KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ଫାର୍ଷ୍ଟ ଥର ଗୋଟେ ରାତିରେ ମୁଁ ୫୦-୬୦ ହଜାର ଟଙ୍କା କମେଇଥିଲି, ସ୍ୱତନ୍ତ୍ର ସାକ୍ଷାତକାର କିନ୍ନର ସ୍ଵିଟି ସାହୁଙ୍କ ସହ
9:22
ଝିଅ ପ୍ରକୃତି ମିଶ୍ର ଏବଂ ବାବୁସାନଙ୍କ ସମ୍ପର୍କକୁ ନେଇ କଣ କହିଲେ ମନ୍ମଥ ମିଶ୍ର
17:20
黑天使被操控了#short #angel #clown
00:40
We Attempted The Impossible 😱
00:54
Пилот обманул смерть ракета пролетела рядом с ним #shorts
00:10
小丑女COCO的审判。#天使 #小丑 #超人不会飞
00:53
ପାଠ ପଢି ଉଚ୍ଚ ଶିକ୍ଷିତ ହେଲେ ଆଜି ମୋ ହାତରେ ବେଲଚା || A1 ODIA
Рет қаралды 460,588
Facebook
Twitter
Жүктеу
1
Жазылу 553 М.
A1 ODIA
Күн бұрын
Пікірлер: 521
@jogindramallik79
2 жыл бұрын
ପରିସ୍ଥିତି ବହୁତ ବଡ ବଡ ଲୋକଙ୍କ ସ୍ବପ୍ନ ଭାଙ୍ଗି ରାସ୍ତା କୁ ଟାଣି ଆଣେ ଯିଏ ହାରି ଯାଏ ସିଏ ଦୁନିଆ ରେ ମରି ଯାଏ ଆଉ ଯିଏ ପରିସ୍ଥିତି କୁ ସାମ୍ନା କରେ ସିଏ ହିଁ ବିଜୟ ର ଘଣ୍ଟି ବଜାଏ 🙏🙏🙏
@sadashivkandi7185
2 жыл бұрын
Tume bajeilani
@teamodisha2525
2 жыл бұрын
Ha
@SushantaKuNayak
2 жыл бұрын
କର୍ମ କରିଚାଲ ଭଉଣୀ ଭଗବାନ ନିଶ୍ଚିତ ଭାବରେ ତୁମର ଦୁଃଖ ଶୁଣିବେ God bless you
@skbehera1158
2 жыл бұрын
Yes bro
@satrughnachhatar4575
Жыл бұрын
May God bless u nd ur family
@RS-yn2bd
2 жыл бұрын
ଭଗବାନ ତୂମର ଡାକ ଶୁଣୁଛନ୍ତି ଖୁବଶୀଘ୍ର ତମେ ଶିକ୍ଷୟିତ୍ରୀ ହେବ ଜୟ ଜଗନ୍ନାଥ ସ୍ବାମୀ
@raghumaninayak9593
2 жыл бұрын
ଭଗବାନ ତୁମର ମଙ୍ଗଳ କରନ୍ତୁ, ତୁମେ ଜିବନଯୁଧରେ ହାରି ନ ଯାଇ ସଂଘର୍ଷ ଜାରି ରଖ ଦେଖିବ ଦିନେନା ଦିନେ ଭଗବାନ ଡାକ ଶୁଣିବେ । ଜୟ ମାଆ ତାରିଣୀ, କେନ୍ଦୁଝର ଚମ୍ପୁଆ।
@gurbhatudu1619
2 жыл бұрын
Good
@ekadasiaremta2139
2 жыл бұрын
ଭଉଣୀ ଲିଲି ତମ ପରିଶ୍ରମ ର ଫଳ ଟା ଜଗନ୍ନାଥ ଅମୃତ ଠୁ ଆହୁରି ମଧୁର ରେ ତମ ଜୀବନ ଟାକୁ ଭରି ଦିଅନ୍ତୁ , ଲିଲି ତୁମେ ସତ୍ୟ ପଥରେ ସବୁବେଳେ ଯାତ୍ରା କରିବ ଜଗନ୍ନାଥ ତମର ଶକ୍ତି ପରୀକ୍ଷା କରୁଛନ୍ତି ?
