ଋଷିଆନ୍ ମାନେ କରୁଛନ୍ତି ଜଗନ୍ନାଥଙ୍କ ପୁଜା || WAY RUSSIAN FOLLOWING HINDUISM

  Рет қаралды 465,578

ମୁଁ TRAVELLER

ମୁଁ TRAVELLER

Күн бұрын

Пікірлер: 1 500
@MuTraveller
@MuTraveller 8 ай бұрын
ଦୟା କରି ଭିଡିଓଟିକୁ ବହୁତ ମାତ୍ରାରେ share କରନ୍ତୁ ଓ ମୋତେ support କରନ୍ତୁ 🙏🙏🙏
@tumulocreation
@tumulocreation 8 ай бұрын
Jaganath promotion karucha,😂😂😂😂😂😂 ando viswas Dharma 😂😂😂😂😂😂😂😂😂😂😂😂😂😂😂😂😂😂😂
@SonaliBarik-t2p
@SonaliBarik-t2p 8 ай бұрын
Bhai mu share karideli tama video love from odisha
@manoj-jb5lk
@manoj-jb5lk 8 ай бұрын
​@@tumulocreationGet lost 🐖
@Itsdebworld
@Itsdebworld 8 ай бұрын
Proud for Odishian
@dhyanchandmajhi77
@dhyanchandmajhi77 8 ай бұрын
ISKON
@janmejaymahakud324
@janmejaymahakud324 8 ай бұрын
ମୁଁ first time ରୁଷିଆ ରେ ଜଣେ ଓଡ଼ିଆ ବ୍ଲଗର କୁ ଭିଡ଼ିଓ କରିଥିବାର ଦେଖି ଖୁସି ଲାଗିଲା... ଜୟ ମା ତାରିଣୀ, ଜୟ ଜଗନ୍ନାଥ...
@kumarchiku254
@kumarchiku254 8 ай бұрын
ଏମାନେ ବିଦେଶୀ ହେଇକି ବି ଆମ ସଂସ୍କତିକୁ ମାନୁଛନ୍ତି ହେଲେ ଆମ ଲୋକ ମାନଙ୍କୁ ଆମ ସଂସ୍କୃତି ମାନିବାକୁ ଲାଜ ଲାଗୁଚି
@Sridharhoo
@Sridharhoo 8 ай бұрын
Thik b Katha kahila bhai
@ajit143you8
@ajit143you8 8 ай бұрын
Amara indian loka western culture ku follow karuchanti
@pradiptakumarsahoo3288
@pradiptakumarsahoo3288 8 ай бұрын
@@ajit143you8 Hmm para amane tanka thu adhika
@DBGSV426
@DBGSV426 8 ай бұрын
ସତ୍ଯ କଥା କହିଲେ
@MANOJSingh-te4uw
@MANOJSingh-te4uw 8 ай бұрын
Ek dam thik khota❤❤❤
@kishorev323
@kishorev323 8 ай бұрын
ବାହାର ଦେଶ ଆମ ପ୍ରଭୂ ଙ୍କୁ ପୂଜା କରୁଛନ୍ତି କିନ୍ତୁ ଭାରତ ର କିଛି ମୂର୍ଖ ଠାକୁର ଙ୍କୁ କାଳ୍ପନିକ କୁହନ୍ତି
@KandheiDas-f2r
@KandheiDas-f2r 3 ай бұрын
You are right vaye
@RajatpravaPradhan
@RajatpravaPradhan Ай бұрын
Right
@rupeshkumardas2259
@rupeshkumardas2259 29 күн бұрын
ଧର୍ମ ଛଡ଼ା ହେଲେ କଣ କରିବେ
@cksportsnews1748
@cksportsnews1748 8 ай бұрын
ମୁଁ ଆଶ୍ଚର୍ଯ୍ୟ ରୁଷିଆ ରେ ଏତେ ଭକ୍ତି ଲୋକଙ୍କର, ଆମେ ଶିଖିବାର ଅଛି ଏମାନଙ୍କ ଠାରୁ, ଜୟ ଜଗନ୍ନାଥ
@balirampujari3949
@balirampujari3949 8 ай бұрын
Right 👍
@kanhapradhan3016
@kanhapradhan3016 8 ай бұрын
ଆମ ଜଗନ୍ନାଥଙ୍କୁ ଚୋରିକରି ନେବେ ଋଷିଆ
@Basudev-t1i
@Basudev-t1i 8 ай бұрын
Bhai Russia ra lokamane hindu culture adopt Kariba mu bahut purbaru dekhichhi
@pm89726
@pm89726 8 ай бұрын
ବହୁତ ପୂର୍ବ ରୁ
@BidyadharpaniPani
@BidyadharpaniPani 7 ай бұрын
😂😂
@KESHARI90
@KESHARI90 Ай бұрын
ଭାଇ। ଧନ୍ୟବାଦ। ହିନ୍ଦୁ। କଲଚର। ଦେଖି। ଖୁସି। ଲାଗିଲା
@pravasranjanmallick3065
@pravasranjanmallick3065 8 ай бұрын
