୩ ଲକ୍ଷ ଟଙ୍କା ର କ୍ୟାମେରା ଚୋରି ହୋଇଗଲା || first day Very bad experience in Africa

  Рет қаралды 424,623

ମୁଁ TRAVELLER

ମୁଁ TRAVELLER

Күн бұрын

Пікірлер: 912
@villagetvodisha
@villagetvodisha 11 ай бұрын
ଓଡ଼ିଶା ବାସିଙ୍କ ସପୋର୍ଟ ସବୁବେଳେ ତୁମ ସାଥୀରେ ଅଛି ❤ God bless you 🙏
@Tikilifestyle
@Tikilifestyle 11 ай бұрын
ମାଆ ତାରିଣୀ🙏🙏 ଲବ ଭାଇ ଙ୍କୁ ଆଶୀର୍ବାଦ କରନ୍ତୁ ଲବ ଭାଇ ଙ୍କ channel ରେ ବହୁତ ଶୀଘ୍ର 1m Subscribers ହେଇଯାଆନ୍ତୁ ଓ ଲବ ଭାଇ ବହୁତ ଅଗକୁ ଯାଆନ୍ତୁ Love From Ghatagaon ❤️❤️❤️
@yfvnvfhc8519
@yfvnvfhc8519 11 ай бұрын
Right bro❤❤
@DharmendraNaik-hl2uf
@DharmendraNaik-hl2uf 11 ай бұрын
I'm G T N
@debasisnayak1658
@debasisnayak1658 11 ай бұрын
I'm Ghatagon
@Village.Vlogger_847
@Village.Vlogger_847 11 ай бұрын
Mu b ghatagaon
@SanatanMahanta-c2m
@SanatanMahanta-c2m 10 күн бұрын
I am k j r
@ratanlalpurty3569
@ratanlalpurty3569 11 ай бұрын
ବହୁତ ଦୁଃଖ କଥା, ଭାଇ ତୁମେ ସାହସ ର ସହିତ ଆଗକୁ ମାଡିଚାଲ, God Blesse You Brother ❤️🌹❤️🌹❤️🌹
@Odiatv786
@Odiatv786 11 ай бұрын
Odia film Bigul. Teaser pure goosebumps 🔥🔥🔥
@gnnkk9770
@gnnkk9770 11 ай бұрын
ଲବ ଭାଇ ମୁଁ ପ୍ରଭୁ 🙏🙏ଶ୍ରୀ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି କି ଆପଣଙ୍କ କ୍ୟାମେରା ଖୁବ୍ ଶୀଘ୍ର ମିଳିଜାଉ 🥺❤️
@hrudanandasankhua5824
@hrudanandasankhua5824 11 ай бұрын
ଲବ ଭାଇ ବହୁତୁ ଦୁଃଖ ଲାଗୁଛି ଲବ ଭାଇ ତମ କ୍ୟାମେରା ଶିଘ୍ର ଭଲ ହେଇଯାଉ ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@hemantabahera8047
@hemantabahera8047 11 ай бұрын
ଶୁଭ ସକାଳ,, ସକାଳୁ ଦୁଃଖ ଖବର ମନଖରାପ ହୋଇଗଲା ମୋମନ କହୁଅଛି ତୁମର କେମେରା ମିଳିବ କିନ୍ତୁ ତୁମକୁ ଲଗିବାକୁପଡ଼ିବ ଗୋଟାଏ ରୁମ୍ ରୁ କେମେରା ଯାଉଛି ମାନେ ସେଠିକାର ଲୋକ ନିଞ୍ଚୟ ନେଇଛନ୍ତି ବାହାର ଲୋକ ଆସି ନେଇନାହାନ୍ତି ନା ତ ତୁମକୁ ଲାଗିବାକୁ ପଡ଼ିବ cc kemera police ତନାଘନା ବା ଜେରା କଲେ ସବୁ ସାମ୍ନା କୁ ଆସିଯିବ,, ଧନ୍ୟବାଦ୍,,,,🙏🙏🙏🙏🙏🙏🙏❤❤❤❤❤❤❤❤❤❤❤❤❤❤❤❤❤❤
@amitkumarsahoo4804
@amitkumarsahoo4804 11 ай бұрын
ଜୟ ଜଗନ୍ନାଥ🙏🙏। ପ୍ରଭୁ ଲବ ଭାଇ ଙ୍କ କ୍ୟାମେରା ମିଳିଯାଉ।
@stgamert143
@stgamert143 11 ай бұрын
ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ଲବ ଭାଇଙ୍କ କେମେରା ବହୁତ ସିଘ୍ର ମିଳିଯାଉ🙏🙏🙏🙏🙏🙏🙏🙏🙏🙏
@jagannathswain2660
@jagannathswain2660 5 ай бұрын
