Mo Gaan Aji Sahara Sahara Basuchi..(ମୋ ଗାଁ ଆଜି ସହର ସହର ବାସୁଛି)SAM MUSIC|| Manash|| Saumitri||

  Рет қаралды 3,021,944

SAM MUSIC ଓଡ଼ିଆ

SAM MUSIC ଓଡ଼ିଆ

Күн бұрын

ଯେତେ ଯାହା ହେଲେ ବି ଗାଁ ସୁନ୍ଦର।ତଥାପି ସମୟ ର ତାଳେ ତାଳେ କିଛି କିଛି ଅଭୁଲା ଜିନିଷ ବା ଦୃଶ୍ୟ କ୍ରମଶଃ ଲିଭି ଲିଭି ଯାଉଛି।କିଛି କିଛି ଆଧୁନିକତା କୁ ହଜମ କରି ହଉଛି କିଛି ହଜମ କରି ହଉନି।ଲିଭି ଯାଉଥିବା ସାମାଜିକ ଜୀବନ , ଚାଲିଚଳନ କୁ ଜୀବନ୍ତ କରିବା ପାଇଁ ଏକ ପ୍ରୟାସ ମାତ୍ର ljete jaha hele bi Gaan sundar..Tathapi samya ra tale tale kichi kichi avula jinisha ba drushya kramasha libhi libhi jauchi..kichi adhunikata ku hazam karihouchi..kichi hazam kari houni..libhi jauthiba Samajika jiban,chalichalana ku jibanta kariba pain eka prayash matra..
Lyrics- Manash Padhiary . Singer , Composer - Saumitri Palai .
#SAMMUSIC #saumitripalai

Пікірлер: 2 400
@sa3565
@sa3565 4 жыл бұрын
ଧନ୍ୟବାଦ ।।ଅଶେଷ ଧନ୍ୟବାଦ,ଆପଣ ଏହି ଗୀତ ଟିକୁ ଭଲ ପାଇଥିବା ରୁ।। ସୌମିତ୍ରୀ ପଲାଇ।।ମାନସ ପଢ଼ିଆରୀ।।
@PKodisha
@PKodisha 4 жыл бұрын
ସାର୍ ମୁଁ ଆପଣଙ୍କ ଅଡିଓ ରେ ଭିଡିଓ ବନେଇ ପରିବିକି ।ଯଦି ଆପଣଙ୍କର କିଛି ଆପତ୍ତି ନଥାଏ ।ତେବେ ମୁଁ ଆପଣଙ୍କ ଅଡିଓ ରେ ମୋ ନିଜର କିଛି ଅନୁଭୂତି ଲୋକ ଲୋଚନକୁ ଆଣିବାକୁ ଚାହୁଁଚି ।ଦୟା କରି ଆପଣଙ୍କ ମତ ଦିଅନ୍ତୁ 🙏🙏🙏🙏#PKodisha
@sa3565
@sa3565 4 жыл бұрын
@@PKodisha ..ok🙏
@PKodisha
@PKodisha 4 жыл бұрын
@@sa3565 ଧନ୍ୟବାଦ୍ ସାର୍ 🙏🙏🙏
@bikashchandramangaraj5279
@bikashchandramangaraj5279 4 жыл бұрын
Mu se video dekhibaku chnhuchi. Mate se link ta shere kara.
@PKodisha
@PKodisha 4 жыл бұрын
@@bikashchandramangaraj5279 ebe parjayanta karini apananka permission first magithili ....
@AMVISIONOdia
@AMVISIONOdia 4 жыл бұрын
ବହୁତ ବଢିଆ ....
@susantakumarpradhan576
@susantakumarpradhan576 4 жыл бұрын
ଏ ସଙ୍ଗୀତରେ ପ୍ରତେକଟି ଶବ୍ଦ ଆମ ଓଡ଼ିଆ ମାନଙ୍କ ଜୀବନ ଓ ସଂସ୍କୃକି ସହିତ ଜଡିତ ହୋଇ ରହିଛି ହେଲେ ଏ ସବୁ ଆଜିର ଏ ଆଧୁନିକ ସମୟରେ ସତେ ଯେମିତି ଲିଭି ଲିଭି ଯାଉଛି। ଆଉ ଏ ସଂଗୀତ ଶୁଣିଲା ପରେ ସତେ ଯେମିତି ଲାଗୁଛି ଆମ ସଂକୃତି ଜୀବନ୍ତ ପାଇଗଲା । ଏ ସଙ୍ଗୀତର ପ୍ରତେକଟି ଶବ୍ଦ ହୃଦୟ ସ୍ପଶ୍ରୀ।
@prakashchandramallick4748
@prakashchandramallick4748 4 жыл бұрын
Sata katha ete sundar e geeta j ama odia nka pain au ame kete emotional e geeta janeidauchhi....first tharakare Ruma tankuri galaa.....
