MUDDA : କୋଟିପତି ଗାଁ ରେ ପଶିଲା ED | PrameyaNews7

  Рет қаралды 53,812

Prameya News7

Prameya News7

Күн бұрын

Пікірлер: 205
@buddhadebmahakud8321
@buddhadebmahakud8321 3 ай бұрын
ପ୍ରମେୟ ନିୟୁଜ ଲେଖିଛନ୍ତି ପିଲାମାନେ ଗାଇ ଚରାଉଥିଲେ କୋଟିପତି ହେଲେ ଏହାର ଅର୍ଥ ସେମାନେ କ'ଣ ସବୁଦିନ ଗାଇ ଚରାଉ ଥାନ୍ତେ କି ? ଏଭଳି ଲେଖିବା ଠିକ୍ ହେଉନାହିଁ !
@PratapkumarSahu-w3z
@PratapkumarSahu-w3z 3 ай бұрын
Right sir
@Nitin-77-z6u
@Nitin-77-z6u 3 ай бұрын
Hn sir
@rajeshbag4453
@rajeshbag4453 3 ай бұрын
ତାରି ଅର୍ଥ ଗେମ ଖେଳି ବର୍ବାଦ ହୁଏ କୋଟି ପତି ହୁଅନି 🔦🔦🔦🔦
@kamallochanmahantakamalloc8536
@kamallochanmahantakamalloc8536 3 ай бұрын
Sata Katha Bhai
@AN_OESIAN
@AN_OESIAN 3 ай бұрын
Samastankara rich banibara adhikar achhi
@Shyamyadav80x
@Shyamyadav80x 3 ай бұрын
MLA ଓ MP ମାନଙ୍କର ସମ୍ପତ୍ତା ବଢ଼ିଲେ କିଛି. କରି ପାରୁନ ଜଣେ ଗରିବ ଲୋକ ଧନୀ ହୋଇଗଲେ ତାକୁ ED ଧରୁଛି । ଯଦି ନିୟମ କାନୁନ୍ ସମସ୍ତଙ୍କ ପାଇଁ ସମାନ ତାହେଲେ ବଡ଼ବଡ଼ ଲୋକଙ୍କୁ ଆଗ ED ଧରୁ
@papugochhayat4530
@papugochhayat4530 3 ай бұрын
ସରକାର ଚାକିରି ଦଉନି ଯୁବକ ମାନଙ୍କୁ । ପିଲା ମାନେ ଗମେ ଖେଳି ପଇସା income କଲାପରେ ତାକୁ ଧରୁଚ
@sasmitabehera3738
@sasmitabehera3738 3 ай бұрын
Asubidha kn huchi chori karinahanti na bhala heichi game khelantu khaibaku deiparuna ed ku badao
@Dipenbag
@Dipenbag 3 ай бұрын
ନିଜର ପଇସା ସେମାନେ ଲଗାଉଛନ୍ତି,,, ଜିତି ଛନ୍ତି,,, ହାରିରେ govt ଟଙ୍କା ଦେବ କି
@kumudinikishan1756
@kumudinikishan1756 3 ай бұрын
ଆଚ୍ଛା ବେଆଇନ ବୋଲି ଯଉ ଆପଣ କହୁଛନ୍ତି.. ଏ ଦେଶରେ ସବୁ କଣ ଆଇନ ଅନୁସାରେ ହେଉଛି କି କୁହନ୍ତୁ ??????
