ରାଗିଗଲେ ମନ୍ତ୍ରୀ ସୁରେଶ ପୂଜାରୀ | Minister Suresh Pujari Gets Angry While Answering At Odisha Assembly

  Рет қаралды 107,485

Kanak News

Kanak News

Күн бұрын

Пікірлер: 169
@gajendranathjena356
@gajendranathjena356 Ай бұрын
ଧନ୍ୟବାଦ ନମସ୍କାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହୋଦୟ ନିଶ୍ଚିତ ଆଇନର ଧାରା ଜାରୀ ରଖିଛନ୍ତି🎉❤😮❤🎉
@kailashpanda8001
@kailashpanda8001 Ай бұрын
ସୁରେଶ ବାବୁ . ଏକ ନମ୍ବର କଥା କହୁଛନ୍ତି ଆମର ସରକାର ସବୁବେଳେ ଆଡୁ ଦେଖୁବାକୁ ଆଉ ଜମି ଦେବା... 👍👌💕🙏
@trilochanpatnaik6321
@trilochanpatnaik6321 Ай бұрын
ଏ ଛ ମାସ ଭିତରେ ମୋହନ ସରକାର ଯଦି କିଛି କରି ନାହାଁନ୍ତି ବିଜେଡି ଚବିଶ ବର୍ଷ ମଧ୍ୟରେ କଣ କଣ କରିଛନ୍ତି ଆଦିବାସୀ ମାନଙ୍କ ପାଇଁ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଗ କହୁ ନାହାଁନ୍ତି କାହିଁକି।
@naikbabu5533
@naikbabu5533 Ай бұрын
ଆଦାନୀ କଣ ଗୋଟିଏ ଦିନରେ ଆସିଗଲା ଏହାକୁ Bjd ସରକାର ଆଣିଛି ସମସ୍ତେ ଜାଣିଛନ୍ତି
@debeshkumarbiswal4509
@debeshkumarbiswal4509 Ай бұрын
ସବୁବେଳେ ମୁଖ୍ୟମନ୍ତ୍ରୀ ଙ୍କୁ ଆଦିବାସୀ କହିବା ଠିକ ନୁହେଁ, ଜାତି କାହିଁକି ଉଠୁଛି
@SukadevMohanta-k2m
@SukadevMohanta-k2m Ай бұрын
ସବୁବେଳେ ଆଦିବାସୀ କଥା କାହିଁ ବିଧାନସଭାରେ ଉଠାଉଛନ୍ତି ।
@rushinayak5830
@rushinayak5830 Ай бұрын
ସୁରେଶ ପୂଜାରୀ ଜଣେ ଭଦ୍ର ଓ ନମ୍ର ହୃଦୟବାନ ଲୋକ ଏବଂ ଦକ୍ଷ ଲୋକ
@parvakarnayak645
@parvakarnayak645 Ай бұрын
Perfect saying Dada jhakkas working
@nidhiramjena2398
@nidhiramjena2398 Ай бұрын
ଡାରତ ମାତା କି ଜୟ l
@GajendraBisi-po4bv
@GajendraBisi-po4bv 29 күн бұрын
ସୁରେଶ ବାବୁ ମୁଖ୍ୟମନ୍ତ୍ରୀ ହେବାର କଥା
@tirthagaminaik8009
@tirthagaminaik8009 Ай бұрын
ଏଇ ସରକାର ଖାଲି କହୁଛି, ତୁମେ କଣ କରୁଛ, ତୁମ ସମୟରେ ଏମିତି ହେଇଥିଲା, ତୁମ ପାଇଁ ଆଜି ଏମିତି, ତୁମ ପାଇଁ ସେମିତି କି କଥା ସବୁ ଛି ଛି, ଏମିତି କୌଣସି ବିଷୟ ନାହିଁ ଯେଉଁଠି ପୂର୍ବ ସରକାରଙ୍କ କଥା ଉଠାଇ ନାହାନ୍ତି କି କଥା ସବୁ ଛି ଛି। ଆରେ ତୁମ ସରକାର ରେ ତୁମେ ଭଲ କଣ କରିପାରିବ ସେୟା କର ଲୋକଙ୍କ ମନ କିଣ, ଖାଲି ରାଉ ରାଉ ହାଉଛ। ଜନତା ଦେଖୁଛି ତୁମେ କଣ ସବୁ କହିଥିଲ ଆଉ ଆଉ କଣ ସବୁ କରୁଛ।
@_mr___rajput
@_mr___rajput Ай бұрын
Adibasi aji mukhya mantri & rastapati , adibasi pila scl ku jiba pai hata kharcha new govt deichhi aji pati adibasi munda re chhata dauchhi ,