@manujpatra1994
2 жыл бұрын
ଭଗବାନ ନିଶ୍ଚିତ ତମର ଡାକ ଶୁଣିବେ ନିଜର ଚେଷ୍ଟା ଜାରିରଖ 🙏🙏🙏god bless you 🙏🙏🙏🙏
@santoshbarik6391
2 жыл бұрын
Tama sata kahicha vauuni😭
@Binyrout
2 жыл бұрын
Tame thik kahicha Tama msg bohutu bhala laguchi
@bsstatuscreation
2 жыл бұрын
#basantasingktp
@bsstatuscreation
2 жыл бұрын
Nice
@bsstatuscreation
2 жыл бұрын
God bless you
@balaramnath2903
2 жыл бұрын
ହେ ଭଗବାନ୍ ଏଠି କିଏ ପଅଇସା ଥାଇବି ପଢିପାରୁନି କିନ୍ତୁ ଏଠି ପଅଇସା ନଥାଇବି ଟପର ,ଏ ହଅଉଛି ଆମ ନବିନ ବାବୁଙ୍କର No1ମୃଖ ମନ୍ତ୍ରୀ
@bijaykhuntia868
2 жыл бұрын
WB style education system in coming days...
@Ramesh-mi9mq
2 жыл бұрын
ଆମ ଗରିବ ଲୋକ ପାଇଁ ,bhauni କର୍ମ ହି ଆମ ପାଇଁ ଭଗବାନ 🙏🙏🙏କିନ୍ତୁ ଆମ କଷ୍ଟ ଆମେ କାହାକୁ କହୁନୁ🙏🙏🙏ଜୟଜଗନ୍ନାଥ 😭😭😭
@chaitanyabariki810
2 жыл бұрын
ଠାକୁର ତୁମକୁ ଆଶିର୍ବାଦ କରନ୍ତୁ 🙏 ବନ୍ଦେ ଉତ୍କଳଜନନୀ 🙏
@mitumaharana437
2 жыл бұрын
😭😭😭 ଆମ ଓଡ଼ିଶା ରେ ଏବେ ବି ଭଲ ଲୋକ ଅଛନ୍ତି ଭଉଣୀ ନିଶ୍ଚିନ୍ତ 100%ଅତି ଶୀଘ୍ର କିଛି ନା କିଛି ରାସ୍ତା ମିଳିବ।ଠିକ୍ Education କେବେ ବି ବ୍ୟର୍ଥ ରେ ଯିବନି।
@rakeshkumarmalik3721
2 жыл бұрын
କ'ଣ କହିବି ଆପଣଙ୍କ ପାଇଁ ମୋ ପାଖରେ ଶବ୍ଦ ନାହିଁ ତଥାପି ଏତିକି କହିବି ଭଗବାନଙ୍କୁ ମୋର ପ୍ରାର୍ଥନା କି ଆପଣଙ୍କୁ ସବୁ ସଂକଟ ରୁ ଉଧାର କରନ୍ତୁ ଆଉ ସବୁ ଆଛା ପୁରଣ କରନ୍ତୁ ଜୟ ଜଗନ୍ନାଥ
@74524p
2 жыл бұрын
ଆଖି ନାହିଁ କି ଇଛା ନାହିଁ ପ୍ରଶାସନର ଯେ ଏପରି ମେଧାବୀଙ୍କୁ ସାହାଯ୍ୟ କରିବେ
@pabitrapanda2136
2 жыл бұрын
ଆଖିରେ ଲୁହ ଆସିଗଲା,,,, ସତରେ ଏ ସରକାର ର ତେଲିଆ ମୁଣ୍ଡରେ ତେଲ ଭଳି କାମ କରୁଛି
@sibubehera2417
2 жыл бұрын
Satare bhai mor b akhiru pani asigala
@tophanmallik2118
2 жыл бұрын
ଭଗବାନ ତୁମର ନିଶ୍ଚୟ ଡାକ ଶୁଣିବେ ଭଉଣୀ ଧନ୍ୟବାଦ୍
@pradoshkumar7833
2 жыл бұрын
ବହୁତ ଦୁଃଖ ଲାଗିଲା ଏ ଦୃଶ୍ୟ ଦେଖି. ସ୍ଥାନୀୟ ପ୍ରଶାସନ ଏ ଭଉଣୀ ର କଥା ଟିକେ ବୁଝନ୍ତୁ.ଏଠି ଯାହାକୁ ଚାକିରୀ ଦରକାର ସେ ମୂଲିଆ କାମ କରୁଛି. ଆଉ ଯିଏ ପଣିକ୍ୟା ଆଉ 12 ରୁ 9 ଗଲେ କେତେ ଆସୁନି ସେ ଚାକିରୀ ପାଇ ଯାଉଛନ୍ତି.
