ରେଭେନ୍ସାରେ ହାତ ମାରିବନି, ନହେଲେ ଏହା ତୁମ ଅବକ୍ଷୟର କାରଣ ପାଲଟିଯିବ : ସଂଘମିତ୍ରା ଜେନା AISF , ସଭାନେତ୍ରୀ |

  Рет қаралды 230,108

Nandighosha TV

Nandighosha TV

Күн бұрын

Пікірлер: 1 200
@prasantapattanaik862
@prasantapattanaik862 2 ай бұрын
ରେଭେନ୍ସା ର ନାଁ ଧର୍ମେନ୍ଦ୍ର ପ୍ରଧାନ ବ୍ୟକ୍ତିଗତ ଭାବେ ଦେଇ ନଥିଲେ ଯେ ଏହାର ନାଁ ବଦଳେଇବା ତାଂକ ବ୍ୟକ୍ତିଗତ ମତ ହେଇ ପାରିବ ନାହିଁ। ବିଶିଷ୍ଟ ଶିକ୍ଷାବିତ୍ମମାନେ ଏଇ ରେଭେନ୍ସା ରୁ ଆସିଛନ୍ତି, ତାଂକୁ ଆଗ ପଚାର। ଶିକ୍ଷା ବ୍ୟବସ୍ଥାକୁ ଭାରତ ରେ ଆଗ ସମ୍ଭାଳ,ଭଲ ଗୁଣାତ୍ମକ ଶିକ୍ଷାଦାନ କର ।
@SMILAN_143
@SMILAN_143 2 ай бұрын
ସଂଘମିତ୍ରା ଭଉଣୀ ଠିକ୍ କଥା କହିଛନ୍ତି, ମାଡ଼ି ଚାଲ ଜୟ ଜଗନ୍ନାଥ ❤❤❤❤❤
@TapanMoment
@TapanMoment 2 ай бұрын
Sanghamitra mam nka sabu Katha chariadu bujhi thik kuhanti Sethi pain tanka speach ❤❤❤❤❤❤❤❤
@nayakpratima
@nayakpratima 2 ай бұрын
I agree with you madam..all should be known whatever our history.. support u
@Rashje
@Rashje 2 ай бұрын
ପେଳ କଥା କହିଛନ୍ତି......😂😂😂 ସେ କଣ ତୋ ଘଇତା... 🤣🤣🤣
@Rashje
@Rashje 2 ай бұрын
ଏବେ ବି ଇଂରେଜ ମାନସିକତା ଯାଇନି....😂😂😂.. Ravenshaw କିଏ ତମ ବାପା 🤣 ଶଳା ଜଉଲୋକ 1866 ରେ commissioner ଥିବା ବେଳେ 20,000 tonne ଚାଉଳ ଓଡିଶା ରୁ ବେଙ୍ଗଲ କୁ ପଠେଇଦେଲା, ଲୋକ ମଲେ ପୋକ ମାଛି ପରି.... ସେ ଲୋକ ନା କାହିଁକି ରହିବ???
@Ganesh.com45
@Ganesh.com45 2 ай бұрын
@@Rashje ravenshaw ta bapa nuha dharmendra ta bapa,,,jiye ta maa ku lageithila au tu janma heichu
@progresstogether8317
@progresstogether8317 2 ай бұрын
ସାବାସ୍ ଭଉଣୀ,ତୁମ ଶବ୍ଦରେ ଜ୍ଞାନ ଯେତିକି ଗମ୍ଭୀରତା ସେତିକି...ପ୍ରକୃତ ଓଡ଼ିଆ ଝିଅ,ପ୍ରାକ୍ତନ ଉତ୍କଳର ବୀରା...ମୁଁ ଗର୍ବିତ ତୁମ ଭଳି ଭଉଣୀ ପାଇଁ
@pramilapati3181
@pramilapati3181 2 ай бұрын
But se gote katha bhul kahichhanti . RSS ru kehi freedom fighters nathile boli kahile . Jeunta ku se next time tk rectify Kariba darkar
@abhinandansutar197
@abhinandansutar197 2 ай бұрын
ଯାହାର ହୀନ ମାନସିକତା... ସିଏ ସେମିତି ହିଁ କହିବ ତେଣୁ ଧର୍ମେନ୍ଦ୍ର ଗୋଟେ ମିଛୁଆ ଟାଉଟର.. No 1
@umasekharpatnaik
@umasekharpatnaik 2 ай бұрын
Where is VK Pandiyan
@Rashje
@Rashje 2 ай бұрын
ରେଭେନ୍ଶାବ କିଏ ତମ ଘଇତା... 🤣🤣🤣
@Rashje
@Rashje 2 ай бұрын
ତୋର ଇଂରେଜ ମାନସିକତା ଯାଇନି ବୋଧେ.... ରେଭେନ୍ଶା କିଏ ତୋ ଘଇତା 😂😂😂
@abhinandansutar197
@abhinandansutar197 2 ай бұрын
@@umasekharpatnaik he join in bjp party ofc new delhi by amit saha
@abhinandansutar197
@abhinandansutar197 2 ай бұрын
@@Rashje ତୋ comment ରୁ ଜଣାପଡୁଛି ତୁ ନିହାତି ଗୋଟେ ଅନ୍ଧଭକ୍ତ...ଭାରି ବାଧୁଛି ନାହିଁ ରେ
@jyotiranjanmohanty3221
@jyotiranjanmohanty3221 2 ай бұрын
ଶିକ୍ଷା ମନ୍ତ୍ରୀ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା ର ଆବଶ୍ଯକତା ଦରକାର ନାହିଁ। ଦଳର ଅନୁଗତ ବା ଚାମଚା ହେବା ଦରକାର।
@mohanmallick9882
@mohanmallick9882 2 ай бұрын
ଧରମେନ୍ଦ୍ର ଶିକ୍ଷା ମନ୍ତ୍ରୀ ନୁହେଁ ଦୀକ୍ଷା ମନ୍ତ୍ରୀ। ଇତିହାସ ଶେଷ କରୁଛି ।
@GkguruRoyal
@GkguruRoyal 2 ай бұрын
It should be changed. Because the college is in the Name of England Man.
@odisha4818
@odisha4818 2 ай бұрын
​@@GkguruRoyal tame university kari thila ki change kariba
@hareKrishna687-x1o
@hareKrishna687-x1o 2 ай бұрын
Change ହେବା ନିହାତି ଆବଶ୍ୟକ ଆଜ୍ଞା!!!! ଆମ ଦେଶର ବୀର ମହାପୁରୁଷ ଙ୍କ ନାମ ରେ ସବୁ କିଛି ହେଉ । British ମୋଗଲ ମାନଙ୍କ ନାମ ରେ କାହିଁକି ଆମ ଶିକ୍ଷାନୁଷ୍ଠାନ ର ନାମ ରହିବ
@hareKrishna687-x1o
@hareKrishna687-x1o 2 ай бұрын
​@@GkguruRoyalନିଶ୍ଚିତ sir 🎉
@sureshandharua7891
@sureshandharua7891 2 ай бұрын
Neet 😢😢nta😂
@gajendramajhi3718
@gajendramajhi3718 2 ай бұрын
ଓଡ଼ିଶାର ବିଜେପି ଦଳର କାର୍ଯ୍ୟ କର୍ତ୍ତା ପାଗଳ ହୋଇଗଲେଣି ସରକାର ଙ୍କର ମୁଣ୍ଡ ଠିକ୍ କାମ କରୁ ନାହିଁ
@MahimaniTudu
@MahimaniTudu 2 ай бұрын
Pura thik kotha kahichanti bhai😂😂
@pratapmaity2499
@pratapmaity2499 2 ай бұрын
ପାଗଳ ନୁହଁ ପାଗଳ କୁକୁର ପାଲଟିଛି। ଡର ଲାଗୁଛି କାମୁଡି ଲେ ରେବିଜ୍ ଭେକ୍ସିନ ନେବାକୁ ହେବ
@kirankumarofficial7132
@kirankumarofficial7132 2 ай бұрын
True 😄😄
@Rashje
@Rashje 2 ай бұрын
ଏବେ ବି ଇଂରେଜ ମାନସିକତା ଯାଇନି....😂😂😂.. Ravenshaw କିଏ ତମ ବାପା 🤣 ଶଳା ଜଉଲୋକ 1866 ରେ commissioner ଥିବା ବେଳେ 20,000 tonne ଚାଉଳ ଓଡିଶା ରୁ ବେଙ୍ଗଲ କୁ ପଠେଇଦେଲା, ଲୋକ ମଲେ ପୋକ ମାଛି ପରି.... ସେ ଲୋକ ନା କାହିଁକି ରହିବ???
