'ପ୍ରଧାନମନ୍ତ୍ରୀ ୧୦ ବର୍ଷ କ୍ଷମତାରେ ରହି ଶୋଇଥିଲେ, ନିର୍ବାଚନ ଆସିଲାଠୁ ଧାନ ରେଟ୍ ବୃଦ୍ଧି କରିବାକୁ କହୁଛନ୍ତି' |

  Рет қаралды 297,523

Nandighosha TV

Nandighosha TV

2 ай бұрын

#election2024 #kartikpandian #electioncampaign #odisha #nandighoshatv
ପ୍ରଧାନମନ୍ତ୍ରୀ ୧୦ ବର୍ଷ କ୍ଷମତାରେ ରହି ଶୋଇଥିଲେ, ନିର୍ବାଚନ ଆସିଲାଠୁ ଧାନ ରେଟ୍ ବୃଦ୍ଧି କରିବାକୁ କହୁଛନ୍ତି: କାର୍ତ୍ତିକ ପାଣ୍ଡିଆନ୍
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 613
@manoswinijena3884
@manoswinijena3884 2 ай бұрын
ଓଡ଼ିଶା ର ସବୁ ହାଇସ୍କୁଲରେ ଡିଜିଟାଲ ବୋର୍ଡ ରେ ପିଲା ପାଠ ପଢୁଛନ୍ତି। ଗୁଜରାଟ ଆଜି ବି ବ୍ଲାକବୋଡ ପିଲା ପାଠ ପଢୁଛନ୍ତି।
@chittaranjanmallik5178
@chittaranjanmallik5178 2 ай бұрын
Hele chakiri paibe ta
@chittaranjanmallik5178
@chittaranjanmallik5178 2 ай бұрын
Hele chakiri paibe ta
@afla_toon
@afla_toon 2 ай бұрын
Balo na au podhuchhanti digital board re ....eithi pila gito bojei ki sunuchhanti....au nachuchhanti......
@gangadharsahu9430
@gangadharsahu9430 2 ай бұрын
Sethipain gujrat jibe dadan khtibaku digital pila
@SMRT_NR
@SMRT_NR Ай бұрын
Smart board ru padhi dele kehi , gyani huanti ni , odisha re padhuthiba 10 class pila mananku book padhi asibani hela 49 percent pilanku 😂😂,mu bhi government school re padhuchi hela mu janichi school re kan hauchi
@JasmineWorld122
@JasmineWorld122 2 ай бұрын
ମିଶନ ଶକ୍ତି ର ବିକାଶରେ ରାଜ୍ୟର ବିକାଶ ସମ୍ଭବ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଗୁରୁତ୍ବ ଦେଇଛନ୍ତି।
@tapasiadhikari5103
@tapasiadhikari5103 2 ай бұрын
ଟିକେ ମିଶନ ଶକ୍ତି କାଫେ ବୁଲି କି ଆସ ଜାଣିବ କେତେ ବିକାଶ ହଉଛି ଆଉ ମିଶନ ଶକ୍ତି ରେ MBK. CRP. KM. PM ର ବିକାଶ ହଉଛି ମାଆ ମାନଙ୍କ ର କଣ ହଉଛି
@swaramayeedas437
@swaramayeedas437 2 ай бұрын
କେନ୍ଦ୍ର ସରକାର ୧୦ ବର୍ଷ ଭିତରେ ଥରେ ହେଲେ ସାଧାରଣ ଲୋକଙ୍କ କଥା ମନେପଢୁ ନଥିବା ବେଳେ ନିର୍ବାଚନ ପାଖେଇ ଆସିଲାରୁ ମିଛ ପ୍ରତିଶୃତି ଦେବାକୁ ଚାଲିଆସିଲେ l
@biswajitmaharana451
@biswajitmaharana451 2 ай бұрын
Au Sola je chaulo ta pauchhu kn. Nabin douchhi ki re bobab mone rokh Modi douchhonti
@swaramayeedas437
@swaramayeedas437 2 ай бұрын
ରାଜ୍ୟର ବିଜେପି ଦଳର ନେତାମନ୍ତ୍ରୀଙ୍କ କଥା ନକହିବା ଭଲ ଏବେ ଠାରୁ ବିଜେପିର ଗୁଣ୍ଡାଗିରି ସହ୍ୟ କରିହେଉନି ଆଉ ଆଗକୁ ନକହିବା ଭଲ l
@Tapassamal-
@Tapassamal- 2 ай бұрын
ଲୋକ ଙ୍କ. ପାଇଁ କାର୍ଯ୍ୟ କରିବାର ଯେଉଁ ଅଫୁରନ୍ତ ପରାକାଷ୍ଠା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରେ ଦେଖିବାକୁ ମିଳେ!
@swaramayeedas437
@swaramayeedas437 2 ай бұрын
ଓଡିଶାବାସୀଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ରାଜ୍ୟ ସରକାର ଦିନରାତି ଏକ କରି କାର୍ଯ୍ୟକରିଥାନ୍ତି l
@rajeswarichaini3406
@rajeswarichaini3406 2 ай бұрын
Dina rati ek kari ki Nija Nabin nibasa re Soi thanti … loka nka saha katha heba ku icha karanti nahin. Kebala kagaja dekhi ki padhanti .
@sourabh_behera
@sourabh_behera 2 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ୱାସ୍ଥ୍ୟ ସେବା, ଶିକ୍ଷାନୁ ଷ୍ଠାନ, ପାନୀୟ ଜଳ ଇତ୍ୟାଦି ସବୁ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି ରାଜ୍ୟ ବାସୀଙ୍କୁ.
@07_P.K.