@SPINFOTAINMENT
@SPINFOTAINMENT Ай бұрын
@@_mr___rajput ଓହୋ ନବୀନ ବାବୁ କଣ କରିଥିଲେ କି ସବୁ ତ ତମ ମୋହନ ସାରେ ଆସି ଛୋଡ଼ି ପକେଇଲେ ଆଉ ଆଦିବାସୀଙ୍କୁ ପାଦରେ ଚଲଉ ନାହାନ୍ତି ବା ଆଉ ସମସ୍ତଙ୍କୁ ଗୋଟେ ଗୋଟେ ଘୋଡା ଗଦୁ ଦେଇଛନ୍ତି ବା ତୁ ପାଇଛୁ ନା ପାଇବା ଅପେକ୍ଷାରେ ଅଛୁ ଟିକେ କହିଲୁ
@_mr___rajput
@_mr___rajput Ай бұрын
@SPINFOTAINMENT kire murkha naa naveen babu dele mo ghare chaluthila na new cm dele ghara chaliba mo paribara free rasan khaiki chaleni re 2nd kala bhasa mote bhi kahi asichhi kintu ghara ra sanskara amara emiti nuha naveen babu adabasi nka jami chori kariba pai jau new law anithile ame bhala re janichhu 25yr re adabasi prabana dist Keonjhar ,Koraput , kandhamal , Malkangiri re naveen babu kn ***** karichhanti ame janichhu ta ra expl- jajpur nagada
@pallabibemal5152
@pallabibemal5152 Ай бұрын
Primary teacher ku 4200 grade pay dei na paruthiba BJP sarkar wait karantu 2029 re Congress sarkar primary teacher ku 4600 grade pay deba
@RANJANKUMAR-jb1xw
@RANJANKUMAR-jb1xw Ай бұрын
ବିଜେପି ଜିନ୍ଦାବାଦ ଓଡ଼ିଶା ସରକାର
@NikhilAdhya-x7k
@NikhilAdhya-x7k Ай бұрын
Very good
@SukmarMishra
@SukmarMishra Ай бұрын
ବିଜେପି ହଟାଅ ଓଡିଶା ବଞ୍ଚାଓ
@minisabar5123
@minisabar5123 Ай бұрын
Love you sir Suresh sir
@sureshchandradash6900
@sureshchandradash6900 Ай бұрын
ମନ୍ତ୍ରୀ ମହୋଦୟମାନେ 24 ବର୍ଷର ଗାଲୁଆଙ୍କ କଥା ନଶୁଣି ଆଗକୁ ମାଡି ଚାଲନ୍ତୁ
@SPINFOTAINMENT
@SPINFOTAINMENT Ай бұрын
24 ବର୍ଷ ରେ ଗାଲୁଆ ଥିଲେ ଆଉ ଏବେ 6 ମାସରେ mg ମାନେ ବାହାରିଲେଣି
@RanjitKumarSethiRanjitKumarSet
@RanjitKumarSethiRanjitKumarSet Ай бұрын
Good 👍👍
@debendrasatapathy8512
@debendrasatapathy8512 Ай бұрын
Honble Minister Revenue & DM is really hero for the common people from his student carreer. Salute to him
@AshokPanda-qt4qn
@AshokPanda-qt4qn Ай бұрын
Suresh Babu 👍✌️💐🤝
@SubhendukumarSahani
@SubhendukumarSahani Ай бұрын
ଜୟ ଶ୍ରୀ ରାମ
@subashbhoi7075
@subashbhoi7075 Ай бұрын
Jay ho pujhari ji.
