କିଏ କହିଥିଲା ଇଲେକ୍ସନ ଲଢିବାକୁ ସବୁ ଦଳୀୟ MLA ଙ୍କ ପେନସନ ଓ ଦରମା ବନ୍ଦକର ! Subhasis sarangi on corruption.

  Рет қаралды 62,022

Pratidin TV

Pratidin TV

Күн бұрын

କିଏ କହିଥିଲା ଇଲେକ୍ସନ ଲଢିବାକୁ ସବୁ ଦଳୀୟ MLA ଙ୍କ ପେନସନ ଓ ଦରମା ବନ୍ଦକର ! Subhasis sarangi on corruption. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 740
@KishorAcharya-rc5lj
@KishorAcharya-rc5lj 10 күн бұрын
MLA ମାନଙ୍କର ଦରମା ଏବଂ ପେନସନ ବନ୍ଦପାଇଁ ଜନ ଆନ୍ଦୋଳନର ନେତୃତ୍ୱ ନିଅନ୍ତୁ
@saratbal682
@saratbal682 8 күн бұрын
Yes that is required
@bhabanishankarpati466
@bhabanishankarpati466 7 күн бұрын
Yes Bhai you are wright
@susmitagurumishra6337
@susmitagurumishra6337 6 күн бұрын
☑️
@tulasisahoo8757
@tulasisahoo8757 6 күн бұрын
Right
@SarojkumarBehera-ly7fm
@SarojkumarBehera-ly7fm 5 күн бұрын
Right
@hrushikesh8842
@hrushikesh8842 10 күн бұрын
ଆମେ ଜାଗ୍ରତ ହେବା ଦରକାର ।MLA &MPମାନଙ୍କୁ ବିରୋଧ କରିବା ର ସମୟ ଆସିଛି ।ଓଡିଶାବାସୀ ଏକଥାରେ ଉଚିତ୍ ବିଚାରକରି ମତ ରଖନ୍ତୁ ।
@melekanarayana9734
@melekanarayana9734 9 күн бұрын
💯 ଠିକ୍ କଥା
@comeonstudy
@comeonstudy 9 күн бұрын
Yes
@Adisakti4158
@Adisakti4158 2 күн бұрын
Thik
@dinabandhuraita3371
@dinabandhuraita3371 10 күн бұрын
Right କଥା ଏମାନଙ୍କ ପାଇଁ ରାଜକୋଷ ସମ୍ପତ୍ତି କ୍ଷତି ହେଛି
@anantamallick3634
@anantamallick3634 10 күн бұрын
ଭାଇଙ୍କର ମତାମତ ୧୦୦ ପ୍ରତିଶତ କାର୍ଯ୍ୟକାରୀ ହେବା ଜରୁରୀ
@comeonstudy
@comeonstudy 9 күн бұрын
Yes
@bhabanishankarpati466
@bhabanishankarpati466 7 күн бұрын
Yes you are wright
@SarojkumarBehera-ly7fm
@SarojkumarBehera-ly7fm 5 күн бұрын
Right
@ajoyabehera7707
@ajoyabehera7707 3 күн бұрын
Bhai 💯 right
@ChittaranjanDalai-rn6hi
@ChittaranjanDalai-rn6hi 10 күн бұрын
ବିଧାୟକ ଓ ସାଂସଦ ମାନେ ନିଜକୁ ସମାଜ ସେବୀ କହୁଛନ୍ତି। କିନ୍ତୁ ଦରମା ବଢ଼ାଇବାକୁ କହୁଛନ୍ତି। ସମାଜ ସେବା ନାଁରେ ଟଙ୍କା ନେଉଛନ୍ତି। ସମାଜ ରେ ବହୁତ ସମାଜ ସେବୀ ଅଛନ୍ତି ଯିଏ ରାଜନୀତୀଆଙ୍କ ଠାରୁ ଭଲ ସମାଜ ସେବା କରୁଛନ୍ତି। ତାଙ୍କୁ କିଏ ଦରମା ଦେଉଛି ?
@prabodhapanda5184
@prabodhapanda5184 10 күн бұрын
Yes, ବନ୍ଦ ହେବା ଦରକାର.
@amulyabudhi7733
@amulyabudhi7733 10 күн бұрын
ରାଜନୀତି ଯଦି ସେବା ତାହାଲେ ଦରମା କାହିଁକି ଅଛି ? ରାଜନୀତି ଯଦି ଚାକିରୀ, ତାହାଲେ ଶିକ୍ଷା ଗତ ଯୋଗ୍ୟତା କାହିଁକି ନାହିଁ ???
