ଅନୁତାପ || ମ୍ୟାଟ୍ରିମୋନୀରେ ବିବାହ ପଡିଗଲା ମହଙ୍ଗା, ଏବେ ଭୋଗୁଛନ୍ତି ଏହାର ପରିଣାମ || Prameya News7

  Рет қаралды 341,580

Prameya News7

Prameya News7

Күн бұрын

ଅନୁତାପ || ମ୍ୟାଟ୍ରିମୋନୀରେ ବିବାହ ପଡିଗଲା ମହଙ୍ଗା, ଏବେ ଭୋଗୁଛନ୍ତି ଏହାର ପରିଣାମ || Prameya News7
#matrimony #marriage #disadvantage #review #prameyanews7
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest News Follow us on:
Website: www.prameyanews...
KZbin: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha:
• Nua Jibana Nua Asha
ଶୁଣ...ଶୁଣ...ଶୁଣ:
• Suna...Suna...Suna
Explore Odisha:
• Explore Odisha
Breakfast Odisha:
• Breakfast Odisha News7
Maganna Oligi:
• Maganna Oligi
Biswas Abiswas Andhabiswas:
• Biswas Abiswas Andhabi...
Digital Special Stories:
• Digital Special Stories
Daffa | Crime Stories:
• Daffa
Jollywood Jalwa:
• Jollywood Jalwa
Face To Face:
• Face To Face
#PrameyaNews7 #News7 #OdishaNews

Пікірлер: 456
@gokulmeher6168
@gokulmeher6168 Жыл бұрын
ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନିଶ୍ଚିତ ରୂପେ ଆପଣଙ୍କ ସହିତ ଅଛି। ଅପେକ୍ଷା କର
@abhirampanda5462
@abhirampanda5462 Жыл бұрын
ଜନସେବା କେନ୍ଦ୍ର କର, ନିଜ ଇଚ୍ଛା ଅନୁସାରେ ରୋଜକାର କର
@nirmala-giri123
@nirmala-giri123 Жыл бұрын
ସେ ଆସିବ ଆଉ ତୁମକୁ ପୁଣି ଥରେ କୋଳେଇ ନେବ , ସେ ଆଶା ଆଉ ରଖ ନାହିଁ। ସେ ପରି ପୁରୁଷ ମାନେ ବହୁତ ଲମ୍ଫୋଟ୍ ପୁରୁଷ। ସେମାନଙ୍କ ଚରିତ୍ର ବହୁତ ଖରାପ। ତାକୁ ଭରସା ନକରି କେମିତି ନିଜେ ଦୁଇ ପଇସା ରୋଜଗାର କରି ନିଜ ଗୋଡ଼ରେ ଠିଆ ହୋଇ ପାରିବ ସେ ବିଷୟରେ ମନ ଦିଅ। ତାକୁ ଆଉ ଜମା ବି ଭରଷା କରନାହିଁ। ତୁମ ପରି ମୋ ଝିଅ କୁ ବି ଏମିତି ତା ସ୍ୱାମୀ ନାନା ଅପବାଦ ଦେଇ ଦୂରେଇ ଦେଇଛି। ସେ ଏବେ ମୋ ପାଖରେ ଅଛି। ତାକୁ କିଛି ତାଲିମ୍ ଦେଇ ରୋଜଗାରକ୍ଷମ କରିବା ପାଇଁ ଚେଷ୍ଟା କରୁଛି। ଯଦି ଅଧିକ ଜାଣିବା ପାଇଁ ଚାହୁଁଛ ମୋ ମୋବାଇଲ ନମ୍ବର ରେ କଲ୍ କରିବ। ମୋ ନମ୍ବର ହେଲା୮୨୪୯୧୯୬୪୮୭। ଧନ୍ୟବାଦ ଭଲରେ ରୁହ। ଭଗବାନ ତୁମର ମଙ୍ଗଳ କରନ୍ତୁ।🖐️🖐️🖐️
@surajitjana7671
@surajitjana7671 Жыл бұрын
ଭଉଣୀ ଆପଣ ଜାଣିଥାନ୍ତୁ ଧନୀ ଲୋକ ମାନେ ବେଶୀ ଅଭଦ୍ର
@janakidash6833
@janakidash6833 Жыл бұрын
ଝିଅ ତୁ ସାହସ ଧର. କେହି ଲାଇଫ ରେ ଦରକାର ନାହିଁ. ପଇସା ଵାଲା ମାନେ ଖୁବ ଅଭାଦ୍ର
@rudranarayansamantasinghar5391
@rudranarayansamantasinghar5391 Жыл бұрын
Eie jhia nuhe. Eie aunty gote.
