No video

ଆଫଗାନିସ୍ତାନ ଗାଁ ରେ କଣ? ଖାଇବାକୁ ଦେଲେ || AFGANISTAN VILLAGE LIFE

  Рет қаралды 473,856

ମୁଁ TRAVELLER

ମୁଁ TRAVELLER

Күн бұрын

ଆଫଗାନିସ୍ତାନ ଗାଁ ରେ କଣ? ଖାଇବାକୁ ଦେଲେ || AFGANISTAN VILLAGE LIFE #mutraveller

Пікірлер: 769
@ajayakumarmohanty9582
@ajayakumarmohanty9582 8 ай бұрын
ଆଫଗାନିସ୍ତାନ ର ଗାଁ, କୃଷିକ୍ଷେତ୍ରର ପରିବେଶ, ଗାଁ ଲୋକମାନଙ୍କ ସହ ମିଶିବା , ମିଳିତ ଭାବେ ଭୋଜନ କରିବା ଇତ୍ୟାଦି ଦୃଶ୍ୟ ଅତ୍ୟନ୍ତ ଚମତ୍କାର ଆନନ୍ଦଦାୟକ ଲାଗିଲା। ଧନ୍ୟବାଦ।
@bikashbasantadas6767
@bikashbasantadas6767 8 ай бұрын
ଏଇଟା ହିଁ ପ୍ରକୃତ ଆଫଗାନିସ୍ତାନ । ଲାଇଫ ଷ୍ଟାଇଲ ଦେଖି ଖୁସି ଲାଗିଲା ଯେ ସରଳ ନିରୀହ ପଣିଆ ପାଇଁ । ଦୁଃଖ ବି ଏଇଥି ପାଇଁ ଲାଗିଲା ଯେ ବିକାଶର ଚିହ୍ନବର୍ଣ୍ଣ ନାହିଁ ଆଉ ଶିକ୍ଷା ସ୍ବାସ୍ଥ୍ୟ ଠୁ ଏମାନେ କେତେ ଦୂର ରେ !!!!!
@cutesasmita057
@cutesasmita057 8 ай бұрын
ସବୁ ଦେଶ ବୁଲିବା ସମସ୍ତ ଙ୍କ ପକ୍ଷେ ସମ୍ଭବ ନୁହଁ,,, ହେଲେ ଲବ ଭାଇ ଙ୍କ ପାଇଁ ଆମେ କେତେ ନୂଆ ନୂଆ ଯାଗା ଦେଖୁଛୁ 😊,,, ଭିଡ଼ିଓ ଟି ବହୁତ ସୁନ୍ଦର ହେଇଛି ଭାଇ 🥰,,, ଧନ୍ୟବାଦ ଭାଇ ସକାଳୁ ସକାଳୁ ଏମିତି ନୂଆ ନୂଆ ଭିଡ଼ିଓ ପୋଷ୍ଟ କରୁଥିବାରୁ 🙏😊,,,
@Naturalthinkingwithchemistry
@Naturalthinkingwithchemistry 8 ай бұрын
ତୁମ ଭିଡିଓ ସବୁ ଅତି ସୁନ୍ଦର କଥାବାର୍ତ୍ତା ଅତି ସୁନ୍ଦର, ଦୂରେଇ ଯାଉ ତମ ଜୀବନର ଅନ୍ଧାର ଭରି ଯାଉ ଖୁସିର ସମ୍ଭାର, ଲବ ଭାଇ ତୁମକୁ ଜାଣନ୍ତୁ ସାରା ସଂସାର, ତୁମ ଯାତ୍ରା ହେଉ ସଫଳ।❤❤
@user-cu1hd3dd6d
@user-cu1hd3dd6d 8 ай бұрын
ଚିନି ହଉନି ବାଇ ଏଇ ଖୁସ୍ତୁମୋ ପିନ୍ଦିଲା ପରେ ବାଇ ଅପ୍ପଗାନିସ୍ତାନ ର ଲୋକ ପରି ଦେଖା ଯାଉଛୁ ବାଇ ଜୟ ଭାରତ ଜୟ ଜଗନ୍ନାଥ.............😊
@r.army.8996
@r.army.8996 8 ай бұрын
Kalia afghani😂 pratham thara dekhuchi
@soumyaranjanroutsamir9632
@soumyaranjanroutsamir9632 8 ай бұрын
Jay jagannath jay balabhadra jay subhadra jay maa laxmi 🙏⭕❗⭕🙏...
