ପାଣ୍ଡିଆନଙ୍କ ପ୍ରଶ୍ନର ଉତ୍ତର ରଖିଲେ ଧାମନଗର ବିଧାୟକ, ଭଦ୍ରକ || BHADRAK NEWS

  Рет қаралды 966,815

Konark Live

Konark Live

7 ай бұрын

For latest Odisha News Follow us:
LIKE | COMMENT | SHARE | SUBSCRIBE
Visit:
KZbin: / konarklive
Facebook: / konarklive24x7
Twitter: / konarklive
#KONARKLIVE #BALASORE NEWS

Пікірлер: 1 300
@satyaprakashsahoo7630
@satyaprakashsahoo7630
ବିଜେଡି ହଟାଅ ଓଡିଶା ରାଜ୍ୟ ବଞ୍ଚାଅ 👍👍👍👍👍👍
@pradiptakumarmahakhuda2377
@pradiptakumarmahakhuda2377
ଓଡ଼ିଆ ଲୋକ ନିଜେ ସକ୍ଷମ. ପାଣ୍ଡିଆନ ର ଦୟା ଦରକାର ନାହିଁ. ଜଣେ ତାମିଲ ଲୋକ ଓଡ଼ିଆ ଲୋକଙ୍କ ଉପରେ ଟିକା ଟିପଣୀ ଦେବା ସହ୍ୟ ନୁହେଁ.
@papanmahapatra9544
@papanmahapatra9544
ମୁଁ ଧାମନଗର ବାସିନ୍ଦା ନୁହେଁ କିନ୍ତୁ ମୋର ସୂର୍ଯ୍ୟ ବଂଶୀ ସାର୍ ବହୁତ ପସନ୍ଦ 👍
@sankartv3871
@sankartv3871
ଭଗବାନ ତୁମର ମଙ୍ଗଳ କରନ୍ତୁ। ଏହି ଭଳି ସ୍ପଷ୍ଟ ଉତ୍ତର ରଖିବାର ସତ୍ ବୁଦ୍ଧି ଏବଂ ସତ୍ ସାହସ ପାଇଁ ଧନ୍ୟବାଦ।
@hrudanandasahuofficial
@hrudanandasahuofficial
ସୁରଜଭାଇ ଜିନ୍ଦାବାଦ
@sanatananayak3288
@sanatananayak3288
ସୂର୍ଯ୍ୟବଂଶୀ ସୂରଜଙ୍କ ଅତି ସୁନ୍ଦର ଉତ୍ତର।
@bharatkumarnaik
@bharatkumarnaik
ସୁରଜ ଭାଇ ଜିନ୍ଦାବାଦ 💪💪💪💪
@snehasismahapatra1281
@snehasismahapatra1281
ଓଡ଼ିଆରେ ଶ୍ରେଷ୍ଠ ବୀର ବିଧାୟକ ସୁରଜ ଭାଇ ଜିନ୍ଦାବାଦ l
@KailashGond-tm6xr
@KailashGond-tm6xr
କଥା କହିବା ଆଗେ ସିକ୍ ପଣ୍ଡିଆନ
@prasantapurohit3646
@prasantapurohit3646
ତାମିଲ କୁ ଯାଈ ରାଜନୀତି କର ଓଡିଶା ରେ ନିପାରୁ ପାଣ୍ଡିଆନ
@dibyanshukumarsahoo2720
@dibyanshukumarsahoo2720
You're great Suraj Babu ❤❤❤
@sripatisamal6142
@sripatisamal6142
ଧାମନଗର ବିଧାୟକ ସ୍ୱାଗତମ। ଜଣେ ଅଣ ଓଡିଆଙ୍କ କଥା ଶୁଣିବା ଦରକାର ନାହିଁ। ଓଡ଼ିଶାରେ ନିର୍ବାଚିତ ପ୍ରତିନିଧିଙ୍କ ବିଷୟରେ,ଟିପ୍ପଣୀ ଦେବା ଅଧିକାର ପାଣ୍ଡିଆକୁ କିଏ ଦେଲା।
@damodarbandha3360
@damodarbandha3360
ତାମିଲ ଲୋକ ପଣ୍ଡିଆନ ଆମ ଓଡ଼ିଶାରେ ଦରକାର ନାହିଁ।
@niranjanmaity8227
@niranjanmaity8227
ମୁଁ ଧାମନଗର ବାସିନ୍ଦା ନୁହେଁ.. କିନ୍ତୁ ମୁଁ ସୂର୍ଯ୍ୟ ବଂଶୀ ସୁରଜ ଙ୍କର ସମସ୍ତ କାର୍ଯ୍ୟ କଳାପ କୁ ପସନ୍ଦ କରେ....!!!
@govindachandramajhi7254
@govindachandramajhi7254
Suraj bhai is a great person
@ranjankumarmaharana611
@ranjankumarmaharana611
Mun khurdha ru aapan nku dhanyabad❤❤
@kamalkantamajhi1824
@kamalkantamajhi1824
ପାଣ୍ଡିଆନ ବି ନବ ଦାସ ଏନ୍ତା ଯିବା
@user-qi3jz1lu4t
@user-qi3jz1lu4t
Next CM ସୂର୍ଯ୍ୟବଂଶୀ ସୂରଜ ଆଗାମୀ ଦିନରେ ମୂଖ୍ୟମନ୍ତ୍ରୀ
@SatrughanNayak-qf1rt
@SatrughanNayak-qf1rt
ହେଲିକେ୍ଟର ପାଇଁ ଆଉ ଟଙ୍କା ନାହିଁ କି ଏବେ କାଉଥିରେ ବୁଲୁଛୁ? ଗରିବଙ୍କ ଟଙ୍କା କୁ ବୁଲିବାରେ ଖର୍ଚ୍ଚ ହେଲା ସେଥିରେ ଗରିବଙ୍କୁ ସାହାଯ୍ୟ ହୋଇପାରିଥାନ୍ତା
@alokabehera2008
@alokabehera2008
ସୂର୍ଯ୍ୟ ବଂଶୀ ସୁରଜ କେବଳ ଜଣେ ମୁଖ୍ୟ ମନ୍ତ୍ରୀ ପଦ ପାଇଁ ଯୁଗ୍ୟ ପ୍ରାଥୀ ❤
Clowns abuse children#Short #Officer Rabbit #angel
00:51
兔子警官
Рет қаралды 78 МЛН