@dibya63
@dibya63 Жыл бұрын
କେହି life ରେ ଦରକାର ନାହିଁ, ଆପଣଙ୍କ age ବୋଧେ ବହୁତ କମ
@baikunthabehera3971
@baikunthabehera3971 Жыл бұрын
Barsa dhina asichi chasibhai jami gudiku green green sobha karauchi ....kahihauchi JAMI NA RAKHA PADIA LAGA PANHASA NDIA . JADHI MADAM NKA TANKA ACHHI .TAHAHELE GARIBA PUATIA RASTARU PASANDHA KARI PUNHI BIBHAH KARANTU . .LIKE KARANTU .SEX KARANTU SEX TA AGARU KARICHHANTI BHULBASATHA .ABE KHUSIRE GHARASANSAR KARA . KICHHI NANHI SEX 75 YEARS PAJYANTA ACHHI .NHALA KHAIBA DHARKAR ......HAU MADAM RAHILI GARIBA PUA TIA KOLLA KU TANHI ANHI TA GJARKU BIKASA KARA
@prasantahota6659
@prasantahota6659 Жыл бұрын
ବହୁତ ଦୁଃଖଦ ଘଟଣା।
@baikunthabehera3971
@baikunthabehera3971 Жыл бұрын
@@prasantahota6659 abe bi samaya achhi bibhaha hua .OR KRISHAN NKA BHAKTA HUA
@janakidash6833
@janakidash6833 Жыл бұрын
ସ୍ୱାମୀ ନିର୍ଯାତନା ଆଜିର ଯୁବସମାଜର ପୁରୁଷ ପଣିଆ
@errkggift
@errkggift Жыл бұрын
Chup maghiya ..
@nirakarrout1973
@nirakarrout1973 2 ай бұрын
ଅତୀତକୁ ଭୁଲି ଯାଆ,ସମଜରେ ବହୁତ ଅନାଥ ଅସହାୟ ପିଲା ଅଛନ୍ତି କାହାକୁ ଜଣକୁ ଆଦରି ନିଅନ୍ତୁ ଆଶା କରୁଛି ଭବିଷ୍ୟତ ଖୁସିରେ କଟିବ
@rabindrarath9474
@rabindrarath9474 Жыл бұрын
ଧର୍ଯ୍ୟ ଧରି ବଂଚିବା ଦରକାର ଭଗବାନ ସହାୟ ହେବେ
@ChintamaniBiswal-s6s
@ChintamaniBiswal-s6s Жыл бұрын
ପୁରୀରେ ଥାଇ ଭୟ କରନ୍ତୁନି ଜଗନ୍ନାଥଙ୍କ ମନ୍ଦିର ଯାଇ ସବୁଦିନ ପତିତ ପାବନ ବାନା ଦର୍ଶନ କରନ୍ତୁ.... ଜୟ ଜଗନ୍ନାଥ
@suvashreeray5494
@suvashreeray5494 Жыл бұрын
ହେ, ଭଗବାନ
@anjalinayak1322
@anjalinayak1322 Жыл бұрын
ଆପଣଙ୍କ ବିଷୟରେ ଜାଣି ବହୁତ ଦୁଃଖ ଲାଗିଲା ,ନିଜେ strong ହୁଅନ୍ତୁ ଆଗକୁ ବଢନ୍ତୁ
@Godeepak
@Godeepak Жыл бұрын
ଗାଁ ପୁଅ କୁ ବାହା ହବନି, ଯଦି କୌଣସି ଗାଁ ପିଲାକୁ ବାହା ହୋଇଥାନ୍ତ, ତାହେଲେ କିଛି ଅସୁବିଧା ହେଇ ନଥାନ୍ତା,
@Psahu79
@Psahu79 Жыл бұрын
ଅନ୍ୟ ର ଭୂଲ ବାଛିବା ଅପେକ୍ଷା ନିଜ ବୟସ ଦେଖ
@pikuaurmumma5274
@pikuaurmumma5274 Жыл бұрын
Hau nije gote gaon jhia ku baha hua.. 😂
@Godeepak
@Godeepak Жыл бұрын
@@pikuaurmumma5274 miluni 😁😁😁
@Godeepak
@Godeepak Жыл бұрын
@@Psahu79 mu bahaheini,,,gaon re baha hebi👍😉
@pramitapradhan4696
@pramitapradhan4696 Жыл бұрын
ଗାଁ ପିଲା ବି ବହୁତ ଖରାପ୍। ସେମାନେ ତ ବାପା ଙ୍କ ସବୁ ସମ୍ପତି demand କରୁଛନ୍ତି
@gangadharsatapathy316
@gangadharsatapathy316 Жыл бұрын
ଏକମାତ୍ର ଭଗବାନ୍ ହିଁ ଏକ୍ ବଳ ଏକ୍ ଭରସା ଏକମାତ୍ର ସାହାରା। ଓଁ ଶାନ୍ତି 🇲🇰🇲🇰
@manojsahu2039
@manojsahu2039 Жыл бұрын
Matrimony ର କାମ ହେଉଛି ପ୍ରସ୍ତାବ ଦେବା କିନ୍ତୁ fild inquiry ଆପଣଙ୍କର ତେଣୁ ପୁର୍ବରୁ କାହାଵତ୍ ଅଛି ଦୂର ପର୍ବତ ସୁନ୍ଦର ଦିଶେ ,ଏବେ କିନ୍ତୁ ତାର ଅଲଟା, ଯେଉଁଠି ରୁ ପ୍ରସ୍ତାବ ଆସୁନା କାହିଁକି ତାର ତଦାରଖ କରିବା ନିହାତି ଜରୁରୀ ସେ ଝିଅ ଅବା ପୁଅ ହେଉ ,କାରଣ ଏବେ ଲୋକଙ୍କର ମାନସିକତା ପରିବର୍ତ୍ତନ ହେଇ ଗଲାଣି ,ସବୁ ଲୋକ ନୁହଁ କିଛି ଲୋକ ପାଶ୍ଚାତ୍ୟାଭିମୁଖୀ ହେଲେଣି ,ଆମ ହିନ୍ଦୁ ସମାଜରେ ଥରେ ବରଣ କଲେ ମରଣ ତକ ସମ୍ପର୍କ ରହେ 4/6/8/10 ମାସ ପାଇଁ ନୁହେଁ।
@friendshiprocks8673
@friendshiprocks8673 Жыл бұрын
E sabu katha khali sastra aau movie re ebe chalichi. Divorce case badhichalichi
@Radhekrishnaa222
@Radhekrishnaa222 Жыл бұрын
ଛୁଆ ଟା କେବେ ନଷ୍ଟ କରିବାର ନ ଥିଲା... ସେ ଛୁଆ ମୁହଁ କୁ ଅନେଇକି ରହି ଥାନ୍ତ.....
