Overcrowding and Lax Cordon System Lead to Tragic Incident during Rath Yatra

  Рет қаралды 111,126

OTV

OTV

Күн бұрын

Пікірлер: 140
@jchoudhury274
@jchoudhury274 3 ай бұрын
ସେବକ ପଣ୍ଡା ମାନଙ୍କ ବହୁତ୍ ଭୁଲ୍ କରୁଛନ୍ତି ଶହ ଶହ ଲୋକ ରଥ ରେ କାହିଁକି ଚଡୁ ଛନ୍ତି ଦୂର ରୁ ଆସିଥିବା ଭକ୍ତ ମହାପ୍ରଭୂ ଙ୍କୁ ଟି କେ ହେଖି ପାରୁ ନାହାଁନ୍ତି ପଣ୍ଡା ମାନଙ୍କ ପାଇଁ ଜୟ ଜଗନ୍ନାଥ
@swosti9.099
@swosti9.099 3 ай бұрын
@@jchoudhury274 👍
@foujilovers750
@foujilovers750 3 ай бұрын
Right sir
@sradhamihir5552
@sradhamihir5552 3 ай бұрын
ପଣ୍ଡା ପରିବାର ରହିବେ ରଥ ଉପରେ😢 ଭକ୍ତ ରହିବେ ତଳେ, ପଣ୍ଡା ମାନଙ୍କୁ ଦର୍ଶନ କରି ଫେରିବେ 😢
@swosti9.099
@swosti9.099 3 ай бұрын
@@sradhamihir5552 right 👍😥
@jchoudhury274
@jchoudhury274 3 ай бұрын
@@sradhamihir5552 Maha Prabhu ଙ୍କୁ ଟି କେ ଭଲ ସେ ଦେଖି ପାରୁନାହାନ୍ତି ଭକ୍ତ
@swosti9.099
@swosti9.099 3 ай бұрын
ନୂଆଁ ସରକାର ନୂଆଁ ନିୟମ 😂😢
@MyLove_SARADA
@MyLove_SARADA 3 ай бұрын
3:22 ତତେ ଯଦି ମୁଁ ହାଣିବି, ସେଇଟା ହବ ମହାପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା 😂
@mahaktv7760
@mahaktv7760 3 ай бұрын
କି ସେବକ ସବୁ ଗୋଟେ ଗୋଟେ ଠକ ..
@somyaranjanbala2432
@somyaranjanbala2432 3 ай бұрын
jay jaganath 🚩🙏🏻🙏🏻🙏🏻🙏🏻🙏🏻🕉️
@rahulkumarmohanty3094
@rahulkumarmohanty3094 3 ай бұрын
Jay Jagannath ❤
@mrjiten778
@mrjiten778 3 ай бұрын
Jay jagannath
@LokeshChandraRana-vo4ei
@LokeshChandraRana-vo4ei 3 ай бұрын
ପ୍ରଶାସନ ର ସେତେଦିନ ର ବିଚାର ପରେ ବି କଣ ପାଇଁ ପାଇଁ ଫେଲ ମାରୁଛି ସୁରକ୍ଷା ବ୍ୟବସ୍ଥା ?
