KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ମାଳିକା ବଚନ 24 ଅଙ୍କରୁ 30 ଅଙ୍କ ଭିତରେ କଣସବୁ ଲୀଳା ଚହଟିବ | ମାଳିକା ଗୁପ୍ତ ପୀଠ | Nahana | @AamaGreatOdisha
30:07
purna brahma jahaku kahi adheka andira adheka mai#Ep-3#bipinibiharisamal@swarnakhetratv
25:54
To Brawl AND BEYOND!
00:51
My scorpion was taken away from me 😢
00:55
🎄✨ Puff is saving Christmas again with his incredible baking skills! #PuffTheBaker #thatlittlepuff
00:42
“Don’t stop the chances.”
00:44
ଗୁରୁଙ୍କୁ ମାରିଲେ ବୈକୁଣ୍ଠେ ବାସ, ଗଙ୍ଗା ସ୍ନାନ କଲେ ବଉଁଶ ନାଶ | ବଳରାମ ଦାସଙ୍କ ଅପଢା ପାଠ |
Рет қаралды 181,636
Facebook
Twitter
Жүктеу
1
Жазылу 28 М.
Aama Great Odisha
Күн бұрын
Пікірлер: 194
@kumaranantasir8290
Ай бұрын
ବ୍ରହ୍ମ କୁ ବୁଝିବା ଏତେ ସହଜ କଥା ନୁହେଁ, ସଠିକ ଗୁରୁ ଙ୍କ ଆଶୀର୍ବାଦ ହେଲେ ହିଁ ଆମେ ପାଇ ପାରିବା. ଜୟ ଜଗନ୍ନାଥ ସ୍ୱାମୀ
@tapaskumarbhuyan-w9f
Ай бұрын
@@kumaranantasir8290 Premananda maharaj ji ka satsanga suna karia
@surathachandrajena9514
Ай бұрын
ଗୁରୁଘର ପାଠ ଆପଣା ପାଠ।ଅନୁଭବୀ ଜ୍ଞାନ। ଉପଯୁକ୍ତ ଗୁରୁ ପାଖରୁ କରିବ ସଂନ୍ଧାନ ।।ମୁର୍ଖ ଆଗେ ନ କହିବ ଏ ଅଭେଦ ଜ୍ଞାନ। ଦାଣ୍ଡେ ବଖାଣିଲେ ଜ୍ଞାନ ହେବ ଅନ୍ତର୍ଦ୍ଧାନ।।🎉❤🎉❤🎉
@biswanathsahoo3908
2 ай бұрын
ଯେଉ ଶବ୍ଦ ର ଅର୍ଥ ବୁଝାଇ ପାରୁନାହାନ୍ତି ତାହା କାହିଁକି ପ୍ରକାଶ କରୁଛନ୍ତି,ଯଦି ଅନୁଭବ ଅଛି ,ଜନ କୈ ଲ୍ୟା ନ କାମରେ ଲାଗିବ କିମ୍ବା ଭକ୍ତଙ୍କୁ ବୁଝିବାକୁ ସହଜ ହେବା ତେବେ ପ୍ରକାଶ କରିବାକୁ ଅନୁରୋଧ
@JayadrathaBehera-u6i
2 ай бұрын
@@biswanathsahoo3908 ଜୟ ଜୟ ଜଗନ୍ନାଥ🙏🙏🙏
@jagadishchandradas8120
2 ай бұрын
ଯଦି ଆପଣ ବଳରାମ ଦାସଙ୍କ ଭାଷାକୁ ନିଜେ ବୁଝିପାରୁ ନାହାନ୍ତି ତେବେ କାହିଁକି ଏ କଥା ଇଲେକ୍ଟ୍ରୋନିକ ଗଣମାଧ୍ୟମର କହୁଛ। ଏ ସବୁ ବନ୍ଦ କର।
@surendranathbehera1442
2 ай бұрын
ଏ ସବୁ ବାଣୀ ବହୁ ଆଗରୁ ବହୁ ଲୋକ ଜାଣିଛନ୍ତି। ଯଦି ଏହାର ଅର୍ଥ ବୁଝାଇବାକୁ ଅସମର୍ଥ ତେବେ କାହିଁକି ଆମମାନଙ୍କୁ ଶୁଣାଉଛନ୍ତି ? ବୁଝାଇବାରେ ଅକ୍ଷମ ହେଲେ କହୁଛନ୍ତି ଏହାକୁ ଗୁପ୍ତ ରଖାଯିବ। କାହିଁକି ଏ ପ୍ରହସନ ଚାଲିଛି ?
@incarnationofjoy3290
Ай бұрын
ଜୟ ଜଗନ୍ନାଥ, ଏହି ବାବା ଙ୍କ ପୁରା ଠିକଣା ଓ ନମ୍ୱର୍ ଟିକେ ଦିଅନ୍ତୁ । ଟିକେ ଦର୍ଶନ ଓ ସତସଙ୍ଗ କରିବା ପାଇଁ ଯାଇଥାନ୍ତି । ଏହି ସାଧୁ ବାବା କଣ ଲୋକଙ୍କ ସମସ୍ୟା ର ସମାଧାନ ର ଉପାୟ କିମ୍ବା ପ୍ରତିକାର କହୁଛନ୍ତି କି ? ଲୋକଙ୍କ ଅତୀତ,ଭବିଷ୍ୟତ କଥା କହୁଛନ୍ତି କି?
@AamaGreatOdisha
Ай бұрын
ଭିଡିଓ ଦେଖନ୍ତୁ ଜାଣିପାରିବେ ଠିକଣା 🙏🏻
@incarnationofjoy3290
Ай бұрын
@@AamaGreatOdisha Raghunathpur(Paradeep road) ରୁ କେତେ k.m?କୋଉ ଗ୍ରାମ/ସାହି ? ଏହି ସାଧୁ ବାବା କଣ ଲୋକଙ୍କ ସମସ୍ୟା ର ସମାଧାନ ର ଉପାୟ କିମ୍ବା ପ୍ରତିକାର କହୁଛନ୍ତି କି ? ଧ୍ୟାନ କରି ଲୋକଙ୍କ ଅତୀତ,ଭବିଷ୍ୟତ କଥା କହୁଛନ୍ତି କହିପାରୁଛନ୍ତି କି?