@jamesrinku1995
@jamesrinku1995 2 ай бұрын
​@@Rashjeତୋର ଇଂରେଜ ମାନସିକ ଯାଇଛି କି ରେ ମୂର୍ଖ ନିଜକୁ ଆଗ ପଚାରେ ତାପରେ ଆଉ କାହାକୁ କହିବୁ।ସମସ୍ତଙ୍କ କମେଣ୍ଟ ରେ ଭୁକୁଚୁ କୁକୁର । ଯଦି ତୋର ଯାଇଛି ତେବେ 1866, commissioner, 20,000 ଓଡ଼ିଆ ରେ ଲେଖୁନୁ । ଗଧ ମୂର୍ଖ
@RakeshSahoo-l6o
@RakeshSahoo-l6o 2 ай бұрын
ପେପର୍ ଲିକ୍ କେମିତି ହେଉଛି ସେଇଟା ଦେଖା ଯାଉନି ବାହାରିଲା ନା ଚେଞ୍ଜ୍ କରିବାକୁ
@janhitkari4244
@janhitkari4244 2 ай бұрын
kan na hauchi revensaw re😂
@Rashje
@Rashje 2 ай бұрын
ଏବେ ବି ଇଂରେଜ ମାନସିକତା ଯାଇନି....😂😂😂.. Ravenshaw କିଏ ତମ ବାପା 🤣 ଶଳା ଜଉଲୋକ 1866 ରେ commissioner ଥିବା ବେଳେ 20,000 tonne ଚାଉଳ ଓଡିଶା ରୁ ବେଙ୍ଗଲ କୁ ପଠେଇଦେଲା, ଲୋକ ମଲେ ପୋକ ମାଛି ପରି.... ସେ ଲୋକ ନା କାହିଁକି ରହିବ???ମଧୁ ବାବୁ ନାମ କାହିଁକି ନ ରହିବ??
@Rashje
@Rashje 2 ай бұрын
@@RakeshSahoo-l6o ରେଭେନ୍ଶା ନା change କରି ଠେଇ THE GREAT କଳିଙ୍ଗ university ରଖା ଯାଉ....ରେଭେନ୍ଶା କଣ ତମ ଘଇତା କି??
@hokule6515
@hokule6515 2 ай бұрын
Satare bhai tome Jane nirbudhia au😂​@@Rashje
@Rashje
@Rashje 2 ай бұрын
@@hokule6515 ହଁ ତୁ ପାଗଳ ଟା, ସତେ ଯେମିତି ବିବେକାନନ୍ଦ ଙ୍କ ସାନ ଭାଇ.... ସୁନ୍ଦରଗଡ଼ିଆ ମେଣ୍ଡାଚୋଦା 🤣🤣🤣
@PramodkuBasantara
@PramodkuBasantara 2 ай бұрын
Sanghamitra ଙ୍କ ଭଳି ଶିକ୍ଷିତ ଲୋକେ ବ୍ୟବସ୍ଥା କୁ ଆସନ୍ତୁ । ନାମ ବଦଳାଇବା ୟାଙ୍କର ପୁରୁଣା ରୋଗ।
@diptisahoo4421
@diptisahoo4421 2 ай бұрын
Au kete dina chatu thiba😂
@Deva5577-i3c
@Deva5577-i3c 2 ай бұрын
ଧର୍ମେନ୍ଦ୍ର ପ୍ରଧାନ କ୍ଷମା ମାଗୁ
@GkguruRoyal
@GkguruRoyal 2 ай бұрын
It should be changed. Because the college is in the Name of England Man.
@sanajapradhan-xn5yy
@sanajapradhan-xn5yy 2 ай бұрын
Yes
@hareKrishna687-x1o
@hareKrishna687-x1o 2 ай бұрын
ଆମ ବୀର ମହାପୁରୁଷ ଙ୍କ ନାମ ରେ ସବୁ କିଛି ରାସ୍ତା ଘାଟ ଗଳି ଠୁଁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ବି ସେଇ ମାନଙ୍କ ନାଁ ରେ ରହୁ
@lezurrbolt4308
@lezurrbolt4308 2 ай бұрын
Jama nuhan
@nidhiramjena2398
@nidhiramjena2398 2 ай бұрын
Dharmendra Pradhan taa bopa naan re Revenshaw university ra naan karideu. Vala heba.
@sapankumarbhoi
@sapankumarbhoi 2 ай бұрын
Sanghamitra Madam is absolutely right.
@rinkubarik2806
@rinkubarik2806 2 ай бұрын
ଧର୍ମେନ୍ଦ୍ର ପ୍ରଧାନ ବାପା ବୃଦ୍ଧ ହେଇ ଗଲେଣି ତାଙ୍କର ନାଁ ବଦଳାଇ ପାରିବକି
@saratdalai9265
@saratdalai9265 2 ай бұрын
SiR ସେଇଟା ତା ମାଆ କହିପାରିବ
@Rashje
@Rashje 2 ай бұрын
@ramaniroutray2262 ନାମ change ହେଲେ ଅସୁଭିଧା କଣ? ନା college କୁଆଡେ ପଳେଇବ 🤣🤣🤣🤣
@Lipsadhruv756
@Lipsadhruv756 2 ай бұрын
ବାପା ର ମୃତ୍ୟୁ ପରେ ପୁଅର ନାମ ଯୋଡି ହୋଇ ଯାଏ, ଅମୁଁକ ବାପା ଚାଲିଗଲେ,ଅମୁଁକ ସାର୍ ଭଲଥୀଲେ,ଅମୁଁକ ବୁଢା ଭଲ
@MohammedYounus-ds9ii
@MohammedYounus-ds9ii 2 ай бұрын
ତୋ ନିଜ ନା ବଦଳେଇ ପାରିବୁ କି
@aymuoss1885
@aymuoss1885 2 ай бұрын
Bala katha kuhani . Revenshaw kaha name re dia heichi dekh first...