ମହାପ୍ରଭୁ ଙ୍କ କି ଅପୂର୍ବ ଲୀଳା 🙏🙏🙏🙏ଆଖିରେ ଲୁହ ଆସିଗଲା ପ୍ରଭୁ 🙏🙏🙏
@FoodinCook
@FoodinCook 8 ай бұрын
All credit goes to ISKCON ❤
@raja_panda_151
@raja_panda_151 8 ай бұрын
Oooo
@pdlite4101
@pdlite4101 8 ай бұрын
​@@FoodinCook Prabhu nka ଲୀଳାରୁ ଆକା ISKCON ର ସୃଷ୍ଟି। ତେଣୁ, ISKCON ହେଉଛି କେବଳ ମାଧ୍ୟମ।
@prabirmohanty8239
@prabirmohanty8239 8 ай бұрын
ଜୟ ଜଗନ୍ନାଥ 🙏🙏
@Prashaan_V3
@Prashaan_V3 6 ай бұрын
Majhi tibuta janichu
@murmustarentertainment3290
@murmustarentertainment3290 8 ай бұрын
ମୟୂରଭଞ୍ଜ ଜିଲ୍ଲାରୁ କିଏ କିଏ ଲବ ଭାଇଙ୍କୁ ଦେଖୁଛନ୍ତି ଗୋଟେ ଲାଇକ୍ କର ❤❤❤❤🎉🎉🎉😊
@BanamaliPanda-jr8fb
@BanamaliPanda-jr8fb 8 ай бұрын
ସାଙ୍ଗମାନେ ଆଜିମୋର ଜନ୍ମଦିନ ମତେ ଗୋଟିଏ like କରନ୍ତୁ ଜୟ ଜଗନ୍ନାଥ ❤
@SagarKandi-z3c
@SagarKandi-z3c 8 ай бұрын
Happy birthday day brother
@lpradhan3345
@lpradhan3345 8 ай бұрын
Happy Birthday dear🎉🎉🎉🎉🎉 jagannath tumara mangala karantu
@bmmishakumari8709
@bmmishakumari8709 8 ай бұрын
Many many happy returns of the day bhai
@SuchismitaSwain-wu5ui
@SuchismitaSwain-wu5ui 8 ай бұрын
Happ birthday ❤
@BanamaliPanda-jr8fb
@BanamaliPanda-jr8fb 8 ай бұрын
Thanks 🙏
@chikunupattnayak5519
@chikunupattnayak5519 28 күн бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ। ଭାଇ ନମସ୍କାର। ଆପଣ ବହୁତ ଉନ୍ନତି କରନ୍ତୁ। ଏହା ହିଁ କାମନା।
@JiskelBhuyan-by1cu
@JiskelBhuyan-by1cu 8 ай бұрын
ଲବ ଭାଇ ଙ୍କ ଗୋଟିଏ like ..🤍👍🏽👍🏽
@theanimal3153
@theanimal3153 8 ай бұрын
❤❤❤❤❤❤
@Bikramajitmajhi
@Bikramajitmajhi 7 ай бұрын
ଏ ହେଡଚି ମୋ ପ୍ରଭୁ ଜଗନ୍ନାଥଙ୍କ ଲୀଳା
@bharatcultureworld1235
@bharatcultureworld1235 25 күн бұрын
ଜୟ ଜଗନ୍ନାଥ ଭାଇ ସନାତନ ଧର୍ମ କୁ ସମସ୍ତେ ଭଲ ପାଆନ୍ତି , ଜୀବନ ର ବାସ୍ତବତା ଅଛି ଏଇଠି
@anupamadas6512
@anupamadas6512 8 ай бұрын
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ରୁଷିଆ ରେ ହିନ୍ଦୁ ଧର୍ମର ଭାବ ଭକ୍ତି ଦେଖି ଖୁସି ଲାଗିଲା । ଆଜିର ଭିଡିଓ ଟି ଖୁବ୍ ଭଲ ଲାଗିଲା । ଜଯୂ ଜଗନ୍ନାଥ ।
@prabhupadasahoo162
@prabhupadasahoo162 8 ай бұрын
ଭାଇ ଯୋଉଠି ଗଲେ ସମସ୍ତଙ୍କ ମୁହଁରୁ ଜୟ ଜଗନ୍ନାଥ କହିବାକୁ ଚେଷ୍ଟା କରୁଛନ୍ତି , ବହୁତ୍ ଖୁସି ଲାଗେ, love you ଭାଇ ❤
@kjrdukerider1986
@kjrdukerider1986 8 ай бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ
@hemantasethi8887
@hemantasethi8887 8 ай бұрын
ବିଶ୍ଵ ଆମ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କେତେ କରିଛି ତାର ବିବରଣୀ ପାଇଁ ଅନେକ୍ ଅନେକ୍ ଧନ୍ୟବାଦ ଭାଇ 🙏🙏ଜୟ ଜଗନ୍ନାଥ
@GhasiramNayak-g4j
@GhasiramNayak-g4j 8 ай бұрын
ଆମ ଇଣ୍ଡିଆ ଠାରୁ ଋଷିଆନ୍ ମାନେ ମହା ପ୍ରଭୁ ଜଗନ୍ନାଥଙ୍କୁ କେତେ ଭଲ ପାଉଛନ୍ତି ତାହା ଆମ ଓଡିଶା ଲୋକେ ଶିଖିବା ଦରକାର, ଜୟ ଜଗନ୍ନାଥ 🙏🙏🙏🙏