@07_P.K. 2 ай бұрын
ସୁବିଧା ଅଛି କିନ୍ତୁ ଡାକ୍ତର ଖାନା ରେ ଡାକ୍ତର ନାହିଁ ଶିକ୍ଷାନୁଷ୍ଠାନ ରେ ଶିକ୍ଷକ ନାହିଁ କେବଳ ସୁବିଧା ଅଛି😂
@jagannathsahoo3862
@jagannathsahoo3862 Ай бұрын
Eaithara jadi nabina jitila tahele tamilnadu ru teacher aou doctor asibe beacause odisha re teacher aou doctor heba pai qualify nuha😅😅
@sarojinibhue5817
@sarojinibhue5817 Ай бұрын
J dela j kahuchha kahi tume nai deba j vikari Mane debe ame kahuchhu boli tume deuchha kana hela setu
@karunakarpera197
@karunakarpera197 2 ай бұрын
Right explain honorable vk pandian on odisha people
@JasmineWorld122
@JasmineWorld122 2 ай бұрын
ରାଜ୍ୟର ବିଜେପି ଦଳ ତା ନିଜ ଉପରେ ନିଜ ଦଳର ନେତାମନ୍ତ୍ରୀ ଙ୍କ ଭରସା ନାହିଁ ଆଉ ଲୋକଙ୍କ ଭରସା କେଉଁଠୁ ଆସିବ
@Working733
@Working733 2 ай бұрын
ବରଗଡ଼ରୁ ପୁଣି କେନ୍ଦ୍ରର ନେତାଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ।
@JasmineWorld122
@JasmineWorld122 2 ай бұрын
ନିର୍ବାଚନ ଆସିଲେ ବିଜେପିର ବିଭିନ୍ନ ପ୍ରକାର ଡ୍ରାମା ଦେଖା ଯାଏ
@swaramayeedas437
@swaramayeedas437 2 ай бұрын
କେନ୍ଦ୍ର ସରକାର ନିଜ ସ୍ୱାର୍ଥ ହାସଲ କରିବା ପାଇଁ ସାଧାରଣ ଲୋକଙ୍କ ପାଖକୁ ଭୋଟ ମାଗିବାକୁ ଚାଲି ଆସିଛନ୍ତି l
@user-nv4fm9gy9z
@user-nv4fm9gy9z 2 ай бұрын
Good Bhai Amity hin bjd ku support Kara aou odisha ku tala adu no1 kariba
@biprasideaexecutionsuccess4795
@biprasideaexecutionsuccess4795 2 ай бұрын
Pm Modi bjp sarkar करोड़ करोड़ kharcha karuchhi vote prachar pain
@ayeshapanda476
@ayeshapanda476 2 ай бұрын
କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ଓଡିଶାକୁ ଅବହେଳା କରି ଆସୁଅଛି,ତାହା ଜବାବ ମାଗୁଛନ୍ତି ଓଡ଼ିଶାବାସୀ
@Saswat_sahoo
@Saswat_sahoo 2 ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ବିକାଶ କାର୍ଯ୍ୟ ଠିକ ଭାବରେହେଲା କି ନାହିଁ ସେଥିପାଇଁ ସବୁବେଳେ ଧ୍ୟାନ ଦେଇଥାନ୍ତି
@SomanathSabat
@SomanathSabat 2 ай бұрын
ଏତେ ଯଦି ଧ୍ୟାନ ଦେଉଛନ୍ତି ତ ଲୋକ ଦାଦନ ଖଟିବାକୁ କାହିଁକି ଯାଉଛନ୍ତି
@biswajitmaharana451
@biswajitmaharana451 2 ай бұрын
Tu tahele dadan jainu😅😅😅😅
@BhajanPujari-cp2bk
@BhajanPujari-cp2bk 2 ай бұрын
😅p
@hariharnaik6536
@hariharnaik6536 2 ай бұрын
never
@RitaPp-ps3tv
@RitaPp-ps3tv 2 ай бұрын
Kebala neta mananku dhana deuchanti
@ayeshapanda476
@ayeshapanda476 2 ай бұрын
ଓଡ଼ିଶା ମାଟିର ହୋଇ BJP ନେତାମାନେ କଦାପି ଓଡ଼ିଶାର ଉନ୍ନତି ନିମନ୍ତେ କାର୍ଯ୍ୟ କରି ନାହାନ୍ତି
@fundy240
@fundy240 Ай бұрын
Ek dom sata kotha😊
@Working733
@Working733 2 ай бұрын
ଏଇ ମାଟି ହେଉଛି ମହାନ କବି ଗଙ୍ଗାଧର ମେହେରଙ୍କ ମାଟି। କେନ୍ଦ୍ରମନ୍ତ୍ରୀ ଏତେ ବର୍ଷ ହେଲା ଅଛନ୍ତି। ଓଡ଼ିଆ ଅସ୍ମିତା କଥା କହୁଛନ୍ତି। ମହାନ ଗଙ୍ଗାଧରଙ୍କ ପବିତ୍ର ମାଟି ଲାଗି କଣ କଲେ କି ବୋଲି ପଚାରିଛନ୍ତି କାର୍ତ୍ତିକ ପାଣ୍ଡିଆନ।
@GyanBhog
@GyanBhog 2 ай бұрын
ଓଡିଶା କଥା ଓଡ଼ିଆ ଲୋକ କହିବେ ତୁମେ ତାମିଲନାଡୁ ବିଷୟରେ ଭାବ
@benudhardhardandsena7137
@benudhardhardandsena7137 2 ай бұрын
ନବୀନ ଭଳିଆ ମନ୍ତ୍ରୀ କେନ୍ତି କାହିଁ ରୁ ପାଇବା ଏ ଣୁ ସମସ୍ତେ ଶଙ୍ଖ ଚିହ୍ନ ରେ ଭୋଟ ଦିଅ
@swaramayeedas437
@swaramayeedas437 2 ай бұрын
ରାଜ୍ୟବାସୀଙ୍କ ଦୁଃଖରେ ଦୁଃଖିହୋଇ ଲୋକଙ୍କ ପ୍ରତିଟି ସମସ୍ୟାକୁ ସମାଧାନ କରିଛନ୍ତି ରାଜ୍ୟ ସରକାର l
