн бұрын
@@Michelle_David100 👍
@Argusdigital.official
19 күн бұрын
Thank you
@Mrvvvvvvvvvvvvv1
4 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@sisiranaik9741
Ай бұрын
ବହୁତ ଖୁସି ଲାଗୁଛି Zero ରୁ Hero ଭଳି ଆମ ଲବ ଭାଇଙ୍କୁ ଆଜି ଷ୍ଟୁଡିଓ କୁ ଆଣିଥିବାରୁ ପ୍ରଥମ ଥର ଭିଡିଓ କୁ ବିନା କାଟିକି ପୁରା ଦେଖିଲି ଲାଗିଲା ପୃଥିବୀ ଭ୍ରମଣ କରିଦେଲି ❤❤❤
@S__mihir
Ай бұрын
Bhai mu bi ❤❤❤
@ghanaShyamaadra
Ай бұрын
Bhai mu bi Bina skip kariki video dekhili❤@@S__mihir
@tapankumarnaik1956
Ай бұрын
Mu bi ❤❤
@satrughannaik1468
29 күн бұрын
Mu bi@@tapankumarnaik1956
@MGL_Creation
29 күн бұрын
♥♥❤❤
@subhamsamal0710
28 күн бұрын
ଓଡ଼ିଶା ର ଗର୍ବ ଗୌରବ ........ Love you laba bhai ❤
@Mrvvvvvvvvvvvvv1
4 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@basantaojha8514
Ай бұрын
ଏମିତି ଗୋଟେ ଲୋକ ଦେଖିଲି ଯାହାକୁ କେହି ବି ଖରାପ comment ଦେଇନାହାନ୍ତି ବହୁତ୍ ଭଲ ଲାଗିଲା
@anildas5376
28 күн бұрын
Right
@mithunsahu8125
25 күн бұрын
Right
@binodbiharinayak54
22 күн бұрын
Odisha ra tame jane sahasi jubaka agaku madichala jagannath achanti tuma sahita jay shree jagannath 🙏❤️
@sanjaysatpathy2874
18 күн бұрын
Katha re achhi...jemiti loka ku semiti respect❤
@Mrvvvvvvvvvvvvv1
4 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@kandiniranjan7844
Ай бұрын
ସଂଗ୍ରାମ ସାର ଆପଣଙ୍କୁ ଅନେକ ଧନ୍ୟବାଦ କି ଆପଣ ଛୋଟରୁ ବଡ ପ୍ରତିଭା ମାନଙ୍କୁ ଏଇ ଜାଗାକୁ ଆଣିବା ପାଇଁ ❤
@Argusdigital.official
19 күн бұрын
Thank you
@Mrvvvvvvvvvvvvv1
4 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@SAHOOSARKAR-rx2kd
28 күн бұрын
ଲବ ଭାଇ ଙ୍କ ପାଇଁ ଦେଖିବା କେତେ ❤️ ଭଲ ପାଇବା ଅଛି..... Love you bro
@Mrvvvvvvvvvvvvv1
4 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@bijayakumarsahoo5832
Ай бұрын
ସାହାସ ର ଅନ୍ୟନାମ ଲବ ହାଂସଦା ।
@Prajukti123
Ай бұрын
ସାହସ 😢
@mastermaneesee2581
Ай бұрын
Thanks Naba bhai.
@manmayuri6006
Ай бұрын
ସଠିକ୍ ତଥ୍ୟ 🎉🎉
@suryakantamahalik1404
29 күн бұрын
Right❤❤❤❤
@Krishnasnehaexpress7
29 күн бұрын
ନିହାତି
@manojsatapathy7849
Ай бұрын
Laba ଭାଇ ବଢିଆ ପିଲା...I also subscribe him...ଆମ ଓଡିଶା ର ଗର୍ବ...
@Mrvvvvvvvvvvvvv1
4 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@deepakmohanty8105
28 күн бұрын
Laba Hansada ଙ୍କ ହୃଦୟ ଖୋଲା interview ବହୁତ ଭଲ ଲାଗିଲା ।
@Mrvvvvvvvvvvvvv1
4 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@santoshkumarmukhi1056
Ай бұрын
ଗୋଟେ ଛୋଟ ଗରିବ ପିଲା ଲବ ଭାଇ ଆଜି ତମ ପରିଶ୍ରମ କାମ ପାଇଁ ଆଜି ସଫଳ ହେଇଚ ଲୋକ ଙ୍କ ଏତେ ଭଲ ପାଇବା ପାଉଛ ଆଉ ଆମକୁ ସବୁ ଦେଶ ବୁଲିକି ଦେଖାଉଛ ❤️🇮🇳ଜୟ ଓଡିଶା
@Mrvvvvvvvvvvvvv1
4 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@pitabasbarik2909
Ай бұрын
ଆପଣଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ ହବ ସଂଗ୍ରାମ ସାର, ଯେ ଏମିତି ବ୍ୟକ୍ତିତ୍ୱ ଙ୍କୁ ଡାକି କଥା ବାର୍ତ୍ତା ହେଇଥିବାରୁ 🙏🙏🙏
