ସେନା ଓ ପୁଲିସ କଳିରେ ଗଡ଼ିବ ବଡ଼ ମୁଣ୍ଡ !| Bharatpur Police station | Assault on Army officer |

  Рет қаралды 309,660

Odisha Reporter

Odisha Reporter

Күн бұрын

Пікірлер: 1 400
@pradeeppatra2655
@pradeeppatra2655 2 ай бұрын
କେମିତି ଏ ଡିସିପି ଏଇଟା ବେଇମାନ ଡିସିପି ।
@somsah3559
@somsah3559 2 ай бұрын
ଆଛା? ତୁ ଦେଖି ଥିଲୁ?.
@sahoo_tech
@sahoo_tech 2 ай бұрын
😅​@@somsah3559
@dambrudharnayak7809
@dambrudharnayak7809 2 ай бұрын
DCP କୁ ମଧ୍ୟ ବହିସ୍କାର କରାଯାଉ
@eswarmarndicreations8719
@eswarmarndicreations8719 Ай бұрын
Investigation pore jana podiba
@shreetamblogspot4199
@shreetamblogspot4199 Ай бұрын
Kete drinks karithile sei vdo ku first dekha
@kshitishkumar2412
@kshitishkumar2412 2 ай бұрын
ଯୋଉଠି ଓଡ଼ିଶାର CM ପୋଲିସ ଦ୍ଵାରା ଅପମାନିତ ଆଉ ଅନ୍ୟ ଲୋକଙ୍କ କଥା କଣ କହିବା
@bahufitness11
@bahufitness11 2 ай бұрын
Satta katha bhai
@jyotiranjankhadiratna
@jyotiranjankhadiratna 2 ай бұрын
Thik kahile apana
@JaiUtkalaMaa
@JaiUtkalaMaa 2 ай бұрын
@@kshitishkumar2412ପ୍ରଶଂସା ଲାଗି ଭାରି ନରମା ଦେଖେଇ ଆକ୍ସନ ନ ନେଲେ ଏଭଳି ଅରାଜକତା ବଢିବ।
@bktripathytripathy6076
@bktripathytripathy6076 2 ай бұрын
Pura thik kahila
@kbseducation4725
@kbseducation4725 2 ай бұрын
Sata bhai
@umeshKumar-008
@umeshKumar-008 2 ай бұрын
CC camera କାହିଁକି ଲଗିନୀ କହିବେ କି ରାଜ୍ୟ ପୋଲିସ ମୁଖିଆ
@balaramnatha2249
@balaramnatha2249 2 ай бұрын
ସବୁରି ମୂଳେ ଡିସିପି ସେ ଗୋଟେ ବଡ଼ ଖେଳାଳି ଡିସିପି କୁ ଧର ସବୁ ବାହାରିବ
@budhanathmohapatra150
@budhanathmohapatra150 2 ай бұрын
DCP ମିଛ କହୁଥିବାରୁ ତାଙ୍କୁ ମଧ୍ୟ suspend କରାଯାଉ।
@goutamrout3908
@goutamrout3908 2 ай бұрын
Dcp should dissmis from job. ପୋଲିସ ଆଜି ଅବିଶ୍ବାସ ମନେ ହେଉଛି
@BasudevSahoo-t4t
@BasudevSahoo-t4t 2 ай бұрын
Good
@IASaspairant
@IASaspairant 2 ай бұрын
IPS , ତୋ ବାପା ଅଳିଆ ଗଦା ଚାକିରି ନୁହଁ Dismis କରିଦେବ
@St.talking
@St.talking 2 ай бұрын
😂😂😂😂​bala na@@IASaspairant
@ajitkumarsamal7202
@ajitkumarsamal7202 2 ай бұрын
​@@IASaspairantjie crime kariba ki crime ku support kariba ta against re action haba sie IAS ki IPS hau
@sabitasahoo8530
@sabitasahoo8530 2 ай бұрын
@@goutamrout3908 Yes, ଏ ଭଳି IPS ଙ୍କୁ କେମିତି ଭରସା କରାଯିବ !ଲୋକମାନେ ନ୍ୟାୟ ପାଇବେ କହାପାଖରୁ , ରକ୍ଷାକର୍ତ୍ତା ଯଦି ଏମିତି ହେବେ ।
@dipakpanda9075
@dipakpanda9075 2 ай бұрын
ମୁଖ୍ୟମନ୍ତ୍ରୀ ଶପଥ ନେବାର ଏକ ମାସ ପରେ କମିଶନରେଟ ର CP ଏବଂ ACP, DCP ମାନଙ୍କୁ ପ୍ରଥମେ ବଦଳି କରିବାର ଥିଲା l ଯାର ଫଳ ଏବେ ସରକାର ଭୋଗୁଛି l ସାରାଦେଶରେ ବଦନାମ ହେଉଛି l
@devsamantaray789
@devsamantaray789 Ай бұрын
Ekdum thik a dcp ku ame jaha bhabiki mundare basethilu bt a babu amara pura alga baharile
@devsamantaray789
@devsamantaray789 Ай бұрын
DCP ku nilambita karibakatha
@KalingaAsmita
@KalingaAsmita 2 ай бұрын
DCP to be arrested immediately.