@JasmineWorld122
@JasmineWorld122 2 ай бұрын
ବର୍ତ୍ତମାନ ବିଜେପି ଓଡ଼ିଶାରେ ଯେଉଁ ହୀନ ରାଜନୀତି କରି ଓଡ଼ିଶାର ଶାନ୍ତିଭଙ୍ଗ କରୁଛି ଆସନ୍ତା ସମୟରେ ଓଡ଼ିଶାରେ ବିଜେପି ମୂଳ ପୋଛ ହୋଇଯିବ
@Realmsks
@Realmsks 2 ай бұрын
ମହିଳା ମାନଙ୍କୁ ବୀକଶିତ କରିବାର ଗୋଟିଏ ମାତ୍ର କାରଣ ମହିଳା ମାନେ କାମକୁ ଗଲେ ଘଇତା ମାନେ ଛୁଆ ଖେଳେଇବେ ଓ ମଦ ପିଇ ମାତାଲ୍ ଅବସ୍ଥାରେ ମାଇକିନିଆ ସହିତ ସଂପର୍କ ଖରାପ କରିବେ ।ସେଇ ବିକାଶ କରିବା କଥା ଯଦି ପୁରୁଷ ମାନଙ୍କ କ୍ଷେତ୍ର ରେ କାର୍ଯ୍ୟକାରୀ କର ।ନାହିଁ ନାହିଁ ସେମିତି କରିବନି
@manoswinijena3884
@manoswinijena3884 2 ай бұрын
2019ଓ 2024 ଦେଇଥିବା ପ୍ରତିଶୃତି ମନେ ଅଛି।
@JasmineWorld122
@JasmineWorld122 2 ай бұрын
ଓଡିଶାର ମା ମାନଙ୍କ ପ୍ରତି ନବୀନ ବାବୁଙ୍କ ଭଲପାଇବା କହିଲେ ନସରେ l ନବୀନ ବାବୁଙ୍କ ମନରେ ସବୁବେଳେ ଓଡିଶାର ମା ମାନଙ୍କ ପାଇଁ ଚିନ୍ତା
@JasmineWorld122
@JasmineWorld122 2 ай бұрын
ଓଡିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଥିବା ଜନନେତା ହେଉଛନ୍ତି ଆମ ନବୀନତେଣୁ ଏଥର ପୁଣି ନବୀନବାବୁ
@Anwesha_Odisha
@Anwesha_Odisha 2 ай бұрын
ଓଡ଼ିଶା ବାସୀଙ୍କର ଜନ କଲ୍ୟାନ କାରୀ ଯୋଜନା ଗୁଡ଼ିକ ଠିକ ସମୟରେ ପହଞ୍ଚି କାର୍ଯ୍ୟ କାରୀ ହୋଇଛି କି ନାହିଁ ତାହା ଲୋକଙ୍କୁ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ |
@Droupadisethy-dn4zi
@Droupadisethy-dn4zi 2 ай бұрын
Kou language re pacharuchi
@rajeswarichaini3406
@rajeswarichaini3406 2 ай бұрын
Se ta Nija katha bujhi paru nahanti , loka nka katha kana bujhi be
@JasmineWorld122
@JasmineWorld122 2 ай бұрын
ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ସେଥିରେ ରାଜ୍ୟବାସୀ ଖୁସି ଅଛନ୍ତି , ବିଜେପି ବିରୋଧ କରିଲେ କିଛି ଲାଭ ମିଳିବ ନାହିଁ
@Soumyajit_behera
@Soumyajit_behera 2 ай бұрын
ନିଜର ଶାସନ ବ୍ୟବସ୍ଥା ବଳରେଓଡିଶା ବାସୀଙ୍କୁ ପାଖରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବନୀନ ପଟ୍ଟନାୟକ ଅଧିକ ସଂଖ୍ୟାରେ ଆସନ ଜୟଲାଭ କରିବ l
@JasmineWorld122
@JasmineWorld122 2 ай бұрын
ରାଜ୍ୟବାସୀଙ୍କ ପାଇଁ ନବୀନ ବାବୁ ଯେଉଁ ସବୁ ପଦକ୍ଷେପ ନିଅନ୍ତି ତାହା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ l
@Working733
@Working733 2 ай бұрын
ମୁଖ୍ୟମନ୍ତ୍ରୀ ନବୀନଙ୍କର ଚେଷ୍ଟାରେ ଏହି ଟ୍ରିବ୍ଯୁନାଲ ଗଠନ ହେଲା।
@JasmineWorld122
@JasmineWorld122 2 ай бұрын
ରାଜ୍ୟର ଥିବା ୭୦ ଲକ୍ଷ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଓଡିଶାରେ ଯୋଜନା ପରେ ଯୋଜନାକୁ କାର୍ଯ୍ୟ କରିଚାଲିଛନ୍ତି l
@chandangiri2638
@chandangiri2638 2 ай бұрын
ଜୟ ଜଗନ୍ନାଥ
@Mamitanayak-hz2dt
@Mamitanayak-hz2dt 2 ай бұрын
Thank you pandian sir
@Virajsamal
@Virajsamal 2 ай бұрын
ସାଡେ ଚାରି କୋଟି ଓଡିଶା ବାସୀଙ୍କ ଭଲ ପାଇବା ଓ ଅକୁଣ୍ଠ ବିଶ୍ୱାସ ବଳରେ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ନିଶ୍ଚୟ ପଦାର୍ପଣ କରିବେ
@Siluray
@Siluray 2 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ନବୀନ ଓଡ଼ିଶା ଓଡିଆଭାଷାର ପ୍ରଚାର ଓ ପ୍ରସାର ନୂଆ ଅଭିଯାନଆଜି ଲୋକମାନଙ୍କୁ ଅନୁପ୍ରାଣିତ କରୁଛି
@BabyViralClips7923
@BabyViralClips7923 2 ай бұрын
Kede maghia kire tame
@SMRT_NR
@SMRT_NR 2 ай бұрын
Nija ku asuni A,AA bhasa prachaar karibe
@bijaykumarnanda4758
@bijaykumarnanda4758 Ай бұрын
Great presentation with data and facts..