@priyankamajhi5181
@priyankamajhi5181 8 ай бұрын
Hn
@RambhaKhadia-wy3ce
@RambhaKhadia-wy3ce 8 ай бұрын
Right
@LaxmipriyaSoren98
@LaxmipriyaSoren98 8 ай бұрын
Right answer Bhai
@anasuyajena3553
@anasuyajena3553 6 ай бұрын
Thik kahile apana
@RajatpravaPradhan
@RajatpravaPradhan Ай бұрын
Right
@SandhyaraniKanhar-u1v
@SandhyaraniKanhar-u1v 7 ай бұрын
ରୁଷିଆ ର ଲୋକ ମାନଙ୍କୁ ଦେଖି ବହୁତ୍ ଖୁସି ଲାଗୁଛି କ୍ରିଷ୍ଣା ଙ୍କ ପ୍ରତି ଭକ୍ତି 🙏ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏🙏❤
@hansdahram1271
@hansdahram1271 8 ай бұрын
ଲବ ଭାଇ ଭଲ ଜିନିଷ /ଯାଗା ଦେଖାଇ ଥିବାରୁ ଅଶେଷ ଧନ୍ୟବାଦ ।
@SunilMallick-k7h
@SunilMallick-k7h 8 ай бұрын
ଭାଇ ଅତି ସୁନ୍ଦର ଆଉ ବହୁତ ଭଲ ଲାଗୁଛି ପୁରା ମନକୁ ଛୁଇଲା ❤ ଜୟ ଶ୍ରୀରାମ ❤ ଜୟ ଜଗରନାଥ ❤❤❤
@DipuNaik-zt7iq
@DipuNaik-zt7iq 8 ай бұрын
Russian ମାନେ ଜଗନ୍ନାଥ ଙ୍କୁ ପୂଜା କରିବେନି ବା କେମିତି । ଯାହା ହେଲେ ବି ସେ ଆମ ଓଡ଼ିଶା ର ଦେବତା ଟି । World 🌎 famous ra festival । ଜୟ ଜଗନ୍ନାଥ ⭕❗⭕ । ଖାଲି ଋଷିଆ ରେ ନୁହଁ ସାରା ବିଶ୍ବ ରେ ଆମ ଜଗନ୍ନାଥ ପୂଜା ପାଇବେ । ଯେତେ ସବୁ ଓଡ଼ିଶା ବାସୀ like କର ।❤
@Gendua081
@Gendua081 8 ай бұрын
Bando prasidha
@GumudiSivoram
@GumudiSivoram 8 ай бұрын
​@@Gendua081pua tu bhala se comment kare hel
@ritulifepihu5237
@ritulifepihu5237 8 ай бұрын
କେନ ଗାଁ ପିଲା ରେ ତୁଇ ଜଗନ୍ନାଥ ଧାମ କେ ଅପମାନ କରୁଛୁ ଶଳା ପାକିସ୍ତାନୀ କେ ତୁଇ
@chandrasekharsanta-bj2ux
@chandrasekharsanta-bj2ux 8 ай бұрын
😂😂😂😂😂😂
@chandrasekharsanta-bj2ux
@chandrasekharsanta-bj2ux 8 ай бұрын
Googlere ଦେଖ କାହାର religion ଅଧିକା ଅଛି 🤣
@ganeshgumansingh5496
@ganeshgumansingh5496 3 ай бұрын
ବହୁତ୍ ବହୁତ ଧନ୍ୟବାଦ ଆପଣ ଙ୍କୁ
@dalibandhugouri6001
@dalibandhugouri6001 8 ай бұрын
ଋଷିୟାନ ଭାଇମାନଙ୍କୁ ଜୟ ⚫❗⚫ ଜଗନ୍ନାଥ🙏🙏🙏
@dilliondhanesh9467
@dilliondhanesh9467 8 ай бұрын
ଓଡ଼ିଆ ଲୋକ ତାଙ୍କ ଠୁ କିଛି ସିଖରେ ❤
@judhisthiranaik2503
@judhisthiranaik2503 8 ай бұрын
🙏ଜୟ ଜଗନ୍ନାଥ 🙏ଲବ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରୋଷିୟାରେ ହିନ୍ଦୁ ଧର୍ମ ବିଷୟରେ ଆମ୍ଭମାନଙ୍କୁ ଭିଡ଼ିଓ ମାଧ୍ୟମରେ ଦେଖାଇଲେ, ସେମାନେ ହିନ୍ଦୁ ଧର୍ମକୁ କେତେ ବିଶ୍ୱାସ କରୁଛନ୍ତି, ବହୁତ ସୁନ୍ଦର ଭିଡ଼ିଓ l ଧନ୍ୟବାଦ l ଜୟ ଜଗନ୍ନାଥ l🙏
@jagannathbaba4035
@jagannathbaba4035 3 ай бұрын
Mu russian jibaku chahunchhi mo manima ku Sethi bahut bhala paanti .semananka pada padma tale moro ananta koti dandabat pranam
@balarammallick9372
@balarammallick9372 8 ай бұрын
ଜୟ ଶ୍ରୀ ଜଗନ୍ନାଥ ବହୁତ ଭଲ ଲାଗିଲା ଜଗନ୍ନାଥଙ୍କୁ ବାହାରେ ଦେଖିକି
@chittaranjankanhar7991