@Shaktiranjanbehera2004
Ай бұрын
କାହିଁ ସିଏ ନବୀନ ପଟ୍ଟନାୟକ ki😄😄😄
@bikashdalabehera723
Ай бұрын
@@Shaktiranjanbehera2004 Naveen Pattnaik nka thu Adhika😂
@aloksahu95
Ай бұрын
Right @@bikashdalabehera723
@kanhapradhan3016
Ай бұрын
@@Shaktiranjanbehera2004nabin bi ate desa bulina thiba
@SupaiSupai-ee1pm
Ай бұрын
Good. Lababhai
@Mixcontent91
23 күн бұрын
ମୋହନ ମାଝି ଙ୍କ ପରେ highest viewed podcast, Lab bhai
@niharranjanmohanty3378
Ай бұрын
ବହୁତ ସୁନ୍ଦର ଅନୁଭୂତି ଭଗବାନ କରନ୍ତୁ ପୃଥିବୀ କୁ ସଂପୂର୍ଣ୍ଣ ଭ୍ରମଣ କରନ୍ତୁ ସ଼ଂଗ୍ରାମ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@ShibasankarPradhan-rs5pj
Ай бұрын
ଓଡ଼ିଶା ର really hero ଲବ ଭାଇ ,ସବୁ hero ଙ୍କ ପାଖରେ really hero ଆମ ଲବ ଭାଇ।
@suryabhaiofficial0.10
Ай бұрын
Real hero...deso seba jiye kore taku kuhonti
@KartikMalik-xy4dd
22 күн бұрын
ଜୟ ଜଗନ୍ନାଥ ଭାଇ ବହୁତ୍ ଖୁସି ଲାଗିଲା ବହୁତ୍ ଦିନ ପରେ ସଂଗ୍ରାମ ଭାଇ ଙ୍କ ପାଖରେ ଦେଖି
@Mrvvvvvvvvvvvvv1
4 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@PRADEEP_MOTIVATION_09
Ай бұрын
ଲବ ଭାଇଙ୍କର Respect button ✅
@Dill.Ka.RAZA__
Ай бұрын
ଲାଭ ଭାଇ🎉 Jai Ho 😊
@JAGAPradhan-gn3xq
Ай бұрын
😮❤
@tarun-zl2vh
Ай бұрын
ଲବ ଆମ ପାଇଁ ଏକ ଗର୍ବ।ସୁନ୍ଦର ବ୍ଲଗିଂ। ସଂଗ୍ରାମ ବାବୁଙ୍କୁ ଧନ୍ୟବାଦ
@bapunpadhan8647
Ай бұрын
❤
@niranjannayak5555
Ай бұрын
Laba bhai super
@tribenimajhi1098
Ай бұрын
ପରିଶ୍ରମର ଫଳ ମିଠା Congratulations Laba
@Mrvvvvvvvvvvvvv1
4 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@IamKanha143
27 күн бұрын
ଲବ ଭାଇ ଙ୍କୁ ପ୍ରଶଂସା କରିବାକୁ ଯେତେ କହିଲେବି ଶବ୍ଦ କମ୍ ହବ.love u vai ❤❤
@debashismahanta4169
29 күн бұрын
ମୋ ମୟୁରଭଞ୍ଜ ଜିଲ୍ଲାର ଗର୍ବ ..... Mr ଲବ । ପୃଥିବୀର ସବୁ ଦେଶ ବୁଲି ଆମ ଜିଲ୍ଲା ପାଇଁ ଏକ ବିରଳ ରେକର୍ଡ ତିଆରି କରିପାରିବ କି ??? I know, You can do it....... LOVE YOU BRO❤
@sonalidas-ph1rs
23 күн бұрын
❤❤❤❤
@anantanaik5928
21 күн бұрын
All odisha ra garaba bujhila
@anantanaik5928
21 күн бұрын
No 1 Laba hasda
@sushantakumarbarik
12 күн бұрын
Mor bi mayurbhanj district, near marangburu temple vimkund
@Mrvvvvvvvvvvvvv1
3 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@khageswarbehera73
Ай бұрын
ନିଷ୍କପଟ ଓ ନିସ୍ଵାର୍ଥପର ମଣିଷ ଲବ ଭାଇ, ସେଥିପାଇଁ ତ ସେ ଆଜି ଏତେ ଆଗରେ, ଭଗବାନ ତାଙ୍କୁ ଏମିତି ଆଗକୁ ନିଅନ୍ତୁ, ଓ ସାରା ବିଶ୍ୱରେ ପରିଚିତ ହୁଅନ୍ତୁ.
@abhaydas1386
24 күн бұрын
ବହୁତ ସୁନ୍ଦର ହୃଦୟ ଥିବା ମଣିଷ ଟିଏ ଆମ ଲବ ଭାଇ ❤❤❤
@KhitinathParida
29 күн бұрын
ଭାଇ ଜଣେ ବହୁତ ବଡ ଉଦାହରଣ ଗୋଟିଏ ଛୋଟ ଜାଗା ରୁ ଆସିକି ବହୁତ ବଡ ବଡ ଜାଗାକୁ ଯିବାର । ତେଣୁ ଯେଉଁ ମାନେ କୁହନ୍ତି , "ବାମନ ହୋଇ ଚନ୍ଦ୍ରକୁ ହାତ ବଢାଇବା" ଟା ଭୁଲ, ସେମାନଙ୍କ ଆଗରେ ଗୋଟିଏ ବଡ ଉଦାହରଣ ଆମ ଭାଇ।
@archie-xs5fd
23 күн бұрын
❤🎉 ye hui na baat.😉👈
@KhitinathParida
17 күн бұрын
@@archie-xs5fd Yeeeaaah!