@buddhadebmahakud8321
@buddhadebmahakud8321 3 ай бұрын
ପିଲାମାନେ ଗେମ ଖେଳି ଯଦି ଟଙ୍କା ରୋଜଗାର କଲେ, ଗରୀବ ପିଲା ଭଲରେ ଚଳନୁ ! ନିୟମ ଅନୁସାରେ TAX ଭରନ୍ତୁ ! ED ତାଙ୍କ ଘରେ ଯାଇ ଜମିବାର ଅର୍ଥ କିଛି ଟଙ୍କା ଆଦାୟ ହେବ
@ajitkumarsamal7202
@ajitkumarsamal7202 3 ай бұрын
Semane kale online game kheliki kameinanhanti. Online game baneiki tara admin thile aau game ku manipulate kariki bahut tanka kameichhanti
@gautamdigitalvideo
@gautamdigitalvideo 3 ай бұрын
You are right 👍👍 sir
@sahadevakishan2010
@sahadevakishan2010 3 ай бұрын
Sata kathasir
@rkkiskucreation3848
@rkkiskucreation3848 3 ай бұрын
ଜଣେ ଚା ବାଲା ପ୍ରଧାନ ମନ୍ତ୍ରୀ ହୋଇ ପାରୁଛି ଗାଈ ଚୋରାଲି କୋଟି ପତି ହେବା ଅସମ୍ଭବ କି।
@buddhadebmahakud8321
@buddhadebmahakud8321 3 ай бұрын
ଆପଣମାନେ ବସି ତର୍ଜମା କରନ୍ତୁ, Share market ବନ୍ଦ କରୁନ୍ତୁ ବହୁତ ଲୋକ ଭାଗ ନେଉଛନ୍ତି କ୍ଷତି ସହୁଛନ୍ତି, ଯଦି ସେମାନେ ଟଙ୍କା ରୋଜଗାର କରି TAX ଦେଇ ନାହିଁନ୍ତି ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ! ମୂଳରୁ ବନ୍ଦ କରିବା ଏବଂ ଜଣେ ଖେଳି ଟଙ୍କା ରୋଜଗାର କଲାପରେ ତାଙ୍କ ଘରେ ED ଯାଇ ଜଗିବା କେତେଦୂର ଯୁକ୍ତି ଯୁକ୍ତ
@amitjena6214
@amitjena6214 3 ай бұрын
Tote pelo ta Jana Pelu ghei
@Angulpila6370
@Angulpila6370 3 ай бұрын
ଜୁଆ ଲଟେରୀ ରୁ ଅର୍ଥ ରୋଜଗାର ଉପରେ 30% ଆୟକର ନିୟମ ରହିଛି ତେଣୁ ଗରିବ ପିଲା ଯଦି ରୋଜଗାର କରିଛନ୍ତି income tax ନେଇକି ତାଙ୍କୁ ଛାଡ଼ନ୍ତୁ
@abhisahu69
@abhisahu69 3 ай бұрын
ରାଜନୀତି ନା ରେ ଲୁଟ ଆଉ ଚାକିରି କର ଓ ଲୋକଙ୍କୁ ଲୁଟ ସେତ ଭଲ।।
@bhagabansing114
@bhagabansing114 3 ай бұрын
ଆଗ ଗେମକୁ ଵନ୍ଦ କର, ତାପରେ ଯାଇ ରେଡ୍ କରିବ ।
@buddhadebmahakud8321
@buddhadebmahakud8321 3 ай бұрын
ସାମ୍ବାଦିକ ମାନେ ଟିଭି ମୋବାଇଲ ଦେଖନ୍ତୁ କିଭଳ ଅନଲାଇନ ଗେମ ଖେଳିବା ପାଇଁ ଷ୍ଟାରମାନେ ପ୍ରଚାର ପ୍ରସାର କରୁଛନ୍ତି ! ପୁରାପୁରୀ ଆପ଼ କୁ ପ୍ରଚାର ପ୍ରସାର ପାଇଁ ମୂଳରୁ ବନ୍ଦ କରାଯାଉ, ED ଯେତେ ବେଳେ ଜଣେ ଟଙ୍କା ରୋଜଗାର କରୁଛି ତାଙ୍କ ଘରେ ଯାଇ ଜନବାର ଅର୍ଥ କିଛି ବୁଝି ହେଉନାହିଁ
@animevideos7636
@animevideos7636 3 ай бұрын
ସେଟା କାହାର ବ୍ୟାଙ୍କ ଲୋଟି ନାହାନ୍ତି କୀ କାହାର ପଇସା ଚୋରାଇ ନାହାନ୍ତି ପୁଣି ରେଡ କରିବା କାରଣ କଣ
@DocTapan
@DocTapan 3 ай бұрын
Jua re jane jituchhi mane au jane haruchhi, jane kotipati hele aujane bhikari heijauchhi. Au juakhela is illegal.