@MyLove_SARADA
@MyLove_SARADA 3 ай бұрын
ରଥଯାତ୍ରା ସମୟରେ ଭାଙ୍ଗ ପାନ ଓ ଗଞ୍ଜେଇ ନିଶା
@babulathaisam1049
@babulathaisam1049 3 ай бұрын
ଏ ପଣ୍ଡା ଏବଂ ପୋଲିସ ମିଛ କହୁଛନ୍ତି 😢 ମୁ ମଧ୍ୟ କାଲି ବଡଦାଣ୍ଡରେ ଦଳଚକଟା ରେ ଫସି ଯାଇଥିଲୀ।ମୋ ପାଖରେ ଜଣେ ବ୍ୟକ୍ତି ଙ୍କ ଜୀବନ ଚାଲିଗଲା ଏବ୍ଂ ଅନେକ ଲକ ଦଳଚକଟା ଭିତରେ ଚିଲଉ ଥିଲେ । ଏପରି ବିକଳ ଦୃଶ୍ୟ କେବେ ହେଇନଥିଲା । 😭😭 ଏହି ମୁହୁର୍ତ୍ତଟି ଏବେ ମଧ୍ୟ ମୁ ଭୁଲିପାରୁନୀ 🥺🙏⭕❗⭕🙏
@voiceon
@voiceon 3 ай бұрын
Saman situation mo saha bi ghatithila dala chakata bahut jor heiuthila bhaya bi laaguthae 😢
@BISWAJEETBEHERA
@BISWAJEETBEHERA 3 ай бұрын
Mu b 1st dina fasijaithili but Jaa maha Prabhu nka karuna ru jaldi bhidaru bahari asili au alpa dura hau hele darsan bhla re hela ..Jay Jagannath 🙏
@smrutirekhasamal6415
@smrutirekhasamal6415 3 ай бұрын
Mu bi thili aau kichhi min jadi Sethu na bahari parithanti mu bi 😭🙏 Jaga nka Krupa ru mu banchigali
@kanhasahoo6389
@kanhasahoo6389 3 ай бұрын
Jagannath kahichanti naa ete bhida re mo pakhaku asa. Fanka samaya re prabhu nku dekhile kn asibidha rahichi. Nijara bhul manasikata jogu nije danda paucha. Ethire kehi dayi nunhanti. Jay jagannath 🙏
@pikunbhoi9007
@pikunbhoi9007 3 ай бұрын
BJD ସରକାର ଥିଲା ବେଳେ କେବେ ବି ଏମିତି ହେଇନ ଥିଲା କେବେ ବି ଏଭଳି ସମାଚାର ଦେଖିନ ଥିଲୁ
@sabitapanigrahi1197
@sabitapanigrahi1197 3 ай бұрын
Sabu bele houthila
@amulyaamulya4101
@amulyaamulya4101 3 ай бұрын
B j d ଥିଲା ବେଳେ ଜୋତା ପିନ୍ଧି କି ରଥ ଚଢିଛ ତି ୨୦୧୪ ରେ
@Rabgabati12
@Rabgabati12 3 ай бұрын
Bjd mo bala
@pikunbhoi9007
@pikunbhoi9007 3 ай бұрын
@@Rabgabati12 BJP Mo ବା ଅଗ 😎😎
@kushatoltia5962
@kushatoltia5962 3 ай бұрын
Mane BJD ra sadajantra aita bi
@_milu_creation
@_milu_creation 3 ай бұрын