@Vijaya070
@Vijaya070 2 ай бұрын
ଜୟ ନବୀନ ପଟ୍ଟନାୟକ, ଜୟ VK Pandian।
@user-vy9im3jy7i
@user-vy9im3jy7i 2 ай бұрын
Triu speech pandian babu youare great man odisa devlepo nol
@user-tv1ts8sm9g
@user-tv1ts8sm9g Ай бұрын
Right Sir
@nibarandas9776
@nibarandas9776 2 ай бұрын
Jagannath au maa samlei ei mananku maribe
@jitendrapradhan7655
@jitendrapradhan7655 2 ай бұрын
Jay Jagannath 🙏🌹🙏🌹🙏
@lazypradhan2259
@lazypradhan2259 2 ай бұрын
Jay Jagannath 🙏❤️❤️🙏
@JasmineWorld122
@JasmineWorld122 2 ай бұрын
ମାଆଙ୍କ ବିକାଶର ଗତିକୁ ମିଳିଲା ଶକ୍ତି।‌ ସଭିଙ୍କ ଆଶା ପୂରଣ କରୁ ଖୁସି ଭରିଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ।‌ ମାଆଙ୍କୁ ସଶକ୍ତ କରିଥିବାରୁ ଧନ୍ୟବାଦ ନବୀନ ବାବୁ।
@07_P.K.
@07_P.K. 2 ай бұрын
ଆମ ଗାଁ ରେ ବାପା , ମାଆଙ୍କ scooty ପଛପଟେ ବସି ବୁଲୁଛନ୍ତି 😂
@user-xi7xv1dr2d
@user-xi7xv1dr2d 2 ай бұрын
The grate sir❤❤
@Soumyakant_sahoo
@Soumyakant_sahoo 2 ай бұрын
ଓଡିଶା ପ୍ରତି ନିଜର କର୍ତ୍ତବ୍ୟ ତୁଲାଇବାରେ କେବେବି ଅବହେଳା କରିନାହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ବାସୀଙ୍କ ଉନ୍ନତି ନିମନ୍ତେ ସେ ଅହରହ ଚେଷ୍ଠା ଚଳାଉଛନ୍ତି l
@BabyViralClips7923
@BabyViralClips7923 2 ай бұрын
Dadan jbu kire tu
@07_P.K.
@07_P.K. 2 ай бұрын
ନିଜର କର୍ତ୍ତବ୍ୟ ତ ନୁହେଁ ବିଜୁ ବାବୁଙ୍କ ସ୍ବପ୍ନ ନିଜେ ପାରିଲେନି ସେଥିପାଇଁ vk pandian ଙ୍କ ସହାୟତା ନେଲେ 😂
@Kamalakanta37
@Kamalakanta37 2 ай бұрын
ମହାନଦୀ ପାଣି କୁ ଯେତେବେଳେ ଛଡିଶଗଡ଼ ସରକାର ବନ୍ଧ କଲେ ସେତେବେଳେ କେନ୍ଦ୍ରସରକାର ଆଖି ବନ୍ଦକରିଦେଲେ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହଯୋଗ କଲେ । କାରଣ ସେତେବେଳେ ଛତିଶ ଗଡ଼ରେ ବିଜେପି ସରକାର ଥିଲା ଆମମୁଖ୍ୟମନ୍ତ୍ରୀ ସୁପ୍ରିମକୋଟ କରି ମହାନଦୀ ଉପରେ ଡେମ ବନ୍ଦକଲେ |
@Kamalakanta37
@Kamalakanta37 2 ай бұрын
5Tମଧ୍ୟକ୍ଷ ବଙ୍ଗ ମୁଣ୍ଡାଠାରେ କହିଛନ୍ତି ଜୁନ ୯ ତାରିଖ ଦିନ ସାଡ଼େ ଏଗାର ଟା ରୁ ଦିନ ଗୋଟାଏ ମଧ୍ୟରେ ମୁଖ୍ୟ ମନ୍ତ୍ରୀ ଶପଥ ନେବେ | ଏବଂ ଜୁଲାଇ ମାସରୁ ଆଉ ବିଜୁଳି ବିଲ ଆସିବ ନାହିଁ '
@Suyash-routray
@Suyash-routray 2 ай бұрын
ଲୋକଙ୍କ ସେବାରେ ସବୁବେଳେ ନିଜକୁ ନିୟୋଜିତ କରିଦେଇଛନ୍ତି ନବୀନ ବାବୁ ଲୋକଙ୍କ ବିକାଶ ଲୋକଙ୍କ ଉନ୍ନତି ହିଁ ନବୀନ ଙ୍କ ମୂଳ ଲକ୍ଷ୍ୟ
@SMRT_NR
@SMRT_NR 2 ай бұрын
Sabash..ete seba je kbk area re medical te nahi ..au medical jiba pain rasta b nahi
@SomanathSabat
@SomanathSabat 2 ай бұрын
ନିଜର ତ ସେବା ନିଜେ କରିପାରୁ ନାହାନ୍ତି ଲୋକର କଣ କରିବେ
@binodbiharirout389
@binodbiharirout389 2 ай бұрын
Centerରୁ ଯାହା ସବୁ କିଛି ମିଳିଛି, ତାକୁ ନେଇ କେତେ ଦଲାଲି ହୋଇଛି?
@dronachandrasabar1825
@dronachandrasabar1825 Ай бұрын
25 ବର୍ଷ ରେ ଓଡିଶା ରେ କଣ ଉନ୍ନତି ହୋଇଛି
@Soumyajit_behera
@Soumyajit_behera 2 ай бұрын
କଥା ରେ ନୁହେଁ କାମରେ ବିଶ୍ୱାସ କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲା ର ବିକାଶ ମୂଳକ କାର୍ଯ୍ୟ କରି ସାରା ଦେଶରେ ଏକ ନମ୍ବର ସରକାର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି
@rajeswarichaini3406
@rajeswarichaini3406 2 ай бұрын
Ha ha ha ha … Tame odia loka na Akhi au kana re pati mari ki rakhi cha ? Acha tike kahila kana kana kama sabu Mukhya mantri kari chanti
@user-nv4fm9gy9z
@user-nv4fm9gy9z 2 ай бұрын
Aeeta bjd ra channel
@07_P.K.
@07_P.K. 2 ай бұрын
କୋଉ କାମ ପାଇଁ ସେ ଦେଶର ୧ନଂ ମୁଖ୍ୟମନ୍ତ୍ରୀ ହେଲେ କହିବ କି ଟିକେ?