@srtsahoo2862
Ай бұрын
ଭାଇ ଲବ ହସାଦ ଙ୍କୁ କୋଟି କୋଟି ଆଶ୍ରିବାଦ
@Mrvvvvvvvvvvvvv1
4 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@ShreenukumarNayak
28 күн бұрын
ଆପଣଙ୍କ ବହୁତ ଭଲ ଲବ ଭାଈ ଆଉ ଆପଣ ସେମିତି ଆଗକୁ ବଢି ଚାଲନ୍ତୁ God bless you ❤️❤️
@DhaneswarDas-v6q
Ай бұрын
ବହୁତ ଭଲ ଲାଗିଲା, ଧନ୍ୟବାଦ Keep it up . Proud of Odisha
@oyeluckey-96
Ай бұрын
ଲବ ଭାଇ ମୋତେ ଗର୍ବ ଅନୁଭବ ହେଉଛି ଯେ ଆମ ଓଡ଼ିଆ ପୁଅ ଯାଇ କି ସବୁ ଦେଶରେ ବୁଲି ଆମକୁ ସବୁ ଦେଶର ଚାଲି ଚଳଣି ଓ ସଂସ୍କୃତି ବିଷୟ ରେ ଅନେକ ଅବଗତ କରୁଛନ୍ତି। ଜୟ ଜଗନ୍ନାଥ 🙏
@PanamaniHansdah-t5d
27 күн бұрын
Se odia nuhanti Santali....
@prithvipanda445
25 күн бұрын
Santali odia nuhanti au kn@@PanamaniHansdah-t5d
@Mrvvvvvvvvvvvvv1
3 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@jitendrakumarjitendrakumar3452
27 күн бұрын
ପୋଡୋକଷ୍ଟ ବହୁତ୍ ଭଲ ଲାଗିଲା 🎉💯 Afghanistan so friendly people and nation 🇦🇫🇦🇫🇦🇫
@Argusdigital.official
19 күн бұрын
Thank you
@Suteshna143
Ай бұрын
ଏ ଭାଇ ର ଚିନ୍ତାଧାର Brilliant. ..
@bplsquard3302
Ай бұрын
Bhai tuma chinta dhara v briilent tenu tame laba hansda ku dekhuchha au postive comment karuchha
@ManasNayak-video
Ай бұрын
ସଂଗ୍ରାମ ସାର, ଙ୍କୁ ଅନେକ ଅନେକ ଧନ୍ୟବାଦ ଆମ ଲବ ଭାଇ ଙ୍କୁ ପୋଟକାଷ୍ଟ କୁ ଡାକିଥିବାରୁ ହୁଦୟରୁ ଧନ୍ୟବାଦ୍ ଜଣାଉଛୁ ❤❤
@Argusdigital.official
19 күн бұрын
Thank you
@motilaltudu7275
28 күн бұрын
ବହୁତ ବହୁତ ଧନ୍ୟବାଦ୍ Sir ସାନ୍ତାଳିରେ କହିବାର ଅନୁମତି ଦେଇଥିବରୁ ᱡᱚᱦᱟᱨ ନମଷ୍କାର
@duniyarangamancha230
Ай бұрын
ଲବ ଭାଇଙ୍କୁ ଜଉ ମାନେ ଦିଲ୍ ସେ ଭଲ ପାଉଛନ୍ତି ଗୋଟିଏ ଲାଇକ୍ କରନ୍ତୁ ❤️
@chaitanyacharandas5683
Ай бұрын
ଧନ୍ୟବାଦ ଲବ ବାବୁ ଆପଣ ଓଡିଶା ପାଇଁ ଗର୍ବ ଓ଼ଗୌରବ
@LaibanKalar-x6x
22 күн бұрын
ବହୁତ ଭଲ ଲାଗିଲା ଲବ ଭାଇ ଆପଣ ମାନଙ୍କ କଥା ବାର୍ତା ଆଗକୁ ଆହୁରି ଭଲ ଭଲ ଭିଡିଓ ଅଣନ୍ତୁ ଜେମିତି କି 10 ମିଳିଅନ ହେଇଯାଉ ❤❤❤❤❤❤❤❤❤❤❤
@MaaHandisalaa
Ай бұрын
ଲବ ଭାଇ ଙ୍କୁ ସାହସ ମାନିବାକୁ ପଡିବ🎉🎉🎉 super man Axtra power bhai ❤❤❤❤❤❤❤
@samarmohapatra-jr3ne
Ай бұрын
ସଂଗ୍ରାମ ବାବୁ, ଏହିପରି ବ୍ୟକ୍ତିତ୍ୱ lav Hansda ଙ୍କ ସହିତ ସାକ୍ଷାତକାର ବହୁତ ସୁନ୍ଦର ପ୍ରୟାସ, ଏହିପରି ନୂଆ ବ୍ୟକ୍ତିତ୍ୱ ଦେଖିବାକୁ ଶୁଣିବାକୁ ବହୁତ ଭଲ କାଗିଲା, ରାଜନୀତି ମିଛ କାହାଣୀ ଠାରୁ ଏହି ନିଛକ ସତ ହୃଦୟକୁ ଲାଗିଲା
@Argusdigital.official
19 күн бұрын
Thank you
@bhagabatibhatra1730
25 күн бұрын
Aapana anek desha ku travel karichanti, dekhi ki bahut khushi lagila Laba Bhai, manibaku padiba Aapan ka sahas au talent ku