@sanghamitradas371
@sanghamitradas371 Жыл бұрын
Chuara bapa parichay kiye deithanta chua paliba bada kariba ate easy nuhe
@trilochansadhab
@trilochansadhab Жыл бұрын
Aneiki kemiti rahithanta?
@anupmahapatra2391
@anupmahapatra2391 2 ай бұрын
ଚୁଆ ପାଇଁ ଗୋଟେ ଭଲ ଲୋକ ର sparm ନେଇ single parents ହୋଇ ରହି ପାରିବ।
@manaromaswain9328
@manaromaswain9328 Жыл бұрын
କଳି ଯୁଗର ନୃସିଂହ ମଣିଷ , ଧନ ଦେଖି ବହା ହୁଅନାହି ମନର ମଣିଷ ଖୋଜି ବହାହୋଇ ଯାଅ
@pradeepkumarrout3039
@pradeepkumarrout3039 Жыл бұрын
ମାଡାମ, 🙏🏼, ଜୀବନ ଟାକୁ ଆଉ ସେ ଦିଗରେ ନ ନେଇ ରାସ୍ତା ପରିବର୍ତ୍ତନ କର, ଆଉ marriaege door କୁ close kari ନିଜକୁ social service ଆଡକୁ ନେଇଯାନ୍ତୁ, ସମ୍ମାନ ଶାନ୍ତି ଓ ଅର୍ଥ. ବି ମିଳିପାରିବ, overall ନିଜକୁ alon feel karibeni,
@pramodkumarkar9039
@pramodkumarkar9039 Жыл бұрын
Astonishing. Wonderful. You belong to Odiya family & Odiya tradition should be maintained.
@purnypurny143
@purnypurny143 Жыл бұрын
U r absolutely right bhai........bahut badhia katha te kahichanti
@sonam1805
@sonam1805 Жыл бұрын
Badhia au pura thik katha te kahille bhai
@laxmipriyadash2888
@laxmipriyadash2888 Жыл бұрын
ଗୋଟେ ନାରୀ ଯେ କେତେ କଷ୍ଟ ପାୟ ବାହା ହେଇ ଗୋଟେ ପୁଅ କୁ ବିଶ୍ଵାସ କରି ଶେଷ ରେ କାହାର ହୁଏନି
@pradyumnasarangi9667
@pradyumnasarangi9667 Жыл бұрын
ଭ ଉଣୀ, ତମ କଥା ଠିକ୍,ଭୁଲକୋଉଠିରହିଲାବୁଝିହ ଉଛି, ଭଲ ଟୋକା ପାଠପଢିଥିବ,ଧନୀପିଲାଖଜୁଛ, ଶିକ୍ଷିତମାନେ,ଧନୀ,ଚୁରହାରାମି,ଭୁଲକହିଥିଲେକ୍ଷମା କରିଦେବ
@thisislaxman28
@thisislaxman28 Жыл бұрын
😂😂😂😂
@jyotirmayeemeher4103
@jyotirmayeemeher4103 Жыл бұрын
Kichi guarentee nahi sir garuba loka bhi ajikali hina kama karuchanti Baran besi karuchanti
@prakashbhuyan8948
@prakashbhuyan8948 Жыл бұрын
ହେ ମହାପ୍ରଭୁ ଭଗବାନ ଜଗତର ରକ୍ଷା କର
@rudranarayansamantasinghar5391
@rudranarayansamantasinghar5391 Жыл бұрын
Eita pura dramabaz aunty.
@saraswataparija4631
@saraswataparija4631 Жыл бұрын
​@@rudranarayansamantasinghar5391ତମେ କେମିତି ଜାଣିଲ?
@Hindistorytales976
@Hindistorytales976 Жыл бұрын
Bht kasta lagila suniki 😭😭 Maa Mangala Bless u ...
@arunisahu...