@appumohanty4914
2 жыл бұрын
Bhauni tama katha suni mo akhire luha adigala
@kumkumdas9619
2 жыл бұрын
ଛି ଛି 22 ବର୍ଷ ଶାସନ ରେ ଏମିତି, ଗରିବ ମାନେ ପିଲାଙ୍କୁ କାହିଁକି ପାଠ ପଢେଇବାକୁ ଆଗ୍ରହ ହେବେ? ଏପରି ସରକାର ବାଛି କଣ ଲାଭ ? ଏପରି ଘଟଣା ମୁଖ୍ୟ ସମ୍ବାଦ ହବା ଉଚିତ୍
@rajanipandatechvlogs3879
2 жыл бұрын
ମିଡ଼ିଆ ଙ୍କର ବର୍ତ୍ତମାନ ସମୟ ଅଭାବ କାରଣ କାହାର ସ୍ତ୍ରୀ, ଝିଅକୁ କିଏ ନେଲା ତାକୁ କିଏ ଦେଖେଇ ବ।
@kdillip92
2 жыл бұрын
ଆଜି ଦେଶର ଅବସ୍ଥା ହିଁ ଏମିତି ହୋଇଯାଇଛି ଏଠି ଯୋଗ୍ୟତା ଥିଲେ ମଧ୍ୟ ମୂଲ୍ୟ କିଛି ନାହିଁ l ଅଯୋଗ୍ୟ ଲୋକଙ୍କୁ ସବୁ କିଛି ମିଳିଯାଏ l
@rameshdas7493
2 жыл бұрын
ସରକାର ଆଉ ରାଜନେତା ସବୁ ଳୁଟୁଛନ୍ତି ତାଙ୍କ ଦରମା ଵଢୁ ତାଙ୍କ ପିଲାମାନେ ଭଲରେ ରହନ୍ତୁ।କାରଣ ଚଳାକ
@budhibamapradhan9541
2 жыл бұрын
ସରକାର ଙ୍କର ବହୁତ ଯୋଜନା ଅଛି ଜିଲ୍ଲାପାଳ ଙ୍କୁ ଅନୁରୋଧ ସହଯୋଗ ଶୀଘ୍ର କରନ୍ତୁ
@gojendramuduli8990
Жыл бұрын
Right 👍
@s_for-sibaprasad
2 жыл бұрын
ଦିଦି ଆମେ ପଠା ପଢିଲେ କଣ ହବ ଆମେ ଗରିବ ଆମ କଥା କୋଉ ସରକାର ଆଉ କୋଉ ରାଜା ନେତା କିଏ ଶୁଣିବେନି ଆମ ଓଡିଶା ସବୁବଳେ ପଛୁଆ ସେଥିପାଇଁ ତ ଦୋଷୀ ଏଠି ନିଦୋଷ ଏଠି ନେତା ଯଦି ହାତର ଲୋକ କାହାକୁ କରିବେ ଖାତାର ଆମ ଓଡିଶା ରେ ଖାଲି କୁଟ ନୀତି 😔😔😔🙏🏻ଜୟ ଜଗନ୍ନାଥ 🙏🏻
@collboydeben5271
2 жыл бұрын
ଭଉଣୀ ମନ ଦୁଃଖ କରିବୁନି ଭଗବାନ ଦିନେ ନିଚୟ ଶୁଣିବ
@ullashmaharana6320
2 жыл бұрын
ମାଆ, ଏ ରାଜ୍ୟରେ ଗରିବ ଶିକ୍ଷିତ ପାଠ ପଢ଼ି ମାଟିକୁ ଯାଏ କିମ୍ବା ଭାଟିକୁ ଯାଏ
@rajanipandatechvlogs3879
2 жыл бұрын
Right
@rpmusicrider574
2 жыл бұрын
ମୁଁ Computer Science Students ପିଲା, ମୋ ଲକ୍ଷ ଥିଲା UI Full Stack Developer କିନ୍ତୁ ଟଙ୍କା ଅଭାବରୁ ମୁଁ ପାଠ ପଡ଼ା ଅଧାରେ ରଖି ଦେଇଛି, ମୁଁ 10th class ru ଏମିତିକା ବହୁତ କାମ କରି ଆଜି BCA Complete କରିଲି