@AkashNayak-dv4yx
@AkashNayak-dv4yx 10 күн бұрын
Right😂
@mintumsallick5379
@mintumsallick5379 9 күн бұрын
ଭାଈ ତମକୁ ଆଉ ତମର ଜ୍ଞାନକୁ ନମସ୍କାର ସତରେ ବିଚିତ୍ର ଜ୍ଞାନ ତମ ପାଖରେ ଅଛି ଭଗବାନ୍ ତମର ମଙ୍ଗଳ କରୁ
@subashchandradas1638
@subashchandradas1638 9 күн бұрын
ପ୍ରତିଦିନ ଚ୍ୟାନେଲ କୁ ବହୁତ୍ ଧନ୍ୟବାଦ୍, ନିରପେକ୍ଷ ବିଚାର ଓ ପ୍ରସଙ୍ଗ ଉପସ୍ଥାପନା କରି ଥିବାରୁ ଅଶେଷ ଧନ୍ୟବାଦ୍।
@manaschandrasahu9451
@manaschandrasahu9451 10 күн бұрын
ଠିକ୍ କଥା ଏମାନଙ୍କର ପେନସନ ବନ୍ଦ କରାଯାଉ, Jay jagannath
@comeonstudy
@comeonstudy 9 күн бұрын
Emane kie nije sasan karucha boli mana echa jaha Kariba jabab deba nia jaliba
@DrDhirendraMohanty
@DrDhirendraMohanty 8 күн бұрын
ବିଧାୟକ ଙ୍କ ଭତ୍ତା ଓ ଦରମା ସର୍ବନିମ୍ନ କରାଯାଉ ଓ ଭତ୍ତା ସାମାଜିକ ଭତ୍ତା ସାଧାରଣ ଜନତା ଯାହା ପାଉଛନ୍ତି ସେହି ଅନୁସାରେ ଭତ୍ତା ଦିଆଯାଉ,
@sushilchakisushil557
@sushilchakisushil557 10 күн бұрын
Right ଭାଇ ଏ ବାଳ ନେତାମାନଙ୍କୁ ମାଡ଼ ଦରକାର
@user-pv2eu4uq1r
@user-pv2eu4uq1r 10 күн бұрын
M LA ମାନେ କଣ ସୁଧ ସୁବର୍ଣ୍ଣ ଏହାଙ୍କୁ କାହିଁକି ଭିଜିଲାନ୍ସ ରେଡ କରାଯାଉନାହିଁ ଏହାଙ୍କ ନିକଟରେ କଣ କଳାଧନ ନାହିଁକି?
@sirtapan6058
@sirtapan6058 10 күн бұрын
Perfect katha kahile sir
@brajabihariPanda
@brajabihariPanda 10 күн бұрын
Vaina apanku salute
@bhabanishankarpati466
@bhabanishankarpati466 7 күн бұрын
Bhai you are wright
@hrushikesh8842
@hrushikesh8842 10 күн бұрын
ଏଥିପାଇଁ ଜନଆନ୍ଦୋଳନ ଆବଶ୍ୟକ ।
@prasantapattanaik862
@prasantapattanaik862 10 күн бұрын
ଠିକ୍ କଥା।ଏହା ଲୋକଂକ ସେବା। ଚାକିରି ନୁହେଁ।
@SRAJ2662
@SRAJ2662 10 күн бұрын
ଦେଶ ସେବା ନାଁ ରେ ଲୁଟ ଚାଲିଛି.. ଦେଶ ସେବା ତ କରିବ ଦରମା କଣ ପାଇଁ ନେବ... ଦରମା ନେବାର ଇଛା ଯଦି job କର
@kkgyanbhandar2857
@kkgyanbhandar2857 9 күн бұрын
Emananka ra peon hebara jogyata nahi
@samirnayak3768
@samirnayak3768 9 күн бұрын
ଲୁଟ ଓ ଭ୍ରଷ୍ଟାଚାର ପ ଇସା କମ୍ ପଡୁଛି? ତାଙ୍କର ଦରମା ପେନସନ୍ ବଢାଯିବ, ଆଦୌ ନୁହେଁ. ସରକାରୀ ଚାକିରିଆ ହରତାଳ ସମୟରେ ଯଦି ଏହି ବେଇମାନି ନେତାମାନେ ଯୁକ୍ତିବାଢନ୍ତି ସବୁ ଠିକ୍, ଦାବି ଶୁଣାଯିବନି. ଏମାନଙ୍କର ଦରମା ଠିକ୍ ଅଛି.
@comeonstudy
@comeonstudy 9 күн бұрын
Nije MLA hebe tanka pua mananku karibe darama 3 lakh karibe tanka echa
@kapilcharanmohanty9673
@kapilcharanmohanty9673 8 күн бұрын
Right.election re candidate heba pain written test heba darkar
@SatrughanNayak-qf1rt
@SatrughanNayak-qf1rt 9 күн бұрын
ସର୍ବ ଦଳୀୟ ଏମ ଲ୍ ଏ, ଏମ ପି, ମାନଙ୍କୁ କନିଷ୍ଠ ଶିକ୍ଷକ ମାନଙ୍କ ଭିତ୍ତିରେ ଦରମା ଦିଆ ଯାଉ,
@ramakantamahapatra8141
@ramakantamahapatra8141 9 күн бұрын
ବହୁତ ସୁନ୍ଦର କଥା କହିଲ ଭାଇ🙏
@Sastriyachannel4597
@Sastriyachannel4597 8 күн бұрын
ଏହି ମା'ଙ୍କର ଦରମା ଓ ପେନସନ‌ ବନ୍ଦକରି ଗରିବମାନଙ୍କର ସେବାର ଲାଗୁ।
@brajasundarsahoo1590
@brajasundarsahoo1590 10 күн бұрын
ଆପଣ ଯାହା କହିଛନ୍ତି ୧୦୦ ଶତକଡା ଠିକ୍ କହିଛନ୍ତି l MLA MP ମନ୍ତ୍ରୀ ମାନେ କହୁଛନ୍ତି ସେମାନେ ଜନ ସେବକ l janasevak ହୋଇ ଲୋକଙ୍କ ପଇସାରେ ଦରମା ପେନସନ ନେଉଛନ୍ତି କାହିଁକି ? ଅନ୍ୟାନ୍ୟ ସୁବିଧା ସୁଯୋଗ ନେଉଛନ୍ତି କାହିଁକି ? ଏ କି ପ୍ରକାର ସେବା ? ପଇସା ଖିଆ ସେବା l
@sushilkumarsemili5243
@sushilkumarsemili5243 10 күн бұрын
ଆଜ୍ଞା ଆପଣ ଭଲ କହି ଛନ୍ତି, ଧନ୍ୟବାଦ ,❤
@CaRtOoNKaHaNi-r7r
@CaRtOoNKaHaNi-r7r 7 күн бұрын
ବହୁତ୍ ସୁନ୍ଦର୍ କଥା ,,,, MLA, MP ମାନେ ହାରିଗଲା ପରେ ତାଙ୍କ ଦରମା ଆଉ ପେନସନ ବନ୍ଦ ହବା କଥା,,,,,MLA/MP ମାନେ ନିଜ ଗାଁ ଛକ ରେ କୁକୁଡ଼ା ଦୋକାନ କରି business କରି ପାରିବେ,,,,
@collectionofodisha
@collectionofodisha 10 күн бұрын
ଭାଇ କଥା ପଦେ କହିଲେ ଖୁସି ଲାଗିଲା ।
@chittaranjanrath3088
@chittaranjanrath3088 10 күн бұрын
U R right
@kalandicharantripathy3316
@kalandicharantripathy3316 10 күн бұрын
ଧନ୍ୟବାଦ ବନ୍ଧୁ
@santoshkumarmohanty248
@santoshkumarmohanty248 7 күн бұрын
ସ୍ଵାଗତ ଯୋଗ୍ୟ ଚିନ୍ତାଧାରା । ବିପ୍ଳବ ହେବ ଆବଶ୍ୟକ ଏଠି ପାଇଁ ଗୋଟେ ବଡ଼ ଧାରଣାର .....
