Nua Jibana Nua Asha | ନୂଆ ଜୀବନ ନୂଆ ଆଶା | ମଦ ପାଇଁ ହେଲା ସମ୍ପର୍କରେ ଫାଟ | 18th July 2020

  Рет қаралды 403,830

Prameya News7

Prameya News7

Күн бұрын

Пікірлер: 558
@rajendragouda5784
@rajendragouda5784 4 жыл бұрын
ମୁଁ , କହିବି ଗଢ଼ି ଜାଣିଲେ 🏠 ଘର ସୁନ୍ଦର କହି ଜାଣିଲେ କଥା ମଥୁର । କାରଣ ମୋ ନିଜର କଥା । ମୋ ସ୍ତ୍ରୀ ; +2, ପଡ଼ିଛି ମୁଁ ପଡ଼ିଛି ମାତ୍ର , ୩ ୟ , ଶ୍ରେଣୀ । ଠାକୁର ଙ୍କ ଦୟାରୁ, ଆମ ସମ୍ପର୍କରେ ରେ କାହାରି ନଜର ନଲାଗୁ । ତେଣୁ ମୁଁ 🙏 ଅନୁରୋଧ କରୁଛି , ଭାଇ, ଏବଂ ଭଉଣୀ ମାନଙ୍କୁ ବାହାଘର ହେବାପରେ । ପଛ କଥା ଭୁଲି ନୂଆ ଜୀବନ ନୂଆ ଆସା ଏବଂ ଆଖି ରେ ଆଖିଏ ସପନ ଦେଖି। ଆଗକୁ ଚାଲନ୍ତୁ । ବାକି ଠାକୁର ଇଛା। ଜୟ ଜଗନ୍ନାଥ ତୁମେ ହିଁ ଭରସା ପ୍ରଭୁ।
@pitambarnag1877
@pitambarnag1877 3 жыл бұрын
love you so much sir
@kshyanapravabehera2672
@kshyanapravabehera2672 Жыл бұрын
U r right sir❤❤
@meenakshikar6351
@meenakshikar6351 3 жыл бұрын
ଝିଅଟି ବାପ ଭାଇ ମା ସମସ୍ତଙ୍କୁ ଛାଡି କରି ଯାଇଛି। ତାକୁ ଶ୍ରଦ୍ଧା ସ୍ନେହ ଟିକେ ଆଦର ଦରକାର। ଏ ପୁଅ ଟା ମଦ ଗଞ୍ଜେଇ ଖାଇ ସ୍ତ୍ରୀ କୁ ଆଦର କରୁନି।ଜୟ ଜଗନ୍ନାଥ
@balarampandatechnicalsuppo5494
@balarampandatechnicalsuppo5494 4 жыл бұрын
ଏମାନଙ୍କୁ ଆସାର ଆଲୋକ ଦରକାର ମା , ପୁଅ ପୁରା ମିଛ କହୁଛନ୍ତି ଏ ପୁଅ ପୁରା ମାତାଲ ଟା ମା ଭାରି ମିଛ କହୁଛି
@sanjaymallickhindustanmera8031
@sanjaymallickhindustanmera8031 4 жыл бұрын
ପୁଅକୁ ଵୟଶ ଅଧିକ ହୋଇଥିବାରୁ ଏବଙ୍ଗ ନିଶାସକ୍ତରେ ରହୁଥିବାରୁ ଝୀଅ ପୁଅକୁ ପସନ୍ଦ କରୁନାହାଁନ୍ତି
@panchananbhandar6168
@panchananbhandar6168 4 жыл бұрын
ଗଞ୍ଜେଇ ଖାଇ ଖାଇ ଅବସ୍ଥା ଗୁରୁତର ରହିଛି ଯେ କୌଣସି ସମୟରେ ପାୱାର କଟ୍ ବନ୍ଦ ହୋଇଯିବ
@ramakanthdash8496
@ramakanthdash8496 4 жыл бұрын
ପୁଅ ପୁରା ଘୋଡା ମଦୁଆ,,, ଗଞ୍ଜଡିଆ.. ଝିଅ ର ଭାଗ୍ୟ ଖରାପ . ଆଗକୁ ଭଗବାନ ଭରଷା
@chandrasekharsahoo8760
@chandrasekharsahoo8760 4 жыл бұрын
ଅଶ୍ରୁମୋଚନ sir... ଗଂଜେଇ ବିଷୟ ରେ ପୁରା ଗବେଷଣା କରିଛନ୍ତି ଭଲ style ରେ କହିଲ 😁😁😁😬😬
@AjayKumar-xk4zg
@AjayKumar-xk4zg 4 жыл бұрын
ପୁଅ ଟା ପୁରା ଗେଞ୍ଜଇ ଟାଣି କି ତାର ଅବସ୍ତା ନାହିଁ
@somanathbehera6038