@byangamanbalaram5651
2 жыл бұрын
🌹ଧନ୍ୟବାଦ ଭଉଣୀ 🌹 👌👌👌👌👌👌👌 ଆପଣ ପରିଶ୍ରମ କରି, ରୋଜକାର କରୁଛନ୍ତି, କିଛି ଖରାପ ନୁହେଁ,,, ଭଗଵାନ ଆପଣଂକୁ, ସହାୟ ହୁଅନ୍ତୁ ଅଚିହ୍ନା ଭଉଣୀ ପାଇଁ, ଏତିକି ପ୍ରାର୍ଥନା 🙏🙏🙏🙏🙏🙏
@basantmalick9799
2 жыл бұрын
ଝିଅ ତୁମେ ତ କେବଳ ତୁମ ବାପା ମାଆ କଂର ନୁହଁ ଭଗବାନଙ୍କ ସଂତାନ ତୁମସୋପନ ପୁରଣହେବ ଜୟଲାଭ କରିବ ଜୟବାବାଆଖଂଡଳମଣୀ
@saisikhya7557
2 жыл бұрын
God bless you take care 🙏❤
@surendrasabjistore7898
2 жыл бұрын
ଭାଗବାନ ତୁମକୁ ନିଶ୍ଚୟ ସାହାଯ୍ୟ କରିବେ
@srinucreation7661
2 жыл бұрын
ଭଉଣୀ ତୁମର ଏଇ କଷ୍ଟ ସେଇ କାଳିଆ ଠାକୁର ନିଶ୍ଚିନ୍ତ ଶୁଣିବେ ମୋର ଏତିକି ପ୍ରାର୍ଥନା 🙏🙏🙏
@sashibhusanpradhan9370
2 жыл бұрын
ନଵିନ ସରକାର ଯେଉଁ ଦିନ ପର୍ଯ୍ୟନ୍ତ ଥିବ ସମସ୍ତଙ୍କ ଜୀଵନ ମାଟି ହୋଇଯିଵ । ତଥାପି ଚେଷ୍ଟାଚାଲୁ ।
@crpkmishra7484
2 жыл бұрын
ଭଗବାନ କେବଳ ତମ ଭଳି ଲୋକଙ୍କ ପାଇଁ ଭଉଣୀ... କେବଳ ଏକାଗ୍ରତା ଓ ପରିଶ୍ରମ ଆବଶ୍ୟକ।
@udayalima9094
2 жыл бұрын
କୌଣସି ସମାଜ ସେବୀ ସାମ୍ବାଦିକ ଯଦି ଏହି ବିଷୟ ଜିଲ୍ଲା ପ୍ରଶାସନ କିମ୍ବା ବିଧାୟକ ମାନଂକୁ ଜଣାଇଲେ ଏହି ଝିଅର କିଛି ଉନ୍ନତି ହେବ.
@prasantkudas3438
2 жыл бұрын
ଆମ ସରକାର ଏଠି ଗରିବ ଭଉଣୀ ତୁମେ ନୁହେଁ
@bivishanjerai3882
2 жыл бұрын
ସତରେ ଭଉଣୀ ଜୀବନରେ ଯଦି ସଂଘର୍ଷ ନ ଥାଏ life ର ମଜା ନାହିଁ। ସଂଘର୍ଷ ଜାରି ରଖ ସଫଳତା ନିଶ୍ଚୟ ହାତ ମୁଠା କୁ ଆସିବ। ଏଠି ଭଗବାନ କିଛି କରନ୍ତି ନାହିଁ ଯାହା କରିବାକୁ ହୁଏ ଆମକୁ ହିଁ କରିବାକୁ ହୁଏ ଭଗବାନ ତ ଗୁଟେ ବାହାନା।
@sweetheartmusic7131
2 жыл бұрын
ଭଗବାନ ତୁମର ଇଚ୍ଛା ପୂରଣ କରନ୍ତୁ । ତୁମ ପରିବାରର ଦୁଃଖ ଦୂର ହେଉ ।
@bhagabandakua3211
2 жыл бұрын
Bahut sundar katha apan nkar atma santushta hoijauchi. Bhagaban karantu apanank swap puran hau Jaya Jagannath.
