ଭରତପୁର ଥାନାରେ ହୋଇଥିବା ନିର୍ଯାତନାର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ... Bharatpur Police Station Incident

  Рет қаралды 90,915

Pratidin TV

Pratidin TV

Күн бұрын

Victim Ankita Pradhan Shares Her Terrifying Experience | Bharatpur Police Station Incident. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 409
@user-tu1gc3pj8b
@user-tu1gc3pj8b 9 сағат бұрын
ଆମ ଦେଶ ଯବାନ ସୋଇନିକ ଭାରତ ସୀମାରେ ଦିନ ରାତି ଜଗି ରହିଛନ୍ତି ଆମେ ରାତିରେ ଶାନ୍ତିରେ ସୋଇପାରୁଚୁ ଯାହାକି ଆରକ୍ଷୀ ମାନେ ଯବାନ ମାନଙ୍କୁ ଦୁର୍ବଳ ଭାବୁଛନ୍ତି ଜୟ ଯବାନ ଜୟ କିଷାନ
@santilatatripathy7375
@santilatatripathy7375 7 сағат бұрын
ସସ୍ପେଣ୍ଡ ନୁହେଁ ସେ ପୋଲିସ ର କାଟିଦେବା ଉଚିତ, ଯେମିତି ଆଉ କୋଉ ଝିଅକୁ ଦେଖେଇ ପାରିବ ନାହିଁ.
@madhusudandas2630
@madhusudandas2630 10 сағат бұрын
ଭାରତୀୟ ସେନା ନିଜର ସୈନିକ ଓ ସେବାରତ ପୂର୍ବତନ ସୈନିକ ମାନକଂର ଓ ପରିବାରବର୍ଗର ସୁରକ୍ଷା ପାଇଁ ଅଭିଯାନ ତୁରନ୍ତ ଆରମ୍ଭ କରୁ। ରାଜ୍ୟ ପୋଲିସ ବିଭାଗର କିଛି ଦୁର୍ନୀତିଗ୍ରସ୍ତ ପୋଲିସ୍ ବାବୁ ସୈନିକ ପରିବାର ପ୍ରତି ଅସଦାଚରଣ ଓ ଅସମ୍ମାନର ତୁରନ୍ତ investigation କରି ଦଣ୍ଡ ଦିଆଯାଉ।
@GirishchandraDhir
@GirishchandraDhir 8 сағат бұрын
ସେ ଅମଣିଷ ଆଇ ଆଇ ସି କୁ ହାତରେ ହାତ କଡ଼ି ପିନ୍ଧାଇ ଜେଲକୁ ନେଇ ଯାଇ ସେ ଯେତିକି ଏ ମା ନଙ୍କୁ ବା ଡେଇଚି ତାକୁ ଡବଲ୍ ବା ଡା ନ୍ତୁ ।
@pratapbiswal7507
@pratapbiswal7507 3 сағат бұрын
Pilice bala ku fasi darakar
@rudradevblog2186
@rudradevblog2186 9 сағат бұрын
କଷ୍ଟ ଲାଗୁଚି.. ପୋଲିସ 5ଜଣଙ୍କୁ ବହୁତ ଦଣ୍ଡ ମିଳୁ
@dibyaranjanbehera7927
@dibyaranjanbehera7927 4 сағат бұрын
👍👍
@nikitabhoi6880
@nikitabhoi6880 3 сағат бұрын
Kutma chala , sey harami manku kutma chala
@pk5993
@pk5993 9 сағат бұрын
ଯେତେ ଶୀଘ୍ର police 🚨🚨 ଅଧିକାରୀଙ୍କୁ ନିଲମ୍ବିତ କରିବା ସହିତ ମୋଟା ଅଙ୍କରେ ଜରିମାନା ଓ ଦୀର୍ଘ ବର୍ଷ ଜେଲ ହବା ଦରକାର, ମୁଁ ଆମର ମୁଖ୍ୟ ମନ୍ତ୍ରୀ ଙ୍କୁ ବିନିତ ଅନୁରୋଧ କରୁଛି, ଏଥିପାଇଁ ମୁଁ ପ୍ରଧାମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରୁଛି 😂😂😂😂😂😂
@subashsamal3730
@subashsamal3730 7 сағат бұрын
Mohan Majhi jatra acting karuchanti
@madhusudandas2630
@madhusudandas2630 10 сағат бұрын
ଥାନାର security audit କରାଯାଉ।
@bhorelaljaiswal3716
@bhorelaljaiswal3716 8 сағат бұрын
ଭାରତ ଦେଶ ରୁ ପୋଲିସ ବିଭାଗ କୁ ବନ୍ଦ କରିଦେବା କଥା ଏମାନେ ଇଂରେଜ ଠାରୁ କିଛି କମ ନୁହନ୍ତି ତେଣୁ ଆଇନ ଶ୍ରୁଙ୍ଖଳା ସେନା କୁ ଦେଇ ଦବା କଥା
@GulusunKumar
@GulusunKumar 10 сағат бұрын
ହଇରେ ମାଗିଆ ପୋଲିସ ତୋ ଝୁଅକୁ ପକେଇ ଉଠେଇ ଘେଇଲେ କେମିତି ଲାଗିବ ଛୋଡ଼ି ପୁଅ ତୋ ଭଉଣୀକି ତୋ ଝୁଅକୁ ତୋ ମାକିନକୁ ଘେଇଲେ ମଜା ଲାଗିବ ତୋ ଆଗରେ ଶଳା
@DebiprasannaPanda-b4r
@DebiprasannaPanda-b4r 9 сағат бұрын
Tame b gote jhia bisayare hi kahucha
@Buna-rd5pp
@Buna-rd5pp 9 сағат бұрын
Pagalata kire
@sipun5
@sipun5 9 сағат бұрын
​@@DebiprasannaPanda-b4rsie jou jhia bisaya re kahuchanti semane besya tharu hina .