@buddhadebmahakud8321
@buddhadebmahakud8321 3 ай бұрын
ଏଭିଏଟିର ଅନଲାଇନ ଗେମ ଖେଳିବା ପାଇଁ ମୁକେଶ ଆମ୍ବାନୀ ତାଙ୍କ ପୁଅ ଅନନ୍ତ ଆମ୍ବାନୀ କ୍ରିକେଟ୍ ଷ୍ଟାର ଖେଳିବା ପାଇଁ ଖୋଲା ଖୋଲି ପ୍ରଚାର କରୁଛନ୍ତି ED କ'ଣ ଦେଖୁ ନାହିଁ ନା ସରକାର ଦେଖି ନାହିଁନ୍ତି ନା ଆପଣ ମାନେ ଦେଖି ନାହାଁନ୍ତି?
@yashnabi426
@yashnabi426 3 ай бұрын
Right
@hatakishorbiswal2594
@hatakishorbiswal2594 3 ай бұрын
ସେମାନେ ଯଦି ଖେଳୁଛନ୍ତି ତମର କଣ ଗଲା l ତମେ ଚାହୁଁଉଛ ସେମାନେ ଗରିବ ହୋଇ ରୁହନ୍ତୁ lE D ପରା ସାହାରା ଚିଟଫଣ୍ଡ ରୁ ଟଙ୍କା ଆଦାୟ କରିପାରିଲାନି ଗରିବ ଆତ୍ମ ହତ୍ୟା କରୁଛନ୍ତି l
@ranjitkishan6708
@ranjitkishan6708 3 ай бұрын
ନାଇ sir ଅପନ ଭୁଲ କହିଲେ,, ଫି ୱିନ,, ଗେମ୍ ରେ କେହି ବି ହାରି ନାହାନ୍ତି ସମସ୍ତେ,,, ଗାଡି ବଙ୍ଗଳା କରି ସାରିଛନ୍ତି,,,,୧୦୦/ ଗେମ୍ ପଏଣ୍ଟ,, ବି ଖେଳୁଛନ୍ତି ଗୁଗୁଆ ର ପିଲା ମାନେ,,,,, ପିଲାଙ୍କୁ ତ ଜବ୍ ନାଇ ତ ଖେଳି ବେ,,,
@BIKISINGH-w2p
@BIKISINGH-w2p 3 ай бұрын
Link please 😂
@rajunaikraju5763
@rajunaikraju5763 3 ай бұрын
ଏମାନଙ୍କୁ ଭାସା ଦରକାର ଆଉ କିଛି ନାହିଁ 😊😊😊😊 ଯଦି ତୁମର ଦମ୍ application ଗାଡିକ ବନ୍ଧ୍ କର ସତ କଥା ହେଲା ବାଳ ତୋମେ ସହି ପାରୁ ନ ହେଲା...ଏତେ ପଇସା ଦେଖି କରି
@AllInOne-yh6pe
@AllInOne-yh6pe 3 ай бұрын
Ye sala gaan loka sahi paru nahhanti
@AllInOne-yh6pe
@AllInOne-yh6pe 3 ай бұрын
Sei Mane hii kahuchhanti Kali gai charau thila
@harekrushnabiswal5053
@harekrushnabiswal5053 3 ай бұрын
Dream11 daily cr pati banu chanti another state re
@pkpkmedia2020
@pkpkmedia2020 3 ай бұрын
ତୁମ ମାନଙ୍କର କଣ ଅସୁବିଧା ହେଉଛି,
@SR_Santali_Creation
@SR_Santali_Creation 3 ай бұрын
Mpl,Winzo,Dream 11 ,My 11 circle... ଏ ସବୁ game ବି ତ ଗୋଟେ ଜୁଆ ଖେଳ...ଏସବୁ କଣ ପାଇଁ ban କରୁନାହାନ୍ତି....?