@gopikisanbagha35
2 жыл бұрын
God bless you sister bright your future career wait
@ratikantabarik6860
2 жыл бұрын
Maa Tuzhe salam 🙏🙏🙏🙏
@rangiladx
2 жыл бұрын
Thank you❤ a1odia news
@alokpatel3527
2 жыл бұрын
Thank you didi odisha sarkaar ku laja tike lagu
@saradasneh
2 жыл бұрын
ଭଗବାନ ତମ ସହ ଅଛନ୍ତି ବହୁତ ଆଗକୁ ଯିବ🙏🙏
@Prasantofficialvlog
2 жыл бұрын
ଭଗବାନ ଆପଣ ଦୁଃଖ ଜଲଦି ଶୁଣିବେ, ଭଗବାନ ନିକଟରେ ମୋର ପ୍ରାର୍ଥନା😭🙏🏼⭕️‼️⭕️
@mitumaharana437
2 жыл бұрын
ପରିଶ୍ରମର ମୂଲ୍ୟ ନିଶ୍ଚୟ ମିଳିବ।😭😭😭😭😭
@shaikhnasrulla2904
2 жыл бұрын
ତୁମର ମନସ୍କାମନା ଭଗବାନ ନିଶ୍ଚୟ ପୁରଣ କରିବେ, God blessed u
@Pradeepwriterin
2 жыл бұрын
ବହୁତ୍ ଭଲ news deu6nty ehi chanel
@sakuntalasahoo9641
2 жыл бұрын
ମୁଁ ମେଟ୍ରିକ ରେ 74% ରଖିଛି। +2 ରେ 80% ରଖିଛି। ଏବେ ମୋର +3 ର 2nd year ଏବେ ଲାଗୁଛି ମୁଁ ଆଉ ଆଗକୁ ପଢିପାରିବିନି।ଆମଘରେ ପଇସା ର problem ବହୁତ ଅଛି।
@RohitKumar-mq9om
2 жыл бұрын
Same situation sis😔
@sarojg_m2171
2 жыл бұрын
ମୋର ବି same situation 😥
@defenceaspirantsantosh4407
2 жыл бұрын
same situation mora re admission fee dei paruni kemiti si hebi mote bahut kasta laguchi jemiti ama jibana re khushi nahi . dekha jau kn hauchi .
@arpitapanigrahy3551
2 жыл бұрын
Sister tama gov job paini prepare hua
@Sumansunii
2 жыл бұрын
Previous yr bahut pila mark basic re nursing paile so please frnd try kara sayad silection heijaipare.
@amitkumarsahaniakash2748
2 жыл бұрын
God bless you apananka ra job hoijiba . Apananka ra sabu swapna sata heba nischita . Ama govt bhala kama karile sabu heba . Hele ethe govt soichi .
@sibarambehera2886
2 жыл бұрын
Bht agaku jiba sister 🙏🙏🙏🙏 Bhagwan tumara mangal karntu
@ଓଡ଼ିଆଖଟି
2 жыл бұрын
God bless you🙏🙏
@shrabanisinghbhoi2520
2 жыл бұрын
God bless you sister go ahead do your duty must be sucess in your life
@rajanipandatechvlogs3879
2 жыл бұрын
ଭଲ କଥା କରିଛ ସରକାର ଙ୍କୁ ଚିଠି ଲେଖିନ ,ଲେଖିଥିଲେ ସରକାରୀ ଅଫିସ ରୁ ସରକାର ଙ୍କ ଗୁଣ୍ଡା ଆସିଥାନ୍ତେ ।ମିଛ କେସ ରେ ଥାନା ରେ ନାମ ପଞ୍ଜୀକୃତ ହୋଇଥାନ୍ତା
@lipsaseth1147
2 жыл бұрын
ଭଗବାନ ତୁମକୁ ସହାୟହୁଅନ
@nalinipattanaik9860
2 жыл бұрын
Thank you A1ODIA emiti news jari rahu
@kanaklatasamal470
2 жыл бұрын
ଏଠି ଯିଏ ରାଜନୀତିର ତଳିଆ ଚାମଚାକୁ ମଦ ଟଙ୍କା ଖର୍ଚ୍ଚ କରି ପାରିବ ସେ ଲକ୍ଷ୍ୟସ୍ଥଳ ରେ ପହଞ୍ଚି ପାରିବ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
@prakashdora5735
2 жыл бұрын
Really it is best news. Bhagaban nischinta sunibe chesta jarirakha.Bhagaban tuma sahita achhanti .