@chittaranjankanhar7991 8 ай бұрын
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ପ୍ରଭୁ କାଳିଆ ଠାକୁର ଆପଣଙ୍କ ଏ କି ଲୀଳା ପ୍ରଭୁ, ଆଖିରୁ ଲୁହ ଆସି ଯାଉଛି 🙏💚💚 ଜୟ ଜଗନ୍ନାଥ 🙏💚🙏💚
@priyacharandas653
@priyacharandas653 5 ай бұрын
ଜୟ ଶ୍ରୀ ଜଗନ୍ନାଥ
@ISKCONSSDAS
@ISKCONSSDAS 8 ай бұрын
ହରେ କୃଷ୍ଣ ଆପଣ ଯୋଉ ଜାଇଥିଲେ ଇସ୍କନ ମନ୍ଦିର, ଆଉ ଯୋଉ ଗୋଟେ ମୂର୍ତ୍ତୀ ଦେଖି ଥିବେ ବୃଦ୍ଧ ଲୋକ ସିଏ ହେଉଛନ୍ତି ପ୍ରଭୂପାଦ ତାଙ୍କରି ପାଈଁ ଜଗନ୍ନାଥ ସେଠି ଅଛନ୍ତି। ଖାଲି ରୁଷିଆ ରେ ନୂଁହେ ସବୁ ଦେଶ ରେ ଆମ ଜଗନ୍ନାଥ ଅଛନ୍ତି। ଆପଣ ଏମିତି ସବୁ ଦେଶ ଜାଆନ୍ତୁ ସବୁ ଦେଶରେ ଇସ୍କନ ମନ୍ଦିର ଅଛି ଆଉ ଜଗନ୍ନାଥ ଅଛନ୍ତି । ଆପଣ ଆମକୁ ସବୁ ଦେଶର ଇସ୍କନ ଜଗନ୍ନାଥ ମନ୍ଦିର ଦେଖନ୍ତୁ। Jay Jagannath 🙏
@golakbiharigiri551
@golakbiharigiri551 2 ай бұрын
ଲବ ଭାଈ ଓଡ଼ିଶାର ନୂଆ ଭବିଷ୍ୟତ....❤❤ ଜୟ ଜଗନ୍ନାଥ🙏
@ashis77752
@ashis77752 8 ай бұрын
ଆମେମାନେ କେତେ ଭାଗ୍ୟବାନ, ଓଡ଼ିଆ ମୋ ଭାଷା ଓଡିଶା ମୋର ଜନ୍ମ, ଆମ ପ୍ରଥମ ପରିଚୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ 🙏❤
@srutihantal5445
@srutihantal5445 8 ай бұрын
ବିଦେଶୀ ମାନେ ଆମ ସଂସ୍କୃତିକୁ ଏତେ ମାତ୍ରାରେ ଆପଣେଇ ନେଇଛନ୍ତି ଆମ୍ଭେମାନେ ତାଙ୍କ ଠାରୁ ବହୁତ କିଛି ଶିଖିବାର ଅଛି। ବହୁତ ଧନ୍ୟବାଦ ଲବ ଭାଇ ଆଜି ତୁମପାଇଁ ଏସବୁ ଦେଖିବାକୁ ମିଳିପାରୁଛି ବହୁତ ଆଗକୁ ଯାଅ ବହୁତ ନା କମାଅ❤❤❤❤
@itzme262
@itzme262 3 ай бұрын
Bhai ame mane tanka sanskruti ku apanei neichanti para😅
@sanjeebRsseven7272
@sanjeebRsseven7272 8 ай бұрын
ଗର୍ବ ଲାଗୁଚି ଆମ ଜଗନ୍ନାଥ, ସେଠାରେ ଏତେ ଫେମସ...
@saratrath-r7i
@saratrath-r7i 7 ай бұрын
ଶ୍ରଦ୍ଧେୟ ଲବ,ମୟୂରଭଞ୍ଜରେ ୩୧ବର୍ଷର ଶିକ୍ଷକତା।ଚିହ୍ନାମୁହଁ ଭଳି ଲାଗୁଛ।ଯାହା ଜଣାଉଛ ବହୁତ ଭଲ ଲାଗୁଛି।ଧନ୍ୟବାଦ। ରଥସାର୍।
@villagestarsrikanta
@villagestarsrikanta 8 ай бұрын
ଲବ ଭାଇ ବହୁତ୍ ବହୁତ୍ ଧନ୍ୟ ବାଦ୍ ଅନୁରୋଧ ରଖିଥିବାରୁ ଜୟ ଜଗନ୍ନାଥ
@lnpanigrahi9585
@lnpanigrahi9585 7 ай бұрын
ଲବ ଭାଇ ଆମେ ତୁମ ପାଇଁ ଗର୍ବ କରୁଛୁ ଯେ ତମେ ଦେଶ ନୁହେଁ ବିଦେଶ ବୁଲି ଆମ ସମସ୍ତଙ୍କୁ ବହୁତ କିଛି ଜିନିଷ ଜଣାଉଛ। ଆଉ ଆଜି ର ଏହି ଭିଡିଓ ସତରେ ବହୁତ ସୁନ୍ଦର ଥିଲା। ଭାରତୀୟ ହିନ୍ଦୁ ସନାତନ ସଂସ୍କୃତି କୁ ବାହାର ଦେଶ ମାନେ ମାନିଲେଣି ସେ ଭିତରୁ ରୁଷ୍ ଦେଶରେ ମଧ୍ୟ ହିନ୍ଦୁ ସଂଖ୍ୟା ବଢ଼ିବାରେ ଲାଗିଛି। ଆଉ ନିଶ୍ଚୟ ରୁଷ୍ ମଧ୍ୟ ହିନ୍ଦୁ ରାଷ୍ଟ୍ର ହେବ ଯାହାକି ମାଳିକା ବଚନରେ ଲିପିବଦ୍ଧ ହୋଇଅଛି। ଜୟ ଜଗନ୍ନାଥ 🕉️🚩। ଭଗବାନ ତୁମର ଆଉ ତୁମ ପରିବାର ର ମଙ୍ଗଳ କରନ୍ତୁ। ଜୟ ଶ୍ରୀ କୃଷ୍ଣ 🕉️🚩।
@sundarmohanmarndi7979
@sundarmohanmarndi7979 8 ай бұрын
ଏତେ ସୁନ୍ଦର ଲାଗୁଛି ଏହି ଭିଡିଓ ❤❤❤❤
@ramachandrapanipani7424
@ramachandrapanipani7424 6 ай бұрын
ଜୟ ଜଗନ୍ନାଥ ! ସମଗ୍ର ବିଶ୍ଵରେ ଜଗନ୍ନାଥ । ଋଷିଆରେ ଜଗନ୍ନାଥ ମନ୍ଦିରରେ ପୂଜା ହୁଏ ।
@Andhadiganta
@Andhadiganta 8 ай бұрын
କେବଳ ଶ୍ରୀଲା ପ୍ରଭୁପାଦ ଙ୍କ ପାଁଇ ସମ୍ଭବ ହୋଇଛି