@somanathbehera6038 4 жыл бұрын
Ha vahi dekhile laguchi
@saikunar2096
@saikunar2096 4 жыл бұрын
Pua paka harami achi
@henaraniray7703
@henaraniray7703 3 жыл бұрын
@@somanathbehera6038 in your 00090👍
@prafulladas6043
@prafulladas6043 4 жыл бұрын
ବୋଉକୁ ଝିଅ ପରି ଦେଖିଲେ ସବୁ ସମାଧାନ ହୋଇଯିବ
@SantoshSahu-wm9mm
@SantoshSahu-wm9mm 4 жыл бұрын
ବୋହୂ ସ୍ବାମୀ ଘରକୁ ନିଜ ଘର ଭାବିଲେ ଅସୁବିଧା କ'ଣ କହିବୁ ଭାଇ
@narayanamishra7702
@narayanamishra7702 4 жыл бұрын
Jhhia jadi nija sasu Ku bou vali vabe ta hele b kichi problem habani jhhia jadi nija bapa ghara kathha vabe ta hele se pua kn taku puja kariba
@sureshkumar-vc7kx
@sureshkumar-vc7kx 4 жыл бұрын
Correct
@sureshkumar-vc7kx
@sureshkumar-vc7kx 4 жыл бұрын
@@narayanamishra7702 100%
@t.m.s.4175
@t.m.s.4175 4 жыл бұрын
Right
@SantoshKumar-rz5zq
@SantoshKumar-rz5zq 4 жыл бұрын
ପ୍ରଥମ କଥାହେଲା ଶାଶୂଘରେ ବୋହୁ ମାନଙ୍କୁ ସ୍ୱାଧୀନତା ମିଳୁନି ଏ ଜାଗାରେ ସେଇଆ ହେଇଛି ଯାହାଦ୍ୱାର ବୋହୂଟି ପ୍ରତିବାଦ କରିଛି ଏ ଟୋକା ପୁରା ନିଶାଡୀ ସ୍ତ୍ରୀକୁ ନିର୍ଯାତନା ଦେଇଛି ଝିଅ ମାନେ ମାନସିକ ସ୍ତରରେ ସଜାଗ ହେବା ଦରକାର ଶାଶୁ ଘରେ ଏମିତି ଘଟଣା ସାମ୍ନା କରିବାକୁ ପଡିବ କିଛିଦିନ ସହି ଯାଇଥିଲେ ସବୁ ଠିକ ହେଇଯାଇଥାନ୍ତା ସ୍ତ୍ରୀ ପାଇଁ ସ୍ୱାମୀର ସପୋର୍ଟ ନିହାତି ଦରକାର ନିଶାଡୀ ପାଖରେ ନରହିବା ଠିକ ହେବ
@susantakumarnayak5932
@susantakumarnayak5932 4 жыл бұрын
ଝିଅ ପସନ୍ଦ କରୁନି ପୁଅକୁ
@pusapradhana7327
@pusapradhana7327 2 жыл бұрын
Thik kahichha bhai
@mepradyumna
@mepradyumna 4 жыл бұрын
ମାଗିହାଁ ଗଞ୍ଜଡ଼ ଅପାଠୁଆ ଲୋକଟା
@bidyadhardalei3971
@bidyadhardalei3971 4 жыл бұрын
ଶଳା ଗଁ ଜୁ ଡି ଆ, ମଦୁଆ, ଶଳାର ନୁନି କାଟିଦିଆ ଯିବା ଦରକାର
@golapmajhi6233
@golapmajhi6233 4 жыл бұрын
ଗଂଜେଇ ପିଇଲେ ନୁନୁ କାଟନ୍ତି ବୋଧେ ତମ ଗାଁ ରେ
@yudhistrasahoo8637
@yudhistrasahoo8637 4 жыл бұрын
@@golapmajhi6233 tu ganjadia ki
@KRISHNA-qe4jw
@KRISHNA-qe4jw 4 жыл бұрын
Asrumochan Bhai apan jhia ku bancheidele thank you
