patnagarh newsଧୁମାଭଟା ବୀଣାପାଣି କଲେଜ୍ ର ଭାଇରାଲ ହେଉ ଥିବାର ଭିଡିଓ ବାବଦ୍ ରେ କାନା କହୁଛନ ପ୍ରିନ୍ସିପାଲ ଆଜ୍ଞା।

  Рет қаралды 157,632

MOR SAMIYA

MOR SAMIYA

Күн бұрын

ଅଧିକା ଯାନବାର୍ ଲାଗି ଆଉ ଆମର ସାଙ୍ଗେ ଯୁଡ଼ି ହେବାର ଲାଗି ଅମକେ CONTACT କରି ପାରବେ
👇🏻👇🏻👇🏻
ଆମର FACEBOOK PAGE -www.facebook.c...
ଆମର INSTA PAGE - ...

Пікірлер: 337
@BagInformationWorld
@BagInformationWorld Жыл бұрын
ରିପୋର୍ଟର ଆଜ୍ଞା ବାଛି ବାଛି ପ୍ରସଙ୍ଗ ଆଣୁଛନ, ସେଥିର ଲାଗି ବହୁତ ବହୁତ ଧନ୍ୟବାଦ l ପ୍ରସଙ୍ଗରେ ଦମ ଅଛେ l
@krupasinghpatra2906
@krupasinghpatra2906 Жыл бұрын
ଭଷ୍ଠାଚାର ବିରୋଧରେ ଏନ୍ତା ଖବର ମନେ ପ୍ରସାରିତ କରୁନ ବହୁତ ଭଲ ହେବା Tq sir
@mukeshbariha2015
@mukeshbariha2015 Жыл бұрын
କଲେଜ ରେ ପାଠ ପଢ଼ୁ ଥିବା ଛାତ୍ର ମନ୍ କେ କେବେ ବି ଲାଜ୍ ନି ଲାଗେ ହେଲେ ପ୍ରିନ୍ସିପାଲ୍ ଆଜ୍ଞା କେ ଲାଜ ଲାଗ୍ ବାର୍ କଥା କେ ଯେ ନା ପ୍ରିନ୍ସିପାଲ ଆଜ୍ଞାର Response ବଳି କିଛି ନାହିଁ ଆଉ ଖାଲି ଆସି କରି Chair ରେ ବସି ଦେଲେ ଦେଶ୍ ର ଭବିଷ୍ୟତ ହେଇ ଯିବା ଭାବୁଥିବେ। ଉଚିତ୍ ନ୍ୟାୟ ଦିଆ ଯାଉ Principal କୁ। ଜୟ ଭାରତ ମାତା କି 🙏🙏🙏☝️
@kanaka9052
@kanaka9052 Жыл бұрын
The best reporter ,have special quality ,.may God full fill his all desire.
@saratkumarbanchhor90
@saratkumarbanchhor90 Жыл бұрын
ଧୁମାଭଟା କଲେଜ୍ ଟା ଗୋଟେ ଶିକ୍ଷା ଦାନର ସ୍ଥଳ କି ମଜାକ କରି ଦେଶର ଭବିଷ୍ୟତ କେ ନଷ୍ଟ କରୁଥିବାର ଗୋଟେ ଆର୍ଡା ଆଏ । ପ୍ରିନ୍ସିପାଲ୍ ମହାଶୟଙ୍କୁ ଟିକେ ଲାଜ ଲାଗବାର୍ କଥା ଯେ ତାଙ୍କର ଅଧିନସ୍ଥ ଶିକ୍ଷା କ୍ଷେତ୍ର କେତେ ଛତରା ଆଏ ।
@mamatabhati705
@mamatabhati705 Жыл бұрын
Aka dammm chup rahun
@trinathbehera520
@trinathbehera520 Жыл бұрын
ବଲାଙ୍ଗୀର ର 2 ନୁମ୍ବର ମଣିଷ କୋଶ୍ୟପ ରିପୋଟର ଭାଇ
@anandakumarthapa6945
@anandakumarthapa6945 Жыл бұрын
ଇ ପ୍ରିନ୍ସିପାଲ୍ ଆଜ୍ଞା ବି ହେ ଟାଇମ ରେ ଉପସ୍ଥିତ ଥିଲେ ଆଉ ଭଲ ଭାବେ ଜନିଛନ ବାକି କଥା ଇଟା ଆଏ ହେ ସ୍ଲୋଗାନ ଦେଲା ବେଲେ କିଏ ଗୋଟେ ଭିଡିଓ ବନାଇ କରି ଭାଇରାଲ କର୍ବା ବୋଲି ନି ଜାଣି।
@BijayBhue-mj7ik
@BijayBhue-mj7ik Жыл бұрын