@XxtremeVibes
@XxtremeVibes 8 сағат бұрын
Tu ta bhari maja nabu laguchi...bedha chua
@GulusunKumar
@GulusunKumar 8 сағат бұрын
@@XxtremeVibes ତୋ ଭଉଣୀ ଘେଇଲା ଭଳି ଲାଗୁଚି ତୋ ଭଉଣୀ କୁ କହିବୁ ତାକୁ ମୁଁ ଗେଇବୀ
@kumardeepak4402
@kumardeepak4402 6 сағат бұрын
ସେ ଶଳା ପୋଲିସକୁ ଆଜୀବନ ଜେଲରେ ରଖିବାକୁ ଅନୁରୋଧ ସରକାରଙ୍କୁ ଯେଉଁ ପୋଲିସବାବୁ ସାଧାରଣ ଜନତାଙ୍କ ସହିତ ଖରାପ ବ୍ୟବହାର କରିବ ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ 🙏
@dillipnayak2942
@dillipnayak2942 8 сағат бұрын
ଜଉଠୀ ଦେଖିବ ପୋଲିସ କୁ ମାଡ଼
@hrusikeshmallik3221
@hrusikeshmallik3221 5 сағат бұрын
ବଡ ଦୁଃଖଦ ଏ ଘଟଣା,ଏ ଅଯୋଗ୍ୟ ବିଜେପି ସରକାରଙ୍କ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ଓଡ଼ିଶାର ଭବିଷ୍ୟତ ନଷ୍ଟ ହେଉଛି
@amarrout3916
@amarrout3916 3 сағат бұрын
ହିଟଲର ଶାସନ୍ ଚାଲିଛି
@sabitaprusty8035
@sabitaprusty8035 7 сағат бұрын
ସମସ୍ତ ଯବାନ ଏ ଦୁଖଦ ଘଟଣାରେ ଏକଜୁଟ ହେଲେ ଅଧର୍ମ ର ନିଶ୍ଚିତ ବିନାଶ ହେବ, ବେଳ ଆସି ଯାଇ ଛି। ନ ହେ ଲେ ଏ ପରି ଘଟଣା ଆଗକୁ ବଢି, ବଢି ଚାଲିଥିବ। ଏ ଝିଅ ଟି କା ର, ପତ୍ନୀ, ଝିଅ, ଭ ଉ ଣୀ ମା ତେଣୁ ମୋ ଭାରତ ବାସି ଜାଗ୍ରତ ହୁଅ। ଆ, ଦ୍ବାରା ସୁଧାର ଆସିବ ଏବଂ ଜନ ସମାଜର ମଂଗଳ ନିଶ୍ଚିତ ହେବ। ଜୟ , ଜଗନ୍ନାଥ ମଂଗଳ କରନ୍ତୁ। କଟକ
@RashmiRani-bw2gg
@RashmiRani-bw2gg 5 сағат бұрын
ସେହି ଭରତପୁର ଥାନାରେ ଅଙ୍କିତା ଙ୍କୁ ପୋଲିସ ଚାକିରି ଦିଆ ଯାଉ ଦେଖିବେ ସାଧାରଣ ଲୋକ କେମିତି ନ୍ୟାୟ ପାଆନ୍ତି
@sunitadas9344
@sunitadas9344 10 сағат бұрын
Ankita Pradhan must get justice
@balaramnatha2249
@balaramnatha2249 6 сағат бұрын
କୁଆଡେ ଗଲା ବିଜେପି ସରକାର ଏତେ ଭାଷଣ ଦେଇଥିଲେ,ଏ ପୋଲିସ୍ ପାଇଁ ଦିନେ ସାଧାରଣ ଗରିବ ଲୋକେ ମାଓବାଦୀ ସରଣ ନେବେ ଘରେଘରେ ମାଓବାଦୀ ହେବେ ଏସିନା ମେଜର ଆଇନ ଜୀବି ବଡ ଲୋକ ଗରିବ କ'ଣ କରିବେ
@anandamohakuda4943
@anandamohakuda4943 51 минут бұрын
Seguda ebe media agoku asibani , choro guda
@KLAUSjager-jn6ml
@KLAUSjager-jn6ml 9 сағат бұрын
Senior officials too are equally responsible for posting such criminals and not installing CCTV
@munsarkhan9381
@munsarkhan9381 8 сағат бұрын
Odisha police DGP immediately arrest suspend police RST
@biswajitjena718
@biswajitjena718 9 сағат бұрын
FULL DISMISSED ALL THESE STAFF . 😡
@4PRSShiningStarPrasant
@4PRSShiningStarPrasant 7 сағат бұрын
ଶଳା ଧର୍ମେନ୍ଦ୍ର ପ୍ରଧାନ ଏଇ ଟାଇମ ରେ କଉଥୀ ଅଛି, ବଡ଼ ବଡ଼ କଥା ଖାଲି, ଏ report Narendra Modi ପାଖକୁ ଯିବା ଦରକାର, ଅମିତ୍ ଶାହା, jp nadda ଓ ରାଜନାଥ ସିଂହ and Naveen Patnaik।।।। ତା ହେଲେ action ନେଇ ହେବ।।। ଏ useless chief minister ଖାଲି ପଖାଳ ଭାତ ଖାଉଛି 😂😂
@chayani