@sry_its_not_my_name666
@sry_its_not_my_name666 4 жыл бұрын
ମୁଁ 25/07/2020(ଶନିବାର) ପ୍ରସାରିତ ହେଇଥିବା episode ପାଇଁ comment କରୁଛି ଏଇଟା ନିହାତି ଗୋଟେ ବେକାର,ଅମାନବିକ,ଘୃନ୍ୟ କାର୍ଯ୍ୟକ୍ରମ, ଏଠି ସବୁ judge ମାନେ କେବଳ ନିଜର TRP, ନିଜର ସ୍ୱାର୍ଥ ପାଇଂ ଚିନ୍ତିତ ସେ କାର୍ଯ୍ୟକ୍ରମକୁ ଆସୁଥିବା Couple ମାନଙ୍କର acutal problem ବୁଝିବା ଅପେକ୍ଷା ଯେ କୌଣସି ପ୍ରକାରରେ ସେମାନଙ୍କର ସମାଧାନ କରିକି ନିଜର TRP ବଢ଼େଇବା ପଛରେ ହିଁ ଲାଗି ରାହୁଛନ୍ତି ସେ episode କୁ ଆସିଥିବା ସେ ଝିୟ ଆଉ ତାଙ୍କର ଭଉଣୀଙ୍କୁ ଉତ୍ତମ ପ୍ରୟାସକୁ,ସାହସକୁ ମୁଁ ଧନ୍ୟବାଦ ଜଣାଉଛି , ସେ ଝିୟକୁ ଏ ମୂର୍ଖ judge ମାନେ ପଚାରୁଛନ୍ତି ବାହାଘର ପୁର୍ବରୁ ତମେ କିଛି child ନ କରିବାର condition କରିଥିଲା କି?? ସେ ଏତେ କମ age ର ଝିୟ କେବେ କିଛି ପିଲା ନ କରିବାର ଭାବିଥିବା କି?? ତାଙ୍କର husband ଯେତେ ବେଳେ ମାନିଲେ କି ସେ ସବୁ ବେଳେ ସେ ଝିୟକୁ physically torture କରିଥିଲେ ସେ ପିଲାକୁ ତାର ସ୍ତ୍ରୀକୁ ଭୁଲ ମାଗିବା ପାଇଁ କାହିଁ କେହିତ କହିଲେନାହିଁ?? ଏ judge ମାନେ ସମ୍ପୂର୍ଣ ଭାବରେ biased ଯଦି ଠିକ ସେ ନ୍ୟାୟ ଦେଇ ପାରୁନ ତ ସେ judge ଆସନ ଛାଡ଼ି ଦିୟନ୍ତୁ🙏🙏🙏
@jayasasmitaminds9846
@jayasasmitaminds9846 5 ай бұрын
Sir you all are great thinking because of education problem they're having different thinking
@mansaimarkam8125
@mansaimarkam8125 4 жыл бұрын
ବର୍ତ୍ତମାନ ମଧ୍ୟ ମଦ ପିଇଛି, ଏଇ ସବୁ କାରଣ ଯୋଗୁଁ ଝିଅ ଏବେ ପସନ୍ଦ କରୁନି, ତାକୁ ଖାଣ୍ଟି ଟୋକା ଦରକାର l
@parbatimishra8684
@parbatimishra8684 4 жыл бұрын
Jay jagannath God bless u both
@prafulladas6043
@prafulladas6043 4 жыл бұрын
ପୁଅକୁ ପସନ୍ଦ କରୁନି ଝିଅ
@santoshbehera7753
@santoshbehera7753 4 жыл бұрын
Ok bro you are right.
@guruprasadsahu8374
@guruprasadsahu8374 4 жыл бұрын
Dakhiki baha hoinathilaki
@abhibisoi3621
@abhibisoi3621 4 жыл бұрын
ପୁଅକୁ ପସନ୍ଦ କରୁ ନଇଁ ଝିଅ
@jitusahu3559
@jitusahu3559 2 жыл бұрын
ଏ ଝିଅ ଫୁଲ ଚାଲାକୀ
@meditationmusic1061
@meditationmusic1061 3 жыл бұрын
ଏଇ ଝିଅ ଟି ବହୁତ ଭଲ... ପୁଅ ଆଊ ତା ମା କୁ ଜେଲ ପଠେଇ ଦେବା କଥା..