😊thanks
@kapilasmahakur8371
@kapilasmahakur8371 Жыл бұрын
Viral nei heithile b kihe nei jaanle b, tumar man manku desha prati entta bhabana achhe, bahutt dukhar katha
@satyanarayanbag8704
@satyanarayanbag8704 Жыл бұрын
Principal ku dissmiss karajau
@jagannathmahananda3303
@jagannathmahananda3303 Жыл бұрын
ଦେଖୁନ୍ ସାର ଯିଏ ଯାହା ବି କହୁ ଆପଣଙ୍କ ରିପୋଟିଙ୍ଗ No.1
@rohitchhatria5041
@rohitchhatria5041 Жыл бұрын
ସବୁ ମାଗିହା ପିଲା ମାନଙ୍କୁ ଜେଲ ରେ ଭର୍ତ୍ତି କରା ଜଉ
@malayabiswal3391
@malayabiswal3391 Жыл бұрын
ଭର ମାଗିହା କୁ ଜେଲରେ
@pratapshabar6925
@pratapshabar6925 Жыл бұрын
Tumar Katha bahut bhal lagla da
@IsraelChhatria-wz7we
@IsraelChhatria-wz7we 6 ай бұрын
Good news....!!
@devkirti860
@devkirti860 Жыл бұрын
Principal ର କାପୁ ନୀ ଫିଟିବାର😅
@namitasambalapurivlog77
@namitasambalapurivlog77 Жыл бұрын
Good job ଭାଇ 👍ଆଜିକାର୍ ପିଲା ଛୁଆ ମାନେ ସବୁ ପାଣି ରେ ଉହୁଲିବେ 👍
@ps_official6197
@ps_official6197 Жыл бұрын
ସତ୍ କଥା...
@kdc898
@kdc898 Жыл бұрын
ସେ ଦିନ ଅପେକ୍ଷା ଆଜି ର news ଭଲ ଅଛି
@Pintu-xx
@Pintu-xx Жыл бұрын
ସରମ୍ ଲାଗୁରେ ମୂର୍ଖର ଗୁଡାକ ମାନେ କଲେଜ୍ ପଢୁଛ ଯେ ? ଜୟ ହିନ୍ଦ୍ 🇮🇳 🫡
@mamatabhati705
@mamatabhati705 Жыл бұрын
Are bhai seta last time re entertainment
@milansuna2355
@milansuna2355 Жыл бұрын
Right Sir kichi action nema sir
@VijayBishi-p5v
@VijayBishi-p5v 9 ай бұрын
Bahut dhanybad sir
@dashmanoj3090
@dashmanoj3090 Жыл бұрын
Samaj Sudhariba Pain Mor Samiya Bhala news Sabu Lokanka Pakhare Upasthan KARUCHHE. AOU UPASTHANA SAILI BHI BHAINKAR 1 NO. HEUCHE . DHANYABAD
@ranjitking9314
@ranjitking9314 Жыл бұрын