@ॐनमःनारायणायनमः
@ॐनमःनारायणायनमः 3 жыл бұрын
Love u bhai
@rudraandpihu4204
@rudraandpihu4204 Жыл бұрын
thik katha
@lipurajsahoo27
@lipurajsahoo27 Жыл бұрын
@bijaysutarbiju7999
@bijaysutarbiju7999 Жыл бұрын
Right Bhai
@Manojmajhi07
@Manojmajhi07 8 ай бұрын
2024 ରେ ❤️❤️❤️❤️❤️ଶୁଣୁଛୁ
@a.k.pradhanmr.pradhan2448
@a.k.pradhanmr.pradhan2448 4 жыл бұрын
ଆଜି ସେଇ ଗାଁ ମୁହାଁ ହେଉଛନ୍ତି କିଛି ଲୋକ, ଗାଁ ମାଟି କେବେ ପର କରେନି, ପର କରିଦେଇଛୁ ଆମେ ମାନେ, ତା ପ୍ରେମ ଆଜି ବି ମନେ ପଡେ ମୋ ଗାଁ ମାଟି
@shibamahamallik872
@shibamahamallik872 2 жыл бұрын
ସତ କଥା ଭାଇ
@sonali5545
@sonali5545 2 жыл бұрын
Ri8
@pintudas-yr8te
@pintudas-yr8te 3 жыл бұрын
ଦୁନିଆର ଯେତେ ସୁନ୍ଦର୍ ଜାଗାକୁ ଗଲେ ମଧ୍ୟ ଗାଁର ମଜା କୋଉଠି ବି ମିଳେନି 😭🙏
@sonali5545
@sonali5545 2 жыл бұрын
Ri8 bro🥺🥺
@chokrabatibehera6226
@chokrabatibehera6226 2 жыл бұрын
Right brother🙏🙏🙏
@satyajeetsahoo2782
@satyajeetsahoo2782 2 жыл бұрын
ବିଲ୍ କୁଲ ଠିକ୍ କହିଛ
@suryakantajena1488
@suryakantajena1488 2 жыл бұрын
Bilkul right 👍.
@monamotivationspeaker
@monamotivationspeaker Жыл бұрын
Hnn
@ajayakumarrana7084
@ajayakumarrana7084 4 жыл бұрын
ଗୀତଟି ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ। ଧନ୍ୟବାଦ୍ ଗୀତିକାର ଓ ସଂଗୀତକାର ଙ୍କୁ। ବହୁତ ଦିନ ପରେ ଗୋଟେ ଆଖିରୁ ଲୁହ ଆସିଗଲା ଭଳି ଗୀତ।
@sureshjena257
@sureshjena257 3 жыл бұрын
Absolutely right
@सन्तोषदास-थ9ज
@सन्तोषदास-थ9ज 2 жыл бұрын
Satre hrudaya bidarak jo mane nija गां Ku bhal pauthibe se manakar aakhi nischita ओदा होइजिब ye gita sunile
@laxmipriyasahoo2983
@laxmipriyasahoo2983 Жыл бұрын
😭
@mantubehera909
@mantubehera909 6 жыл бұрын
ଏ ଗୀତ ଶୁଣି ଆଖିରେ ଲୁହ ଭରିଗଲା ଭାଇ। ସତରେ ଏଇ ଗୀତ ବହୁତ ହୃଦୟସ୍ପର୍ଶୀ । ଆଉ ନାହିଁ ଗାଁ ର ସେଇ ପିଲାଦିନ,କ୍ରିକେଟ,କୂଆବାଡ଼ି, ବାଟି, ଖେଳ।ଗାଁ କୁ ଗଲେ ଯାହାକୁ ଦେଖିବା ଖାଲି ମୋବାଇଲ ଧରି ଚିପୁଥିବେ।ଆଉ ଆପଣ ଙ୍କ ଗୀତ ବହୁତ ବଢିଆ ଲାଗିଲା ।ମତେ ବହୁତ କାନ୍ଦ ଲାଗିଲା ଭାଇ।😢😢😢😭😭😭
@abhisekmaharana1437
@abhisekmaharana1437 5 жыл бұрын
HM Bhai Pura thik Katha kahi6a Bhai Gan Ra se Maja AAU ebe nahi
@soumyaranjan5988
@soumyaranjan5988 5 жыл бұрын
Right yar
@AbhiG-2023
@AbhiG-2023 5 жыл бұрын
kzbin.info/www/bejne/mZaqlYmwh5aNbbM
@prashantdas5083
@prashantdas5083 5 жыл бұрын
I love you sunge
@manaspatra3002
@manaspatra3002 5 жыл бұрын
S t u
@sambitkumarmohapatra6969
@sambitkumarmohapatra6969 Жыл бұрын
