ଋଷିଆନ୍ ଝିଅକୁ ଓଡ଼ିଆ ଶିଖେଇଦେଲି || ODISHA TOKA IN RUSSIA RED SQUARE

  Рет қаралды 546,576

ମୁଁ TRAVELLER

ମୁଁ TRAVELLER

Күн бұрын

Пікірлер: 1 400
@Vloggerlabahansda
@Vloggerlabahansda 7 ай бұрын
ସାଙ୍ଗମାନେ ଭିଡିଓରେ views ଯାଉନି କ'ଣ କରିବା?!😢😢😢
@crazyvillagecollection4890
@crazyvillagecollection4890 7 ай бұрын
Tamee Chanel ku down Kari cha
@papakipari2442
@papakipari2442 7 ай бұрын
Bhai now odish re election's calichhi So election's sarijaou dekhibo views kemiti badhi jibo Chinta karani Jai jagannath🙏
@greenworld4592
@greenworld4592 7 ай бұрын
Apan sabu dina video anantu
@Mr_Mukund...
@Mr_Mukund... 7 ай бұрын
Russia re rural areas Achi ki thile explore କରନ୍ତୁ view jibo😊 it's my opinion
@ParamJyoti.ammabhagvan
@ParamJyoti.ammabhagvan 7 ай бұрын
ଭୋଟ୍ ଚାଲିଛି ଭାଇ ଚିନ୍ତା କରନି ସରିଯାଉ ଭୋଟ ପୁଣି ଠିକ୍ ହେଇଯିବ 😊
@judhisthiranaik2503
@judhisthiranaik2503 7 ай бұрын
ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, କାରଣ ରୋଷିୟାର ମୋଷ୍କ ସିଟି ଦେଖାଇଲେ, ଏବଂ ବହୁତ ବହୁତ ସୁନ୍ଦର ଭିଉ ଦେଖାଇଲେ, ରୋଷିୟାନ ଝୀଅ ଏବଂ ପୁଅ ମାନଙ୍କ ସହିତ ଦେଖା କରି ତାଙ୍କ ସହିତ କଥା ହେଲେ, ବହୁତ ଖୁସି ଲାଗିଲା, ଆପଣ ବହୁତ କଷ୍ଟ କରି ଭିଡ଼ିଓ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ଭିଡ଼ିଓ ଦେଖିବା ପାଇଁ ବହୁତ ଆଗ୍ରହ ଲାଗିଛି, କିନ୍ତୁ ଭିଡ଼ିଓ ଟିକେ ଲେଟରେ ଛାଡ଼ୁଛନ୍ତି l ଆପଣଙ୍କ ନେକ୍ସଷ୍ଟ ଭିଡ଼ିଓକୁ ଅପେକ୍ଷା l ଜୟ ଜଗନ୍ନାଥ, ଜଗନ୍ନାଥ ମହାପ୍ରଭୂ ଆପଣଙ୍କ ଯାତ୍ରା ସଫଳ କରନ୍ତୁ l
@sushilchakisushil557
@sushilchakisushil557 7 ай бұрын
❤❤❤❤❤
@dasarathimohapatra618
@dasarathimohapatra618 7 ай бұрын
ବହୁତ ସୁନ୍ଦର ପରିଷ୍କାର ପରିଚ୍ଛନ୍ନ ସ୍ଥାନ ଓ ଶାନ୍ତି ପରିବେଶ, ଆଉ ସୈନ୍ଦର୍ଯ୍ୟ ମୟ, ଭିଡିଓ ଟି ବହୁତ ଭଲ ଲାଗିଲା,ଜୟ ଜଗନ୍ନାଥ,
@NandakiswarMallick
@NandakiswarMallick 7 ай бұрын
ଜୟ ଶ୍ରୀଜଗନ୍ଣାଥ ବହୁତ ସୁନ୍ଦର ସ୍ଥାନ ଶାନ୍ତି ଆଉ ସୌନ୍ଦର୍ଯ୍ଯ ଜାଗାକନ୍ଧମାଳରୁ ଧନ୍ଯବାଦ
@SagenHansdah-cj3ff
@SagenHansdah-cj3ff 7 ай бұрын
ଆପଣ ଆର ଜନମ ରେ ବହୁତ ପୁନ୍ଯ କାମ କରି ଥିବେ, ସେଥି ପାଇଁ ସୁନ୍ଦର ସୁନ୍ଦର ଜାଗା ବୁଲି ପାରୁ ଛନ୍ତି
@gurunayak7132
@gurunayak7132 6 ай бұрын
ପୂର୍ବ ଜନ୍ମର କର୍ମ ଵଳେ ଯାଉଚି ମୁଁ ହେଇଥାଏ ଵଳେ
@Tapanakumargadu
@Tapanakumargadu 2 ай бұрын
ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁପର ଲବ ଭାଇ Jay Jagannath Swami 🚩🙏🙏
@ODIADAILYVLOG-
@ODIADAILYVLOG- 7 ай бұрын
କିଏ କିଏ ଓଡିଶା ରୁ ଦେଖୁଛ ❤