ନୂଆ ସରକାର🤵‍♂️ ଇଏ କେବେ ଜାଣିଥିଲେ ? ନାଁ ଜାଣିଛନ୍ତି ? ହୁଏତ ଆସନ୍ତା ବର୍ଷ ଜାଣିପାରନ୍ତି , ନିୟମ ନ ଜାଣିଥିବାରୁ ନୂଆ ସରକାର ସେଥିପାଇଁ ଅଘଟଣ ହେଲା ବୋଲି ମୁଁ ଆଶା କରୁଚି 😔ଚାରି ଦ୍ୱାର ଖୋଲି ବି ନୂଆ ସରକାର ବନ୍ଦ କଲେ ନିୟମ ପ୍ରଣାଳୀ ନ ଜାଣିଥିବା ସରକାର ଯଦି ସରକାର ହୁଅନ୍ତି ତାହାଲେ ଏମିତି ହୁଏ 😔 ଆସନ୍ତା ବର୍ଷକୁ ଯଦି ଟିକେ ଅଘୁଆ ମାସେ ପର ଠାରୁ ଟ୍ରେନିଙ୍ଗୀ ଦିଆହୁଏ ତାହାଲେ ଆଶା କରୁଚି କିଛିଟା ଶାନ୍ତି ଶୃଙ୍ଖଳା ହୋଇପାରିବ 👍 ବିଜେଡି ସରକାର ଥିଲା ବେଳେ କେଭେବି ଏମିତି ହୋଇ ନଥିଲା କାରଣ ବିଜେଡି ସରକାର ଶାନ୍ତି ଶୃଙ୍ଖଳା କୁ ବହୁତୁ ଭଲ ପାଏ ସେ ସବୁବେଳେ ଶାନ୍ତି ଶୃଙ୍ଖଳା ର ସହିତ ପବିତ୍ର ରଥ ଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରେ ଯାହାକି ଭକ୍ତ ମାନଙ୍କର କିଛି ବି ଅସୁବିଧା ହୋଇ ନଥାଏ 🙏ଏବର୍ଷ ପ୍ରଭୁ ଙ୍କୁ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଦେଖିନାଁହାନ୍ତି 😔କି ଟିଭିରେ ହେଉକି ଟେଲି ଫୋନ ରେ ହେଉ live ଟେଲିକାଷ୍ଟ ରେ ମହା ପ୍ରଭୁଙ୍କୁ ଦେଖି ହୋଇନି 😔 କାରଣ ରଥ ଉପରେ ଖାଲି ସେବକ ମାନେ ଦେଖା ଯାଉଥିଲେ ! ଯୋଉ ଭକ୍ତ ମାନେ ଅସୁବିଧାର ସାନ୍ମୁଖୀନ ହୋଇଛନ୍ତି କି ମୃତୁ ବରଣ କରିଛନ୍ତି ମୋର ସନ୍ଦେହ ନୂଆ ସରକାର ଯୋଉ ପୋଲିସ ମାନଙ୍କୁ ଯୋଉ ଦାଇତ୍ୱ ଦେଇଥିଲେ ସେମାନେ ଯୋଉ ଭଳି ଭାବରେ ଭକ୍ତଙ୍କୁ ପ୍ରହାର କରିଛନ୍ତି ତାଙ୍କ ପ୍ରହରରେ ଭକ୍ତ ମୃତୁ ବରଣ କରିଛନ୍ତି କୌଣସି ଦଳା ଦଳି ରେ ନୁହଁ 👍 ଯଦି ଆସନ୍ତା ବର୍ଷ ଯଦି ପୂର୍ବରୁ ନୂଆ ସରକାର ଟ୍ରେନିଙ୍ଗୀ କରନ୍ତେ ଲାଗୁଚି ହୋଇଥିବା ତ୍ରୁଟି ଆସନ୍ତା ବର୍ଷକୁ ଠିକ ହୋଇପାରିବ 👍ମୋର ଏତିକି ଅନୁରୋଧ ମୋ ବିରୋଧୀ ସରକାର ( ବିଜେପି ସରକାର )🙏 ଜୟ ଜଗନ୍ନାଥ 🙏
@Sirshree
@Sirshree 3 ай бұрын
ଚୋର ପଣ୍ଡା ସେବାୟତ ମାନେ ଚୋର ସବୁ ଚୋର ଗୁଡ଼ାକ ଚୋର ସବୁ ଚୋର ଗୁଡ଼ାକ ଚୋର ସବୁ ଚୋର ଗୁଡ଼ାକ
@piyushrajkumar15
@piyushrajkumar15 3 ай бұрын
ଖାଲି ଚୋର ନୁହେଁ ହାରାମି ଗୁଡାକ ଭାବୁଛନ୍ତି ଜଗନ୍ନାଥ ତାଙ୍କ ବୋପା ସମ୍ପତ୍ତି. ଜଗା ତ ସବୁଠି ତେଣୁ କେହି ପୁରୀ ନ ଗଲେ ଏମାନଙ୍କ ରଙ୍ଗ ବେରଙ୍ଗ ହେଇଯିବ ଦାଦନ ଖଟିବାକୁ ତାମିଲନାଡୁ ଯିବେ
@SubhaPradhan-lf7bz
@SubhaPradhan-lf7bz 3 ай бұрын
ଅନ୍ଧ ଭକ୍ତ କହିବେ ନବୀନ ବାବୁ ଦାଈ . ଆପଣ ମାନେ ଖୁସି ତ 🙏🙏🙏🙏
@Madangond-nd3dv
@Madangond-nd3dv 3 ай бұрын
Jay Shree Jagannat Bagwan Jay Shree Sita Ram
@qi82
@qi82 3 ай бұрын
He ram he jagannatha
@chittaranjanswain010
@chittaranjanswain010 3 ай бұрын
New government have lack of experience of working..
@DeepakkumarBehera-zl7vt
@DeepakkumarBehera-zl7vt 3 ай бұрын
Jay jagannath ❤❤
@achyutbag4614
@achyutbag4614 3 ай бұрын
Bahut badhia eaama nua sarkar
@aloknayak6856
@aloknayak6856 3 ай бұрын
Jay jagannath Prabhu 🙏🙏
@rmvideos.