ଏ ଗୀତ ଶୁଣି ମୋ ପିଲା ଦିନର ସବୁ ସ୍ମୃତି ମନେ ପକେଇ ଦେଲା । ଆଖିରୁ କେତେବେଳେ ଲୁହ ଆସିଗଲା ଜଣା ପଡ଼ିଲାନହି 🥺 ବହୁତ୍ ବଢିଆ ଗୀତ ଟିଏ 😢❤️‍🩹
@fransissatapathy5837
@fransissatapathy5837 3 жыл бұрын
ବାଃ। ଚମତ୍କାର
@manashjena1933
@manashjena1933 4 жыл бұрын
ବନ୍ଦେ ଉତ୍କଳ ଜନନୀ ।
@rakeshbhuyan9200
@rakeshbhuyan9200 6 жыл бұрын
ଅତି ହୃଦୟସ୍ପର୍ଶୀ ସଙ୍ଗୀତ। ଆମ ସଂସ୍କୃତି ଆଉ ପରମ୍ପରାକୁ ନେଇ ଏଇ ଗୀତଟି ଠିକ ରୂପ ରେ ଉପସ୍ଥାପନା କରା ଯାଇଛି। କିନ୍ତୁ କିଛି ଲୋକ ଉନ୍ନତି କୁ ଦେଖି ସଂସ୍କୃତି କୁ ପଛରେ ପକାଇ ଦେଇଛନ୍ତି। ଏହା ଆମ ପାଇଁ ଏକ ବଡ କ୍ଷତି ।
@AbhiG-2023
@AbhiG-2023 5 жыл бұрын
kzbin.info/www/bejne/mZaqlYmwh5aNbbM
@missontoride3152
@missontoride3152 4 жыл бұрын
Eha pai nije odiya loko dayi
@sahooid859
@sahooid859 4 жыл бұрын
Right
@missontoride3152
@missontoride3152 4 жыл бұрын
@@sahooid859 karono Bhogo bilasitare loko ondho hei.jayichhonti
@sahooid859
@sahooid859 4 жыл бұрын
@@missontoride3152 ha bhai
@dinabandhupanda8105
@dinabandhupanda8105 2 жыл бұрын
ସତରେ ଆଖିରେ ଲୁହ ଆସିଗଲା....😭😭😭 ମୁଁ ନିଶ୍ଚୟ ଏ ଗୀତ ଗାଇବି...♥️♥️♥️
@healingfakir4346
@healingfakir4346 2 жыл бұрын
ଗାଁର ମରି ଥିବା ବୁଢ଼ା ଲୋକ ଙ୍କ କଥା ମନେ ପଡ଼ୁଚି ଏ ଗୀତ ଶୁଣିଲା ପରେ
@sud_sub
@sud_sub 4 жыл бұрын
ବହୁତ ସୁନ୍ଦର ଲେଖା ଏବଂ ବହୁତ ସୁନ୍ଦର ସ୍ୱର । ପ୍ରତେକ ପଦରେ ଗାଁ ର ସେ ସୁନ୍ଦର ବାସନା ଆଉ ଗାଁଓଲିଆ ଭାବ ଅଭାବ ହୋଇଛି ତେଣୁ ମୋ ଗାଁ ଆଜି ମୋ ଗାଁ ଆଜି ସହର ସହର ସହର ବାସୁଛି।
@chandrakantimadhei1005
@chandrakantimadhei1005 Жыл бұрын
ସତରେ ଖୁବ୍ ମର୍ମସ୍ପର୍ଶୀ ସଙ୍ଗୀତ ଟିଏ ହୃଦୟକୁ ଅଚିରେ ଛୁଇଁ ଗଲା ଅତୀତର ସ୍ମୃତି କୁ ରୋମନ୍ଥନ କରି ଆଖିରେ ଲୁହ ଭରିଦେଲା।ଆଉ ନୀରବରେ ମନ ପ୍ରଶ୍ନ କଲା ସତରେ କ'ଣ ଆଉ ସେ ସୁନାଝରା ଦିନ ଆସିବନି???? ଗୀତିକାର ଓ ଗାୟକ ମହାଶୟଙ୍କୁ ଅୟୂତ କୋଟି ଧନ୍ୟବାଦ ଏବଂ ପ୍ରଣାମ ଜଣାଉଛି ।🙏🙏🙏🙏
@BIPUNBIPIN
@BIPUNBIPIN 2 жыл бұрын
ଗୀତର ଲେଖା ଅତି ସୁନ୍ଦର ଏବଂ ଭାଷା ଅର୍ଥ ସବୁଠୁ ବେଷ୍ଟ👍 ବହୁତ୍ ଭଲ ଲାଗିଲା ଗୀତ ।ଚମାତ୍କର👍
@ranirani-yk8nd
@ranirani-yk8nd Жыл бұрын
ସତରେ ବହୁତି ସୁନ୍ଦର ଆଉ ଗୀତ ଟିଏ ଶୁଣିବାକୁ ଆନନ୍ଦ ରେ ମନ ଭରି ଯାଉଛି, life ରେ ଏ ଗୀତ ଶୁଣି ନ ଥିଲି, 🙏🙏🙏🙏
@rintujena23
@rintujena23 4 жыл бұрын
Lockdown re ghara Katha mane paduchi ...😭😭Kia Kia sunucha like please
@mahidas863
@mahidas863 4 жыл бұрын
Nice song
@soumyaranjanharichandan2793
@soumyaranjanharichandan2793 Жыл бұрын
Bhai mu aji sunuchhi 🥺🥺🥺😥😥😥
@chittaranjandeo1187
@chittaranjandeo1187 3 жыл бұрын
ଅତି ସୁନ୍ଦର ।
@putulcue2282
@putulcue2282 4 жыл бұрын
ଅତି ସୁଦଂର୍
@omprakashpanda44