@itzjitenmbj
@itzjitenmbj 3 ай бұрын
ସେ କଣ ଭୂଲ୍ କରିଛି 😢😢😢
@pkpkmedia2020
@pkpkmedia2020 3 ай бұрын
ଆଇନ ଆଇନ କଣ କହୁଛୁ ବୁଢା, ତୁ ଆଗ ସହି ପାରୁନୁ
@sanghamitramohapatra8647
@sanghamitramohapatra8647 3 ай бұрын
ଏଇଟା ଭଲ ଗରିବ ଦୁରୀ କରଣ କୈାଣସି ସମସ୍ୟା ନାହିଁ
@p_rin_ce_of_dark_ness_
@p_rin_ce_of_dark_ness_ 3 ай бұрын
Adharma bita 💰 BADHE bahuta gola bele jai MULA sahita 💰..🎉🔥🔥
@AllInOne-yh6pe
@AllInOne-yh6pe 3 ай бұрын
Gaan lokanku bahut maza laguthiba
@KarjiMurmu
@KarjiMurmu 3 ай бұрын
Job Miluni Awu kn koribe🎉
@SR_Santali_Creation
@SR_Santali_Creation 3 ай бұрын
ଯିଏ ଟିକେ ଧନୀ ହେଲା କି ନାଇ...ତା ଗାଣ୍ଡି ରେ ଲାଗିଗଲେ....ଏଇଥି ପାଇଁ ଆମ ଭାରତ ଆଜି ଏତେ ତଳେ ଅଛି....
@abhisahu69
@abhisahu69 3 ай бұрын
Game ଖେଳିବା ପାଇଁ କଣ PhD କରିବାକୁ ପଡ଼ିବ କି। ବେଆଇନ ର କଥା ବାହାରିଲେ ସଲା ରାଜନୀତି ଆଉ ବଡ ବଡ ଚାକିରିଆ ଯେମିତି ଲୁତୁଛନ୍ତି ସେଟl କଣ.....😊😊😊😊
@MithunSahu-x6q
@MithunSahu-x6q 3 ай бұрын
Beiman ED tar kn gala bo
@buddhadebmahakud8321
@buddhadebmahakud8321 3 ай бұрын
ଅନଲାଇନ ମାଧ୍ୟମରେ ବହୁତ ଗେମ୍ ପ୍ରଦର୍ଶିତ ହେଉଅଛି ତାକୁ କାହିଁକି ବନ୍ଦ କରାଯାଉନାହିଁ, ସମୁଦାୟ ଆପ ବନ୍ଦ କରାଯାଉ, କେରଳ ଲଟେରି ଅନଲାଇନ ମାଧ୍ୟମରେ ପ୍ରବଳିତ ହେଉଅଛି ତାକୁ ବନ୍ଦ କରନ୍ତୁ
@buddhadebmahakud8321
@buddhadebmahakud8321 3 ай бұрын
ବଡ ବଡ ଷ୍ଟାର ଅନଲାଇନ ମାଧ୍ୟମରେ ଗେମ ଖେଳିବା ପାଇଁ ପ୍ରଚାର ପ୍ରସାର କରାଯାଉଛି, ଷ୍ଟାରମାନଙ୍କୁ କାହିଁକି ED ରେଡ୍ କରୁନାହିଁ ।
@buddhadebmahakud8321
@buddhadebmahakud8321 3 ай бұрын
କେରଳ ଲଟେରୀ ସାରା ଭାରତର ଲୋକମାନେ ଖେଳୁଛନ୍ତି ଯିଏ ଜିତୁଛି କୋଟିଏ ଟଙ୍କା ତା ଘରେ ED ଯାଇ ଖୋଳ ତାଳ କରିବାର କାରଣ କ'ଣ ? କେରଳ ଲଟେରୀ ପୁରା ପୁରି ED ବନ୍ଦ କରୁନାହିଁ କାହିଁକି ?