ପ୍ରିନ୍ସିପାଲ୍ ସାର୍ ଆପଣକୁ ତମର୍ ଚଉକି ପଛ ଆଡୁ ନମସ୍କାର ତମେ କେନ ସୁଇଥିଲ ସାର୍ ଇ ଜେନ୍ ନାରା ଦେଲା ଵେଲେ ଆଉ କେନ୍ ତମର ବହି ରେ ଲେଖା ଅଛେ ଜେ ପାର୍ବତୀ housband ପାରକେରେକା ଵଲି ହୋ ଆଉ ତମେ ଜେନ୍ ପ୍ରକାର ଵାଇଡ୍ ଦଉଛ ସତେ ଜେନ୍ତା ତମେ ହଁଉଛ ଶିକ୍ଷା ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେମା ଵଲି କହୁଛ ଲାଜ୍ ସରମ ଟିକେ ଟିକେ କର ଆଉ ପିଆ ଖିଆ ଅଭ୍ୟାସ ଅଛେ ଵେଲେ ବନ୍ଦ୍ କରିଦିଅ
@NityarupaYadav-if2br
@NityarupaYadav-if2br Жыл бұрын
Sir ଆପଣ ବଲାଙ୍ଗୀର ରେ ଯାହା ପଚାରି ଥିଲେ ତାହା ସଂପୂଣ୍ଣ ଉଚିତ... ଆପଣଙ୍କୁ ଆମେ ସପୋର୍ଟ karuchu ଯଉ ପିଲା ମାନେ ଆପଣଙ୍କୁ ଗଲତ କହୁଛନ୍ତି ସେମାନେ କିଛି ସତରେ ଜାଣି ନାହାନ୍ତି ଦୁନିଆ କେତେ ଆଗକୁ ଗଲାଣି.. And ସେମାନେ କେତେ ପାଛରେ ଅଛନ୍ତି ଏବେ ମଧ୍ୟ
@abhishekselma2747
@abhishekselma2747 Жыл бұрын
1 number kam dada enta sabu kam re abaj uthabar lagi public k sachetan kara
@hrudanandasagria227
@hrudanandasagria227 Жыл бұрын
ଟୁକିଲ ଚକର୍ ରେ ପଡ଼ ଆରୁ ଧର
@sushilsaraf550
@sushilsaraf550 10 ай бұрын
👍👍👍👍👍👍👍👍
@chb6370
@chb6370 Жыл бұрын
Best reporter bro
@PabitraSahu-it3fy
@PabitraSahu-it3fy Ай бұрын
ସାର ଆପଣ ଧନ୍ୟ ବାଦ 🇮🇳🇮🇳🇮🇳
@BabluGahir-j5y
@BabluGahir-j5y Ай бұрын
ହେମାନେ କାନା ଶିକ୍ଷା ଦେବେ ଭାଇ ସେ ଯୋଗ୍ୟ ନାଇସେ lekachar ହେବାର ସେ ପାଠ ନାଇଁ ପଢ଼ିତ ଅଯୋଗ୍ୟ ଏ
@nvshoppeodisha5293
@nvshoppeodisha5293 Жыл бұрын
Good dada , mor samiya channel, enta sabu society k awareness kari chala
@rabibhue335
@rabibhue335 Жыл бұрын
No1 ripoting
@Sambalpurigatha
@Sambalpurigatha Жыл бұрын
Good INFORMATION
@jibitpadhan958
@jibitpadhan958 Жыл бұрын
Good jay shre ram .jago hindu jaga o
@tusharsenapati7088
@tusharsenapati7088 Жыл бұрын
Lol
@samalpuridesinaturalvideo9184
@samalpuridesinaturalvideo9184 Жыл бұрын
ହେନୁ college k ଉଠାଇ ଦଉନ
@sscreation137
@sscreation137 Жыл бұрын
VDO ଟା ପୁରା ଦେଖାଯାଉ ସେ ବୋଧେ ଭାଷଣ ସମୟରେ କାଳେ ଏହି ନାରା ଉଦାହରଣ ଦେଇଥିବେ
@prasantaku.tripathy665
@prasantaku.tripathy665 6 ай бұрын
ପାର୍ବତୀ Husband ବୋଲି କେନ ନ ଲେଖା ଅଛେ କେ ଅଷ୍ଟାଦଶ ପୁରାଣ ଖୁଜୁନ ତ ଆଜ୍ଞା?