😂❤❤❤❤❤
@rajkishoresamanta7020
@rajkishoresamanta7020 3 ай бұрын
Tu ani de
@stgamert143
@stgamert143 3 ай бұрын
@@rajkishoresamanta7020 nabu ki be
@Sareesambalpuri
@Sareesambalpuri 11 ай бұрын
ଭାଇ ମନ ଦୁଃଖ କରନି କ୍ୟାମେରା ମିଳିଯିବ ଭଗବାନ ଚାହିଁଲେ ସବୁକିଛି ହେବ ❤
@snvlog-gk4se
@snvlog-gk4se 11 ай бұрын
ଲୋବ ଭାଇ ତୁମୋ କ୍ୟାମେରା ନିଚୟ ମିଳିଯିବ ମୁଁ ଭଗବାନ କୁ ଡାକୁଛି jay jagannath 🙏🙏
@hansdah346
@hansdah346 11 ай бұрын
ଭଗବାନ ତୁମ ଚଲାପଥ ଉଜ୍ଜ୍ୱଳ କରନ୍ତୁ ଓ କ୍ୟାମେରା ଖୁବଶିଘ୍ର ମିଳିଯାଉ.....
@Lazy__07
@Lazy__07 11 ай бұрын
ଭାଇ କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡିଥାଏ। କିଛି ବି ମନ ଦୁଃଖ କରନାହିଁ ଭାଇ ଭଗବାନ ଜାହା କରନ୍ତି ପ୍ରାଣି ର ମଂଗଳ ପାଇଁ। ❤❤❤
@devilskk1955
@devilskk1955 11 ай бұрын
ହାରି ଗଲେ ଦୁଃଖ କରନ୍ତୁନାହିଁ । ହାରିବା ହିଁ ଜିତିବା ପାଇଁ ନୂଆ ଭର୍ଜା ସୃଷ୍ଟି କରେ❤
@4.0_Gaming
@4.0_Gaming 11 ай бұрын
ଭଗବାନଙ୍କୁ ଆମେ ପ୍ରାର୍ଥନା କରୁଛୁ ଆପଣଙ୍କୁ ଆପଣଙ୍କର Camera ଜଲଦି ଜଲଦି ମିଳିଯାଉ❤❤🎉😢😇😇 Jai Shree Ram 🚩🚩🚩🚩
@sabitacreations
@sabitacreations 11 ай бұрын
Laba bhai chinta karani ,jaan achhi ta jahan achhi ,tame jou type ra video pakao na kahinki aame dekhibu ,tama 3laks kana 5laks ra 📷 kinipariba ,youtube tamaku bohut paisa deba don't worry, jiye chori karichhi se ketedina paisa re chaliba,tension chhada ,we always with you ❤lot's of love from sabitacreations, Rourkela ❤️, mu tama sabu video dekhe ,jete lamba video pakaona kahiki ,i love you dil se❤
@gopabandhuhans3955
@gopabandhuhans3955 11 ай бұрын
ବହୁତ ଦୁଃଖ ଲାଗୁଛି ଜୟ ଜଗନ୍ନାଥ ଲବ ଭାଇ ର କ୍ୟାମେରା ମିଳି ଯାଉ
@dhanirambeg7820
@dhanirambeg7820 11 ай бұрын
ଲବ ଭାଇ ଯୁହାର 🎉🎉🎉 ବହୁତ ଦୁଃଖର କଥା ଭିଡିଓ ଦେଖି କରି ବହୁତ ଖରାପ ଲାଗୁଛେ ରେ ଭାଇ ଶଲା ଚୋର କେ ଧରି ଆନ ମାରବି ଲାତ ବିଧା ଚାପଡ କରି ଶଲା ଭିଡିଓ ଦେଖଲା ପରେ ବହୁତ ଦୁଃଖ ଲାଗୁଛେ 😂😂😂😂😂😂😂😂
@Travel.withuttam
@Travel.withuttam 11 ай бұрын
Samalpuria ❤❤❤❤
@Odiatv786
@Odiatv786 11 ай бұрын
Odia film Bigul teaser pure goosebumps 🔥🔥🔥🔥
@43463
@43463 11 ай бұрын
Camara lucheiki camara on koriki polo camara lucheiki jodi kiya aaeibo Jona podijibo
@odiaearningtech
@odiaearningtech 11 ай бұрын
