ଆପଣ ମାନେ ଖୁସି ତ | Apana Mane Khusi ta | Bhalu Bhaina | Monali Madhusmita | Prafulla Behera

  Рет қаралды 1,024,830

K1 Entertainment

K1 Entertainment

Күн бұрын

K1 LIVE ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I
ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "K1 LIVE" ର KZbin Channelକୁ Subscribe କରନ୍ତୁ ଓ Bell ର Button 🔔 ନିଶ୍ଚୟ ପ୍ରେସ୍ କରନ୍ତୁ I
ଧନ୍ୟବାଦ୍ I
-----------------------------------------------------------------
Watch & Subscribe to our other KZbin Channels: 👉 K1 LIVE :
/ @k1entertainments
-----------------------------------------------------------------
Enjoy & stay connected with us! 👉
Like us on Facebook : / thek1live
-----------------------------------------------------------------

Пікірлер: 707
@pintuvillagetour
@pintuvillagetour 8 ай бұрын
ବଢ଼ିଆ ଗୀତ 🤣😂👍👍👌👌 ରାଜ୍ୟରୁ ନବୀନ ଶାସନ ହଟିବା ନିହାତି ଦରକାର 👍👍
@shankarbarik2259
@shankarbarik2259 4 жыл бұрын
ଗୀତ ରଚନା ସଂଗୀତ ପରିଚାଲନା ଉପସ୍ଥାପନା ସବୁ ଥିରେ ଏକ୍ ନଂ..ହୋଇଛି .ସମସ୍ଥକୁଂ ଆନ୍ତରିକ ଧନ୍ୟବାଦ୍....
@sikandarkhan8341
@sikandarkhan8341 4 жыл бұрын
ବହୁତ ବହୁତ ଖୁସି ଲାଗିଲା ସାର ଦନ୍ୟବାଧ
@surendrakumarsisa6831
@surendrakumarsisa6831 4 жыл бұрын
କୋରାପୁଟିଆ ନାନା କେ।। ଭାଲୁ ଭାଈନା ସୁପର ହିଟ୍
@soumyaranjanswain1552
@soumyaranjanswain1552 4 жыл бұрын
Nana ke...
@jitendranathbehera6055
@jitendranathbehera6055 4 жыл бұрын
Yes nana ke
@Madan2322
@Madan2322 4 жыл бұрын
Nana K
@mrutyunjayabag2686
@mrutyunjayabag2686 3 жыл бұрын
Nana K
@chadelliot6955
@chadelliot6955 3 жыл бұрын
Pro tip: watch movies on flixzone. Been using them for watching loads of movies during the lockdown.
@manaskumar4836
@manaskumar4836 4 жыл бұрын
