ପରୀକ୍ଷା ଫଳ ନା ମହାକାଳ ଫଳ ? Samaj O Sanskruti | Baishnaba Charan Mohanty | Odisha 365

  Рет қаралды 12,303

ODISHA 365

ODISHA 365

Күн бұрын

Parikhya Phala Na Mahakala Phala
Baishnaba Charan Mohanty
Samaj O Sanskruti
Education System in Odisha
|| ODISHA 365 ||
|| ODISHA 365 Channel ||
|| Odisha 365 New Video ||
|| Subscribe ODISHA 365 & Share with your Family & Friends ||
#odisha365 #baishnabacharanmohanty #samajosanskruti #bseodisha #bseodishamatricresult #odishaeducation

Пікірлер: 80
@pradeepkumardas4439
@pradeepkumardas4439 Ай бұрын
ଶିକ୍ଷା ବଚାଓ ଅଭିଯାନ ଆରମ୍ଭ କରିବା ଉଚିତ୍ l ସାର୍ ଏମାନେ ବ୍ରିଟିଶ୍ ଠାରୁ ବଳିଗଲେ ସେମାନେ ସିନା ବିଦେଶ ରୁ ଆସି ଆମକୁ ଶୋଷଣ କରୁଥିଲେ ଏମାନେ କିନ୍ତୁ ଆମ ଦେଶ ଓ ରାଜ୍ୟର ହୋଇ ଆମକୁ ଶୋଷଣ କରୁଛନ୍ତି ସବୁଠାରୁ ବଡ଼ ଆଶ୍ଚଯ୍ୟ କଥା ହେଉଛି ଯେଉଁ ମାନଂକ ର ପିଲା ମାନେ ସରକାରୀ ବିଦ୍ୟାଳୟ ରେ ପଢ଼ୁନାହାନ୍ତି ସେଇମାନେ ସରକାରୀ ବିଦ୍ୟାଳୟ ର ନୀତି, ନିୟମ ପ୍ରସ୍ତୁତ କରୁଛନ୍ତି ଆଜି ପଯ୍ୟନ୍ତ ଯେତେ ଶିକ୍ଷା ନୀତି ପ୍ରସ୍ତୁତ ହୋଇଛି ସେଇ ଶିକ୍ଷା ନୀତି ରେ ଥିବା ସଭ୍ୟ,ସଭ୍ୟା ଓ ସଭାପତି ମାନଙ୍କର ପିଲାମାନେ କେଉଁ ସରକାରୀ ବିଦ୍ୟାଳୟ ରେ ପଢୁଥିଲେ ବା ପଢ଼ୁଛନ୍ତି ଯେଉଁ ଶିକ୍ଷାବିତ୍ ,ସମାଜ ସଂସ୍କାରକ , ଓ ବୁଦ୍ଧିଜୀବି ମାନେ କହୁଛନ୍ତି ଆଜିର ସ୍ମାର୍ଟ କ୍ଲାସ୍ ରୁମ୍ ଭଲ ତେବେ ସେଇ ସ୍ମାର୍ଟ କ୍ଲାସ୍ ରୁମ୍ ରୁ କାହିଁକି ଗୋପବନ୍ଧୁ, ନନ୍ଦ କିଶୋର ବଳ, ଉପେନ୍ଦ୍ର ଭଞ୍ଜ,ଗୋଦାବରୀ,ହରିହର,ରାଧାନାଥ, ଗଙ୍ଗାଧର,ମନୋଜ ଦାସ, ରାଜଗୁରୁ, ବକ୍ସି ଜଗବନ୍ଧୁ, ମଧୁସୂଦନ ରାଓ, ମଧୁସୂଦନ ଦାସ, ପଠାଣି ସାମନ୍ତ, ବାଜିରାଉତ୍, ଲକ୍ଷ୍ମଣ ନାୟକ, ଶ୍ରୀରାମ ଦାସ, ପ୍ରାଣକୃଷ୍ଣ ପରିଜା, କୃଷ୍ଣ ଚନ୍ଦ୍ର