@SauravKumar-ck6cr
@SauravKumar-ck6cr 8 ай бұрын
ବାଇ ନୁହ ଭାଇ ହେଇଥାଏ 😂😂😂
@kashyapayan8841
@kashyapayan8841 8 ай бұрын
ଯାହା ହେଉ ଲବ ଭାଇ ପାଇଁ ଆମର ଆଫଗାନିସ୍ଥାନ ବୁଲା ହୋଇଗଲା❤
@sharadarout4260
@sharadarout4260 8 ай бұрын
ସକାଳୁ ସକାଳୁ ଲବ ଭାଇ video dekhi sabu bele ଦିନ ବି ଭଲ ଲାଗୁଛି ❤❤
@Babul_Swain
@Babul_Swain 8 ай бұрын
ଶୁଭ ସକାଳ ଲବ ଭାଇ.... 🙏 ପ୍ରଭୁ ଜଗନ୍ନାଥ ସମସ୍ତ ଙ୍କୁ ଭଲ ରେ ରଖିଥାନ୍ତୁ 🙏 ଜୟ ଜଗନ୍ନାଥ 🙏🙏🙏
@fightclub803
@fightclub803 8 ай бұрын
ଆଜିର ଭିଡ଼ିଓ ଟା ଭଲ ଲାଗିଲା fist time muslim ଲୋକଙ୍କୁ ଦେଖି ସରଳ ଲୋକ ଭଳି feel ହେଲା..
@sibasiba7588
@sibasiba7588 8 ай бұрын
Iran travel vlog guda dekha sethi bi bahuta bhala loka
@hrudanandasankhua5824
@hrudanandasankhua5824 8 ай бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 Good bless you 👍
@judhisthiranaik2503
@judhisthiranaik2503 8 ай бұрын
ଭିଡ଼ିଓ ଦେଖି ବହୁତ ସୁନ୍ଦର ଲାଗିଲା ଆମ୍ଭମାନଙ୍କୁ ବହୁତ ସୁନ୍ଦର ଭିଡ଼ିଓ ଦେଖାଉଥିବାରୁ ବହୁତ ବହୁତ ଧନ୍ୟବାଦ l
@dhanirambeg7820
@dhanirambeg7820 8 ай бұрын
ଯୁହାର ଲବ ଭାଇ 🎉କସ୍ଟୟୂମ ରେ ଭାଇ ଭଲ ଦେଖା ଯାଉଛେ ପୁରା ମିଶି ଯାଏଛେ ରୁରାଲ ଏରିଆ ଦେଖି ବହୁତ ଭଲ ଲାଗିଲା ❤❤
@arabindabehera95
@arabindabehera95 8 ай бұрын
ସ୍ମିତହାସ୍ୟ ର ସହ ଜୀବନ ର କଣ୍ଟକିତ ପଥକୁ ଅତିକ୍ରମ କରିବାକୁ ଚେଷ୍ଟିତ ନା ମନରେ ଅଛି କିଛି ପାଇବାକୁ ପ୍ରତ୍ୟାଶା ନା ହୃଦୟର ରେ ଅଛି କିଛି ହରେଇବାର ଭୟ. ଏଇ ତ ଜୀବନ #ଜୀବନ #ଯାଯାବର
@anjandas3317
@anjandas3317 8 ай бұрын
ମାନିଗଲି ଭାଇ ସମସ୍ତଙ୍କୁ ନିଜର କରିବାର ମନ୍ତ୍ର ଆପଣଙ୍କ ଠାରୁ ଶିଖିବାର ଅଛି 😊
@sushila...1049
@sushila...1049 8 ай бұрын
Very beautiful Village...
