Prasnakala Live | ପ୍ରଶ୍ନକାଳ : ମଦ ମାଫିଆଙ୍କୁ ବୁଲଡୋଜର-ଜେଲ୍‌ | 09 Sept 2024 | Argus News

  Рет қаралды 44,631

Argus News

Argus News

Күн бұрын

Prasnakala Live | ପ୍ରଶ୍ନକାଳ : ମଦ ମାଫିଆଙ୍କୁ ବୁଲଡୋଜର-ଜେଲ୍‌ | 09 Sept 2024 | Argus News
#ArgusNews #Prasnakala #LiquorMafia #StrictAction #CMMohanMajhi #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 81
@arucharanpradhan5502
@arucharanpradhan5502 2 ай бұрын
ସବୁ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ମଦଭାଟି ଭାଙ୍ଗିବା ଉଚିତ। ଆବଶ୍ୟକ ସ୍ଥଳେ ସମ୍ପୂର୍ଣ୍ଣ ବନ୍ଦ କଲେ ଭଲ ହେବ। ଏଥିରେ ରାଜନେତା, ପୋଲିସ୍ ଓ ଅବକାରୀ ସମସ୍ତଙ୍କର ପ୍ରୋତ୍ସାହନରେ ଚାଲିଛି। ସରକାର ପୁରସ୍କାର ମଧ୍ୟ ଦେଉ ଥିଲେ।
@sarojkumarbehera6697
@sarojkumarbehera6697 2 ай бұрын
ମଦରୁ ଲାଭ ନୁହେଁ କ୍ଷତି ହୁଏ... ସରକାର ରାଜସ୍ବ କ୍ଷତି ହୁଏ
@FanindraBag
@FanindraBag 2 ай бұрын
ଦେଶୀ ମଦ ହେଉ ଵା ବିଦେଶୀ ମଦ ହେଉ, ମଦ ବନ୍ଦ ହେଲେ ଭଲ ହେବ
@RanjanKumar-mx1ki
@RanjanKumar-mx1ki 2 ай бұрын
ମଦ ବନ୍ଦ ପାଇଁ ଆହୁରି କଡା ଆଇନ ଅଣାଯାଉ
@purnachandra1694
@purnachandra1694 2 ай бұрын
ଦେଶୀ ହଉ କି ବିଦଶୀ ମଦ ବନ୍ଦ କରାଯାଉ
@minasahoo9290
@minasahoo9290 2 ай бұрын
ସମସ୍ତ ମଦ ଜବତ କରିବା ସଙ୍ଗେ, ସମସ୍ତ ଲୋକ ଙ୍କୁ ଗିରଫ କରାଯାଉ, ଆଉ ଆଜୀବନ କାରାଦଣ୍ଡ ଦିଆଯାଉ, 🙏
@biswaranjansahoo4477
@biswaranjansahoo4477 2 ай бұрын
Tejswar babu good point
@chakradharswain9603
@chakradharswain9603 2 ай бұрын
ମାନସ ବାବୁ, ନୀଳ ଗାମୁଛା କଣ ଛାଡ଼ିଦେଲେ କି ? 👍👍👍👍👍
@DilipNaik-qe8do
@DilipNaik-qe8do 2 ай бұрын
Very.good.susegtion
@laxminarayanrautray1412
@laxminarayanrautray1412 Ай бұрын
ଆପଣ ପ୍ରଥମେ ମଦ ମୁକ୍ତ ଓଡିଶା କରନ୍ତୁ,ନା ଥିବ ବାଉଁଶ ନା ବାଜିବ ବଇଁଶୀ।
@dipuranjanpal7750
@dipuranjanpal7750 2 ай бұрын
କିଛି ବି ବଦଳିନି... ତୁଚ୍ଛା ପ୍ରହସନ ଗୋଟେ ଚାଲିଛି... ଖୋଲା ଖୋଲି ବେପାର ହଉଥିଲା.. ଏବେ ଟିକେ ଲୁଚେଇକି ବେପାର ହଉଛି...ହେଲେ ବଦଳିଛି କଣ କହିପାରିବେ କି?
@sangramrout420
@sangramrout420 2 ай бұрын
Bahut bhala 👌👌
@skaifoundation8120
@skaifoundation8120 2 ай бұрын
🙏👍
@dakeshwarsabar5410
@dakeshwarsabar5410 2 ай бұрын
Bahut bahut bhal dhanyabad mohan sarkar ❤❤❤
@RanjanKumar-mx1ki
@RanjanKumar-mx1ki 2 ай бұрын
ଗାଁ ଗଣ୍ଡାରେ କିଛି କିଛି ପାନ ଦୋକାନରେ ମଦ ବିକ୍ରି ହେଉଛି ତାହା ଉପରେ କୋଣସି ସରକାର କାଯ୍ୟନୁଷ୍ଠାନ ନେଇ ପାରୁ ନାହାନ୍ତି
@parsuramsabar6897
@parsuramsabar6897 2 ай бұрын
ଗଜପତି ଜିଲ୍ଲାର ମଦଦୋକାନ କେବେ ରେଡ ହେବ ??