@pramoddash5937
Ай бұрын
ବାସ୍ତବ ରେ ସଂଗ୍ରାମ ବାବୁ ଲବ ବାବୁ ଙ୍କ ସାକ୍ଷାତାକାର ନେବା ବହୁତ୍ ବାସ୍ତବବାଦୀ ଓ ପ୍ରଶଂସନୀୟ। ଜୟ ଜଗନ୍ନାଥ।
@Argusdigital.official
19 күн бұрын
Thank you
@mr.sunilsethi829
Ай бұрын
ବହୁତ ହୃଦୟ ଖୋଲା ମଣିଷ ଟିଏ......❤
@user-TRADE-WITH-ADK
29 күн бұрын
Bala😂😂
@priyabratadashsharma153
27 күн бұрын
Mo life ra 1st interview vdo without skip re complete karichi,, bahut bhala paiba achi agaku aahuri badhantu we love you laba bro❤
@chakradhardas6461
Ай бұрын
ଅତି ସୁନ୍ଦର ଅନୁଭୂତି । ଆହୁରି ଆଗକୁ ଆଗେଇ ଚାଲ ଲବ ଭାଇ । ଅନ୍ୟ ସଂସ୍କୃତି ବିଷୟରେ ଜଣାଇଥିବାରୁ ଧନ୍ୟବାଦ । ଏହା ବହୁତ କଷ୍ଟକର କାର୍ଯ୍ୟ ।❤❤❤❤❤
@nakulcharankhatua3376
Ай бұрын
ପ୍ରକୃତରେ ସଂଗ୍ରାମ ବାବୁଙ୍କ ଉପସ୍ଥାପନା ଅତ୍ୟନ୍ତ ଉଚ୍ଚ କୋଟୀର । ଅତ୍ୟନ୍ତ ମିଷ୍ଟ ଭାଷୀ ଓ ସର୍ବଦା ହସ ହସ ମୁହଁ ଭଦ୍ର ଓ ନିଆରା ବ୍ୟକ୍ତିତ୍ୱର ଅଧିକାରୀ। ନମସ୍କାର ଆଜ୍ଞା। ଜୟ ଜଗନ୍ନାଥ 🙏
@Argusdigital.official
19 күн бұрын
Thank you
@nakulcharankhatua3376
19 күн бұрын
@Argusdigital.official welcome
@Dev__kumar__928
21 күн бұрын
Laba Hansda bhai pain argus news ku subscribe karili ❤❤❤ respect button ✅laba bhai❤❤😊
@Mrvvvvvvvvvvvvv1
3 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@saheblenka2788
Ай бұрын
ବହୁତ ସୁନ୍ଦର ସାକ୍ଷାତ୍ କାର, ଧନ୍ୟବାଦ ସଂଗ୍ରାମ ବାବୁ 🙏🏾
@Argusdigital.official
19 күн бұрын
Thank you
@radhakantarout6476
Ай бұрын
ଲବ ହାଁସଦା ଭାଇ ଆମ ଓଡ଼ିଶାର ଜଣେ ସଫଳ ଟ୍ରାଭେଲ ବ୍ଲଗର୍। ୩ ୪ ବର୍ଷ ଭ୍ରମଣ କରିବା ପରେ ବନ୍ଦ କରିଦେବି ଏହା ଭାବିବା ମୋ ମତରେ ଠିକ୍ ନୁହେଁ ଭାଇ। ମହାପ୍ରଭୁ କରନ୍ତୁ ,ମାରାଙ୍ଗବୁରୁ, ଜାହେର ଆୟ,ଜାହେର ଏରା,ମଣେକ ତୁରୁୟକ ଭଗବାନ୍ କରନ୍ତୁ ଆପଣଙ୍କୁ ଭ୍ରମଣ କରିବାରେ ଅର୍ଥ କେବେ ମଧ୍ୟ ବାଧକ ନ ସାଜୁ।ଯାହା ଯାହା ଭଲ ଆପଣ ନିଜ ଭବିଷ୍ୟତ ପାଇଁ ଭାବିଛନ୍ତି ସେ ସବୁ ପ୍ରଭୁଙ୍କ କୃପାରୁ ପୂରଣ ହେଉ। ବଡ଼ ଭାଇ ହିସାବରେ ଗୋଟେ ଅନୁରୋଧ ରହିବ ଭ୍ରମଣ କାହାଣୀ କୁ ନେଇ ଗୋଟିଏ ସୁନ୍ଦର୍ ବହି ର ରୂପ ଦିଅନ୍ତୁ। ସେଥିରେ ଆପଣ ନିଜର ସମସ୍ତ ଅଭିଜ୍ଞତାକୁ ଶବ୍ଦ ଏବଂ ଫୋଟ ସହ ସ୍ଥାନ ଦିଅନ୍ତୁ ବହୁତ୍ ଭଲ ହେବ।ବହୁତ୍ ଲୋକପ୍ରିୟ ହେବ।ଆପଣ ଆହୁରି ଲୋକପ୍ରିୟ ହୁଅନ୍ତୁ ,ନିଚ୍ଛକ ମଣିଷ ଟିଏ ହୋଇ ସବୁବେଳେ ରୁହନ୍ତୁ। ମାଆ ଙ୍କ ପାଇଁ ଯେଉଁ ଭଲ ପାଇବା ରହିଛି , ମାଆ ଯେଉଁଠି ବି ଅଛନ୍ତି ସେଉଠୁ ସବୁବେଳେ ଆଶିର୍ବାଦ କରୁଥିବେ।ବହୁତ୍ ସାରା ଭଲ ପାଇବା ଲବ ଭାଇ।
@daitarisahoo2358
Ай бұрын
Very nice suggestion. Many thanks👍. Dear Laba must do it. Congratulations Laba💐. God bless you🙌.