@harekrishnaart2292
@harekrishnaart2292 8 ай бұрын
👍👍👍👍
@pdlite4101
@pdlite4101 8 ай бұрын
ଶ୍ରୀଳ ପ୍ରଭୁପାଦ ହେଇଛନ୍ତି ପ୍ରଭୁଙ୍କ ଲୀଳାର ମାଧ୍ୟମ ମାତ୍ର।
@jitubeherajitubehera
@jitubeherajitubehera 3 ай бұрын
ରୁଷିଆ ଜଗନ୍ନାଥ ମନ୍ଦିର ବହୁତ ସୁନ୍ଦର ହେଇଚି ଲଭ ବ୍ରୋ
@deepakbhutia1955
@deepakbhutia1955 8 ай бұрын
ଭାଇ ପୁରା ବିଶ୍ଵ ରେ ଶୀ ଜଗନ୍ନାଥ ମହାପ୍ରଭୁ ଙ୍କୁ ପୂଜା କରନ୍ତି ❤🙏
@Indian-y2f
@Indian-y2f 3 ай бұрын
ଭକୁଆ କରୁଚି ଲବ ।
@debashishdas696
@debashishdas696 Ай бұрын
ବାହାର ଦେଶ ମୁଁ ଦେଖି ନ ଥିଲି ଆପଣ ଦେଖାଉଛନ୍ତି ବହୁତ୍ ଖୁସି ଲାଗୁଛି ଧନ୍ୟବାଦ୍
@DBGSV426
@DBGSV426 8 ай бұрын
ଜୟ ଜଗନ୍ନାଥ 🙏🙏ଭାଇ ଆପଣ ଭଲରେ ରୁହନ୍ତୁ ❤ ଯାହା ହେଉ ବାହାର ଦେଶରେ ମଧ୍ଯ ଜଗନ୍ନାଥଙ୍କ ପୂଜା କରୁଛନ୍ତି। ଠାକୁରଙ୍କୁ ମାନୁଥିବା ରୁ ରୁଷିଆର ହରେକୃଷ୍ଣ ଭକ୍ତ ମାନଙ୍କୁ ଵହୁତ ଵହୁତ ଧନ୍ୟବାଦ ହରେକୃଷ୍ଣ ନମସ୍କାର 🙏🙏🙏
@ZiliBhai
@ZiliBhai 8 ай бұрын
😊 Rairang Pur Area Ru Keyea Keyea Video Dekho cho Like Kara❤
@puspapuspa5385
@puspapuspa5385 7 ай бұрын
Hare Krishna.... Nice video friend 👍
@salhaimurmu2545
@salhaimurmu2545 8 ай бұрын
ଲବ ଭାଇ ଆମର ମୂଖ୍ୟମନ୍ତ୍ରୀ ଦରକାର।
@BisamTSL
@BisamTSL 8 ай бұрын
🎉🎉🎉yes
@BBSmove123
@BBSmove123 8 ай бұрын
Yes
@sidharthpradhan8606
@sidharthpradhan8606 8 ай бұрын
🧠
@dillipkumarsahoo1632
@dillipkumarsahoo1632 8 ай бұрын
Bhai tmku tike laguni besi pabandi karucha Laba bhai bahut bhala vloger mu bahut bhala paye but tanku cm pain kahila mote kain alaga lagila Sorry bro mote jaha lagila mu kahili don't mind
@bikashkumar5781
@bikashkumar5781 8 ай бұрын
Laba bhaie jodi cm hebo nuaa nuaa jaga kia dekheiebo
@swarajswaraj9035
@swarajswaraj9035 2 ай бұрын
ବହୁତୁ ଖୁସି ଲାଗୁଛି ଲବ ଭାଇ ତମର ବ୍ଲୁକ ଦେଖିକି ଆଉ ଆମ ଶ୍ରୀ ଜଗନ୍ନାଥ ତ ବିଶ୍ୱ ବ୍ରାମା ଡର ଠାକୁର ବହୁତୁ ଖୁସି ଲାଗୁଛି ରାଧେ କ୍ରିଷ୍ଣ ଲବ ଭାଇ 👍♥️💐
@NandakiswarMallick
@NandakiswarMallick 8 ай бұрын
ଜୟ ଶ୍ରୀ କ୍ରିଷ୍ଣା ରାଧେ ରାଧେ ହନ୍ଦୁ ସଂସ୍କୁତି
@ruturajsethi9842
@ruturajsethi9842 7 ай бұрын
ବିଶ୍ୱ ର ନାଥ ଜଗନ୍ନାଥ 🙏 ବିଶ୍ୱାସ ର ନାଥ ଜଗନ୍ନାଥ 🙏ଜଗତର ସ୍ୱାମୀ ଜଗନ୍ନାଥ ସ୍ୱାମୀ 🙏
@vidyut007
@vidyut007 8 ай бұрын
ବହୁତ୍ ଭଲ ଲାଗିଲା ଭାଇ
@SurajBariha-ry4bz
@SurajBariha-ry4bz 2 ай бұрын
Jay Jagannath TV Deccan nttu 🎉🎉 mo Odisha Jay Jagannath
@Nilkathgadabaofficial
@Nilkathgadabaofficial 8 ай бұрын
ଲବ ଭାଇ ଋଷିଆ ର village ଏରିଆ ରେ ଟିକେ ଯାଅ। ଋଷିଆ village life ଦେଖିବାକୁ ଇଚ୍ଛା ହେଉଛି । ଜୟ ଜଗନ୍ନାଥ
@mrkartik5428
@mrkartik5428 8 ай бұрын
Hm
@abhandwriting.3866
@abhandwriting.3866 8 ай бұрын
Russia ra village bbsr b phika padijiba bhai.