@NakulNayak-v6x
@NakulNayak-v6x 26 күн бұрын
କଥାରେ କଥାରେ 4ବର୍ଷ ପଳେଇବ ଠିକଅଛି କିନ୍ତୁ ଆଳୁ ତେଲ ଓ ଖଣି ପଇସା ଯାଉଛି କୁଆଡେ....ମନ୍ଦିର ଓ ରୋଡ଼ କାମ ସବୁ ସରିଯାଇଛି
@chandrapanda7222
@chandrapanda7222 Ай бұрын
2006 ଠାରୁ 2024= 18 ବର୍ଷ ଆପଣ ଆଦିବାସୀମାନ ଙ୍କ ପାଇଁ କଣ କଲେ,,
@sureshchandradash6900
@sureshchandradash6900 Ай бұрын
ରାଜା ବାବୁ ପ୍ରଥମେ କୁହନ୍ତୁ 24 ବର୍ଷରେ କଣ କରିଛ, CM ଯଦି ଆଦିବାସୀ ତୁମେ କଣ, all are human, ଆଦିବାସୀ କହିବା ଠିକ ନୁହେଁ, Mohan babu is the CM of Odisha
@padmacharanbaral1872
@padmacharanbaral1872 Ай бұрын
ଭାରତ ଲେଖି ପାରୁନଥିବା ମନ୍ତ୍ରୀ
@tophanjena1293
@tophanjena1293 Ай бұрын
English kahiki kn chhodi pakeila😂 25 yr re
@s..r..statusvideo8358
@s..r..statusvideo8358 Ай бұрын
Dekho jai ki 5t school au graama panchayat au bsky card au aneka karichanti modi bhakta nku dekha jibani se sabu 😂😂​@@tophanjena1293
@SPINFOTAINMENT
@SPINFOTAINMENT Ай бұрын
​@@tophanjena1293କଣ ଟା ଛୋଡିନାହାନ୍ତି ଟିକେ କହୁନୁ ତୁ କେତେ ଛୋଡ଼ିଲା ବାଲା
@tophanjena1293
@tophanjena1293 Ай бұрын
@SPINFOTAINMENT mu chhodilabala nuha je beipua ..tu tike kohunu kn chhodichanti mg . Na kahibaku nahi.
@amarbag5933
@amarbag5933 Ай бұрын
Bjd ସରକାର କିଛି ବର୍ଷ ଆଗରେ କହିଥିଲେ ଚଣ୍ଡିଖୋଲ କୁ ଚଡି ଖୋଲ ବସି
@trinathswain6726
@trinathswain6726 Ай бұрын
୮୮ ମାସ ଆଉ ସହିତ ୬ମାସ କୁ ତୁଳନା କରିବା... ନଇନଦେଖି ଲୁଗା ଫୋବାଡିବା ସହିତ ସମାନ 😢
@pallimadhuriodiafolksong2771
@pallimadhuriodiafolksong2771 Ай бұрын
ବିଜେଡି କହିକହି 25 ବର୍ଷ | ବିଜେପି ଏତେ ନୀରବତା କାହିଁକି
@suryanshucrazyindia
@suryanshucrazyindia Ай бұрын
ଜୟ ନବୀନ
@rajanisingh8493
@rajanisingh8493 Ай бұрын
Most welcome speech of revenue minister.