@chayani 6 сағат бұрын
Bjd rah area jemiti Kolkata tame gote daba au kandile Kan haba sabu jinsa re rajaniti purei labha nahi Manisha hin Manisha ra satru se bhali Manisha ku jel re pureibaku sara odisha basi ekk haba darkar na ki bjd bjp ku Dosha peliba darkar
@rajkumarhembram1303
@rajkumarhembram1303 6 сағат бұрын
ବିଜେପି ବିଜେପି ବିଜେପି ସତରେ ରାହୁଲ ଗାନ୍ଧୀ parliament ରେ ଯାହା କହିଥିଲା ଆଜି ସତରେ ଦେଖିବାକୁ ମିଳୁଛି
@trilochanpradhan2212
@trilochanpradhan2212 10 сағат бұрын
Esime jitne bhi avijukta hai jindegi Ver keliye under kar dijiye
@MSahoo-su2th
@MSahoo-su2th 5 сағат бұрын
ପୋଲିସ ବାବୁମାନେ ସୁଧିରୀ ଯାଓ , ନୋହିଲେ ଓଡ଼ିଶା ମାଓବାଦୀର ରୂପ ନେବା।
@baishnabcharansahoo9119
@baishnabcharansahoo9119 4 сағат бұрын
ମହିଳା ମାନଙ୍କ ଅତ୍ୟାଚାରୀ ଇଂରେଜ ସରକାର ଚାଲିଗଲେ ସିନା! କିନ୍ତୁ ଇଂରେଜ ମାନଙ୍କ ଯାରଜ ସନ୍ତାନ ବର୍ତ୍ତମାନ ସୁଦ୍ଧା ଭାରତର ଅନେକ ଜାଗାରେ ବିଦ୍ୟମାନ ଅଛନ୍ତି।
@chandrakantiraaj8508
@chandrakantiraaj8508 7 минут бұрын
Right...
@madhabanandaacharya5855
@madhabanandaacharya5855 5 сағат бұрын
ୟେ ହେଉଛି ବିଜେପି ଶାସନ।ଏଠି କାହାର କିଛି ହବନି
@narayansir6123
@narayansir6123 8 сағат бұрын
ଓଡ଼ିଶା କୁ ଲାଜ ଲାଗିବା କଥା
@Surinsurin336
@Surinsurin336 5 сағат бұрын
Jai jawan🇮🇳🇮🇳🇮🇳.... ଶଳା ପୋଲିସ କୁ ସୁସ୍ପେଣ୍ଡ ନାଇଁ କରା ଯାଉ..... ତା privet part କୁ ଅଧା କାଟି ଇଟା ଝୁଲାଇ.... ଧୀର ଧୀର ସିଗାରେଟ ରେ ନିଆଁ ଲଗାଅ... ଆଉ ତା ସ୍ତ୍ରୀ ଆଉ ଝିଅ କୁ ବି ଦେଖାଓ
@bhibutipanda3442
@bhibutipanda3442 9 сағат бұрын
Immediately take seriously action against this matter
@stringshort
@stringshort Сағат бұрын
କିନ୍ତୁ କାହିଁକି ତାଙ୍କୁ lock-up ରେ ପୁରା ଗଲା ଆଉ ମାଡ଼ ମାର ଗଲା ମାନ୍ ହାନି ର କେସ କରିବା ଦରକାର ପୋଲିସ ବିରୋଧରେ 😢
@rabindrakumarlifegod2378
@rabindrakumarlifegod2378 6 сағат бұрын
Jay Jawan jay kisan... please please respect 🙏🙏🙏🙏
@kiran_piano
@kiran_piano 8 сағат бұрын
ଓଡ଼ିଶା ର କିଛି ପୋଲିସ ରାଜ ନେତା ମାନଙ୍କ ର ଚାମ୍ଚା, ଶଳା ଙ୍କୁ ଗୋଡେଇ ଗୋଡେଇ ପିଟିବା ଦରକାର, କୁକୁର ଶଳା 😂
@sureshsahoo9536
@sureshsahoo9536 2 сағат бұрын
ଜଦି ପୋଲିସ ଚାକିରି private ଚାକିରି ପରି ହୁଅନ୍ତା କାମ ଠିକ ଠାକ୍ ହୁଅନ୍ତା target ଦିଅ ପଇସା ନିଅ କିନ୍ତୁ କାମ ନଥାଇ ମାସ କୁ ମାସ ପଇସା ପାଖରେ ପହଞ୍ଚି ଗଲେ ଆଉ କିଏ କାମ କରେ ମୁଁ ମାନୁଛି ସବୁ ପୋଲିସ ବାବୁ ମାନେ ଏମିତି ନୁହନ୍ତି ମୋର ସରକାର ଙ୍କୁ ଅନୁରୋଧ ଏମିତି କିଛି ପୋଲିସ ବାବୁ ଅଛନ୍ତି ଯୋଉ ମନେ govt ଲାଗିଛି ବୋଲି ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି ତାଙ୍କୁ ତୁରନ୍ତ ଚାକିରି ରୁ ବାହାର କରି ଦିଆ ଯାଉ....