@umapanda9745
2 жыл бұрын
ରାଜନୀତି କରୁଛନ୍ତି ପଇସା ନେଇ ମା ଗିଆ ଚାକିରି ଦେଉଛନ୍ତି ।ଟପରଯିଏ ଫେରାଉ ମୁଲଲାଗିବ ।ଧନ୍ୟ ଓଡିଶା ।ଜୟଜଗନାଥ
@dhirenswain604
2 жыл бұрын
bhagavan tumar swapn. sakar kare lords Jagannath bless you
@chandiniraut4705
2 жыл бұрын
Jay Jagannath tumara sabu swapna puran heu God bless you
@padanakumar2409
2 жыл бұрын
ଦୁନିଆରେ ଭଲ ଲୋକ ମାନେ କୌଣସି ଜାଗାରେ ପହଞ୍ଚି ପାରନ୍ତି ନାହିଁ .. ଭଗବାନ ଆମ ମାନଙ୍କର ପରୀକ୍ଷା ନିଅନ୍ତି
@RS-yn2bd
2 жыл бұрын
ସାବାସ ଖବର ଦାତା ଏମିତିଆ ଖବର ପ୍ରଚାରିତ କରନ୍ତୁତ
@radheshyambhoi7079
2 жыл бұрын
ମୁଁ ଭଗବାନପା ଖ ରେ ପ୍ରା ର ଥ ନାତୁମର ଡାକ ଶୁଣି ନି ଛେ ଶୁଣି ବେ ଭଉଣୀ
@Sakuntala.382
2 жыл бұрын
ଭଉଣୀ ତୁମର ଲକ୍ଷ୍ୟ ଦିନେ ପୂର୍ଣ୍ଣ ହେବ ଧର୍ୟ ରଖ
@swaranikamahankuda4680
2 жыл бұрын
Beautiful sahaya hiantu bhagwan 🙏🙏🙏🙏 athire dhani srenira loka sahajya karile bhala huanta 🙏🙏
@SunilKumar-fs7qy
Жыл бұрын
ଭଉଣୀ ଖୁବ୍ ଶୀଘ୍ର ଭଗବାନ ଶୁଣିବେ ତମ କଥା
@samabaral3524
2 жыл бұрын
ଏହି ଖବର ଆମ ରାଷ୍ଟ୍ରପତି ଦେଖିଲେ କିଛି ଉପଶମ ମୀଳ ନ୍ତା ।।
@dalibandhugouri6001
2 жыл бұрын
Sarkaar ae jiya ku sahajya sahojag karantu jata sigra🙏🙏🙏dhanyavaad
@Bharat-y9x
2 жыл бұрын
ଭଉଣୀ ସଂଘର୍ଷ ତୁମକୁ କଠିନ କରିବ ଆଉ ସେହି କଠିନ ପରିସ୍ଥିତି ହିଁ ତୁମକୁ ସଫଳତା ଦେବ । ମୋ life ରେ ବି ଏମିତି ହୋଇଥିଲା କିନ୍ତୁ ମୁଁ ଆଜି goverment servant । ତୁମେ ନିଜର ଆତ୍ମ ବିଶ୍ବାସ ହରାଓ ନାହିଁ ।🙏🙏🙏
@kandhamalvlogs6355
2 жыл бұрын
I like your channel.and subscribe କରୁଛି.ଏମିତି ଗାଉଁଳି news ଦେଲେ ହିଁ ଦେଶର ଉନ୍ନତି କେତେ ଜଣା ପଡ଼ିଥାଏ।
@jitendranayak1587
2 жыл бұрын
ଏ ସବୁ ପାଇଁ ଓଡ଼ିଶା C.M
@birakishoresahoo3080
2 жыл бұрын
Thanks.Go ahead.God will help u.U will reach your destiny.