@geetanjalipattnayak2605
@geetanjalipattnayak2605 10 күн бұрын
ଆପଣଙ୍କ ସ୍ପଟ ମତମତାକୁ କାର୍ୟକାରୀ କରିବା ନିହାତି ଜରୁରି
@akashrajtvkoraput9952
@akashrajtvkoraput9952 10 күн бұрын
ନିଶ୍ଚିତ କଥା 👍
@pratapbehera3049
@pratapbehera3049 10 күн бұрын
Thik kahicha bhai❤❤
@JogeswarMajhi-lt7hj
@JogeswarMajhi-lt7hj 10 күн бұрын
ମନ୍ତ୍ରୀ,ବିଧାୟକ ଯଦି ଲକ୍ଷ ଲକ୍ଷ ଟଙ୍କା ଦରମା ନେବେ ,,ଏତେ ଦମ୍ ଅଛି ଯଦି ଜଣେ ସରପଞ୍ଚ ମେମ୍ବର ମାନଙ୍କୁ ୪୦/୫୦,୦୦୦ କରାଯାଉ,,,,
@Hariharpatra109
@Hariharpatra109 10 күн бұрын
ଭଲ କଥା ଟିଏ କହିଲ। ଅମେ ଭୋଟ ଦେବା ସେମାନେ ନେତା ହେବେ ମାଲା ମଲ୍ ହେବେ।
@munasahoo8106
@munasahoo8106 10 күн бұрын
You are absolutely right big brother keep it up 👍 we are support you
@lipakpradhan7112
@lipakpradhan7112 10 күн бұрын
ଭାଇ ଜନ ଆନ୍ଦୋଳନ ହେବା ଦରକାର
@Tikemaja
@Tikemaja 10 күн бұрын
Right bro...... 👌👌👌 ଶଳା MLA ଆଉ MP ଦେଶକୁ ଖାଇଗଲେ
@ODISHABHAI-eq8jq
@ODISHABHAI-eq8jq 10 күн бұрын
ସବୁ ଲୁଟି ବାକୁ ଥିଆ ହୋଇଥିଲେ MLA ରେ ଠିଆ ହୋଇ ଥିଲେ, ଦରମା ଓ ଭର୍ତା ଲୋଭ ରେ ସବୁ gm
@diptiranjanchoudhury7052
@diptiranjanchoudhury7052 10 күн бұрын
Absolutely right
@niranjannayak2683
@niranjannayak2683 10 күн бұрын
ଏହା ହୋଇ ପାରିଲେ ଓଡିଶା ରାମ ରାଜ୍ଯ ହୋଇ padib,ସେ ଯାଇଛନ୍ତି ଚୋରି କରି ନିଜ ସମ୍ପତ୍ତି ବଢାଇବାକୁ I
@pramodrout1879
@pramodrout1879 10 күн бұрын
Right 🎉
@aranyadiscodance
@aranyadiscodance 10 күн бұрын
Very good thank you bh
@lipu329
@lipu329 10 күн бұрын
Right
@abdulamin1178
@abdulamin1178 10 күн бұрын
Bhai absolutely right
@dillipmohapatra9680
@dillipmohapatra9680 10 күн бұрын
I salute you brother,please raise your voice against block grant lecturers and teachers system in odisha which is an odd system in odisha
@kumudinisardar2964
@kumudinisardar2964 10 күн бұрын
You are corect sir
@sinitidash2979
@sinitidash2979 10 күн бұрын
Right 👍 answer deichanti Bhai . Rock thok javab deichanti Subhash Bhai . JAY shree Ram . JAY shree jagarnatha .
@user-ph9cw5ro2l
@user-ph9cw5ro2l 10 күн бұрын
Right bro🙏🙏🙏🙏🙏🙏🙏🙏
@MrutyunjayBehera-q3f
@MrutyunjayBehera-q3f 10 күн бұрын
ଠିକ୍ କଥା ଭାଇ 🙏
@SailajShee
@SailajShee 10 күн бұрын
100% Right
@Mbabuli019
@Mbabuli019 9 күн бұрын
ଭାଇ ଭଲ କଥା କହିଛନ୍ତି, ଏହିପଇସାରେ ଲୋକଙ୍କୁ ମଦ ମାଉସ ଖୋଇ ଭୋଟ ହାତେଇବେ,
@madhubarik8438
@madhubarik8438 10 күн бұрын
100% Right sir 🙏
@swetadas6192
@swetadas6192 9 күн бұрын
ସେବା ସ୍ବେଛାକୃତ ହୋଇଥାଏ,,, 5 ବର୍ଷରେ double 10 ବର୍ଷରେ tripple, 15 ବର୍ଷରେ quarduple, 20 ବର୍ଷରେ ---×147=ଶଳେ ଆମ ଓଡିଶାକୁ ଖାଇଦେବେ। Stop this system quickly please🙏
@jamesrinku1995
@jamesrinku1995 7 күн бұрын
ବୁଢ଼ା ବୁଢ଼ୀ ଙ୍କ ପାଇଁ 3 ହଜାର ଦେବା ପାଇଁ MLA ଙ୍କ ର କିଛି ସ୍ୱର ଉତ୍ତଳନ ନାହିଁ କିନ୍ତୁ ଏ ମାନଙ୍କୁ 3ଲକ୍ଷ୍ୟ ଦରମା ଦରକାର। ଧନ୍ୟ ରେ MLA ମନ୍ତ୍ରୀ ତନ୍ତ୍ରୀ ମାନେ 😢
@debiprasadmishra5656
@debiprasadmishra5656 10 күн бұрын
Perfect 👍.