@sarojkumarnayak9448
@sarojkumarnayak9448 2 ай бұрын
DCP କହିଲା ବେଳେ ପାଟି ଥମଥମ ହେଉଛି।କଥା କହିଲା ସମୟରେ ଡିସିପି ଭାବିଚିନ୍ତି କଥା କହୁଛନ୍ତି ଜଣା ପଡୁଛି।
@RaghunathGuruna-d3g
@RaghunathGuruna-d3g 2 ай бұрын
ହେ ମାଗିଆ ପୋଲିସ ସବୁ ଭୁଲ୍ ପାଇଁ ଆଜି କ୍ରାଇମ ବଡ଼ିଯାହୁଛି
@AR.Strings
@AR.Strings 2 ай бұрын
Tame kete bhadra tuma Language ru laguchhi bhai..
@Dilip666g
@Dilip666g 2 ай бұрын
Tama mananka bhul pain crime hauchi se katha kahuna. Tame jemiti kahucha police crime karuchi . Tome news dekha agaku kau news asuchi.
@santoshpattanayak-cg6fq
@santoshpattanayak-cg6fq 2 ай бұрын
Police ko dismiss Karo.
@purnamimunda3672
@purnamimunda3672 2 ай бұрын
Rati 1.30 re kou club re drink koruthile janichanti to😊
@JaiUtkalaMaa
@JaiUtkalaMaa 2 ай бұрын
@@RaghunathGuruna-d3g ପୁରା ଠିକ
@gopalchandrapallai5200
@gopalchandrapallai5200 2 ай бұрын
Immediately DCP to be suspended and an inquiry initiated against DCP
@sabitasahoo8530
@sabitasahoo8530 2 ай бұрын
ବାଃ ରେ ପୋଲିସ !ସେ ପୁଣି CP ଆଉ DCP !!
@pranaya3971
@pranaya3971 2 ай бұрын
DCP ର ମୁହ କୁ ଲାଜ ନାହିଁ, ସେଥି ପାଇଁ ମିଡିଆ ଆଗ ରେ ଆସି ଗପ କହୁଛି।
@prafullaparida221
@prafullaparida221 2 ай бұрын
DCP should be suspended immediately.
@dingarkumbhar2024
@dingarkumbhar2024 2 ай бұрын
ଡିସିପି ଭୂବନେଶ୍ୱର କୁଂ କାହିଁକି ସସପେଣ୍ଡ କରାଯାଇ ପାରୁନାହଁ???
@BhubaneswarBehera-nr8ir
@BhubaneswarBehera-nr8ir 2 ай бұрын
ଭରତପୁର ଥାନାରେ ସମସ୍ତେ ମିଳିମିଶି କେଳେଙ୍କାରୀ ଚଳେଇଛନ୍ତି, ଇଏ ଥାନା ନୁହଁ କେଳେଙ୍କାରୀ ଖାନା 💯%
@tusharkantaghose3745
@tusharkantaghose3745 2 ай бұрын
ସେଇଆ
@JaiUtkalaMaa
@JaiUtkalaMaa 2 ай бұрын
@@BhubaneswarBehera-nr8ir ଚଡି, ନାଇଟି ପିନ୍ଧି ଥାନାରେ ଡିଉଟି କରୁଛନ୍ତି।
@Ssae528
@Ssae528 2 ай бұрын
​@@JaiUtkalaMaa Chadi au bra.
@ashutoshpradhan3142
@ashutoshpradhan3142 2 ай бұрын
Bhai sabu ade sei chalichi ..
@Aadarsh_Vidyarthi
@Aadarsh_Vidyarthi 2 ай бұрын
​@@JaiUtkalaMaaTu kn pindhi Raatire sou ?
@shaktinathsatpathy8376
@shaktinathsatpathy8376 2 ай бұрын
DCP is a great liar.he must be sacked & disciplinary action taken.
@JaiUtkalaMaa
@JaiUtkalaMaa 2 ай бұрын
ଲୋକଙ୍କ ଟ୍ୟାକ୍ସ ପଇସାରେ ଦରମା ନେବେ। ଚୋରଠୁ ବଟି ନେବେ। ତମକୁ ସୁରକ୍ଷା ମାଗିବାକୁ ଯାଇଥିବା ଝିଅକୁ ଡାହଳ କୁକୂର ପରି ଝୂଣିବ।
@Dilip666g
@Dilip666g 2 ай бұрын
Bhai apeksha kara dosi kia dekhiba...