@amohapatra123
@amohapatra123 Ай бұрын
@RajeshParida-tl1kn
@RajeshParida-tl1kn Ай бұрын
ସୁରେଶ ବାବୁ କହିଲେ ବିଜେପି କଣ କରି। କଣ କରିଚ ଆଗକୁ କଣ କରିବ କାଲି ଭାଷାଣ ରେ କାମରେ ନୁହେଁ ଆମ ଓଡ଼ିଶାର ହିର ନମୃର ଆମ ନବୀନ ବାବୁ! ସାର୍ ଖାଲି ଭାଷଣ କିଛି କାମ ନୁହେଁ କାମ କର ଓଡ଼ିଶାର ନାମ ହଵ ଜୟ ଜଗନ୍ନାଥ,🙏🚩🙏🚩🙏🚩🔨🚩🙏🚩🙏🚩🙏🚩🙏🚩🙏🚩🚩🙏🚩🙏🚩🙏🚩🔨🚩🙏🏾🙏🏾🚩🙏🏾🙏🏾🙏🏾🙏🙏🚩🚩🙏🏾🙏🏾
@krishnakhandagiri9887
@krishnakhandagiri9887 Ай бұрын
Ur right right ✅️ Raja babu Jia ଭାରତ ମାତା ଲେଖି ପାରୁନାହିଁ ୟାକୁ kia ମନ୍ତ୍ରୀ କଲା ବେ
@NiranjanSethi-e3i
@NiranjanSethi-e3i Ай бұрын
Good
@r.screationsodisha9256
@r.screationsodisha9256 Ай бұрын
BJP ଖାଲି ବଡ଼ ପାଟି କରି ଗର୍ଜନ କରିବା ଜାଣିଚି କିନ୍ତୁ କାମ ଶୂନ୍ୟ,୬ମାସ ଭିତରେ ପଞ୍ଚାୟତ ର କଣ କରିଛନ୍ତି ଓ କେତେ ଅନୁଦାନ ପ୍ରଦାନ କରିଛନ୍ତି କୁହନ୍ତୁ,ସରକାରୀ କର୍ମଚାରୀ ଙ୍କୁ ଦରମା ଦେଇ ପାରୁନାହାନ୍ତି,ଖାଲି ଭାଷଣ ପ୍ରବଳ
@_mr___rajput
@_mr___rajput Ай бұрын
25yr gaa ku rasta nahi , pani nanhi electric current nanhi , scl re teacher nathile kintu tame 6 month govt ku question karuchha satare hasyaspada 😅😅
@kalicharansoy5373
@kalicharansoy5373 Ай бұрын
Bjd samayre kangl karichi
@LalitakumarHembram
@LalitakumarHembram Ай бұрын
6 ମାସର ସରକାରକୁ ତମେ କଉ ମୁହଁରେ ପ୍ରଶ୍ନ କରୁଛ, ଲଜ୍ୟା ଲାଗୁନି l
@NiranjanSethi-e3i
@NiranjanSethi-e3i Ай бұрын
ବିଜେଡି ସରକାର ପୂର୍ଵ ରୁ କଣ କରୁଥିଲି 24ବର୍ଷ ରେ
@satyabratanayak314
@satyabratanayak314 Ай бұрын
Good minister
@krushnasahu7514
@krushnasahu7514 Ай бұрын
ଗତ 24 ବର୍ଷ ବିଜେଡି ଶାସନ କଲା ଏବେ ବିଜେପି ଶାସନ କରୁଛି. ଦୁଃଖର ସହ କହିବାକୁ ପଡୁଛି ଯାଜପୁର ଜିଲ୍ଲାର କଳିଙ୍ଗନଗର ରେ କାରଖାନା ମାନେ ମନ ଇଛା ଧୂଆଁ ଛାଡ଼ୁଛନ୍ତି ଏବଂ ରାସ୍ତା ଧୂଳି ଉଡି ଲୋକେ ଦୁନିଆ ରୋଗରେ ପଡୁଛନ୍ତି. ଏହା ଉପରେ ଧ୍ୟାନ କେବେ ଦେବେ.