@Sastriyachannel4597
@Sastriyachannel4597 8 күн бұрын
ଭାଇ ସମସ୍ତଙ୍କ ଦରମା ଓ ପେନସନ ବନ୍ଦ କରାଯାଉ। ଏହି MAL ଓ M P ମାନେ ରାଜକୋଷକୁ ଲୁଟୁଛନ୍ତି।
@DhanapatiNayak-gv3xl
@DhanapatiNayak-gv3xl 9 күн бұрын
Yes Sir very very right speech sir and all odisha support sir ❤❤❤❤
@prasantapattanaik862
@prasantapattanaik862 9 күн бұрын
ଦେଶ ସାରା ଏକ ଜୋର୍ ଜନ ଆନ୍ଦୋଳନ ଦରକାର।
@harikrupameher3660
@harikrupameher3660 10 күн бұрын
Right bhai
@sakhigopalpradhan669
@sakhigopalpradhan669 10 күн бұрын
Good suggestion
@Dolasinghbhoi
@Dolasinghbhoi 7 күн бұрын
Thak you ଦାଦା ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଦରକାର
@Hasimkhan-ep4us
@Hasimkhan-ep4us 10 күн бұрын
Your Bhai right
@biswanathbehera7960
@biswanathbehera7960 7 күн бұрын
ଆପଣକୁ ଅଶେଷ ଅଶେଷ ଧନ୍ୟବାଦ।
@mamatamaharana1784
@mamatamaharana1784 10 күн бұрын
Thank you Bhai 🙏 Ete din pare gote katha sunila a kana ❤. Puni Ghoda bepare re bikri hei chhanti MLA MP dala badal Raj niti re .
@SkAzad-ep9ct
@SkAzad-ep9ct 10 күн бұрын
Good bhiu
@bapunbababairisal8149
@bapunbababairisal8149 7 күн бұрын
ଭାଇ ଏମାନଙ୍କ ଦରମା ଆଉ ପେନକ୍ସନ କିଏ ବନ୍ଦ କରିବ। ଯିଏ ବନ୍ଦ କରିବ ସେ ଅଫିସର କୁ ଏମାନେ ବଦନାମ କରିବେ। ରାଜନୀତି
@basudevsahoo2092
@basudevsahoo2092 14 сағат бұрын
ଶତ ପ୍ରତିଶତ ଠିକ କଥା କହିଛନ୍ତି ଆଜ୍ଞା ରାଜକୋଷ ଅର୍ଥ ଅନ୍ୟାୟସରେ ତୋଷୋର ପାତ ନହେଉ 🙏🙏🙏
@user-yr1nf8tg2b
@user-yr1nf8tg2b 6 күн бұрын
ରାଜନୀତି ଗୋଟେ ଡିପାର୍ଟment❤️ ହେଇ ଗଲାଣି.