@manojkumar-gj8ym
@manojkumar-gj8ym 9 сағат бұрын
Investigation proper heva darkar aji kali naribi kichhi nuhe
@TheMrsukanta
@TheMrsukanta 9 сағат бұрын
ଯାହା ସେଇ ପ୍ରଭୁଙ୍କ କୃପା
@user-wc3rq1ki5w
@user-wc3rq1ki5w 8 сағат бұрын
ଯାହା ହୋଇଛି ଭଲ ହୋଇଛି.. ପୋଲିସ ଭୁଲ କଲେ. G. ମରେଈ ଲେ. ୟେ ମେଜର ରାତି ଅଧ ରେ କ୍ୟାମ୍ପ ଛାଡି g. ମରେଈ ହେବାକୁ ଯାଇ ଥିଲା gf ସହ ତାକୁ ବି ଠିକ ହୋଇଛି..ରାତି ଅଧ ରେ ବୁଲିବ ନିଶା ଖିଆ କମେଣ୍ଟ କଲେ ତାଙ୍କୁ ପାରିଲ ନି ଥାନା ରେ ଆସିକି ବଳୁଆ ହୋଇ ଗଲ ପାଠ ପଡ଼େଇଲ police କୁ ମିସ behabe କଲ... ପୋଲିସ କୁ ବି ଠିକ ଦଣ୍ଡ ମିଳିଛି.. ଅନ୍ଧାରୁଆ କୁଟି ଦେଲ ଝିଅ କୁ.. ତେଣୁ ଉଭୟ ଙ୍କର ଭୁଲ..
@anandamohakuda4943
@anandamohakuda4943 49 минут бұрын
Tu Sola ti parama galua ta
@odiaodiamix6985
@odiaodiamix6985 8 сағат бұрын
This is the most shameful incident and we strongly condemn it
@subodhsahu8547
@subodhsahu8547 3 сағат бұрын
ମୋହନ ମାଝି ଦୟାକରି ଏହି କେସ ଉପରେ ନଜର ପକାନ୍ତୁ... ମୁଖ୍ୟମନ୍ତ୍ରୀ ହୋଇଚ ଚୁଡ଼ି ପିନ୍ଧି କି ବସିଲେ ହବନି......How come it is coming one after the other? Don't you watch the news? Are you sleeping? Respond to this and give a solution.🙏🏻
@pragyanparimita..6152
@pragyanparimita..6152 2 сағат бұрын
Se chudi pindhisaarichhanti .
@annapurnasahoo8768
@annapurnasahoo8768 9 сағат бұрын
Justice him
@simalbabu2841
@simalbabu2841 10 сағат бұрын
Jell bhej dijiye
@prabhatkumarmishra9951
@prabhatkumarmishra9951 8 сағат бұрын
who will bear the loss of said incident... against the Ankitaa..
@debabrataverynice9710
@debabrataverynice9710 3 сағат бұрын
Bahut dukha laguchi
@FunyReact01
@FunyReact01 5 сағат бұрын
ସେ police କୁ କଠୋର ଦଣ୍ଡ ଦିଅନ୍ତୁ ଭଗବାନ
@gs-jq9us
@gs-jq9us 6 сағат бұрын
Raise one protest nation wide.
@msmansbeher89
@msmansbeher89 3 сағат бұрын
ରାଜ୍ଯପାଳ ପୁଅ ବିରଯବାନଙ୍କୁ ମାଡ।ତାପରେ ଏ ଘଟଣା ଛି ଛି 😢😢😢
@niharpatra07
@niharpatra07 9 сағат бұрын
Ashamed of Odisha Police
@debendranarayandash9040
@debendranarayandash9040 25 минут бұрын
ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ପୋଲିସକୁ ଉଲଗ୍ନ କରାଯାଇ ଭୁବନେଶ୍ୱର ସହର ପରିକ୍ରମା କରାଯାଉ
@JaiUtkalaMaa
@JaiUtkalaMaa Сағат бұрын
ଲୋକଙ୍କ ଟ୍ୟାକ୍ସ ପଇସାରେ ଦରମା ନେବେ। ଚୋରଠୁ ବଟି ନେବେ। ତମକୁ ସୁରକ୍ଷା ମାଗିବାକୁ ଯାଇଥିବା ଝିଅକୁ ଡାହଳ କୁକୂର ପରି ଝୂଣିବ।
@gbalakrishnareddy7002
@gbalakrishnareddy7002 10 сағат бұрын
Ohhh my god!!!!! What is happening.......