@tulusirdaspattanayak5671
@tulusirdaspattanayak5671 3 жыл бұрын
ଏ ଝିଅ ଏ ପୁଅ କୁ ପସନ୍ଦ ନୁହେଁ। ଏପରି ମୁହଁ କଲେ ଯେ ପଇତା ହେଲେ ବି ମଦ ଖାଇବ। ପୁଅ ର ସେକ୍ସ ପାଇଁ ମନ ହେଲେ ଝିଅ ମନା କରିବା କେତେ କଷ୍ଟ ଦାୟକ କେବଳ ପୁରୁଷ ଲୋକଟି ବୁଝି ପାରିବ। ସୁନ୍ଦରୀ ର ବହୁତ ରୂପ
@mithunbabu9735
@mithunbabu9735 4 жыл бұрын
ଝିଅ ଯଦି ତ ପସନ୍ଦ ନ ଥିଲା ପିଲା କୁ ବାହା କଣ ପାଇଁ ହେଉଥିଲୁ, ଝିଅ ର ଗୁଣ ଚରିତ୍ର ଖରାପ ସେଥିପାଇଁ ପିଲା ବିଷୟରେ ଜାଣି କି ବି ପିଲା କୁ ବାହା ହେଲା,
@dillipkumardas5144
@dillipkumardas5144 3 жыл бұрын
Hi class jhia
@abhid4821
@abhid4821 4 жыл бұрын
ଝିଅ ଓଭର acting କରୁଛି କଥା ଧରିକି ବସିଲେ ସମାଧାନ ହବନି ଝିଅର ପୁଅ ପସନ୍ଦ ନାହିଁ
@dillipkumardas5144
@dillipkumardas5144 3 жыл бұрын
Mote kahi seE ya laguchhi
@jagannathnkakruparuprachi3559
@jagannathnkakruparuprachi3559 3 жыл бұрын
Juj sahab best is best🙏🙏🙏
@blueman1836
@blueman1836 3 жыл бұрын
Jhia ti ganga bhali pabitra Jhia ra bapa gote bhul jagare baha dela...bichari jeeban ta sara asanti
@UttamDas-vd8vy
@UttamDas-vd8vy 4 жыл бұрын
Bhagaban duijananku misai diantu Jay jagannth
@mepradyumna
@mepradyumna 4 жыл бұрын
ମୁଣ୍ଡ ତ ସେତିକି କରିବ କଣ । ଶଳା devlopment ଥିଲେ ସିନା ଭଲ କଥା ଚିନ୍ତା କରିବ ।
@shaikharifuddin2480
@shaikharifuddin2480 2 жыл бұрын
ମଣିଷ ରୂପରେ ଅମଣିଷ କୁ ଜୋଇଁ କଲେ ଏମିତି ଭାଲୁ ରାମ୍ପୁଡା ଖାଇଲେ, ମଣିଷ ର ଦୂରାବସ୍ଥା ବଢିଯାଏ।
@biswombarkhatai7935
@biswombarkhatai7935 3 жыл бұрын
Excellent Judge
@RS_Odisha
@RS_Odisha 4 жыл бұрын
ବୋହୂ କୁ ଝିୟ ଭାବ ଦେଖିବ କେଣସି ଅସୁବିଧା ହେବ ନାହିଁ
@dheneswarmajhi663
@dheneswarmajhi663 4 жыл бұрын
Right bhai
@t.m.s.4175
@t.m.s.4175 4 жыл бұрын
Right
@deepakbiswal1205
@deepakbiswal1205 4 жыл бұрын
Sir 🙏🙏🙏🙏🙏
@narendrabehera8559
@narendrabehera8559 3 жыл бұрын
ଏଟା ଗାଲୁଆ ଝିଅ ଟା ପୁଅକୁ ପସନ୍ଦ କରେନି
@rintupradhan2663
@rintupradhan2663 Жыл бұрын
Best dailock to the hasband.