@nmartbbsr
Ай бұрын
haribol mote jete maathibu maath
@debabratamohanty4926
2 ай бұрын
ଜୟ ଅଚ୍ୟୁତ , ଜୟ ଅନନ୍ତ, ଜୟ ଯଶୋବନ୍ତ, ଜୟ ଜଗନ୍ନାଥ, ଜୟ ବଳରାମ ମହାପୁରୁଷଙ୍କୁ ଅନେକ ଅନେକ 🙏🙏🙏ବହୁତ୍ ଭଲ ଲାଗିଲା, ଗୁରୁଙ୍କର ନାମ କଣ ପଚରି ଥିଲେ ଆହୁରି ଭଲ ହୋଇଥାନ୍ତା. ପରିଶେଷରେ ସତ୍ୟର/ଧର୍ମର ଜୟ ହେଉ, ଅସତ୍ୟର ପରାଯଏ ହେଉ. ହେଉ.
@AamaGreatOdisha
2 ай бұрын
🙏🏻🙏🏻🙏🏻
@surathachandrajena9514
Ай бұрын
ମୁର୍ଖ ଙ୍କୁ ବଖାଣିବା ଜ୍ଞାନ। ବାଲିରେ ପରିସ୍ରା ସମାନ ।। ବିଶ୍ୱାସ ନ କରନ୍ତି ସେହି। ବ୍ୟଙ୍ଗ କରନ୍ତି ଗର୍ବ ବହି ।। ଅକ୍ଷର ଅର୍ଥ ନ ଜାଣନ୍ତି। କ୍ଷର ସ୍ରୋତରେ ଭାସିଥାନ୍ତି ।। ଗୁରୁଙ୍କୁ ମଣନ୍ତି ସେ ଗୋରୁ। ଛାତ୍ର ଛତରା ପ୍ରାୟ ଗରୁ ।। କାହୁଁ ପାଇବେ ଗୁରୁ ଜ୍ଞାନ । ଗୁରୁ ଶବଦ ଅନ୍ତର୍ଦ୍ଧାନ ।।😮 ମହିମା ଅଲେଖ ନିରଞ୍ଜନ
@PrasannaMansingh
Ай бұрын
ଏତେ ସହଜରେ ପାଇବନି ହାଟ ମଝିରେ ବ୍ରହ୍ମ ଗ୍ୟାନ କିଏ ତୁମକୁ କହିବ🙏🙏🙏
@sushantasanabada9019
15 күн бұрын
Harebool 🙏🙏🙏
@SUDARSABEHERA-x1o
2 ай бұрын
ଯିଏ ଗୁରୁ କରିଛନ୍ତି ଏ ସଂପର୍କରେ ଜାଣିପାରିବେ । ଗୁରୁ କହିଲେ ତାହା ଜାଣି ନହେଲେ ଭ୍ରମୁଁ ଥାଇ ପ୍ରାଣୀ । ଯେଉଁମାନେ ହାସ୍ୟାପଦ କରୁଛନ୍ତି ଠିକ ନୁହେଁ । ବାବା କିଛି ବୁଝେଇ ପାରୁନାହାନ୍ତି |ଏମିତି ପଦ ଦେବ କହି ପଦକେ ନିସ୍ତରୀ ବି ମୁଁହିଁ। ଗୁରୁ ମୁଖୀ ହୁଅନ୍ତୁ ସଂସାରୁ ତରି ଯାଆନ୍ତୁ
@AamaGreatOdisha
2 ай бұрын
🙏🏻
@debiprasadmishra2699
2 ай бұрын
ବାବାଜୀ ମହାଶୟ, ବିନୀତ ଅନୁରୋଧ। ମହାପୁରୁଷ ଙ୍କ ଯେଉଁ ରତନା ସାଧାରଣ ବିଚାରରେ ଅସଙ୍ଗତ/ ଅଶ୍ଳୀଳ ଲାଗେ ମାତ୍ର ଅର୍ଥ ତାତ୍ତ୍ୱିକ ଓ କେବଳ ସାଧକ ଶିଶ୍ଯମାନଙ୍କୁ ପ୍ରାପ୍ତ,ସେହି ଭଳି ରଚନା ସବୁର ରଟନା କରନ୍ତୁନି। ଖୁଡୀକୁ ହରିବା ର କି ଅର୍ଥ ଅାପଣ କଲେ ବୁଝିପାରିଲିନି । ୧୦୦ ରେ ୯୯ ଲୋକ ବି ବୁଝିପାରୁନଥିବେ। ଭକ୍ତ ନହେଲେବି ଆମେ ସନାତନ ସଂସ୍କାର ର ପରିବେଶରେ ବଢିଛୁ। ତେଣୁ ' ଗୁରୁକୁ ମାରିବୁ' ଇତ୍ଯାଦି ବାକ୍ଯ ପସନ୍ଦ କରିପାରୁନୁ। ଯଦି କେହି ପ୍ରକାଶ୍ଯ ଅର୍ଥରେ ବୁଝେ,ତେବେ ଜାଣନ୍ତୁ ଗୁରୁଙ୍କ ଭାଗ୍ଯରେ ତିରସ୍କାର ଲେଖା।
@tbmund.learning2441
2 ай бұрын
@@debiprasadmishra2699 aeta lokanku asadpathare neba ...apana thik
@ସତସଙ୍ଗହିଁଜୀବନ
Ай бұрын
ଜୟ ମା ଶାରଳା କିଏ କଲା ଏମିତି ହାତ ବାଜିଗଲେ ଛୁଆଁ ହେଲା କେମିତି, ବାଟରେ ଘାଟରେ ଯେଵେ ହୁଅଇ ଧକା ଡଙ୍ଗାରେ ତ ଛୁଆଁ ନାହିଁ ହୋଇଛି ଲେଖା ପିମ୍ପୁଡ଼ି ଅଟକି ଗଳି ଯାଉଛି ହାତୀ, କିଏ କଲା ଏମିତି ...... ବାରିକ ଖଞ୍ଜା ହୋଇଛି ପାଦ ତଳକୁ ବାରିକାଣୀ ପାଣି ଦିଏ ରୋଷ ଶାଳାକୁ, ବାରିକାଣୀ ପୂଜା କରେ ଗ୍ରାମ ଦେବତୀ, କିଏ କଲା ଏମିତି......... କେଉଟ ଛୁଇଁଲେ ପାଣି ହୁଅଇ ମାରା କେଉଟୁଣୀ ଚୁଡାକୁଟେ ଖାଆନ୍ତି ସାରା ଦିଅଁ ଦେଉଳରେ ନେଇ ପୂଜା କରନ୍ତି, କିଏ କଲା ଏମିତି......... ମୃଦଙ୍ଗ ଛାଉଣୀ ହାଡି ଚମଡା ଦେଖ ହାଡି ହାତରେ କିରଣ କଲା ଦି ପାଖ ଖୋଳ ପୂଜା ପାଏ ହାଡି ଅଛବ ଜାତି, କିଏ କଲା ଏମିତି......... ଗୁରୁ କୃପା ଥିଲେ ଅପଢା କୁ ପଢିବ ତତ୍ତ୍ୱ ଜ୍ଞାନ ବୁଝି ଭଵ ସିନ୍ଧୁ ତରିବ ସକଳ ଘଟରେ ଯିଏ କରେ ବସତି, କିଏ କଲା ଏମିତି......... ବୁଦ୍ଧିଆ ହୋଇଥିଲେ ଵୁଦ୍ଧି ହୋଇବ ବ୍ରାହ୍ମଣ କଥାକୁ ଦିନେ ପ୍ରତେ ନ ଯିବ ଏଥିଲାଗି ବଳରାମ ଦାସ ଲେଖନ୍ତି, କିଏ କଲା ଏମିତି....... ଭକ୍ତ କବି ବଳରାମ ଦାସଙ୍କ କୃତ,
@AamaGreatOdisha
Ай бұрын
🙏🏻🙏🏻🙏🏻
@rajlaxmipatro4370
Ай бұрын
Dhanyawad prabhuuu 🙏 bahut sundar katha kahile
@AamaGreatOdisha
Ай бұрын
🙏
@subhenupalai7296
2 ай бұрын
ଏ ଅପଢା ପାଠ କୁ କିଏ ବା ବୁଝିବ!ଅର୍ଥାତ କଳିଯୁଗରେ ଏ ସବୁ ଘଟିବ।ଏହାର ଅର୍ଥ ସମସ୍ତେ ଅନ୍ଧ ଅପଢା ପାଠ ତତ୍ତ୍ୱ ପାଠ ପଢିଲେ ତ ବୁଝିପାରିବ।ମୁଁ ଯାହା ବୁଝିଛି, ମାଆ କୁ ମାରିବୁ, ଖୁଡିକୁ ହରିବୁ,, ଭାଇ ବୋଉ ସଗେଂ ପିରତୀ କରିବୁ।।ଏହାର ଅର୍ଥ କୁ ନ ବୁଝି ମାଆକୁ ମାରି ଖୁଡିକୁ ହରନ୍ତି, ଭାଇ ବୋଉ ସଗେଂ ପିରତୀ କରନ୍ତି।ଯାହାକି ଅର୍ଥ ନ ବୁଝି ପାପ କରିବା ପାଇଁ ପଛାନ୍ତି ନାହିଁ।କଳିରେ ମାୟାରେ ଛନ୍ଦି ହୋଇ ଯିବେ।ଯେ ବୁଝିଲା ସେ ତରି ଯିବ।ତେଣୁ ମହାପୁରୁଷ ବଳରାମ ଦାସ ଗୁପ୍ତରେ ରଖିଛନ୍ତି।ଜୟ ଜୟ ଜଗନ୍ନାଥ ସ୍ୱାମୀ।।
@AamaGreatOdisha
2 ай бұрын
@@subhenupalai7296 🙏🏻
@MILANNAIK-yp9yv
Ай бұрын
Right
@AlakaSingh-vg6ol
Ай бұрын
Jay jagannath 🎉🎉🎉🎉🎉
@sanjayakumarnayak1125
Ай бұрын
ବହୁତ ବହୁତ ଧନ୍ୟବାଦ. 🙏🙏🙏
@sunilmallick715
Ай бұрын
ବାବା ଜୟ ଶ୍ରୀ ରାମ
@birakishorenayak1690
Ай бұрын
ଶ୍ରୀ ପଞ୍ଚସଖା ଶରଣମ୍ 🙏
@dilipkumarpalei4838
Ай бұрын
Mind blowing ❤❤❤
@sudamcharansahu7909
Ай бұрын
ଆପଣଙ୍କୁ ବହୁତ ଧନ୍ୟଵାଦ
@AamaGreatOdisha
Ай бұрын
🙏🏻
@SharatchandraDas-sp6mg
Ай бұрын
ଜୟ ଅଚ୍ୟୁତ
@jitendrabhola2995
2 ай бұрын
Jay jagannath🙏🙏🙏
@AamaGreatOdisha
2 ай бұрын
🙏🏻
@SasamitaSassmita
2 ай бұрын
Jay Jagannath 🙏🙏🙏
@AamaGreatOdisha
2 ай бұрын
🙏
@gautamswain5107
Ай бұрын
Jay shree pancsakh🙏🙏🙏🙏🙏 jai shree jagannath swami ki jai 🙏🙏🙏🙏🙏
@gopibehera7206
Ай бұрын
Om sri guru 🙏🙏🙏
@karunakarsamal1096
29 күн бұрын
ପଞ୍ଚସଖା ଙ୍କ ଲେଖା ରେ ଗୋଟିଏ ସମାନତା ହେଉଛି ସମସ୍ତେ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ କୁ ଗଭୀର ଅନୁଧ୍ୟାନ ଅନୁଶୀଳନ କରି ପୋଥି ରଚନା କରିଛନ୍ତି..... ଏବଂ ସମସ୍ତ ପଞ୍ଚସଖା ନିଜ ନିଜ ଲେଖା ମାଧ୍ୟମ ରେ ବ୍ରାହ୍ମଣବାଦ ଓ ଜାତିବାଦ କୁ ଘୋର ବିରୋଧ କରିଛନ୍ତି ଅର୍ଥାତ ସେମାନେ କଦାପି ହିଂଦୁଵାଦୀ ନଥିଲେ ବରଂ ବିଦ୍ରୋହୀ ବିପ୍ଲବୀ ଓ ସମାଜ ସଂସ୍କାରକ ଥିଲେ !