@buddhadebmahakud8321
@buddhadebmahakud8321 3 ай бұрын
ମୁକେଶ ଆମ୍ବାନୀ ତାଙ୍କ ପୁଅ ଅନନ୍ତ ଆମ୍ବାନୀ ଏବଂ କ୍ରିକେଟ୍ ଷ୍ଟାର ଫିଲ୍ମ ଷ୍ଟାର ବହୁଳ ମାତ୍ରାରେ ପ୍ରଚାର ପ୍ରସାର କରୁଛନ୍ତି ! ନୋଟି କୋଟି ଟଙ୍କା ପ୍ରଚାର ପାଇଁ ନେଉଛନ୍ତି, କ୍ରିକେଟ ଷ୍ଟାର ତେନ୍ଦୁଲକର ମଧ୍ୟ ପ୍ରଚାର କାର୍ଯ୍ୟରେ ଲିପ୍ତ ଅଛନ୍ତି! ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ED ପ୍ରଥମେ ନେଉ ! ଯଦି ED ଜାଣିନାହ।ନ୍ତି ମୋବାଇଲ୍ ଦେଖି ଜାଣନୁ ପ୍ଟେପ୍ ନିଅନ୍ତୁ
@buddhadebmahakud8321
@buddhadebmahakud8321 3 ай бұрын
Dream 11 ଏକ ଅନଲାଇନ ଗେମ ବହୁଳ ମାତ୍ରାରେ ପିଲା ଖେଳୁଛନ୍ତି, କୋଟି କୋଟି ଟଙ୍କା ଜିତୁଛନ୍ତି! ଢେଙ୍କା ନାଳର ଜଣେ ଯୁବକ ଏହି ଗେମରୁ ଦୁଇକୋଟି ଟଙ୍କା ଜିତିଛନ୍ତି ! ମିଡ଼ିଆ ମଧ୍ୟ ତାଙ୍କର ଫୋଟ ସହ ସମସ୍ତଙ୍କୁ ଦେଖାଇଛନ୍ତି! ସେତେ ବେଳେ ED କ'ଣ କରୁଥିଲା ! କିଛି ବୁଝି ହୁଏ ନାହିଁ
@BishnuKishan-rs8ne
@BishnuKishan-rs8ne 3 ай бұрын
Are bhai tame kichhi Jani nahi dream11 heuchhi odisha re legal game! aae news jau game kathha kahuchhanti seita heuchhi fiewin game pts fastwin sei thi illigal money transaction hua daily income 10000/20000 abe bi kichhi game i'd illigal chalichhi
@harekrushnabiswal5053
@harekrushnabiswal5053 3 ай бұрын
His give 60lack tax in 2cr wining
@ramimarndi4263
@ramimarndi4263 3 ай бұрын
@@BishnuKishan-rs8ne Thik kohi chho bhai Bijoy maliya au lolit modi emane iligal na kn
@ramimarndi4263
@ramimarndi4263 3 ай бұрын
bijoy malia tex dei chhi tumo ku
@Someshkumar013
@Someshkumar013 3 ай бұрын
ଏହା କେବଳ ସରକାର ଦାୟୀ
@bichitranayak6427
@bichitranayak6427 3 ай бұрын
Are bhai gvt aprove karichi tanka invest kariki kheluchanti ethire ki ed
@jd-ig6uj
@jd-ig6uj 3 ай бұрын
National channel online game advise karuchhi.
@ganapatigoud3071
@ganapatigoud3071 3 ай бұрын
ଆପ ଆସୁଛି ମୋବାଇଲ୍ ରେ ପିଲା ଖେଳିବେ ନ ଅସିଲେ କିଏ ଖେଳିବେ ସରକାର ଦାଇ ହେବେ
@dhirenrath6139
@dhirenrath6139 3 ай бұрын
ED car ଉପରକୁ ବମ୍ ପକେଇଲେ ସାବାଡ଼ ହେବେ
@yashnabi426
@yashnabi426 3 ай бұрын
Ed Mari Diaaaa sala ku
@AN_OESIAN
@AN_OESIAN 3 ай бұрын
Yes sir..jadi ilegal then online access kn pai hauchhi
@abinashsahoo6479
@abinashsahoo6479 3 ай бұрын
Odia loka kehi khku sahi paribeni dhani hele 😂😂
@BishnuKishan-rs8ne
@BishnuKishan-rs8ne 3 ай бұрын
👍👍
@bichitranayak6427
@bichitranayak6427 3 ай бұрын
Odia Loko sahiparanti ni
@GopalHansda-o8b
@GopalHansda-o8b 3 ай бұрын
ଗେମେକୁ ବନ୍ଦ କର ତାପରେ ରେଡ଼କର
@M.JAGANNATH
@M.JAGANNATH 3 ай бұрын
ଯାହା ବି ଅନ୍ ଲାଇନ୍ ଗେମ୍ ଖେଳ , ସରକାର ସିଧାସଳଖ ଟ୍ୟାକ୍ସ ନିଏ। କାରଣ ମୁଁ ଅନ୍ ଲାଇନ୍ ଗେମ୍ ରେ ଥରେ ୨୦୦ ଟଙ୍କା ଜିତିଥିଲି। ହେଲେ ମୋତେ ୧୪୦ ହିଁ ମିଳିଲା କାରଣ ୩୦%GST କଟିଲ। ତୋ ଅସୁବିଧା କଣ ରହିଲା???