@s.ksorencreation4194
Ай бұрын
Hn thik kathha👍👍👍
@sanjayarout3164
Ай бұрын
Good suggestions
@Uday_Kisku
Ай бұрын
❤❤
@sachinmahanta3834
Ай бұрын
Wow so nice 🙂👍
@dambarudharmajhidambarudha1900
28 күн бұрын
ଭଲ ହୃଦୟ ମଣିଷ ବଦେ thank u
@simadripradhan6339
Ай бұрын
ବହୁତ ସୁନ୍ଦର ଅନୁଭୂତି। ବହୁତ ଭଲ ଲାଗିଲା।❤
@Mrvvvvvvvvvvvvv1
3 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@gohigobindabeshra7695
Ай бұрын
ଧନ୍ୟବାଦ୍ Argus ଆଉ ସଂଗ୍ରାମ ସାରଙ୍କୁ ଲବ ହାଁସଦା ଙ୍କୁ Podcast ରେ ସୁଯୋଗ ଦେଇଥିବାରୁ । ଭଲ ହେଇଥିଲା ଏଇ PODCAST। ଧନ୍ୟବାଦ୍
@Argusdigital.official
19 күн бұрын
Thank you
@S-p-s-j2t
19 күн бұрын
ମତେ ବି ଭଲ ଲାଗୁଚି, ଏହି ସାର ଙ୍କ voice , ସେଥିପାଇଁ ମତେ Kanak News channel ଆଉ OTV channel News ବେସି ଅଧିକ ଭଲ ଲାଗୁଚି ❤
@OP_ALEKHA
Ай бұрын
ବହୁତ୍ ଦିନ ପାରେ ଅର୍ଗସ ନିଉଜ ଉପରେ ଖୁସି ଲାଗିଲା । କେବଳ ଲବ ଭାଇଙ୍କ ପାଇଁ। ମୁଁ ଏ ଭିଡିଓ ଟିକୁ ଶେଷ ପଯ୍ୟନ୍ତ ଦେଖିବା ପାଇଁ ଚେଷ୍ଟା କରିବି। ଲବ ଭାଇ love you ❤❤❤❤❤❤
@BahanBiswal-pc1qh
Ай бұрын
R rk FH❤️🌼🎁
@somanathkabi8363
Ай бұрын
wright😊
@kumarsai4k
Ай бұрын
RESPECT ଲବ ଭାଈ➡️➡️➡️➡️➡️
@LALMOHANMOHAPATRA-s9v
26 күн бұрын
ଅତି ସୁନ୍ଦର ଭାଇ ❤❤❤God Bless You JAY Jagannath
@ajayakumarmohanty9582
Ай бұрын
ବହୁତ ଭଲ ଲାଗିଲା। ଲବ ହାଁସଦା ସହ ସାକ୍ଷାତ କାର ଆନନ୍ଦ ଦାୟକ ଅଟେ। ଆପଣଙ୍କୁ ଅଭିନନ୍ଦନ ଧନ୍ୟବାଦ।
@sukantjena1984
Ай бұрын
ଭାଇ ଆପଣଙ୍କୁ ବହୁତ ଧନ୍ୟବାଦ. ଅନେକ ଦିନ ତଳୁ ମୂଁ ଭାବୁଥିଲି.. ଲବ ଭାଇଙ୍କୁ କେବେ କେମେରା ଆଗକୁ ଆଣିବେ. ବୋଧେ ଆପଣ ଆମ ମାନଂକର ମନର ଭାବନା କୁ ବୁଝି ପାରିଛନ୍ତି.. ଲବ ଭାଇଙ୍କର ଭଲ ପୋଗ୍ରାମ ମୂଁ ଦେଖେ.. କିନ୍ତୁ ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ..ଭାଇ ଲୋଂକଙ୍କ ପାଖରେ ଟଙ୍କା ଥାଇବି ସାରା ଦେଶ ବୁଲି ପାରୁନାହାନ୍ତି.. ତାଙ୍କର ସାହସ କୁ ଧନ୍ୟବାଦ ଦେବାକୁ ପଡିବ. ଆମେ କିଛି ଜାଗା ତାଙ୍କ ପାଇଁ ଦେଖି ପାରୁଛୁ... ଜୟ ଜଗନ୍ନାଥ.
@dccreation1641
25 күн бұрын
ବଡ ବଡ ଫିଲ୍ମ ତାରକା ମାନଙ୍କର podcast episode ରେ ବି ଏତିକି view ଯାଇନି 👌👍🙏🙏👑 ମାଡିଚାଲ.....
@Mrvvvvvvvvvvvvv1
3 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@BharatchandraMalik-mh9sb
Ай бұрын
ଲବ ବାବୁ. ଆପଣ ହେଉଛନ୍ତି ଆମ ଓଡିଶା ର ଗର୍ବ ଗୌରବ. Really hero
@Mrvvvvvvvvvvvvv1
3 сағат бұрын
2 ଟା ବାହା ହେଇଛି କି ଛାଡ଼ି ଦେଇଛି ଦି ଜଣ ଙ୍କୁ ଗୋଟେ ଛୁଆ ବି ଅଛି...୩ ଟା ବାହା ହବ ଲବ ଭାଇ 😂😂😂huge respect 😅😅😅
@snigdhasorenofficial863
Ай бұрын
Argus Chanel ର ଏଇଟା ପ୍ରଥମ video ବା ପ୍ରଥମ podcast ଯଉ ଟା କି ଖୁବ୍ କମ୍ ସମୟ ଭିତରେ ସବୁଠାରୁ ବେଶୀ views ଯିବ
@BijayMajhi-b3i
29 күн бұрын
U r right bro 👍
@JaySreeRam2020
28 күн бұрын
👍👍👍
@DebasishBehera-cy4tq
28 күн бұрын
Right 👍
@BajuramSamad-h5c
27 күн бұрын
🙏🙏🙏
@priyankaparida1687
26 күн бұрын
Right
@Bhujusoren-bo2cy
28 күн бұрын