@subashmishra5616
@subashmishra5616 7 күн бұрын
❤ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବିବୃତି ପ୍ରଦାନ ପାଇଁ ଦାବି ଯଥାର୍ଥ ସାଧୁ ସାବଧାନ ଜୟ ଜଗନ୍ନାଥ
@imshree99
@imshree99 10 күн бұрын
ଆଜି ପର୍ଯ୍ୟନ୍ତ ଅନେକ ପଦବୀ ଅଛି ଯାହାର କିଛି ଅସ୍ତିତ୍ବ ନାହିଁ ଆଗ ସେସବୁ କେମିତି ସ୍ଥାୟୀ ନିଯୁକ୍ତି ସହିତ ବର୍ଦ୍ଧିତ ହାରରେ ଦରମା ଦେବା କଥା ଚିନ୍ତା ନ କରି ଏମାନେ ନିଜ ଦରମା କଥା ଚିନ୍ତା କଲେଣି। ପ୍ରାଥମିକ ଶିକ୍ଷକ ପଦବୀ ଆଜି ଯାଏଁ ସେମାନଙ୍କ ପରିଚୟ କଣ ଠିକ୍ ରେ ଜାଣି ପାରିଲେ ନାହିଁ ଏ ଗାଲୁଆ ମାନେ ଆଗ ନିଜ କଥା ଭାବୁଛନ୍ତି।
@ssrao4582
@ssrao4582 2 күн бұрын
Right bro
@brajakishorepadhi4022
@brajakishorepadhi4022 8 күн бұрын
ଧନ୍ଯବାଦ ବାବୁ। ମନ ର କଥା କହିଲ। ସେ ମାନକୁଂ କିଏ କହିଥିଲା ଛିଡା ହେବାକୁ। ଆଭୁଡା ପଡି ଛିଡା ହେବେ କଣ ନା ସେବା କରିବେ। ସଳେ ଦିନେ ନିଜ ବାପ ମା କଂ ସେବା କରି ନ ଥିବେ।
@barunkumarnayak1992
@barunkumarnayak1992 8 күн бұрын
👍Right katha Bhaina
@ganeswarnayak6655
@ganeswarnayak6655 10 күн бұрын
Good statement
@BidyabhusanKuldy-yy4cb
@BidyabhusanKuldy-yy4cb 10 күн бұрын
Good Subhashis bhai.
@ramanayak7620
@ramanayak7620 10 күн бұрын
Right 👍👍
@karnapradhan159
@karnapradhan159 10 күн бұрын
Thanks your suggestion
@jyotsnasahu3700
@jyotsnasahu3700 2 күн бұрын
Right👍 keep it up. May God bless you.
@PradeepDhal-wj2ug
@PradeepDhal-wj2ug 10 күн бұрын
Many many thanks to you brother, you are correct
@labakalar302
@labakalar302 4 күн бұрын
ଭାଇ ଜଉଟା କହୁଛନ୍ତି 100 ପରସେଣ୍ଟ ସତ MLA ମାନଙ୍କ ଦରମା ବନ୍ଦ କରାଯାଉ
@ganeswarbehera-fj6yu
@ganeswarbehera-fj6yu 3 күн бұрын
ଭାଇ ଆପଣ ଙ୍କୁ ମାନିବାକୁ ପଡ଼ିବ। ଏମାନେ ଜନସାଧାରଣ ଙ୍କ ସେବା କରିବାକୁ ଆସି ଜନସାଧାରଣ ସେବାକୁ ଭୁଲି ନିଜ ସେବାରେ ଲାଗି ପଡ଼ୁଛନ୍ତି।
@dillipmohapatra9680
@dillipmohapatra9680 10 күн бұрын
Make a good policy by the government to give grant to the lectures and teachers in private schools and colleges in odisha
@jayantadudheka4787
@jayantadudheka4787 7 күн бұрын
ପାଞ୍ଚବର୍ଷ କାମ କରିବେ ଜୀବନସାରା ପେନସନ ପାଇବେ ଏଠା ଠିକ୍ ନୁହେ I MLA Mpମାନଙ୍କ ପେନସନ୍ ବନ୍ଦ ହେବା ନିହାତି ଦରକାର |କାମ ବନ୍ଦ ପେନସନ ବନ୍ଦ।
@bibhutibhusanacharya5635
@bibhutibhusanacharya5635 9 күн бұрын
Absolutely right word,thanks
@Sudhirkumarsamal-y5w
@Sudhirkumarsamal-y5w 5 күн бұрын
ଅତି ସୁନ୍ଦର, ଭାଇ,
@manoranjandas2118
@manoranjandas2118 Күн бұрын