@IshwarSingh77735
@IshwarSingh77735 2 ай бұрын
ଏବେବି ଓଡ଼ିଶାରେ ରୋଗୀ ଖଟରେ ବୁହା ହୋଉଛନ୍ତି, ଆଉ ତୋମେ ବିକାଶର ଧୁଣ୍ଡୁରା ପିଟୁଛ । ସବୁ ଦାଦନ୍ ଯିବ ତାମିଲନାଡ଼ୁ।
@Nimaicharansethy
@Nimaicharansethy Ай бұрын
Thanksir
@Kamalakanta37
@Kamalakanta37 2 ай бұрын
5T ଅଧକ୍ଷ ବରଗଡ ଠାରେ କହିଛନ୍ତି ୨୦୦ଟଙ୍କା ବାର୍ଦ୍ଧିକ୍ୟ ଭତ୍ତା ଦେବା ଡବଲ୍ ଇଞ୍ଜିନ ସରକାରର କାମ କିନ୍ତୁ ୧୦୦୦ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେବା ନିବୀ ନ ସରକାର ଙ୍କର କାମ।ତେଣୁ ଆପଣମାନେ ଶଙ୍ଖଚିହ୍ନରେ ଭୋଟ ଦିଅନ୍ତୁଏବଂ ନବୀନ ପଟ୍ଟନାୟକଙ୍କୁ ଆର୍ଶିବାଦ କରନ୍ତୁ |
@debendra611
@debendra611 2 ай бұрын
Au desha jiba ki
@fundy240
@fundy240 Ай бұрын
Thanks❤
@manoswinijena3884
@manoswinijena3884 2 ай бұрын
ବିଜେପି ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଆଗକୁ ଆଣନ୍ତୁ।
@ashokkumardas1634
@ashokkumardas1634 Ай бұрын
ମଣିଷ ମାନଙ୍କୁ ନିରାପତ୍ତା ଦେଇ ପାରୁନଥିବା ମୁଖ୍ୟମନ୍ତ୍ରୀ ଙ୍କୁ ୨୦୨୪ ନିର୍ବାଚନ ରେ ହରାନ୍ତୂ।
@JasmineWorld122
@JasmineWorld122 2 ай бұрын
ରାଜ୍ୟର ବିଜେପି ଦଳ ପ୍ରବେଶ କରିବା ଅର୍ଥ ଓଡିଶାକୁ ବିପଦ ମୁହଁକୁ ଚାଲି ଯାଇଛି ତେଣୁ ଆମର ନବୀନ ବାବୁ ସତଗୁଣେ ଭଲ
@sarojkumarkhuntia3945
@sarojkumarkhuntia3945 2 ай бұрын
ଆପଣ ପଚିଶ ବର୍ଷ ଧରି ବିଜୁଳି ମାଗଣା ଦେଇ ପାରିଲ ନାହିଁ ଆଉ ଏବେ କହୁଛନ୍ତି ଶପଥ ନେଲେ ବିଜୁଳି ମାଗଣା ମିଳିବ
@JasmineWorld122
@JasmineWorld122 2 ай бұрын
ରାଜ୍ୟର ବିଜେପି ଦଳ କୁ ଭାରଷା କରିବା ଅର୍ଥ ଓଡିଶାକୁ ବିପଦ ମୁହଁକୁ ଠେଲିଦେବ । ତେଣୁ ଆମର ନବୀନ ବାବୁ ଓଡିଶା ପାଇଁ ସତଗୁଣେ ଭଲ
@BalaRana-qg8di
@BalaRana-qg8di 2 ай бұрын
୨୫ବର୍ଷ ହେଲା ନବିନ ବାବୁ ଏତିକି କଥା କହିପାରିନାହାନ୍ତି, ପାଣ୍ଡିଆନ କୁ ଦେଖ ଓଡିଶାରେ ସାସନ କରିବ ଓଡ଼ିଶାରେ ଓଡିଆ ପୁଅନାହାନ୍ତି କି
@ayeshapanda476
@ayeshapanda476 2 ай бұрын
ଯେତେବେଳେ ଲୋକଙ୍କ ସେବା ପାଇଁ କାମ କରିବାର ଥାଏ ସେ ସମୟରେ କେନ୍ଦ୍ର ବିଜେପି ନେତାମାନଙ୍କ ଦେଖା ନଥିଲା
@BharatBanjaraBanjara-hx3cn
@BharatBanjaraBanjara-hx3cn Ай бұрын
You are great sir I am proudup you sir
@Kamalakanta37
@Kamalakanta37 2 ай бұрын
5Tଅଧ୍ୟକ୍ଷ ବରଗଡ଼ଠାରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ୧୦ ବର୍ଷ ମଧ୍ୟରେ ଚାଷୀମାନଙ୍କର ଧାନ ର MSP ବୃଦ୍ଧିକ ଲେନାହିଁ । ଆଜି ଯେତେବେଳେ ଓଡ଼ିଶାରେ ବିଜେପି ଜୋରଦାର ହାରୁଛି ସେତେବେଳେ ଧାନର MSP ବୃଦ୍ଧିକରିବା କଥା ମନେ ପଡ଼ିଲା ।
@JasmineWorld122
@JasmineWorld122 2 ай бұрын
ବିଜେପି ଦଳର ଧର୍ମେନ୍ଦ୍ର ବାବୁ କଣ ଲୋକଙ୍କୁ ମିଛ କହୁନାହାଁନ୍ତି ମିଛର ଗନ୍ତାଘର ଘର ହେଉଛି ବିଜେପି ଦଳ
@sontashkumarmahapatra9588
@sontashkumarmahapatra9588 2 ай бұрын
ମହାନଦୀ ଉପରେ ମୁଁ କହୁଛି ------ ମହାନଦୀ କୂଳରେ ତମର ଯୋଉ MLA ଅଛି ଛତିଶଗଡ GOVT ବ୍ୟାରେଜ ଶୁଭ ଦେଲା ବେଳକୁ ସେ MLA ଦେଖିକି ଶୋଇପଡ଼ି ଲା କାହିଁକି, 2=ମୌନେ ସମତି ଲକ୍ଷଣ 3=ଟଙ୍କା ଲାଞ୍ଚ ଖାଇ ସେ MLA & CM ଶୋଇପଡ଼ି ଲେ, 4=ଫଳରେ ଛତିଶଗଡ ବ୍ୟାରେଜ ତିଆରି କରିଲେ, 5=ସେଥିପାଇଁ ନବୀନ ଦାଇ
@JasmineWorld122
@JasmineWorld122 2 ай бұрын
ବିଜେଡି ପ୍ରତି ଲୋକଙ୍କ ଭଲ ପାଇବା ଓ ସମର୍ଥନ ଦେଖି ବିଜେପି ନେତାମାନେ ଭୟରେ ଏପରି ମନ୍ତବ୍ୟ ଦେଉଛନ୍ତି
@Himanshu_bhusan
@Himanshu_bhusan 2 ай бұрын
ବିକାଶ ହିଁ ଏକ ମାତ୍ର ମୂଳ ଲକ୍ଷ୍ୟ ଆଉ ଉଦେଶ୍ୟ। ସାରା ଓଡିଶା ବାସୀଙ୍କ ଦୁଃଖ ନବୀନ ବାବୁ ବେଶ ଭଲ ଭାବେ ବୁଝୁଛନ୍ତି ସେଥିପାଇଁ ତ ବିଭିର୍ଣ୍ଣ ପ୍ରକାର ଯୋଜନା ଏବଂ ବିଭିର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି।ଯାହାକି ଆମ ଓଡିଶା ର ବହୁତ ବିକାଶ ହେଉଅଛି।
@Shripatitapabana
@Shripatitapabana 2 ай бұрын
ଲୋକ ଦାଦାନ ଖଟିବାକୁ କାହିଁକି ଯାଉଛନ୍ତି ତାର ଜବାବ ଦିଅନ୍ତୁ?