Lobo hansdah gomkey johar ge,adi adi sarhaw,"sarna dhorom code"adivasi ko lagid cheda dorkaroh kana,nowa katha hon uchhan bin adi adi sarhaw.Adivasi Sengel abhiyan senkhon sai sai sarhaw, Odisha Mayurbhanj 🎉🎉🎉
@sureshmajhi4280
Ай бұрын
କିଛି କଥା କିଛି ବାର୍ତ୍ତାର ଶୈଳୀ ବହୁତ ସୁନ୍ଦର ଲାଗିଲା ଏବଂ ବହୁତ ଖୁସି ଲାଗିଲା ,, ଧନ୍ୟବାଦ ଲଵ ଭାଇ ଏବଂ ସ଼଼଼ଙ୍ଗ୍ରାମ ସାର୍🎉🎉🎉🎉୧୦୦%👍
@Argusdigital.official
19 күн бұрын
Thank you
@ShantiBishi-gq6cb
28 күн бұрын
Unique episode. ଲବ ହଁସ୍ ଦା ଆମ ଓଡ଼ିଶା ର ଗର୍ବ।ବହୁତ୍ ଭଲ ଲାଗିଲା ଓ ବହୁତ୍ ନୂଆ କଥା ଜାଣିବାକୁ ମିଳିଲା।
@amitpradhan-1
15 күн бұрын
ଧନ୍ୟବାଦ ସଂଗ୍ରାମ ବାବୁ, Laba bhai ଙ୍କ Interview ନେଇଥିବାରୁ, Thanks laba bhai❤❤❤❤❤
@srutihantal5445
Ай бұрын
ବହୁତ ବହୁତ ଧନ୍ୟବାଦ ସଙ୍ଗରାମ ସାର ଆପଣ ଲବ ଭାଇଙ୍କୁ ପଡକାଷ୍ଟ ରେ ନିମନ୍ତ୍ରଣ କରି ତାଙ୍କୁ ଆଉ ଗୋଟିଏ ନୂଆ ପରିଚୟ ଦେଇଛନ୍ତି ❤❤❤❤
@Argusdigital.official
19 күн бұрын
Thank you
@subasch.biswal2176
Ай бұрын
ଧନ୍ୟବାଦ ସଂଗ୍ରାମ ବାବୁ ଓ ଅଶେଷ ଧନ୍ୟବାଦ ସେହି ସାହସୀ ଯୁବକକ " ଲବ ହାସନ୍ଦା " ଙ୍କୁ ଯେ ଓଡ଼ିଆ ଯୁବ ସମାଜ ପାଇଁ ଉଦାହରଣ ଅଟନ୍ତି l
@sureshchandradas88
Ай бұрын
❤❤❤🙏👍 Thanks to Argus for inviting LAV , the pride of Odisha 👍
@dipankumar8959
Ай бұрын
ସଂଗ୍ରାମ sir apana nku salute ଏମିତି ପ୍ରତିଭା ଙ୍କୁ ଆଣିଛନ୍ତି
@Argusdigital.official
19 күн бұрын
Thank you
@ashrankandulana6233
Ай бұрын
ସମସ୍ତଙ୍କ ଭିଡିଓ ଅପେକ୍ଷା ଲବ ଭାଇଙ୍କ ସବୁଠାରୁ ଭଲ Comments ❤❤
@chandrakantajalli7796
10 күн бұрын
Motivated for the present generation of youths.👍 This video is 2nd highest views Sangram sir❤
@MaaHandisalaa
Ай бұрын
Sir ଆପଣଙ୍କ କଥା ଶୁଣିବାକୁ ବହୁତ ଭଲ ଲାଗେ❤❤❤❤❤ super man Axtra power 🎉🎉🎉
@Argusdigital.official
19 күн бұрын
Thank you
@subratrout3950
Ай бұрын
ସାରେ ତୋ ବହୁତ exilent, ଉଭୟ ଭାଇ ଙ୍କୁ ମୋର ପ୍ରଣାମ
@Pintulal-te6sx
25 күн бұрын
ଲବ ଭାଇ ପୁରା ନିର୍ଭୟ ରେ କହୁଛନ୍ତି ଆଉ ସବୁ ସତ କଥା କହୁଛନ୍ତି ,i salut ଲବ ଭାଇ
@t.n.timepass9800
Ай бұрын
ଲବ ଭାଇଙ୍କୁ ମୁଁ ହୃଦୟରୁ ବହୁତ ଭଲପାଏ.❤️🥰😍💞🫀 best interview Argus news❤️
@Argusdigital.official
19 күн бұрын
Thank you
@chittaranjanabeshra6887
Ай бұрын
ସଂଗ୍ରାମ sir ଙ୍କୁ ବହୁତ୍ ବଢିଆ ଧନ୍ୟବାଦ୍
@Argusdigital.official
18 күн бұрын
Thank you
@SushantaPattnaik-g7k
7 күн бұрын
ପ୍ରଥମ podcast ଯେଉଁଥିରେ 2Million cross କରିଛି 🦁
@udayhoriom1005
Ай бұрын
ଧନ୍ୟବାଦ ଆଜ୍ଞା ଲବ ଭାଇ ଅନେକ ଦେଶ ବିଦେଶ ଆମକୁ ବୁଲାଇ ଦେଖାଉଛନ୍ତି,l love you dear love bhai
@kichakeswarifilms
Ай бұрын
ବହୁତ ବହୁତ ଶୁଭେଚ୍ଛା.. ଲବ ବାବୁ.. ଜୟ ଜଗନ୍ନାଥ 👏ସଂଗ୍ରାମ ବାବୁ ଙ୍କୁ ଧନ୍ୟବାଦ 👏ଅର୍ଗସ ପରିବାର କୁ କିଚକେଶ୍ବରୀ ଫିଲ୍ମସ ତରଫରୁ ଶୁଭେଚ୍ଛା ଓ ଶୁଭକାମନା 👏
@Argusdigital.official
19 күн бұрын
Thank you
@Sameeroffcial0
16 күн бұрын
ଓଡ଼ିଶା ର ସବୁଠୁ ବଡ଼ youtuber ଲବ ଭାଇ❤❤ 😊