@narayanjena9767
@narayanjena9767 4 жыл бұрын
Same katha pua kahithile apana Manankara bichara re puaku Keteje dhamaka mili thanta Jay Jagannath
@sradhanjalirout8019
@sradhanjalirout8019 4 жыл бұрын
21.00 is 💯 right.. salute ur judgement, judge sir...👍👍👍
@swaineventserasamajagatsin1448
@swaineventserasamajagatsin1448 4 жыл бұрын
Jhia ra pua pasanda nuha sethipai semiti hauchanti
@somanathbehera6038
@somanathbehera6038 4 жыл бұрын
Tokata pura gonjediea
@khirodsubudhi2204
@khirodsubudhi2204 4 жыл бұрын
Jhia puua ku like karuni, Jhia ku pacharantu se jadi taa husband and tara family sahit chahuni rahibaku, tenu se already select karichhi keunthi ki jiba
@t.m.s.4175
@t.m.s.4175 4 жыл бұрын
Sala harami tu besi janichu
@rkproductionrk4584
@rkproductionrk4584 4 жыл бұрын
ଝିଅ ଯେମିତି ଦିଶୁଛି ଭଲ ପୁଅ ଦେଖି ବାହା ହେଇ ଥାଆନ୍ତା ଏ ଦୁର୍ବଳ ଲୋକ ଟା କୁ ବାହା ହେଇ ବଡ ଭୁଲ 😂😂😂
@sukantanayak1870
@sukantanayak1870 2 жыл бұрын
sir like thish verry liky
@brahmanandaghosh6806
@brahmanandaghosh6806 4 жыл бұрын
Good wife
@rakeshjena8689
@rakeshjena8689 4 жыл бұрын
Very good program
@minatidas9458
@minatidas9458 4 жыл бұрын
Best mihir sir
@banjakishoredas7667
@banjakishoredas7667 4 жыл бұрын
Sir ପାଗଳ ଟୁକା ଝିଅ ଭଲ.
@swayamjeetcuberking9748
@swayamjeetcuberking9748 4 жыл бұрын
Pagal
@izireal-estate3619
@izireal-estate3619 4 жыл бұрын
God bless all
@ankitmkhurana9131
@ankitmkhurana9131 4 жыл бұрын
Wowwwww
@hemantasethy9785
@hemantasethy9785 4 жыл бұрын
sister ok..
@umaprasadbehera4283
@umaprasadbehera4283 3 жыл бұрын
ସେ ପୁଅ, ମା ଙ୍କ ଭୁଲ୍ ଅଛି କିନ୍ତୁ, ଏ ଝିଅ ବି କମ୍ ନୁହେଁ, ପୁରା ଲାଳେଇ ଟା
@AjayKumar-xk4zg
@AjayKumar-xk4zg 4 жыл бұрын
ଆରେ ପାଠ ପଢ଼ାରେ କଣ ଅଛି ରେ ଝିଅ ଆଜେଷ୍ଟସ୍ କରି କି ଚାଲ ରେ ଝିଅ
@SunilKumar-qn8gn
@SunilKumar-qn8gn 4 жыл бұрын
Judge is perfect 👍sir your consideration and judgment is excellent
@guruprasadbarick5818
@guruprasadbarick5818 4 жыл бұрын
Bahut sensitive se jhia please final karantu bahut bhala se jhia chhota pilate sie
@t.m.s.4175
@t.m.s.4175 4 жыл бұрын
Right
@sumantbarik7772
@sumantbarik7772 4 жыл бұрын
The judge is not fit for the show.
@harishkumarjena4629
@harishkumarjena4629 4 жыл бұрын
The judge Mr Gopabandhu sir fit for good judgement.....I miss u sir..
@gobardhanbarik6616
@gobardhanbarik6616 4 жыл бұрын
Thik kahichha bro
@t.m.s.4175
@t.m.s.4175 4 жыл бұрын
Right Ekdam Sat Katha ae Jarg Jama bhal lok nuhe tar Katha kahiba jama thik laguni high tempar Katha kahichnti
@binayamoharana
@binayamoharana 4 жыл бұрын
Judge is not fit for this...
@RameshMohanty-p1f
@RameshMohanty-p1f 5 ай бұрын
I don't like judge . Asrumochan is Right . Lady Not Agree Stay With husband .No Presure to lady for this show.
@purusottambagh9131
@purusottambagh9131 2 жыл бұрын
Jhiara bahuta kharap guna achi bhali mu anubhaba karuchi....