@debeshkumarbiswal4509
@debeshkumarbiswal4509 Ай бұрын
ସମସ୍ତେ କହୁଛନ୍ତି ଆଦିବାସୀ ମୁଖ୍ୟମନ୍ତ୍ରୀ ଆଗରୁ କେବେ କେହି କହିନାହାନ୍ତି ଆମ ମୁଖ୍ୟମନ୍ତ୍ରୀ କରଣ କିମ୍ବା ବ୍ରାହ୍ମଣ
@golockchandrasahoo8357
@golockchandrasahoo8357 Ай бұрын
MAY I REQUEST PUJARI SIR TO TAKE SOME ACTION ON THE ARBITRARY CANCELLATION OF LEASE PLOTS AT BHUBANESWAR..PEOPLE SHOULD BE GIVEN RELIEF ON THE ONESIDE DECISION OF PREVIOUS GOVERNMENT.
@MantuBhai-m6u
@MantuBhai-m6u Ай бұрын
ପ୍ରତାପ ଭାଇ ଏବେ କଣ ଆଦାନୀ ଆସିଲା ନା ତୁମ ସରକାରରେ ଥିଲା
@anupamSamal-q6e
@anupamSamal-q6e Ай бұрын
Great
@pabitrakumarjadab8089
@pabitrakumarjadab8089 Ай бұрын
Right
@PankajSwain-n3m
@PankajSwain-n3m Ай бұрын
Raja Swain is a proud man
@santanunaik8016
@santanunaik8016 Ай бұрын
Tume junior teacher schemastick ku regular kara ... Khali bhasan maile kan heba ...
@satyanarayanparida9196
@satyanarayanparida9196 25 күн бұрын
ଆଦିବାସୀଙ୍କ ଜମି କଣ ଏଇ 6 ମାସରେ ହଡପ ହେଲା? ଆଗରୁ କିଛି ହେଇ ନ ଥିଲା? ଲାଜ ସରମ ବୋଧେ ପୃଥିବୀରୁ ଉଠି ଗଲା 😂
@kuidinakhabara7110
@kuidinakhabara7110 Ай бұрын
ତୁମେ ତ କିଛି କରିନ ଥିଲ ।ଏବେ ପ୍ରଶ୍ନ ମଧ୍ୟ ପଚାରି ପାରୁନ ।କହୁଛ କଣ ନା 1 ନ ସରକାର ।
@skbehera4247
@skbehera4247 Ай бұрын
A loka ta khali ଆଦିବାସି ଆଦିବାସି କହୁଚି ଆଲୋକର ଆଦିବାସି ପ୍ରତୀ ନିଚ ଭାବ ଅଛି
@dhirendranathsingha9299
@dhirendranathsingha9299 Ай бұрын
ଏଟା ବହୁତ୍ ଭାଷଣ ମାରୁଛି ଆଦିବାସୀ ମାନଙ୍କୁ BJD ଦଳର ମୁଖିଆ ବେଶୀ ହନ୍ତ ସନ୍ତ କରିଛି, ସେ କଣ ପୁରୁଣା କଥା ଭୂଳିଯାଉଛି ।
@narayanbehera5648
@narayanbehera5648 Ай бұрын
Outsourcing Employee regular karantu sir bahut pila kastare chaluchanti please karantu dukha bujhantu
@bikashsahu4503
@bikashsahu4503 Ай бұрын
A govt vote paiba pain agaru sabu kari debi kahuthila,,,ebe aau kichi Kariba ni,, ଜିତିବା ପାଇଁ ଲୋଭ ଦେଖାଉଥିଲେ ,,😄
@KunujaniKunujani
@KunujaniKunujani Ай бұрын
ମନ୍ତ୍ରୀ ରାଗିଲେ ଏସ୍ତପା ଦିଅନ୍ତୁ, ଆରେଷ୍ଟ କର,।
@sony1569
@sony1569 Ай бұрын
Odia asmita...ahhhha....