ଗଜପତି, ଶ୍ରୀରାମ ଚନ୍ଦ୍ର ଭଞ୍ଜ, ରାଜା ରାମମୋହନ ରାୟ, ବିବେକାନନ୍ଦ, ଭଗତ ସିଂହ, ରାଜଗୁରୁ,ଶୁଖଦେବ, ଅନିବେସନ୍ତ୍, ଆମ୍ବେଦକର, ଆରୁଣି, ଚରକ, ଏକଲବ୍ୟ ମାନଙ୍କ ପରି ବ୍ୟକ୍ତିତ୍ଵ ସୃଷ୍ଟି ହୋଇପାରୁନାହାନ୍ତି ପୂର୍ବେ ଶିକ୍ଷ୍ୟା ବ୍ୟବସ୍ଥା ଭଲଥିଲା ଓ ଶିକ୍ଷକ ମାନେ ଭଲଥିଲେ ଲୋକମାନଙ୍କ ର ଅସୁବିଧା ଥିଲେମଧ୍ୟ ସେମାନଙ୍କ ପିଲାମାନେ ଶିକ୍ଷା ଗ୍ରହଣ କରୁଥିଲେ ଆମ ବେଳେ ଠିକ୍ ପଢ଼ ଓ ଠିକ୍ ଲେଖ ବହି ଏବଂ ବଡ଼ ଲୋକ ଙ୍କ ଜୀବନ କଥା ପଢ଼ାଯାଉଥିଲା ଖରା ବେଳେ ଘରକୁ ଖାଇ ଆସୁଥିଲୁ ଖାଇବା ସହିତ ସମସ୍ତ ଙ୍କୁ ଦେଖୁଥିଲୁ ବିଦ୍ୟାଳୟ ଛୁଟୀ ପୂର୍ବରୁ ସାର୍ ଆମକୁ ବିଭିନ୍ନ ମହାପୁରୁଷ ଙ୍କ କାହାଣୀ ଓ ବିଭିନ୍ନ ଗୀତ ଶୁଣାଉଥିଲେ ପିଲାବେଳେ ଆମେ ମଧୁସୂଦନ ରାଓଙ୍କ ରଚିତ ଛବିଳ ମଧୁ ବର୍ଣ୍ଣବୋଧ ପଢ଼ୁଥିଲୁ ଆମେ ଭାଗ୍ୟବାନ୍ ଆମେ ସାଧୁ ସନ୍ଥ ମାନଙ୍କ ପରି ଗୁରୁ ପାଇଥିଲୁ କିନ୍ତୁ ଆମପିଲାମାନେ ହତଭାଗା ସେମାନଙ୍କ ପାଇଁ ସେଇ ଗୁରୁମାନେ ନାହାଁନ୍ତି ଆମ ମାନଙ୍କୁ ଏବେ ଚିନ୍ତା କରିବାର ଆବଶ୍ୟକତା ରହିଛି ଆମ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ, ବହି, ଡ୍ରେସ୍, ଜୋତା ,ସାଇକେଲ ଓ ଟଙ୍କା ର ଆବଶ୍ୟକତା ନାହିଁ ଖାଲି ଆବଶ୍ୟକତା ଅଛି ସରକାରୀ ନିୟନ୍ତ୍ରଣ ରୁ ମୁକ୍ତି ହୋଇଥିବା ଶିକ୍ଷକ ଜିଏ କି ଆମ ପିଲାମାନଙ୍କୁ ଉତ୍ତମ ମଣିଷ ରୂପେ ଗଢିତୋଳିବେ ବଡ଼ ଲଜ୍ଜ୍ୟା ର କଥା ଯେଉଁ ଶିକ୍ଷକ ମାନେ ସାରା ରାଜ୍ୟ, ଦେଶ ଓ ବିଶ୍ଵ କୁ ମାର୍ଗ ଦର୍ଶନ ଦେଇଥାନ୍ତି ଏବେ ସେଇ ଶିକ୍ଷକ ମାନଙ୍କୁ ମାର୍ଗ ଦର୍ଶନ ଦିଆ ଯାଉଛି ମୋର ସବୁ ଅଭିଭାବକ ମାନଙ୍କୁ ନିବେଦନ ଚୋର କୁ ମାନ କରି ଖପରା ରେ ଭାତ ଖାଆନ୍ତୁ ନାହିଁ ଆପଣମାନେ ଚାହିଁଲେ ଆପଣମାନଙ୍କ ଗାଁ ରେ ଥିବା ସରକାରୀ ବିଦ୍ୟାଳୟ ପୁଣି ସେଇ କୋମଳ ମତୀ ଶିଶୁ ମାନଙ୍କୁ ନେଇ ହସିଉଠିବ ସମସ୍ତେ ଗୋଟିଏ କଥା କହିବେ ବାସ୍ ବହୁତ୍ ହୋଇଗଲା ଏବେ ଆମ ପିଲାମାନେପଢ଼ୁଥିବା ବିଦ୍ୟାଳୟ ପାଇଁ ନୀତି, ନିୟମ, କାର୍ଯପନ୍ଥା ଆମେ ପ୍ରସ୍ତୁତ କରିବୁ ଏବେ ଦିଲ୍ଲୀ ର ନିୟମ ପଲ୍ଲୀ ରେ କାଯ୍ୟ କରିବନି ପଲ୍ଲୀ ର ନିୟମ ଦିଲ୍ଲୀ ରେ କାଯ୍ୟ କରିବ