@arunisahu... Жыл бұрын
Thank you ma'am
@madhusmitabehera8625
@madhusmitabehera8625 Жыл бұрын
Great 👍 god bless you 🙌
@samarmohapatra-jr3ne
@samarmohapatra-jr3ne 2 ай бұрын
ଦ୍ଵିତୀୟ ପୁଅର ବାପା ମା ବହୁତ ଅଭଦ୍ର, ନିଜ ପୁଅ କେବେବି ଶାନ୍ତିରେ ରହିବ ନାହିଁ, ପର ଝିଅ ଯଦି ନିଜ ଝିଅ, ଭଉଣୀ ହେଇଥାନ୍ତା
@ମାନବପ୍ରେମୀହିମାଂଶୁ
@ମାନବପ୍ରେମୀହିମାଂଶୁ Жыл бұрын
ଝିଅ ତୋ କଥା ଶୁଣି ଭାରି ଦୁଃଖ ଲାଗୁଚି
@puspanjalipradhan3336
@puspanjalipradhan3336 Жыл бұрын
ବହୁତ କଷ୍ଟ ଲାଗୁଛି ଭଉଣୀ
@Manasteacher
@Manasteacher Жыл бұрын
ଦୁନିଆ ରେ ସବୁ କର୍ମ ଆଉ ଭାଗ୍ୟ କୁ ନେଇକି ଆସନ୍ତି ।ସମାଜସେବା କରନ୍ତୁ ବହୁତ୍ ଭଲ ।ମଦୁଆ ଆଉ ପାରକ୍ରୀୟ ପ୍ରୀତି ବଢୁଛି କଳି ଯୁଗ ରେ ।ଆମେ rich ହେଇଗଲେ କିନ୍ତୁ ସମାଜ ଖରାପ୍ ହେଇଗଲା।ଆଗରୁ ବିବାହ ଠିକ୍ ଥିଲା
@MamataMani-zn2ke
@MamataMani-zn2ke Жыл бұрын
Thik kahile Bhai aji kahaku biswas Kariba se dine thakiba sure mu bi ae mdm pari kintu mo paribar mote bhul bujhichi
@sudharani2426
@sudharani2426 2 ай бұрын
Tq for ur suffering pain message,
@sarmisthaswain2347
@sarmisthaswain2347 Жыл бұрын
Keep patience ,gd bless you
@srisaidesignvastu9209
@srisaidesignvastu9209 Жыл бұрын
ଗୋଟେ ସ୍ବାମୀ କୁ ନିଜର କରି ବାକୁହେଲେ ବହୁତ କିଛି ତ୍ୟାଗ କରିବାକୁ ପଡ଼ିବ ! ବାପ ମା ଯାହା ଠିକ୍ କରନ୍ତି ଅବଶ୍ୟ ଭଲ କରି ଥାନ୍ତି !ଭଲ ଜ୍ୟୋତିଷ ର ପରାମର୍ଶ ନେବା ଉଚିତ୍ !
@debasmitaroul8477
@debasmitaroul8477 2 ай бұрын
ଏତେ ସବୁ ଶୁଣିଲା ପରେ ବି ଲୋକ କହିବେ କି ଏହି ପରିସ୍ଥିତି ରେ ବି ଝିଅ ର ସବୁ ଭୁଲ କାହିଁକି ନା ଏହି ଖାଲି ଝିଅ ମାନକୁ ହିଁ ସଂସାର ଭାଙ୍ଗିବା ର ଦାୟୀ କରାଯାଏ।ଆଉ ସବୁ ବୁଝେଇବେ ତୁ ଥରେ ବାହାଘର ହୋଇସାରିଛି ମାନେ ତମକୁ ସେଥି ସାର ଜୀବନ adujust କରି ରହିବାକୁ ବାଧ୍ୟ । ଯଦି ଝିଅ କିଛି କହେ ତା ସଖପରେ ତାହେଲେ ଝିଅ ବାପ ଘରୁ କିଛି ସିଖିକି ଆସିନି, ୟାର ଚାଲିଚଳନ ଠିକ୍ ନାହିଁ ଏମିତି ଅନେକ କହିବେ।ଯଦି ବି ଗୋଟେ ଝିଅ separate ରହିବା ପାଇଁ ଭାବେ ତ ସିଏ ସମାଜ ରେ ଗୋଟେ ବେଶ୍ୟା ର ନଜରରେ ଦେଖିବା ଦୁନିଆ, ଏଠି ଦୁନିଆରେ ନାରୀ ସବୁବେଳେ ଦୁଷି ସମସ୍ତଙ୍କ ଆଗରେ । ଦେଖିଲେ ଗୋଟେ ଝିଅ ର ଏମିତି ପରିସ୍ଥିତି ଲୋକ ଖାଲି କେମିତି ତାର ଫାୟେଦା ଉଠେଇବେ। ଭଉଣୀ ଠିକ୍ କହିଲେ ଏଠି ସବୁ time pass କରିବେ, କେହି ଜୀବନ ସାଥି କରିବେନି।
@suchitrapanda3854
@suchitrapanda3854 Жыл бұрын
Patience rakha Mam God will help you .