@sanjuktabhuyan6507
2 ай бұрын
Jay Jagannath, Jay Shree Mahapurusha Panchasakha nka Charanare Ananta koti pranam 🙏🙏🙏🙏🙏❤️💐❤️💐❤️💐❤
@AamaGreatOdisha
2 ай бұрын
🙏🏻
@Sksarajsagar
2 ай бұрын
ଗୁପତଗୁପତ ଅତି ଗୁପତସେହେଉଛି ନାମ ବ୍ରହ୍ମ,ଏକାକ୍ଷର,ଧାରା,ତ୍ରିସଂ ନ୍ଧ୍ୟା
@AamaGreatOdisha
2 ай бұрын
🙏🏻
@anilpatra3835
2 ай бұрын
ଆଛା ବାବା ଆପଣ କହିଲେ ଦେଖି ଆଗ ପ୍ରଭୁ ଜଗନ୍ନାଥ ନା ତୁମ ଗୁରୁ ବଳରାମ ଏହାର ଉତ୍ତର ଦିୟ ଯଦି ୟାର ଉତ୍ତର ଜାଣି ନାହାନ୍ତି ତାହେଲେ କିଛି ବି କୁହନ୍ତୁ ନି କାରଣ ପ୍ରଭୁ ଙ୍କ ପାଖରେ ସବୁ ସମାନ ପ୍ରଭୁ ସମସ୍ତ ଙ୍କୁ ସମାନ ଦୃଷ୍ଟି ରେ ଦେଖନ୍ତି ସୃଷ୍ଟି କରିଛନ୍ତି ଜଣେ ନାରୀ ଆଉ ଜଣେ ପୁରୁଷ ଆଉ ଗୋଟେ ଜାତି ହେଲା ନୁହେଁ ନାରୀ କି ପୁରୁଷ ସେ ସବୁ ଆଡୁ ଅଧା... ମେଘ ନାଦ ପାଚେରୀ ଭିତରେ ପଶିଗଲେ ସବୁ ମଣିଷ ଜାତି ସମାନ ସେ ଜାଗାରେ କେହିବି ସାନ ବଡ଼ କେହିବି ନାହାନ୍ତି ସବୁ ସମାନ ତୁମେମାନେ କଣ ଆମ ପ୍ରିୟ ପ୍ରଭୁ ଜଗନ୍ନାଥ ଠାରୁ ଏତେ ବଡ଼ ବିଚାର ପତି ତୁମେ ମାନେ ସବୁ ପାପ ପୂନ୍ୟ ର ବିଚାର କରିବ ତୁମ ମାନଙ୍କୁ ଏସବୁ ଅଧିକାର ଦେଲା କିଏ ପ୍ଲିଜ଼ ବାବା ପ୍ଲିଜ଼ ଏସବୁ ପ୍ରଚାର ବନ୍ଦ କର ଏବେ ଏତିକି ଶିକ୍ଷା ଦିୟ ସମସ୍ତେ ପ୍ରଭୁ ଜୟ ଜଗନ୍ନାଥ ପାଖରେ ସାରନାପର୍ଣ ହୁଅନ୍ତୁ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
@AamaGreatOdisha
2 ай бұрын
🙏🏻
@GopasundarSamarth
2 ай бұрын
ଭଗବାନଙ୍କ ଗୁପ୍ତ ବାଣୀ ପ୍ରଚାର ନ ହେଲେ ଭକ୍ତ ତରିବେ କିପରି? 🙏🕉️🙏
@AamaGreatOdisha
2 ай бұрын
🙏🏻
@ranjankumarpatra2284
2 ай бұрын
ଏ ଯୁଗ ପରା କଳିଯୁଗ ଯାହାକୁ ଆହା କରିବ ଖାଇବାକୁ ଦେଇ ବଞ୍ଚାଇବ ସେ ତୁମର ପରମ ଶତ୍ରୁ ହେବ ଆଉ ନିନ୍ଦା ଶୁଣିବ କଳିଯୁଗ ଖାଲି ନୁହେଁ. ଦ୍ୱାପରରେ ମଧ୍ୟ ବେଇମାନି ଭାଇ ରହି ଆସିଛନ୍ତି , ଆପଣ କହୁଛନ୍ତି ଭାଇ ସାଙ୍ଗରେ ହାତ ମିଳାଇବ ମାନେ ବିପଦକୁ ନିମନ୍ତ୍ରଣ କରିବ, ଏହା ମୋ ଅନୁଭୂତିରୁ କମେଣ୍ଟ ଦେଲି , ଯେଉଁ ଭାଇ ଭାଇକୁ ଭରଣ ପୋଷଣ କଲା ସେ ତାର ଦୁଃଖକୁ ଡାକି ଆଣିଲା , ଜୟ ଜଗନ୍ନାଥ 🙏🙏🙏🙏🙏
@AamaGreatOdisha
2 ай бұрын
🙏🏻
@radhashyamdas5941
Ай бұрын
ଏହାଅଥର୍ଥଯଦିପରିପପ୍ରକାଶନକରିଵେତାହେଲେଏଭଳିଜିନିଷଲୋକଲୁଚନକୁଆଣନ୍ତୁନାହି ଜୟଜଗନ୍ନାଥସସ୍ଵାମୀ
@SanjayDas-stkpd
2 ай бұрын
ମୋ ପାଖକୁ ଆସ ଶୂନ୍ୟ ଭଜନ କରୀକି ଦେଖେଇ ବି
@AamaGreatOdisha
2 ай бұрын
ହଉ
@suryasadhika4157
2 ай бұрын
ତମେ କୋଉଠି ରହୁଛ ଠିକଣା ଦେଲେ ଫୋନ ନମ୍ବର ଦେଲେ କିଏ ଯିବ ।
@adumallick2027
Ай бұрын
ଗୁରୁ ଏବଂ ଗଂଗା ର ଅର୍ଥ କଣ କହୁନ କାହିଁକି ନ କହିବା ଅର୍ଥ ପାଗଳାମି
@Charansabar-wv9hc
2 ай бұрын
Prabhu kotipranam gurudev dhanyabad
@AamaGreatOdisha
2 ай бұрын
🙏🏻
@biswabhusanrath2814
2 ай бұрын
ଜୟ ମା ବିଲ ମଙ୍ଗଳା l 🙏 Jay Jagannath. 🙏
@AamaGreatOdisha
2 ай бұрын
🙏🏻
@NabaNayak-rv8xk
20 күн бұрын
ଆପଣ ଭୂଲବୁଝାଇଲେ
@satyanarayandas5807
Ай бұрын
good video sir
@niranj578
Ай бұрын
ସୁନ୍ଦର ଉପସ୍ଥାପନା ପ୍ରଣାମ ଗୁରୁଜୀ ଜୟ ଜଗନ୍ନାଥ
@AamaGreatOdisha
Ай бұрын
🙏🏻
@satyajitsahoo6774
2 ай бұрын