@naikrasaram9848
@naikrasaram9848 8 ай бұрын
Yes Beutiful
@durjyasanta8223
@durjyasanta8223 8 ай бұрын
Hii
@Tikilifestyle
@Tikilifestyle 8 ай бұрын
ମୁଁ ତ ଲବ ଭାଇ ଙ୍କ ଭିଡ଼ିଓ ଓଡ଼ିଆ ର କେଉଁଝର ରୁ ଦେଖୁଛି ଆପଣମାନେ କେଉଁ କେଉଁ ଜିଲ୍ଲା ରୁ ଦେଖୁଛନ୍ତି କମେଣ୍ଟ କରନ୍ତୁ ❤️❤️❤️❤️
@meghanadhembram5510
@meghanadhembram5510 8 ай бұрын
I am from mayurbhanj 👋
@rajmotionpictures5496
@rajmotionpictures5496 8 ай бұрын
Khorda
@enushsabar3942
@enushsabar3942 4 ай бұрын
Rayagada
@kunameher5060
@kunameher5060 8 ай бұрын
ଗୁଡ଼ ମର୍ଣ୍ଣିଙ୍ଗ ଲବ ଭାଇ ସଲାମ ମାଲିକମ, ଆପଣ ଇସଲାମ ଧର୍ମ ନେଇଗଲେ ନା କଣ ସତରେ ଆଫଗାନିସ୍ତାନି ଭଳିଆ ଦେଖାଯାଛନ୍ତି l ଭିଡ଼ିଓ ଟି ଖୁବ ସୁନ୍ଦର ହେଇଛି l
@hardikbehera1262
@hardikbehera1262 8 ай бұрын
Jay shree ram
@hindustanmonisha1206
@hindustanmonisha1206 8 ай бұрын
ଭାଇ ପାଇଁ ଗୋଟେ like ଦିଓ jai shree ram 🙏
@aryanjena2708
@aryanjena2708 8 ай бұрын
ବୋହୁତ ସୁନ୍ଦର video ଭାଇ ❤️...! ଏମିତି ଆଗକୁ ଯାଉଥାଅ ମହାପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ l
@satyabratasamal6414
@satyabratasamal6414 Ай бұрын
ଆଫଘାନିସ୍ତାନ ର ଗାଁ ବହୁତ ସୁନ୍ଦର ଆଉ ସେଠିକାର ଲୋକ ବି। ଭାରତ ରେ ରହି ସେକଥା ଆମେ ବୁଝି ନଥିଲୁ। ଅନେକ ଧନ୍ୟବାଦ ଆମକୁ ବାସ୍ତବତା ଦେଖିବାର ସୁଯୋଗ ଦେଲ।
@biswambarchampi8480
@biswambarchampi8480 8 ай бұрын
ସମସ୍ତଙ୍କ ଭାଗ୍ୟ ନଥାଏ ବିଦେଶ ବୁଲିବା l❤❤❤
@SabseAageSanatan
@SabseAageSanatan 8 ай бұрын
SabseAageSanatanSanskruti 🇮🇳🇮🇳🇮🇳🇮🇳🇮🇳🇮🇳
@ashokkumarsahoo7707
@ashokkumarsahoo7707 8 ай бұрын
ବହୁତ ବହୁତ ଧନ୍ୟବାଦ ଭାଇ, ଯାହାହେଉ ଏତେବଡ଼ risk ନେଇ ଆପଣ ଆଫଗାନିସ୍ତାନର ଲୋକମାନଙ୍କର ଚାଲି ଚଳଣିକୁ ଉପସ୍ଥାପନା କଲେ ଏବଂ କେତେ ପଥ ଅତିକ୍ରମ କରି ଗାଁ ଗଣ୍ଡାର ଦୃଶ୍ୟକୁ ମଧ୍ୟ ଉପସ୍ଥାପନା କଲେ, ବହୁତ ଭଲ ଲାଗିଲା ।🙏🙏🙏💐💐💐
@ajaykumarsingh7524
@ajaykumarsingh7524 8 ай бұрын
ଦେଖି ଜଣାପଡୁଛି ଏଠିକାର ଲୋକ ମାନେ ବହୁତ ସରଳ କିନ୍ତୁ କିଛି ଲୋକମାନଙ୍କୁ ଯୋଗଁୁ ନାମ ଖରାପ ହେଉଛି
@subratsoren7154
@subratsoren7154 8 ай бұрын
Bhai bahut desa bidasa apananka jagu dekhi paruchu joy Johar marang buru
@Sankarvlog...
@Sankarvlog... 8 ай бұрын
ଏତିକିରେ ମୋର ବକ୍ତବ୍ୟ ଶେଷ କରୁଛି ❤❤ Love u laba bhai😂
@durjyasanta8223
@durjyasanta8223 8 ай бұрын
ବହୁତ୍ ସୁନ୍ଦର୍ ଭିଡିଓ ଭାଇ ❤🙏🙏🙏🙏🙏
@jitendranayak4464
@jitendranayak4464 8 ай бұрын
ବହୁତ ଭାଇ ଭଲ ❤❤❤❤
@narayanhansdah143
@narayanhansdah143 8 ай бұрын
Jete duraku gole b sobu thu best Mera bharat mahan ❤❤❤ ❤❤❤
@LaxmanOfficial8
@LaxmanOfficial8 8 ай бұрын
Love from pipili,Puri ❤
@dineshbhoi6480
@dineshbhoi6480 8 ай бұрын
Very nice village.. Odisha no-1 international travelar vlogger laba bhai.. jai hind jai bharat 🇮🇳🇮🇳.. like comment share plz 🙏🙏
@harasabar5939
@harasabar5939 8 ай бұрын
Tumaku bahut bahut dhannyabat lava bhai👍👍👍👍👍🙏🙏🙏🙏🙏
@geetanjalibhaena4507
@geetanjalibhaena4507 8 ай бұрын
ବହୁତ ଭଲ ଲାଗିଲା ଭାଇ
@user-yv7gi3sc3o
@user-yv7gi3sc3o 8 ай бұрын
ଭାଇ ର ସବୁ videos fast comment fast like ମୁଁ କରୁଛି😂
@ratanlalpurty3569
@ratanlalpurty3569 8 ай бұрын
L Y Brother, ମନକୁ ଛୁଇଁଲା, ବହୁତ ସୁନ୍ଦର ଭିଡ଼ିଓ, ବହୁତ ସୁନ୍ଦର ଜାଗା, ଆଉ ସେମାନଙ୍କୁ ଆଥିତ ବହୁତ ଭଲ ଲାଗିଲା 😄❤️🌹😄❤️🌹😄❤️🌹
@kamalakantabeshra1780
@kamalakantabeshra1780 8 ай бұрын
ଅମକୁ ବହୁତ ଖୁସି ଲାଗିଲା
@sajenkumar8544
@sajenkumar8544 8 ай бұрын
ବଡ଼ିଆ... ଭାଇ... ମସ୍ତ ଦେଖା ଯାଉଛ....... ❤️❤️
@jchoudhury274
@jchoudhury274 8 ай бұрын
ବହୁତ୍ ଭଲ ଲାଗିଲା ଆଫଗାନିସ୍ତାନ ପରିବେଶ ଜୟ ଜଗନ୍ନାଥ
@sabitarani6363
@sabitarani6363 8 ай бұрын
ହଁ, ଏମିତି କିଛିବର୍ଷ ପୂର୍ବରୁ ଆଫଗାନିସ୍ତାନ ଥିଲା। ସମୃଦ୍ଧ ଆଫଗାନିସ୍ତାନ ର ଲୋକେ ଭାରତୀୟ କୁ ଅର୍ଥ ଉଧାର ଦେଉଥିଲେ ଯାହାର ପ୍ରମାଣ ରବିନ୍ଦ୍ରନାଥ ଠାକୁରଙ୍କ କାବୁଲି ବାଲା ଗଳ୍ପ ରୁ ମିଳେ ଧନ୍ୟବାଦ
@BesraBabu-mb6dm
@BesraBabu-mb6dm 8 ай бұрын
Bahut bhala video👍
@myfamilyvlogs993
@myfamilyvlogs993 8 ай бұрын
ଭାଇ ଭହୁତ୍ ସୁନ୍ଦର ଭିଡିଓ ❤❤❤
@user-tk9fs6bs1f
@user-tk9fs6bs1f 8 ай бұрын
ସୁଭ ସକାଳ ଭାଇ,👍
@padmanavpradhan4438
@padmanavpradhan4438 8 ай бұрын
Thanks Laba bhai to see my another lovable country Afghanistan.I love Bharat and Afghan friendship.