@rajkishorsahu2314
@rajkishorsahu2314 2 ай бұрын
Do u know what is d actual matter that day ..if u don't know then pls silent..bcz dog is bark not a good man
@akshayakumarbiswal6593
@akshayakumarbiswal6593 2 ай бұрын
ଏମାନଙ୍କୁ indian army ku ଛାଡି ଦିଅ ସେମାନଙ୍କ ବିଚାର army 🪖 କରିଦେବ
@JaiUtkalaMaa
@JaiUtkalaMaa 2 ай бұрын
@@Dilip666g ରାଜଧାନୀରେ ସବୁ ଦିନ ଚୋରୀ , ଡକାୟତୀ । ସବୂ ସ୍ରୀ ଲୋକମାନଙ୍କ ବେକ ଲଗଂଳା। ଦିନ ଦି ପହରେ ଚେନ, ମୋବାଇଲ ଲୁଟ। ଶଳା ନିଇଟି , ଚଡି ପିନ୍ଧି ଶୋଇବେ । ଲୋକ କମପ୍ଲେନ ଦେଲେ ବାଡେଇ ଓଲଟା କେଶ ଦେବେ। ସିସି ଟିଭି କାହିଁକି ନାହିଁ ମଡେଲ ଥାନାରେ ।
@ambarishswain3233
@ambarishswain3233 2 ай бұрын
​@@Dilip666g Tumaku Lajya lagiba katha, Dosi kia Jani paruna
@ସାଧାରଣଜନତା-ର9ଥ
@ସାଧାରଣଜନତା-ର9ଥ 2 ай бұрын
ଡି ସି ପି ଙ୍କର ଚାକର କାମ କରୁଥିଲେ ଆଇ ଆଇ ସି ,ମୁ ଭାବୁଛି DCP ଆଉ IIC ଙ୍କର ଗୋଟେ ଭିତିରି ଗୁମର କଥା ଅଛି ନ ହେଲେ DCP କାହିଁ କି ଏତେ ଜୋର ରେ IIC କୁ ବଞ୍ଚେଇ ବାକୁ ତତ୍ପର ଏହାର INQUARY ହେଉ
@akshayakumarsingh4378
@akshayakumarsingh4378 2 ай бұрын
ବେଈମାନ ପୋଲିସ
@SatyaranjanSethy-u3l
@SatyaranjanSethy-u3l 2 ай бұрын
ଓଡିଶା ସିପି ଡିସିପି ଅଜୋଗୀୟ କୋଉ ମାଗିହା ଚାକରି ଦେଉଛି 😭😭😭
@narendrabarik9855
@narendrabarik9855 2 ай бұрын
ଡିସିପି ଏକନମ୍ବର ଦଲାଲ ମୋହନ ବାବୁ ଏହାର ବିଚାର କରନ୍ତୁ, ମୋ ମତରେ ତାକୁ ସେନାରେ ଚାକିରୀ ଦିଅନ୍ତୁ
@IASaspairant
@IASaspairant 2 ай бұрын
ତତେ ଗାଣ୍ଡୀ ମାରୁଥିଲା ନା , ମାଆଘିଆଁ ବେଧ ଛୁଆ
@sonakshiparida3832
@sonakshiparida3832 2 ай бұрын
Mohan kan kahiba Eparjyanta gote sabd BJP kahuni Pari ,mamita meher pai kete bakwas kauthile Samasta nari pari bhali mamita bhali Rajyapal pua pai mohan kan karile
@satishpanda7661
@satishpanda7661 2 ай бұрын
Se mohan kan kariba ma
@Suryanayak_
@Suryanayak_ 2 ай бұрын
DCP ek Number Dolal kemiti Janili 😮😮😮
@Dilip666g
@Dilip666g 2 ай бұрын
Apeksha kara samay kahiba dosi kia....?
@sanjeebdas116
@sanjeebdas116 2 ай бұрын
ଆଗେ DCP କୁ suspend କର ସବୁ ଠିକ ହେଇଯିବ
@sudiptrainofrhythm8529
@sudiptrainofrhythm8529 2 ай бұрын
ଏ ଶଳା ହାରାମି DCP ର ଅସଲି ଚେହେରା। ଶଳା ତୋ ମା ଭଉଣୀ ଙ୍କୁ ଲାଜ ଲାଗୁଥିବ ତତେ IPS OFFICER ଭଳିଆ ଦେଖିକି।
@prananathpati9976
@prananathpati9976 2 ай бұрын
ଡିସିପିଟାକୁ ଭୁବନେଶ୍ୱରରୁ ବହିଷ୍କାର କର। ଚାକିରିରୁ ବହିଷ୍କାର କର।
@PrakashPNayak-fq2lj
@PrakashPNayak-fq2lj 2 ай бұрын
Both DCP and CP should be suspended and demoted
@SushilKumarVlogs-bb6yx
@SushilKumarVlogs-bb6yx 2 ай бұрын
Kindly take action against DCP for giving false statement in media. ...
@janardan2701
@janardan2701 2 ай бұрын
DCP should be arrested
@happyworld2135
@happyworld2135 2 ай бұрын
ଏଇ dcp ସମ୍ପୂର୍ଣ ଭାବରେ ସପର୍ଟ କରୁଚି ୟାକୁ ସେନାଙ୍କ ସହ ଛଡ଼ାଯାଉ ଦେସର ସୀମାରେ ,କେଡେ ଯୋଦ୍ଧା ବୀର ଏ ପୋଲିସ୍ ଜଣାପଡ଼ିବ
@pramodkumarlenka1409
@pramodkumarlenka1409 2 ай бұрын
ଡିସିପି ଙ୍କୁ ଭୁବନେଶ୍ୱର ରୁ ବିଦା କରିବା ଉଚିତ....