@dhirenburma8143
@dhirenburma8143 6 сағат бұрын
😢 if this is the case at capital of Odisha...BBSR...then what happened for normal citizen...
@Nishi5555
@Nishi5555 4 сағат бұрын
କୁଆଡେ ଗଲେ ଆଇନ ମନ୍ତ୍ରୀ... କୁଆଡେ ଗଲେ ଗର୍ବରେ ସରକାର ର 100 ଦିନ ପୂରଣ ଉତ୍ସଵ ମନାଉଥିବା ନିଜକୁ ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରା କହୁଥିବା ମୁଖ୍ୟମନ୍ତ୍ରୀ ଆଉ ଉପ ମୁଖ୍ୟମନ୍ତ୍ରୀ ମାନେ.. ସୁନାର ଓଡିଶା କୁ ତୁମେମାନେ ଅଙ୍ଗାର କରିବାକୁ ବସିଲାଣି.
@gabinnaik5985
@gabinnaik5985 6 сағат бұрын
Big action otherwise may be change government
@mamatasethi1017
@mamatasethi1017 5 сағат бұрын
Rakhyaka jadi vakhyaka hebe dukha suniba kia sadharana loka nkar.... 😢😢😢😢
@srikanta671
@srikanta671 4 сағат бұрын
ସୁରକ୍ଷା ପାଇଁ ପୋଲିସ ଷ୍ଟେସନ ଗଲେ ପୋଲିସ ବାଲା ରେପ୍ କରିବେ ସାଧାରଣ ଲୋକେ କରିବେ କଣ,,,, ପୋଲିସ ଷ୍ଟେସନ ସୁରକ୍ଷିତ ନୁହେଁ,,,ପୋଲିସ ବାଲା ଅଛନ୍ତି କଣ ପାଇଁ
@dravaranibal590
@dravaranibal590 3 сағат бұрын
Police କେବେ ବି ଆଗ ମାରିବେ ନାହିଁ ଏମାନେ ମିଛ କହୁଛନ୍ତି 100%sure
@birendrahaiburu7052
@birendrahaiburu7052 2 сағат бұрын
Right
@ashupanda4877
@ashupanda4877 Сағат бұрын
police mane kete bhala loka ae incident ru jana paduchi
@deepakmahanta2116
@deepakmahanta2116 Сағат бұрын
BJP govt jouthi sei absta seithi
@Chasibhaivlogs
@Chasibhaivlogs 3 сағат бұрын
ସେହି ଥାନାରେ ଅଙ୍କିତକୁ ମୋହନ ସରକାର ଚାକିରି ଦିଅନ୍ତୁ,ଆଉ ସେ ପାଞ୍ଚ ଜଣ,(ପୋଲିସ ଅଫିସର ତ ନୁହଁ) ପାଞ୍ଚ ଜଣ ଖୁନି କୁ ଆଇନ ର ଯେତେ ଦଣ୍ଡ ଅଛି ସବୁ ଦଣ୍ଡ ମିଳିବ ଦରକାର କାରଣ ସେ ଓଡ଼ିଶାର ରକ୍ଷକ ହୋଇ , ଭକ୍ଷକ ସାଜିଲା ଥିବାରୁ, ଅମିତ କଲେ ବଡ଼ ଆଉ ଫସଲ ଖାଇବ ନାହିଁ , ମୁଁ ଅନୁ ରୋଧ କରୁଛି ।ଓଡ଼ିଶା ସରକାର ମାନ୍ୟବର ମୋହନ ଚରଣ ମଝି ଓ ଭାରତ ସରକାର ମାନ୍ୟବର ନରେନ୍ଦ୍ର ଦମୋଦାର ମୋଦି ମହାଶୟ ଙ୍କୁ
@lipsa5949
@lipsa5949 5 сағат бұрын
Bahut dukha laguchi 😭😭
@himansubhusanpanda5913
@himansubhusanpanda5913 3 сағат бұрын
ଯବାନ ମାନେ ପୋଲିସ ଷ୍ଟେସନ ରେ ପସି ସେମାନଙ୍କୁ ଗୁଳି କରିଦିଅନ୍ତୁ ଏହା ଆମର କାମନା
@rasmiranjanbehera7396
@rasmiranjanbehera7396 Сағат бұрын
ଓଡ଼ିଶା ସରକାର ହାଏ ହାଏ
@abhisahu69
@abhisahu69 3 сағат бұрын
ଧିକ୍ ସଲା ଭରତର କାନୁନ୍ ବ୍ୟବସ୍ଥା।😮😮😮😮