ଏ ସବୁ ଅସୁବିଧା ପାଇଁ କେବଳ ଆମ ଜନସାଧାରଣ ହିଁ ଦାଇ। କାରଣ ଆମେ ହିଁ ସରକାର ଗଢ଼ୁଛେ ଆଉ ଆମେ ହିଁ ଏହି ସବୁ ଅସୁବିଧା ସୃଷ୍ଟି କରୁଛେ। ଏଇଠି ସରକାର ଅପେକ୍ଷା ଆମେ ସବୁଠୁ ବେଶୀ ଭୁଲ୍ କରୁଛେ। କାରଣ ଆମ ସହ ଯାହାବି ଘଟେ ତାହା କେବଳ ଆମେ ହିଁ କରିଥାଉ। ଯେମିତିକି କୁହାଗଲା ଯେ ମଦ ଦ୍ଵାରା ବହୁତ୍ କିଛି ସମସ୍ୟା ସୃଷ୍ଟି ହେଉଛି, ଆଳୁ ପଶ୍ଚିମବଙ୍ଗରୁ ଆସୁଛି, ମାଛ ଆନ୍ଧ୍ରରୁ ଆସୁଛି । କିନ୍ତୁ କାହିଁକି ? ମଦ ପିଉଛି କିଏ ? ଉ - ଆମେ। ପଶ୍ଚିବଙ୍ଗରୁ ଆଳୁ କାହିଁକି ଆସୁଛି ? ଉ - ଆମର ଆବଶ୍ୟକ ଅନୁଯାୟୀ ଆମେ ଆଳୁ ଚାଷ କରୁନାହୁଁ। ସେହିପରି ଆବଶ୍ୟକ ଅନୁଯାୟୀ ଆମେ ମାଛ ଚାଷ କରୁନାହୁଁ । ଯାହାଦ୍ବାରା ଆମେ ହିଁ ଅସୁବିଧା ଭୋଗୁଛେ । ଏମିତି ଅନେକ ପ୍ରଶ୍ନ ଅଛି ଯାହାର ଉତ୍ତର ପାଇଁ କେବଳ ଆମେ ହିଁ ଦାୟୀ । ଆମେ ଯଦି ଆମର ପ୍ରତ୍ୟେକ କାମକୁ ଠିକ୍ ଭୁଲ୍ ବିଚାର ନ କରିବା ତା ହେଲେ ଯାହାବି ଅସୁବିଧା ହେବ ଆମେ ହିଁ ଭୋଗ କରିବା ନା । ଆଉ ସରକାରକୁ ଦୋଷ ଦେଇ ଲାଭ କଣ ? କାରଣ ସରକାର ଆମକୁ ଆସି ଜବଦସ୍ତ ମଦ ପିଆଇ ଦେଉ ନାହାଁନ୍ତି। ଆମେ ହିଁ ପିଉଚ୍ଛେ । ଆଉ ଯଦି ବି ସରକାରଙ୍କର ଭୁଲ୍ ରହୁଛି ତାହାହେଲେ ଗୋଟେ ସରକାରକୁ ୨୦ ବର୍ଷ ହେଲା କାହିଁକି ରଖିଛ ? ତାକୁ ଭୋଟ ନ ଦେଇ ଗାଦିଚ୍ୟୁତ କରିଦିଅ । ଆଉ ଗୋଟେ କଥା ହେଲା ଯଦି ଜଣେ ଉଚ୍ଚିତ କାର୍ଯ୍ୟ କରୁ ନଥାଏ ତେବେ ସେ କେବେବି ସଫଳତା ପାଇ ପାରେ ନାହିଁ । ଯଦି ମୁଁ କହିବାରେ କିଛି ଭୁଲ୍ କରିଥାଏ ମୋତେ କ୍ଷମା କରିଦେବେ ।
@lokanathchhatara8106
@lokanathchhatara8106 4 жыл бұрын
Yes bhai
@Call_Me_Dk
@Call_Me_Dk 4 жыл бұрын
Bhai ekdam perfect katha kahila bhai
@manaskumar4836
@manaskumar4836 4 жыл бұрын
@@Call_Me_DkYes bro... you also right...
@bapujeepanda9372
@bapujeepanda9372 4 жыл бұрын
bhai tama chinta dhara thik , but gote katha kua paribara re pilamane abataku gale kie dai bapa na se nije kie sikya deba kuha , mada rakhile ta loke mada piebe moda nathile kie pieba , emiti sabu govt ra bhul rajanitiku gote business hoijaichhi loka mane gote gote grahaka
@manaskumar4836
@manaskumar4836 4 жыл бұрын
ହଁ ତମେ ଠିକ୍ କଥା କହିଛ। ମୁଁ ସେଇଥି ପାଇଁ ତ କହିଲି ଏଠି ସରକାରର ଯେତିକି ଭୁଲ୍ ଆମର ତାଠାରୁ ଅଧିକ ଭୁଲ୍ ରହୁଛି । ଆଉ ଯଦିବି ଆମେମାନେ ଭାବୁଛେ କି ସରକାରର ଅଧିକ ଭୁଲ୍ ରହୁଛି ଆଉ ଆମମାନଙ୍କର ଅଳ୍ପ ଭୁଲ୍ ରହୁଛି ତା ହେଲେ ପ୍ରତି ୫ ବର୍ଷରେ ସରକାର ବଦଳ ହେଲେ ଭଲ ହେବ । ଭାଇ ତମ କଥାରୁ ମୋର ଗୋଟେ କଥା ମନେ ପଡ଼ିଲା, ଯେତେବଳେ ଇଂରେଜମାନଙ୍କ ଦ୍ଵାରା ଆମ ଦେଶ ଶାସନ ହେଉଥିଲା ସେତେବେଳେ ବିଦେଶୀ ବସ୍ତ୍ରର ବ୍ୟବହାର ବଢିଥିଲା ଆଉ ସ୍ୱଦେଶୀ କୁଟୀର ଶିଳ୍ପର ହ୍ରାସ ଘଟିଥିଲା ତେଣୁ ବିଦେଶୀ ବସ୍ତ୍ରକୁ ବର୍ଜନ କରିବାକୁ ଗାନ୍ଧିଜୀ ଲୋକଙ୍କୁ କହିଥିଲେ ଆଉ ଲୋକମାନେ ବି ଗାନ୍ଧୀଙ୍କର କୁଟି ଖାଅ ଓ କାଟି ପିନ୍ଧ ଉକ୍ତିକୁ ବୁଝିଥିଲେ । ପୁନଶ୍ଚ ବିଦେଶୀ ମାନେ ଆମକୁ ସ୍ଵାଧୀନତା ଦେବାକୁ ଚାହୁଁ ନଥିଲେ ମଧ୍ୟ ଆମ ପୂର୍ବପୁରୁଷଙ୍କ ଦୃଢ଼ ଇଚ୍ଛା ଶକ୍ତି ଓ କଠୋର ପରିଶ୍ରମରେ ଆମ ଦେଶକୁ ସ୍ଵାଧୀନ ଦେବାକୁ ଇଂରେଜମାନେ ବାଧ୍ୟ ହୋଇଥିଲେ । ଠିକ୍ ସେହି ପରି ଯଦି ଆମ ଲୋକମାନେ ମଦର ବ୍ୟବହାର ଦ୍ଵାରା ଆମର କଣ କ୍ଷତି ହେଉଛି ଠିକ୍ ଭାବେ ବୁଝି ଦୃଢ଼ ଇଚ୍ଛା ଶକ୍ତି ବଳରେ ମଦକୁ ପରିତ୍ୟାଗ କରନ୍ତେ ସରକାର ବାଧ୍ୟ ହେଇ ମଦ ବ୍ୟବସାୟ ଆଉ କରନ୍ତେ ନାହିଁ। ଯେହେତୁ ମଦରୁ ଅଧିକ taks ମିଳୁଛି ଓ ସେହି taks କୁ ସରକାର ଲୋକଙ୍କର ହିତ ସାଧନାରେ ବ୍ୟବହାର କରୁଛନ୍ତି ତେଣୁ ମଦ ସରକାର କେବେବି ବନ୍ଦ କରିବେନି । ଯଦି ବନ୍ଦ କରିବା କଥା ଆମେ ନିଜେ ମଦକୁ ନ ପିଇ ବନ୍ଦ କରିପାରିବା । ତମ କଥାର ଉତ୍ତରରେ ମୁଁ ଏତିକି କହିବି ଯଦି ପିଲା ଭୁଲ୍ କରୁଛି ହୁଏତ ସେଠି ବାପା ଓ ମାଙ୍କର ଭୁଲ୍ ଥାଇ ପାରେ, କାରଣ ସେମାନେ ସେହି ପିଲାକୁ ହୁଏତ ଉଚ୍ଚିତ ଶିକ୍ଷାରୁ ବଞ୍ଚିତ କରିଥିବେ। କିନ୍ତୁ ପିଲା ନିଜର ବାରମ୍ବାର ଭୁଲ୍ ରୁ ବୁଝି ଯିବା ଦରକାର କି ସେ ଭୁଲ୍ କରୁଛି। ଯାହାଦ୍ବାରା କି ତାର କିଛି କ୍ଷତି ଘଟୁଛି । ତେଣୁ ସେହି ପିଲା ସୁଧୁରି ଯିବା ଦରକାର ନହେଲେ ନାଡ଼ି ଗୁଡ଼ କହୁଣୀକୁ ପଳେଇଲେ ଯେମିତି ଆଉ ଗୁଡ଼କୁ ଖାଇ ହୁଏନି ଠିକ୍ ସେହପରି ଦଶା ଭୋଗିବାକୁ ପଡ଼ିବ ।
@ManasaiSagaria
@ManasaiSagaria Жыл бұрын
ଗୀତାଟି ବହୁତ ସୁନ୍ଦର ହୋଇଛି ଧନୟବାଦ୍ ❤
@prasantakumarsethypapuni8938
@prasantakumarsethypapuni8938 4 жыл бұрын
ସକାଳୁ ସକାଳୁ ମନ ଟା ଖୁସି ହେଇଗଲା... ଗୀତ ଟା ଶୁଣି
@behappy3539
@behappy3539 4 жыл бұрын
A comment to CM of Odisha through this song...😊😊😊
@umacharansadangi8388
@umacharansadangi8388 7 ай бұрын
ଗୀତ ସୁନ୍ଦର ଅଛି ଲୋକେ ଏହାକୁ ବୁଝି ନିଜକୁ ସଜାଡି ନିଅନ୍ତୁ,❤❤❤
@dinabandhukanjia7142
@dinabandhukanjia7142 7 ай бұрын
Best song of prafulla behera Best tune of monali Best of priority Thank you
@minatibarik395
@minatibarik395 6 ай бұрын
Ame Mane bohut khusi Sankha tike phunka ta🎉🎉🎉
@jagannathgouda8585
@jagannathgouda8585 4 жыл бұрын
TARA SIR... Good... Very very meaningfull song.... For our gvt...
@gklitu8807
@gklitu8807 4 жыл бұрын
Wahhhh👌👌👌 beautiful lyrics..and compose..... Emti song kariba katha....A song suni apana mane khusi to😎👌