@kunnamandal3252
@kunnamandal3252 8 ай бұрын
🎉ଧନ୍ୟବାଦ ଭାଇ ଲବ
@madhusmitabehera2058
@madhusmitabehera2058 8 ай бұрын
Bhai bhai bhai wow
@anitasisa5548
@anitasisa5548 8 ай бұрын
ଭାଇ ଜାହଉ କେତେ ସୁନ୍ଦର ହେଇଚି ଗାଁ କିନ୍ତୁ କାଲା ଆଗରେ ମୂଳା ଚୁଵେଇଲା ପରିଭାଷା ଵୁଝୀ ପାରୁନାହାନ୍ତି ସେ ଜାହଉ ଆମେମାନେ ଦେଖି ଲୁ ଖୁସୀ ଲାଗିଲା 👌👌👌👌👌
@ONDP_Majhi
@ONDP_Majhi 8 ай бұрын
Bahuta Val time re video upload Heche
@Miss_Queen_.123
@Miss_Queen_.123 8 ай бұрын
Vdo mst👌 gaon b sundar heichi aw khaiba b 😋😋😋
@bijudilkhusisejhumjathaheb6295
@bijudilkhusisejhumjathaheb6295 8 ай бұрын
ସଲାମ ମାଲିକମ୍ ଭାଇ ଜାନ 🙏
@saathvik1342
@saathvik1342 8 ай бұрын
Labo BH Afganistan custum re mast dekha Jaucho.. Bohut khusi b Laguchi labo BH tame Other country re jaiki Vlogs korucho.. Aame Normal Vskp gole Bohut tension re rohi Houchi.. Weather pain... Tamku Bohut bohut Dhanyawad ❤❤❤❤❤
@sujit_sahoo
@sujit_sahoo 8 ай бұрын
Bahut bhala location 👍
@user-kj5xg8jr3g
@user-kj5xg8jr3g 8 ай бұрын
Vai most heichi
@gopabandhumuduli7859
@gopabandhumuduli7859 8 ай бұрын
ଭାଈ ଓ ଭଉଣିମାନେ ମୋତେ ଗୋଟେ କଥା ଖରାପ ଲାଗିଲା ଯେ ଆପଣମାନେ video ଦେଖୁଛନ୍ତି କିନ୍ତୁ like କରୁନାହାନ୍ତି ? ଆମ ଲବ ଭାଈ ନିଜ ଜୀବନକୁ ବାଜୀ ଲଗେଇ ପରିଶ୍ରମ କରି ଆମ ପାଇଁ video post କରୁଛନ୍ତି ଧନ୍ୟବାଦ ଲବ ଭାଇ Love From Ganjam ❤❤❤
@dwarikanath1958
@dwarikanath1958 8 ай бұрын
Like the peoples of Afghanistan & shown good manner to you.Thanks to you & Afghanistan for video.