@AmitaDigal-j6n
@AmitaDigal-j6n 2 ай бұрын
ଆଜ୍ଞା ଶିକ୍ଷା ମନ୍ତ୍ରୀ ଅନ୍ୟ କାମଗୁଡିକ ଦେଖନ୍ତୁ। ନାମ କେବଳ ପରିବର୍ତ୍ତନ କରି ଚାଲିଛନ୍ତି ।କି ଯୁଗ ହେଲାଣି । ଦିନ ମାସ ବର୍ଷ ଭଳି ନାମ ବଦଳାଇ ଚାଲିଛନ୍ତି।
@dharmikajit
@dharmikajit 2 ай бұрын
ଧନ୍ୟବାଦ ଦିଅ ଧର୍ମେନ୍ଦ୍ର ବାବୁ କ୍ନୁଁ ତାଙ୍କ ପାଁଇ ରେଭେନ୍ଶା ଇତିହାସ ଓଡିଶା ବାସି ଜାଣି ଲେ ଓ ତୁମେ ମାନେ ଏବେ ଭୁକୁଛ
@mohanmallick9882
@mohanmallick9882 2 ай бұрын
ଯଦି ନା ବଦଳାଇଯିବ ତେବେ ଘର ବି ଭଙ୍ଗା ଯାଉ ଆଉ ନୂଆ ଘର ତିଆରି ହେଉ।ତେବେ ଠିକ୍ ହେବ
@ganeshramsahu5011
@ganeshramsahu5011 2 ай бұрын
ତାଙ୍କ ନାମ ପ୍ରଥମେ ବଦଳାନ୍ତୁ
@ParidaPlumberCreation
@ParidaPlumberCreation 2 ай бұрын
😂😂😂
@lipun1531
@lipun1531 2 ай бұрын
Jetebele gote muslim name allahbad name badalai ayodhya kara gala sabu ghara bhangi dele ki
@Rashje
@Rashje 2 ай бұрын
@ramaniroutray2262 ନାମ change ହେଲେ ଅସୁଭିଧା କଣ? ନା college କୁଆଡେ ପଳେଇବ 🤣🤣🤣🤣
@somanathbhuyan4572
@somanathbhuyan4572 2 ай бұрын
​@@RashjeKn pain naa cheng haba agnya tika kuhantu
@sachalabal9308
@sachalabal9308 2 ай бұрын
Right answer to d point are na padhane nua history lekhibe ta pare history heijibe Revenshaw nija garimare gariyan aitihasika pattavumire se swakiya aliva swakshyara bahana kare nama paribarttana hinamanyatara parichayaka Niangilamane ehi apachestaru nibrutta ruhantu samas tanka pain mangala heba jhialo tote sata dhanyabad keep it up
@pujaraninaik7906
@pujaraninaik7906 2 ай бұрын
ସଂଘମିତ୍ରା wow wow wow. ଅତୁଳନୀୟ ଜବାବ. ତାଙ୍କ ସାମ୍ନା କରିବାକୁ ହେଲେ ବହୁତ ଭାବିକି ଠିଆ ହେବାକୁ ପଡିବ .
@niladriyadab
@niladriyadab 2 ай бұрын
ନା change ହେଲେ ତୁମର ଅସୁବିଧା କଣ
@snehalataparida5659
@snehalataparida5659 2 ай бұрын
ସମସ୍ତ ଓଡିଶାବାସୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ oppose କର ନହେଲେ ଏମିତି ଓଡ଼ିଆ ଅସ୍ମିତା କହି କହି ପାଞ୍ଚ ବର୍ଷ ଭିତରେ ଏଇ BJP ବାଲା ବଞ୍ଚିବା ବି ବଦଳେଇ ଦେବେ ଏକଛତ୍ରବାଦ ଶାସନ କରି
@sumitrajena9771
@sumitrajena9771 2 ай бұрын
Name : Narendra modi university😂😂 mund kharab BJP kn
@soumyanayak7755
@soumyanayak7755 2 ай бұрын
Ae Murkhaa Ravenshaw kiye janichu? Gopabandhu University haba seta.
@snehalataparida5659
@snehalataparida5659 2 ай бұрын
ତୁ BJP ଚାମଚା bodhe
@manasidash2676
@manasidash2676 2 ай бұрын
​@@soumyanayak7755 aree murkha bjp Bala Khali nija reputation badheibaku chahuchanti 🤬ete bal* re cho*d achi poor education system badlantu.name change karidele unemployed log employed heijibeni
@RanjitaMahakud-wj4ib
@RanjitaMahakud-wj4ib 2 ай бұрын
Kichi na bujhi khali oppose kariba laka ro famous heba gote abhyaas hela ni badaleiba kotha se bharata ro nuha na
@shrinathsoren-r2t
@shrinathsoren-r2t 2 ай бұрын
ଏଇଟା ଭୁବନେଶ୍ବର ବିମାନ ବନ୍ଦର ସୁନା ଚୋର କଥା ଟlକୁ ଡ଼ାଇ ଭାଟ କରିବା ପାଇଁ ରୋଲ୍ ।
@homegardenfun
@homegardenfun 2 ай бұрын
Right 👍
@Dina888-R
@Dina888-R 2 ай бұрын
Right 👍
@anandamohakuda4943
@anandamohakuda4943 2 ай бұрын
Perfect katha agyan 👍
@Radhakrishnastatus20
@Radhakrishnastatus20 2 ай бұрын
Sata katha kahil
@Radhakrishnastatus20
@Radhakrishnastatus20 2 ай бұрын
Sabu ki6i Planing
@swastiprasaddas5508
@swastiprasaddas5508 2 ай бұрын
ମନ୍ତ୍ରୀ ମହାଶୟ କ"ଣ ପାଇଁ ଏ ଚିନ୍ତା ଧାରାକୁ ମନକୁ ନେଉଛନ୍ତି. ନାଁ ବଦଳାଇ ବାକୁ ଜୋର୍ ଲଗାଇ ଲେ ଲାଭ ହେବନି ଭୟଙ୍କର ଅବକ୍ଷୟ ହେବ. ଯୋଉ ନାଁ ରେ ଅଛି ଏ ହେଉଛି ଓଡ଼ିଆ ର ଐତିହ୍ୟ. ଆକୁ ନଷ୍ଟ ନ କରାଯାଉ.
@dharmendrabehera6743
@dharmendrabehera6743 2 ай бұрын
Ohhhhhh ki dukho
@ranjanbaral9351
@ranjanbaral9351 2 ай бұрын
ନାମ ପରିବର୍ତ୍ତନ କରିଦେବେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମ ନାମ ପରିବର୍ତ୍ତନ କରି ନରେନ୍ଦ୍ର ମୋଦୀ ଷ୍ଟାଡିୟମ କରିପାରନ୍ତି ସେମାନେ ସବୁ ବଦଳେଇ ଦେଇ ପାରିବେ। ଯଦି ରେଭେନ୍ସାଙ୍କ ସମୟରେ ନ‌ଅଙ୍କ ଦୁର୍ବିକ୍ଷ ହୋଇଥିଲା ବୋଲି ବଦଳିବ ତାହେଲେ ପଟେଲଙ୍କ ସମୟରେ କିଛି ଖରାପ ହୋଇଯାଇଥିଲା କି?
@JagaJaga-tc9jb
@JagaJaga-tc9jb 2 ай бұрын
Bhai ek dum thik Modi namare stadium hela, Patel nka Nama Kati
@diptisahoo4421
@diptisahoo4421 2 ай бұрын
​@@JagaJaga-tc9jbTu kete patha padhichu re Sardar vallavbhai patel pura complex ta ra name juthi re ki kebala cricket stadium taku Modi name re kara jaeichi. Baki tame britisher mana nka chamcha 😂 congress wala ahuri jorse chatukarita re lagija.