@kumkumdas9619
2 жыл бұрын
ଏଇ ଖବର ମିଡିଆ ଦିନ ରାତି cover କରିବନି, ସବୁ ଯାଇ ବାବୁସାନ୍ ଘର ଗେଟ ଆଗରେ
@anandbehera3461
2 жыл бұрын
God bless🙏🙏🙏🙏🙏 you
@subhadasarabu3935
2 жыл бұрын
Bhagban tuma sabu ichha purana karantu jai jagannath
@prabhanjanbisoyi733
2 жыл бұрын
God Bless You My Sister 💖
@niranjannayak5969
2 жыл бұрын
ଈଶ୍ବର ନିଶ୍ଚୟ ତମ ଦୁଃଖ ଦୁର କରିବେ ।ଦୁଃଖ ପରେ ସୁଖ ।ରାତି ପାହିଲେ ସକାଳ ।ଭାଙ୍ଗିବା ଉଚିତ୍ ନୁହେଁ ।ତମର ଏପରି ଆଗ୍ରହ ଆଗରେ ସମୟ ନିଶ୍ଚିତ ସାଥ୍ ଦେବ ।ଧନ୍ୟବାଦ ।
@jitunayak5558
2 жыл бұрын
Jay jagannath🙏
@jaduhemram9930
Жыл бұрын
kasta kale krusna hin miliba.dont worry. bhagabanaku bharasa rakha.dharya hara hebani jhia.success ra pada chuinba hin chuinba.
@rajibkumarbehera3765
2 жыл бұрын
Exlent news chhanel amitika news asiba darkar
@pradeepkumarbhuyan3758
2 жыл бұрын
Just wait you will achieve your goal, Lord of God bless you.
@koraputiyanaturalseen9789
2 жыл бұрын
ଏ ଭଉଣୀ ଜଣଙ୍କ ହେଉଛନ୍ତି ଆମ ସାଙ୍ଗ..
@rishiprusty2261
2 жыл бұрын
Padhiba pai
@pradeep7554
2 жыл бұрын
ଆମ ସର କାର ଜାଣି ନାହାତି ସେଥି ପାଇଁ ଚେଷ୍ଟା କରି ନାହାତି no1 ମୁଖ୍ୟମନ୍ତ୍ରୀ ଆମର ସେ ଏମିତି ହେବାକୁ ଦେବେନି
@AwarenessAlly
2 жыл бұрын
Always try to face problem and god will help you.
@padanakumar2409
2 жыл бұрын
ସରକାର କିଛି କରିପାରିବେନି ସରକାର ହିଁ ଅନ୍ଧ.....
@harshitshan49
2 жыл бұрын
Love you sister God BLESS you 🙏🏻🙏🏻🙏🏻
@sabitadillipmajhi7527
2 жыл бұрын
God bless you sister 🙏🙏🙏🙏 love you
@sukantakumarsahoo7682
2 жыл бұрын
Very nice news, Sister you will must success in your life, God bless you
@ajaypradhan-op4re
2 жыл бұрын
Didi ପାଠ ପଢି ବି କଲେଜ ନାହିଁ 1M Shree କର ଭାଇମାନେ 🙏ଜୟ ମା ବିରଜା ଯାଜପୁର
@rahulroutray41
2 жыл бұрын
ଏମିତି news ଦେଖେଇଲେ ଭଲ
@parikshitbehera8302
2 жыл бұрын
Send this video to central and state govtand to news channel
@bebitadas4846
2 жыл бұрын
God bless you sister Jesus loves you and he is with you.
@anupamapradhan7736
2 жыл бұрын
Lili God bless you❤
@rupsing1368
2 жыл бұрын
A lot of thanks for the news.......
@sudhansumishra201
2 жыл бұрын
May God bless you to achieve your goal. Only blessings is not sufficient, Let's unite n help the needy people for education only.
@abhayakumarjena7495
2 жыл бұрын
Odisha basi Medhavi Chhatri nku financial help karibaku agei asantu... please please 🙏🙏
@charansebaksatpathy9041
2 жыл бұрын
Almighty bless her to fulfill her desire.
@brundabanpradhan823
2 жыл бұрын
Appa bhagwaan achanti, sobu thik hei jibo,
@mickypravu9084
2 жыл бұрын
God nichaya tomo dukha sunibe Jay Jagannath...