@surendramanding7876
@surendramanding7876 4 жыл бұрын
ଗୀତଟା ଭଲ ଲାଗିଲା 😍😍😘😘
@mirzarakib5103
@mirzarakib5103 4 жыл бұрын
ମନଛୁଆଁ ଗୀତ ହୋଇଛି, ଭାଲୁ ଭାଇନା ଅତି ସୁନ୍ଦର
@munamuna5880
@munamuna5880 4 жыл бұрын
Jane sura rout au jane tara prasad dil khola leader of congress
@lokanathchhatara8106
@lokanathchhatara8106 4 жыл бұрын
Sura sir taraprashad sir Bjp re join karbar katha
@alltyepvideojayjagannath6309
@alltyepvideojayjagannath6309 4 жыл бұрын
Right
@sushantipaikaray7982
@sushantipaikaray7982 4 жыл бұрын
Aaaaq
@chinmayanayak6935
@chinmayanayak6935 4 жыл бұрын
ଗୀତ ମନକୁ ଛୁଇଁଲା
@gspallrounder3298
@gspallrounder3298 4 жыл бұрын
ସରକାର ଟିକେ ଧ୍ୟାନ ଦିଅନ୍ତୁ
@bhagabatabehera332
@bhagabatabehera332 4 жыл бұрын
Great song, Great singer all. Lot of Thanks to all team .
@satrughnachhatar4575
@satrughnachhatar4575 Жыл бұрын
Chamatkar. Madichala Tara sir. God bless all of you
@sushanta87
@sushanta87 4 жыл бұрын
Jie bi ae song lekhichanti tanku salam
@durgaprasadsahoo1458
@durgaprasadsahoo1458 4 жыл бұрын
Valu Bhai jindabad .. Jay Congress..
@saratranjanbehera6661
@saratranjanbehera6661 4 жыл бұрын
A great stunt of K1live, Tara Bahinipati is a great brand. Thanks for creating this type of musical message.
@sahadebpardhi6249
@sahadebpardhi6249 5 ай бұрын
ଧନ୍ୟ ବାଦ ସାର 🙏👍
@prakashchandraguru3654
@prakashchandraguru3654 2 жыл бұрын
ସାମ୍ପ୍ରତିକ ପରିସ୍ଥିତି ରେ ସମାଜ ପାଇଁ ଏହା ଏକ ଭଲ ବାର୍ତ୍ତା
@atalpradhan372
@atalpradhan372 4 жыл бұрын
ଭାଲୁ ଭାଇ
@bijayakumarsahoo7465
@bijayakumarsahoo7465 4 жыл бұрын
ବହୁତସୁନ୍ଦର ଭାଲୁ ଭାଇ
@benudharmahakud6508
@benudharmahakud6508 4 жыл бұрын
Jie e Gita lekhichi Bhai thanks
@niharikaray4283
@niharikaray4283 4 жыл бұрын
Thank you team K1 live
@saratranjanbehera6661
@saratranjanbehera6661 4 жыл бұрын
Thanks to K1 live producer. A new avatar of Bhalu bhaina. A great effort.