Odia kohu6 na china
@udandakirtanpremi
@udandakirtanpremi 11 ай бұрын
Sambalpuri 😂
@manoranjanmahanta6223
@manoranjanmahanta6223 11 ай бұрын
Laba Bhai,don't worry .you have in God's blessings.Lord Jagannth always with you.Best of luck.
@sundarmohanmarndi7979
@sundarmohanmarndi7979 11 ай бұрын
ବହୁତ ଦୁଃଖର କଥା🎉🎉🎉🎉
@SCSantaliCreatorOfficial
@SCSantaliCreatorOfficial 11 ай бұрын
ଲବ ଭାଇ ବହୁତ ଦୁଃଖ ର ଖବର ଟେ ଆମକୁ ଜଣେଇଲ । ଆମେ ଜାଣି ପାରୁଛୁ ଅପଣଂକ ମନ ଭିତରେ କେତେ କଷ୍ଟ ବିତୁଥିବ । ଜଣେ ମଣିଷ ଯଦି କେତେ କଷ୍ଟ କରି କେତେ Struggle କରି କିଛି ଜିନିଷକୁ କିଣି ଥିବ ଏବଂ ତାହା ଚୋରି ହବ କିମ୍ବା କିଏ ଛଡେଇ କି ନେଇଯିବେ, ନିଜ ମନ ଭିତରେ ବହୁତ କଷ୍ଟ ର ସହିତ ଯନ୍ତ୍ରଣା ହୁଏ । 😭😭😭ଏମିତି ମନ ଭିତରେ filing ହୁଏ କି ! ( ହେ ଭଗବାନ କ'ଣ ମୋ ସହିତ ହିଁ କଣ ଏମିତି ଘଟିବାର ଥିଲା ) ଏହା ଯାହା ମୁଁ ଲେଖିଛି ମଜାକ ନୁହେଁ Seriously. ଏହିପରି Situations ବହୁତ ଯନ୍ତ୍ରଣା ଦାୟକ. ଆଖିରେ ସିନା ଲୁହ ନ ଥାଏ କିନ୍ତୁ ମନ ଭିତରେ ଯନ୍ତ୍ରଣା ରେ pen ହୁଏ 😭😭😭😔😔😔 ମୋ ସହିତ ମଧ୍ୟ ଏମିତି ଘଟଣା ଘଟିଛି କିନ୍ତୁ India ଭିତରେ ହିଁ. Out of country ରେ ନୁହେଁ. 😔😔😔😔😔😔😔😔 ସେଇଥି ପାଇଁ ଲବ ଭାଇଙ୍କ ମନକଥା ଏବଂ ଯନ୍ତ୍ରଣା କୁ ମୁଁ ବୁଝି ପାରୁଛି ଏବଂ Explain କରୁଛି 😭😭😭😭😭😭😭😭😭😭😭😭😭😭😭
@kanderamsing3065
@kanderamsing3065 11 ай бұрын
ବେଶି ଟିକେ ତମ ଜିନିଷ ପ୍ରତି ଧ୍ୟାନ ଦବ। କାହିଁକି ନା ତମର ଜିନିଷ ହଜିଲେ ବହୁତ କଷ୍ଟ ଲାଗୁଛି ।।😂😭😭😭😭
@vinit-deep
@vinit-deep 11 ай бұрын
The content is the king no need a big camera for that just do it from your phone or osmo it's also looking good
@Sabanmarndi.9799
@Sabanmarndi.9799 11 ай бұрын
Laba Dada adi dukh ge bujhaw yenah 😢😢😢😢😢😢
@prabhudattapradhan8313
@prabhudattapradhan8313 11 ай бұрын
ଦୁଃଖର କଥା......ବହୁତ ସୁନ୍ଦର video ଗୁଡାକ ଭଲ କରୁଛନ୍ତି 🙏
@mbmmusicpresent3520
@mbmmusicpresent3520 11 ай бұрын
Loba Bhai mu first Like kari6i
@NGODIANATAK
@NGODIANATAK 11 ай бұрын
ଜୟ ଜଗନ୍ନାଥ 🙏 ଲବ ଭାଇ ବହୁତ ମନ ଦୁଃଖ ଲାଗୁଛି ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ କ୍ୟାମେରା ମିଳିଯାଉ 🚩🚩🚩🚩
@jasabantadas4132
@jasabantadas4132 11 ай бұрын
Bhai Bhagban sangare achhanti milijibo...❤❤❤..
@DSBOdiaBlog
@DSBOdiaBlog 11 ай бұрын
ଭାଇ ମନ ଦୁଃଖ କରନି, ମୁଁ ଭଗବାନ୍ ଙ୍କ ନିକଟରେ ପ୍ରାଥନା କରୁଛି ଆପଣ ଙ୍କୁ ଆପଣ ଙ୍କ କ୍ୟାମେରା ବହୁତ୍ ଜଲଦି ମିଳି ଯାଉ । " ଜୟ ଜଗନ୍ନାଥ" 🚩🚩 ଜୟ ଶ୍ରୀ ରାମ 🚩🚩