@swadhinkumar7425
@swadhinkumar7425 2 ай бұрын
Jay Jagannath
@sarojkumarbehera6697
@sarojkumarbehera6697 2 ай бұрын
ମଦ ମୁକ୍ତ ଓଡ଼ିଶା
@rajendranayak3009
@rajendranayak3009 Ай бұрын
ମୋ ହ ନ ସ ର କା ର. ଧ ର୍ମ ର ଅ ବ ତା ର କ ଳି ଜୁ ଗ ମ ଦ ମା ଫି ଆ ଯେ ଲେ ରେ ବ ନ୍ଦା ହେ ବ. ଜୟ ଶ୍ରୀ ରାମ
@brundabanmandika5298
@brundabanmandika5298 2 ай бұрын
ରାୟଗଡ଼ା ଜିଲ୍ଲାରେ କେବେ ମଦଭାଟି ରେଡ୍ ହେବ।
@sanatananayak3288
@sanatananayak3288 2 ай бұрын
ମଦ ତ ମଦ। ଦେଶୀ କ'ଣ ବିଦେଶୀ କ'ଣ। ଆପଣମାନେ ବଡ଼ ମାଛକୁ ଛାଡ଼ି ଛୋଟ ମାଛକୁ ଧରବା କାରଣ କ'ଣ।ଝିଣ୍ଟିକା ମାରି ବଣି ପୋଷୁଛନ୍ତି।
@ghasirampaik1472
@ghasirampaik1472 Ай бұрын
Our great chief minister honble chief minister mohan majhi sir.❤
@parsuramsabar6897
@parsuramsabar6897 2 ай бұрын
ଗଜପତି ଜିଲ୍ଲାରେ ପ୍ରତି ଗାଁ 20 ରୁ 30 ଜଣ ଲୋକ ମଦ , ଗଞ୍ଜେଇ ଖାଇ ମୃତୁବରଣ ହେଉଛନ୍ତି କିନ୍ତୁ ଅବକାରୀ ବିଭାଗ ଜାଣିପାରୁ ନାହିଁ !
@PrakashDalai-t2x
@PrakashDalai-t2x 2 ай бұрын
ମଦ 🍺 ଦେଇ ଭଟ୍ଟ କିଣା ଯାଉଥିଲା ବିଜେଡି ସରକାର ଥିବା ବେଳେ
@RajanSamad-t3h
@RajanSamad-t3h 2 ай бұрын
ଦେବଗଡ଼ ରେ କେବେ ରେଡ୍ ହେବ ଏବଂ ମଦ ମାଫ ଆକୁ ଗିରଫ କରାଜୀଵ
@ParamanandaBehera-n6g
@ParamanandaBehera-n6g 2 ай бұрын
Supreme sarkaar
@sarojkumarbehera6697
@sarojkumarbehera6697 2 ай бұрын
ବିଦେଶୀ ବି ବଂଦ ହୋଇ
@kakolibera9010
@kakolibera9010 2 ай бұрын
ଆଜିପଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ରେ ଗୋଟେ ବି ସ୍ଥାନରେ ପୋଲିସ ଚଢ଼ାଉ କରିନି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ନାଂଜୁରା ପଂଚାୟତ ରେ ବହୁତ ଲୋକ ଘରେ ପାନ ଦୋକାନରେ ଖୁଲୁମ ଖୁଲା ସାରାରାତି ମଦ ବିକୁଛନ୍ତି ଯଦି ପୋଲିସ କୁ କଡ଼ା ନିର୍ଦେଶ ଦିଅନ୍ତେ ତେବେ ସମସ୍ତଙ୍କ ବେପାର ବନ୍ଦହେବା ସହିତ ସେମାନେ ଧରା ପଡ଼ିଥାନ୍ତା
@FAKIRJENA-du2zs
@FAKIRJENA-du2zs 2 ай бұрын
ଡବଲ ଇଞ୍ଜିନ ସରକାର କମାଲ କରୁଛି
@hyper704
@hyper704 2 ай бұрын
anchor ମହାଶୟ, ଏକ୍ସପର୍ଟ ଉତ୍ତର ଦେଉଥିଲା ସମୟରେ ବାରମ୍ୱାର ଆପଣ intrerfer ନକଲେ discussion ଆହୁରି ଭଲ ହୋଇଥାନ୍ତା ।
@dilipsandha6014
@dilipsandha6014 2 ай бұрын
Odisha re mada band heba Katha
@antaryamikhamari7799
@antaryamikhamari7799 2 ай бұрын
ବଲାଙ୍ଗିର ରେ ରେଡ୍ କେବେହେଲେ
@dipuranjanpal7750
@dipuranjanpal7750 2 ай бұрын