@bichitranayak6427
@bichitranayak6427 3 ай бұрын
Odisha re dream 11 legal achhi apan dekhiki toke kuhantu
@DebiPrasad5
@DebiPrasad5 3 ай бұрын
Please note that Paid Contests are not permitted in the following states (“Restricted States”): Andhra Pradesh; Assam; Nagaland; Sikkim; and Telangana
@BishnuKishan-rs8ne
@BishnuKishan-rs8ne 3 ай бұрын
Police sabu jani chup rahi thila
@Kushaleseth
@Kushaleseth 3 ай бұрын
Bhrastachar neta mantri nku prathame dharantu ama rajya thik se chaliba..tanka pakhare bahut sampati achhi ..au ea kan
@KarjiMurmu
@KarjiMurmu 3 ай бұрын
Mu bi Khelibi link chhado🎉
@sangamsahu7753
@sangamsahu7753 3 ай бұрын
Id create pae e minimum 10 lakh darkar ..
@Rashonkumar143
@Rashonkumar143 3 ай бұрын
​@@sangamsahu7753hn 10 lakhe darkar
@Rashonkumar143
@Rashonkumar143 3 ай бұрын
Mu sei gaon pakha ra lok
@parentlover7012
@parentlover7012 3 ай бұрын
SC statement deuchhi...Game of skill...tuma gambling kahucha
@ganapatigoud3071
@ganapatigoud3071 3 ай бұрын
ଯଦି ଅନଲାଇନ ଗେମ୍ ରେ ପଇସା କମାଇବା ଟା ଭୁଲ ତାହେଲେ ଅନ ଲାଇନ ଗେମ୍ ବନ୍ଦ କରାଯାଉ ସରକାର କୁ ଅନୁରୋଧ
@SubhransusekharDash-pr1rj
@SubhransusekharDash-pr1rj 3 ай бұрын
Some days before ambaniji bhi bola tha how to earn money without any extra effort in news but no action has been taken
@SubhransusekharDash-pr1rj
@SubhransusekharDash-pr1rj 3 ай бұрын
Khali gaan sahara sabu jakare only poor people are questioned but not a single business men ...news plz give details examination with proper evidence
@sarojmikubehera5039
@sarojmikubehera5039 3 ай бұрын
Rummy curcule dream 11ye kan tahele
@susantanaik8661
@susantanaik8661 3 ай бұрын
Service ta miluni money kuade asiba
@MaaMangala-k8g
@MaaMangala-k8g 3 ай бұрын
Dream11 odisha re v legal legal hei galani
@bichitranayak6427
@bichitranayak6427 3 ай бұрын
Gvt aprove karichi kn pain aini dekhaucha bala kahucha suryamani babu
@ganapatigoud3071
@ganapatigoud3071 3 ай бұрын
ଗେମ୍ ଆପ ବେଣ୍ଡ କରାଯାଉ ନ ହେଲେ ଏଡ଼ି କାହିଁ କି ରେଡ ମାରିବ ଗେମ୍ ବନ୍ଦ କରାଯାଉ
@KhagapatiSabar-d6c
@KhagapatiSabar-d6c 3 ай бұрын
Government Odisha Game ku Odisha legal Hebaar Katha
@badalkumar-my3ix
@badalkumar-my3ix 3 ай бұрын
Dream11 re kheliki dhenkanal dist ra jia 2crore jitila taku kahin ED red kala ni???