@mnigamananda11
@mnigamananda11 4 жыл бұрын
Superb, good job bhalu vaina, keep it up
@gaganbiharinaik5259
@gaganbiharinaik5259 4 жыл бұрын
This is real event,, vry vry tqs to Tara sir,, give the information to society through a song
@saratsahoo6781
@saratsahoo6781 4 жыл бұрын
Thanks Bhalu Bhaina
@sanjumishra1257
@sanjumishra1257 6 ай бұрын
8 😮😮😮
@SamnduKhila
@SamnduKhila 5 ай бұрын
Valu bhai
@dutiasahu2199
@dutiasahu2199 4 жыл бұрын
ଜବରଦସ୍ତ ଝଟକା--- ସାହସିକ ପଦକ୍ଷେପ ପାଇଁ ଅଶେଷ ଅଶେଷ ଧନ୍ୟବାଦ॥
@debasispanigrahi4712
@debasispanigrahi4712 4 жыл бұрын
ସୁନ୍ଦର ଉପସ୍ଥାପନା ତାରାପ୍ରସାଦ ସାର୍
@priyabratadash9907
@priyabratadash9907 4 жыл бұрын
ଭାଲୁ ଭାଇନା ଙ୍କ ଭଲ ଉଦ୍ୟମ । Need words of encomium
@farminglinks2823
@farminglinks2823 4 жыл бұрын
Absolutely correct good song..
@hareshpradhan2033
@hareshpradhan2033 4 жыл бұрын
My heartly great salute for all team members of this song. Government should rectify these problems in Odisha.
@Sibahati70
@Sibahati70 4 жыл бұрын
Bhalu bhai 🔥👌🙏❣️
@debadarshibhanjadeo2115
@debadarshibhanjadeo2115 4 жыл бұрын
Sir superstar and this song is superhit
@pinkudehury4334
@pinkudehury4334 4 жыл бұрын
Superb ek no..👌👌👌
@odiashortstories3102
@odiashortstories3102 4 жыл бұрын
Suuuupeeeeer and beautiful song yar....
@susreesuhanipanigrahi1300
@susreesuhanipanigrahi1300 4 жыл бұрын
I support this song, congratulation tara bahinipati sir .good idea
@satrughnachhatar4575
@satrughnachhatar4575 6 ай бұрын
Nana k
@12ganeshagahan33
@12ganeshagahan33 4 жыл бұрын
Right Tara bhai Congress tiger
@bikrampatra7501
@bikrampatra7501 4 жыл бұрын
Dhana bila khasa Khasa..... Apana mane khusi taa.... 😄😛
@amiyap8636
@amiyap8636 4 жыл бұрын
🤣🤣🤣🤣🤣🤣🤣🤣🤣 bhalu Bhai 👌👌👌👌👌👌👌
@gouravmohapatra8889
@gouravmohapatra8889 4 жыл бұрын
Assembly tiger 🐅 bhalu bhaina Nana k
@himanchalbastia2401
@himanchalbastia2401 4 жыл бұрын
I am happy for this type of message to our public
@tamashkumarpujari4599
@tamashkumarpujari4599 4 жыл бұрын
You are a good leader and really social worker
@Jyoticreation
@Jyoticreation 3 жыл бұрын
Listen .. carefully. It say alot of words 100 💯 right.. Lajya Lajyaaa
@sarbeswarsahoo2471
@sarbeswarsahoo2471 4 жыл бұрын
ଅଭିଭାହିତ ଲୋକ ମୁଖ୍ୟମନ୍ତ୍ରୀ ହେଲେ ଦେଶ ଏହିପରି ହବ
@mrutyunjayamishrajaybharatiya1
@mrutyunjayamishrajaybharatiya1 4 жыл бұрын