ଚୋରା ଦେଶୀ ମଦ... ଗାଁ.. ଗାଁ ରୁ ସମୁଦାୟ ବନ୍ଦ କରିବାକୁ ଚାହୁଁଛନ୍ତି.. ନା ଲୋକ ଦେଖାଣିଆ...ପାଇଁ କିଛି ଦିନ ପାଇଁ ଏ ସବୁ ଗୋଟେ ପ୍ରହସନ ଚାଲିଛି... ସରକାର ଚାହିଁଲେ ଟୋଟାଲ ବନ୍ଦ କରିପାରିବେ....15 ଦିନ ମାତ୍ର କେବଳ ଅବକାରୀ ବିଭାଗ ବୁଲିଗଲ... ତା ପରେ ବି ସେଇ ବେପାର ଚାଲିଛି... ଆସନ୍ତୁ ଦେଖିବେ ନୟାଗଡ ଜିଲ୍ଲା ର ପ୍ରତ୍ୟେକ ଗାଁ ରେ ମଦ ର ବିକାଶ ଚାଲିଛି... 😆😆
@banditabarik2872
@banditabarik2872 2 ай бұрын
Odisha re deshi,bideshi sabu mada ku banda karantu Mohan sarkar.Mada pain bahut family nasta hoichhi .Aji dekha jauchhi chhot chhot pila mane bi mada pieba arambha kaleni.Tenu Mohan sarkar nku request mada ku shighra banda karantu.
@sankarsansahoo47
@sankarsansahoo47 2 ай бұрын
Jay shree jagannath se maghia ku arrest kara mada mafia
@harprasadsenapati3945
@harprasadsenapati3945 2 ай бұрын
Total Odisha ru mada bhati bhangiba darakara . Odisha mada mukta heba darakara
@hurshikeshmathan9565
@hurshikeshmathan9565 2 ай бұрын
Sir Jouthi mada milila sethare Buldozer chalila, vala Katha. Kintu sir lancha nei jou officer Mane avali kamaku prasaya deuthile, sir semanka ghar upre kebe chaliba Buldozer?
@bijaykumardas2956
@bijaykumardas2956 2 ай бұрын
Debator ku kahebaku sujag deajau Argus news ra news ankar base smart huatu nahi
@asisakumarsingh5825
@asisakumarsingh5825 2 ай бұрын
Mada band kara
@jitendrasahu9073
@jitendrasahu9073 2 ай бұрын
Argus tv ର ଦାଢିଆ କୁଆଡେ ଗଲା କାଇଁ ଦିଶୁନି,ଏବେ ଇଏ ଆସିଛି
@b.k.sachindra5852
@b.k.sachindra5852 2 ай бұрын
Tumaku kana kharap laguchi.
@vasundharaofficial
@vasundharaofficial 2 ай бұрын
Hello sir modho mafia mane bjd kujjinetamane,
@Anantadas-wz1dj
@Anantadas-wz1dj Ай бұрын
🙏🙏🌹🌹🙏🙏👍💪
@bhabanisankarnayak5526
@bhabanisankarnayak5526 2 ай бұрын
Manash babu mahan galia.
@ManojNanth-ey9es
@ManojNanth-ey9es 2 ай бұрын
Ama kandra pada patakura ry adhicka achie
@Chitrabhanu-ji4mi
@Chitrabhanu-ji4mi 2 ай бұрын
Manasa babu tike nirapekhya kattha kuha
@prasannaamat5898
@prasannaamat5898 2 ай бұрын
Belajya ku laja nanhi
@shivaprasadjena8656
@shivaprasadjena8656 Ай бұрын
Desi nada bikrilagi lience diajau
@asisakumarsingh5825
@asisakumarsingh5825 2 ай бұрын
Budget 2.65 lakh crore mada rajaswa matra 7 thousand crore. Tenu band kale kichhi problem hebanahin.