@omprakashpanda44 4 жыл бұрын
ଗୀତ ଟା ଶୁଣିଲା ପରେ ଗାଁ ର କଥା ମନେ ପଡୁଛି, କେମିତି ଗାଁ କୁ ଜଲଦୀ ଯିବି,ବହୁତ୍ ସୁନ୍ଦର ଗୀତ🙏
@debaprasadsingh8263
@debaprasadsingh8263 2 жыл бұрын
Satare gaan opare tiari hoi thiba sabu gita madhyaru eha eka best gita. Sunila bele gaan katha bahut mane paduchhi
@sanoofficial4834
@sanoofficial4834 2 жыл бұрын
Mu b jibi ghoroku 1yr heigola jaini
@sankardakua99
@sankardakua99 2 жыл бұрын
ଗାଁ ହଉଚି ଗାଁ, ବହୁତ ସୁନ୍ଦର ଗୀତ 🙏🙏🙏
@sankardakua99
@sankardakua99 2 жыл бұрын
😍😍😍😍❤️❤️❤️
@amritkumarsahoo8783
@amritkumarsahoo8783 2 жыл бұрын
Baharaku asila pare gaan katha vari mane pade
@nkgiri107
@nkgiri107 4 жыл бұрын
ବହୁତ ସୁନ୍ଦର ଭାବରେ ସଂଗୀତ ଉପସ୍ଥାପନା କରା ଯାଇଛି ହୃଦୟ କୁ ଛୁଇଁଯାଉଛି
@basantakumar9252
@basantakumar9252 3 жыл бұрын
ଅଶେଷ ଅଶେଷ ଧନ୍ୟବାଦ ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତ ଟିଏ ପାଇଁ❤️❤️❤️❤️
@jyotiprakashbugudei706
@jyotiprakashbugudei706 2 жыл бұрын
Satare sir aae song sunila pare akhi ru luha aasigala ❤️❤️❤️❤️❤️❤️🙏
@s.pheart5358
@s.pheart5358 4 жыл бұрын
ଆଜି ବହୁତ ମନେ ପଡୁଛି ତୋ କଥା ଆଉ ବୋଉ କଥା 😭😭😭😭😭😭 ହେ ଠାକୁର ମତେ ପୁଣି ଛୋଟ ପିଲା କରି ଦିୟ 🙏🙏🙏🙏🙏
@rajsahoo6730
@rajsahoo6730 2 жыл бұрын
Really miss you maa & my village
@odishalifestylevlogs2547
@odishalifestylevlogs2547 2 жыл бұрын
😭😭
@dipu384
@dipu384 4 жыл бұрын
ବହୁତ ସୁନ୍ଦର ଗୀତ ,ବହୁତ ଦିନ ପରେ ଶୁଣିବାକୁ ମିଳିଲା ହୃଦୟସ୍ପର୍ଶୀ ଗୀତଟି ବହୁତ ଧନ୍ୟବାଦ |
@papunadas4378
@papunadas4378 3 жыл бұрын
କାନ୍ଦିବା କୁ ଯଦି କେବେ ଇଛାହୁଏ ନିଶ୍ଚୟ ଏ ହୃଦୟସ୍ପର୍ଶୀ ଗୀତ ଶୁଣନ୍ତୁ.......
@bijaysutarbiju7999
@bijaysutarbiju7999 Жыл бұрын
Right Bhai
@WorldofPrakash285
@WorldofPrakash285 2 ай бұрын
ମୁଁ ଶୁଣି କାନ୍ଦିପକାଇଲି ଭାଇ 😭
@srsgallery5388
@srsgallery5388 5 жыл бұрын
Uncountable likes.........ବହୁତ୍ ସୁନ୍ଦର । ଆଖି ରୁ ଲୁହ ଝରେଇଲା ପରି ଗୀତ ।
@maheswargandhi1984
@maheswargandhi1984 2 жыл бұрын
ବହୁତ ସୁନ୍ଦର ଲାଗିଲା ଗାଁ କଥା ବହୁତ ମନେ ପଡୁଛି 🙏🙏🙏
@jogendrakumarnayak2618
@jogendrakumarnayak2618 2 жыл бұрын
ଏହି ଗୀତ ଶୁଣିଲା ପରେ ଆଖିରୁ ଲୁହ ବୋହିଗଲା....ସତରେ ସେହି ପିଲାଦିନ ଆଉ କଣ ଫେରିବ????😭😭😭
@rakeshkumarpati4862
@rakeshkumarpati4862 4 жыл бұрын
ସତରେ ଭାଇ ଏ ଗୀତ ଶୁଣି ଆଖିରେ ଲୁହ ଆସିଗଲା ପ୍ରକୃତରେ ମୋ ଗାଁ ଆଜି ସହର ସହର ବସୁଛି ଗାଁ ର ସ୍ମୃତି ଆଜି ବି ମନେ ପଢୁଛି
@ajitkumarnath976
@ajitkumarnath976 3 жыл бұрын
Vai satare mote a gita sunile bahut kanda lage.....