Absolutely right 👍👌
@TusharBehera-qy3ok
@TusharBehera-qy3ok 4 сағат бұрын
Right sir
@bapinisahoo5009
@bapinisahoo5009 7 күн бұрын
ରାଜ୍ୟର ଆର୍ଥିକ ଅବସ୍ଥା ଭଲ ନାହିଁ ବୋଲି ହିମାଚଳ ପ୍ରଦେଶ ର ନେତା ମନ୍ତ୍ରୀ ନିଜର ଦରମା ରାଜ୍ୟ ପାଇଁ ତ୍ୟାଗ କରି ଦେଲେ ।ହେଲେ ଓଡ଼ିଶାରେ ଦରମା ବଢେଇ ଦିଆ ଯାଇଛି । ଧନ୍ୟ କହିବ ତୁମ ଓଡ଼ିଆ ଅସ୍ମିତା
@suparfonyfamily
@suparfonyfamily 7 күн бұрын
Good decision, pension ବନ୍ଧ କରା ଜାଉ,ଏହାର ମୁଖ୍ୟ ଉଦ୍ଦେଶ୍ୟ କିଛି ଅଲଗା ହୋଇ ପାରେ,କେହି ଗରିବ ଶ୍ରେଣୀର ନୁହନ୍ତି ସେମାନେ
@iswarbehera9985
@iswarbehera9985 9 күн бұрын
Good Suggestion
@odiavlog2936
@odiavlog2936 10 күн бұрын
Ri8 brother
@SanjitSahu-oq4xg
@SanjitSahu-oq4xg 6 күн бұрын
ଆପଣ ଯାହା କହୁଛନ୍ତି ପୁରା ପୁରି ଠିକ୍ କଥା ଏମାନେ ସମସ୍ତେ ଲୋକପ୍ରତିନିଧି ଲୋକମାନଙ୍କ ସେବାପାଇଁ ତେଣୁ ଏମାନେ ପେନସନ ପାଇଁ ହକଦାର ନୁହନ୍ତି
@kulamanimohanty1275
@kulamanimohanty1275 Күн бұрын
You are right
@bhismadevbag4103
@bhismadevbag4103 3 күн бұрын
ବହୁତ ଭଲ MLA ଆଉ MP ର ଦରମା ବନ୍ଦ କର ନହେଲେ ଆମେ PUBLIC SUPREME COURT ଯିବୁ.
@adarshavision8180
@adarshavision8180 10 күн бұрын
Thik katha
@santoshkumarmishra2620
@santoshkumarmishra2620 6 күн бұрын
ଠିକ୍ କଥା କହିଛ . ସୁଭାଶିଷ୍ ଭାଇ. ଧନ୍ଯାବଦ.
@RasmitaDigal-ku6wc
@RasmitaDigal-ku6wc 2 күн бұрын
Thik bro
@anandamohakuda4943
@anandamohakuda4943 8 күн бұрын
Right 👍 MSG
@sukantaalatia738
@sukantaalatia738 8 күн бұрын
ଭାଇ ଠିକ୍ କଥା କହିଲ ଲୋକ ମାନଙ୍କ ଝଳ ବୁହା ଟଙ୍କା ରେ ନେତା ମନ୍ତ୍ରୀ ମନେ ଏ ସି ରୁମରେ ଶୋଇବା ବେଳେ ସାଧାରଣ ଲୋକ ଝୁପୁଡ଼ି ବସ୍ତି ରେ ରହି ଜୀବନ ବିତାଉଥିବା ବେଳେ ଇଥି ପାଇଁ ଜନ ଆନ୍ଦୋଳନ ଆରମ୍ଭ ହେବ ଦରକାର ଏଠି ଭାଇ ଇଁ ରେ ଜ ଶାସନ ଚାଲିଛି
@dinabandhusahu9186
@dinabandhusahu9186 2 күн бұрын
Thank you
@pra-g2q
@pra-g2q 2 күн бұрын
ଦେଶ ସେବା କରି bsf, crpf, Cisf, itbp,Ar, ssb ଏମାନଂକୁ ପେନସନ ନାହିଁ, ଓ ଜନତା ଙ୍କ ର ପେନସନ ନାହିଁ.. କିନ୍ତୁ ନେତା ର ପେନସନ ଅଛି ଏ ଦେଶ ରେ କି ନିୟମ...ଯିଏ ଦେଶ ସେବା କରୁଛି ତାହାର ପେନଶନ ନାହିଁ
@sanjibsa5151
@sanjibsa5151 4 сағат бұрын
Very good
Teaching a Toddler Household Habits: Diaper Disposal & Potty Training #shorts
00:16
Minecraft Creeper Family is back! #minecraft #funny #memes
00:26
Electric Flying Bird with Hanging Wire Automatic for Ceiling Parrot
00:15
Teaching a Toddler Household Habits: Diaper Disposal & Potty Training #shorts
00:16