@LeehibanandaMohanty
@LeehibanandaMohanty 2 ай бұрын
ସବୁ ଓଡ଼ିଆ ର ଜୀବନ କାନ୍ଦୁଛି ଏଇ BJP ପାଇଁ
@balaramnayak9067
@balaramnayak9067 2 ай бұрын
ଧର୍ମେନ୍ଦ୍ର ପାଗଳ ହେଲାନି
@hebalnayak984
@hebalnayak984 2 ай бұрын
Excellent 👌
@rashachakra3332
@rashachakra3332 2 ай бұрын
ବିଜେପି ସରକାର ରେ ସମସ୍ତେ ନିଜ ପୋଷ୍ଟ ପାଇଁ ଅଯୋଗ୍ୟ.....
@sadanbhatra1999
@sadanbhatra1999 2 ай бұрын
Hoi😊
@unkumar7627
@unkumar7627 2 ай бұрын
ବାଃ ବାଃ ବାଃ। ବହୁତ ବହୁତ ଧନ୍ୟବାଦ 👏👏👏
@SantushMajhi-r3c
@SantushMajhi-r3c 2 ай бұрын
Dharmendra ନିଜକୁ କଣ ଭାବୁଛନ୍ତି ରେଭେନ୍ସା କଲେଜକୁ ନାମ ପରିବର୍ତ୍ତନ କଲେ ଶିକ୍ଷାରେ ପରିବର୍ତ୍ତନ ହେବ।
@GkguruRoyal
@GkguruRoyal 2 ай бұрын
It should be changed. Because the college is in the Name of England Man.
@bisnuprasadrana6319
@bisnuprasadrana6319 2 ай бұрын
Then why u said it in English?? 🤣
@sarojkumarbehera6697
@sarojkumarbehera6697 2 ай бұрын
ଧର୍ମେନ୍ଦ୍ର ପାଗଳ
@prabinkumarnayak5324
@prabinkumarnayak5324 2 ай бұрын
BJP ବାଲଙ୍କାର କାମ ହେଲା ଲୋକ ମାନକ ଭିତରେ ବିଦ୍ୱେଷ ସୃଷ୍ଟି କରି ରାଜନୀତି କରିବା, ଏ matter ରେ କିଛି ଲୋକ ସପୋର୍ଟ କରିବେ, କିଛି ବିରୋଧ କରିବେ, ବେଶ୍ ଏହି ଠାରୁ ରାଜନୀତି ଷ୍ଟାର୍ଟ
@lipun1531
@lipun1531 2 ай бұрын
​@@bisnuprasadrana6319india name puni thare british india rakhideba ki?? Bhala heba
@kalpanamohapatra1528
@kalpanamohapatra1528 2 ай бұрын
ଧନ୍ୟବାଦ
@DillipSundaray-x6j
@DillipSundaray-x6j 2 ай бұрын
ଏ ହେଉଛନ୍ତି ରଙ୍ଗ ବୋଳା ଓ ନାମ ବଦଳା ସରକାର । ସେଥିପାଇଁ ରେଭେନ୍ସା ର ନାମ ବଦଳାଇବାକୁ କହିବା ଟା ସ୍ବଭାବିକ କଥା ।
@MotiveFactLaughs
@MotiveFactLaughs 2 ай бұрын
new govt kama na kari le kari lani like bhubaneswar capital hospital gala belaku kloko kahu chanti aare ranga mistri kahi sei medical kaha bopa banei chi bana hei chi sei time ra cm aau center paisa na ta kana devlop kari bani ki kari le kahiba ranga mistri to bopa dou thila na re center re
@asitjena7769
@asitjena7769 2 ай бұрын
ଧରମା ମୁହଁ ବନ୍ଦ୍ ରଖ୍ ଲୁଚିଯା ନହେଲେ ଧୋଇଦେବେ ଛାତ୍ର ଛାତ୍ରୀ ମାନେ ଆଉ ଜନତା, ମଝିରେ ମଝିରେ ତମ ପାର୍ଟି ଲୋକ କାଇଁ ଏମିତି ହଉଚ
@akshaykumardas9496
@akshaykumardas9496 2 ай бұрын
ଶଳା ଚୋର ଧର୍ମେନ୍ଦ୍ର ଶିକ୍ଷା ବିଷୟ ରେ କିଛି ବି ଜଣା ନାହିଁ, ଖାଲି BJP ସରକାର ରେ ରହି ନାମ ବଦଳେଇ ବା ରାଜନୀତି ଛଡ଼ା ଆଉ କିଛି ଜଣା ନାହିଁ,
@nareshkumar2680
@nareshkumar2680 2 ай бұрын
ୟେ ସରକାର ଖାଲି ନା ଆଉ ରଙ୍ଗ ବଦଳେଇବା ପାଇଁ ସବୁବେଳ ତତ୍ପର ଯଦି କିଛି କରିବାର ଅଛି ନୂଆ ଯୋଜନା କର ନହଲେ next ଇଲେକ୍ସନ ରେ ତମ ସରକାର ର ନା ଆଉ ରଙ୍ଗ ଦିଟା ଯାକ ବଦଳିଯିବ ନା
@khantiodia1289
@khantiodia1289 2 ай бұрын
ସଂଘମିତ୍ରା ଭଉଣୀ ସବୁବେଳେ right କଥା କୁହନ୍ତି
@DeepakPradhan-jr4qk
@DeepakPradhan-jr4qk 2 ай бұрын
Right decision mam❤❤❤ ahuri bhala strike karajauu save name of the Ravenshaw university name 100%
@Odisha_News_Live
@Odisha_News_Live 2 ай бұрын
*'ରେଭେନ୍ସାର ପୂର୍ବତନ ଛାତ୍ର ଭାବେ ନାଁ ପରିବର୍ତ୍ତନ ପ୍ରସ୍ତାବକୁ ଗ୍ରହଣ କରିପାରୁନି'* ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି । ରେଭେନ୍ସାର ପୂର୍ବତନ ଛାତ୍ର ତଥା ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ମୁଁ ରେଭେନ୍ସାର ପୂର୍ବତନ ଛାତ୍ର ଭାବେ ପ୍ରସ୍ତାବକୁ ଗ୍ରହଣ କରିପାରୁନି । ସେଇଦୃଷ୍ଟି ଓ ବ୍ୟକ୍ତିଗତ ଦୃଷ୍ଟିରୁ ଧର୍ମେନ୍ଦ୍ରଙ୍କଙ୍କ ପ୍ରସ୍ତାବକୁ ବିରୋଧ କରୁଛି । ମାତ୍ର ଗୋଟିଏ କଥା ପାଇଁ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେଉଛି । ଧର୍ମେନ୍ଦ୍ର ତାଙ୍କ କ୍ଷମତା ପ୍ରୟୋଗ କରି ନାଁ ବଦଳାଇ ନାହାନ୍ତି । ବଦଳାଇବାକୁ ପ୍ରସ୍ତାବ ଦେଇ ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି । ରାଜନୈତିକ ଦଳ ଭିତରେ ଏହା ଏକ ସ୍ୱାଗତଯୋଗ୍ୟ ଲକ୍ଷଣ । କୌଣସି ପରିବର୍ତ୍ତନ ପାଇଁ ସେ ଏକ ବିତର୍କର ଆହ୍ୱାନ ଦେଇଛନ୍ତି । ଗତକାଲି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ ହେବା ଦରକାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁକ୍ତି ବାଢ଼ିଥିଲେ । ତେବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ବଦଳିବା ଦରକାର କି ନାହିଁ ? ଓଡ଼ିଆ ଅସ୍ମିତାକୁ ଆହତ କରୁଛି କି ବ୍ରିଟିଶ ଅଧିକାରୀଙ୍କ ନାଁ ? କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମତକୁ ନେଇ ତେଜିଲା ବିବାଦ । ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଉଚ୍ଚଶିକ୍ଷାର ଏନ୍ତୁଡ଼ିଶାଳ । ୧୮୬୮ରେ କଟକରେ ସ୍ଥାପିତ ରେଭେନ୍ସା କଲେଜ ନାମିତ ହୋଇଥିଲା ତତ୍କଳୀନ ବ୍ରିଟିଶ କମିଶନର ଥୋମାସ୍ ଏଡୱାର୍ଡ ରେଭେନ୍ସାଙ୍କ ନାଁ ଅନୁସାରେ ।
@bijuharpal8821
@bijuharpal8821 2 ай бұрын
I am proud feel my state Odisha Ravenshaw College Dharmendra Pradhan not knowledge Ravenshaw College about only Ravenshaw College Odisha University
@ramaniroutray2262
@ramaniroutray2262 2 ай бұрын
ଗୋଡେଇ ବାଡ଼ଅ ଶଳା ସେ ମୂର୍ଖାକୁ l ଶଳା ଲକ୍ଷେ ଲକ୍ଷେ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳି ଚାଲି ଆସିଲା Revenshaw ନାଁ ବଦଳେଇବାକୁ l Revenshaw Sir ଙ୍କ ଗୁହକୁ ସରି ହବୁନା ତୁ ?