@samirmurmu9932
@samirmurmu9932 Жыл бұрын
Jeo besi chalu ache sir
@ranjitdutta1679
@ranjitdutta1679 4 жыл бұрын
1. Education ku neyi kina no objection. 2. Objection. hela a. Drink & gonjei khaiba pore wife ku mariba aau physical relationship rokhiba jhiyo dori jayichi.( Strong point) b. Nuya marriage kori jaichi jhiyo puyo jhiyo mono kotha bhujhi parinahi.
@prakashamishra5685
@prakashamishra5685 3 жыл бұрын
ଝିଅ ଟା ବହୁତ ବଦସାସ୍
@saktiprasadsahoo4863
@saktiprasadsahoo4863 4 жыл бұрын
Ashrumochan Sir 🙏
@manojpradhan9157
@manojpradhan9157 4 жыл бұрын
Gotia paribar jodi jau jagannath karantu
@t.m.s.4175
@t.m.s.4175 4 жыл бұрын
Right
@jugalakishorebehera2753
@jugalakishorebehera2753 3 жыл бұрын
ମଘିଆ ଗଞ୍ଜେୟା , ବୁଢ଼ା ଶଳା ମାରୁନୁ। ବୁଢ଼ା ମୁଂହା।
@UmeshKumar-cs5wm
@UmeshKumar-cs5wm 4 жыл бұрын
ଟୋକା ଟା ଗଞ୍ଜୁଡ଼ିଆ ଟା ମଦୁଆ ଟା ମାଆ ପୁଅ ବଜାତ ସାଲା
@dipakmahanty2430
@dipakmahanty2430 3 жыл бұрын
Bapa jhia nuhe Bhai bhauni bhali dekhajauchanti
@kiransahu3649
@kiransahu3649 3 жыл бұрын
adhika kahu6
@madhabapatra8919
@madhabapatra8919 3 жыл бұрын
Thik karicha sister
@nirmalyabiswal5840
@nirmalyabiswal5840 4 жыл бұрын
Girls father is very much honest
@sibajena4023
@sibajena4023 4 ай бұрын
ଏଇ ଝିଅଟି ଭଲ ନୁହଁ
@kiransahu3649
@kiransahu3649 3 жыл бұрын
really diveroce heba darkar
@mithunjena3738
@mithunjena3738 4 жыл бұрын
Sir, attualy jhia chaliparibani Karan se jhia puaku pasanda karuni fast Katha .
@aakamaadesibiribadhipampad68
@aakamaadesibiribadhipampad68 4 жыл бұрын
Sabura samadhan thaye yete jidi bhala nu hon.
@meditationmusic1061
@meditationmusic1061 3 жыл бұрын
ମା ପୁଅ ମିଶିକି ଗଂଜେଇ ଟାଣନ୍ତି...
@gadadharsamantaray4464
@gadadharsamantaray4464 3 жыл бұрын
This decision is correct.
@kaminikantabeheralippu7721
@kaminikantabeheralippu7721 4 жыл бұрын
Jhia Ta Agaru Bodhe Bhala Pauthila
@deepmusic9419
@deepmusic9419 4 жыл бұрын
Aasara aalokare gopabandhu sir nku dakantu thik jojment miliba
@golapmajhi6233
@golapmajhi6233 4 жыл бұрын
ଟୋକି ଖାଲି ଫଁ ଫଁ ହେଉଛି, ୟା ର କିଛି ଚକ୍କର ଅଛି
@golekabiharibehera5489
@golekabiharibehera5489 Ай бұрын
💯 A 💯 Toka 💯 nisadi 💯
@abhibisoi3621
@abhibisoi3621 4 жыл бұрын
ଝିଅ ଆଉ କହାକୁ ଭଲ ପାଉଛ
@sarbeshwordas1068
@sarbeshwordas1068 3 жыл бұрын
Jhia.adhika heyuchi
@smileajayodisha1409
@smileajayodisha1409 4 жыл бұрын
ଗିହାଳିପୁଅ କୁ ସେକ
@mbkumar5742
@mbkumar5742 Жыл бұрын
Once a lady will irritate then nobody can cool her. This is very sensitive issues. And she is not happy with that guy....so she should not forcefully stay with him. Let her free from marriage act
@biswajitnayak9986
@biswajitnayak9986 4 жыл бұрын
Bala judgement
@munnaKumar-bv4je
@munnaKumar-bv4je 4 жыл бұрын
Divorce Kari dia....