@rmvideos. 3 ай бұрын
ତମ ଜୟ ଆଉ ତମ ଜଗନ୍ନାଥ ତମ ଘରର ବାଡ଼ି ଆଡ଼େ ରଖ ହେଲା ଏବେ ଯୁ ଜଣଙ୍କ ଜୀବନ ଯାଇଛି ତାକୁ ତମ ଜଗନ୍ନାଥ କୁ କହିକି ତାଙ୍କ ପରିବାର କୁ ଫେରେଇ ଦେଉନ
@narayanjakasika7237
@narayanjakasika7237 3 ай бұрын
ଜୟ ଜଗନ୍ନାଥ
@JulieSethi388
@JulieSethi388 3 ай бұрын
ନୂଆ ସରକାର ଙ୍କ କାର୍ଯ୍ୟ ପ୍ରଣାଳୀ ସଠିକ ନୁହଁ। ବିଜେଡି ସରକାର ଥିଲା ବେଳେ ଏମିତି ହେଉ ନଥିଲା। ଏବେ ନୂଆ ସରକାର ଆସୁ ଆସୁ ଏତେ ସବୁ ପାଲା ହେଲାଣି 🙂🙂 ଲୋକ ଙ୍କୁ ପରିବର୍ତ୍ତନ ଦରକାର ଥିଲା, ପରିବର୍ତ୍ତନ ହଉଛି ଏବେ ଅଭିଯୋଗ କଣ ପାଇଁ କରୁଛ 🙂
@DhanurjayPujari-bf7my
@DhanurjayPujari-bf7my 3 ай бұрын
You are right bro
@vhhh668
@vhhh668 3 ай бұрын
ଯେତେକ ପଣ୍ଡା ସେବାୟତ ରଥରେ ଚଢିଛନ୍ତିସେମାନଙ୍କୁ ତଳକୁ ଖସେଇଦେଲ ଭକ୍ତମାନେ ପପ୍ରଭୂଙ୍କ ଦର୍ଶନ କରିପାରନ୍ତେଆଉରଥଭଲରେ ଚାଲନ୍ତା, ଜୟ ଜଗନ୍ନାଥ🙏🏻🙏🏻🙏🏻🙏🏻
@vigyan657
@vigyan657 3 ай бұрын
New CM follows the step of Modi..Modi jemiti jaga pare jaga buluchhi aau desha ra karjya bhara prasanika officer chalauchhanti semiti Amara new CM khali jaga pare jaga buluchhi Khali lokanku misuchhi kintu taku kama Kariba tike bi Jana nahi...New CM has no experience...agaku aau kana kana hauchhi..
@ashishcreation194
@ashishcreation194 3 ай бұрын
I'm christian but I'm believe in jagannath ❤
@sameerjena356
@sameerjena356 3 ай бұрын
Otv is right ❤
@odishaweather4711
@odishaweather4711 3 ай бұрын
Jai Jagannath swami Nayan patha gami vaba tume 😢🙏
@DeepakNaik-z7o
@DeepakNaik-z7o 3 ай бұрын
ନୁଆ ସରକାର ନୁଆ ଘଟଣା
@aswinisamantaray1271
@aswinisamantaray1271 3 ай бұрын
VIP status
@ManoranjanBarik-fq2jh
@ManoranjanBarik-fq2jh 3 ай бұрын
3:38 ଛୋଟ ମୋଟ ଜିନିଷ ଗୋଟା ଲୋକର ଜୀବନ ପଳେଇଗଲା ଛୋଟ ମୋଟ ଦିନିଷ
@MuVloggerk
@MuVloggerk 3 ай бұрын
ମହା ପ୍ରଭୁଙ୍କୁ ହୃଦୟ ରୁ ଦେଖନ୍ତୁ,, ଠେଲl ପେଲା ହେଇକି ଦେଖନ୍ତୁ ନାହିଁ, କି ଏମିତି ସେବlବି କରନ୍ତୁ ନାହି , ଜେଉ ଠାରେ ଶାନ୍ତି ନାହିଁ , (ଗହଳିରେ ଆଉ thela ପେଲାରେ ପ୍ରଭୁ ଯୀଶୁ କାହାକୁ ବି ଦେଖା ଦିଅନ୍ତି ନାହିଁ,,, ହୃଦୟରୁ ବିଶ୍ଵାସ ଆଉ ପ୍ରାର୍ଥନା ଦ୍ୱାରା ଦେଖା ଦିଅନ୍ତି.... ଅମେନ୍
@jpradhan2140
@jpradhan2140 3 ай бұрын
ଅଣ ସେବାୟତ ବେସରେ ରଥ ଉପରେ ଲୋକଙ୍କୁ ଆଉ ନିଅ
@niranjanparida7400
@niranjanparida7400 3 ай бұрын