@JasmineWorld122
@JasmineWorld122 2 ай бұрын
ବର୍ଷ ସାରା ଘରେ ବସି ଆରାମ କରୁଛନ୍ତି ବିଜେପି ନେତାମାନେ ଆଉ ନିର୍ବାଚନ ସମୟରେ ଏପରି ହୀନ ରାଜନୀତି କରିବାକୁ ରାଜରାସ୍ତାକୁ ଓହ୍ଲାଉଛନ୍ତି
@JasmineWorld122
@JasmineWorld122 2 ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ନିଜ ପରିବାର ଭାବି ସେମାନଙ୍କର ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ଜନ କଲ୍ୟାଣ ଯୋଜନାମାନ କରିଚାଲିଛନ୍ତି
@Working733
@Working733 2 ай бұрын
କୋଶଳୀ ଭାଷା, ମହାନଦୀରେ ଛତିଶଗଡ଼ର ବେଆଇନ ନିର୍ମାଣ ସହ ଓଡ଼ିଆ ଅସ୍ମିତା କଥା କହୁଥିବା ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଓଡ଼ିଆ ବରପୁତ୍ରଙ୍କ ପ୍ରତି ଅବହେଳା କଥା କହି ତୀବ୍ର ସମାଲୋଚନା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କହିଥିଲେ ଏ ଜାତିର ପରିଚୟ ହେଉଛି କୋଶଳୀ ଭାଷା। ଶହ ଶହ ବର୍ଷ ଧରି ଲୋକେ ଏହି ଭାଷା କହି ଆସୁଛନ୍ତି।
@jeebanenduparida5859
@jeebanenduparida5859 2 ай бұрын
Great 👍
@JasmineWorld122
@JasmineWorld122 2 ай бұрын
ସ୍ୱଚ୍ଛ ଭାବରେ ରାଜନୀତି କେମିତି କରାଯାଏ ତାହା ବିଜେପି ଶିଖିବା ଆରମ୍ଭ କରିବା ଆବଶ୍ୟକ
@swaramayeedas437
@swaramayeedas437 2 ай бұрын
ଗରିବଙ୍କ ଜୀବନଶୈଳୀକୁ ପରିବର୍ତନ କରିବା ପାଇଁ ରାଜ୍ୟ ସରକାର ଓଡିଶାରେ ଯୋଜନା ପରେ ଯୋଜନା ପ୍ରସ୍ତୁତ କରି ଲୋକଙ୍କୁ ସରକାରୀ ସୁବିଧା ଯୋଗାଇ ଦେଉଛନ୍ତି l
@JasmineWorld122
@JasmineWorld122 2 ай бұрын
ବିକାଶ ପାଇଁ ନବୀନ ଦରକାର, ନୂଆ ଓଡ଼ିଶା ଗଢିବାକୁ ଆମକୁ ଶଙ୍ଖରେ ମୋହର ମାରିବା ଦରକାର। ଆସନ୍ତୁ ବିଜେଡିକୁ ଭୋଟ୍ ଦେବା ଆମ ଭବିଷ୍ୟତକୁ ଉଜ୍ବଳ କରିବା।
@07_P.K.
@07_P.K. 2 ай бұрын
Job ପାଇଁ ଟଙ୍କା ମାଗୁଛନ୍ତି ଟଙ୍କା ଦେଇପାରିବୁନି କି govt. Job କରିପାରିବୁନି ଏମିତିରେ ଆମ ଭବିଷ୍ୟତ ଉଜ୍ବଳ ନା ଅନ୍ଧାର ହେବ?
@JasmineWorld122
@JasmineWorld122 2 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଥିବା ପ୍ରତିଟି ଇଛାକୁ କାର୍ତ୍ତିକ ପାଣ୍ଡିଆନ ସାର ନିଜେ ବହୁ ପରିଶ୍ରମ କରି ନବୀନ ବାବୁଙ୍କ ଇଛାକୁ ପୂରଣ କରିଛନ୍ତି
@07_P.K.