@rukeshroshandas3926
@rukeshroshandas3926 Жыл бұрын
ଭଉଣୀ ଜୀବନରେ ୨ ଥର ଧୋକା କହିଲା ପରେ ସେ ଭୁଲ୍ ଆଉ କରନ୍ତୁ ନାହିଁ ଯେତେ ଏକା ରହିବ ଲାଇଫ ରେ ଖୁସିରେ ରହିବ ଏତେ କଷ୍ଟ ପାଇବ ନାହିଁ ମୋ ଭଳି ଭଉଣୀ ଭାଇ ନାହିଁ ତୁମର ମତେ ଭାଇ କରି ଦିଅ ବୁଢୀ ହେଲା ପର୍ଯ୍ୟନ୍ତ ମୁଁ ତୁମକୁ ବାପା ମା ଙ୍କୁ ସମସ୍ତଙ୍କୁ ଖୁସିରେ ରଖିବି ଭଉଣୀ ।
@tapasswain3231
@tapasswain3231 2 ай бұрын
Bhai mu bi 2 time dhoka pare eka heigali aau bohut years heigaleni but eka eka mast life chalichi kichi bi problem nahin
@SunilPurty-j7m
@SunilPurty-j7m 2 ай бұрын
🎉🎉🎉🎉🎉
@jnanadiptasamantaray1562
@jnanadiptasamantaray1562 Жыл бұрын
କେବଳ ବିବାହ ବିଧାୟନା, ନାରୀର ନୀତି, ନାରୀର ପଥେ, ଦେବୀ ସୁକ୍ତ (ବହି) ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁରଙ୍କୁ ଆତ୍ମ-ସମର୍ପଣ ହିଁ ଝିଅ ନୁହଁନ୍ତି , ପୁଅ ମାନଙ୍କ ପାଇଁ ଏକ ମାତ୍ର ଉପାୟ । ବର୍ତମାନ ବାହାଘର ନାହିଁ ଖେଳଘର ଚାଲିଛି ସବୁଆଡେ ।
@saikatbohidar7745
@saikatbohidar7745 Жыл бұрын
She is very outspoken, bold & honest in her words. Her advice to girls on matrimonial sites is noteworthy.
@hrusikeshjena5377
@hrusikeshjena5377 Жыл бұрын
Not like that, many success stories are there too.
@jollyrouts.s.r633
@jollyrouts.s.r633 Жыл бұрын
Didi tama paain bhagwan achhonti.😢😢aau etiki sahas rakha ki tama aakhi luhare se pilatara koudina kichhi heipare..😢 kahinkina gote nari luhare kehi b tisti parinahanti👍
@sujitkumarsahoo3220
@sujitkumarsahoo3220 Жыл бұрын
ଆଜିହିଁ ଜଗନାଥଙ୍କୁ ତୁମ ମନର କଥା ଭକ୍ତିର ସହିତ ଜଣାଇ ଦିଅ ଦେଖିବ 5 ଦିନ ଭିତରେ ତୁମ ସମସ୍ୟାର ସମାଧାନ ହୋଇଯିବ ନହେଲେ ମୋନାମରେ କୁତ୍ତାପାଳିବ ଜୟ ଜଗନ୍ନାଥ.
@hemantasethi8887
@hemantasethi8887 Жыл бұрын
ଘର ପୁରୀ.... କେବେ ମହାପ୍ରଭୁ ଙ୍କୁ ନିଜ କଥା ପ୍ରଭୁଙ୍କୁ ନିବେଦନ କରିନାହାନ୍ତି? କରିନଥିବେ ନିଶ୍ଚିତ....
@kaberimajhi6930
@kaberimajhi6930 Жыл бұрын
Great .....and strong ....❤
@SujataSahoo-l7e
@SujataSahoo-l7e Жыл бұрын
Many many thanks sister to speak the real truth of this society. Thanks for good suggest to other girls. Have faith in God and taqdir me Jo likha hua he so holkar rahega. God bless u.
@manoranjanmohanty2233
@manoranjanmohanty2233 2 ай бұрын
God bless them sister
@anjananayak747
@anjananayak747 Жыл бұрын
ଝିଅ ଓଁ ଶାନ୍ତି ଦୀକ୍ଷା ନେଇଯାଅ ଭଲରେ ରହିବ
@anitanjalipradhan2435
@anitanjalipradhan2435 Жыл бұрын
Thanks for informing to the sosaety
@RameshMohanty-n4q
@RameshMohanty-n4q 2 ай бұрын
Very good for you. No Problems .
@gokulchandra9249
@gokulchandra9249 Жыл бұрын
Good video
@sankarsangochhayat1765
@sankarsangochhayat1765 Жыл бұрын
May god bless you each and every moment.
@RameshMohanty-n4q
@RameshMohanty-n4q 2 ай бұрын
Right ,Madam .