@Rashje
@Rashje 2 ай бұрын
ଏବେ ବି ଇଂରେଜ ମାନସିକତା ଯାଇନି....😂😂😂.. Ravenshaw କିଏ ତମ ବାପା 🤣 ଶଳା ଜଉଲୋକ 1866 ରେ commissioner ଥିବା ବେଳେ 20,000 tonne ଚାଉଳ ଓଡିଶା ରୁ ବେଙ୍ଗଲ କୁ ପଠେଇଦେଲା, ଲୋକ ମଲେ ପୋକ ମାଛି ପରି.... ସେ ଲୋକ ନା କାହିଁକି ରହିବ???
@ramaniroutray2262
@ramaniroutray2262 2 ай бұрын
@@Rashje କାଇଁ ? ତୁମକୁ ଏତେ ବାଧୁଛି କଣ ପାଇଁ ରେ ବାପା ? ଇତିହାସ ଭଲିକି ନ ଜାଣି ଏ ଅଲଣା ଦେଶଭକ୍ତି କୋଉ କାମକୁ ନୁହେଁ l 20,000 ton ଚାଉଳ କେତେବେଳେ ପଠେଇ ଥିଲେ ? ବଙ୍ଗାଳି ଅଫିସର ସବୁ ଭୂଲ ରିପୋର୍ଟ ଦେଇ ଥିବାରୁ ଏମିତି ହେଇଥିଲା l ତା ପରେ ଯେତେବେଳେ ସେ ନିଜେ ଗୋଟେ comittee କରି ସତ ଜାଣିଲେ ଓଡ଼ିଶା ଲୋକ କେମିତି educate ହେବେ ଆଉ ନିଜ ଦାବି ନିଜେ ରଖି ପାରିବେ ସେଥିପାଇଁ school କଲେଜ ଖୋଲିଲେ, ତା ସହ ଓଡ଼ିଆ ଭାଷା ସାହିତ୍ୟ ପାଇଁ ବି ତାଙ୍କର ବହୁତ ଅବଦାନ ଅଛି l ସେତକ ହେଇ ନ ଥିଲେ ତୁ ଆଜିବି ବଙ୍ଗାଳୀଙ୍କ ଗୁଲାମୀ କରୁ ଥାନ୍ତୁ ରେ ପୁଅ 😂😂😂 l ଟିକେ history ପଢିକି ତା ପରେ କମେଣ୍ଟ କରିବାକୁ ଆସେ 😂😂 l
@Rashje
@Rashje 2 ай бұрын
@@ramaniroutray2262 କଣ ବୋକା ଚୋଦା ଭାବୁଛୁ??..... ମୂର୍ଖ ଇତିହାସ ବିଷୟରେ ବାଳ ଜାଣିଛୁ... 🤣🤣🤣 ଯେଉଁ ଲୋକ 10 ଲକ୍ଷ ଓଡିଶା ଲୋକଙ୍କ ମୁର୍ତ୍ୟୁ ପାଇଁ ଦାଈ ତା ନାଁ କାହିଁକି ହବ?? କାହିଁକି ଓଡ଼ିଆ ନାଁ ନ ରହିବ? ମହାରାଜ କୃଷ୍ଣ ଚନ୍ଦ୍ର ଭଞ୍ଜ ଦଓ ଟଙ୍କା ଦେଇଥିଲେ କାହିଁକି ତାଙ୍କ ନାମ ନ ରହିବ....history ପଢ଼ିଛି ବୋଲି କହୁଛି... ତୋ ଭଳିଆ ମୂର୍ଖ ନୁହେଁ
@diptisahoo4421
@diptisahoo4421 2 ай бұрын
​@@ramaniroutray2262Chatiba ra sima thaye re chatukar kete au golami kariba😂
@Rashje
@Rashje 2 ай бұрын
@@ramaniroutray2262 ଗୋଇଠା ମାରି ବିଷ୍ଣୁ... 😜😜😜 10 ଲକ୍ଷ ଲୋକ 2 ବର୍ଷ ରେ ମଲେ... ସେ କେବଳ ଗାଦି ଜଗିଥିଲା..., ସେ ଗୋଟେ ହତ୍ୟାକାରୀ ତା ନାଁ ରହିବନି ଆଉ.
@NiranjanBehera-q8f
@NiranjanBehera-q8f 2 ай бұрын
ବହୁତ ସୁନ୍ଦର ଚିନ୍ତା ଧାରା ଆପଣ ଙ୍କର
@saratkumarmeher8270
@saratkumarmeher8270 2 ай бұрын
ବହୁତ୍ ସୁ୍ଦର୍ ଦିଦି ,ପୁରା ପାନେ ଦେଇ ଦେଲ ଧର୍ମେନ୍ଦ୍ର ପ୍ରଧାନଙ୍କୁ 😂😂
@DevsSambalpuriablogs_5
@DevsSambalpuriablogs_5 2 ай бұрын
ଗୁଟେ କାମ କର ହେ ଧର୍ମେନ୍ଦ୍ର ପ୍ରଧାନ ନାମ ବଦଳାଇ ନରେନ୍ଦ୍ର ମୋଦି କର ତେବେ direct education minster ରୁ pradhan mantri ହେଇଯିବ ଧର୍ମେଦ୍ର
@rajkumariranajit2054
@rajkumariranajit2054 2 ай бұрын
ଫାଲତୁ BJP କୁ ହଟାଯାଉ ଛିଃ ଛିଃ ରେ BJP
@NarayanaMatia
@NarayanaMatia 2 ай бұрын
ଯାହା କହିଲେ ଠିକ୍ କହିଲ ସମସ୍ତ ବିଷୟକୁ ନେଇ ଦେଖନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଭାବୁଛନ୍ତି ଯେ ସେ ବିଶ୍ୱର ଖ୍ୟାତନାମା ହଇହୋ ରେଭେନ୍‌ସା କଥା କହୁଛନ୍ତି ହେଲେ ବିଜୁଳି ଫ୍ରି କରିବାକୁ କହିଥିଲେ ଛାଡ଼ ହୋ ସେ କଥା ତ କହୁନାହାନ୍ତି । ସବୁ ଟାଉଟର ଏକାଠି ହୋଇ ମୋଦି ମାଧ୍ୟମରେ ଓଡ଼ିଶାକୁ ବିକି ଦେବେ
@prakash35b
@prakash35b 2 ай бұрын
ସମୟ ସରି ସରି ଆସୁଚି ।
@ceekay9911
@ceekay9911 2 ай бұрын
ଧର୍ମେନ୍ଦ୍ର ପ୍ରଧାନ ଜଣେ ଦେଶଦ୍ରୋହି।
@R.NMURMU-js7sc
@R.NMURMU-js7sc 2 ай бұрын
ଧର୍ମେନ୍ଦ୍ର ପ୍ରଧାନଙ୍କ ଆଉ ମୁଣ୍ଡ କାମ କରୁନି
@dukhishyamdas9176
@dukhishyamdas9176 2 ай бұрын
ଏ ଦଳ ର ଅବଖୟ ହେବା ଧରକାର.