@ASHOKDAS-nw2qx
@ASHOKDAS-nw2qx 3 жыл бұрын
Judgement process is wrong process.
@beheranabin9111
@beheranabin9111 4 жыл бұрын
Sirr,police ku daki samasntku dhorei diontu,3rd degree turchur hoba darkar,pura family ku khali janaku chadiki...
@susamamohanty2964
@susamamohanty2964 3 жыл бұрын
Ethere bapankara Sabu bhul. Judge sir good judgement.
@bikramdalai7383
@bikramdalai7383 3 жыл бұрын
Au kou tokaku rakhichi site re sethipain tar pua pasand heuni
@mamunnayak7554
@mamunnayak7554 4 жыл бұрын
Tame solve kari pariba nahni,asa ra alok ku jao
@amitkumardash8173
@amitkumardash8173 3 ай бұрын
Ajikali jugare ethi pain jhia mane gaan re rahibaku chahun nahanti chhoto chhto katha ku nei sasu sasura katha dhari basi bahu mananku nirjatana deba arambha karanti sasu bi dine jhia hoi bahu hei thile kintu sei sasu jani bi bhuli jau bahu upare bahut asha kari basanti jouthi pain ajikali yei abastha
@halfthumbnail7455
@halfthumbnail7455 4 жыл бұрын
Narotam vai thik katha ti kahile....bina dekhiki marriage kariba ta understanding kmti rahiba aau relationship v
@sanjaybrocklesnerwin9363
@sanjaybrocklesnerwin9363 4 жыл бұрын
Jerge ETA badia distion
@pinkibehera4504
@pinkibehera4504 4 жыл бұрын
Staje bhala laguni....asara aloka tha best plant from
@ranjankumarsahoo4564
@ranjankumarsahoo4564 4 жыл бұрын
Jhia puaku pasanda karuni
@surabhipatel3877
@surabhipatel3877 4 жыл бұрын
Judge ra way of talking thik nahi
@t.m.s.4175
@t.m.s.4175 4 жыл бұрын
Yes ur right ekdam sat Katha
@RameshKumar-vq3rq
@RameshKumar-vq3rq 4 жыл бұрын
Jhia speaking true , not send to. Husband's home ,
@jitendraswainodishaindia415
@jitendraswainodishaindia415 4 жыл бұрын
ମାଗିଆ ଚୋର ମୁହାଁ
@ruksadsamad2576
@ruksadsamad2576 4 жыл бұрын
Sahi hai 😁😁😁😁😁😁🤗
@Mithunkumar-ms1ci
@Mithunkumar-ms1ci 3 жыл бұрын
Bhai pua Kahi paru nahi boli . Se dosi .but jhia kam nuhe
@prasantaprasanta1794
@prasantaprasanta1794 4 жыл бұрын
Jhia ra lover achi.
@sureshroutray185
@sureshroutray185 4 жыл бұрын
Right
@bishalbiswal7742
@bishalbiswal7742 4 жыл бұрын
Right sir
@subratdas7752
@subratdas7752 4 жыл бұрын
Barsha anubhav ku ana
@MOUTHBOXPLAYER
@MOUTHBOXPLAYER 4 жыл бұрын
Good decisions is.. Diverse, and 🥰🥰return the commenction
@sahilsinghofficial647
@sahilsinghofficial647 4 жыл бұрын
Age nd education problem ..........Duhi k Majhi vl paiba nahi
@devadas9026
@devadas9026 4 жыл бұрын
Jhia katha manantu
@susantasahoo371
@susantasahoo371 4 жыл бұрын
ସମସ୍ତେ ମିଳି ମିଶି ଗଲେ ସବୁ ଠିକ ହୋଇ ଯିବ
@truptisarangi9114
@truptisarangi9114 4 жыл бұрын
Manisha prakruti badale nahi
@sushantapradhan5233
@sushantapradhan5233 3 жыл бұрын
Puaku like karuni se jhia
Try this prank with your friends 😂 @karina-kola
00:18
Andrey Grechka
Рет қаралды 9 МЛН
Nua Jibana Nua Asha | EP - 1 | 23rd Nov 2019
44:22
Prameya News7
Рет қаралды 319 М.