@manojsahoo6184
@manojsahoo6184 2 ай бұрын
Biju pus Jane dakayat ex cm
@Deepakkumarbehera2
@Deepakkumarbehera2 2 ай бұрын
Officer salasutare chalichhi
@saratpradhan691
@saratpradhan691 2 ай бұрын
Teacher education system ru primary teacher recruitment re contractual agreement ku utheiki regular pain b question karantu
@kushapanigrahi9352
@kushapanigrahi9352 2 ай бұрын
Bhai nua nua lokanku debet kuade anantu
@rabindrananda943
@rabindrananda943 2 ай бұрын
Manasanana Nilla Gamuchha Kuade Gala
@rabindrarath9474
@rabindrarath9474 Ай бұрын
ବଟି ପାଇଁ ମଦମାଫିଆଙ୍କୁ ସରକାର ପୋଷିରଖିଥିଲେ
@basudev999t
@basudev999t Ай бұрын
ଏବେ ଗଂଜେଇ ଜୋର ଦାର ଚାଲୁଛି ଗଂଜେଇ କୁ ବି ବନ୍ଦ କର
@SubharamanyuKanhar
@SubharamanyuKanhar Ай бұрын
BJD ଟାଇମ ରେ ବେଶୀ ମଦ ଦକାନ ଖୋଲିଛି
@hembramkargilcreation2918
@hembramkargilcreation2918 Ай бұрын
ଏମିତି ହେଲେ କିଛି ହେବ ନାହିଁ l ହନୁ ମାଙ୍କଡ କୁ ଧରିଲେ ପାଟି ମାଙ୍କଡ ଆପେ ଆପେ ପଳେଇବେ
@hungamatoday4876
@hungamatoday4876 Ай бұрын
Foreign liquor band heu re mohan sarkar
@SanjaykumarPatra-c6c
@SanjaykumarPatra-c6c Ай бұрын
Manasa galua
@priyaranjanmurmu5335
@priyaranjanmurmu5335 Ай бұрын
Stop ALCOHOL BUSINESS AND CONSUMPTION IN ODISHA ,,,
@SHANTILATAPARIDA-z1d
@SHANTILATAPARIDA-z1d Ай бұрын
ଅରଅଗସ ନିଉଜ୍ ଆପଣ ଯେତେବେଳେ ବିଜେଡି଼ ନେତାଙ୍କୁ ଡାକୁଛନ୍ତି ତାଙ୍କୁ ଭଲ ଭାବରେ କଥାର ମାଡ଼ରେ ସେମାନେ ସୁଧିରିବେ ନାହିଁ।ସବୁ କେସ୍ ଖୋଲିଲେ କେହି ନେତା ବାଦ୍ ଯିବେ କି? ମଦ ପାଇଁ ରାଜ କୋଷ ଆଗଉଛି ନା ଦେଶ ରସାତଳକୁ ଯାଉଛି?ଶାସନ ଭାରରେ ଯିଏ ବସିବେ ସିଏ ଦୂରଦୃଷ୍ଟି ସମ୍ପନ୍ନ ସହ ତ୍ୟାଗ ମନୋଭାବ ଥିଲେ ଦେଶକୁ ଆଗକୁ ନେବେ।ନିଜ ସ୍ବାର୍ଥରେ ଅନ୍ଧ ନେତା ଦେଶକୁ ଧ୍ବଂସ କରି ଦେବେ।
@ramnayak8349
@ramnayak8349 Ай бұрын
Haptara policenkan ghara kharcha chalichi.
@sankshyakaribhue6471
@sankshyakaribhue6471 Ай бұрын
Moda pain nabin daie
@manishasethi9284
@manishasethi9284 Ай бұрын
Mada garama anchal re bhanda hebadarkar
@BirSingh-wg9gc
@BirSingh-wg9gc Ай бұрын
Angol pallhada. Re mada. Banda karajau
@shreeyamishra6428
@shreeyamishra6428 Ай бұрын
Tejeswar sir, I really appreciated your insights during the debate. Your arguments were well-articulated and thought-provoking.🙏🏻💐💐🙏🏻🙌🏻🪷
@DilipNaik-qe8do
@DilipNaik-qe8do 2 ай бұрын
Not.allowinour.odisha
@DilipNaik-qe8do
@DilipNaik-qe8do 2 ай бұрын
Odisha.destry.to.durnk
@DilipNaik-qe8do
@DilipNaik-qe8do 2 ай бұрын
Allthink.toyou.odishaperson
@sarojkumarbehera6697
@sarojkumarbehera6697 2 ай бұрын
ମଦରୁ ଲାଭ ନୁହେଁ କ୍ଷତି ହୁଏ... ସରକାର ରାଜସ୍ବ କ୍ଷତି ହୁଏ
@asisakumarsingh5825
@asisakumarsingh5825 2 ай бұрын
Mada band kara
The IMPOSSIBLE Puzzle..
00:55
Stokes Twins
Рет қаралды 61 МЛН
My MEAN sister annoys me! 😡 Use this gadget #hack
00:24
The IMPOSSIBLE Puzzle..
00:55
Stokes Twins
Рет қаралды 61 МЛН