@darklove718
@darklove718 8 ай бұрын
Hmm 😊
@dasarathimohapatra618
@dasarathimohapatra618 8 ай бұрын
ଏହି ଭିଡିଓ ଟି ବହୁତ ସୁନ୍ଦର ଲାଗିଲା, କାରଣ ଋଷିଆ ରେ ଜଗନ୍ନାଥ ଙ୍କ ଭକ୍ତି ଭାବ କୁ ଦେଖିଵହୁତ ଭଲ ଲାଗିଲା, ଜଗନ୍ନାଥ ସମସ୍ତ କର ମଂଗଳ କରନ୍ତୁ,ଜୟ ଜଗନ୍ନାଥ,🙏
@darasingpurtty
@darasingpurtty 8 ай бұрын
ତମ ଦ୍ୱାରା ଆମ ଦେଶ ଆହୁରି ଆଗକୁ ଗତି କରିବ Thanks ଲବ ଭାଇ❤you
@pramodjhankar9720
@pramodjhankar9720 2 ай бұрын
ଏଥିରୁ ଜଣା ପଡୁଛି ଯେ , ଆମେ ଏଇ ଦୁନିଆରେ ଏକା ନାହିଁ। ଏଇ ମାନେ ଯେ କୌଣସି ସମୟରେ ଯଦି ଓଡ଼ିଶା ଆସନ୍ତି , ତାହେଲେ ଏମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା କଥା। ଜୟ ଜଗନ୍ନାଥ
@arupnag4727
@arupnag4727 8 ай бұрын
হৰেকৃষ্ণ হৰেকৃষ্ণ কৃষ্ণ কৃষ্ণ হ'ৰে হ'ৰে হ'ৰে ৰাম হ'ৰে ৰাম ৰাম ৰাম হ'ৰে হ'ৰে 🙏🙏🙏🙏🙏🙏🙏
@dayalugond6305
@dayalugond6305 Ай бұрын
Deki ki bahut bholo lagila Bhai Jay jagannath 🙏
@odiatraveler6630
@odiatraveler6630 8 ай бұрын
ମୁଁ କହିବି ଯେଉଁ ଆମ ଭାରତୀୟ ଭାଇ ଓ ଭଉଣୀ ମାନେ ନିଜକୁ ପାଶ୍ଚାତ୍ୟ ପରମ୍ପରା କୁ ଆପଣାଇ ନିଜକୁ ଶିକ୍ଷିତ କୁହନ୍ତି ଏହି ଭିଡିଓ ଦେଖନ୍ତୁ କେତେ ସୁନ୍ଦର ଭାବରେ ସେମାନେ ପ୍ରଭୁଙ୍କୁ ବିଶ୍ବାସ କରୁଛନ୍ତି ଓ ଆମ ପାରମ୍ପାରିକ ପରିଧାନ କୁ ଆପଣାଇ ଖୁସିରେ ଭକ୍ତିରେ ନିଜକୁ ନିମଗ୍ନ କରି ଖୁସି ଅଛନ୍ତି ❤❤❤❤🇷🇺🇷🇺🇷🇺
@SurajBariha-ry4bz
@SurajBariha-ry4bz 2 ай бұрын
Jay Jagannath mate bhala lajela 🥺🥺🥺🥺🥺🥺🥺
@ushataliorodiajhiabohu6101
@ushataliorodiajhiabohu6101 8 ай бұрын
ଲବ ଭାଇ ପାଇ ଆମେ ଗର୍ବିତ Jay Jagannath 🙏♥️
@ShushantaBehera-u4f
@ShushantaBehera-u4f 8 ай бұрын
Laba bhai bahut khusi laguchi jagannathnku bahar rajyare loknku dharei beautiful video banei
@neet-sunilallde7877
@neet-sunilallde7877 8 ай бұрын
ମୁଁ ଓଡ଼ିଆ / ମୁଁ ବାହାରି ବଡିଆ ❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@nirmalkumarbehuria6411
@nirmalkumarbehuria6411 7 ай бұрын
ବହୁତ ସୁନ୍ଦର thanks for visit
@Rishiofficial7305
@Rishiofficial7305 8 ай бұрын
ଭିଡିଓ ଟି ବୋହୁତ ସୁନ୍ଦର୍ ଲାଗିଲା ,ଇଚ୍ଛା ହେଉଛି ରୁଷିଆ ଯିବାକୁ Love you bro❤❤
@OdishaKing623
@OdishaKing623 8 ай бұрын
ଜୟ ଜଗନ୍ନାଥ ଭାଇ ❤
@AngelRS1244
@AngelRS1244 8 ай бұрын
Motebi echha houchi jibaku
@Mrsambhuvlogs
@Mrsambhuvlogs 8 ай бұрын
Bahut bahut bahut sunder heichi video 🎉🎉🎉🎉🎉 jay Jagannath 🙏
@Abhi-m6l9b
@Abhi-m6l9b 8 ай бұрын
ଜୟ ଜଗନ୍ନାଥ ❤ଜୁହାରଗେ ଲବ ଭାଇ🙏🙏🙏
@shibanaik4983
@shibanaik4983 8 ай бұрын
Chattisgarh ra ki tume
@bijoljiwivlogingchannel7030
@bijoljiwivlogingchannel7030 8 ай бұрын
Johar ge laba dada , 🙏 🇮🇳 🇮🇳 🇮🇳 🇮🇳 🇮🇳 🙏 🙏 🙏 🙏