It's not marriage description It's for social message not marriage otherwise message are here bro
@mrutyunjayamishrajaybharatiya1
@mrutyunjayamishrajaybharatiya1 4 жыл бұрын
Best song I don't like to naveen pattnaik
@mr.bharat7325
@mr.bharat7325 7 ай бұрын
Bahut badia I love Congress
@ଅନ୍ତର୍ମନସାହିତ୍ୟମଞ୍ଚପାଟଣାଗଡ଼
@ଅନ୍ତର୍ମନସାହିତ୍ୟମଞ୍ଚପାଟଣାଗଡ଼ 5 ай бұрын
ଅତି ସୁନ୍ଦର ବାର୍ତ୍ତା ଦେଇଛନ୍ତି
@pradiprout9683
@pradiprout9683 4 жыл бұрын
Bhalu bhai super
@pradiprout9683
@pradiprout9683 4 жыл бұрын
Bhalu bhai bobal
@jagannathgouda8585
@jagannathgouda8585 4 жыл бұрын
Super ତାର sir.... Proud 👍👍👍🎺🎺
@gurudattatripathy3100
@gurudattatripathy3100 4 жыл бұрын
Jay ho bhalu bhaina 👍👍
@satrughnachhatar4575
@satrughnachhatar4575 6 ай бұрын
Chamatkar
@surenpujari565
@surenpujari565 Жыл бұрын
Tara bahini pati ku..juhar🙏🙏 ଆମେ ବହୁତ୍ ଖୁସି
@sudhirmishra7837
@sudhirmishra7837 4 жыл бұрын
Above party support this song sending strong message to society and govt.
@swarupsarangi4220
@swarupsarangi4220 4 жыл бұрын
Bhalu bhai jouthi rahiba khela kariba😎
@jitendrakumarparida1315
@jitendrakumarparida1315 4 жыл бұрын
100% Right sir... Love you Sir👌👌
@dipuni4559
@dipuni4559 4 жыл бұрын
Bhalu bhaina rocks 😀😂🙏
@AyushPattnaik-u8x
@AyushPattnaik-u8x Жыл бұрын
Super ❤ Nana k pattnaik
@DJ_DipuMohapatra
@DJ_DipuMohapatra 4 жыл бұрын
Fantabulous and Fabulous 👌
@odiastorytvodia
@odiastorytvodia 4 жыл бұрын
True lyrics ✅
@jibardhannaik7039
@jibardhannaik7039 9 ай бұрын
Jay Congress Jay Congress
@rajkumarseth9451
@rajkumarseth9451 5 ай бұрын
Very good
@gurugouda8855
@gurugouda8855 4 жыл бұрын
ନାନା କେ ମୁଡ୍ ଖରାପ୍ ଭାଲୁ ଭାଇନା
@gtyideaim728
@gtyideaim728 4 жыл бұрын
song writer and singor nku asesases dhanyabad
@Travelrguy
@Travelrguy 4 жыл бұрын
ଭାଲୁ ଭାଇନା ପୁରା super ସାହସ
@pradiprout9683
@pradiprout9683 4 жыл бұрын
Proud of uuu
@pradiprout9683
@pradiprout9683 4 жыл бұрын
Bhalu bhai super se bii uper
@murtynn7653
@murtynn7653 Жыл бұрын
Nice 👌
@rameshsaw7028
@rameshsaw7028 6 ай бұрын
Wrightir mahasaya nku dhanyabad,,,,,, best,
@simanchalpadhi4092
@simanchalpadhi4092 2 жыл бұрын
Jay congress 🖐️🖐️✋🇮🇳🖐️✋🇮🇳🖐️🖐️✋
@dharmanandasahoo4578
@dharmanandasahoo4578 4 жыл бұрын
Plss video upload kala bele description re Details lekhantu lyricist, music director etc...