@papakiladlygungun9375
@papakiladlygungun9375 Жыл бұрын
Fast step Principal ke Suspend kara jau
@mraniketstatus8424
@mraniketstatus8424 Жыл бұрын
College ta bhal aache 😊 bake kete ta teacher mane bekar achan but kete ta teacher lage college ke judgement kar bar ta kharap ye 🙏
@ps_official6197
@ps_official6197 Жыл бұрын
Bharat maa ke ijat kara bo August 15 jen dine Bharat swadhin hei thila Ebe Jete Collage jau chhan line marbar chakar re jau chhan Sudhri ja bo
@ranjitking9314
@ranjitking9314 Жыл бұрын
ରିପୋର୍ଟର ଦାଦା ବହୁତ୍ ଦିନୁଁ ମୋର୍ ସମିଆ ନ୍ୟୁଜ ଦେଖି ଆସୁଛେ ତମେ ସଵୁ ବେଲେ ଜିରୋ ଗ୍ରାଉଣ୍ଡ କେ ଜାଇକୀ ଵାଇଡ୍ ନଉଛ ମତେ ବହୁତ ଖୁସି ଲାଗସି ଆଉ କେନ୍ କନିଆଁ ଜଦି ତମର୍ ବିରୋଧ ରେ କାଣା କହେଵା ମତେ କହେଵ ବଲାଙ୍ଗିର ଭାଗିରଥି ଛକ୍ କେ ଆନି କରି ନଙ୍ଗଲା କରି କରି ପିଟାହେବା
@krushnabag7862
@krushnabag7862 Жыл бұрын
Apanankar reporting ta bahut Sundar lagsi actually sarkar k chetabar lagi enta reporter darkar jahar ki bilkul dar nai thiba. Western odisha ra Manish kashyap bhalia lagsi. Agke b bhrastachar au corruption k pardafas karbar k apankar bhumika bahut raheba boli mor asa. Thanks brother 🙏🙏🙏
@GamerDavid-fz4ix
@GamerDavid-fz4ix Жыл бұрын
Right
@BagInformationWorld
@BagInformationWorld Жыл бұрын
ଆପଣଙ୍କର ପ୍ରସଙ୍ଗରେ ଦମ ଅଛେ ରିପୋର୍ଟର ଆଜ୍ଞା
@rahulofficialforu4561
@rahulofficialforu4561 Жыл бұрын
Bahut badhia repoter enta repoter darkar 👌👌👍👍
@samalpuridanda5605
@samalpuridanda5605 Жыл бұрын
ଯେଭୁଳ କରିସି ତାହାକେ ଭଳ କରୁନ ସାର ଗୁଟେ ଭିଉ ଲାଗି ବରବାଦ ନେଇ କରୁନ ସାର ଯଦି ଭୁଳ କରିଛନ ତାହେଳେ ସ୍ଳୋଗାନ ଦେଉଛନ ତାକର ଠାନୁ ପ୍ରତିକ୍ରିୟା ନେଉନ ଜଣାପଡବା
@SubhamKumar-ns2mp
@SubhamKumar-ns2mp Жыл бұрын
Se sir ta nai jani vel se time re j muin i jaga re aajir valia din re E jinish guda nai kahe bali aji kali mobile ra jamana sabkar hate mobile a6e ki6i kharap jinish dekhle log vdo banei kina viral kari dau6an bali janbar katha kini aau jadi enta jinish manku step nei nia jiba bele E jinish guda aagke aau badhi tel jiba jenta ki aamar samkar lagi val nuhese mor katha ta bujhi paru thiba gute reportet ra lagi aji kali kete jinish samna k aasi paru6e bodhe tume nai jani
@samalpuridanda5605
@samalpuridanda5605 Жыл бұрын
ଆମେ ନେଇ ଜାନବାର ସାର ଆପଣ ଜଣାଲେ ଯେ ଜାନନୁ
@SubhamKumar-ns2mp
@SubhamKumar-ns2mp Жыл бұрын
@@samalpuridanda5605 jani parla bele bhal katha
@shikshahisamadhan
@shikshahisamadhan Жыл бұрын