@user181024
@user181024 Ай бұрын
No from job
@aloksahu5659
@aloksahu5659 2 ай бұрын
ଏ ପର୍ଯ୍ୟନ୍ତ କଣ ପାଇଁ ସରକାର କିଛି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ସବୁ ଚୁପ୍
@subashchandra5589
@subashchandra5589 2 ай бұрын
Prateek singh ku Army custody ku ଛଡ଼ା ଯାଉ ସେ ସତ କଥା ବାହାରିବ, ମହା ଗଳୁଆ ସିଏ
@ckparida3624
@ckparida3624 2 ай бұрын
ଓଡ଼ିଶା ପୋଲିସ ଆଉ ୱେଷ୍ଟ ବେଙ୍ଗଲ ପୋଲିସ 2ଜଣଙ୍କ activity ପୁରା criminal bhali
@hometventertain
@hometventertain Ай бұрын
WB police dept ra loka nije RG kar re lady doctor rape karila. Police ajikali criminal heigale or, Criminal sabu uniform pindhichanti kichi janapaduni
@karunakarsenapati1605
@karunakarsenapati1605 2 ай бұрын
ଏ ଗପର ଲେଖକ କିଏ ଏ ସାରଙ୍କ ଠାରୁ ବୁଝି କହିବେ କି? ତାଙ୍କ ପୁରୁଷ ବନ୍ଧୁ ଡିଫେନସ ରେ ଅଛନ୍ତି ନ କହି ଜଣେ ଆର୍ମୀ ଅଫିସର ବା ଆର୍ମୀ ମେଜର କହିଥିଲେ କ'ଣ ସାରଙ୍କ ସମ୍ମାନ ଚାଲି ଯାଉଥିଲା
@biswaranjanbiswal7612
@biswaranjanbiswal7612 2 ай бұрын
ସେହି ମହିଳାଙ୍କ ସ୍ଥାନରେ ନିଜ ଭଉଣୀ କିମ୍ବା ବାନ୍ଧବୀ ଥିଲେ କେମିତି ଲlଗିଥନ୍ତା dcp ଙ୍କୁ , ଆମ ଓଡ଼ିଶା ସରକାର କlହିଁକି ସୋଇଛନ୍ତି ନେଡ଼ିଗୁଡ଼ କହୁଣୀକୁ ବୋହି ଗଲାଣି ଏ ବିଷୟରେ ,
@DibyajyotiNayak-e6z
@DibyajyotiNayak-e6z 2 ай бұрын
Dcp micha kahuchi.
@prananathpati9976
@prananathpati9976 2 ай бұрын
ଡିସିପି ଟାକୁ ମାଲକାନଗିରି ପଠେଇ ଦିଅ। ବଦମାସ୍ ଟା। ସିପି ଟାକୁ ତ୍ରିପୁରା ପଠେଇ ଦିଅ।
@ramanathnanda5995
@ramanathnanda5995 2 ай бұрын
It is full doubt that DCP is under full pressure
@krushnasahoo155
@krushnasahoo155 2 ай бұрын
ସାରା ଭାରତରେ ଆନ୍ଦୋଳନ ହେଵ
@JaiUtkalaMaa
@JaiUtkalaMaa 2 ай бұрын
ଶଳା ମିଛୁଆ। ତମର ଖାଲି ସମ୍ମାନ। ତମ ଦେହରେ ବେସି ବଳ। କେହି କିଛି କହିଲେ ଲଙ୍ଗଳା କରି ପିଟିବ। ସିସିଟିଭି କାହିଁକି ନାହିଁ।
@tusharkantaghose3745
@tusharkantaghose3745 2 ай бұрын
Biki dei chanti
@DontMindDost
@DontMindDost 2 ай бұрын
ସଚୋଟ ପୋଲିସ ର ମୁହଁ ଦେଖ... 😢😢ଏମାନେ କେତେ ଦେଶ ପ୍ରେମୀ.... ଏମାନଂକୁ ଗାନ୍ଧୀ, ଗୋପବନ୍ଧୁ, ବୋଷ, ଲା -ବାଲ -ପାଲ, ନା ତନ୍ତୀଆ ଟୋପି ସହ ତୁଳନା କରିବା ଆମେ ବୁଝି ପାରୁନୁ.. ସ୍ୱାର୍ଥ ପର ହେଇ ନିଜ ମୁହଁ କୁ କାଳୀ ବୋଳି ଚାଲିଛେ....😢😢😢😢😢 ଲଜ୍ୟା କର ଦୁନିଆ ଦେଖୁଛି....😢😢
@basantakumarpanda9022
@basantakumarpanda9022 2 ай бұрын
ଉପରିସ୍ଥ ଅଧିକାରୀ ମାନେ ସ୍ବେଚ୍ଛାଚାରୀତା କୁ ସହଯୋଗ କରୁଛନ୍ତି । ଏଣୁ ଜନସାଧାରଣଙ୍କ ନ୍ୟାୟ ପାଇପାରୁ ନାହାନ୍ତି।
@debendranarayandash9040
@debendranarayandash9040 2 ай бұрын
ପୋଲିସକୁ ଲଙ୍ଗଳା କରାଯାଇ ଭୁବନେଶ୍ୱର ସହର ପରିକ୍ରମା କରାଯାଉ
@janardan2701
@janardan2701 2 ай бұрын
Jab tak Pratik singh jesa DCP Odisha me hai...lady logo ko kabhi justice nehi milega
@tusharkantaghose3745
@tusharkantaghose3745 2 ай бұрын
Rigjt
@JadunathRohidas-ej1sy
@JadunathRohidas-ej1sy 2 ай бұрын
Policebabi hay hay
@ramnathsahoo4778
@ramnathsahoo4778 Ай бұрын
DCP looks like a thana constable but not an IPS offers what more except from him.