@ganeshstar5259
@ganeshstar5259 11 ай бұрын
ଲବ ଭାଇ ଜଗନ୍ନାଥଙ୍କ କୃପା ରୁ ଆପଣଙ୍କ କ୍ୟାମେରା ମିଳି ଯାଉ
@purtysepedofficial
@purtysepedofficial 11 ай бұрын
Labo Bhai tmr bad news suni bahut duhkha laguchhi.. Bhagaban nku etiki prathana Next time tmr emiti asubidha no karuntu....❤❤❤
@Desi_Kalaakaar_______999
@Desi_Kalaakaar_______999 6 ай бұрын
ଲଭ ଭାଇ ଙ୍କ କ୍ୟାମେରା ଚୋରି ହେଇଗଲା ବହୁତ୍ ଦୁଃଖ ଲାଗୁଛି 😭😭😭😭😭😭😭😭
@arjungouda8629
@arjungouda8629 5 күн бұрын
Love ଭାଇବହୁତ ଟେନସନ ଲାଗିଗଲା ତୁମ କ୍ୟାମେରା ହଜିଗଲାରୁ
@sadasivbiswal7082
@sadasivbiswal7082 11 ай бұрын
Dont worry keep it up god is with you always ♥️
@chintamanisenapati7113
@chintamanisenapati7113 11 ай бұрын
ଲବ ଭାଈ ତମେ ମହାନ ଏତେ ଧଜ୍ୟର ସହ ଆଗକୁ ଚାଲିଛ ଜୟ ଜଗନ୍ନାଥ ଭାଇ 🙏🙏🙏
@laxmipriya7230
@laxmipriya7230 11 ай бұрын
ବହୁତ ଦୁଃଖ ର କଥା ଭାଇ 😢
@deepakkumarnaik9819
@deepakkumarnaik9819 11 ай бұрын
ପ୍ରଥମେ ମୁଁ ଲବ ଭାଇଙ୍କୁ ଧନ୍ୟବାଦ ଜଣାଉଛି। ଏତେ ସୁନ୍ଦର ଭିଡିଓ ଆମ ପାଖକୁ ପହଞ୍ଚେଇ ଥିବାରୁ। Mu heartly kahuchhi mote South Africa bht hi pasand South Africa ro jete b video lobo Bhai post karuchhanty mu sabu dekhichhi au sei video guda ku dekhiki mu bht kichhi bholo jinisa sikhi parichhi Love you lobo Bhai madi cholo.jay Jagannath
@YsPrabesh
@YsPrabesh 11 ай бұрын
Maha prabhu Jagarnathnku paratana karuchi Labo bhai cambera ausabu jinisa milijau❤️❤️❤️🙏🙏🙏🙏❤️
@debeshkumarsahoo357
@debeshkumarsahoo357 11 ай бұрын
Jay jagannath 🙏 Bhai... Kichhi tension nia nahi sabu thk hoijiba.... God bless you brother
@T.Pradhan7521
@T.Pradhan7521 11 ай бұрын
ତମେଧର୍ଯ୍ୟ ଧର ଭାଇ କ୍ୟାମେରା ମିଳିଯିବ ଆଦିବାସୀଙ୍କ ଆଶୀର୍ବାଦ ତୁମ ଉପରେ
@dhanmanimajhi8766
@dhanmanimajhi8766 11 ай бұрын
🙏🙏 Lobo babu adi dukh renag katha mone alom khatoya am bess to hijug senog me ona ge adi marang jines ❤❤
@rajendratadingi4632
@rajendratadingi4632 11 ай бұрын
ସେ security କୁ police ପଚରା ଉଚାରା କଲେ ମିଳିଯାଇପାରେ
@Helloguys03
@Helloguys03 11 ай бұрын