@sudiptakumarsahoo2419
@sudiptakumarsahoo2419 Жыл бұрын
ଏକ ପାଖିଆ କଥା ନ ଶୁଣି ଉଭୟ ପକ୍ଷର କଥା ଶୁଣିବା ଦରକାର ।
@sanghamitradas371
@sanghamitradas371 Жыл бұрын
Acha tame tahele judge bodhe
@rajalaxmimishra3563
@rajalaxmimishra3563 Жыл бұрын
Bohut inspiring story ma'am 🥺🥺🥺
@chanchalajena3706
@chanchalajena3706 Жыл бұрын
ତୁ କିଛି ଜନୁନା ଲୋ ମାଆ ।
@saraswataparija4631
@saraswataparija4631 Жыл бұрын
​@@chanchalajena3706ତୁମେ କ'ଣ ଯାଣିଚ କହୁନ 😕
@arjunmohanoram9928
@arjunmohanoram9928 Жыл бұрын
ଭଲ
@hadbandhusahoo4255
@hadbandhusahoo4255 Жыл бұрын
God Bless you Sister
@ShaktiKhuntia-h3w
@ShaktiKhuntia-h3w 2 ай бұрын
Jay jaganath 🙏🙏🙏🙏
@kanhascreation49
@kanhascreation49 Жыл бұрын
Keep patience and God bless you with all happiness
@debendrakumarhota9058
@debendrakumarhota9058 Жыл бұрын
Marriage na kariba purbaru Hotel jiba Hyderabad jiba ta sahita rahiba Masta bada bhul aau tapare bhruna hatya kariba aau gote maha bhul .
@gourangamohanty7036
@gourangamohanty7036 Жыл бұрын
God bless you, ea bhagaban nkar parikshya
@MamataMani-zn2ke
@MamataMani-zn2ke Жыл бұрын
Right mam aji kali sabu time pass karuchhanti
@rajkishorrout2108
@rajkishorrout2108 Жыл бұрын
ଯଦି କିଛି ସାହାଯ୍ୟ ର ଆଶା କରୁ ଥାଆନ୍ତି ତାହା ହେଲେ ଯୋଗା ଯୋଗ ନମ୍ବର ଜଣାନ୍ତୁ। ଯଥା ସମ୍ବବ ସାହାଯ୍ୟ ମିଳିବ।
@laxmisblogchannel4968
@laxmisblogchannel4968 Жыл бұрын
God bless u mam
@sachidanandarath2488
@sachidanandarath2488 Жыл бұрын
କଳି ଯୁଗ ରେ ଏପରି ଦୁଃଖଦ ଘଟଣା ପୁଅ ଙ୍କ କ୍ଷେତ୍ରରେ ବି ଝେଉଛି ସମାଜ ଓ ମନୁଷ୍ୟ ର ଚରିତ୍ର ଧ୍ଵଂସ ଅଭିମୁଖେ
@explorewithdasjee9054
@explorewithdasjee9054 2 ай бұрын
ଏକ ତରଫା ସମସ୍ୟା ଶୁଣି କୌଣସି ସମସ୍ୟାର ସମାଧାନ ସମ୍ଭବ ନୁହେଁ । ତେଣୁ " ଅନୁତାପ " ସୌଜନ୍ୟକୁ ଅନୁରୋଧ ଉଭୟ ପକ୍ଷର ପ୍ରଦର୍ଶନ କରିଲେ ସମସ୍ୟାର ସମାଧାନ ହୋଇପାରିବ ।
@studyforodishaexam8643
@studyforodishaexam8643 Жыл бұрын
Marriage purbaru samaste vhala katha kuha nti au Marriage pare au gote rupa
@jyotirmayeesamal774
@jyotirmayeesamal774 Жыл бұрын
Be strong dd
@alvaelasminbhargabi4697
@alvaelasminbhargabi4697 Жыл бұрын
I agree with this .100%
@Skgbul470
@Skgbul470 Жыл бұрын
ବେଶୀ ପାଠୁଆ ବଡ଼ ପୋଇଶା ବାଲା ଜାଣିବ ସେତିକି ଅମଣିଷ ବିବେକ ହିନ ହେବେ,କାରଣ ବେଶୀ ପଇସା ବେଶୀ ପାଠ ହେଲେ ନିଶ୍ଚିନ୍ତ ଭାବେ କହିବି ତାଙ୍କ ପାଖରେ ଗର୍ବ ଆଉ ଅହଙ୍କାର ସବୁ କିଛି ପ୍ରଚୁର ପରିମାଣରେ ଭରି ହେଇ ଥାଏ , ୧୦୦ କେଜାଣି ଗୋଟେ କିମ୍ବା ୨ ଟା ମିଳିପାରେ,
@santoshsatapathy4249
@santoshsatapathy4249 Жыл бұрын
ଶିକ୍ଷିତ ଅଭଦ୍ରମାନେ ବାହାଘରକୁ ଖେଳଘର ନ ଭାବନ୍ତୁ
@sunitagabriel4335
@sunitagabriel4335 Жыл бұрын
Tumaku jane bahut bhala paati se heuchanti paramaswara. Tume nirasa huanahi. Aneka jana baha heuchanti tapere bidhaba hoi jauchanti. Semane kemiti rahi chanti. Sasu ghara allow karu nahanti. Amara sabutharu bada aau biswasta sanga abng swami prabhu. Prabhunka chada amara nijara boli maa bapa madhya nuhanti. Se ta para pua, se kipari amara nijara heba? Tume mane rakha Pabhu tuma hata kebebi chadibe nahi. Jiye tumaku dhoka deichi taku Prabhu kemiti dhokha debe apekhaya kara. Tuma hrudaya kanduchi se kebebi sukhare rahi paribani. Jiye tumaku akela kare deichi dina aasiba se akala hoijiba, aha madhya jaldi heba dekhiba. Chinta kara nahi Pabhunka pakhare mu tuma pain prathana karibi. Prabhu hi tumaku khusire rakhibe.. Mp taraphru bahut ❤❤❤❤❤
@sarbeswarpradhan9427
@sarbeswarpradhan9427 Жыл бұрын
ଚାକିରୀ କି ଦେଖିକି ବାହା ହେବ, ଆଉ ଫଳ ଏଇଆ ମିଳିବ
@jaihind8891
@jaihind8891 Жыл бұрын