@prasantapanda1703
@prasantapanda1703 2 ай бұрын
ସେ ମାଗିହା ପୋଲିସ ମାନଙ୍କୁ ଜେଲରେ ପୁରାଯାଉ, ଏ ଡିସିପିକୁ ବି ଜେଲରେ ପୁରାଯାଉ, ଡିସିପି ପ୍ରଥମେ କହୁ ଥାନା ଭିତରେ ମହିଳା ପୋଲିସ କଣ ପାଇଁ ଲାଇଟ ଡ୍ରେସ ପିନ୍ଧିଥିଲେ, କିଏ ମିସ ବିହେବ କଲା ତା ଭିଡ଼ିଓ ଆମେ ଦେଖି ସାରିଲୁଣି, କାହିଁକି ଥାନାରେ ସିସିଟିଭି ନଥିଲା ସେଇଟା ପ୍ରଥମେ ଏ ହାରାମି ଡିସିପି କହୁ
@saratkumarpanda7007
@saratkumarpanda7007 2 ай бұрын
ଏ ବଦମାସ୍ IPS ଷ୍ଟାଇଲ ମାରି ରାକ୍ଷସ ତଳ କର୍ମଚାରୀଙ୍କୁ ଘଣ୍ଟ ଘୋଡୋଉଛି।
@kartikprusty4976
@kartikprusty4976 2 ай бұрын
DCP ଙ୍କୁ ତୁରନ୍ତ ଗିରଫ କରାଯାଉ
@kunmun9983
@kunmun9983 2 ай бұрын
This both DCP and cp involve in curruption.. Request to home department kindly transfer them
@ganeswarmahanta1254
@ganeswarmahanta1254 2 ай бұрын
ଏଗୁଡାକ ଫାଲତୁ କଥାରେ କାହିଁକି ମାତିଛ। ଓଡ଼ିଶା ପୋଲିସ୍ କିଛି କାମକୁ ନୁହେଁ।
@MGSBlogs4487
@MGSBlogs4487 2 ай бұрын
ପୋଲିସ ବିଭାଗ ହେଲେ ବାଂଲାଦେଶୀ ପଠାଣ
@debadatta4822
@debadatta4822 2 ай бұрын
ଡିସିପି କୁ ସସପେଣ୍ଡ କରାଯାଉ ତୁରନ୍ତ
@suryakantamohanty8276
@suryakantamohanty8276 2 ай бұрын
Army court ରେ case ହେଉ ଦେଖିବା bjd ପୋଲିସ୍ ର କାଢ କେତେ
@theLmannaturallife
@theLmannaturallife 2 ай бұрын
First fall DCP suspension order
@pravatasahoo1742
@pravatasahoo1742 2 ай бұрын
Dcp or cp to be arrested immediately
@Sunildas-zm6zh
@Sunildas-zm6zh 2 ай бұрын
ହଉ ଛାଡ ଏମିତିକା ଗୋଟେ ଝିଅ କହିଲା ବୋଲି କଣ ତା ବ୍ରା କାରି ଟା ଦେହକୁ ହାତ ମାରିବାକୁ ସାହାସ ଦେଲା କିଏ ବେ.... ଶୁଣ ଆମେ ବି ହିସାବ ପୂରଣ କରିବା ଜାଣୁଛୁ ଏତିକି ଖାଲି ଫରକ ତମେ ଖାକି ଆମେ ଶିବୁଲ ନହଲେ... ଆମେ ତମ ଗା......