@qwerta10
@qwerta10 8 сағат бұрын
This is very shameful
@prakash35b
@prakash35b 2 сағат бұрын
କଣ ଇଜ୍ଜତ ରହିଲା ଆମ ଓଡିଶା ର ପୁରା ଦେଶ ଦେଖିଲା ଓଡିଶା ପୋଲିସ ର କାରନାମା । ଏ ସେଈ ଓଡିଶା ଜିଏ ବାହାନଗା train accident ସମୟ ରେ ପୁରା ଦେଶ କୁ ଦେଖେଈ ଥିଲା ମାନବତା କଣ . ଆମେ ସମସ୍ତେ ଓଡିଶା ବାସି ଗର୍ବ ଅନୁଭବ କଲୁ । ଆଜି କଣ ଅନୁଭବ କରୁଥିବେ ସେହି ଜୁବଗଷ୍ଟି ।
@KumarDev-ri7sx
@KumarDev-ri7sx 2 сағат бұрын
ଏଇଭଳିକେତେ ବେଧେଇ ପୋଲିସ୍ ଆଉ ମାଘିଆ ଅମଣିଶ ପୋଲିଶି ଅଛନ୍ତି ତାଙ୍କ ମା ଭଉଣିକି ଗେହିଲେ କେମିତୀଲାଗିବ ଆଉ ଜଉ ବେଧ ଛିଣ୍ଡାଳି‌ ପୋଲିସ୍ ଶେବେଧ କୁ କେଭେରାଇଟି ଗେଁହିଁ ଥିବେ ଆମେ ଜାଣିଛୁ ମା ଘିଆ ତମକୁ ପାଟିରେ ବି ଟିକେ ଫରକ୍ ପଡିବନି ଆଜି ଶାଧରଣ ଜନନ୍ତା ତମପରୀ ବେଧ ଛୁଆକୁ ହାଣିବାକୁଇଛାହୁଏ ଆଜି ପୋଲିସ୍ ନାରେ ତମପରୀ ଲୋକେ କଵଳ ତମ ମା ଭଉଶାତରେ ଏମିତୀକଲେ ଟିକେ ପାପ ଲାଗିବନି ଆଗାମି ଶମୟ ଆସୁଚି‌ ଅନ୍ୟାୟ କରୂଥିବା ଲୋକ ବଳିପଡିବ ଆଉ ଡେରି ନାହିଁ ତମ ବାଳ ଚାକିରୀ ମାଘିଆ କେତେ ଜଣ ବେଧ ପକେଈ ତମ ମା ତମକୁ ଗାଳିଚି ତମ ମା କହିପାରୀବ ତାନହେଲେ ଏମିତୀ କରୀନଥାନ୍ତ
@Sumanta_das
@Sumanta_das 3 сағат бұрын
ସେପଟେ ମେଡିକାଲ ସୁରକ୍ଷିତ ନାହିଁ କି ଏପଟେ ପୋଲିସ ଷ୍ଟେସନ ବି ଲୋକ ଯାଇପାରିବେ ନାହିଁ। ତାହେଲେ ସାଧାରଣ ଲୋକ ଯିବେ କୁଆଡେ। ସେ ସରକାର ଯାହା ଥିଲା ଏ ସରକାର ବି ସେୟା। Kn କରିବା ତାହେଲେ ଆମେ ମାନେ 😢😢😢😢😢।
@rajaashoksamrat417
@rajaashoksamrat417 3 сағат бұрын
ଏଭଳି ପୋଲିଶିକୁ ଫାଶି ଦିଆ ଜାଉ ,SEBS OBC ମାନେ ଏକାଠି ନହେଲେ ଏମିତି ହେବ ଆହୁରି ବେସି
@riturangoli3219
@riturangoli3219 10 сағат бұрын
Bilkul chakiri ru bahar karidia,se jhia ku semane mari deithante,aji siye munha kholi pari nathanta,,,drudha karzyanushtan nia jau
@tapassahoo2343
@tapassahoo2343 2 сағат бұрын
କିଛି ପୋଲିସ ପାଇଁ ଓଡିଶା ବଦନାମ
@jyotirmayeesahoo842
@jyotirmayeesahoo842 8 сағат бұрын
Plz justice for government 🙏🙏
@subhashreejena4064
@subhashreejena4064 4 сағат бұрын
ସବୁ କଥା ଛାଡ଼ ଏତିକି କୁହ କି ଆମ ମୁଖ୍ୟ ମନ୍ତ୍ରୀ ସାରେ କଣ କହୁଛନ୍ତି ଏ କେସ ରେ ? ମନ୍ତ୍ରୀ ସାରେ ଙ୍କୁ ପଚରା ଯାଉ କି ଏଇ ଯାଉ ଘଟଣା ଘଟିଲା ଏହାର ଉଚିତ୍ ଦଣ୍ଡ ବିଧାନ ସେ କଣ ନେଇ ଛନ୍ତି??
@LaxmanMohapatra-ys7cn
@LaxmanMohapatra-ys7cn 8 сағат бұрын
This police officers must be dismissed from their services.