ପ୍ରଭୁଙ୍କ ଇଚ୍ଛା ସବୁବେଳେ sat ଲୋକଙ୍କ ପରିତ୍ରାଣ କରିବା,ତେଣୁ ଆପଣ ଗୁପ୍ତ Katha ପ୍ରକାଶ କଲେ ଲୋକଙ୍କ ମଙ୍ଗଳ ହେବ
@AamaGreatOdisha
2 ай бұрын
🙏🏻🙏🏻
@sushreebiswal8005
2 ай бұрын
Jay jagannatha swami🙏🙏🙏
@AamaGreatOdisha
2 ай бұрын
Jay Jagannath 🙏🏻 🙏🏻
@anuradhaboruahlahon
2 ай бұрын
Jai jagannath 🙏 baba pronam 🙏
@AamaGreatOdisha
2 ай бұрын
Jai jagannath 🙏
@Raja.Arya.1959
2 ай бұрын
ଏବାବା ସବୁ ଠିକ୍ କହିଲେ କିନ୍ତୁ ସୃଷ୍ଟି ପ୍ରଳୟ କଥାରେ ଭ୍ରମ କହିଲେ କାରଣ ସୃଷ୍ଟିକାଳ ବିଷୟରେ ଧାରଣା ନାହିଁ ସାମ୍ବାଦିକ ବନ୍ଧୁ ଏକ ବୈଦିକ ବିଦ୍ୱାନ୍ ସହିତ ସାକ୍ଷାତ୍କାର କରନ୍ତୁ ସୃଷ୍ଟି ପ୍ରଳୟ କଥା ସ୍ପଷ୍ଟ ହେବେ । ଛୁଆଁ ଅଛୁଆଁ କଥାଟା ଠିକ୍ କହିଛନ୍ତି ଏସବୁ ଉଚ୍ଚ ବର୍ଣ୍ଣର ଲୋକଙ୍କ ରୋଗ।
@AamaGreatOdisha
2 ай бұрын
🙏🏻
@ChhuaBaba
2 ай бұрын
Ok
@kamaldhwajaPradhan
2 ай бұрын
ବାବା ବୁଝିପାରିଲେ ନାହିଁ। ବୁଝେଇବେ କଣ?
@kamaldhwajaPradhan
2 ай бұрын
ମା କିଏ,ଖୁଡି କିଏ,ଭାଇବୋହୂ କିଏ?
@krushnachandrabehera2568
2 ай бұрын
ଗାଲୁଆଙ୍କର ବାରବାଟି ଚାଷ,ମୋ ବିଚାରରେ ଜ୍ଞାନ ଦାନ କରିବାରେ ପ୍ରତିବନ୍ଧକ ଆସିଲା କେଉଁଠୁ।
@GopasundarSamarth
Ай бұрын
ଯେବେ କହିବେ ମୁରଖ ପାସ ମୋର ଅମୃତେ ଦେବୁ ବିଷ ମୂର୍ଖ ପାଖରେ କୁହନ୍ତୁ ନାହିଁ ଭକ୍ତ ମାନଙ୍କୁ କୁହନ୍ତୁ ଭକ୍ତ ମାନେ ଜାଣିଲେ ପାପି ମାନେ ପରେ ଜାଣିବେ 🙏🕉️🙏
@AamaGreatOdisha
Ай бұрын
🙏🏻
@ranjanmalla1124
2 ай бұрын
Jay Jaganath 🙏🎉❤
@AamaGreatOdisha
2 ай бұрын
🙏🏻
@MehtasaabSaab
12 күн бұрын
Gyanauparakuja. A. Bujhibaku. Chestakara. Bujhipariba. Maa. Artha. Maya.,,,,,,,,ityadi. Ityadi. Ausabu. Bisaya. ,,,,Vajanara. Achhi ,,,,, Amanare. Hetukara. Bhajamana. Aharnisi. Ramanama. Ekakhyara ,,,,,,,
@SudhirNayak-b8g
2 ай бұрын
Jay jagannath
@AamaGreatOdisha
2 ай бұрын
🙏🏻
@sarathakumarnayak3709
2 ай бұрын
Jay Jagannath
@AamaGreatOdisha
2 ай бұрын
Jay Jagannath 🙏🏻
@pintudash8187
2 ай бұрын
JAY 🙏JAGANNATH🙏🙏🙏🙏
@bhaskarchandradas5555
Ай бұрын
ପଞ୍ଚ ସଖା ମାଳିକା କିମ୍ବା ବଳରାମ ଦାଶଙ୍କ ଙ୍କ ଅପଢା ପାଠ ରେ ଯାହା ଲେଖା ଯାଇଛି ତାକୁ ଅର୍ଥ କରିବା ବହୁତ କଷ୍ଟ, ଏଇ ବାବାଜୀ ଯାହା ବୁଝାଉଛନ୍ତି ସେ ବି ସଠିକ୍ ଭାବାର୍ଥ କହି ପାରୁ ନାହାଁନ୍ତି।
@sanjaysethi5817
2 ай бұрын
JaysreekaliaMhavir 🙏🙏🙏
@AamaGreatOdisha
2 ай бұрын
🙏🏻
@gokuldas9318
Ай бұрын
ସୀତାରାମ ।।ବାସ୍ତବରେ ତତ୍ତ୍ୱ କଥା ଶ୍ରୀମଦ୍ଭଗବତ ଗୀତା ରେ ଭଗବାନ ବୁଝାଇଛନ୍ତି।ଆମ ଓଡ଼ିଶା ରେ ଯେତେ ଭକ୍ତ ଭକ୍ତି କରିଛନ୍ତି ସେ ସବୁ ର ଚମତ୍କାର ଜଗନ୍ନାଥ ମହାପ୍ରଭୁଙ୍କ ର କୃପା ଲୀଳା।।ଆଉ ରହିଲା ତତ୍ତ୍ୱ ବିଚାର ଯାହାକୁ କୂଟ ରଚନାରେ କହିଛନ୍ତି କେବଳ ବୁଦ୍ଧି ର ପରିଚୟ ଦେବା ପାଇଁ ।ଆଜିକାଲି ର ଏମିତି ବହୁତ ବାବା ଅଛନ୍ତି ଖାଲି ସେହି ଗୀତ ଗାଇ ଦେଖେଇ ହେଉଛନ୍ତି ସାଧୁ ବୋଲି ।।ଯଦି କିଏ ସତରେ ଜାଣିଥାଏ ତେବେ ତାକୁ ସରଳ ଭାବରେ ବୁଝାଇ ଦିଅନ୍ତି ।ଇଆଡୁ ସିଆଡୁ କଥା କହି ଭୁଲାନ୍ତି ନି କି ଲୁଚାନ୍ତି ନାହିଁ ।।ତତ୍ତ୍ୱ କଥା ଜାଣି ବାକୁ ଚାହାଁନ୍ତି ତ ଗୀତା ବ୍ୟାଖ୍ୟା ସାଧକ ସଂଜିବନୀ ଟୀକା ରଚୈତା ସ୍ବାମୀ ରାମସୁଖ ଦାସ ଗୀତାପ୍ରେସ ଗୋରଖପୁର ରୁ ପ୍ରକାଶିତ ଦେଖନ୍ତୁ ।।ସୀତାରାମ ସୀତାରାମ ସୀତାରାମ ସୀତାରାମ ସୀତାରାମ ସୀତାରାମ ।।