Its a advice to all women, if by any reason 1st marriage did not work , then kindly DONT go for the 2nd marriage. Here things will be more worse. You are educated , if you had stood on your own , you would have made a different position in the society. People would respect you a a strong lady. Now you should take these actions. 1. File a case against him for forgery. 2. File a fresh petiton to revoke the ex parte. 3. Get a good lawyer 4. Ask for good amount to alimony. 5. Leave that person. Since situation become worse now ,it is difficult to again restart with the same man. He is a mad fellow. He will trouble you the whole life. 6. Take all legal action like send mail to women rights commissions or some good social workers of the country to highlight your case. If you do all these, he will be forced to give you alimony and in that money get a job and stay with your parents. You will feel your family , your home is only heaven. All the best.
@sasikantkant4780
@sasikantkant4780 Жыл бұрын
ଭଲ ପାଇବା ପାଇଁ ଅତି କମ୍ ରେ ୩ବର୍ଷ ମିଶି କଥାବାର୍ତ୍ତା କରିବା ଉଚିତ
@sudhansusekhardash9010
@sudhansusekhardash9010 Жыл бұрын
ସାମାଜିକ ବ୍ୟବସ୍ଥା ଅତ୍ୟନ୍ତ ଲଜ୍ୟା ଜନକ।
@tankadharpodh2058
@tankadharpodh2058 Жыл бұрын
Very pathetic. Marriage is not important it is part of life, skip it. I do suggest to forget what happened and be engaged to earned. U have suffered a lot. Keep patience, a lot of prosperity is open for u.
@subhashreebehera5923
@subhashreebehera5923 Жыл бұрын
Didi se avadra taku aoo believe karantu ni,agaku jantu ta Katha Munda ru bahara karideantu ,Anatha asram re Jai tike buliasantu ta bahut khushi lagiba
@mohinitripathy2377
@mohinitripathy2377 Жыл бұрын
Suniki satare bahut kasta laaguchi
@Psahu79
@Psahu79 Жыл бұрын
ବୟଷ ବଢୁଛି ଗର୍ବ ଛାଡି ଵାହା ହୁଅ
@manasraiguru1899
@manasraiguru1899 2 ай бұрын
Vauni, bada loka, paisa bala loka manankara gote hrudaya boli kichhi nahi, ama puri loka manankara swami para jagannath mahapravu. Sei katha debata ra gote hriday achhi, sethi pain nabakalebara hue ama pravunkara. Dharya dhara, sabu JAGA ku kuha. Sabu sie karibe. pravu mo vauni ku rasta dekha tu me. JAY JAGANNATH,
@prasantakumarswain3419
@prasantakumarswain3419 Жыл бұрын
ଝିଅ ତୁ ପୁରୀ ର ସ୍ଥାୟୀ ବାସିନ୍ଦା, ଯାହା ହେବାର ହୋଇଗଲା। ଠାକୁରଙ୍କ ଶରଣ ରେ ରହି ଯା। କିଛି ଖରାପ ନ ଭାବିବୁ ଯଦି ମୁଁ ତୋ ସହିତ ଦେଖା କରି ପାରିବି କି ?
@errkggift
@errkggift Жыл бұрын
Pelibuuuuu kiiiii
@mamabharati491
@mamabharati491 Жыл бұрын
God bless you dii🙏
@supriyapadhy1023
@supriyapadhy1023 Жыл бұрын
Me too
@tapaswani5017
@tapaswani5017 Жыл бұрын
Bhagaban tumaku nischaya saha hebe..🙏🙏
@rajandersingh648
@rajandersingh648 Жыл бұрын
Sahi kaha aapne
@pabitrasahoo8440
@pabitrasahoo8440 Жыл бұрын
May God bless you
@qeensangitablogger9977
@qeensangitablogger9977 Жыл бұрын
Matrimony jeteka fraud
@devapanda
@devapanda Жыл бұрын
Dekhiki bujhiki karibe na au
@qeensangitablogger9977
@qeensangitablogger9977 Жыл бұрын
@@devapanda ethi Para doctor kahiki matric fail thibe duplicate certificates bahara kari rogi dekhuchanti sethi kahara dosa rogira
@sangitaodiavlog944
@sangitaodiavlog944 Жыл бұрын
Thik kahichhanti , matrimony sabuthu froud
@sandhyamaharana1357
@sandhyamaharana1357 Жыл бұрын
@@sangitaodiavlog944 sabu gudaka fraud nathanti.