@sudarshand112
@sudarshand112 Ай бұрын
Jay BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD ♥️ BJD
@sharatchandrapradhan2009
@sharatchandrapradhan2009 Ай бұрын
Raise Creamy Layer for OBC
@SuklalBanchhor
@SuklalBanchhor Ай бұрын
Tume brajraj nagar pain kaen karichha. Tame misijaichha bjd sange mui dekhami pramaan
@manojtripathy8392
@manojtripathy8392 Ай бұрын
Suresh sir nku corona heithila ki?? Corona affected loka emiti chidichida huanti
@NabkishorBarik
@NabkishorBarik Ай бұрын
Appropriate answer to BJD MLA (leaders), Thanks to honorable minister Mr Suresh Pujari
@villagecookingshortmovieen5403
@villagecookingshortmovieen5403 Ай бұрын
Are bhai nabin Sarkar thila bele emiti dara dama badhinathila tame bjp sakar asila pare jemiti badhei chalichha
@subratmeher3658
@subratmeher3658 Ай бұрын
BJD ସବୁ ଲୁଟି ଖାଇଗଲା ଓଡ଼ିଶା ର ଲୋକ ଦେଖି ରହିଗଲେ
@manoranjan647
@manoranjan647 Ай бұрын
Sures is very telent mantri good
@sushantakumarpradhan2434
@sushantakumarpradhan2434 Ай бұрын
Sures pujari is hero
@DusasanDwari
@DusasanDwari Ай бұрын
ଇଏ ଗୋଟେ ପାଗଳ ମତ୍ରୀ
@mantupanda1770
@mantupanda1770 Ай бұрын
Minister right kahuchhanti
@PramodaSubudhi
@PramodaSubudhi Ай бұрын
Apana khali Ragibe kama kichhi nai
@HarishankarDandasena
@HarishankarDandasena Ай бұрын
Raja babu sat kaha asat kahibar e dasa
@kailashswain4735
@kailashswain4735 Ай бұрын
Minister heba pain experience thiba drakaar
@sanjibsethi4568
@sanjibsethi4568 Ай бұрын
Jana paduchi tume 1999 batya bele odisha re nathila ebe bi odishare rahuna tenu galuami karucha.....😂😂😂
@smrutiranjanmishra3204
@smrutiranjanmishra3204 Ай бұрын
5 barsa ta khali bodhe " 24 barsa" re kan kri thila au bjd kan karichi kahi kahi beeti jiba 😂😂😂
@hemantasahoo4867
@hemantasahoo4867 20 күн бұрын
Suresh pujari jindabad
@GangadharSingh-e8n
@GangadharSingh-e8n Ай бұрын
Koshal nara thi jiticha bjpneta kebeassmbley re prassanga uthaba
@sishirrout9026
@sishirrout9026 Ай бұрын
S pujari perfect loka
@kishorechandrapradhan8875
@kishorechandrapradhan8875 Ай бұрын
Suresh pujari ki Jai
@abhijakisika1645
@abhijakisika1645 Ай бұрын
Gariba tanka kaitiba mantri
@sadanandmohanty3537
@sadanandmohanty3537 Ай бұрын
Jay sriram Jay jagannath Jay Odia Jay Mohan Bhai Sarkar Jay Modi ji jindabad 🙏🙏🙏🙏💐💐💐💐💐💐💐💐
@Lipunbabuofficial
@Lipunbabuofficial Ай бұрын
BJP BJD Congress sabu adivasi birodhi,adivasi jomi ku ona adivasi ku teki dauchanti jauthipain BJD bhogila 2024 election....we want Mayurbhanj state and Adivasi country and CNT
@subham.56bgh
@subham.56bgh Ай бұрын
Suresh Babu 9 barash tume b thila bjd sange tumku tk laj lagbar katha he 24,thi 9 baras tumar b share achhe
@basudevmandal7177
@basudevmandal7177 Ай бұрын
Jagannath 's GOLD chory ra Plane of DG meeting & Navy Trening ?