@Khagapati-ue2cb
@Khagapati-ue2cb 3 ай бұрын
So vary nice Rooshian Hindu Chantry Jai Jagannath 🙏👍❤️❤️❤️
@devilhunting999
@devilhunting999 8 ай бұрын
ମୁଁ ବହୁତ ଖୁସି କି ଆମ ଓଡ଼ିଆ ଲୋକ ବ୍ରହ୍ମାଣ୍ଡ ବୁଲି ବୁଲି ବ୍ଲଗ୍ କରୁଛି 😊 ମୁଁ ସବୁବେଳେ ତମ ଭିଡିଓ ଦେଖେ ଭାଇ ଜୟ ଜଗନ୍ନାଥ ⭕❗⭕ ମୁଁ ପୁରୀରୁ ରୁଦ୍ର,ମାଟିତୋଟା ରୁ 🔴ଜୀବନ ରେ ବହୁତ୍ ମୋଡ଼ ବହୁତ୍ ଝଡ଼ ହେବ କିନ୍ତୁ ତମେ ତାକୁ ସହିକି ଚାଲିବ #ଯାହାବି ହେଉ ଭାଇ କେବେ ବି ତମେ youtube re vlog kariba ଛାଡ଼ିବନି🙏🏼
@devilhunting999
@devilhunting999 8 ай бұрын
@@Misty-l8j jaha bi hau bhai siye odisha ra 😎
@pintuofficial-9692
@pintuofficial-9692 7 ай бұрын
ଆମ India culture କେତେ ସୁନ୍ଦର ❤❤❤
@chakradharamuduli5006
@chakradharamuduli5006 8 ай бұрын
ଋଷିରେ ଜଗର ନାତ କିଳିଲା ପ୍ରଭୁ 🙏🙏🙏🙏
@sasmitanayak9079
@sasmitanayak9079 7 ай бұрын
ଜଗନ୍ନାଥଙ୍କର ସଂସ୍କୃତିକୁ ଋଷୀୟର ଲୋକ ମାନେ ଗ୍ରହଣ କରିଥିବାରୁ ବହୁତ ଖୁସି ହେଲି ❤🙏
@kumarchiku254
@kumarchiku254 8 ай бұрын
ଲବ ଭାଈଙ୍କ ଉପରେ ପ୍ରଭୁ ଜଗନ୍ନାଥଙ୍କ ଅଶ୍ରିବାଦ ଏମିତି ଥାଉ ଆଉ ସେ ଏମିତି ଆଗକୁ ବଢନ୍ତୁ love you bro❤
@santoshkumarmistri2994
@santoshkumarmistri2994 8 ай бұрын
Yes, ସେମାନେ ହିନ୍ଦୁ ଧର୍ମ କୁ ବହୁତ ମାନନ୍ତି...... 🙏
@Balya-o5b
@Balya-o5b 8 ай бұрын
ଜୟ ଜଗନ୍ନାଥ ଲବ ଭାଇ ❤❤❤
@ItishreeBhoi-t5t
@ItishreeBhoi-t5t 3 ай бұрын
ଏ ହେଉଛି ମୋ ପ୍ରଭୁ ଜଗନ୍ନାଥଙ୍କ ଲୀଳା ଜେ ଜଗନାଥ 🙏
@kanhusing
@kanhusing 8 ай бұрын
ଭାଇ ମନକୁ ଛୁଇଁଲା ଭଳି ଭିଡିଓ ଜୟ ଜଗନ୍ନାଥ 🙏🙏🙏
@ganeshvlogs531
@ganeshvlogs531 2 ай бұрын
Very nice video ❤❤❤
@Marsalanofficial
@Marsalanofficial 8 ай бұрын
Tamar duaru sabu kichhi dekhbar lagi miluchhe dada jay jagannath
@sureshmajhi4280
@sureshmajhi4280 8 ай бұрын
ଜୟ ଜଗନ୍ନାଥ 🙌 ମହାପ୍ରଭୁ ଜଗନ୍ନାଥ ମହା ମହିମା ସାରା ବିଶ୍ବରେ ପୁଜା ଜୟ ଭାରତ ଜୟ ଓଡ଼ିଶା ମହାବାହୁ ଜୟ ଜଗନ୍ନାଥ🙏🙏🙏
@hemantabahera8047
@hemantabahera8047 8 ай бұрын
ଶୁଭ ସକାଳ ଆଜିର ଭିଡିଓ ଟି ବହୁତ୍ ଭଲଲାଗିଲା ସାରା ବିଶ୍ବରେ ସନାତନ ଧର୍ମ ପ୍ରଚାର କରିବା ପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁ ତାଙ୍କର ଜଣେ ଶିଷ୍ୟ ଙ୍କୁ ପଠାଇଥିଲେ ତାଙ୍କ ନାମ ହେଲା ଶ୍ରୀ ଲ ପ୍ରଭୁ ପାଦ ଯାହା କି ତାଙ୍କର ଷ୍ଟେଚୁ ସେହି ମନ୍ଦିରରେ ଅଛି ଯାହାକି ତୁମ ଭିଡିଓ ରେ ଦେଖିବାକୁ ମିଳିଛି, ଇସ୍କନ ମଠ ନାମରେ ପରିଚିତ, ଜୟ ଜଗନ୍ନାଥ ଜୟ ପଞ୍ଚସଖା,ଧନ୍ୟବାଦ୍ ❤❤❤❤❤❤❤❤❤❤❤❤❤
@chimpubhutia
@chimpubhutia 2 ай бұрын
Jay Jagannath🙏⭕‼️⭕
@sunitamurmu91
@sunitamurmu91 8 ай бұрын
Laba bhai nka Big fans like ❤❤
@BiswajitPradhan-sl4gm