@peaceofnature...6905
@peaceofnature...6905 2 ай бұрын
Change heba darkar
@gautamsahoo559
@gautamsahoo559 2 ай бұрын
ଏଗୁଡା ସତରେ ପାଗଳ ହେଇଗଲେଣି। ଏତେ ଗନ୍ଧିଆ ରାଜନୀତି ଆମେ କେବେ ବି ଦେଖି ନଥିଲୁ।
@DEBASISHPATRA-wr1tz
@DEBASISHPATRA-wr1tz 2 ай бұрын
ଆପଣ ମାଡ଼ମା next ମୁଖ୍ୟ ମନ୍ତ୍ରୀ ହେବା ଦରକାର ଆମ ଓଡିଶା ପାଇଁ
@mrsailendra7476
@mrsailendra7476 2 ай бұрын
ଧର୍ମେନ୍ଦ୍ର ପ୍ରଧାନ କୁ ଦେଶରୁ ହଟାଅ 👌
@MobileGuru793
@MobileGuru793 2 ай бұрын
ରେଭେନ୍ସା ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରାଯିବ କି ନାହିଁ କେବଳ ସେହି ବ୍ୟକ୍ତିମାନେ ନିଷ୍ପତି କରିପାରିବେ, ଯେଉଁମାନେ କେବେ ଛାତ୍ର ଭାବରେ ଏଠାରେ ଅଧ୍ୟୟନ କରି ଉପକୃତ ହୋଇଥିଲେ; ଅଥବା ସେଇ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ଯେଉଁମାନେ ଅଧ୍ୟାପନାକୁ ଜୀବନର ବ୍ରତ କରି ଏଠାରେ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିଥିଲେ; ବା ସେହି ଅଭିଭାବକମାନେ ଯେଉଁମାନେ କଷ୍ଟ ଅର୍ଜିତ ଧନ ବ୍ୟୟ କରି ଏକ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ପାଇଁ ଏଠାରେ ତାଙ୍କ ପିଲାମାନଙ୍କୁ ପାଠ ପଢ଼େଇଥିଲେ ଅବା ସେହିମାନେ ଯେଉଁମାନେ ଯେକୈଣସି ମାଧ୍ୟମରେ ଏହା ସହିତ ଜଡ଼ିତ ଥିଲେ। ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ବି ବ୍ୟକ୍ତି ଏ ବିଷୟରେ ଆଲୋଚନା କରିବା ଅପ୍ରାସଙ୍ଗିକ । ନିଜର ବ୍ୟକ୍ତିଗତ ପରିଧିକୁ ବିସ୍ତାର କରିବା ପାଇଁ ସେମାନେ ଯାହା କିଛି ବି କରିପାରନ୍ତି ତାହା ସେମାନଙ୍କର ବ୍ୟକ୍ତିଗତ ବ୍ୟାପାର। କିନ୍ତୁ ଯେଉଁ ଅନୁଷ୍ଠାନ ସହିତ ସେମାନେ କେବେ ବି ଜଡ଼ିତ ନୁହନ୍ତି ; ତା' ବିଷୟରେ କୌଣସି ନିର୍ଣ୍ଣୟ କରିବାର ସେମାନଙ୍କର କୌଣସି ଅଧିକାର ନାହିଁ। ରେଭେନ୍ସା ଆମର ଗର୍ବ ଓ ଗୌରବ। ରେଭେନ୍ସା ଆମ ପାଇଁ ଆମ ଭାବାବେଗର ଏକ ଅଂଶ। ରେଭେନ୍ସା ମହାବିଦ୍ୟାଳୟ ହେଉ କି ବିଶ୍ଵବିଦ୍ୟାଳୟ ଏହା ପାଇଁ ଆମେ ଗର୍ବିତ ଥିଲୁ ଏବଂ ସବୁଦିନ ଗର୍ବିତ ହୋଇ ରହିବୁ ଏଥିରେ କୌଣସି ସନ୍ଦେହ ନାହିଁ। ବନ୍ଦେ ଉତ୍କଳ ଜନନୀ #RavenshawUniversity
@sarojinibehera3680
@sarojinibehera3680 2 ай бұрын
ସେ କ'ଣ କେବଳ ନାଁ ବଦଳାଇ ରଂଗ ବଦଳାଇ ସରକାର ଚଳାଇବା ପାଇଁ ଆସିଛନ୍ତି
@ajitkumarpadhi-h6w
@ajitkumarpadhi-h6w 2 ай бұрын
ଜଣେ କେନ୍ଦ୍ର ମନ୍ତ୍ରୀ ଏପରି କଥା କହିବା ହାସ୍ୟାସ୍ପଦ କଥା। ଏହି ମନ୍ତ୍ରୀ ତେଲ ମନ୍ତ୍ରୀ ଥିବା ବେଳେ କିରାସିନି ବନ୍ଦ ହେଲା। ଯାହା ଧନୀ ଓ ଗରୀବ ଉଭୟ ବର୍ଗ ର ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଲେ। ଯଦି ନାଁ ବଦଳାଇବେ କାହା ନାଁ ଦେବା ପାଇଁ ଚିନ୍ତା କରିଛନ୍ତି।
@BishwanathSethiBishwa
@BishwanathSethiBishwa 2 ай бұрын
ଏହା ଏକ ହୀନ ମନ୍ତବ୍ୟ,ଆଦୌ ଗ୍ରହଣୀୟ ନୁହେଁ ।
@hiranranjan4125
@hiranranjan4125 2 ай бұрын
ସବୁ ନିଜକୁ ଜଣେ ଜଣେ ମୁଣ୍ଡି ବାହାରିକି କୁହନି, ଓଡିଶାବାସୀଙ୍କୁ ନେଇକି ଗୋଟେ ଭୋଟିଂ କରାଯାଉ
@satyasibarout7881
@satyasibarout7881 2 ай бұрын
ଶେଷରେ ମମତା ଭଳି ହେବ ଛାତ୍ର ଆନ୍ଦୋଳନ ରେ ବଳି ପଡିବ
@shatrugnasethi625
@shatrugnasethi625 2 ай бұрын
ଠିକ୍ କାହିଁ ଛନ୍ତି ସଂଘମିତ୍ରା ଦିଦି ।
@unkumar7627
@unkumar7627 2 ай бұрын
ଧନ୍ୟବାଦ ଭଉଣୀ। 👏👏👏
@IndrajitBarik-rd9fl
@IndrajitBarik-rd9fl 2 ай бұрын
Thik katha kahi chanti didi 🙏
@itsbikram24
@itsbikram24 2 ай бұрын
ଦେଶ ର ଟୁକଡେ ଟୁକଡେ ପାଇଁ ସ୍ବପ୍ନ ଦେଖୁଥିବା ଦଳ ନେତା ଏଠି ଭାଷଣ ମାରୁଛନ୍ତି ।
@adivasi_tech
@adivasi_tech 2 ай бұрын
@@itsbikram24 ଏଠି ଯେଉଁ ମାନେ ଅଛନ୍ତି ସେମାନଙ୍କର ପୂର୍ବପୁରୁଷମାନେ ନିହାତି ଇଂରେଜ ସରକାରଙ୍କ ଗୋଲାମୀ ଥିଲେ, ନହେଲେ ଗୋଟେ ଇଂରେଜ ନାମ ବଦଳାଇବାରେ କଷ୍ଟ ନ ଲାଗନ୍ତl
@Sonu19999
@Sonu19999 2 ай бұрын
​@@adivasi_techBhai prathame history padha ..ta pare Katha barta Kariba ,, kindergarten ra patha padhi...rajaniti kle chalib ani😂
@GkguruRoyal
@GkguruRoyal 2 ай бұрын
It should be changed. Because the college is in the Name of England Man.