ଆଜି ଠାରୁ ରୁମରେ ରହିଲେ ଶିକିରେଟ୍ କେମରା ଲଗେଇ ବ ମୋ ଭାଇ ଆଜି କାଲି କାହାକୁ ବି ଭରସା ନାହି ❤❤❤🎉🎉🎉ଭଗବାନ ତୋମ କୁ ଖୁସିରେ ରଖନ୍ତୁ🙏👏 love you brother ❤❤❤❤❤
@Bhagaan.....
@Bhagaan..... 11 ай бұрын
O my god 3 lakhs camera love u laba bhai jaha hou camera milijau laba bhainkoro setiki hin moro asha love u laba bhai 👍👍👍👍👍👍👍
@anupamamandi2200
@anupamamandi2200 11 ай бұрын
So sorry for your loss... But don't worry God will give u more... ❤❤
@a1_.guru.
@a1_.guru. 11 ай бұрын
Life re amiti gate gate samaya ase na bhai Bahut kasto heithae . Hele kn Kariba sabu sei Bhagya ra lekha ❤
@RiteshMohantaVlogs
@RiteshMohantaVlogs 11 ай бұрын
ଜୟ ଜଗନ୍ନାଥ ଭାଇ
@Odiatv786
@Odiatv786 11 ай бұрын
Odia film Bigul teaser pure goosebumps
@sujatasahoo8860
@sujatasahoo8860 3 ай бұрын
Bro kete kastare video karuchanti Bhagwan karantu bohut agaku jao❤❤❤❤
@16i87
@16i87 11 ай бұрын
Aei video ta bhala lagila
@Jay_Jagannath-f1k
@Jay_Jagannath-f1k 17 күн бұрын
ଵହୁତ ଦୁଃଖ ଲାଗୁଛି ନବଭାଇ କୁହ ଏତେ ବୁଲୁଛନ୍ତି ପଇସା କିଏ ଦଉଛି
@SunilKumar-zx1rf
@SunilKumar-zx1rf 11 ай бұрын
Sagun setah ❤
@RanjitKumar-j14
@RanjitKumar-j14 11 ай бұрын
Love u laba bhai❤ I always support you. Bhai next time Africa au jaini no hele ketebele tome chori hei jiba.😅
@Radhageetanjali143
@Radhageetanjali143 11 ай бұрын
Jay jagannath ଭାଇ 🙏🙏
@anuanuanuanu2190
@anuanuanuanu2190 11 ай бұрын
Bhut dukha lagila bhai video dekhi au tame sahasa sahita agaku badi chala maa tarini unkara asirwad sabu bele rahu tuma sahita kip smile
@Mr_xx_subrat_
@Mr_xx_subrat_ 11 ай бұрын
ଜୟ ଶ୍ରୀ ରାମ ଭାଇ ❤ ଆଗକୁ ମାଡି ଚାଲ ❤
@Odiatv786
@Odiatv786 11 ай бұрын
Odia film Bigul teaser pure goosebumps 🔥🔥🔥🔥
@bapirana5653
@bapirana5653 11 ай бұрын
Laba Bhai jagannath achanti sabu thik heijiba,tame aago ku maade chala❤
@trilochanpatelvlogs5683
@trilochanpatelvlogs5683 11 ай бұрын
Laba bhai so sad dekhi ruhaaa bhaina
@GovindGovind-xn7mb
@GovindGovind-xn7mb 11 ай бұрын
କେମେରା ମିଳିବ ତମକୁ ଲାଗୁଛିକିଭାଇ ଯଦିମିଳିଲା ତୋ ଭଲ କଥା ମୁଁ ବିଆଶା କରୁଛି ମିଳିବ ନିଶ୍ଚୟ ତାୟଙ୍କ ୟୁ ଭାଇ ଜୟ ଜଗନ୍ନାଥ 🚩🚩କୁସିରେ ତାଅ
@chandrasekharsanta-bj2ux