@SubhashreePanigrahi-h1g
@SubhashreePanigrahi-h1g Ай бұрын
@@pradeepkumardas4439 right sir
@baishnabacharanamohanty1344
@baishnabacharanamohanty1344 Ай бұрын
ମୋର ଭାଷା ନଅଣ୍ଟ ଆପଣଙ୍କୁ ପ୍ରଶଂସା କରିବାପାଇଁ । ନମସ୍କାର।
@krishnanaik6559
@krishnanaik6559 Ай бұрын
ମୁଁ ଜଣେ Secondary ସ୍କୁଲ ଶିକ୍ଷକ ଆପଣ କହୁଥିବା କଥା ଅଙ୍ଗେ ନିଭାଉଛୁ Sir, ଏଥିପାଇଁ ବହୁତ ଦୁଃଖ ଅନୁଭବ ହୁଏ, ଆମେ ଅନୁତପ୍ତ Sir
@subhadrapradhan7229
@subhadrapradhan7229 Ай бұрын
ସାର୍,ଆପଣଙ୍କୁ କୋଟି ପ୍ରଣାମ 👏। ଆପଣଙ୍କ ଭଳି କିଛି ସଚେତନ ମହାପୁରୁଷ ବାହାରି ଦିଗଦର୍ଶନ ଦେଲେ ନିଶ୍ଚୟ ଆମ ଶିକ୍ଷାର ବିକାଶ ହୋଇପାରିବ ।
@GobindaChandraJani
@GobindaChandraJani Ай бұрын
ସାର୍ ଆପଣଙ୍କୁ ବହୁତ ଧନ୍ୟବାଦ
@NrusinghaCharanRatha
@NrusinghaCharanRatha Ай бұрын
30, 35 ବର୍ଷ ତଳେ ମେଟ୍ରିକ ପାସ୍ କରିଥିବା ପିଲାଟେ ଷଷ୍ଠ, ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ପଢ଼େଇବାକୁ ସକ୍ଷମ ହେଉଥିଲେ । କିନ୍ତୁ ଏବେର +3 ପାସ କରିଥିବା ପିଲାଟେ 5ମ ଶ୍ରେଣୀର ଶୃତଲିଖନଟେ ଡାକିଲେ ସଠିକ ଭାବେ ଲେଖିବାକୁ ଅକ୍ଷମ । ଖାଲି ପ୍ରହସନ ।
@smrutinayak2836
@smrutinayak2836 Ай бұрын
Agaru 80 percent pila vala padhuthile ebe 20 percent pila nka ra padhibaku iccha achi
@SubhashreePanigrahi-h1g
@SubhashreePanigrahi-h1g Ай бұрын
ଅଶେଷ ଅଶେଷ ଧନ୍ୟବାଦ sir ଆପଣଙ୍କୁ.... ଅପ୍ରିୟ ସତ କଥା ଟା ଆଜି ମୁହଁ ଖୋଲି କହିପାରିଲେ..ପାଠ ପଢା ଟା ଆଜି କା ସମୟରେ କେବଳ କାଗଜ ପତ୍ର ରେ ହିଁ ସୀମିତ ରହିଯାଇଛି.... ପିଲା ମାନଙ୍କ ଉନ୍ନତି ଜମା ବି ହଉନାହିଁ...
@bibhupadasahoo4207
@bibhupadasahoo4207 Ай бұрын
ସାର ନମସ୍କାର, ଆପଣଙ୍କୁ ଶତ ଧନ୍ୟବାଦ । ଆପଣ ନିଚ୍ଛକ ସତକଥା କହିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍ବାଧୀନ ନାହାନ୍ତି । ଇଚ୍ଛା କରି କିଛି କରିପାରୁନାହାନ୍ତି । ସରକାରୀ ନିୟମ ଭିତରେ ରହୁଛନ୍ତି । ବହୁ ଗୁଡିଏ ହାଇସ୍କୁଲର ଶିକ୍ଷକ ପଦବୀ ଖାଲି ରହୁଛି । ଜନିଏ ଶିକ୍ଷକ ର ବିଦ୍ୟାଳୟ ଚାଲିଛି । ପୁଣି ଯେଉଁ ଶିକ୍ଷକ ଟି ଅଛି , ବିଭିନ୍ନ ତଥ୍ୟ ପ୍ରଦାନ କରିବାକୁ ବାଧ୍ୟ କରାଯାଉଛି । ଆଜି BEO ଅଫିସ ଯାଉଛନ୍ତି ତା କାଲି DEO ଅଫିସ ଦୌଡୁଛନ୍ତି । ଏପଟେ ଦୁଇ ଦୁଇଟା ଶ୍ରେଣୀ ଫାଙ୍କା ରହୁଛି । କି ପାଠ ପଢ଼ାଯିବ । ଯେଉଁ ପିଲାମାନେ ନବମ ଶ୍ରେଣୀରେ ନାମ ଲେଖୁଛନ୍ତି, ସେମାନଙ୍କର ଅବସ୍ଥା ଆପଣଙ୍କ ଭାଷାରେ ଅକ୍ଷର ଶୁନ ଛାତ୍ରଛାତ୍ରୀ ଅଟନ୍ତି । ଅଭିଭାବକ ମାନେ ସଚେତନ ହ୍ୱଲେ ଏ ଶିକ୍ଷା ନୀତି ବଦଳିଲେ ସବୁ ସମାଧାନ ହେବ । ଆପଣଙ୍କୁ ଶତ ଶତ ଧନ୍ୟବାଦ । ନମସ୍କାର ।
@thirdeye9492
@thirdeye9492 Ай бұрын
ଶିକ୍ଷକତା ଆଜିକାଲି ଅନ୍ୟାନ୍ୟ ଧନ୍ଦା ଭଳି ଏକ ବୃତ୍ତି.. ପ୍ରବୃତ୍ତି ନୁହେଁ...😢😢
@janakibaidya9279
@janakibaidya9279 Ай бұрын
Sir apanara katha 100 % right
@dambarubhai654
@dambarubhai654 Ай бұрын
Dhanyabad sir
@manoranjanlenka4241
@manoranjanlenka4241 Ай бұрын
ଶିକ୍ଷା ବ୍ୟବସ୍ଥା କୁ ସୁଧାରିବା ପାଇଁ ହେଲେ ପ୍ରଥମେ syllabus ହାଲକା ହେବା ଦରକାର l ଦରକାର ନ ଥିବା ପାଠ ସବୁ ହଟାଇ ଏହାକୁ ସରଳ କରିବା ଉଚିତ୍ l ଅଯଥା ପାଠ ସବୁ ଭର୍ତ୍ତି କରି ଖାଲି ମୋଟା ମୋଟା ବହି ଛାପି ଦେଲେ ପିଲାମାନେ ଜ୍ଞାନୀ ହୋଇ ଯିବେନି l ଏହା ଶିକ୍ଷାର ବେପାର ଓ ବସ୍ତାନି ର ଓଜନ ବଢାଇବା ଛଡ଼ା କଣ ହୋଇପାରେ ? ଶିକ୍ଷକମାନେ ପାଠ କୁ ହାସ୍ୟରସ ମାଧ୍ୟମରେ ବୁଝାଇଲେ ପିଲାମାନେ ସହଜରେ ବୁଝି ପାରିବେ l କିନ୍ତୁ ମାଡ଼ ନୂହେଁ, ଏହା ଅର୍ଥ ନୂହେଁ ଯେ ମାଡ଼ଟା ବନ୍ଦ ହେବା ଦରକାର l ଦୁଷ୍ଟାମି ପାଇଁ ଏହା ନିହାତି ଜରୁରୀ l ଆଉଗୋଟିଏ କଥା ଶିକ୍ଷକ ମାନଙ୍କର ବୁଝାଇବା ଶୈଳୀ ହେଉଛି ଗୋଟିଏ ସ୍ଵତନ୍ତ୍ର କଳା,ଯାହାକି ସମସ୍ତଙ୍କ ପାଖରେ ନ ଥାଏ l
@RanjitMallik-sr6vc
@RanjitMallik-sr6vc Ай бұрын
❤ଜୟ ଜଗନ୍ନାଥ❤
@Rak2gssc
@Rak2gssc Ай бұрын
Thanks 🙏🙏
@jairamsabar1485
@jairamsabar1485 18 күн бұрын
ଉତ୍ତମ ବିଚାର ମହାଶୟ
@RatnamaniDas-dq6zy
@RatnamaniDas-dq6zy Ай бұрын
Dhanyabad sir Ei Vali gurutwapurna tathya zadi sabu loka lochanaku asanta tahele nischaya paribartana heba
@kambupanimallickkamvai-hu4ff
@kambupanimallickkamvai-hu4ff Ай бұрын
Thanks to you that is point's of of 24 years ok good suggestion sr
@jairamsabar1485
@jairamsabar1485 18 күн бұрын
Very nice sit
@samhitawrites2879
@samhitawrites2879 Ай бұрын
ଆଜ୍ଞା sir 🙏
@samhitawrites2879
@samhitawrites2879 Ай бұрын
ଅପ୍ରିୟ ସତ୍ୟ sir 🙏
@dillipjena2164
@dillipjena2164 Ай бұрын
You are absolutely right sir
@debasishmahapatra2145
@debasishmahapatra2145 Ай бұрын
ବହୁତ ବହୁତ ଧନ୍ୟବାଦ। ଏ ବିଷୟଟି ଅପ୍ରିୟ ହେଲେ ମଧ୍ୟ ସତ୍ୟ। ଆପଣ ଆମ ଓଡ଼ିଆ ଭାଷାର ଜାଗ୍ରତ ପ୍ରହରୀ। ସରକାର ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ଉଚିତ। ଅଶେଷ ଅଶେଷ ଧନ୍ୟବାଦ
@gitanjalisahu7326
@gitanjalisahu7326 Ай бұрын
💯 percentage correct
@SukantiDas-i2j
@SukantiDas-i2j Ай бұрын
Apanaka Katha thik
@umashankardash5425
@umashankardash5425 Ай бұрын
ଶିକ୍ଷାବିତ ମାନେ ଏ ବିଷୟ ରେ ଚିନ୍ତା କରିବା ଦରକାର । ଯଦି IAS ଅଫିସର ମାନଙ୍କ ହାତରେ ଶିକ୍ଷା ବ୍ୟବସ୍ଥା ରହିବ ତାହେଲେ ଶିକ୍ଷା ବିଭାଗ ଏମିତି ହେବ ।
@subhabratamishra4465
@subhabratamishra4465 Ай бұрын
ମୁଁ ଜଣେ ମାଧ୍ୟମିକ୍‌ ବିଦ୍ୟାଳୟ ର ବିଜ୍ଞାନ୍‌ ଶିକ୍ଷକ୍‌ । ଆପଣ ତ ଆମ ମନ‌ କଥା ପୁରା ବିସ୍ତୃତ ଭାବେ ବର୍ଣ୍ଣନା କରିଦେଲେ । ଆପଣ ୧୦୦% ସତ୍ୟ‌ ତଥ୍ୟ‌ ପ୍ରଦାନ୍‌ କରିଥିବାରୁ ଆପଣଙ୍କ ଠାରେ ଚୀର‌ ଋଣୀ ।🙏🙏🙏🙏🙏🙏🙏🙏🙏🙏🙏🙏🙏🙏♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️
@prakasinidas8188
@prakasinidas8188 Ай бұрын
ଜୟ ଜଗନ୍ନାଥ ସାର୍,ପ୍ରଣାମ🙏🙏
@DhyanchandraNaik
@DhyanchandraNaik Ай бұрын
Thank & very thanks
@krushnachandrasenapati5519
@krushnachandrasenapati5519 Ай бұрын
Jay jagannath,🎉♥️♥️♥️🌷🌷🌷🙏🙏🙏🙏🙏🙏🙏🙏
@sibaprasadswain5060
@sibaprasadswain5060 Ай бұрын
Sir, Namaskar, Your opinion is true. There is no other way for a teacher.
@damodarasahu9395
@damodarasahu9395 Ай бұрын
Very Nice
@ananyasupreme5388
@ananyasupreme5388 Ай бұрын
ଅପ୍ରିୟ ସତ୍ୟ ,ସାର୍
@laxmidharamohapatra7344
@laxmidharamohapatra7344 Ай бұрын
ସମସ୍ତେ ସିଦ୍ଧାନ୍ତ ଭିକ୍ତିକ ପାଠ ପଢାକୁ ଅତି ଗୁରୁତ୍ୱ ସହକାରେ ନେଉଛେ କିନ୍ତୁ ଆମେ ଯଦି ଏହାକୁ ବ୍ୟବହାରିକ ଭାବେ ଗ୍ରହଣ କରି ପିଲାମାନଙ୍କୁ ଶିକ୍ଷା ଦାନ କରିବା ତେବେ ପିଲାମାନେ ଶିକ୍ଷାକୁ ଅତି ଯତ୍ନର ସହିତ ନେଇ ଭବିଷ୍ୟତରେ ଜଣେ ଉତ୍ତମ ନାଗରିକ ହୋଇପାରିବ।
@SaiRam-gy6il
@SaiRam-gy6il Ай бұрын
ଆଜ୍ଞା ନମସ୍ତେ। ନିରାଟ ସତ୍ୟକୁ ଆପଣ ଲୋକ ଲୋଚନକୁ ଆଣିଛନ୍ତି।ଆମରି ଶିକ୍ଷା ବ୍ୟବସ୍ଥାର ନଗ୍ନ ରୂପର ଆପଣ ପରଦା ଫାସ କରିଛନ୍ତି।
@PrafullachDas-n6c
@PrafullachDas-n6c Ай бұрын
ନମସ୍ତେ ଆଜ୍ଞା , ନବୀନର ଏ ନବନାଟକ ଆମ ସାଧାରଣ ଜନତା ବୁଝିବି ବୁଝିପାରିଲେ ନାହିଁ । କାରଣ ଯେଉଁ ଶାସକ ଶାସିତର ଭାଷା କହିବା, ବୁଝିବା,ପଢିବା ଏବଂ ଲେଖିବା ପାଇଁ ଅଯୋଗ୍ୟ ସେ ବା କଣ ଜାଣିବ ଓଡ଼ିଆ ଭାଷାର ଦୁର୍ଗତୀ ?ପୁଣି ସମ୍ଭ୍ରାନ୍ତ୍ର, ସରକାରୀ କର୍ମଚାରୀଙ୍କ ପିଲାତ ଏ ସର୍ବାଳୟରେ ପଢୁ ନାହାନ୍ତି ସେମାନେ କାହିଁକି ବା ଏନିମନ୍ତେ ଏତେ ଭାବିବେ । ବିଭିନ୍ନ ମାଧ୍ୟମରେ ସରକାର ଓ କର୍ମଚାରୀ ମାଲାମାଲ୍ ହେଲେ ଶିକ୍ଷାକୁ ସ୍ବର୍ଗକୁ ପଠାଉଛନ୍ତି l
@singerrajeshofficial4065
@singerrajeshofficial4065 Ай бұрын
Right sir
@bhagyalatapanda2910
@bhagyalatapanda2910 Ай бұрын
Jay jagannath 🙏🏻🙏🏻100%r8 sir
@swagatikakumari359
@swagatikakumari359 24 күн бұрын
Sir thik katha kahuchanti apana. Aaj kali na patha ra na teacher nka saman achhi. Athi pain gharu gharu parents sachetan haba darkar.
@GouthamR-jy7ux
@GouthamR-jy7ux Ай бұрын
Jay Jagannath 🙏
@bismayamohanty6889
@bismayamohanty6889 Ай бұрын
Namaskar sir, Apriya sata katha. Mu dekhichi, jane jhia jie 9th class re padhuchi, se aadhaar centre ku asithila kichhi kama paain, kichhi kama paain tanku aadhaar card pachhare lekha thiba odia padhibaku kuhagala. Ati dukhara katha, se pila ti odiare lekha thiba nirdesabali ku padhi parilani ebam manila je mu odia padhi paribini. Mu upastita thili, e ghatana mote bahut marmahata karithila. Mu bhabuthili ama bhabisyata kou batare jauchi!!!!!!
@NrusinghaCharanRatha
@NrusinghaCharanRatha Ай бұрын
ହାଇବ୍ରିଡ ଶିକ୍ଷାବିତ, ଶିକ୍ଷାଧିକାରୀଙ୍କୁ ବିଚାର କରିବା ଉଚିତ, ପିଲାଟିଏ ଯେଉଁ ଶ୍ରେଣୀରେ ଯେତିକି ବିଦ୍ଯା ଆହରଣ କରିବା କଥା,ତାକୁ ହାସଲ କରିବା ଗୁରୁତ୍ୱପୂର୍ଣ୍ଣ ନା ଚାପମୁକ୍ତ ରହିବା ଗୁରୁତ୍ୱପୂର୍ଣ୍ଣ ? ଦିଅଁ ଗଢ଼ୁ ଗଢ଼ୁ ଏମାନେ ଯଥେଷ୍ଟ ବାନ୍ଦର ସୃଷ୍ଟି କରି ସାରିଲେଣି ।
@swapneswarpradhan-j5y
@swapneswarpradhan-j5y Ай бұрын
🙏
@staywithsunil3201
@staywithsunil3201 Ай бұрын
🙏🙏🙏
@MrAswin1
@MrAswin1 Ай бұрын
In 1990, I completed 19th, my math _Guru used to encourage me to teach the whole 19th class each math problem on the black board after class hours.