Ratha Yatra re police nahi SPG comando bulao Jai Jagannath 🙏🙏
@ajaykumarbehera8752
@ajaykumarbehera8752 3 ай бұрын
ପଣ୍ଡା ସବୁ ଚୋର ମାନେ ସବୁ ତାଙ୍କର ଭୁଲୁ ସରକାର କର ଭୁଲୁ ନାହିଁ
@Archita-n1h
@Archita-n1h 3 ай бұрын
ବିଜେପି ସରକାର
@MalayBehera-xn8bx
@MalayBehera-xn8bx 3 ай бұрын
Sarakara
@CheerfulBakedBread-su4gi
@CheerfulBakedBread-su4gi 3 ай бұрын
ରଥଯାତ୍ରା rea ପୁରି ଛାଡି ବାହର ଳୋକ ଅ!ସେବାକୁ ଦେବା କଥା ନୁହେଁ
@sushilkumarkickboxer8569
@sushilkumarkickboxer8569 3 ай бұрын
Population Jothi Sethi Accident Problems ECT Hoba it's 💯 % Garanti
@LipsaPradhan-p3b
@LipsaPradhan-p3b 3 ай бұрын
Ratha upare jau panda babu mane rahuchanti kichi dekha jaunahanti.mahabhu ko
@ashwinissahuofficially1177
@ashwinissahuofficially1177 3 ай бұрын
🙏🙏🙏
@pradeepbiswal8217
@pradeepbiswal8217 3 ай бұрын
ବାଳ ଖବର
@MadhumitaMohanty-j7m
@MadhumitaMohanty-j7m 3 ай бұрын
Rathare kam sebayat rakhiba abasyaka
@debendralenka6470
@debendralenka6470 3 ай бұрын
Kichhi haEni 5 year achhi wite kara
@UpendraNaik-et6lt
@UpendraNaik-et6lt 3 ай бұрын
❤❤❤❤
@chikucreation943
@chikucreation943 3 ай бұрын
ଦିତୀୟ ଦିନରେ ବି ମାଳ ମାଳ ଅବ୍ୟବସ୍ଥା
@joshnachhura5373
@joshnachhura5373 3 ай бұрын
Yeh sarkar bhangiba kahinki naa tanka kaunsi kama thik re karunahanti samaste dukhre nua sarkar nua kama
@kaliasahoo3045
@kaliasahoo3045 3 ай бұрын
Nija ghara loke jadi hoithiley aimiti kahithanta. Jay Jay🙏 jagannath🙏
@soubhagyaranjanmohanty3667
@soubhagyaranjanmohanty3667 3 ай бұрын
ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର.....
@tapaspattanaik894
@tapaspattanaik894 3 ай бұрын
due to excess VIP
@BibhutibhusanBaliarsingh-g8k
@BibhutibhusanBaliarsingh-g8k 3 ай бұрын
ସେବାୟତ ପକା ଗଲୁଆ
@SadanandaPradhan-f9n
@SadanandaPradhan-f9n 3 ай бұрын
Ratha aghatana pain sankarachary dai
@learnwithbini6060
@learnwithbini6060 3 ай бұрын
Bhagban nku neiki rajneeti karuchnti boli emti houchi...
@PrakashJyoti99
@PrakashJyoti99 3 ай бұрын
Sebayata mane lokonku Rotho pakhoku daki neuchonti .seita ku control korajau.