@chandrasekharsanta-bj2ux 11 ай бұрын
ସବୁ ବ୍ଲଗ ରୁ ଆଫ୍ରିକା ର ବ୍ଲଗ ସବୁଠୁ ନିଆରା ଭାଇ
@jayasmimurmu7909
@jayasmimurmu7909 11 ай бұрын
Laba babu tume nojoswa chabi Sabubele bag re nei chalo . Nijoro chabi re chabi deigole au kehi kichi chori kori nei paribeni. Dukho laguchhi. Tumo camera milijau bhagwan noko pakhore Prayer koruchhi. Nijoro saman saho nojor kheyal rakhibo . Bhagwan tumora sarbada Mangala karantu ❤❤❤❤❤❤
@chandrasenkhudupia9768
@chandrasenkhudupia9768 11 ай бұрын
Nice video brother
@sinachandan
@sinachandan 11 ай бұрын
First like and cmnt vai plz reply
@Radhageetanjali143
@Radhageetanjali143 11 ай бұрын
ଭାଇ ତୁମେ ଆଉ ଗଟେ ଚାବି ନେଇଆସ ସେ ଜାଗାରେ ସବୁବେଳେ ଚୋରି ହେଇଛି
@AjayaKumarSamal-h5j
@AjayaKumarSamal-h5j Ай бұрын
Sure camera miliba, kasta arjita dhana ,God bless you
@odiababukhatichannel8027
@odiababukhatichannel8027 11 ай бұрын
Omg bhai dukha ra katha😢😢
@bhajaharihp4815
@bhajaharihp4815 11 ай бұрын
Jai jagannath,mil jaega app ka camera ❤❤❤❤Laba bhai south africa jao na ❤❤❤❤
@mahiganesh6097
@mahiganesh6097 11 ай бұрын
Nice laba bhi
@basantinayak5917
@basantinayak5917 3 күн бұрын
So said Laba Bhai agaku baghei chala sabuthik hoejiba
@santosh.789-_
@santosh.789-_ 11 ай бұрын
Sabu thik heijiba
@sakrahembram3057
@sakrahembram3057 11 ай бұрын
Bohut sad 😢ei Afrika re bohut choro hue bohut kharap lagila story suni really mehenot ka fal bekar bholo re ruho❤❤❤❤❤
@gajendraprasadsahu703
@gajendraprasadsahu703 11 ай бұрын
Video ku dekhi bahut dukha lagila.mana bahut kasta bhi hela...bhai sabu jinisa luck Kari baharaku jao.sabdhanre ruha..Jai jagganatha Prabhu 🙏🙏🙏🙏
@badalmohanta5672
@badalmohanta5672 11 ай бұрын
Nice bro
@SadhuCharan-z2v
@SadhuCharan-z2v 9 ай бұрын
Laba Bhai namaskar apana Sara world buluchhanti eha dekhi bahut khusi laguchhi kintu apankara camera chori heba Katha suni bahuta mana dukha hela ! Apana dekhiki bahara desare chalantu. Hele amba manankara apanka Pani thakuranku dakuchhu apanka bhrmana sukhamaya heu !