@drkrishnachandramallik8742
@drkrishnachandramallik8742 2 ай бұрын
ତୁ କିଏବେ​@@adivasi_tech
@drkrishnachandramallik8742
@drkrishnachandramallik8742 2 ай бұрын
​@user-pତୁ କି ଏବେ। o9zi5ks2e
@santilatatripathy7375
@santilatatripathy7375 2 ай бұрын
ନିହାତି ସମସ୍ତେ ବିରୋଧ କରିବେ.
@prangyasagarikaroutray2262
@prangyasagarikaroutray2262 2 ай бұрын
Thik 👍🏻
@ps8010
@ps8010 2 ай бұрын
ଧନ୍ୟବାଦ ମାଡାମ
@TITILI500
@TITILI500 2 ай бұрын
ଧର୍ମେନ୍ଦ୍ର & ମୋଦୀ university ରଖା ଯାଉ
@bijoykumardas4173
@bijoykumardas4173 2 ай бұрын
ଧର୍ମେନ୍ଦ୍ର ନା କୁ ବଦଲେଇ ଆଗ ପରମା ପ୍ରଧାନ୍ କରନ୍ତୁ ପରେ ଚୋଲ୍ଲେଗେ ନା ବଦଲେଇବେ
@shreenikdash55
@shreenikdash55 2 ай бұрын
The worst govt. till day.Only the process of money collection
@susantakumarsenapati9752
@susantakumarsenapati9752 2 ай бұрын
Maa tume samaj sebika ru ketebele je rajanetri heigala kichi jana padilani. Babut chalak acha maa tume
@manasranjansamal5171
@manasranjansamal5171 2 ай бұрын
great initiative...well done...
@smakader187
@smakader187 2 ай бұрын
Yes u r right madam 100,,,🙏🙏🙏👍👍👍 right
@pinkysethi7537
@pinkysethi7537 2 ай бұрын
ପାଗଳାମି ସରକାର
@JagabandhuMuduli-r3s
@JagabandhuMuduli-r3s 2 ай бұрын
ଯୋଉ ଦିନ ଓଡିଶା ରେ ବିଜେପି ସରକାର ଆସିଲା ସେଇ ଦିନ ଟୁ ଖାଲି ନାମ ବଦଳା ଚାଲିଛି.... ଆଉ କିଛି ନାହିଁ
@prabinkumar2770
@prabinkumar2770 2 ай бұрын
Sister vala kahichanti
@mamatabehera6708
@mamatabehera6708 2 ай бұрын
ବିଲକୁଲ୍ ଠିକ କହିଛ ମନ୍ତ୍ରୀଙ୍କର ଇତିହାସ ଜ୍ଞାନ ବହୁତ୍ କମ୍। ପ୍ରତ୍ୟେକ ଓଡ଼ିଶା ବାସୀ ଏହାକୁ ବିରୋଧ କରିବା ଦରକାର,,,
@sarojpradhan5509
@sarojpradhan5509 2 ай бұрын
ସବୁ ଓଡ଼ିଆ ନାଁ ହଟି ଇଂରାଜୀ ନାଁ ରହିବ। ରେଭେନ୍ସା ନାଁ ତ ଇଂରେଜ ସାହେବ ର ନାଁ। ଏହି ନାଁ କୁ ଯିଏ ହଟେଇବାକୁ ଚେଷ୍ଟା କରିବ, ସେ ଦଣ୍ଡ ପାଇବା ଉଚିତ। ଫାକୀର ମୋହନ, ଉତ୍କଲ, ଗୋପବନ୍ଧୁ... ଏମିତି ମର ହଟିଆ ନାଁ ପରିବର୍ତ୍ତନ କରି ରେଭେନ୍ସା, ଲର୍ଡ଼ ଉଇଲିୟମ ବେଣ୍ଟିକ, ଲେନିନ, ଲର୍ଡ଼ କର୍ଜନ..... ଏହିପରି ଇଂରେଜୀ ନାମ ଦିଆଯାଉ। ଓଡ଼ିଆ ନାମ ୟାକ...... ଥୁ.......
@Actorchinmayvlogs
@Actorchinmayvlogs 2 ай бұрын
ତୁ Mg ବୋଧେ ତୋ ମାଆ,ଭଉଣୀକୁ ଲଣ୍ଡନରେ ଗୋରା ମାନଂକ ପାଖରେ ଭଡା ଲଗଉଛୁ,କେବେ ହାବୁଡରେ ପଡ ମୋର ଓଡିଆ ଟୋକା ପାହାର କେମିତି ବାଜିବ ଜାଣିବୁ 👹
@BabliMantry
@BabliMantry 2 ай бұрын
ଠିକ୍ କଥା ଭଉଣୀ
@MRHAPPYODISHA
@MRHAPPYODISHA 2 ай бұрын
ଜୟ ଜଗନ୍ନାଥ 🙏....... ମୋ ମତ ରେ ନାମ ବଦଳାଇ ଦିଅ ମନା ନାହିଁ.... କିନ୍ତୁ ଛାତ୍ର ଓ ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷକ, ଶିକ୍ଷା, ଉନ୍ନତି ଦିଗ ରେ ଆଗାଇ ନିଆ ଯାଉ......... ସର୍ବ ପ୍ରଥମେ ଓଡିଶା ର ବିକାଶ କୁ ଧ୍ୟାନ ଦିଆଯାଉ..... 👍
@SangharshOdisha-x9n
@SangharshOdisha-x9n 2 ай бұрын
Our cm nabin babu ❤
@ajitpadhan368
@ajitpadhan368 2 ай бұрын
ସରକାର ହଟା ଯାଉ
@somyasanjayasaiexpress5653
@somyasanjayasaiexpress5653 2 ай бұрын
ଇଂରେଜ ମାନକ ନା କାଟିବା ଦରକାର୍
@KalpanaOjha-ug6mm
@KalpanaOjha-ug6mm 2 ай бұрын
Right sister 👍🏻TQ god bless you
@sandippraharaj6581
@sandippraharaj6581 2 ай бұрын
ପାଦରେ ପାଦ ଛନ୍ଦା ନାମ ବଦଳେଇବା ମୋ ବାଳ ଧନ୍ଦା ।
@avimanyusahoo6103
@avimanyusahoo6103 2 ай бұрын
Sister you are Right
@pradiptadatta2928
@pradiptadatta2928 2 ай бұрын
There no necessary of changing the name of Revensha college..