@debananda07
@debananda07 3 ай бұрын
Thik knowledge nathile byabostha thik haba kemiti
@KailashChandraPatra-mt3fs
@KailashChandraPatra-mt3fs 3 ай бұрын
Mu ta mari jaithilini alpake ban chili hey god
@SibajiDas-p4g
@SibajiDas-p4g 3 ай бұрын
Ratha upara thia haba sabaka nka sampuna bhulu
@allodisha3021
@allodisha3021 3 ай бұрын
Kamani esabu panda mane kn pani rathare basu chanti jetiki rool setiki basantu
@smohanty3507
@smohanty3507 3 ай бұрын
ratha tani baku samastankara iccha...sabu bhaktankara jadi gotie iccha gotie jagare aau gotie samaya re heba..ta hele emiti haba...bheeda re ratha taniba aau dala chakatahele prasasana ra sabu bhul.. ratha daudi tanidele khali papa dura hei jiba..
@JituSamal-w7p
@JituSamal-w7p 3 ай бұрын
Bala neta mane aramare jini janata mane maribe
@BharatiSahoo-lj5fl
@BharatiSahoo-lj5fl 3 ай бұрын
Nabeen period re emiti hei nathila
@gyanaranjansahoo6551
@gyanaranjansahoo6551 3 ай бұрын
Are bhai seita bhul katha Jia b sarkar asile kn kariba j .
@babullcreation
@babullcreation 3 ай бұрын
Sabu dosaa odisha government au shri Mandira prasasan raa.. Khali bada bada stage upare basigale habani....
@mahaktv7760
@mahaktv7760 3 ай бұрын
ହେ ମହା ବାହୁ ତୋ ବଡଦାଣ୍ଡେ ଜୀବନ ଯାଉ କହିବା ପୁଣି ପଚାରିବା କାହିଁକି ଗଳା
@sarupabrek3343
@sarupabrek3343 3 ай бұрын
ମୁ ବି ଥରେ ଦୌଡ଼ି ଥିଲି
@dillipkumarsahoo4823
@dillipkumarsahoo4823 3 ай бұрын
BJP GOVT pain. Ebhali .
@chittaranjanswain010
@chittaranjanswain010 3 ай бұрын
It's Mohan govt successfully story
@jitu..mamuni7530
@jitu..mamuni7530 3 ай бұрын
ନବୀନ ସରକାର ହେଇଛନ୍ତି କି
@SankarDutta-t7q
@SankarDutta-t7q 3 ай бұрын
50 noho 500 sebayat
@satyabratatripathy3051
@satyabratatripathy3051 3 ай бұрын
Less Experience
@chandrashekharbehera234
@chandrashekharbehera234 3 ай бұрын
ନାଇଁ ମ ଏଥିପାଇଁ ନିଶ୍ଚିତ ଭାବେ BJD ବାଲା ହିଁ ଦାୟୀ 😅😅
@Balasoreexpress123
@Balasoreexpress123 3 ай бұрын
Sure 😅😅😅😅😅😅😅😅😅😅
@mukeshpradhan5063
@mukeshpradhan5063 3 ай бұрын
Otv bala tike Tama sarkarnku kuha
@manojjena7608
@manojjena7608 3 ай бұрын
Ratha parichalana thik nathila .....sethi pain amiti ghatila
@DevasishRout
@DevasishRout 3 ай бұрын
Samaste ninja ninja dosa chadauchanti , bhul kehi manibeni , ratha upare kebala tanka adhikar achi semane basibe , loka bhagwan nku dekhiba Ku asichanti ta emanaku..
@sandeepdas2692
@sandeepdas2692 3 ай бұрын
Modi ki gara ti new govt 😢odisha 😂😂 So sad😢😢 ❤❤Only navain babu❤
@Searching-q1n
@Searching-q1n 3 ай бұрын
Common people are unable to get the chance to see the lord Jagannath,even though they are coming from long away and facing a lot of problems but our VIPs take full fun of it they don't know only for them how many actual devotees get sided by the police or by some other forces.... If you really come to see the lord then , came like a common people...