@AamaGreatOdisha
Ай бұрын
🙏🏻
@ramachandra8999
Ай бұрын
Yehar anek valo bisaya achhi lekha thiki achhi bujhiba vulu tks lordzrmdevaji
@nalinikanatmalik3004
2 ай бұрын
🙏🏿🙏🏿🙏🏿
@AamaGreatOdisha
2 ай бұрын
🙏🏻
@tapaskumarbhuyan-w9f
Ай бұрын
A sari Veda a bahut gahan ra patha bujhiba kasta Kara jai jagannath
@balaramswain5573
Ай бұрын
Baba nku nei au gote episode karantu bhai . Bahut sunder laguchhi
@AamaGreatOdisha
Ай бұрын
🙏🏻
@ChhuaBaba
2 ай бұрын
Ok
@RukdharMali-j6u
Ай бұрын
ଆଛା ବାବା ତମେ କେବଳ ଜଣେ ହିଁ ଜାଣିବ
@drranjitnanda3460
2 ай бұрын
ବହୁତ ସୁନ୍ଦର ଭିଡିଓ ❤❤❤🙏🙏🙏 ଭଲ ଲାଗିଲା ଶୁଣିକି❤❤❤🙏🙏🙏 ବହୁତ ସତ୍ୟ ଅଛି କଥାରେ❤❤❤🙏🙏🙏 ଧନ୍ୟବାଦ ସମସ୍ତଙ୍କୁ ❤❤❤🙏🙏🙏 ଜୟ ଜଗନ୍ନାଥ ❤❤❤🙏🙏🙏 ଜୟ ପଞ୍ଚସଖା ❤❤❤🙏🙏🙏
@AamaGreatOdisha
2 ай бұрын
🙏
@biswanathbehera7960
2 ай бұрын
ବାବା ପ୍ରଣାମ। ଦିକ୍ଷା ନେବାକୁ ଇଚ୍ଛା।
@ManojKumar-nq6fs
Ай бұрын
ଯଦି କହୁଛ ପୋଥି ଗୁପ୍ତ ଅଛି ବୋଲି ତ ତମେ କେମିତି ଖୋଲିକି ଦେଖେଇଦେବ କହୁଛ ##ତମେ ଯାହା କହୁଛ ଏରା ସବୁ ବି ମିଛ ok
@bhagyapradhanbhagyapradhan1742
Ай бұрын
Jay shree Jagannath ⭕‼️⭕ Jay shree Ram 🚩👏🚩🚩
@AmulyaSahoo-z5o
2 ай бұрын
Right katha
@AamaGreatOdisha
2 ай бұрын
🙏🏻
@RameshChandraMallick-vj9wq
Ай бұрын
ମାଳିକା ଲେଖା ସତ୍ୟ କିନ୍ତୁ ବର୍ତ୍ତମାନ ପ୍ରଚାର କରିଛନ୍ତି ଯେ ୧୯୯୯ରେ ସାତଦିନ ଅନ୍ଧାର ହେବ ଏମିତି ବହୁ ଥର ପ୍ରଚାର ହୋଇ ଛି ଏହା ପୁଣି ଜାଣିଥିବା ବ୍ୟକ୍ତି ହିଁ କରନ୍ତି ।ଏ
@rabindranathpradhan7279
2 ай бұрын
ଏ ଵାଵା କିଛି ଜାଣିନି ଖାଲି ଘୋଷି ପକାଇଛି, ପାଲା ଗାୟକ ଏସବୁ ପ୍ରାଞ୍ଜଳ ଭାବେ ଵୁଝାଇ ଦିଅନ୍ତି।
@ManojKumar-nq6fs
Ай бұрын
ନାଇଁ ଭାଇ ଏ youtuber ତାକୁ କିଛି ଦେଇଥିବ ଆଉ କହିଥିବ ଏଇଆ କହିବୁ ବୋଲି ok
@amulyacharansethy5159
Ай бұрын
ଠିକ କଥା
@sanjuktamishra2049
Ай бұрын
Ekdam thik
@ManojKumar-nq6fs
Ай бұрын
ଦେଖନ୍ତୁ ସବୁ ଯୋଉ ମାନେ ଏହାକୁ ସତ ଭାବୁଛନ୍ତି ସେମାନଙ୍କୁ ରେ replay ଦେଇଛନ୍ତି ଆଉ ଯିଏ ମିଛ ଭାବୁଛନ୍ତି ତାକୁ ଇଗ୍ନୋର କରୁଛି
@AamaGreatOdisha
Ай бұрын
🙏🏻
@BabitaPradhan-q9l
2 ай бұрын
ଶରଣ 3:36
@JagannathChoudhary-i7o
2 ай бұрын
ଏଭଳି ସାଧୂ କହନ୍ତି କିନ୍ତୁ କିଛି ଜାଣନ୍ତି ନାହିଁ ଖାଲି ଖାଲି ଗୁପ୍ତ ପାଠ ବୋଲି କହିଥାନ୍ତି
@subhendudash6717
2 ай бұрын
Jay maa mangala
@AamaGreatOdisha
2 ай бұрын
🙏
@ChakradharSahi
2 ай бұрын
Jay jogonath,jai maa bilo mongola,
@AamaGreatOdisha
2 ай бұрын
🙏🏻
@bishnumohanparida5184
Ай бұрын
Actually a guru kichhi pothi padhichhanti kintu ahar artha janananhi. Jaha mor anubhab heuchhi