@raisensoren4205
@raisensoren4205 8 ай бұрын
Beautiful place
@mscollection3628
@mscollection3628 8 ай бұрын
Excllent ଲାଗୁଚି ଭାଇ ❤❤❤❤
@labalokeshbhoi8462
@labalokeshbhoi8462 8 ай бұрын
ଭାଇ ବହୁତ ଭଲ ଦେଖା ଯାଉଛ ଇଣ୍ଡିଆନ ନା ଆଫଗାନି ଜଣା ପଡୁନି
@radheshyamkechhu5134
@radheshyamkechhu5134 8 ай бұрын
Tame real hero... Laba bhai
@MadhusudanHanhaga-tz9fz
@MadhusudanHanhaga-tz9fz 8 ай бұрын
My real hero Dil se thank you
@sanjuktamohanta978
@sanjuktamohanta978 8 ай бұрын
Very nice❤God bless you🙏🙏🙏
@nayakjatravlogs
@nayakjatravlogs 8 ай бұрын
ଜୟ ଜଗନ୍ନାଥ
@RajkumarManna-kw8mw
@RajkumarManna-kw8mw 8 ай бұрын
ଲୋଭ ୟୁ ଭାଈ ଆଫଗାନିସ୍ତାନରେ ବି ତମେ ସମସ୍ତଙ୍କୁ ନିଜର କରିନଉଚ ଜୟ ଜଗନ୍ନାଥ ଭାଈ
@bajuramsamad9009
@bajuramsamad9009 8 ай бұрын
ବହୁତ ବଢ଼ିଆ................... ଶୁଭ ସକାଳ ସମସ୍ତଙ୍କୁ.... 🙏🙏🙏🙏🙏
@babulandsasmitahappylife7100
@babulandsasmitahappylife7100 8 ай бұрын
ଶୁଭ ସକାଳ 🎉🎉
@user-ht3ni4xc1y
@user-ht3ni4xc1y 6 ай бұрын
ଲବ ଭଇକୁ ❤❤😊So, beautiful😍💓😍💓 very much
@user-hj9qj2el2u
@user-hj9qj2el2u 2 ай бұрын
ଭାଇ ତମ କୁ ବହୁତ ବହୁତ ଧନ୍ୟବାଦ ନୁଆଁ ଲୋକ ଅଜଣା ସହର ଗାଁ ନୂଆ ନୂଆ ସୁନ୍ଦର ଜିନିଷ ଦେଖେଇ ଥୀବାରୁ 🤗👌❤️
@jogeshwarmajhi343
@jogeshwarmajhi343 8 ай бұрын
କିଏ କିଏ ଲବ ଭାଇ ଦିଲ୍ ସେ SUPPORT କରୁଛ ❤❤ like କର love you❤ଭାଇ ❤ 👇
@tapankandi3673
@tapankandi3673 8 ай бұрын
Tu akutia karuchu Dil se support
@manojkumarhd4k175
@manojkumarhd4k175 5 ай бұрын
❤thank you bro... Information for other countries
@chandramohanmajhi6645
@chandramohanmajhi6645 8 ай бұрын
Very very thankful to you.
@BajunMarndi-qh9sg
@BajunMarndi-qh9sg 8 ай бұрын
Beautiful dakha jaucha laba bhai
@gupattudu90
@gupattudu90 8 ай бұрын
adi napay hui akana lobo dada
@LaxmanKhandayataray
@LaxmanKhandayataray 8 ай бұрын
Mast village bro ❤❤
@user-jy1hm4oh7j
@user-jy1hm4oh7j 8 ай бұрын
ଭାଇ ତୁମ ଭିଡ଼ିଓ ବହୁତ୍ ସୁନ୍ଦର୍ ❤❤❤❤
@SanjipDeep-jf8dd
@SanjipDeep-jf8dd 8 ай бұрын
Samlie maa sadha bale tumku bhal se rakhithaun Bhai samlie 🙏🙏🥺 maa god bless you 💕
@user-ld5td7hz5z
@user-ld5td7hz5z 8 ай бұрын
Very nice village life.Enjoy with Afghan
@madhusudanbaskey3526
@madhusudanbaskey3526 8 ай бұрын
Aji bahut khushi lagila
@kshirodsenapati7045
@kshirodsenapati7045 8 ай бұрын
bahut sundar heichi Bhai...