❤️ your work
@rameshs1972
@rameshs1972 Жыл бұрын
Desh Drohi pagal mastar, phasi Debarkatha
@GiridhariKumbhar-vp3nn
@GiridhariKumbhar-vp3nn Жыл бұрын
......Nice report
@karannandaofficialkno8769
@karannandaofficialkno8769 Жыл бұрын
Very nice she manku case heba katha aru college Banda heba katha
@prahalladmajhi7041
@prahalladmajhi7041 Жыл бұрын
ମିଡ଼ିଆ ବାଲେପାଗଲ ହେଇଯାଉ ଛନ l ହଇରେପିଲେ। ଇଟା ଶ୍ରାବଣ ମାସ ଆଏ ଯାହା b କହୁଛନ ଠିକ୍ ଆଏ,ଭଗବାନଙ୍କ ଆଶ୍ରିବା ଦ v ta ଆମର ଉପର ଥିଲା ବଳି ଭାରତ ସ୍ଵାଧୀନ ହେଇଛେ l ମୋର ମତରେ ମିଡ଼ିଆ ବାଲେ ଫୁଲ ପାଗଳ ଆଏ ଇଥି ସ୍କୁଲ, କଲେଜ୍ ର teacher ମlନ୍ ଙ୍କର୍ କିଛି ଭୁଲ ନାଇ ନ l ଯେହେତୁ ମିଡ଼ିଆ ତ ଆମକୁ time ni ଦେଖାବାର l 8 -45 ରୁ 9 ବଜେତକ ହିଁ ଠିକ୍ time l
@milansuna2355
@milansuna2355 Жыл бұрын
Ita gute ta au badapagala
@milansuna2355
@milansuna2355 Жыл бұрын
Itar ta au gute bad muruk bo
@RajputRahul-bd5fr
@RajputRahul-bd5fr Жыл бұрын
Tui jai tilu ke IND ra lagi jiba9 dei thilu k
@allinoneentertainment2767
@allinoneentertainment2767 Ай бұрын
Haere murukh.. bhagwan ra naa nebar ta ... Au bhagwan ra mazak banabar ta duita alga katha . Jenta tui tor maushi k maa balbar, au tor bapar buhen k maa balbar.. duita saman katha nuhese... Henta . Bhagwan thile bali desh swadhin nai hei .. bhagwan Khali desh ra nuhe...se pura brahmand ra duniya ra lagi bhagwan ae... . Bodhe bhagwan ra naa re ganjei Mari Kari... Kahuchu kaen se
@rdxskgemer2656
@rdxskgemer2656 26 күн бұрын
😅😅😅
@nibashsahu8145
@nibashsahu8145 Жыл бұрын
Bht vl aggke badhi chala daa 1 number
@arguesnews9115
@arguesnews9115 Жыл бұрын
Sabu college k tk tk visit kara aar students mankar knowledge test kara
@surjitbhoi736
@surjitbhoi736 Жыл бұрын
ହେ ସବୁ ପିଲା କେଁ ଗଞ୍ଜେଇ ପିଆ ଶିଖବା, କିଛି ବଡ଼ କଥା ନିଁସେ........
@sanjeevdash1287
@sanjeevdash1287 Жыл бұрын
ଧନ୍ଯବାଦ ସେ ବ୍ଯକ୍ତି ମାନଙ୍କୁ ଏମିତି ଦେଶଦ୍ରୋହୀ କାର୍ଯ୍ଯ କରୁଥିବା ଲୋକମାନଙ୍କୁ ଜେଲ ଦଣ୍ଡ ଅନିବାର୍ଯ୍ୟ।
@binodmeher588
@binodmeher588 Жыл бұрын
Take action against principal
@RajputRahul-bd5fr
@RajputRahul-bd5fr Жыл бұрын
Dhumabhata ra principal muruk ta ❤❤❤❤❤
@mamatabhati705
@mamatabhati705 Жыл бұрын
Kana Bhai tumar college ra principal bahut egucattet k
@rabinarayanswain2985
@rabinarayanswain2985 Жыл бұрын
E college ra principal gaon meeting kari selection karichan. Sethir lagi nei jani padbar
@movie8288
@movie8288 Жыл бұрын
Bahut badiyaa nibesh dada.....