@jagannathjena218
Ай бұрын
ମୁଁ ଏହି ଦିନକୁ କେବେଠୁ ଅପେକ୍ଷା କରିଥିଲି, ବହୁତ ବହୁତ ଧନ୍ୟବାଦ ଲବ ଭାଇ ଙ୍କୁ ସାମ୍ନା କୁ ଆଣି ଥିବାରୁ
@kalandimajhi5574
Ай бұрын
ସଂଗ୍ରାମ sir ରଙ୍କ podcast episode ତ ଭଲ ଲାଗେ ଆଜି ଲବ ଭାଇଙ୍କୁ ଆଣି ଥିବାରୁ ସଂଗ୍ରାମ sir ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍
@Argusdigital.official
19 күн бұрын
Thank you
@laxmipriyapatra9301
19 күн бұрын
Multi talented people Laba hansda ✅❤
@dipalidas3050
Ай бұрын
Jay jagannath ଲବ ଭାଇ ଙ୍କୁ ସବୁ ବେଳେ ଭଲରେ ରଖନ୍ତୁ
@pratapchandramajhi6727
Ай бұрын
ଲବ ଭାଇ ଙ୍କ story really inspire କରିବ ଆଗାମୀ ପିଢ଼ି ପାଇଁ l ନିଜ ଭିତରେ ଥିବା ପ୍ରତିଭା ହିଁ ନିଜର ପରିଚୟ ଆଣିଥାଏ l❤❤❤
@subhashreesahoo6599
14 күн бұрын
Really Laba Bhai nka katha suni mo Mindfress heigala 👌 I Pray 🙏 To God Bless Your Long Journey 🙏🤗
@pinkubauri6534
Ай бұрын
Thankq so much .Ur the inspiration Laba bhai ଲବ ଭାଇ କାହାଣୀ ଏବଂ ନିଜର ଅଭିଜ୍ଞତା ବହୁତ୍ ଶିଖିବା ଜିନିଷ ଅଛି ।ଗର୍ବ ଭାଇ ତମ କର୍ମ ଯାହା ବି କରି ଚାଲିଛ ।
@judhisthiranaik2503
Ай бұрын
ଅର୍ଗୁସ ଡିଜିଟାଲ ଚାନେଲକୁ ବହୁତ ବହୁତ ଧନ୍ୟବାଦ l ଲବବାବୁଙ୍କ ପୋଡକାଷ୍ଟ ନେଲେ ଏବଂ ଲବବାବୁଙ୍କ ଷ୍ଟୋରୀ ଶୁଣାଇଲେ ଏବଂ ଦେଖାଇଲେ ବହୁତ ବହୁତ ଧନ୍ୟବାଦ l
@Argusdigital.official
19 күн бұрын
Thank you
@SamanathaHanhaga
27 күн бұрын
ଲବ ଭାଇ ଜଣେ ବହୁତ ବଡ ଉଦାହରଣ ଯେମିତିକି ବାମନ ହୋଇ ଆକାଶ କୁ ଛୁଆଁ
@chagulusrpp
Ай бұрын
ବହୁତ୍ ସୁନ୍ଦର୍ ଉପସ୍ଥାପନା ଉଭୟ ଦୁଇ ଷ୍ଟାର ଙ୍କର.......❤❤❤
@Argusdigital.official
19 күн бұрын
Thank you
@tukunababy
Ай бұрын
ମୁଁ ଅପେକ୍ଷା ଥିଲି କେତେବେଳେ ଏ episode ଆସିବ ❤❤❤
@m.kytbr....5564
Ай бұрын
Mu bi
@trinathsabar4590
Ай бұрын
Mu v 😅😂
@sasikantamohanty9623
18 күн бұрын
ସଂଗ୍ରାମ sir ଆପଣଙ୍କୁ ଧନ୍ୟବାଦ. 🙏
@HindiJnk
Ай бұрын
ସାରା ଓଡ଼ିଶା ରାଜ୍ୟ ଲବ୍ ହାସଦା ପାଇଁ ଗର୍ବିତ ।
@bagharaymarndi9250
Ай бұрын
ଅତି ସୁନ୍ଦର ଭାବରେ ପୋଡକ୍ୟାଷ୍ଟ ଲାଗିଲା ଧନ୍ୟବାଦ୍ argus digital ଙ୍କୁ🙏🙏🙏
@Argusdigital.official
19 күн бұрын
Thank you
@220Sandeep
15 күн бұрын
ବହୁତ ସୁନ୍ଦର ପୋଡକାଷ୍ଟ
@SomaPadiami-wx6ue
Ай бұрын
Jay jagannath ଲଭ ଭାଇ ଙ୍କୁ ସବୁ ବେଳେ ଭଲ ଭଲ ଲବ ଭାଇ ଭିଡିଓ କର
@adumallick2027
Ай бұрын
ବହୁତ ବହୁତ ଗର୍ବ ଧନ୍ଯବାଦ ଜୟ ଆଦି ବାସୀ
@OKArtandCraft
9 күн бұрын
ଆମ ଓଡ଼ିଶା ର ଗର୍ଭ ଓ ଗୌରବ।। ଲଭ ଭାଈ love from Balasore. ଏମିତି ଆଗେଇଚ।ଲନ୍ତୁ
@banamalipradhan2382
Ай бұрын
ସଂଗ୍ରାମ ବାବୁ, 15ରୁ 35ନୁହେଁ, ମୋର ବୟସ 57,ମୁଁ ମଧ୍ୟ ଲବ ହାଁସଦା କୁ ଭାରତ ର ବଡ଼ ଧନୀ ବୋଲି ଭାବେ
@pradeepkumarjena4162
Ай бұрын
ବହୁତ ସୁଦର ଏପିସୋଡ଼ ଆଜି ପାଇଁ ଏହିପରି ଜଣେ ୪୦ ଟି ଦେଶ ବୁଲି ଥିବା ଗୋଟିଏ ସାଧାରଣ େଲାକ ଆମ ଭଦ୍ରକ ବାସ କରୁଥିବା ଫେମସ୍ ୟୁଟ୍ୟୁବରେ ହୋଇ ପାରିଛନ୍ତି ଧନ୍ଯବାଦ
@sujitnaik4626
16 күн бұрын
ଭାଇ ଆପଣଙ୍କ ସାହାସ କୁ ମୁଁ salute କରୁଛି ❤❤ ଆପଣଙ୍କୁ ପ୍ରଭୁ ଜଗନ୍ନାଥ ଓ ମା ହିଙ୍ଗୁଳା ସବୁବେଳେ ଖୁସିରେ ରଖନ୍ତୁ ଓ ଆପଣଙ୍କ ପରିବାର ବର୍ଗ ସମସ୍ତଙ୍କୁ ଭଲରେ ରଖନ୍ତୁ ❤❤
