ଲମ୍ପଟ ଦେବପୁତ୍ର ଜୟନ୍ତ | Lampata Debaputra Jayanta |Prarthana Pala Mahamukabila | Ep24| Prathana

  Рет қаралды 3,089

Prarthana TV

Prarthana TV

Күн бұрын

ଲମ୍ପଟ ଦେବପୁତ୍ର ଜୟନ୍ତ....
ଥର ତର୍କ ,ଶାସ୍ତ୍ର,ବିବାଦ ଓ ବିତର୍କ ସହ ନୂଆ ଢଙ୍ଗରେ, ଭାଗ ନେଉଛନ୍ତି ଓଡ଼ିଶାର ଜଣାଶୁଣା ପାଲାକାର ମାନେ । ଯେଉଁଠି ବିଚାରକ ଆସନରେ ରହିବେ ଓଡ଼ିଶାର ବିଦ୍ୱାନ ପଣ୍ଡିତ ମଣ୍ଡଳୀ ''ପ୍ରାର୍ଥନା ପାଲା ମହାମୁକାବିଲା '' ଦେଖନ୍ତୁ ,ପ୍ରତ୍ୟେକ ସୋମବାର ଠାରୁ ଶୁକ୍ରବାର ରାତି ୮ ଟା ୩୦ ମିରେ ,କେବଳ #PrarthanaTv ରେ ।
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.co...
Visit our website for further details: www.prarthanatv.in

Пікірлер: 8
@sumitrarana1977
@sumitrarana1977 5 күн бұрын
ଜୟ ଜଗନ୍ନାଥ ❤❤
@user-ye9jd2fh4x
@user-ye9jd2fh4x 5 күн бұрын
ଜୟ ଜଗନ୍ନାଥ , ଗାୟକ ମାନଙ୍କୁ ଅନୁରୋଧ ପାଲା ପରିବେଶଣ ସମୟରେ ନିଜ ନିଜ ଗୁରୁଙ୍କ ପରିଚୟ ପ୍ରଦାନ କଲେ ଭଲ ହୁଅନ୍ତା
@hariharamania4614
@hariharamania4614 5 күн бұрын
ଆପଣଙ୍କ ପାଲା ଅମୂଲ୍ୟ ଓଡ଼ିଶା ମାଟିର ଗୌରବ ଅର୍ଜନ କରିଛନ୍ତି
@mohanpradhan2196
@mohanpradhan2196 4 күн бұрын
Jai jagnnath
@HemantYadaw-nn3bx
@HemantYadaw-nn3bx 4 күн бұрын
Sundar pala ❤❤❤❤ 🎉🎉🎉
@asitrout7659
@asitrout7659 3 күн бұрын
🙏🙏🌹ପ୍ରଣାମ. ଜୟଶ୍ରୀସତ୍ୟନାରାୟଣସ୍ୱାମୀଙ୍କରଜୟ
@mohanpradhan2196
@mohanpradhan2196 4 күн бұрын
We see pro.all india
@umakantadas1325
@umakantadas1325 4 күн бұрын
ତ୍ରିସମୀକ୍ଷକ ପଣ୍ଡିତ ପଦ୍ମଲୋଚନ ତ୍ରିପାଠୀ, ପ୍ରାଧ୍ୟାପକ ଓ ପଣ୍ଡିତ ନିରଞ୍ଜନ ସାହୁ ଏବଂ ପଣ୍ଡିତ ଜିତୁ ଦାଶ ମହୋଦୟଙ୍କ ଉଦ୍ୟମରେ ପ୍ରାର୍ଥନା ପାଲା ମହାମଞ୍ଚର ଆୟୋଜନରେ ଯେଉଁ ବିଷୟ ବସ୍ତୁ ଦେବପୁତ୍ର ଜୟନ୍ତ ବିଷୟ ବସ୍ତୁ ନିର୍ଣ୍ଣୟ କରି ଦୁଇ ଧୂରିଣ ଗାୟକ ଶ୍ରୀଯୁକ୍ତ ନାରାୟଣ ସ୍ବାଇଁ ଓ ଶ୍ରୀଯୁକ୍ତ ତ୍ରିଲୋଚନ ବେହେରାଙ୍କ ଦ୍ବାରା ପରିବେଶ କରାଇ ଏତେ ମନମୁଗ୍ଧ କରାଇଛନ୍ତି ଯେ ଏହା ନିଶ୍ଚିତ ଭାବେ ଓଡ଼ିଆ ଭାଷାର ଗୌରବ ଆଶାକରେ ପ୍ରତ୍ୟେକ ଓଡ଼ିଆ ଘରେ ଶୁଣନ୍ତୁ ଏ ଭଳି ସୁନ୍ଦର ପାଲାକୁ ।ଏ ମହାମଞ୍ଚକୁ ଜୟ ମାଆ ବିରଜା ସହାୟ ହୁଅନ୍ତୁ । ସମ୍ପାଦକ ବିରଜାପ୍ରଭା ପତ୍ରିକା ଉମାକାନ୍ତ ଦାସ
when you have plan B 😂
00:11
Andrey Grechka
Рет қаралды 61 МЛН
Men Vs Women Survive The Wilderness For $500,000
31:48
MrBeast
Рет қаралды 98 МЛН
when you have plan B 😂
00:11
Andrey Grechka
Рет қаралды 61 МЛН