@dukhishyampradhandukhishya3024
@dukhishyampradhandukhishya3024 2 ай бұрын
Apan hundred percent right katha rakhichhanti, sister, Jay Jagannath, bande utkal janani.
@sashibhusanjena449
@sashibhusanjena449 2 ай бұрын
ପୁରା ଶତ କଥା କହିଲ ଭଉଣୀ
@ParameswarMuduliTutu
@ParameswarMuduliTutu 2 ай бұрын
ବିଜେପି ସରକାର କୁ ଆସି ପାଗଳ ହେଈ ଗଲାଣି
@MinatiAcharya-nx3rx
@MinatiAcharya-nx3rx 2 ай бұрын
Thik kahila jhia. Dhanyabad
@rudraprasadpani9907
@rudraprasadpani9907 2 ай бұрын
Right. Good points.
@sukantamalik4139
@sukantamalik4139 2 ай бұрын
ଭଉଣୀ ଜଣଙ୍କ ଠିକ୍ କହୁଛନ୍ତି
@deepikamarndi5135
@deepikamarndi5135 2 ай бұрын
Very good madam
@sudamsagar8675
@sudamsagar8675 2 ай бұрын
Thankyu mm 👍 👍👍
@ChittaranjanDalai-rn6hi
@ChittaranjanDalai-rn6hi 2 ай бұрын
ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା କଲେଜର ନାମ ବଦଳାଇବା ପାଇଁ ତାଙ୍କର ବ୍ୟକ୍ତିଗତ ମତ‌ ବୋଲି କହୁଛନ୍ତି। ତାଙ୍କ ଦଳର ଏମିତି କୋୖଣସି ନେତା ନାହାନ୍ତି ଯିଏ କି ବ୍ୟକ୍ତି ଗତ ମତ ନ ରଖୁଛନ୍ତି । ଶିକ୍ଷା ବିଭାଗ କଥା ଆଇନ୍ ମନ୍ତ୍ରୀ କହୁଛନ୍ତି। ରେଭେନ୍ସାର ନାମ ବଦଳାଇ ଧର୍ମେନ୍ଦ୍ର କ'ଣ ତାଙ୍କ ନାମରେ କଲେଜ ଟା କରିଦେବେ ନା କ'ଣ
@aswinimalik2431
@aswinimalik2431 2 ай бұрын
ମୋଁ କଥାଟି ତୁମକୁ ଖରାପ ଲାଗିପାରେ ସାମ୍ବାଦିକତା କରୁଥୁବା ଭଉଣୀ କାରଣ ତୁମେ ବି ଗୋଟେ ନାରୀ ନିଜକୁ ପଚାର ଆଧାର କେନ୍ଦ୍ର ର ଭିଡ଼ ଦେଖା ହଉଛି କିନ୍ତୁ ବାଲେଶ୍ୱର ଜିଲ୍ଲା ରେମୁଣା ଠାରେ ଗୋଟେ ୯ବର୍ଷ ର ଛୋଟ ଝିଅଟିକୁ ଦୁଷ୍କର୍ମ କରି ମାରିଦିଆଗଲା ଦୋଷୀ କୁ କଠୋର ରୁ କଠୋର ଦଣ୍ଡ ମିଳୁ ଏ ବିଷୟରେ ଗୋଟେ କେବେ ପାଟି ଖୋଲିବ ନାଁ ବିଜେପି ସରକାର ତୁମ ମାନଙ୍କର ମୁହଁ ବନ୍ଦ କରିଦେଇଛି ପଇସା ଦେଇକି 🤷🏻‍♂️
@jhunimalik
@jhunimalik 2 ай бұрын
Revensa sabu bele revensa hoiki rahiba, au rahiba darkar
@DjDj-hg9no
@DjDj-hg9no 2 ай бұрын
ବାମପନ୍ଥୀ କମ୍ୟୁନିଷ୍ଟ କେବେ ଠାରୁ ଦେଶ ପ୍ରେମୀ ହେଲେଣି
@NarayanGond-gz3bn
@NarayanGond-gz3bn 2 ай бұрын
ରେଭେନ୍ସାର ନାଁ ଓଡ଼ିଶାର କୋଣ ଅନୁକୋଣରୁ ସମସ୍ତେ ଜାଣନ୍ତି High quality Education Provided Institute ନୂଆ ନାଁ ଧରିଲେ ବି କେହି ଜାଣିବେନି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉଜ୍ଜ୍ବଳ ଭବିଷ୍ୟତରେ ଅଛନ୍ତି ବର୍ତ୍ତମାନ
@gopinathmurmu8074
@gopinathmurmu8074 2 ай бұрын
outstanding .. explanation . thank you madam . you said the real truth . ye BJP RSS india ku barbad karuchanti .
@Power0P7949
@Power0P7949 2 ай бұрын
Reservation miluni bodhe thik se😂
@pramilapati3181
@pramilapati3181 2 ай бұрын
RSS India ku barbad karuchhi ? RSS pain bodhe aji india re Hindu jati banchichhanti , nahele Abe india re only muslims....RSS ra contribution bisaya re tk bhalare janantu then kahibe
@arjunkumar-zq1rf
@arjunkumar-zq1rf 2 ай бұрын
ଖାଲି ନାମ ବଦଳେଇ ଦେଲେ ହବନି ସେ ପୁରୁଣା କୋଠା କୁ ଭାଙ୍ଗି ନୂଆ ବି କରି ଦିଅ ଆଉ ତାକୁ କଟକ ରୁ ଉଠେଇ ନେଇ ତୁମ ଅନୁଗୁଳ ରେ ବସେଇ ଦିଅ ଭଲ ହବ 😂
@hsd4526
@hsd4526 2 ай бұрын
British mane kichhi karantu na karantu, kintu deshare anek school, college, university, technical o medical college stapita karithile o tahar upkara aaji deshbashi labha karuchhanti. Revenshaw saheb jadio british thile, kintu se cuttack re school o college pratistha kari odisha bashi nkar aneka upakar karichhanti. Tanka nama badalaiba cuttack basinkar bhayankar apamana heba.
@NATUREPHOTOGRAPHY-123
@NATUREPHOTOGRAPHY-123 2 ай бұрын
କିଏ କେଉଁଠି କହିଦେଲା, ସେଠି ଚାଲିଲା ଏମିତି, ଆରେ ଭାଇ ତଳ ଲେବେଲ କୁ ଆସିକି ଦେଖ କେଉଁ ଅବସ୍ଥାରେ ଲୋକ ରହୁଛନ୍ତି
Players vs Pitch 🤯
00:26
LE FOOT EN VIDÉO
Рет қаралды 116 МЛН
这是自救的好办法 #路飞#海贼王
00:43
路飞与唐舞桐
Рет қаралды 121 МЛН
World’s strongest WOMAN vs regular GIRLS
00:56
A4
Рет қаралды 29 МЛН
КОГДА К БАТЕ ПРИШЕЛ ДРУГ😂#shorts
00:59
BATEK_OFFICIAL
Рет қаралды 7 МЛН
Headlines @5PM | 10th November 2024 | Nandighosha TV
3:17
Nandighosha TV
Рет қаралды 1,2 М.
ପଛରେ କାହାର ଷଡ଼ଯନ୍ତ୍ର ?
11:23
Reporters Today
Рет қаралды 122 М.
Headlines @4PM | 10th November 2024 | Nandighosha TV
3:19
Nandighosha TV
Рет қаралды 1,4 М.
Players vs Pitch 🤯
00:26
LE FOOT EN VIDÉO
Рет қаралды 116 МЛН