@samayranjanmallik6598
@samayranjanmallik6598 11 ай бұрын
Very nice 👍
@carlovers.7042
@carlovers.7042 11 ай бұрын
ଭଲ ହେଇଛି, ତୋର ୩ଲକ୍ଷ କ୍ୟାମେରା ତୁ ଗରିବ କଣ ବେ, ଶଳା ଲୋକ ମାନଙ୍କୁ ବୋକା ବନଉଛୁ,
@carlovers.7042
@carlovers.7042 11 ай бұрын
ଦୁଃଖ ନୁହେଁ​ ରେ ଭାଇ ସେ ତମ ମାନଙ୍କୁ ବୋକା ବନଉଚି@@Misty-l8j ଆଉ ଏଠି ଉପର ବାଲା ହି ଧନୀ, ଆଉ ସବୁ ଏଠି ଗରିବ😂😂😂😂
@Nironvlogs-x6i
@Nironvlogs-x6i 11 ай бұрын
Jai jagannath bhaii 🙏
@sudhirkumarsamal2819
@sudhirkumarsamal2819 11 ай бұрын
ଲବ ଭାଇ ଜୟ ଜଗନ୍ନାଥ। ତୁମ କ୍ୟାମେରା ମିଳି ଯାଉ ଭଗବାନଙ୍କୁ ମୋର ଏତିକି ପ୍ରାର୍ଥନା ।😂
@SamitRana-j2z
@SamitRana-j2z 11 ай бұрын
Love you Bhai Jay Jagannath
@sataritiu9219
@sataritiu9219 11 ай бұрын
ଭଗବାନଙ୍କ ପାଖରେ ପ୍ରାଥନା କରୁଛି ମଁ ଲବ ଭାଇଙ୍କର cemera ମିଳିଯାଉ l 🙏🙏 ଜୟ ଜଗନ୍ନାଥ 🙏🙏.
@RabilochanMurmmu-pv8he
@RabilochanMurmmu-pv8he 11 ай бұрын
Nice video
@SanatanaMarndi
@SanatanaMarndi 11 ай бұрын
ଝାଳ ବୁହା ଧନରେ କେମେରା ଟା କିଣା ହେଇନି ସେଥି ପାଇଁ ହଜିଗଲା,ଆମ କାମ ହେଉଛି ସିମେଣ୍ଟ ଆନ୍ଲଡ୍ ବାଲେଶ୍ୱର। ତୁମ ପଛରେ ଲୋକୋ ମାନଙ୍କର ସପୋର୍ଟ ଅଛି, କିନ୍ତୁ ଠାକୁରଙ୍କ ଆଶୀର୍ବାଦ ବି ରହିବା ଦରକାର।
@ashutoshsethy9040
@ashutoshsethy9040 11 ай бұрын
Jai Jagannath 🙏
@kulamanipatra
@kulamanipatra 11 ай бұрын
(ଜୟ ଜଗନ୍ନାଥ ) ଲବ ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ଦେଖୁଛି ଯାହା ବି ହେଉ ସଦାବେଳେ ସତର୍କତା ସହିତ ରୁହନ୍ତୁ ଯେହେତୁ ସଦାବେଳେ ବାହାର ଦେଶରେ ବୁଲୁଛନ୍ତି
@manojsahu2039
@manojsahu2039 11 ай бұрын
ବିପଦେ ଦୋଇବ ସାହା, ଜୟ ଜଗନ୍ନାଥ
@manisharani60
@manisharani60 11 ай бұрын
Vai washroom attached room neithanta. Jebe v room baahrku jaucha bag re important saman carry kari neiki jao. Even room vitare rahile v nijaku lock kari rakha. Africa re bahut chori au snatching huye. Apana janichanti a katha. Janiki v emiti hei gala. Keep urself n ur items safely. Keep everything in front of ur eyes. I pray n hope u ll get ur things back. Next time ru tike dekhiki... 🙏Jay Jagannath
@rajsrinayak4840
@rajsrinayak4840 11 ай бұрын
Bhai mana dukkha karni....karma kari agku badhi chala .vagban achanti tume au ko rasta ru painjiba......❤❤❤❤❤❤
@vLSusant69
@vLSusant69 11 ай бұрын
This is my first ❤ comments nice 😊
@Chandrabatimunda
@Chandrabatimunda 11 ай бұрын