@BiswajitPradhan-sl4gm 8 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ. ପୁରୀ ରେ ଜନ୍ମ ହୋଇ ଥିବା ରୁ.. ନିଜ କୁ ବହୁତ୍ ଗର୍ବ ଅନୁଭବ ହଉଚି. ଜୟ ଜଗନ୍ନାଥ ❤
@ehu827
@ehu827 8 ай бұрын
ଜୟ ଜଗନ୍ନାଥ❤❤❤❤ ହୃଦୟର ସହିତ
@Dileswarsunasuna
@Dileswarsunasuna 2 ай бұрын
Super i love you Jay jagannath
@bsagarnial2716
@bsagarnial2716 8 ай бұрын
Bhai tamar vlog duniya re ek no1 heba,Tama pain ame ghare Thai Resia country dekhi paru chu.Rusia culture Jani paru chu Madi chala,Jai jagannath.
@suvashreemallick9196
@suvashreemallick9196 8 ай бұрын
You are the great person lava bhai...... jagannath nka nirdesa nathile aapana tanku explor kariparinathante.....jay jagannath
@duryodhanswain6192
@duryodhanswain6192 Ай бұрын
Good
@sujitsovan
@sujitsovan 8 ай бұрын
ଜୟ ଜଗନ୍ନାଥ
@pabitrapradhan1032
@pabitrapradhan1032 7 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏
@kilogram382
@kilogram382 8 ай бұрын
ବହୁତ୍ ବଢିଆ।❤❤
@laxmindrasabar4267
@laxmindrasabar4267 8 ай бұрын
ଲବ ଭାଇ ତମେଏବେ କୌଟି ଅଛ. କୌ ଜାଗାରେ ଅଛ. ଧନ୍ୟବାଦ ଭାଇ
@MMSTAR143
@MMSTAR143 8 ай бұрын
Very informative video ଲବ ଭାଈ ❤❤❤❤ Love 😘 from Baripada
@BuduramBhatra-b1t
@BuduramBhatra-b1t 8 ай бұрын
ଲବ ଭାଇ ବହୁତ ବହୁତ ଧନ୍ୟବାଦ
@RahulJuanga-nn9if
@RahulJuanga-nn9if 8 ай бұрын
ହୀ ଲବ ଭାଇ ମୁ ରାହୁଲ୍❤❤❤❤❤❤❤L
@ChandanMaharana-u3l
@ChandanMaharana-u3l 8 ай бұрын
ଲବଭାଇ ବହୁତ ଦିନ ପରେ ତୁମର ଭିଡିଓ ଦେଖିଲି ବହୁତ ଭଲ ଲାଗିଲା ଲବ ଭାଇ ପାଇଁ ଗୋଟିଏ like kara Jay jaganath ❤❤❤❤
@Kalahandiavlogger
@Kalahandiavlogger 8 ай бұрын
Jay Jagannath ⭕‼️⭕🙏🙏 First Comment ❣️
@Kumargaming8773
@Kumargaming8773 6 ай бұрын
ମଜା ଆସିଗଲା video ଦେଖି ଜୟ ଜଗନ୍ନାଥ
@sethideepak313
@sethideepak313 8 ай бұрын
ଲବ ଭାଈ ଙ୍କ ଋଷିଆ ଯାତ୍ରା ଭଲରେ କଟୁ।ଜୟ ଜଗନ୍ନାଥ 🙏
@K_rishi__00
@K_rishi__00 8 ай бұрын
Love from Dhenkanal ❤❤❤❤❤❤❤❤ love you laba bhai ❤ Jay bajarang Bali ❤️
@PrasannaOjha-dj7nx
@PrasannaOjha-dj7nx Ай бұрын
Jay Jagannath 👏👏👏👏👏👏❤️
Ep 2 : 12 भाषाएं जानने वाला संत | The Vivek Bindra Show | Podcast
55:18
Dr. Vivek Bindra: Motivational Speaker
Рет қаралды 1,2 МЛН
coco在求救? #小丑 #天使 #shorts
00:29
好人小丑
Рет қаралды 120 МЛН
Une nouvelle voiture pour Noël 🥹
00:28
Nicocapone
Рет қаралды 9 МЛН
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 45 МЛН
7PM Bulletin || 27th January 2025 || Prime Time || Kanak News
20:23
coco在求救? #小丑 #天使 #shorts
00:29
好人小丑
Рет қаралды 120 МЛН