@BhimaMadi-ge4oq
@BhimaMadi-ge4oq 8 ай бұрын
Good looking ❤
@avilashmohanty9071
@avilashmohanty9071 8 ай бұрын
Super bhai ❤❤❤❤ Great Great Great ❤❤❤❤❤❤❤ 🙏🙏Jay Jagannath🙏🙏
@rajeshhembram9231
@rajeshhembram9231 8 ай бұрын
Very nice village 🎉🎉🎉
@KunuKunaexpress
@KunuKunaexpress 8 ай бұрын
I am proud of you Bhai ... ❤❤❤❤❤
@mr.aniltudu173
@mr.aniltudu173 8 ай бұрын
Bhai last scene ta bohut bholo lagila❤❤❤❤
@Dsrrsren7184
@Dsrrsren7184 8 ай бұрын
Very nice village... lovely 👍
@dularanikimarandiofficial
@dularanikimarandiofficial 8 ай бұрын
Adi napay da
@sabitacreations
@sabitacreations 8 ай бұрын
Bhai jaan aama no one ❤hero,bhai jeans upare kurta paijama ku topi pura bobal heichhi😊music no one ❤
@kumudapatra3582
@kumudapatra3582 8 ай бұрын
Bahut sundar
@mitarani-rout
@mitarani-rout 8 ай бұрын
Wow super🎉
@benudharanti5195
@benudharanti5195 8 ай бұрын
ଲବ ଭାଇ ନା ପଠାନ ଭାଇ ଜଣା ପଡୁ ନ😎😎.❤
@nrupamajhi9654
@nrupamajhi9654 8 ай бұрын
Laba bhai you have very good experience in Afghanistan culture,heritage,social &financial of Afg.... people.
@bikashkumarmohanta1418
@bikashkumarmohanta1418 8 ай бұрын
Office khola ochi...I ❤ this line bro....
@Barsha_Manik_Express
@Barsha_Manik_Express 8 ай бұрын
Bhala re ruhiba bhai ❤️😍❤️
@alldjsound45
@alldjsound45 8 ай бұрын
Labo bhai ku jaumane bhalo pao like karo❤❤
@tapankandi3673
@tapankandi3673 8 ай бұрын
Tu kiabe tate like karubu
@alldjsound45
@alldjsound45 8 ай бұрын
@@tapankandi3673 Ta bapa be 😆😎
@jharananaik6049
@jharananaik6049 8 ай бұрын
Very beautiful place ❣️
@soumyaranjanroutsamir9632
@soumyaranjanroutsamir9632 8 ай бұрын
Jay jagannath jay balabhadra jay subhadra jay maa laxmi 🙏⭕❗⭕🙏..
@adityananda1218
@adityananda1218 6 ай бұрын
Ati sunder video brother.thank u
@barsa207
@barsa207 8 ай бұрын
Excellent
@Ranveer-l9h
@Ranveer-l9h 8 ай бұрын
ଭାଇ ମୁଁ ବାଲେଶ୍ଵର ଜିଲାରୁ ଦେଖୁଛି
@Onlygames11134
@Onlygames11134 8 ай бұрын
Bhai afganistan ra gaon bahut bhala lagila❤❤❤
@PabanKumarMali-554
@PabanKumarMali-554 8 ай бұрын
Bhai mast video
@rajeshmurmu9097
@rajeshmurmu9097 8 ай бұрын
Very wonderful video 👍🖼️👍🖼️👍🖼️👍
Люблю детей 💕💕💕🥰 #aminkavitaminka #aminokka #miminka #дети
00:24
Аминка Витаминка
Рет қаралды 1,2 МЛН
Incredible Dog Rescues Kittens from Bus - Inspiring Story #shorts
00:18
Fabiosa Best Lifehacks
Рет қаралды 33 МЛН
Blue Food VS Red Food Emoji Mukbang
00:33
MOOMOO STUDIO [무무 스튜디오]
Рет қаралды 32 МЛН
Zombie Boy Saved My Life 💚
00:29
Alan Chikin Chow
Рет қаралды 33 МЛН
India: of God and Men | Deadliest Journeys
48:09
Best Documentary
Рет қаралды 394 М.
Люблю детей 💕💕💕🥰 #aminkavitaminka #aminokka #miminka #дети
00:24
Аминка Витаминка
Рет қаралды 1,2 МЛН