@07_P.K. 2 ай бұрын
ବିଜୁ ବାବୁଙ୍କ ସ୍ଵପ୍ନ ନବୀନ ବାବୁ ଏବଂ ନବୀନ ବାବୁଙ୍କ ଇଚ୍ଛା vk pandian 😮 ମାନେ ବିଜୁ ପଟ୍ଟନାୟକ ଙ୍କ ସ୍ବପ୍ନ କୁ ନବୀନ ବାବୁ ପାରିଲେନି ସେଥିପାଇଁ ତାମିଲନାଡୁ ର ବ୍ୟକ୍ତି ଙ୍କ ସହାୟତା ନେବାକୁ ପଡ଼ିଲା?
@santoshbarik1143
@santoshbarik1143 2 ай бұрын
ଆପଣ 25 ବର୍ଷ ହେଲା କଣ ଆଉ ଅଧିକା କରିପକେଇଛନ୍ତି କି?????
@bikashsi9198
@bikashsi9198 2 ай бұрын
Yes odisha ra janata aaji jabab magu chanti...25 year re tame kon development karichooo
@Social_-Reformer
@Social_-Reformer 2 ай бұрын
Disaster management
@happypappycomdey4887
@happypappycomdey4887 2 ай бұрын
​@@bikashsi9198😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮
@prasantadas7051
@prasantadas7051 2 ай бұрын
Health sector development High schools education development
@mayabatisahu6150
@mayabatisahu6150 2 ай бұрын
​@@bikashsi9198
@manoswinijena3884
@manoswinijena3884 2 ай бұрын
୧୦ବର୍ଷ ଯାଏଁ ବିଜେପି ଓଡ଼ିଶା ବାସୀ ଙ୍କ ମନ ଜିତି ପାରିବନି।
@swaramayeedas437
@swaramayeedas437 2 ай бұрын
ଓଡିଶାରେ ଥିବା କଳା ଆଉ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାର ବିରୋଧୀଙ୍କ ବିରୋଧକୁ ପ୍ରତ୍ୟାଖାନ କରିଛନ୍ତି l
@ayeshapanda476
@ayeshapanda476 2 ай бұрын
କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ଦରବୃଦ୍ଧି କରି ଲୋକଙ୍କୁ ହଇରାଣ କରୁଛି ଆଉ ରାଜ୍ୟ ବିଜେପି ନିଜ ସ୍ବାର୍ଥ ପାଇଁ ତୁଚ୍ଛା ରାଜନୀତି କରୁଛନ୍ତି
@Working733
@Working733 2 ай бұрын
ଏହି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ରଖିବାକୁ ୫ ବର୍ଷ ଧରି ପ୍ରସ୍ତାବ ପଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସରକାର। ହେଲେ ଭାଷା ପାଇଁ ଏତିକି ସମ୍ମାନ ଦେଲା ନାହିଁ କେନ୍ଦ୍ର। ଆଜି ଭୋଟ ପାଇ ଆସିଛନ୍ତି। ମହାନଦୀ ପ୍ରସଙ୍ଗରେ କହିଥିଲେ, ଏ ଅଂଚଳର ଜୀବନଧାରା ମହାନଦୀ।
@KanhuSamal-ij8kh
@KanhuSamal-ij8kh Ай бұрын
ଆପଣ କଣ ଦେଖା କରିବାକୁ ଆସିଛି, ଆପଣଵି ଭୋଟ ପାଇଁ ଆସିଛନ୍ତି
@gouttambehera3255
@gouttambehera3255 2 ай бұрын
Hit Like 👍 if you support
@manoswinijena3884
@manoswinijena3884 2 ай бұрын
ରକ୍ତହୀନତା ଓଡ଼ିଶା ୬୪ତମ ସ୍ଥାନ ରେ ଥିବା ବେଳେ ଗୁଜରାଟ ର ଅଛି ୮୦ତମ ସ୍ଥାନ ରେ।
@kedarsendhal7353
@kedarsendhal7353 2 ай бұрын
ଲୋକଙ୍କ ସେବାରେ ସବୁବେଳେ ନିଜକୁ ନିୟୋଜିତ କରିଦେଇଛନ୍ତି ନବୀନ ବାବୁ ଲୋକଙ୍କ ବିକାଶ ଓ ଲୋକଙ୍କ ଉନ୍ନତି ହିଁ ନବୀନ ସରକାର ର ମୂଳ ଲକ୍ଷ Jay BJD Jay Naveen
@user-gp2jd7jb5i
@user-gp2jd7jb5i 2 ай бұрын
ବିଜେଡି ର ସବୁ ବେଳେ ଗୋଟେ ଲକ୍ଷ ଗରିବ କୁ ନାତ ନିଜ ପେଟ ବଡ ନିଜ ପକେଟ ଗରମ
@krishnachandragouda9550
@krishnachandragouda9550 2 ай бұрын
ଜୟ ନବୀନ ବାବୁ
@bigyanidas8148
@bigyanidas8148 Ай бұрын
Right .......
@ayeshapanda476
@ayeshapanda476 2 ай бұрын
ନିର୍ବାଚନ ସମୟରେ ମିଥ୍ୟା ପ୍ରତିଶୃତି ଦେଇ କେନ୍ଦ୍ର ବିଜେପି ଭୋଟ ଆଦାୟ କରିବା ପରେ ସେ ପ୍ରତିଶୃତିକୁ ଅଣଦେଖା କରୁଛି
@basantasahoo425
@basantasahoo425 2 ай бұрын
25 ବର୍ଷ ବାଳ କରୁଥିଲ
@ayeshapanda476
@ayeshapanda476 2 ай бұрын
ବିଜେପିର ୩ଜଣ କେନ୍ଦ୍ରମନ୍ତ୍ରୀ ଆଉ ୮ ଜଣ ସାଂସଦ ଥାଇ ମଧ୍ୟ ଓଡ଼ିଶା କିମ୍ବା ଓଡ଼ିଶାବାସୀଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଅକ୍ଷମ
@Working733
@Working733 2 ай бұрын
ଆଗକୁ ଆହୁରି ବଡ଼ ଆକାରରେ କରି ଓଡ଼ିଶାରେ ସବୁଠୁ ବଡ଼ କ୍ଯାନସର ହସ୍ପିଟାଲ କରିବାକୁ ଯୋଜନା ରହିଛି। ହେଲେ କେନ୍ଦ୍ର ବରଗଡ଼ରେ ସ୍ଵତନ୍ତ୍ର ଭାବେ କ୍ଯାନସର ଚିକିତ୍ସା ଲାଗି ବ୍ୟବସ୍ଥା କରିବ ବୋଲି କହିଥିଲା ।ଏବେ ସେମାନଙ୍କୁ ଖୋଜିଲେ ବି ପାଇବେନି।
@Kamalakanta37
@Kamalakanta37 2 ай бұрын
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ରେ ଆସିଥିଲେ କହିଥିଲେ ଚାଷୀ ଉଇଭଉଣୀ ମାନଙ୍କର ଧାନର MSP ଦୁଇଗୁଣା କରିବେ କହିଥିଲେ । ଏବେ ୧୦ବର୍ଷ ପରେ ମଧ୍ୟ ସମାନ କଥାକହୁଛନ୍ତି ।
@AmritDas_bjd
@AmritDas_bjd 2 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନିସ୍ଵାର୍ଥ ପର ଭାବରେ କାର୍ଯ୍ୟ କରୁଛନ୍ତି ସେଥିପାଇଁମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ପାଇବାକୁ ଚାହୁଁଛନ୍ତି!