@swarupdas275
@swarupdas275 2 ай бұрын
SUSPEND ALL CULPRITS POLICE OFFICIALS
@ranjankumarmohapatra1718
@ranjankumarmohapatra1718 2 ай бұрын
ଯେଉଁ ଅଫିସର ଗଣମାଧ୍ୟମ ଅାଗରେ ଦେଖଣାହାରୀ ଭଳି ବୟାନ ରଖୁଥିଲେ ସେ କାହାର ପ୍ରରୋଚନାରେ ଓ କାହିଁକି ମିଛ ବୟାନ ଦେଇଥିଲେ ତାର ତଦନ୍ତ ହେବା କଥା।
@padmini-cz3xt
@padmini-cz3xt 2 ай бұрын
Public ର ଅବସ୍ଥା କଣ ହେଉ ଥିବ ସେହି ଥାନାରେ
@Dilip666g
@Dilip666g 2 ай бұрын
Personal ଗୋଟିଏ ଥାନା ଖୋଲ ଓ ନ୍ଯାୟ ଦିଅ
@RahulNayak-ob3yb
@RahulNayak-ob3yb 2 ай бұрын
ସେଥିପାଇଁ ଗରିବ ଲୋକେ ଅଭିଯୋଗ କରିବାକୁ ଥାନାକୁ ଯିବାକୁ ଡରନ୍ତି
@ParameswarSingh-m1o
@ParameswarSingh-m1o 2 ай бұрын
DCP କୁ ମଧ୍ୟ୍ୟ ଭିସ୍କାର କରାଯାଉ ଡିସିପି ଗୋଟେ ଦଲାଲ ସାଜିଛି
@Jayasanta-m7s
@Jayasanta-m7s 2 ай бұрын
ଠିକ ନ୍ୟାୟ ନୋ ଦେଲେ ଆଇଆଇସି ର ମୁଣ୍ଡ ଗଡିବ, ଆର୍ମି ମାନେ ରାଗିଗଲେ ସେମାନେ ଗୁଳି ପୁଟାଇ ଯବାବ ଦିଅନ୍ତି, ଡରନ୍ତି ନି.
@kusumasahoo-tz3ib
@kusumasahoo-tz3ib 2 ай бұрын
ଦୁଃଖ ର କଥା ଯେଉଁ ଦେଶ ସେବକ ଙ୍କ ପାଇଁ ଆମେ ରାତିରେ ଶାନ୍ତି ରେ ଶୋଇ ପାରୁଛେ ସେମାନଙ୍କୁ ବି ଏ ପୋଲିସ୍ ଛାଡୁନି ମହିଳା ଅଫିସର ଥାଇଁ କି ବି ଆଉ ଜଣେ ମହିଳା ସୁରକ୍ଷିତ ନୁହେଁ ସେ ପୁଣି ଥାନାରେ ଗୁଣ୍ଡା ଓ ଏମାନଙ୍କ ମଧ୍ୟରେ ପ୍ରଭେଦ ହେଉଛି ଏମାନେ ପୋଲିସ୍ ପୋଷାକ ଧାରି ଗୁଣ୍ଡା
@RBbasudev75
@RBbasudev75 2 ай бұрын
Right katha
@hariharamishra3735
@hariharamishra3735 2 ай бұрын
Kichhi habanahi
@itsmebiswajit91roul37
@itsmebiswajit91roul37 2 ай бұрын
DCP sir You R Wrong 😢
@rudrakshyabhusansahu3379
@rudrakshyabhusansahu3379 2 ай бұрын
ଏପରି ବ୍ଯବହାର ପାଇଁ ସେ ଆଇ.ଆଇ.ସି କୁ ସବୁଦିନ ପାଇଁ ଚାକିରୀ ରୁ ବହିଷ୍କାର କରି ହାତରେ ହ୍ୟାଣ୍ଡକପ୍ ପକାଇ ଗିରଫ କରି ଝାଡ଼ପଡା ଜେଲ୍ କୁ ପଠାଯାଉ
@BanditaPatra-m9v
@BanditaPatra-m9v 2 ай бұрын
ଆଗ ଏଇ ପୋଲିସ୍ ବହିସ୍କାର କର
@sabitaprusty8035
@sabitaprusty8035 2 ай бұрын
ଅନ୍ୟାୟକୁ ଡି, ସି, ପି, ଙ୍କର ପ୍ରଶୟ ଛି। ଓଡ଼ିଶାରେ ସୁରକ୍ଷା ଆଶା ବୃଥା ।
@skraju9571
@skraju9571 2 ай бұрын
ଯଦି ପୁଲିସ୍ ବାଲା ଏମିତି କରିବେ ମହୀଳା ସୁରଖୀତ କେମିତି ରହିବେ ଆମ ଭାରତରେ ଜେତେ ଲୋକ ରାଖୀ ଆସ୍ ଅ‌ଛନ୍ତୀ ତାଙ୍କୁ ସମସ୍ତତଙ୍କ ଲୋକଙ୍କ ଆଗରେ କପଡା କାଡି କରି ପିଟି ବା କଥା ଆଉ ଫାସି ଦଣ୍ଡ ଦେବା ଦରକାର୍ ଆମ ଭାରତରେ କେହି ଆଉ ଏମିତି ବଲତ୍ କାର୍ କରିବାକୁ ସାହାସ୍ କରିପାରିବେନି
@hrushikeshbehera4645
@hrushikeshbehera4645 2 ай бұрын
Dcp lier he
@indiakefarmer1752
@indiakefarmer1752 2 ай бұрын
DCP is promoted is officer! Bharatpur is money 🤑 Bank of Odisha Police.
@arunsinha9089
@arunsinha9089 2 ай бұрын
କେତେ ଦିନ ଚାଲିବ crime branch ଇନଭେସ୍ଟିଗସନ. ଶୀଘ୍ର ଇନଭେସ୍ଟିଗସନ କରି ଦୀନକୃଷ୍ଣ କୁ arrest କରି ଚାକିରୀ ରୁ ପୁରା ବହିଷ୍କାର କରାଯାଉ. ସେ ଯେମିତି pension ପାଇବେ ନାହିଁ ସେ ଭଳି ଦଣ୍ଡ ଦିଆଯାଉ. ଏ ଟା ପୋଲିସ କୁ ସତର୍କ କରିବ. ଅନ୍ୟ iic ଙ୍କୁ ମଧ୍ୟ
@satya2456
@satya2456 2 ай бұрын
This DCP should ashamed of his comments...Odisha govt must take action against al these criminals including this DCP.
@prasantray5483
@prasantray5483 2 ай бұрын
Commissionerate police should be scrutinized.DCP must answer now.
@kamallochannayak9660
@kamallochannayak9660 2 ай бұрын
DCP Should be Suspended
@odiatechgyan605
@odiatechgyan605 2 ай бұрын
ତମେ ସବୁ ଅଯୋଗ୍ୟ ଡିସିପି
@ashokmajhi7887
@ashokmajhi7887 2 ай бұрын
This is completely sexual harassment. CP DCP should be in court.
@PadukumarPadu
@PadukumarPadu 2 ай бұрын
ସବୁ army ଏକାଠିହୁଅ police ku ଜବାବ ଦିଅ 🇮🇳🇮🇳🇮🇳
@sanjaybai829
@sanjaybai829 2 ай бұрын
ଏ ସଳା ଡିସିପି ସେ ମହିଳା ଆଇ ଆଇ ସି ସହିତ ଡାରେନାରେ ହୁଏ
@swapnadas8694
@swapnadas8694 2 ай бұрын
DCP Mastermind hai
@jayantakumarbehera1627
@jayantakumarbehera1627 2 ай бұрын
Maageha ଡିସିପି ନିଳମ୍ବିତ କରାଯାଉ
@Das-xk2cz
@Das-xk2cz 2 ай бұрын
BJD ଶାସନ ସମୟରେ ରେ 30 ବର୍ଷ ହେଲା ପୋଲିସ କୁ ପଇସା ଦେଇ ଏମିତି କରିବା କୁ BJD ସରକାର ଶିକ୍ଷାଇଛନ୍ତି
@bijayaharichandan1592
@bijayaharichandan1592 2 ай бұрын
ଏ ପୋଲିସ ଭାବି ଚିନ୍ତି କହୁଛି ମିଛୁଆଟା ଶଳା ଡିସିପି ଘଣ୍ଟ ଘୋଡାଉଛି
@harisankarparaset8460
@harisankarparaset8460 2 ай бұрын
ପୋଲିସ ନାରେ ଏମାନେ କଳଙ୍କ ଓଡିଶା ପାଇଁ
@sachhidanandamallick6433
@sachhidanandamallick6433 2 ай бұрын
ୟୋଗୀ ଶାସନ ଦରକାର ଓଡିଶା ରେ
@AtasikumarDash
@AtasikumarDash 2 ай бұрын
ଏମାନେ ନିଜ ଷ୍ଟାଫ୍ ଙ୍କୁ ବଞ୍ଚାଇବା ପାଇଁ କେତେ ତଳକୁ ଖସି ଯାଇପାରନ୍ତି ତାହାର ଏ ନମୁନା
@PratapDas-n2x
@PratapDas-n2x 2 ай бұрын
ଏଇଠି ଧରା ପଡିଲା ସଳା ଜୀବ କୋଉଠି କୁ ଛେଳି ମେ ମେ ଭୋ ଲି କଣ କଟୁରି ମେ ମେ ଅଖା ଧୁଅରେ ଛୋଡିପୁଅ
@abakash8271
@abakash8271 2 ай бұрын
DCP should be dismissed from service immediately.
@prasant6357
@prasant6357 2 ай бұрын
Dcp face saving karuchi Nagaland ku transfer kara
@gyanendrakumardas6221
@gyanendrakumardas6221 2 ай бұрын
Mam you are absolute right.
@ajayamuduli7762
@ajayamuduli7762 2 ай бұрын
What action for DCP for lieing
@rabinarayanapraharaj4477
@rabinarayanapraharaj4477 2 ай бұрын
Police diparpent ଆଉ ରହିବା ଦରକାର୍ ନାହିଁ
@RameshwarNaik-x2w
@RameshwarNaik-x2w 2 ай бұрын
CCTV ଚେକ୍ କର ଯାହାର ଭୁଲ direct ଫାଶୀ ଦେଇଦିଅ
@santoshdas7048
@santoshdas7048 2 ай бұрын
ଏବେ ପୋଲିସ ହଉଚି ସାଙ୍ଘାତିକ ଅପରାଧୀ. ଏ ଦିନକୃଷ୍ଣ ବାବୁ ଏକା ନୁହନ୍ତି ଏମିତି ବହୁତ ଅପରାଧୀ ପୋଲିସ ବେଶ ରେ ବିଭିନ୍ନ ଥାନା ରେ ଅଛନ୍ତି। ପୋଲିସ ବିରୁଦ୍ଧ ରେ କିଛି କଠୋର ଆଇନ ନିଶ୍ଚୟ ଆସିବା ଦରକାର।
@rudranarayanmohanty6129
@rudranarayanmohanty6129 2 ай бұрын
ଯେଉଁ ମେଡ଼ିକାଲ ଅଫିସର ପୋଲିସ ଷ୍ଟେସନ ରୁ ମେଡିକାଲ କୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବେ , ସେ କଣ ମହିଳା ଙ୍କ ର ଗୁରୁତର ଅବସ୍ଥା ଦେଖି ନ ଥିଲେ କି ! କେମିତି ଗୁରୁତର ଆଘାତ ପାଇଥିବା ମହିଳା ଙ୍କୁ ଜେଲ ପଠେଇଦେଲେ ସେ ଡାକ୍ତର ନା ଜହ୍ଲାଦ, ତାଙ୍କୁ ଜେରା କରାଯାଇଛି କି ନାହିଁ , ସେ ଦୁଷ୍ଟ ଡାକ୍ତର ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ
@kailashchandrajena8405
@kailashchandrajena8405 2 ай бұрын
Se doctor ku paisa dei kina jaichhi...yeguda Manish nuhanti...dhik tumar path padha, dhik tumar chakiri,sanskar...nich lokagudank pain nyay miliparuni.Dcp,doctor birudhare action niyajau.
@Matruprasd
@Matruprasd 2 ай бұрын
DCP କୁ ତୁରନ୍ତ ନିଲମ୍ବିତ କରାଯାଉ
@satyaranjanmahana5056
@satyaranjanmahana5056 2 ай бұрын
ଧର୍ମ ଶହିବ ତ ଡିସିପି ବାବୁ
@sarojmohanta5167
@sarojmohanta5167 2 ай бұрын
ଆଗ ସେ ସଳା ଯିଏ ଝୀଅକୁ ଭଲ ଅଛି କହି ହାଜତ ପଠାଇଛି ସେ ସଳା ଡାକ୍ତରକୁ ଆରେଷ୍ଟ କର କାହା ଚାପରେ ଡାକ୍ତର
@abhijitmohanty8284
@abhijitmohanty8284 2 ай бұрын
Ae DCP kun change karantu,bbsr crime ra ସୀମା ଟପି ଗଲାଣି,ପୋଲିସ କେମିତି ଲୋକ କୁଂ ବେବହାର କରନ୍ତି ,ଓଡ଼ିଶା ବାସୀ ଜାଣିଛନ୍ତି
@krutibashmishra81
@krutibashmishra81 Ай бұрын
ଧନ୍ୟବାଦ୍ ଭଉଣି । ଜମାରୁ ନିଜ ସନ୍ମାନ ରୁ ହଟନି । କେବଳ ଓଡିଶା ନୁହେଁ ସାରା ଦେସ ଏଇ କେସ୍ ରେ ଆଜି ବଦନାମ୍ ହବାକୁ ଜାଉଥିବା ବେଳେ ,ଭୁବନେଶ୍ୱର ଏମ୍ପି ର ଦେଖା ନାହିଁ । ସେପଟେ ଫୁଟାଣିଆ ଉପ ମୁଖ୍ୟମନ୍ତ୍ରି ପିଡିତା ଘରକୁ ଜାଇ ମୁଲଚାଲ କରି ଘଟଣାକୁ ଚାପି ଦବାର ଚେସ୍ଟା କରିଚି ।
@swarnamohanty3121
@swarnamohanty3121 2 ай бұрын
CBI inquiry heu .
@narottammallik2660
@narottammallik2660 2 ай бұрын
DCP sir ଭାବି ଭାଇ କହୁଚି ଯେମିତି tongue slip 😛😛😛 ନ କରି ଯାଉ 😂😂😂
@rkkiskucreation3848
@rkkiskucreation3848 2 ай бұрын
ବର୍ତ୍ତମାନର ମୁଖ୍ୟ ମନ୍ତ୍ରୀ ମୋହନ ବାବୁ ମଧ୍ୟ ଅତୀତରେ ଅଙ୍ଗେ ନିଭାଇଛନ୍ତି। ତେବେ ପୋଲିସ କୁ କି ବିଶ୍ୱାସ ।
МЕНЯ УКУСИЛ ПАУК #shorts
00:23
Паша Осадчий
Рет қаралды 4,9 МЛН
Walking on LEGO Be Like... #shorts #mingweirocks
00:41
mingweirocks
Рет қаралды 8 МЛН