@JaiUtkalaMaa
@JaiUtkalaMaa Сағат бұрын
ସେ ଶଳା ପୋଲିସ କୁ ଆରେଷ୍ଟ କର । ନହେଲେ ନିଆଁ ଜଳିବ ।
@protondash8554
@protondash8554 2 сағат бұрын
ଆର୍ମୀ ଅଫିସର ।। ତାଙ୍କ ବାନ୍ଧବୀ।। ରାତି ଅଧରେ।। ଏ ଆର୍ମୀ ଅଫିସର କିଏ ? ତାର ଫାମିଲି କୁଆଡେ ଗଲେ ? ଏ ଅଙ୍କିତା ପ୍ରଧାନ କିଆ ? ୟା ସ୍ବାମୀ ପିଲା କୁଆଡେ ଗଲେ ? ଏ ଆର୍ମୀ ଅଫିସର ସହ ରାତି ଅଧରେ କଣ କରୁଥିଲା ଏ ମହିଳା ? ସନ୍ଦେହ ଘେରରେ ଏ ଦୁଇ ଚରିତ୍ର।।
@OVPritam
@OVPritam Сағат бұрын
ଯଦି ଏଇ କାମ ଜଣେ ସର୍ବ ସାଧାରଣ ଲୋକ ଟେ କରି ଥାନ୍ତା ତା ନା ରେ ଜଣା ନାହିଁ କେତେ ରେପ୍ କେଶ୍ ଲାଗି କେତେ ଦଫା ଲାଗି ଥାନ୍ତା ହେଲେ କାର୍ଯ୍ୟ ରତ ଖୁଦ ପୋଲିସ୍ ମାନେ ଏଇ କାମ କରି ଛନ୍ତି ତାଙ୍କ ପାଇଁ କଣ ଖାଲି ସସ୍ପେଣ୍ଡ/ବାହା ରେ ସରକାର ସତ ଧିକ ତମ ନ୍ୟାୟ ବିଚାର କୁ/ସେ ଦୁଷ୍କର୍ମି ମାନଙ୍କୁ ତା ଆଜୀବନ ଜେଲ ନହେଲେ ଏନକାଉଣ୍ଟର କରି ଦବା କଥା 😠😠😠😠😠😠
@shreekalaacademy265
@shreekalaacademy265 Сағат бұрын
ଶୁଣିଲା ବେଳକୁ,ମୋ ଆଖିରେ ଲୁହ ଆସିଯାଉଛି. ସେ ପୋଲିସ ମାନଙ୍କୁ ଅଧିକ ରୁ ଅଧିକ ଦଣ୍ଡ ମିଳିବା ଦରକାର,
@sarojodiavlogschannel2052
@sarojodiavlogschannel2052 3 сағат бұрын
Very sad 😢
@dravaranibal590
@dravaranibal590 3 сағат бұрын
ହଁ ତୁ ପ୍ରେମିକ ସହିତ ଥିଲୁ ତ police ଉପରେ ତୁମେ ଦୁଇ ଜଣ ବହୁତ ଦେଖେଇ ହେଉଥିଲ, କେବଳ police କୁ ଦୋଷ ଦିଆନ୍ତୁନି,proper investigation ହେଉ, police ଓଡ଼ିଶାର ଆଉ ଏମାନେ ଓଡ଼ିଶାର ନୁହଁ, ଓଡ଼ିଶା police କୁ ଏମାନେ ବଦନାମ୍ କରୁଛନ୍ତି, please please please please ଠିକ୍ investigation karantu, ମୁଁ ଜଣେ ସାଧାରଣ ଜନତା କହୁଛି
@MalayaMishra-ne8kn
@MalayaMishra-ne8kn 6 сағат бұрын
ଯୋଗୀ ଷ୍ଟାଇଲ ରେ ଭରତପୁର ଥାନା ଉପରେ ବୁଲ୍ଡରୋଜର ଚଳାଇ army ଭାଙ୍ଗୁ ।
@warriorboy6813
@warriorboy6813 6 сағат бұрын
Darkest reality of police shame on you
@SmartsShorts123
@SmartsShorts123 3 сағат бұрын
Odisha police ହାଏ ହାଏ
@NrusinghaBiswal-e7t
@NrusinghaBiswal-e7t 2 сағат бұрын
Jay jagannath odisha sena
@manojmahananda-wl4gd
@manojmahananda-wl4gd 6 сағат бұрын
ୟେପୁଲିସ ବାବୁ କୁ ଥାଆର ଡିଗ୍ରୀ ଦିଆ ଯାଉ ନହେଲେ ଫାଶୀ ଦଣ୍ଡାଦେଶ।
@arabindanayak5286
@arabindanayak5286 4 сағат бұрын
ସେ ପୋଲିସିକୁ ଆଜିବନ କାରାଦଣ୍ଡ ଦିଆଜାଉ
@suravibiswal3633
@suravibiswal3633 2 сағат бұрын
Ohh God!!!