@debanandatandi3458
@debanandatandi3458 11 ай бұрын
Cover video pathei dia
@swetabehera1346
@swetabehera1346 3 жыл бұрын
Aati sundar.... Great thousand thank you....
@diptidesigncorner5690
@diptidesigncorner5690 Жыл бұрын
ବହୁତ ସୁନ୍ଦର ହେଇଚି ଗୀତ ଟି ....
@GuddyLaddy
@GuddyLaddy 4 жыл бұрын
ବହୁତ ସୁନ୍ଦର ଲେଖା, ବହୁତ ସୁନ୍ଦର ଭାବରେ ଏଇ ଗୀତ ଗାଇଛନ୍ତି sir, ସତରେ ହୃଦୟସ୍ପର୍ଶୀ ଗୀତ 🙏🙏🙏🙏
@crazy_lover.143
@crazy_lover.143 3 жыл бұрын
Yes
@priyankapriyadarsanijena3786
@priyankapriyadarsanijena3786 5 жыл бұрын
Bahut Sundar. E Gita suni mo gaan au piladina Bahut mane paduchi. Aji ka juga re Sabu gaan ra eei abastha. Satare se dina Sabu au kebe b pheribani.
@purnaodisha5712
@purnaodisha5712 2 жыл бұрын
ଆପଣଙ୍କ ଏ ଗୀତ ର ମଧୁରତା ଦେଇଛି ମୋ ଗାଁ ପ୍ରତି ଭଲପାଇବା ଧନ୍ୟବାଦ ସାର୍ ନମସ୍କାର
@rinaraniswain5007
@rinaraniswain5007 2 жыл бұрын
👌👌wow ki sundar gita mana Santi heigala suniki..
@aadhikari7615
@aadhikari7615 4 жыл бұрын
ଅତି ସୁନ୍ଦର ହେଇଛି
@hotacreation9248
@hotacreation9248 2 жыл бұрын
ମୋତେ ଯେତେବେଳେ ମୋ ଗାଁ କଥା ମନେପଡେ ମୁଁ ଏଇ ଗୀତ ଦେଖି ମୋ ଗାଁ କଥା ମନେ ପକାଇ ଥାଏ
@OmPrakash-mn9xr
@OmPrakash-mn9xr 5 жыл бұрын
ଅତି ସୁନ୍ଦର ଓ ହୃଦୟସ୍ପର୍ଶି ଗୀତ । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଦୁଃଖ ର କଥା କି ଆମେ ପୁଣି ସେ ଦିନ ଗୁଡିକ ଫେରେଇ ଆଣିପାରିବା ନାହିଁ।
@heemanshudas
@heemanshudas 5 жыл бұрын
Please watch this skit /drama about childhood memories of village kzbin.info/www/bejne/aIq5ZJxnl9mNopY
@shankarjena6916
@shankarjena6916 6 жыл бұрын
Katha heba pain jeje aji sanga khojuchi.. Heart touching
@satyabratamaharana8185
@satyabratamaharana8185 3 жыл бұрын
Wooww very nice brooo..... Bahut sundar.... Jete sunilebi mana bujhunii.........
@jbworld571
@jbworld571 3 жыл бұрын
ଅତି ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି l ଗୀତର ପ୍ରତ୍ୟେକ ଶବ୍ଦ ସହିତ ଅତୀତର ସ୍ମୃତି ସବୁ ଛନ୍ଦି ହୋଇଛି l ଛୋଟ ବେଳର ସବୁ ସ୍ମୃତି ଉଜ୍ଜୀବିତ ହୋଇ ଉଠିଲା l ଧନ୍ୟବାଦ 🙏🙏🙏. ଆଖିରୁ ଲୁହ ଆପେ ଆପେ ଖସି ଆସିଲା 😢😢😢
@pradiptamuduli7573
@pradiptamuduli7573 4 жыл бұрын
A geta 2020 Ra Kia Kia sunuchanti like karantu ☺️😊
@brumarajbanchhor4394
@brumarajbanchhor4394 4 жыл бұрын
Mu sune bhai
@udayalima9094
@udayalima9094 2 жыл бұрын
ଆଜି କାଲି ଗାଁ ଗାଁ ପରି ନାହିଁ ସଂସ୍କାର ସଭ୍ୟତା ସହଯୋଗ ନାହିଁ ଜଳବାୟୁ ଦୁଷିତ ହେଲାଣି ଚାଷବାସ ହେଉନାହିଁ ଧନ୍ଯବାଦ🤝
@a.y.bgamer5867
@a.y.bgamer5867 2 ай бұрын
ପିଲାବେଳର ଅଲିଭା ସ୍ମୃତି ମନେପଡୁଛି ଏହି ହୃୟସ୍ପର୍ଶୀ ସଙ୍ଗୀତ ଶୁଣିଲେ ଥରେ । ଧନ୍ୟବାଦ ଅର୍ପଣ କରୁଛି 🙏❤️🙏
@somnathsabar9809
@somnathsabar9809 3 жыл бұрын
Jete sunilebi aau suni baku ichha hauchi bahut sundar....