@saratabehera1795
Ай бұрын
ଏତେ ପରିଶ୍ରମ କରି ରୋଷେଇ କଲି ରୋଷେଇ କେମିତି ହୋଇଛି କେହି କହି ପାରିଲେନି ତେଣୁ ମୋ ପରିଶ୍ରମ ର ମୂଲ୍ୟ କଣ ରହିଲା ଏହା ମୋର ବୃଥା ଚେଷ୍ଟା ହେଲା ।ଦୁନିଆରେ ଦୁଇ ପ୍ରକାର ଫଳ ଗଛ ମାଟି ତଳେ ଫଳୁଥିବା ଫଳ ଗଛଟି ଥରକରେ ମରେ କିନ୍ତୁ ଡାଳରେ ମେଲିକି ଫଳ ଦେଉଥିବା ଗଛଟି ବହୁତ ଯତ୍ନ ଓ ସମ୍ମାନ ପାଏ ଓ ଅଧିକ ଦିନ ବଞ୍ଚେ।ତେଣୁ ଏ ଜ୍ଞାନୀ ବାବା କେଉଁ ବୃକ୍ଷ ଦର୍ଶକ ମାନେ କୁହନ୍ତୁ ।ଏ ଆଲୋଚନା ରେ ସମୟ ଦେବା ବି ବୃଥା ।
@maxxmr.deewana8932
Ай бұрын
Oh ...babaji kana nakahile ....eha sampurna Akshayare Akshayare satya....🙏🙏🙏🙏jay jagannath jay pancha sakha
@AamaGreatOdisha
Ай бұрын
🙏🏻
@krushnasahu7514
Ай бұрын
ଜଦି ଏହାର ଅର୍ଥ କରିବାକୁ ମନା ତାହେଲେ ସମୟ ନଷ୍ଟ କରି ଆକୁ ଶୁଣିବା ବୋକାମୀର ପରିଚୟ.
@satyanarayandas5807
Ай бұрын
without hard work you can not deserve
@SharatchandraDas-sp6mg
Ай бұрын
ଭକତ ଭଗବାନ ଦୁଇ ବୁଝିଲେ ଭିନ୍ନାଭିନ୍ନ ନାହିଁ
@suryamanisahu.175
2 ай бұрын
Amiti baba pakhaku janahin
@pitamberboitai5638
Ай бұрын
କାହିଁକି ବାଉଳା ହେଉଛ.... ତମେ ଯେତେ ମେଡ଼ିଆ ଅଛ କେହି ବି ସାଧୁ ସତ୍ୟ କଥା ପ୍ରକାଶ କରି ପାରିବେନି
@AamaGreatOdisha
Ай бұрын
Tu shadhu na media ? Gote kama kare
@giridharipatra9552
2 ай бұрын
ମାଆ କହିଲେ, ମାୟା --khudi କହିଲେ କ୍ଷୁଧା --kouthi ଏଇ ଅର୍ଥ ଗୁରୁ ଅର୍ଥ ...??
@prasadmajhi5559
Ай бұрын
🌅🪴🙏🗽🗽🕉🕉🕉🕉🕉🗽🗽🙏🪴🌄
@gouttamgiri1293
Ай бұрын
ବାବା କହନ୍ତୁ, ପାଠ ଆଉ ବିଦ୍ୟା ମଧରେ ପାର୍ଥକ୍ୟ କଣ ? ଅପଢା ପାଠ ଆଉ ପଢା ପାଠ ମଧ୍ୟରେ ପାର୍ଥକ୍ୟ କଣ ? ଏ ସବୁ ପ୍ରକାଶ କରିବା ନିମିତ୍ତ ତ ପ୍ରଭୁ ବଳରାମ ଦାସ ମନା କରି ନାହାନ୍ତି ।
@PrabhakarSamal-wd2kr
Ай бұрын
ତେବେ ମାଆର ପ୍ରତିଶବ୍ଦ କଣ ମାୟା? ଖୁଡିର ପ୍ରତିଶବ୍ଦ କ଼ଣ କ୍ଷୁଧା। କଥା ଅଙ୍କେଇ ବଙ୍କେଇ ନ କହି ସିଧା ସଳଖ କହିଲେ କହିଲେ ଅସୁବିଧା କଣ ? ଧର୍ମ ଶାସ୍ତ୍ରରେ ଅପଢା କବିତ୍ଵର ଭାଷା ପ୍ରୟୋଗ କରିବାର ମାନେ କଣ କିଛି ବୁଝି ହେଉନି । ଶାସ୍ତ୍ର ହୋଇଛି ନାନା ମତେ, ମୂର୍ଖଙ୍କୁ ଭଣ୍ଡିବା ନିମନ୍ତେ।
@madhabaraha1719
Ай бұрын
ଗୁରୁଙ୍କ କଥା ବହୁତ୍ ଭଲ ଲାଗିଲା
@jrundabanrajhans9838
Ай бұрын
କେବେ ଆସିବେ ପ୍ରଭୁ କହୁ ନାହାନ୍ତି ତା ମାନେ ପ୍ରଭୁ ଥିଲେ ତ ଆସିବେ ତେବେ କେବଳ କବିତା ଗାଇଛନ୍ତି ଆଉ କିଛି ନୁହେଁ ସବୁ କଲ୍ପନା
@tapaspanda7806
2 ай бұрын
କହୁ ଥିବା କଥା ସତ୍ୟ ଅଟେ ପ୍ରଭୁ ଗୁପ୍ତ ପ୍ରଭୁଙ୍କ ଭକ୍ତ ଭି ଗୁପ୍ତ ଯେଉଁଠି ପ୍ରଭୁ ଆସିନାହାନ୍ତି ସେଠି ଆମେ ଭକ୍ତ ବୋଲି ପ୍ରଚାର ଚାଲିଛି
@ashutoshjoshi2019
2 ай бұрын
ସବୁ ମିଛ କେବଳ ଓ
@akhilasahu4386
Ай бұрын
ନଦେଖିଲଲୋକ ମୁରୁଖ କହୁଛି ବେଦ, ଭାଇ ର ଭାବାର୍ଥ କଣ ଭାଗବତ, ଭଗବତକୁ ପାନକର ସବୁ ପାଇବୁ
@santunupadhan2139
Ай бұрын
Baba nku very good kuti 👍🙏🙏🙏🙏🙏🥥🍍🍎
@slayeropbolte2978
2 ай бұрын
Vai pranam episode to virna hoichi vvala bi hoichi.apana community post re pl Malika page uplode karantu.