@RakeshSarangi-z8z
@RakeshSarangi-z8z Ай бұрын
Don't.mixschief both.kadua fopodafopodi huantuni.beforeeday.vai.vai.thila.odissa lokamanankakatha bujha.nachet bjd parika hair khaijiba
@PruthipalSa
@PruthipalSa Ай бұрын
Suresh pujhari jawab diya ho flyash ra Paisa khauchha khali
@HarishankarDandasena
@HarishankarDandasena Ай бұрын
Sabu neta bahut jaldi sarbe adani sabu jami odisa ra neijiba
@biswambarsamal2850
@biswambarsamal2850 Ай бұрын
Bjp sabu bele katha kua kapila
@manojnaik1347
@manojnaik1347 Ай бұрын
Adibasi adibasi kn kahuchu be behya... Sola
@Lipsa_art
@Lipsa_art Ай бұрын
BJD jaha karithila tamemane kara j 2029 re au govt karibani.okk....
@Overthinker-z3g
@Overthinker-z3g Ай бұрын
Ranendra tu Raha next tym au ae sit re nathibu
@jitendrakumarbhoi4138
@jitendrakumarbhoi4138 Ай бұрын
Sabub swartha para nija darama pain aga chinta karuchanti
@NARESHSAHOO-h3o
@NARESHSAHOO-h3o Ай бұрын
I think this minister has health problem....
@subheshchander1672
@subheshchander1672 Ай бұрын
Odisha re jati jangana hau
@manmathswain6346
@manmathswain6346 Ай бұрын
Sir ama Sahara paisa Kan Pani deuna
@sitaramkumarpradhan842
@sitaramkumarpradhan842 Ай бұрын
Suresh babu tom ku kn pai ellect karile khali bhasan baji natak karucha 6 month hela kn karilo odissa pai
@SumihoSumiho-s2k
@SumihoSumiho-s2k Ай бұрын
ବିଜେପି
@HarishankarDandasena
@HarishankarDandasena Ай бұрын
Nabin babu odisa ke sari delete reja bau chasi ke thikadari kam karbar lagi chans deun sar kar
@radhenag1567
@radhenag1567 Ай бұрын
BJP Jindaba
@ManojMohanty-e8o
@ManojMohanty-e8o Ай бұрын
Sureh babu. Kahink raguchanti. Khali pabana katha.
@RasmitaMohapatra-k6s
@RasmitaMohapatra-k6s Ай бұрын
Jay bjd
@coolmuna143
@coolmuna143 Ай бұрын
Power of bjp
@tarasankarsinha6844
@tarasankarsinha6844 Ай бұрын
Se chora Divya Sankar ku kan pai pabitra bidhansabha re kan pai rakhicha. Kichi papi rahigale se pabitra gruhare. Jagannath hi bharasa
@pramodkumarsamal5451
@pramodkumarsamal5451 Ай бұрын
Tu raguchhu କାହିଁକି
@BiswamberBhutia
@BiswamberBhutia Ай бұрын
Alu 20 re de ,bjd 20 re dauthile
@balarampradhan9961
@balarampradhan9961 Ай бұрын
Kathakuha kapila . Odia lekhiparunahanti puni bada bada katha .
@tapanpanda3047
@tapanpanda3047 Ай бұрын
BJP Double engine government, first gote gariba au middle class family kemit khaiba,app ne toh Kolkata joh hamara padoshi hai alu aur khane ka saman transport aur sasta khana,but app toh up se layenge toh Paisa adhik lagega,baki double engine sarkar jindabad
@RasmitaMohapatra-k6s
@RasmitaMohapatra-k6s Ай бұрын
Se jadi karunathile tume chora dala kara
@ajayapradhan7108
@ajayapradhan7108 Ай бұрын
Kede tinga Suresh pujari,
Война Семей - ВСЕ СЕРИИ, 1 сезон (серии 1-20)
7:40:31
Семейные Сериалы
Рет қаралды 1,6 МЛН
🔵 Unveiling The Truth With Politician Sura Routray || Kanak News
25:06
Война Семей - ВСЕ СЕРИИ, 1 сезон (серии 1-20)
7:40:31
Семейные Сериалы
Рет қаралды 1,6 МЛН