@hrusikeshkhatei1441
@hrusikeshkhatei1441 9 сағат бұрын
ଏଗୁଡ଼ାକ ଶଳା ଜାରଜ ଛୁଆ ଗୁଡାକ
@soumyaranjan475
@soumyaranjan475 2 сағат бұрын
He bhagwaan😢😢
@azibduniya643
@azibduniya643 7 сағат бұрын
ଓଡ଼ିଶା ପୋଲିସ ମାନେ ପୋଲିସ ଷ୍ଟେସନ କୁ ତାଙ୍କ ଘର ଭାବୁଛନ୍ତି ଆରେ ଭାଇ ମାନେ କିକେ ଟା law ku follow kara ତମ ଘରେ ବି ତମ ମା ଭଉଣୀ ଅଛନ୍ତି ଟିକେ ତୋ saram kara re
@sunilbiswal5295
@sunilbiswal5295 5 сағат бұрын
Justice for this woman
@jyotirmayeesahoo842
@jyotirmayeesahoo842 8 сағат бұрын
ଛି ଛି କି ଲଜ୍ଜ୍ୟା 🙏🙏🙏
@Pradip2282
@Pradip2282 5 сағат бұрын
ପୋଲିସ ଗୁଡା ମହାପାପୀ
@civilengineering3438
@civilengineering3438 8 сағат бұрын
DGP should come to public and speak to common man to return back the image of Odisha police.we respect our police man.
@sandipmishra8448
@sandipmishra8448 2 сағат бұрын
Dismiss all such police officers on immediate basis
@sudiptrainofrhythm8529
@sudiptrainofrhythm8529 8 сағат бұрын
ଭୁବନେଶ୍ଵର DCP and ACP କିଛି investigation ନ କରି ସିଧା ପୀଡ଼ିତ ଙ୍କୁ ଦୋଷୀ ବୋଲି କହି ବହୁତ୍ ଆଗରୁ ସେନା ବାହିନୀ ଙ୍କୁ ଅପମାନିତ କରିସାରିଛନ୍ତି। ଏ କେସ ରେ ପୁରା DGP ଠୁଁ DCP ଯାଏଁ ସବୁ ଦୋଷୀ। ସେ ହାରାମି ପ୍ରତୀକ ସିଂହ dcp କୁ ଆଗ suspend କରାଯାଉ। କୋଉ investigation ଆଧାର ରେ ସେ କହିଦେଲେ ଯେ ସବୁ ଦୋଷ ସେ ଝିଅ ର ବୋଲି??? ତାଙ୍କ କୁକୁର IIC କଣ ଏତେ ସାଧୁ????
@SoumyaSiya-yf5og
@SoumyaSiya-yf5og 3 сағат бұрын
ସେ ପୋଲିସ ର ପେଳ କଟିଦିଆଯାଉ ଆଉ ସେ ଝିଅ ଙ୍କ ଦୁଧ , ଭଲ ମଜା ଲାଗିବ
@rameshchandra9691
@rameshchandra9691 2 сағат бұрын
ମିଛ କହୁଛି କି ଅଭିନୟ,,,,
@sunilbiswal5295
@sunilbiswal5295 5 сағат бұрын
Odisha police same of you
@KulamaniPanda-r3r
@KulamaniPanda-r3r 7 сағат бұрын
ଛି ଛି ଛି ଛି ଶେଷକୁ ସେନା ପାଇଁ ଅ ବିଚାର
@kanhunaik5877
@kanhunaik5877 2 сағат бұрын
ସେଇ ଶାଲେ କୁ ବହୁତ୍ ବଡ଼ ଦଣ୍ଡ ମିଳୁ ପୋଲିସ ଗିରି ଯେମିତି ଆଉ କେହିବି ଦେଖାଇବେ ନାହିଁ
@abhirambiswal4538
@abhirambiswal4538 6 сағат бұрын
ସେ ପୋଲିସ ର ନୁଁନୁ କାଟିଦିଆଯାଉ
@srikantanayak8491
@srikantanayak8491 2 сағат бұрын
ହଁ ମାଘିଆ ହେଇଥିବ ଏ ବେଧ ପୋଲିସ ଚାକିରୀ ସେଇଆ
@gyanranjanpradhan5312
@gyanranjanpradhan5312 Сағат бұрын
Oh God
@BaikunthaDalei-je5rb
@BaikunthaDalei-je5rb 7 сағат бұрын
Jay Hindi Indian army
АЗАРТНИК 4 |СЕЗОН 2 Серия
31:45
Inter Production
Рет қаралды 1,1 МЛН
МАИНКРАФТ В РЕАЛЬНОЙ ЖИЗНИ!🌍 @Mikecrab
00:31
⚡️КАН АНДРЕЙ⚡️
Рет қаралды 39 МЛН
escape in roblox in real life
00:13
Kan Andrey
Рет қаралды 74 МЛН
Shahrukh Khan romantic dance with Madhuri Dixit in award show
6:26
देवेश भैया जी
Рет қаралды 992 М.
АЗАРТНИК 4 |СЕЗОН 2 Серия
31:45
Inter Production
Рет қаралды 1,1 МЛН