@happy780
@happy780 3 жыл бұрын
A song 2021 kie kie sunucho like karo 👍☺️☺️
@MrLucky646
@MrLucky646 3 жыл бұрын
2022 re sunibi
@statusduniya8538
@statusduniya8538 2 жыл бұрын
2022
@Poeticheart493
@Poeticheart493 2 жыл бұрын
Aji..
@SanatanBhuyan
@SanatanBhuyan 3 жыл бұрын
ଭାଇ ଗୀତ ପୁରା ମନକୁ ଛୁଇଁ ଗଲା🙏 ସବୁ ସତ ଅଛି ଗୀତରେ 👍 ଗୋଟେ ମିଛ ଅଛି ମୁଁ ଛକ ନାଳରେ ଗଡେନି ମଦ ପିକୀ ମୋ ନାଁ ସନା😁😁😁😁
@sanjaypradhan3468
@sanjaypradhan3468 5 ай бұрын
ତଥାପି ଗାଁ ବହୁତ ସୁନ୍ଦର ବହୁତ କିଛି ବଦଳି ଯାଇଛି ତଥାପି ମୋ ଗାଁ ହସୁଛି
@BindasUrmi
@BindasUrmi 2 жыл бұрын
Wowwww ଗୀତ ଟା ମୋ ମନ କୁ ଛୁଇଁ ଗଲା
@AshishKumar-pz5tz
@AshishKumar-pz5tz 4 жыл бұрын
Love this song...100 thara suni sarithibi..bahut bhala..
@natyasanskruti.
@natyasanskruti. 4 жыл бұрын
ଆଜି ପ୍ରକୃତ ଗାଉଁଲି ଜୀବନ ଆଉ ନାହିଁ ଭାଇ......... ହୁଏତ ଏହି ଗୀତଟି ଗାଉଁଲି ଜୀବନକୁ ଫେରିବା ପାଇଁ ପ୍ରେରଣା ଯୋଗାଇବ ଏହି ସୁନ୍ଦର ଗୀତଟି ପାଇଁ ଅଶେଷ ଧନ୍ୟବାଦ ଆପଣଙ୍କୁ
@dpcreation5355
@dpcreation5355 3 жыл бұрын
Bahut sundar lekha and gita hrudaya sparshi 🙏🙏👌👌
@kabulnayak3101
@kabulnayak3101 4 жыл бұрын
ବହୁତ ସୁନ୍ଦର ଗିତ ଭାଇ ଏବଂ ଏହି ଗିତ ସୁଣିକି ପୁରୁଣା କଥା ମନେ ପଡୁଛି ଭାଇ
@sunandasantara8066
@sunandasantara8066 4 жыл бұрын
Khub sundar lage ae gito Pura mana Ku chhuin jae👌👌👌👌
@mathsforcompetitiveandscho3189
@mathsforcompetitiveandscho3189 3 жыл бұрын
ଅସାଧାରଣ ଅବିସ୍ମରଣୀୟ ଅବରନନୀୟ
@maneesasutar263
@maneesasutar263 4 жыл бұрын
ବହୁତ ସୁନ୍ଦର ଗାଁ ର ବାସ୍ନା ଯେମିତି କେଉଁଠି ହଜି ଯାଇଛି ସତେ
@princerulemaker9165
@princerulemaker9165 5 жыл бұрын
Really heart touching song. MO akhiru luha asigala
@sbenudhar6272
@sbenudhar6272 3 жыл бұрын
ହୃଦୟ କୁ ଛୁଇଁ ଗଲା ।
@pinusreebehera7548
@pinusreebehera7548 Жыл бұрын
ଅତି ସୁନ୍ଦର
@shibamahamallik872
@shibamahamallik872 2 жыл бұрын
ଏହି ଗୀତ ମୋର ସବୁଠୁ ପ୍ରିଆ ଗୀତ |ଏହି ଗୀତ ପ୍ରକୁତ କଥା ଉପରେ ଆଧାରିତ ଆଜି ଗା ଗୁଡ଼ିକ ସହର ଆଭିମୁଖ୍ୟ ହେଉଛନ୍ତି |
@abhayakumarbehera5670
@abhayakumarbehera5670 5 жыл бұрын
ଏଗୀତକୁ କାହିଁକି କେଯାଣି ସବୁବେଳେ ଶୁଣିବାକୁ ଇଛା ହଉଛୀ,ସବୁ ପରେ ବି ଗୀତ ସାଥିରେ ପ୍ରିତମ ସାର୍ ଙ୍କ ସ୍ୱର 👌👌👌👌👌👌ମନକୁ ଛୁଇଁଯାଉଛି
@subhransusekharpanda2363
@subhransusekharpanda2363 6 жыл бұрын
Akhi re luha asuchi ..pila bela katha mane paduchu..eve gaku gale sabu mane paduchi
@yajnasenirout5872
@yajnasenirout5872 3 жыл бұрын
Ete sundar gita au tar music satare manaku chuin jauchhhi bshut sundar gita...