@nflinfozone
@nflinfozone 3 ай бұрын
Dream 11 legality mili sarichi odisha re tax bhi Katithiba se loka ra tax dei Kati nathile ed raid hei thanta
@badalkumar-my3ix
@badalkumar-my3ix 3 ай бұрын
Achhha
@bdharitridevi761
@bdharitridevi761 3 ай бұрын
Kebe kou kotipati ghotala kala sesabu dekheibeni , au gariba lokate pakhe tanka asile na tanka kouthi anila boli prasna
@khitimani
@khitimani 3 ай бұрын
Gems name ki aa sir
@KhagapatiSabar-d6c
@KhagapatiSabar-d6c 3 ай бұрын
Bhai game pain Odisha re legal Hebara ka tha
@FDMusicLovers
@FDMusicLovers 3 ай бұрын
Jadi gariblok lagi tame kam karuthile tame beshi khushi hebar katha kana paniki amar desh re bi kotipati lok achhanti boli
@Enjoying.876
@Enjoying.876 3 ай бұрын
Do Online game ban first...Access ban fully by india govt and odisha govt...then this problem slove other than it's can't stop
@kapilcharanmohanty9673
@kapilcharanmohanty9673 3 ай бұрын
Govt upare dosa debeni sir ,kn daruchanti ki ?semane harigale Ed tanka dauchi ki ?
@RangerX-p5q
@RangerX-p5q 3 ай бұрын
Ye case ama pakhe heichi... Yeta kichi game nuhe.. yemane I'd purchase kariki black money transaction karuthile.... I'd price 2 lakh ....
@RangerX-p5q
@RangerX-p5q 3 ай бұрын
Game naam re black money ku white re convert hauthila... Yemane kichi jani nahanti... Game game kahuchanti....
@hemantabeura-bt3or
@hemantabeura-bt3or 3 ай бұрын
On line game kan Ed janini
@St.gamerofficial
@St.gamerofficial 3 ай бұрын
Gambling is when you a play game there is 50/50 chance but you can't say it's gambling when there is a 70persent winning because I do online trading.
@BibhuMishra-t5m
@BibhuMishra-t5m 3 ай бұрын
30 ℅ tax govt nauchhi ti??
@keshabkallo7238
@keshabkallo7238 3 ай бұрын
Tahle se manku government job dei douno job nahi kichi nahi aau kan sbu dino gaai goru jogibe na kana
@Kushaleseth
@Kushaleseth 3 ай бұрын
Hm ama pate BSH boli gute online game asithila..sethire anek loka lakh lakh tanka harile
@sudarsanpradhan2223
@sudarsanpradhan2223 3 ай бұрын
😢ED ku poor person khoju
@KhagapatiSabar-d6c
@KhagapatiSabar-d6c 3 ай бұрын
Game pain Raji
@rudranayak194
@rudranayak194 3 ай бұрын
mantri maane bi ta koti pati..tanka ghare kebe raid heba...
@KhagapatiSabar-d6c
@KhagapatiSabar-d6c 3 ай бұрын
Kheli baar katha
@nirajkumarmohanta1304
@nirajkumarmohanta1304 3 ай бұрын
Share market bi ban karajau
@M2blogs215
@M2blogs215 3 ай бұрын
Tax nela bele pacharuno kuadu anila boli😂😂😂😂ete tanka
@hiteshbiswal4188
@hiteshbiswal4188 3 ай бұрын
Bhai kichi maphasal gaon nuhen,cuttuck Puri Ade gaon ade jemti devlop ae gaon guda b setiki devlop
@anitabadhai6763
@anitabadhai6763 2 ай бұрын
Government nonsense 😢
@Laltumohapatra143
@Laltumohapatra143 3 ай бұрын
Jia harichi taku paisa douna ... Labha je kariba ta nija paisa re taku khali dharucha....
@odiastorytech3595
@odiastorytech3595 3 ай бұрын
SANAT LEFT IN THE CHAT...
@bichitranayak6427
@bichitranayak6427 3 ай бұрын
Gvt aprove karichi kn pain aini dekhaucha
@abvincenzo1145
@abvincenzo1145 3 ай бұрын
First company ku dharantu....pilaa maane kn bhool karile..govt kn kichi bujhipaaruni sabu jaani suni govt kaanhinki chup heiki thile abe semaane win karilaa pare mane paduchi taa maane govt kn kichi commission paauthile ki,
@sandipsingh5284
@sandipsingh5284 3 ай бұрын
Gov ban it
@pintu_Vlogs_
@pintu_Vlogs_ 2 ай бұрын
Share bazar hele jua achi
@mallhar2019
@mallhar2019 3 ай бұрын
Satta kheli kete paribar barbad heleni hele aji paryanta satta ku band karajaunahi.....