@Droupadisethy-dn4zi
@Droupadisethy-dn4zi 2 ай бұрын
Naveen ku C.M kariba na pandian ku
@nigamanandadas3180
@nigamanandadas3180 2 ай бұрын
Dadanare 1
@user-po9zi5ks2e
@user-po9zi5ks2e 2 ай бұрын
BJD ru paisa khai Alaga Alaga Id ru message karuchhi
@JajatiKishoreMohanta
@JajatiKishoreMohanta 2 ай бұрын
Jai bjd
@AnupMahapatra-sj3qo
@AnupMahapatra-sj3qo 2 ай бұрын
Tui dadan jibu
@ayeshapanda476
@ayeshapanda476 2 ай бұрын
ବିଜେପି ଭଳି ସ୍ବାର୍ଥବାଦି ଦଳକୁ ଆଗାମୀ ନିର୍ବାଚନରେ ଜନତା ଉଚିତ୍ ଜବାବ ଦେବେ
@Sultan-riyaz
@Sultan-riyaz 2 ай бұрын
ନୂଆ ଓଡିଶା ପାଇଁ ରାଜ୍ୟ ସରକାର ଙ୍କ ଦ୍ଵାରା ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ଏବଂ ତାଙ୍କର ଓଡିଶା ପାଇଁ ଥିବା ଅବଦାନ ଅତୁଳନୀୟ
@CHIRAG-bjd
@CHIRAG-bjd 2 ай бұрын
ନବୀନ ବାବୁ ଙ୍କକାର୍ଯ୍ୟ ଦକ୍ଷ୍ୟତା ପାଇଁ ଆଜି ଓଡିଶା ଉନ୍ନତି ଦିଗରେ ଆଗେଇ ଚାଲିଛି ରାଜ୍ୟରେ ବେକାରୀ ହାର କମିବାରେ ଲାଗିଛି ଓ ନିଯୁକ୍ତି ର ସୁଯୋଗ ବଢ଼ୁଛି। ବିଜେପି ତାଙ୍କ ଜୀବନ କାଳରେ କେବେ ବି ଓଡିଶାକୁ ବିକାଶ ଦେଇପାରିବେନି ।
@Droupadisethy-dn4zi
@Droupadisethy-dn4zi 2 ай бұрын
Bjd jitile june 5 re dadana jibu
@user-po9zi5ks2e
@user-po9zi5ks2e 2 ай бұрын
​@@Droupadisethy-dn4zi😂😂Right Gote looka amiti Alaga alaga Id ru message karuchhi.
@rajeswarichaini3406
@rajeswarichaini3406 2 ай бұрын
Job dei chanti jadi tame Kou Dept re Odisha re kama karu cha tike kahiba ki ?
@TupendraMajhi
@TupendraMajhi 2 ай бұрын
ତମେ ଯେନ ନିଯୁକ୍ତି ସୁଯୋଗ ରହିଛେ କହୁଛ ସବୁ ମିଛ କଥା । ଆମର ପଶ୍ଚିମ ଓଡ଼ିଶା ରେ ଖାଲି ହାଇଦ୍ରାବାଦ ଯିବାକୁ ବାଧ୍ୟ ହେଉଛନ୍ତି ଲୋକ ଏଇଟା ତ ନିଯୁକ୍ତି
@biswajitmaharana451
@biswajitmaharana451 2 ай бұрын
Tu BJD ro heiki dadan jainu
@rameshbehera8859
@rameshbehera8859 Ай бұрын
ହାଣିବୁ ମା ଗିହା ଟିକେ ରହ
@RashmitaNayak-zt3id
@RashmitaNayak-zt3id 2 ай бұрын
❤all d best
@prasantathayal5575
@prasantathayal5575 2 ай бұрын
Right 👍👍👍👍
@JasmineWorld122
@JasmineWorld122 2 ай бұрын
ବିଜେପି ଲୋକଙ୍କ ସ୍ବାର୍ଥ ନିମନ୍ତେ କାର୍ଯ୍ୟ କରିବା ବଦଳରେ ହୀନ ରାଜନୀତିରେ ମାତିଛି
1 or 2?🐄
00:12
Kan Andrey
Рет қаралды 58 МЛН
Русалка
01:00
История одного вокалиста
Рет қаралды 6 МЛН
Survival skills: A great idea with duct tape #survival #lifehacks #camping
00:27
Вечный ДВИГАТЕЛЬ!⚙️ #shorts
00:27
Гараж 54
Рет қаралды 14 МЛН
🔴 Live | Nandighosha Breaking @ 1pm | Nandighosha TV | Odisha
31:51
Nandighosha TV
Рет қаралды 1,2 М.
Adityanath Meets Patel // Royal Enfield Launches Guerrilla 450
23:10
OdiaTechBulletin
Рет қаралды 65 М.
President Droupadi Murmu arrives in Baripada || KalingaTV
8:44
Kalinga TV
Рет қаралды 1,9 МЛН
1 or 2?🐄
00:12
Kan Andrey
Рет қаралды 58 МЛН