@ATHAGARH_TV
@ATHAGARH_TV 4 жыл бұрын
ମୋ ଗାଁ ଅତି ସୁନ୍ଦର
@sipranayak8563
@sipranayak8563 7 жыл бұрын
So true 😭 ..heart touching
@pintusethy2026
@pintusethy2026 6 жыл бұрын
I love my gan berhampur dist
@sridhardash7926
@sridhardash7926 5 жыл бұрын
🤗
@mdnayak8350
@mdnayak8350 5 жыл бұрын
Right
@budhadevbarik3526
@budhadevbarik3526 4 жыл бұрын
Nice video 🥀🌷🥀📞💓💚👫
@ronitchannel4681
@ronitchannel4681 4 жыл бұрын
Very nice song ମୋର ଗଁ କଥା ମନେ ପଡ଼େ ଏ ଗୀତ ଶୁଣିଲେ ବେଳକୁ
@satrujit6372
@satrujit6372 4 жыл бұрын
ସାର୍ ,ଆପଣ ଗୋଟିଏ ସତ୍ଯ ଘଟଣାକୁ ସଠିକ୍ ଭାବରେ ଗୀତ ମାଧ୍ଯମରେ ପ୍ରକାଶ କରିଥିବାରୁ ଆପଣଙ୍କୁ ସାଲ୍ଯୁଟ୍ ସାର୍
@kahnucharandas1051
@kahnucharandas1051 3 жыл бұрын
Bahut sundar aau dukhabharaa gita . Satare hrudaya sparsi gita . Bahut dhanyabaad
@chandanpanda177
@chandanpanda177 2 жыл бұрын
ମନଛୁଆଁ , ହୃଦୟସ୍ପର୍ଶୀ
@kamalpradhan7780
@kamalpradhan7780 4 жыл бұрын
ଧନ୍ୟ ବାଦ sir ମୋ ଛୋଟ ବେଳର ଅଭୁଲା କଥା ମନେ ପକାଇଲେ.🙏🙏🙏
@sanjaykdp02
@sanjaykdp02 5 жыл бұрын
😢😢😢😢 _I love my Odisha..._ Nice... Thanks.. *ବନ୍ଦେ ଉତ୍କଳ ଜନନୀ*
@chinmayanayak1834
@chinmayanayak1834 5 жыл бұрын
E Gita suni mo akhiru luha bahariasuchi 😭 Chhota Bela Katha mane paduchi
@AbhiG-2023
@AbhiG-2023 5 жыл бұрын
kzbin.info/www/bejne/mZaqlYmwh5aNbbM
@MANOJSAMONTRAY
@MANOJSAMONTRAY 4 жыл бұрын
Same here
@pro_man801
@pro_man801 4 жыл бұрын
Same bhai.....gaon maza kebe kouthi nahi 😩😩😩
@pratapkumarmahapatra9171
@pratapkumarmahapatra9171 4 жыл бұрын
Correct mora bi
@sanjeebpadhan6755
@sanjeebpadhan6755 3 жыл бұрын
Prakrutare Satya Bhai ,Duhkha laguchhi ,Puruna dina gudika mane paduchhi ,Mo gaon atitara gaon hoi jaantaki ,Kete sundar thila Mo gaon ,Mo gaonra akhire au hasa nahin ,khali luha ,Kahaku kichhi kahi paruni ,
@Runukunu
@Runukunu Жыл бұрын
ବହୁତ ସୁନ୍ଦର ଓ ହୃଦୟସ୍ପର୍ଶି ହୋଇଛି 🙏
@AgniKumarSahu
@AgniKumarSahu 4 ай бұрын
Wow ❤❤ wonderful mate aahi Gita emotional karidela😢😢
@debadattabag7877
@debadattabag7877 4 жыл бұрын
ବହୁତ ସୁନ୍ଦର ଗୀତ
@chintupanda9951
@chintupanda9951 5 жыл бұрын
ଆଜି ନଚେତ୍ କଲି ଏହି ଗାଁ କୁ ସହର କୁ ଯାଇଥିବା ସମସ୍ତ ପୁରୁଣା ଭାଇ ମାନେ ମନେରଖ ନିଚେତ ଗା କୁ ଖୋଜିବେ
@manaspatra6478
@manaspatra6478 4 жыл бұрын
Satare bhai a Gita suni akhiru luha bhaharuchi
@mahidas863
@mahidas863 4 жыл бұрын
Hm jharkhand k he fir b odisha bahut achha lgta h..nice song
@biswajitsubudhi3272
@biswajitsubudhi3272 6 жыл бұрын
ଏମିତି ଗୀତ ମୁଁ ପ୍ରଥମ ଥର ଶୁଣୁଛି ଭାଇ ଆପଣଙ୍କ ସ୍ବର ବହୁତ ସୁନ୍ଦର ଆଉ ଲେଖା ମଧ୍ୟ ସୁନ୍ଦର