ମନଦୁଃଖ କରନି ଭାଇ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ କି ଆପଣଙ୍କୁ ଆପଣଙ୍କ କ୍ୟାମେରା ଜଲ୍‌ଦି ମିଳିଯାଉ ... ଆପଣ ହେଉଛନ୍ତି ଆମ ଓଡ଼ିଶାର ଗର୍ବ ଏବଂ ଗୌରବ | ଆପଣଙ୍କ ସହ ଏମିତି ଚୋରି ହେଲେ ଆମ ଓଡ଼ିଶାବାସୀ ସହି ପାରିବେ ନାହିଁ ...ଜୟ ଜଗନ୍ନାଥ🙏🙏🙏🙏🙏
@crmohanta3903
@crmohanta3903 11 ай бұрын
Good morning laba bhai 💝💟🌸 tume jouthib ruho bholo re ruho 😇 may God bless you and always keep your smile 💞 🌸🌹💟
@itismitaojha1323
@itismitaojha1323 11 ай бұрын
Bhai you don't worry....lord jaganatha sadabele tama saha achhanti....sabu thick heijiba...apana abe bahuta carefully ruhantu.....
@PapunMajhi-x2i
@PapunMajhi-x2i 9 ай бұрын
Bhai mu sabu video dekhe bahuta badhia lage angul ru kahuchi
@mithunbhuyan8561
@mithunbhuyan8561 11 ай бұрын
Hi bro first like..🥳🥰
@murmuramajofficial
@murmuramajofficial 11 ай бұрын
Johar laba Bhai very beautiful video 👈👈👈👈👈👈👈👈👈👈👈👈👈👈
@RCK403
@RCK403 11 ай бұрын
Bro kn camera re video shoot korichho mean which mobile??? Pls reply
@SantoshKumar-mc2sr
@SantoshKumar-mc2sr 9 ай бұрын
ହେ ଭଗବାନ କଳା ଠାକୁର ଜଗନ୍ନାଥ ସତରେ ଯଦି ପୁରୀ ମନ୍ଦିର ରେ ବସିଥିବ ଆମ ଲବ ଭାଇଙ୍କ କେମେରା ମିଳିଯିବ
@JalandraHuika-s8n
@JalandraHuika-s8n 11 ай бұрын
Saouth Africa kete thara jaouchhanti sir other country jantu....❤❤❤❤❤❤❤
@aditorboypk
@aditorboypk 5 ай бұрын
Bhai kichi tension niani sabu thik heijiba 😊 bhagawan jaha karanti prani ra mangala pain 🙏
@krishnamallik972
@krishnamallik972 11 ай бұрын
1st view bhai
@suchitrasabat5096
@suchitrasabat5096 11 ай бұрын
milijiba chinta karani... tuma pari sachh manisa sa kichi b kharap habani...dharjy dhara....sabu thik heijiba...bhagaban tumaku sahaya hebe🙏❤❤❤
@samirpattnaik5906
@samirpattnaik5906 6 ай бұрын
Bhagaban tumara camera mili jau. Maa tarini tumaku ashirbada diantu emiti travelling karu tha a .
@Bipinliapavlogs
@Bipinliapavlogs 11 ай бұрын
ଲବ ଭାଇ ପାଇଁ ଗୋଟେ like ଟେ ହଉ ❤❤❤
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН
Support each other🤝
00:31
ISSEI / いっせい
Рет қаралды 81 МЛН
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 45 МЛН
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН