Prayagraj Maha Kumbh Melaରେ ବୁଡ଼ ବେଳେ କ’ଣ ଘଟିଥିଲା କହିଲେ Sura Routray, Odisha Congress

  Рет қаралды 5,045

Mobile News 24x7

Mobile News 24x7

Күн бұрын

#SuraRoutray #Congress #congressnews #congressparty #congressvsbjp #congressleader #odishacongress #NarendraModi #MohanCharanMajhi #odishabjp #bharatiyajanataparty #bjpodisha #rayagraj #MahaKumbhMela
Prayagraj Maha Kumbh Melaରେ ବୁଡ଼ ବେଳେ କ’ଣ ଘଟିଥିଲା କହିଲେ Sura Routray, Odisha Congress
Mobile News 24×7 is a News Portal based out of Bhubaneswar, Odisha. It publishes true and unbiased news without any fear and gives an insight into all recent events and updates. Our Bureau includes Writers, Reporters and Stringers from across the country. We write analytical and evidence based stories along with the news updates.
Join Our WhatsApp Group: chat.whatsapp....
For the latest Odisha News Follow us:
Visit US: odia.mobilenew...
KZbin: / mobilenews24x7
Facebook: / mobilenews24x7odia
Twitter: / 24x7odia
Pinterest: / mobilenews24x7
#MobileNews24x7 #TrendingNews #MobileNews #LatestNews #BreakingNews #OdiaNews #Odia24x7

Пікірлер: 8
@satyabrataparida1925
@satyabrataparida1925 Күн бұрын
ସୁର ଭାଇ ଆମ ଯାଜପୁର ରେ ଵୈତରଣୀ ରେ ବାରୁଣୀ ସ୍ନାନ ହୁଏ ।ସେଠାରେ ସେମିତି ବ୍ୟବସ୍ଥା କରିବାପାଇଁ ସରକାର କୁ କୁହନ୍ତୁ ।
@PurnimaRaniMishra-r5z
@PurnimaRaniMishra-r5z Күн бұрын
ଯେତେବେଳେ ସୁର ରାଉତରାୟ ଙ୍କୁ ବିଜେପି ଦଳ ତେଲମାଲିସ୍ କରି ଖୁସୀ କରାଉଛି, ସେତେବେଳେ ଏହି ବିଜେପି ସରକାର ଯୋଗୀ /ମୋଦୀ ଇତ୍ୟାଦି ସବୁ ସୁର ଅଙ୍କଲ୍ ଙ୍କୁ ଗୋଟାପଣେ ନିର୍ଲୋଭ (କ୍ଷମତା ଲୋଭୀ ଆଦୌ ନୁହଁନ୍ତି) ସ୍ୱଚ୍ଛ ନେତା ଭଳି ଦିଶୁଛନ୍ତି। ଯେବେ ସୁର ଅଙ୍କଲ୍ ଙ୍କ ର ସ୍ୱାର୍ଥ ପୂରଣ ଏହି ବିଜେପି ଦଳ କରି ପାରୁନାହାନ୍ତି, ସେବେ ସୁର ଅଙ୍କଲ୍ ରାଗି କରି ଗର୍ଜନ କରି ବୋବାଉଛନ୍ତି। ବାଃ ବାଃ ବାଃ ବଢିଆ ଏହି ରାଜନୀତି। ଲୋକେ ଏଠି ଭକୁଆ ବୋକା, ଅତ୍ୟଧିକ ମହଙ୍ଗା ସବୁ ସାମଗ୍ରୀ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଖାଦ୍ୟ ଠାରୁ ଆରମ୍ଭ କରି ସବୁ କିଛି। ସୁର ଅଙ୍କଲ୍ ଲୋକ ଙ୍କ ପାଇଁ ଲଢେଇ କରୁନାହାଁନ୍ତି, ନିଜ ସ୍ୱାର୍ଥ ପୂରଣ ହେଲା ପରେ ଲୋକଙ୍କ ଅନାବନା ସ୍ୱାର୍ଥ ଭାସିଯାଆ!!!
@haraprasadmahanta4657
@haraprasadmahanta4657 Күн бұрын
ସୁର‌ ଏବେ ଯୋଗୀ ଓ ଗୁଜରାଟର ମୂଖ୍ୟମନ୍ତ୍ରୀ ସ୍ତ୍ରୀ ତାରିଫ କରିବା ତାଙ୍କର କର୍ମ ଗୁଣ ଗାନ କରିଛନ୍ତି
@Braja-p2y
@Braja-p2y Күн бұрын
BJP ରେ କେବେ ମିଶିବେ 😂
@AshokBarik-w1w
@AshokBarik-w1w Күн бұрын
Dhanyavaad baad sura aja😊
@SAMIMOHAPATRA
@SAMIMOHAPATRA Күн бұрын
Ae magia gapibaku jaithila
Кого Первым ИСКЛЮЧАТ из ШКОЛЫ !
25:03
The perfect snowball 😳❄️ (via @vidough/TT)
00:31
SportsNation
Рет қаралды 77 МЛН
Кровавый лидер #сталин #китай #мао
00:55
Послезавтра
Рет қаралды 3,5 МЛН
Кого Первым ИСКЛЮЧАТ из ШКОЛЫ !
25:03