@abhishekjena5201
@abhishekjena5201 3 ай бұрын
Majhi babu is inefficient
@DeepakkumarBehera-zl7vt
@DeepakkumarBehera-zl7vt 3 ай бұрын
Jay bjd
@DyydSheh
@DyydSheh 3 ай бұрын
Nua...Prasasana...SabuNua😂😂😂
@aswinisamantaray1271
@aswinisamantaray1271 3 ай бұрын
Shame
@anilpaital6790
@anilpaital6790 3 ай бұрын
Otv godi media Setebele Bjd government kudai karuthila Abe overcrowded hela 😂😂😂😂
@cdvlogs533
@cdvlogs533 3 ай бұрын
Nua sarkar nua niyama 😂sambhala
@SibajiDas-p4g
@SibajiDas-p4g 3 ай бұрын
Bjp sara kara sampuna bhulu
@odishastylecooking3949
@odishastylecooking3949 3 ай бұрын
Are bhai tama tanti re ebe bi bjp kanta lagichi ea kebala bhida adhika jogu ama ghara pakha nemala bata nka pakhare bi athara adhika loka jogu bhida asambhla hei jai thila kehi loka bi police nka Katha Manu nathile police Sina 1-2 jana nku roki paribe lakhe lakhe loka nku kemiti ata kaibe ame kebala bjp ku dosha dele habani public nka upare damand
@dibyendunayak8072
@dibyendunayak8072 3 ай бұрын
ଏବେ bjd ଥିଲେ otv ଖାଲି ସରକାରଙ୍କୁ ଦୋଷ ଦେଇଥାନ୍ତା 😂😂😂
@kumargourab1504
@kumargourab1504 3 ай бұрын
Sabu niama gala kuade
@shaktiprasad5897
@shaktiprasad5897 3 ай бұрын
Sabu pandian ra bhul 😂
@kirn4297
@kirn4297 3 ай бұрын
Ye paanda maanon kara paap bhadi laani
@bs5503
@bs5503 3 ай бұрын
ତୁମ bjp sarakar ଙ୍କୁ ପଚାରୁ ନ ଓଟିଭି ବା ଲା
@onlyforlove967
@onlyforlove967 3 ай бұрын
Bjp sarakara dai bjp hatao odisha bachao
@rmvideos.
@rmvideos. 3 ай бұрын
କେତେ ଜଣଙ୍କ ମୁଣ୍ଡ ଗଲେ ଚେତିବ ତୁମେମାନେ
@PinkyLife-y5c
@PinkyLife-y5c 3 ай бұрын
Chhi chhi lajya ,news TV re asiba pain muhan dekheiba pain ,dura dura ru asuthiba bhakta tini thakuranku na dekhi kandi kandi pheru chhanti gharaku
@JharnaBhoi
@JharnaBhoi 3 ай бұрын
Sabu bhul panda manker
@rupeshpatel4768
@rupeshpatel4768 3 ай бұрын
Double engine sarakar jai modi😂
@nayakspprnayak3940
@nayakspprnayak3940 3 ай бұрын
Bjd govt
@swarupmishra5318
@swarupmishra5318 3 ай бұрын
Chi chii bjp govt
@simplehuman7127
@simplehuman7127 3 ай бұрын
Sabu kichi bekar kama hauchi puri re
@sarojdas3297
@sarojdas3297 3 ай бұрын
Bjp sarkar achhi,kichi bi huipare...
@rajeshofficialnk4709
@rajeshofficialnk4709 3 ай бұрын
Welcome to new BJP government 😂😂😂😂😂😂😂
@abhirampatnaik530
@abhirampatnaik530 3 ай бұрын
Bangali loka pai nata
@Badalkumardas-kc1qw
@Badalkumardas-kc1qw 3 ай бұрын
Bjd ra chal
@mukeshpradhan5063
@mukeshpradhan5063 3 ай бұрын
Bjp sarkar 😂😂😂
@GlamgirlAishani
@GlamgirlAishani 3 ай бұрын
Bjp Sarkar😊
How do Cats Eat Watermelon? 🍉
00:21
One More
Рет қаралды 14 МЛН
Help Me Celebrate! 😍🙏
00:35
Alan Chikin Chow
Рет қаралды 83 МЛН
How is LIFE in SVALBARD 🇳🇴 [6 Month Night & 6 Month Day]
22:48
The Punjabi Wanderer
Рет қаралды 2,4 МЛН
When Royal Guards Fight Back!
8:08
Fighting Spirit
Рет қаралды 6 МЛН
Puri Jagannath Story !! Puri Ratha Yatra Story !! Odisha Temple Story
23:09
DIBYABRAMHA PRODUCTION
Рет қаралды 2,9 МЛН
How do Cats Eat Watermelon? 🍉
00:21
One More
Рет қаралды 14 МЛН