@pmartcreation...8890
2 жыл бұрын
Odisha sarakar kau kamaku nuhe....god bless u sister...
@beherahirambar8061
2 жыл бұрын
Ai maku bhogoban sahajyo korontu🙏🙏🙏
@kajalvillage571
2 жыл бұрын
God bless you didi
@susantakumarbehera2293
2 жыл бұрын
Thankyou Koraput block and district adminstrator......
9:22
ଫାର୍ଷ୍ଟ ଥର ଗୋଟେ ରାତିରେ ମୁଁ ୫୦-୬୦ ହଜାର ଟଙ୍କା କମେଇଥିଲି, ସ୍ୱତନ୍ତ୍ର ସାକ୍ଷାତକାର କିନ୍ନର ସ୍ଵିଟି ସାହୁଙ୍କ ସହ
Prameya News7
Рет қаралды 1 МЛН
17:20
ଝିଅ ପ୍ରକୃତି ମିଶ୍ର ଏବଂ ବାବୁସାନଙ୍କ ସମ୍ପର୍କକୁ ନେଇ କଣ କହିଲେ ମନ୍ମଥ ମିଶ୍ର
Odisha Bhaskar
Рет қаралды 1,3 МЛН
00:40
黑天使被操控了#short #angel #clown
Super Beauty team
Рет қаралды 58 МЛН
00:54
We Attempted The Impossible 😱
Topper Guild
Рет қаралды 51 МЛН
00:10
Пилот обманул смерть ракета пролетела рядом с ним #shorts
ТАЙНА НЛО
Рет қаралды 4,5 МЛН
00:53
小丑女COCO的审判。#天使 #小丑 #超人不会飞
超人不会飞
Рет қаралды 14 МЛН
53:59
Криптокоролева: самая разыскиваемая аферистка в мире | Документальный фильм Би-би-си
BBC News - Русская служба
Рет қаралды 315 М.
6:36
ବାବୁସାନ-ପ୍ରକୃତି ଓ ତୃପ୍ତିଙ୍କ ସମ୍ପର୍କ ବିଷୟରେ କଣ କହୁଛନ୍ତି ନିର୍ଦେଶକ ଅଶୋକ ପତି
Odisha Bhaskar
Рет қаралды 1,3 МЛН
3:51:21
4 hours: FULL Ramayan - Ram, Sita, Laxman, Hanuman - Ravana of Lanka, & twin sons Lava-Kusha
Nepali Folk Tales
Рет қаралды 764 М.
13:04
Sudden assault near Kursk / Putin's statement
NEXTA Live
Рет қаралды 1,1 МЛН
22:45
Why I Returned To India After 12 Years In USA I R2I Story I 2024
NRI Life
Рет қаралды 241 М.
14:08
ଆଜି ସେ ଗୋଟିଏ ଗାଡ଼ିରେ ବସିଥିଲେ ବୋଲି ତାଙ୍କୁ ପିଟିକି ହିରୋ ଭାବୁଛ,କାଲି ସେ ଆଉ କାହା ସହ ଗାଡ଼ିରେ ବସିବ:ବୋମ୍ୟାକେଶ
Odisha Bhaskar
Рет қаралды 95 М.
2:53
|| ରାଜ ରାସ୍ତାରେ ଲୋକେ ଗୋଡେଇ ଗୋଡେଇ ପିଟିବେ || #bjd #congress #bjp #odisha
MBC TV
Рет қаралды 3,4 М.
1:18:18
Bir Singh Sufi Singer | Desi PODCAST | EP 2 | Pakistan Visit | Nasir Dhillon
Nasir Dhillon PODCAST
Рет қаралды 26 М.
4:10
ସ୍ତ୍ରୀ ପିଲାଙ୍କୁ ମନେପକାଇ ଜେଲ ଭିତରେ କାନ୍ଦୁଛି ସ୍ୱାମୀ | HUSBANDWIFE CASE | @A1odia
A1 ODIA
Рет қаралды 52 М.
17:46
Rebels Take Over Cities in Myanmar! Shocking Details Revealed | By Ankit Avasthi Sir
Ankit Inspires India
Рет қаралды 1,8 МЛН
00:40
黑天使被操控了#short #angel #clown
Super Beauty team
Рет қаралды 58 МЛН