@prakashmahapatra2182
@prakashmahapatra2182 Жыл бұрын
ଏହା ଏକ ଶିକ୍ଷା. ଭଲ ଭାବେ ଚିନ୍ତା କରନ୍ତୁ, ବାହାଘର ଖେଳଘର ନୁହେଁ. ବିଶେଷ କରି ଏପରି ଯୁବକ ମାନଂକ ଠାରୁ ଦୁରେଇ ରୁହନ୍ତୁ.
@santoshpanda3145
@santoshpanda3145 Жыл бұрын
Stay strong and keep fighting. Prabhu Jagannath sahaya huantu.
@gourangapanda7884
@gourangapanda7884 Жыл бұрын
Nahi real re bi bhala hele chadi palauchanti kichi dina pare mrg kari tapre kahuchanti aamku rahiparibuni thakura manakale kichi jhia aau pua jau 2munhwala tenu single best radhe radhe 🙏🏻
@srisaidesignvastu9209
@srisaidesignvastu9209 Жыл бұрын
Ist husband is best,Ist wife is best,Ist lover is best .
@pramilabarik3626
@pramilabarik3626 Жыл бұрын
Jagannath bless you
@pramodbisoyi3332
@pramodbisoyi3332 Жыл бұрын
ଯେଉଁ ମାନେ ନିଜକୁ ବେଶୀ ଜ୍ଞାନୀ ବୋଲି ଭାବନ୍ତି..... ସେମାନେ ଏପରି ଭୋଗିବାକୁ ପଡେ... ଏବେବି ସମୟ ଅଛି..... ବ୍ରହ୍ମପୁର ରେ ଜଣେ ଭଲ ପିଲା ଅଛି... କଥା ହେବକି
@MamataMani-zn2ke
@MamataMani-zn2ke Жыл бұрын
Are bhai bramhapur abe odisha ra bohu chhada aria niti news asuchi duare jai kia basiba Naya pai
@brajeswarisingh909
@brajeswarisingh909 Жыл бұрын
ମାଟ୍ରିମୋନି ଜଣଙ୍କ ବାହାଘର କଥା ବୁଝିବେ କହି 1000 ଟଙ୍କା ନେଲେ ଠୁ ନେଲେ ସେ ଗରୀବ ପୁଅ, ନାମ ବାଉରୀବନ୍ଧୁ ସାହୁ, ଟଙ୍କା ନେବା ପରେ ଫୋନ ଉଠାଇଲେନି l ବିଚରା ମୁଣ୍ଡ କାନ ଆଉଁସି ରହିଲା
@dhaneswarpradhan7892
@dhaneswarpradhan7892 Жыл бұрын
God Bless you Behen
@abhayakumardash8565
@abhayakumardash8565 Жыл бұрын
ଜୟ ଜଗନ୍ନାଥ ଭରଷା ପ୍ରଣାମ
@shohanpadhan9310
@shohanpadhan9310 Жыл бұрын
Bahuta duhkha agila apananka jeebana kahani shuniki vagaban apananku valare rakhantu
@sarojinipattanaik5987
@sarojinipattanaik5987 Жыл бұрын
Jay Jagannath mam 🙏apan sangitasikhantu apan nijajaku bahut strang karibe
@sunilkumarhansdah1084
@sunilkumarhansdah1084 Жыл бұрын
Good... No, very very Good
@janakidash6833
@janakidash6833 Жыл бұрын
କେହି ଝିଅ ବାହା ହୁଅନି. କେବଳ ଜାଲାଓ.
@Bapa4207
@Bapa4207 Жыл бұрын
ପୁଅ ର ବି view ନିଆ ଯାଉ...... 👍 1st mrg, 2nd mrg successful ହେଲାନି ମାନେ ଖାଲି ଯେ ପୁଅ ର ଭୁଲ ସେଇଟା ବୋକାମୀ 🙂
@tapasswain3231
@tapasswain3231 2 ай бұрын
Pua bi 3 ta marriage karichi
@niharmishra3612
@niharmishra3612 Жыл бұрын
Yes madam.sabu maa jadi Aprajita Mohanty bhali huante tebe sabu family break hebani.
@Gudulicom
@Gudulicom Жыл бұрын
God bless you sister
@inakhimishra5215
@inakhimishra5215 Жыл бұрын
Kahar jiban spoil purbaru 100 thar chinta kara
@lokanathmaharana8842
@lokanathmaharana8842 Жыл бұрын
ଭାରି ଦୁଃଖର ବିଷୟ ଏ ସବୁ ଭାଗ୍ୟ ର ବିଡମ୍ବନା କଣ କରିବ ଆଉ
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН
Jibana Do Chhakire Ashara Alok Ep 390   18 NOV 2023
44:58
OTV
Рет қаралды 1,2 МЛН
Sadhvi Pragya in Aap Ki Adalat (FULL)
51:45
IndiaTV
Рет қаралды 5 МЛН