@sonubinayak
@sonubinayak 4 жыл бұрын
Ame bi bahut khusi🤣😂😂
@jharanamohanta3371
@jharanamohanta3371 4 жыл бұрын
Ebe jai gote gita re samaj pai kichhi upahas dele, beautiful
@arjundas1868
@arjundas1868 Жыл бұрын
Super 🎉
@hdtunesentertainment9483
@hdtunesentertainment9483 4 жыл бұрын
Bhalu bhaina gitare aasile bahuta bhala lagilaa......
@bibhuti625
@bibhuti625 4 жыл бұрын
Nice Song with social Messages
@pravakarpradhan7350
@pravakarpradhan7350 Жыл бұрын
ଖୁବ୍ ସୁନ୍ଦର
@hadibhoi3991
@hadibhoi3991 4 жыл бұрын
Super bhalu bhaina.....
@lipunpani4831
@lipunpani4831 4 жыл бұрын
Jaha hau tara bhae tamaku 100 salam . Tama pari neta darkar prakurta satya katha paei kebe pachha ghunchadieanahani. Gita lekha bi jabardast haeichhi.
@sradhanjalimallick2782
@sradhanjalimallick2782 4 жыл бұрын
God bless to all of you
@sangramkesharijena7883
@sangramkesharijena7883 4 жыл бұрын
Good💓💔💕💖☝ Vhallu vhani.. .Topsinger Ratha.dhauka.song
@Cricketer_bapi
@Cricketer_bapi 10 ай бұрын
Bahut badhiya heichi
@rajkishorkar8681
@rajkishorkar8681 4 жыл бұрын
Mate sabuthu maja lagila tara sir nka dance
@mrutyunjaydass8120
@mrutyunjaydass8120 4 жыл бұрын
Iam full enjoy, apana mane khusi taaa😃😃😃😃😃
@jagannathpradhan5239
@jagannathpradhan5239 4 жыл бұрын
Super song sir
@prakashrath1439
@prakashrath1439 7 ай бұрын
ବହୁତ ବଡିଆ ଗୀତ ଆପଣମାନେଖୁସିତ❤
@ashokkumarpradhan1674
@ashokkumarpradhan1674 6 ай бұрын
Welcome beautiful song Jay Congress 🎉🎉🎉
@khantikoraputiapresent2886
@khantikoraputiapresent2886 4 жыл бұрын
ନା ନା K
@munananda4658
@munananda4658 4 жыл бұрын
Bhaina Kn Gaila Ma. Supar
@akashkumarmallick8792
@akashkumarmallick8792 4 жыл бұрын
I like sir U are so great
@radhesabar9289
@radhesabar9289 4 жыл бұрын
Bhalu bhaina tome khusita..
@manaranjanpanigrahi584
@manaranjanpanigrahi584 4 жыл бұрын
Super
@only_amiya237
@only_amiya237 4 жыл бұрын
Dil dar au kholaa netaa bhalu bhaina 🤘😍
@ranjitjhodia3265
@ranjitjhodia3265 4 жыл бұрын
very nice bhahinpati sir...
@villagelifestyle3444
@villagelifestyle3444 4 жыл бұрын
Pura jhakas
ହେ ନବୀନ... Congress election song
6:00
Sanchar Live
Рет қаралды 92 М.
إخفاء الطعام سرًا تحت الطاولة للتناول لاحقًا 😏🍽️
00:28
حرف إبداعية للمنزل في 5 دقائق
Рет қаралды 81 МЛН
How I Turned a Lolipop Into A New One 🤯🍭
00:19
Wian
Рет қаралды 11 МЛН
Бенчик, пора купаться! 🛁 #бенчик #арти #симбочка
00:34
Симбочка Пимпочка
Рет қаралды 3,2 МЛН
She's very CREATIVE💡💦 #camping #survival #bushcraft #outdoors #lifehack
00:26
Pakhana Upare Jharana Pani Sambalpuri Folk Video 2018
6:23
Sambalpuri Online
Рет қаралды 45 МЛН
MAA BIRAJA MAA BIRAJA
6:50
JAY MAA BIRAJA PRODUCTIONS
Рет қаралды 256
إخفاء الطعام سرًا تحت الطاولة للتناول لاحقًا 😏🍽️
00:28
حرف إبداعية للمنزل في 5 دقائق
Рет қаралды 81 МЛН