@balaramnayak9067
Ай бұрын
ଧନ୍ୟବାଦ ସଂଗ୍ରାମ ଭାଇ.. ବହୁତ ଭଲ ଲାଗିଲା.ଲବ ଭାଇ ସହିତ podcast କରିଥିବାରୁ
@Argusdigital.official
19 күн бұрын
Thank you
@JAYASENGUNTHA1439
Ай бұрын
ଲବ ଭାଇ ବହୁତ ଭଲ ଲୋକ ତାଙ୍କର ବୁଲିବା ଏକ ପ୍ରେରଣା ଏବେକାର ଯୁବ ପିଢ଼ି କିଛି ଶିକ୍ଷା ପାଇବେ ତାଙ୍କ ଭିଡ଼ିଓ ଦେଖିକି... ♥️♥️Love you Lobo Bhai 💞💞💞♥️♥️👌👌👌👌👍👍👍🙏🙏🙏
48:41
Is Papu Pom Pom The Comedy King Or The Controversy King? || EP-29 || Podcast With Papu Pom Pom
Argus Digital
Рет қаралды 576 М.
55:41
କଣ କଲେ ଖୁସି ମିଳିବ, ରାଗ ଉପରେ ନିୟନ୍ତ୍ରଣ ଆସିବ ? | EP - 64 | Podcast With Keshab Das Dwitikrushna
Argus Digital
Рет қаралды 351 М.
00:40
黑天使被操控了#short #angel #clown
Super Beauty team
Рет қаралды 60 МЛН
01:00
Он ждал ДВА ГОДА, чтобы преподать наглецу УРОК СКРОМНОСТИ #shorts
BalcevMMA_BOXING
Рет қаралды 10 МЛН
00:21
Enceinte et en Bazard: Les Chroniques du Nettoyage ! 🚽✨
Two More French
Рет қаралды 42 МЛН
00:19
Что-что Мурсдей говорит? 💭 #симбочка #симба #мурсдей
Симбочка Пимпочка
Рет қаралды 6 МЛН
16:05
ସବୁ ବାପା'ଙ୍କ ଇଛା 🥸//SABU BAPANKA ICHHA🤠 // NEW ODIA COMEDY // ODIA SHORT MOVIE // SILU BASU GSP
Silu basu gsp
Рет қаралды 6 М.
27:10
ଆଜି କେବଳ ଓଡିଆ ରେ କଥାବାର୍ତ୍ତା no English  କେବଳ ଓଡିଆ ଚାଲିବ || AFRICA ODIA VLOG
ମୁଁ TRAVELLER
Рет қаралды 2,3 МЛН
18:36
ମୁଖ୍ୟମନ୍ତ୍ରୀଙ୍କ ହାତରୁ ପୁରସ୍କାର ପାଇଲି କଣ୍ ପାଇଁ ? || meet with chief Minister mohan sir
ମୁଁ TRAVELLER
Рет қаралды 107 М.
1:47:35
Why Hindi is “Uncool” but English is? | Aishwarya on Saving Bharatiya Languages @avashishtha93
Lakshay Garg
Рет қаралды 3,6 М.
1:33:47
Vaibhav Purandare explains Chhatrapati Shivaji Maharaj & Swarajya Ki Kahaani | TRS हिंदी 191
Ranveer Allahbadia
Рет қаралды 4 МЛН
19:55
ତାଲିବାନ ସାଙ୍ଗରେ ଝଗଡା ହେଇଗଲା || BAD EXPERIENCE IN AFGHANISTAN #mutraveller
ମୁଁ TRAVELLER
Рет қаралды 1,3 МЛН
56:44
'ହସ'ର ବାଦଶାହଙ୍କ ସାଥୀ: ରୋଗ, ଅଭାବ, କୋହ...| EP - 63 | Podcast With Renowned Actor Jairam Samal
Argus Digital
Рет қаралды 355 М.
22:15
ଆଶ୍ଚର୍ଯ୍ୟ ହେଲି ଏ ଦେଶ ର ଘର ଦେଖି ପହଞ୍ଚିଗଲି ଆଉ ଗୋଟେ ସୁନ୍ଦର ଦେଶରେ || first day in Jordan #mutraveller
ମୁଁ TRAVELLER
Рет қаралды 779 М.
1:38:46
ଭୂତଙ୍କ ସହ କଥାବାର୍ତ୍ତା | PODCAST WITH DR SANTANU ACHARYA | Life 360 | Manoranjan Mishra | NewsRoom |
News Room
Рет қаралды 301 М.
3:50:06
🔴LIVE CLASS 10 REVISION | ONE SHOT FOOTPRINTS WITHOUT FEET | All Chapters/Competency Based Questions
Dear Sir
Рет қаралды 1,8 МЛН
00:40
黑天使被操控了#short #angel #clown
Super Beauty team
Рет қаралды 60 МЛН