ଫସିଗଲେ କି ଛାତ୍ର ? | Odisha Reporter

  Рет қаралды 6,622

Odisha Reporter

Odisha Reporter

Күн бұрын

ସେନା-ପୋଲିସ କଳି ଭିତରେ ଫସିଗଲେ କି ଛାତ୍ର ? ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ 7 ଗିରଫ । ବିଳମ୍ବିତ ରାତିରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିଲା ଛକାପଞ୍ଝା । ଛାତ୍ରଙ୍କ କହିବାର କଥା, ଆମକୁ ପ୍ରଥମେ ଖରାପ ଇଙ୍ଗିତ କରିଥିଲେ ଯୁବତୀ । ଅଶାଳୀନ ଭାଷାରେ ଗାଳି ଦେବା ସହ ଛାତ୍ରଙ୍କ ଗାଡିକୁ ଓଭରଟେକ କରିଥିଲେ । ଆମକୁ ଫସାଇ ଦିଆଯାଇଛି ବୋଲି କହିଲେ ଛାତ୍ର । ଉଭୟ ପକ୍ଷଙ୍କ ମଧ୍ୟରୁ କିଏ ଆଗ ଟିଜିଂ କରିଥିଲେ ? Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Army #Police #Bhubaneswar #Student #ComissioinratePolice

Пікірлер: 34
SHAPALAQ 6 серия / 3 часть #aminkavitaminka #aminak #aminokka #расулшоу
00:59
Аминка Витаминка
Рет қаралды 669 М.
Or is Harriet Quinn good? #cosplay#joker #Harriet Quinn
00:20
佐助与鸣人
Рет қаралды 60 МЛН