@gajendramajhi9529
@gajendramajhi9529 Жыл бұрын
Lajya ra katha sir kebi laj lagiba katha axsan neba katha very good bro
@balajinaik9195
@balajinaik9195 Жыл бұрын
ମଦ ଯଦି ଖରାପ ତାହେଳେ କାହିଁକୁ ବିକୁଛ
@dharjyadharmajhi8816
@dharjyadharmajhi8816 Жыл бұрын
ତତେ କେନ କହେଲା ରେ ବେଡା ମଦ୍ ଖରାବ ବଲି ଇଟା ସ୍ୱାଧୀନତା ଦୀବସ୍ ଦିନେ । ବୋଲ ବୋମ ର କଥା ପଡ଼ିଛେ
@basudevjagadalla8664
@basudevjagadalla8664 Жыл бұрын
pibar lagi ho na hele kandha kar san kaha hele entha na i karan
@malayabiswal3391
@malayabiswal3391 Жыл бұрын
ତମେ ମାନେ ପି କରି ମରବ ବଲି ବିକା ହ ଉଛେ ବୋ
@BhujaUrmal
@BhujaUrmal Жыл бұрын
*କଠୋର ନୁ କଠୋର ଦଣ୍ଡ ଦୀୟାଯାଉ*
@rabidharua2235
@rabidharua2235 Жыл бұрын
Good reporting
@arguesnews9115
@arguesnews9115 Жыл бұрын
Thank you so much.... media
@nareshnag9651
@nareshnag9651 Ай бұрын
ଯାହାବି କରିଛନ ଠିକ୍ କରିଚନ ଆମେ ହିନ୍ଦୁ ଧର୍ମ ଲୋଗ ଭାଇ ଭଗବାନ ର ନା ନେଇ ନେମୁ ତୋ କାହାର ନା ନେମା
@user-iy1jv3xb3h
@user-iy1jv3xb3h Жыл бұрын
Dabi kara🇮🇳 Bharat Mata Ki🇮🇳 🙏🙏dada
@ALL_VIDEOEDITOR
@ALL_VIDEOEDITOR Жыл бұрын
JIA BHI HAU SEMAN KE SAJA MILU 🇮🇳JAY HIND 🙏❤️🇮🇳
@mmahadevsingh4295
@mmahadevsingh4295 Жыл бұрын
Jay vigyan..jay Bhim..jay Bharat..
@milansuna2355
@milansuna2355 Жыл бұрын
Jay bhim
@imthefailure9328
@imthefailure9328 Жыл бұрын
​@@milansuna2355jai shree ram 🙏🙏🙏
@drnrajput
@drnrajput Жыл бұрын
Jai mahakal
@ajittandi2713
@ajittandi2713 Ай бұрын
ଦାଦା ଯାହା ହେଇଛେ ପୁରା ପୁରୀ ହିସାବେ ବହୁତ ସୁନ୍ଦର ହେଇଛେ.... ଦେଶ ସ୍ୱାଧୀନ କେଭେ ହେଲାନ ଯେ ମଜାକ ନେ ଉଡାବେ ଯେବେ ଦେଶ ସ୍ୱାଧୀନ ହେବା ତେବେ ପତାକା ର ଇଜତ କରାହେବା....
@newideas4039
@newideas4039 Жыл бұрын
I like mor samiya news channel❤❤❤
@sushant8260
@sushant8260 Жыл бұрын
Very good bhai Keep it up ❤❤
@manvrindavan4688
@manvrindavan4688 Жыл бұрын
Thik karichhan mahapurur krupa nu e desh Amar heilari ache au ame chhot ru bad heichhun Jay shiv shambhu🙏
@jubarajnaik-w5w
@jubarajnaik-w5w Жыл бұрын
Jay Ganesh baba
@surendradungdung6744
@surendradungdung6744 Ай бұрын
E principal ay lekin principul nina au e donation dei Kari principal haiche😅😅😅😅
@jagadishameher8932
@jagadishameher8932 Жыл бұрын
Good Bhagaban kn nadharichhan asubidha kana acch
@pksambalpuri3650
@pksambalpuri3650 Жыл бұрын
👍
@bhimasenswain1253
@bhimasenswain1253 Жыл бұрын
ହେ ଆଜ୍ଞାର ସାଙ୍ଗେ ସାଙ୍ଗେ ପ୍ରିନସିପାଲ କେ ବି immediate ସୁସ୍ପେଣ୍ଡ କରାଯାଉ ଆରୁ drastic ଆକ୍ସନ ନିଆଯାଉ... ହେ ଭଗବାନ, ଇ ମାନକୁ ସଦବୁଦ୍ଧି ଦିଅ ପ୍ରଭୁ.. ହାଏରେ ଦଇବ......
@dambrudharnag330
@dambrudharnag330 Жыл бұрын
ମୋର ମତରେ ଭଗବାନ ର ନାମ ଧରିବା ଭୁଲ ନୁହେ ଛୋଟ ଛୋଟ କଥାକୁ ନେଇ ବଦ ନାମ କରନ୍ତୁ ନାହିଁ ଯଦି ଭୁଲ କରିଛନ୍ତି ତେବେ କ୍ଷମା କରନ୍ତୁ ଛୋଟ କଥା କୁ ଆଗକୁ ନିଅନ୍ତୁ ନାହିଁ ତାଙ୍କ ପାଇଁ ମୁଁ କ୍ଷମା ମାଗୁଛି
@rajputrabi6212
@rajputrabi6212 Жыл бұрын
Right
@milansuna2355
@milansuna2355 Жыл бұрын
Munda re budhi achi ta ki murukha tia
@dambrudharnag330
@dambrudharnag330 Жыл бұрын
@@milansuna2355 ଯିଏ ବ୍ୟବହାର ଜାଣେନାହିଁ ଯିଏ ଧର୍ମ କର୍ମ ଜାଣେ ନାହିଁ ଯିଏ ସହିବାର କଥାକୁ ନ ସହିପାରେ ସିଏ ମୂର୍ଖ
@basantasinghmajhi209
@basantasinghmajhi209 Жыл бұрын
tar ne budhisudhi achhe ke nahe tar pila ene a chhe
@sashikanta7918
@sashikanta7918 Жыл бұрын
Murukh manku principal kale r Lagctur kale ta esab karbea knai j ke se ta swadhinata sangramee mankar naa nai jani so kana karba tenu kari siba parbati ke jahduche boli kahila
@kalpanakumbhar2679
@kalpanakumbhar2679 Жыл бұрын
Bahut dukhr katha ,e swadhin Bharat k anbar lagi kete jiban jaichhe r kete rakta r Nadi bahichhe j tar kalpana b ni Kari hue ,kintu bartaman ra new generation sehi balidan k tk samman badal re mazak banei dauchhe,😢😢
@jitendrasaraf440
@jitendrasaraf440 Жыл бұрын
Vairal Jia kariche Bhal kam karicha Good Job
@bikashnag1000
@bikashnag1000 Жыл бұрын
Henta masters manku chakri ne rakhle bhabisat re students mankar kanaheba. 😢😢😢
@Debarchansahu38
@Debarchansahu38 Жыл бұрын
Good job.. O my god
@BasantaChhatri-gf3qb
@BasantaChhatri-gf3qb Ай бұрын
Jete din bjp sarkar thibar tak henta chaluthiba kebhe nai badle Jay hind jay bharat
@pjshrivastav3664
@pjshrivastav3664 Жыл бұрын
M Also Dhumabhata Student M Feeling So Sad 😑😑😑😑😑😑😑😑
@DuryodhanBariha-cd1lf
@DuryodhanBariha-cd1lf Жыл бұрын
Right sir
@BikashYadav-jo2kp
@BikashYadav-jo2kp Ай бұрын
Right ❤👍
@bhagabanapatel8465
@bhagabanapatel8465 Жыл бұрын
Mor samiya the best news channel 🎉🔥👍
@biswamitrajal7413
@biswamitrajal7413 Жыл бұрын
ଦୁଷ୍ଟ ଲୋକ ମାନେ ହି ସେମିତି କେହି ଛନ ଦେଶ ଦ୍ରୋହି ମାନେ ସେ ମନେ
@ashwinidash3875
@ashwinidash3875 Жыл бұрын
କପି କରି ସବୁ ଚାକରି ପାଇଛନ ଜ୍ଞାନ ନାଇନ
@sambalpurionemedia6807
@sambalpurionemedia6807 Жыл бұрын
Niece video
@rahulbag2795
@rahulbag2795 Жыл бұрын
Bhal nara dia hei chhe
@swadhinputa9760
@swadhinputa9760 Жыл бұрын
Amar bolangir distic ra majak Karu chhu students mankar maja Karu chhu
@Karan_samblapuria
@Karan_samblapuria Жыл бұрын
Henta ticar manke nai rakha jibar Katha 😊😊😊
@pramodkudei9235
@pramodkudei9235 Жыл бұрын
Bahut bhal Kam karuch dada
@anitaagrawal9543
@anitaagrawal9543 Жыл бұрын
Jay Shri Ram
@hrusikeshmeher4162
@hrusikeshmeher4162 Жыл бұрын
Bharat ra 1 NO college
@deepushaan3293
@deepushaan3293 Жыл бұрын
Hasa lagila
@snbbariha251
@snbbariha251 Жыл бұрын
ମୋର ସମୀୟା ସବୁ ଥୀ ❤️ ଆବା ଊ ଠା ସି ଭଲ ବାକି ❤️ ମଜା କ୍ ନି କର ଭଲ ନି ସେ 👍 ପୁରା ନିନ୍ଦା 😮
@padmalochansahu5945
@padmalochansahu5945 Жыл бұрын
Tume odisha ra Manish kasyap aa ho Bhai
@lulupandit
@lulupandit Жыл бұрын
E ta 1 number kahela bhai ...education kn j ete tal k jauche ...j ....se ta b t k dekha . Au teacher recruitment re kn real re actually capability teache recruitment hauchan kn ...t k kaha
@Umesh....Majhi-23
@Umesh....Majhi-23 Жыл бұрын
Take Action Sir ....
@rabinarayanswain2985
@rabinarayanswain2985 Жыл бұрын
College ra principal bi murukh aia. Princilal ta panchahat na selection heiche
@arguesnews9115
@arguesnews9115 Жыл бұрын
I support you... media dada
@ajayadabaria4109
@ajayadabaria4109 Ай бұрын
School/ college me bhagwat Gita ka padhai hona chahiye,,
@bhaktameher4922
@bhaktameher4922 Ай бұрын
Sabu reporter nu jiti kari tume ho dada
@Mrindiantelentstar-pt4gk
@Mrindiantelentstar-pt4gk Жыл бұрын
Direct action sp sir please 🙏
@tilakaramajhi8154
@tilakaramajhi8154 Жыл бұрын
Bahut sundar sir
@mamatabhati705
@mamatabhati705 Жыл бұрын
Are bhai eta ta celebration sarla pare last time k entertainment lagi e sabu karagala
@ranjitking9314
@ranjitking9314 Жыл бұрын
Celebration sala ta thik achhe ken bahi re lekha a6e j selebration sale parbati padi parkereka bali kahesan
Watermelon magic box! #shorts by Leisi Crazy
00:20
Leisi Crazy
Рет қаралды 107 МЛН
Don't look down on anyone#devil  #lilith  #funny  #shorts
00:12
Devil Lilith
Рет қаралды 44 МЛН
Kluster Duo #настольныеигры #boardgames #игры #games #настолки #настольные_игры
00:47
Veer Surendra Sai Story !! Surendra Sai Sambalpur Story
18:34
DIBYABRAMHA PRODUCTION
Рет қаралды 233 М.
bhukha (ଭୂଖା )Odia Movie
1:51:57
Miʜiɿ ЯɒnႱɒn Ƨɒʜoo
Рет қаралды 1,3 МЛН
Watermelon magic box! #shorts by Leisi Crazy
00:20
Leisi Crazy
Рет қаралды 107 МЛН