@manojsahoo7543
@manojsahoo7543 3 жыл бұрын
ଅଶେଷ ଅଶେଷ ଧନ୍ୟବାଦ ଆଣଙ୍କର ଏହି ଗୀତ ପାଇଁ ।ଯୋଉଠି ଥିଲେ ବି ଏହି ଗୀତ ଶୁଣିଲେ ଗାଁ ର ଦୃଶ୍ୟ ଆଖିଆଗରେ ସ୍ପଟ୍ ଦେଖାଯାଉଛି ।ଆପଣକୁଁ ଯେତେ ଦନ୍ୟବଦ ଦେଲେ କମ ହୋଇଯାଉଛି ।😭😭😭
@kdash6836
@kdash6836 4 жыл бұрын
ପିଲା ଦିନ କଥା ମନେପଡୁଛି ଶୁଣିଲେ ଗୀତ....... 😭😭😭😭😭
@kpocreation5190
@kpocreation5190 4 жыл бұрын
Sir love u kete vala lekha mu apananka fan heigali sir...mind blowing mast writing
@simanchalsima774
@simanchalsima774 4 ай бұрын
ସତରେ ଗାଁ ପାଣି ପବନ ଯେମିତି ଭଲଲାଗେ ଅନ୍ୟ କୌଣସି ଜାଗା ରେ ସମେତି ପାଇବ ନାହି ❤❤❤
@sushantasethy2675
@sushantasethy2675 6 жыл бұрын
Mora kede vhagya aaji epari gote gita sunili
@odiatoka6007
@odiatoka6007 3 жыл бұрын
ଅତି ସୁନ୍ଦର ମାନ୍ୟବର ❤️❤️❤️❤️
@minaketanmallick4389
@minaketanmallick4389 4 жыл бұрын
ବହୁତ ସୁନ୍ଦର ଗୀତ ଟେ... ❤️❤️
@rinkusahu1757
@rinkusahu1757 4 жыл бұрын
Mana padigala bhai chota bela katha dhanyabad bhai se gita karibaru
@topha654
@topha654 5 ай бұрын
Bahu Dina pare ki khub Sundar Gita kale sir prakutare yehi gaon ra jiban baah hrudaya hassi uthila sir ❤❤❤❤
@amritkumarsahoo8783
@amritkumarsahoo8783 4 жыл бұрын
ବାହାରେ ରହିକି ପ୍ରତିଦିନ ଏ ଗୀତ ଦେଖିକି ମୋ ଗାଁ କଥା ଭାରି ମନେପଡୁଛି
@rubipradhan7382
@rubipradhan7382 3 жыл бұрын
Oho beautiful song heart touching all viewers
@pabitrapradhan9888
@pabitrapradhan9888 5 жыл бұрын
Heart touching song ମୁଁ ଗର୍ବ ଅନୁଭବ କରେ
@Nabin_sahu
@Nabin_sahu 7 ай бұрын
Mind blowing song 👍👍👍 my favourite song🎵🎵🎵
@rajeshnayak2695
@rajeshnayak2695 3 жыл бұрын
😭😭😭 realy miss my village...😭😭😭 Mane paduchi bahut....
@amulyaswain5753
@amulyaswain5753 6 жыл бұрын
Singar ku mora bahut bahut dhanyabad god bless you
@swapnajitsahoo6718
@swapnajitsahoo6718 4 жыл бұрын
ସେଦିନର ଅତୀତ କୁ ମନପକଉ ଥିବା ହୃଦୟ ସ୍ପର୍ଶି ସଂଗୀତ ।
@deepaksahoo1120
@deepaksahoo1120 4 жыл бұрын
I love you my village.. I never forget my childhood memories. Heart touching song 🎶
@Rshodiatutorial
@Rshodiatutorial 3 жыл бұрын
Bhai au kahiba pain ଶବ୍ଦ ନାହିଁ....😓😞🥺
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 3,6 МЛН
She's very CREATIVE💡💦 #camping #survival #bushcraft #outdoors #lifehack
00:26
哈哈大家为了进去也是想尽办法!#火影忍者 #佐助 #家庭
00:33
火影忍者一家
Рет қаралды 106 МЛН
Synyptas 4 | Жігіттер сынып қалды| 3 Bolim
19:27
School Days Songs || ଆମ ସ୍କୁଲ୍ ଯିବା ସମୟର ଗୀତ
52:16
Maati Maati Maati (From Tu Eka Ama Saha Bharasa)
4:06
Md.Aziz - Topic
Рет қаралды 2,1 МЛН
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 3,6 МЛН