@ChittaranjanBagh-ux4th
@ChittaranjanBagh-ux4th 3 ай бұрын
Jete. Bele se pila mane ଗାଇ ଚଳାଉ ଥିଲେ sete bele. Kouthi thila
@undiangamer2658
@undiangamer2658 3 ай бұрын
Cashthru Bi Same Na Eta Bi Raid Kara
@bantybonai5427
@bantybonai5427 3 ай бұрын
Ct au fiwin vitare bohut difference achi. Fiwin re binance ra use hue but ct re ac to ac transfer hue funds guda
@undiangamer2658
@undiangamer2658 3 ай бұрын
@@bantybonai5427 To Eha Bhi Froud Na
@bdharitridevi761
@bdharitridevi761 3 ай бұрын
Thik katha sir amane chahinchanti sabudina gotie bhikari bhikari bhali rahu, se au dhani heiparibani .
@BonasNaik-t5e
@BonasNaik-t5e 3 ай бұрын
Thik Katha kahilo
@sandipsingh5284
@sandipsingh5284 3 ай бұрын
Gov. Tax 30% tax neuchi
@tapannayak9328
@tapannayak9328 3 ай бұрын
ଏବେ ବିଚାଲିଜି
@prabinsabar-wz7ek
@prabinsabar-wz7ek 3 ай бұрын
Dream 11 khediba bi mona ki
@prashantpatra9883
@prashantpatra9883 3 ай бұрын
ଓଡ଼ିଶା ସାରା ଖେଳ ଚାଲିଚି ସବୁ ଜିଲ୍ଲା ରେ ରେଡ ହ ଉ । ଜୁଆ ଖେଳ ବନ୍ଦ କରାଯାଉ
@prabhatranjan9169
@prabhatranjan9169 3 ай бұрын
Jo bada bada star Mane Ashish prachar karo Shanti shyamanand ko Pratham hajat bhitar Ko Nahin a jao
@TheGaunliToka
@TheGaunliToka 3 ай бұрын
Paisa loss hoithile govt deaithanata ki
@binayakbhoi7252
@binayakbhoi7252 3 ай бұрын
Mu khelibi game name kuha mu au kama kariparibini nahale tame dio paesa 😊😊😊😊
@Hjggjjh-i7h
@Hjggjjh-i7h 3 ай бұрын
Contact me
@DhanurjayaDehury
@DhanurjayaDehury Ай бұрын
ତମ କୁ ରାଣୀପଣ୍ଡା ଦରକାର୍
@prabhatranjan9169
@prabhatranjan9169 3 ай бұрын
Aagya Kothari pahunchi Madhavi Shastri
@dailyodianews
@dailyodianews 3 ай бұрын
Bekari samasya badhuchi samastanka ghare Jai pacharile bhala huanta samaste chskiri pante
@JasodaSahoo-v8r
@JasodaSahoo-v8r 3 ай бұрын
Eita gote jua khela boli na jani jea khelichi sie sabu Hari sesare nija jibana ku Hari deichi
@rajkishornayak5721
@rajkishornayak5721 3 ай бұрын
Software ku sarakar band Kara band kara
@venkateswarjilakara9856
@venkateswarjilakara9856 3 ай бұрын
11 circle au dream 11 first bond koro 😢
@santoshbehera7804
@santoshbehera7804 3 ай бұрын
Koti koti harijauchanti jetebele ed dauchi ki ?
@akshayasahoo1835
@akshayasahoo1835 3 ай бұрын
Online gambling band karo ed red kara hai qnu
Миллионер | 2 - серия
16:04
Million Show
Рет қаралды 1,9 МЛН
Это было очень близко...
00:10
Аришнев
Рет қаралды 7 МЛН
How Strong is Tin Foil? 💪
00:25
Brianna
Рет қаралды 58 МЛН
Live | 7PM Bulletin | Breaking News | PrameyaNews7
Prameya News7
Рет қаралды 23
Jibana Do Chhakire Ashara Alok Ep 419   29 JUNE 2024
43:29
Jibana Do Chhakire Ashara Alok Ep 422   27 JULY 2024
44:26
7:00 PM #Headlines || November 03, 2024 || #PrameyaNews7
2:37
Prameya News7
Рет қаралды 187
Миллионер | 2 - серия
16:04
Million Show
Рет қаралды 1,9 МЛН