@pravaschandrabehera4356
@pravaschandrabehera4356 Ай бұрын
Pura sata katha sir
@LAXMANCHANDRASASAMAL
@LAXMANCHANDRASASAMAL Ай бұрын
ତୃତୀୟ ଶ୍ରେଣୀ ରୁ ପାସ୍ ଫେଲ୍ ରଖୀବା ଉଚିତ୍
@RupNarayanMajhi
@RupNarayanMajhi Ай бұрын
କଥାରେ ଅଛି, ଶହେ ମୂର୍ଖ ଲୋକଙ୍କ ଅପେକ୍ଷା ଗୋଟେ ଜ୍ଞାନୀ ଲୋକ ସବୁବେଳେ ମୂଲ୍ୟବାନ । ଏବେ quantity କୁ ବେଶୀ ଗୁରୁତ୍ଵ ଦିଆ ଯାଉଛି,quality କୁ ନୁହଁ । ଚୀନ ଆଉ ଭାରତର ଜନସଂଖ୍ୟା ସମାନ ଥାଇ ବି ଆଜି, ଭାରତ ଅନେକ କ୍ଷେତ୍ର ରେ ଚୀନ ଠାରୁ ପଛରେ ।
@trilochanpatnaik6321
@trilochanpatnaik6321 Ай бұрын
ରେଜଲ୍ଟ ଘୋଷଣା କରି ବାକୁ ଯେଉଁ ମନ୍ତ୍ରୀ ଯାଆନ୍ତି ସେମାନଙ୍କ ମୁହଁରେ ଲଜ୍ୟା ନାହିଁ ବୋଲି ଭାବିବାକୁ ହେବ।
@niranjandas1941
@niranjandas1941 Ай бұрын
Govt eithi pain dayee. Ama pila sabu jagare pachhua.
@alamanising7395
@alamanising7395 Ай бұрын
Chhua sabu bahuta garibo gharu asonti sethi tanko podha dekhibo kie, 5th class jae chua mature heino thanti jodi fail hela aau sie podhibaku echha karibani, sarakar chanhun thile pila sabu school jantu. Kichhi kichhi bholo chhua saha misi agaku sethi sie kichhi to sikhibo. Emiti rebi school chhadiba apekshya jiba hin bholo. Private school bholia tanku kehi dekhibara nahi ki, kahibara nahi .school level re Fail hele chhua sabu school chadibe nohele suicides karibe, jouta paper rebi bahare. Aau se jugo nahi, aji kalika chhua ro mono bhari durbol.patha chhadiba apekshya school level re pass habata bholo.
@TapasPatra-n8p
@TapasPatra-n8p Ай бұрын
ଆଜିର ସରକାର ଲୋକଙ୍କ ପାଖକୁ ଆସନ୍ତୁ, କୁହନ୍ତୁ ସବୁକଥା ଓ ସମସ୍ୟା ଯେଉଁଟା ଠିକ୍ ତାକୁ ଲୋକେ ନିସ୍ଚୟ ଗ୍ରହଣ କରିବେ , ନ ହେଲେ ସରକାର ପରିବର୍ତ୍ତନ ହେଉନଥାନ୍ତା ।କେବଳ ନିଷ୍ଟା ଦରକାର। ଓଡ଼ିଶାର ପ୍ରତ୍ୟେକ ଖୁସିରେ ରହିଲେ ଓଡ଼ିଶା ର ଉନ୍ନତି ହେବ ଓ ମହାପ୍ରଭୁ ଖୁସି ହୋଇ ଆନନ୍ଦିତ ହେବେ ।
@binodbiharisamantaray3976
@binodbiharisamantaray3976 Ай бұрын
ଓଡ଼ିଶା ର ସମସ୍ତ ସଚେତନ ନାଗରିକ ଜାଣିବା କଥା ଓଡ଼ିଶା ବାସ୍ତବ ଶିକ୍ଷା ଅବସ୍ଥା ।
@Sahoo.odia.vlog.
@Sahoo.odia.vlog. Ай бұрын
ଏଥର ମାଟ୍ରିକ ପରୀକ୍ଷା ରେ ଡିଭିଜନ ହେଉ pass fail ରଖାଯାଉ ତେବେ ଭଲ ହେବ
@BiswaranjanBehera-kn4wx
@BiswaranjanBehera-kn4wx Ай бұрын
Danybada sar.ebe pathara mana rate nimmna helani gote matriki pilaku28re 2 Ramana kete kahiparunahi, 5ku bada kahi chi
@ramajrusikaproduction7889
@ramajrusikaproduction7889 Ай бұрын
ଆପଣଙ୍କ ପରି ଆଉ 10ଜଣ ବହାର୍ନ୍ତ୍ତୁ
@satyanarayanprasadnayak4505
@satyanarayanprasadnayak4505 Ай бұрын
ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ?ଆମ ରାଜ୍ୟର ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାର ଏକ ନିଛକ ପ୍ରତିଛବି ଆପଣ ଉପସ୍ଥାପନ କରିଛନ୍ତି I
@drawingweb7649
@drawingweb7649 Ай бұрын
ପୁରା ଠିକ କଥା କହୁଛନ୍ତି ଆପଣ
@futuric9474
@futuric9474 Ай бұрын
ସେତେବେଳେ ଚାପ ଯୁକ୍ତ ହୋଇ କଣ ଭାରତ କୁ ଦେଭୋଲପ କରିଦେଇଚାକି।
@surendrakumarparida3377
@surendrakumarparida3377 Ай бұрын
Only appointment of teachers not training
@collegenewsodisha9065
@collegenewsodisha9065 Ай бұрын
Mun Jane university faculty. Ama pakhaku asuthiba aneka +3 students pura bakya re uttara dei paranti nahin. Na odia re bhala bhabare katha hei paruchanti,na engraji re, na Hindi re. Many students don't have creative writing skills. All are dependent on chatGPT
@ParabirPanda-to3rh
@ParabirPanda-to3rh Ай бұрын
Odisha is in poverty.Why?
@ournewsource
@ournewsource Ай бұрын
ଆପଣଙ୍କୁ ପ୍ରଣାମ ତଥା ସାଧୁବାଦ୍ ଆଜ୍ଞା।ବର୍ତ୍ତମାନ ର ଶିକ୍ଷକ ସମାଜ ପୁରା ନିଦା ବିଷ୍ଣୁ। କୌଣସି ଶିକ୍ଷକ ଙ୍କ ଠାରୁ ସେମିତି କିଛି ଶିଖିଲା ଭଳି ବ୍ୟକ୍ତିତ୍ୱ କୁ ସେମାନେ ନିଜ ଭିତରେ ଲୁଚେଇ ,ଚାଲିଲା ଶଗଡ଼ରେ ହାତ ମାରି ଠେଲିଲା ଭଳି ଠେଲୁଛନ୍ତି ।
@swagatikakumari359
@swagatikakumari359 24 күн бұрын
Ebe khali nua plan process re dina saruchhi teacher nkara kintu patha ghara suna
@birakishoresahoo3080
@birakishoresahoo3080 Ай бұрын
Pranam .Janasadharana bujhibe ki nahin.Magana khia re mana.
@PramilaJena-xh8ci
@PramilaJena-xh8ci 28 күн бұрын
Pratam। Kam। Pilanknu। Murkha। Kari। Asram। Ku। Chada। Tapare। Maa। Bapa। Samane। Chini। Pare। Be। Pratham। Maa। Bapa। Kharap
@AmulyaRoutray
@AmulyaRoutray Ай бұрын
Yeh to pole khul rahe Hain...😂😅
@binodinibiswal1622
@binodinibiswal1622 Ай бұрын
Ama odia loka ta khali magana khaibaku anei basichanti.....sikhya bebasta juade jauchi jau.......
@sailabalabarik4909
@sailabalabarik4909 11 күн бұрын
Copying my writings is distribution now's hahahaha so removed the examination from the school so at first know about it's then the exam of children
@ranjanasahu156
@ranjanasahu156 Ай бұрын
Semane kana patho padhi neta haechanti?kahiki patho prati gututyo debe.sae pila dene neta hebe😂😂😂
@ashokkumarmoharana7946
@ashokkumarmoharana7946 Ай бұрын
If U R so dissatisfied to education system, why did u accept SAHIRYA ACADEMI AWARDS ? Why did not u protest . ନା," ମିଳୁଛି , ଚୁପରହିବା । ମିଳୁନି , ଗର୍ଜନ କରିବା । Hypocrite !
@kamakshyaprasadsahu6223
@kamakshyaprasadsahu6223 Ай бұрын
Chata,juta, vata bantile, vote paele,teacher kana darakar
@alamanising7395
@alamanising7395 Ай бұрын
Chhua sabu suicide kale sethi paain se patho podha sahaja kale
@monalisabehera4910
@monalisabehera4910 Ай бұрын
It's very sad that you have very less no. Of views on this video but actually it should seen by millions. There some video they speak random do stupid things still have millions of views Such a pathetic things
@arunjena7757
@arunjena7757 Ай бұрын
You are absolutely right sir
@PinklinSahoo
@PinklinSahoo Ай бұрын
🙏🙏🙏
Every team from the Bracket Buster! Who ya got? 😏
0:53
FailArmy Shorts
Рет қаралды 13 МЛН
Every team from the Bracket Buster! Who ya got? 😏
0:53
FailArmy Shorts
Рет қаралды 13 МЛН