@AamaGreatOdisha
2 ай бұрын
🙏🏻
@SaratKumarBohidar
2 ай бұрын
Upasthapaka nka katha bhala subhunahi . Dayakari drastically debe .
@ashokkumarsahoo7041
Ай бұрын
ଏଗୁଡା ଅପଢା ପାଠ ନୁହେଁ. ଭାଡୁଆ ପାଠ. ଏମାନେ କଣ ଶୁଦ୍ଧ ଭାଷାର ଲେଖି ପାରିଲେ ନାହିଁ ?
@ajaysamal1195
2 ай бұрын
ବଳରାମ ଦାସ ମୋର କୋଟି କୋଟି 🙏🙏🙏🙏🙏ବାବା 🙏🙏🙏🙏ଏଇ ଶରୀର ତୋତ କଥା
@AamaGreatOdisha
2 ай бұрын
🙏🏻
@sumanpradhan4457
Ай бұрын
ଠିକ୍.କହିଛନ୍ତି.ବାବା
@ChhuaBaba
2 ай бұрын
APANANKA PARICHAYA DAYAKARIKIHE DEBEKI
@GudiaBehera-x1j
2 ай бұрын
Jay maa magala
@AamaGreatOdisha
2 ай бұрын
🙏🏻
@manjuraniswain8791
2 ай бұрын
Jayajagannath. Jaypanchasakhaa.
@AamaGreatOdisha
2 ай бұрын
Jay Jagannath 🙏🏻
30:07
ମାଳିକା ବଚନ 24 ଅଙ୍କରୁ 30 ଅଙ୍କ ଭିତରେ କଣସବୁ ଲୀଳା ଚହଟିବ | ମାଳିକା ଗୁପ୍ତ ପୀଠ | Nahana | @AamaGreatOdisha
Aama Great Odisha
Рет қаралды 8 М.
25:54
purna brahma jahaku kahi adheka andira adheka mai#Ep-3#bipinibiharisamal@swarnakhetratv
Swarnakhetra tv
Рет қаралды 48 М.
00:51
To Brawl AND BEYOND!
Brawl Stars
Рет қаралды 17 МЛН
00:55
My scorpion was taken away from me 😢
TyphoonFast 5
Рет қаралды 2,7 МЛН
00:42
🎄✨ Puff is saving Christmas again with his incredible baking skills! #PuffTheBaker #thatlittlepuff
That Little Puff
Рет қаралды 24 МЛН
00:44
“Don’t stop the chances.”
ISSEI / いっせい
Рет қаралды 62 МЛН
11:14
ନୃସିଂହ ହୋତା ପ୍ରମାଣ କଲେ ଜଗନ୍ନାଥଙ୍କ ପାତାଳୀ ତତ୍ତ୍ଵ ଓ ନଡିଆର ଉତ୍ପତ୍ତି ବିଷୟରେ@Jagannth nka patali katha
Pala Suravi
Рет қаралды 122 М.
1:14:37
ସନ୍ନୋ ଦେବୀଙ୍କ ବେଦମନ୍ତ୍ର ; ବେଦରେ ଅଛି ଏମିତି କଥା |Life360 With Shanno Devi|Manoranjan Mishra|News Room|
News Room
Рет қаралды 35 М.
14:20
ଗୁଡିଆ ୧୫, ତେଲି ୨୩, ତନ୍ତି କାଳେକାଳେ, ଗଉଡ ୮୦ ,ଏହାର ଅର୍ଥ କଣ କିଛି କମେଡି ସହିତ gayaka Jayachandra badadalei
Srikhetra Television
Рет қаралды 482 М.
16:56
ବ୍ରାହ୍ମଣ କିଏ ? ||odia motivational video ||odia story video ||@mahimavastuseva
mahima vastu seva
Рет қаралды 222 М.
31:43
ଶୁଆ ଶାରୀ କାହାଣୀ ୧୫ | Sua Sari Kahani 15 | ଏହି ତିନୋଟି କଥା ଜାଣି ରଖନ୍ତୁ |
Sua Sari Kahani
Рет қаралды 5 М.
22:57
In which Scripture written that Alcohol & Non Veg food is a Great Sin ? | @AamaGreatOdisha
Aama Great Odisha
Рет қаралды 184 М.
19:57
ସାଧୁବାଣୀ // ପାଞ୍ଚଟି କଥା ମାନିଲେ ଜୀବନ ସାର୍ଥକ ହେଇଯିବ // Sadhubani
Santi Sagar
Рет қаралды 578 М.
55:05
निन्द्रा किन लाग्दैन ? पर्याप्त सुत्न किन आवश्यक छ ? Dr. Basanta Panta | Tikaram Yatri
Tikaram Yatri
Рет қаралды 102 М.
32:10
ଭଗବାନ ଏକ ମିନିଟରେ ଧନୀ କରିଦେବେ,ହେଲେ ସତସଙ୍ଘ କରୁଛି କିଏ?@swarnakhetratv #pravachana#keshabathakura
Swarnakhetra tv
Рет қаралды 110 М.
17:17
Malika bachana // ମନକୁ ତୃପ୍ତ ଦେବ ଏହି କେତୋଟି ନୀତିବାଣୀ // ଦୁଃଖୀ ମନକୁ ଉଜ୍ଜଳ କରିବ
Sri achyuta
Рет қаралды 21 М.
00:51
To Brawl AND BEYOND!
Brawl Stars
Рет қаралды 17 МЛН