@manoranjansingh5209
@manoranjansingh5209 7 ай бұрын
ମୁଁ ମଙ୍ଗଳ ଗ୍ରହ ରୁ ଦେଖୁଚି 🥲🥲🥲🥲
@itssrikant7735
@itssrikant7735 7 ай бұрын
Baluchistan 🤨
@bikashnaik2187
@bikashnaik2187 7 ай бұрын
England ru dekhuchhi😂😂😂😂
@Subratmohanta2
@Subratmohanta2 7 ай бұрын
ମୁଁ moon ରୁ ଦେଖୁଛି
@gitanjalinaik9983
@gitanjalinaik9983 7 ай бұрын
ମୁଁ ପୃଥିବୀ ରୁ ଆଖି ବନ୍ଦ କରିକି ଦେଖୁଛି
@Ama_Sunuma_Live_Express
@Ama_Sunuma_Live_Express 7 ай бұрын
So proud of India, odisha also.... ବହୁତ୍ ମଜା ଆସିଲା 😊
@ParamJyoti.ammabhagvan
@ParamJyoti.ammabhagvan 7 ай бұрын
ଭାଇ/ଭଉଣୀ/ସାଙ୍ଗ ମାନେ ଦୟା କରି ଭୋଟ ଚାଲିଛି ହେଲେବି ଟିକେ free time ଦେଖିକି ଲବ ଭାଇର ଭିଡିଓ watch କର କାରଣ ଲବ ଭାଇ ଆମ ମାନଙ୍କ ପାଇଁ ଏତେ ଦୂର ଯାଇ ଭିଡିଓ /ପରିଶ୍ରମ କରୁଛନ୍ତି ଭଲ ଭଲ ଜାଗା ଦେଖାଉଛନ୍ତି
@rajubhatra4467
@rajubhatra4467 7 ай бұрын
Yes bro ❤
@MBJ_EDIT_M3290
@MBJ_EDIT_M3290 7 ай бұрын
yes 💯
@bandanasingh173
@bandanasingh173 7 ай бұрын
@gobindatudu5153
@gobindatudu5153 7 ай бұрын
ᱟᱰᱤ ᱜᱮ ᱥᱟᱨᱤ ᱠᱟᱛᱷᱟ
@ratanlalpurty3569
@ratanlalpurty3569 7 ай бұрын
ମନକୁ ଛୁଇଁଲା, ଏତେ ସୁନ୍ଦର ଦେଶ ବହୁତ ଭଲ, God Blesse You Brother ❤️🌹❤️🌹❤️🌹
@gk_creation__01
@gk_creation__01 7 ай бұрын
କିଏ କିଏ ଘରେ ବସି ଦେଶ ବିଦେଶର ଭିଡିଓ ଦେଖି ମଜା ନେଉଛ 😂 ❤
@KamalBabu-im5mk
@KamalBabu-im5mk 7 ай бұрын
ମୋ ଦାଦା ସହିତ ଦେଖୁଛି
@statusboybablu8699
@statusboybablu8699 7 ай бұрын
Be haguru mu maja neuchu 😂
@KamalBabu-im5mk
@KamalBabu-im5mk 7 ай бұрын
ନା ବେ ତର କାହିଁକି ମଜା ନେବି। ଯାହା ସହିତ ଦେଖୁଛି ସାଇଟ କହୁଚି ବେ
@DevendraPati-s1r
@DevendraPati-s1r 7 ай бұрын
Mu
@KamalBabu-im5mk
@KamalBabu-im5mk 7 ай бұрын
@@DevendraPati-s1r କିଏ ତୁ
@amitmk403
@amitmk403 6 ай бұрын
ଲଭ ଭାଇ ପାଇଁ ଖୁସି ଗୋଟେ Like ହେଉ ଜୟ ଜଗନ୍ନାଥ God bless you 🙏❤️👍
@amitmk403
@amitmk403 6 ай бұрын
ଲଭ ଭାଇ ମୁଁ ତମ ସହ ଯିବା କୁ ଇଛା ହେଉଛି ଋଷିଆ ଏମିତି ବି ଚର୍ଚ୍ଚ ଅଛି କି କ୍ୟାମର ରେ ଯଦି ଏମିତି ଦେଖା ଯାଉଛି ସାମ୍ମାନ ରେ ଦେଖିଲେ କେତେ ଯେ ସୁନ୍ଦର ହେଇଥିବ ଦିଲ୍ ସେ Love you Bhai ❤❤❤👍👌✌️😍🇮🇳
@malatigagarai4011
@malatigagarai4011 4 ай бұрын
ବହୁତ ଖୁସି ହେଉଛନ୍ତି Russian ମାନେ, ବହୁତ୍ cooperative ସେମାନେ friendly ବି
@78.Bibek_Patel
@78.Bibek_Patel 7 ай бұрын
ଲବ ଭାଈ ତମ ଭିଡ଼ିଓ ଦେଖିଲା ପରେ ମୋର ମନ ବହୁତ୍ ଖୁଛି ହେଇ ଯାଏ ❤❤❤❤❤ ଜୟ ଜଗନ୍ନାଥ ❤❤❤
@Татьяна-в1ф2ь
@Татьяна-в1ф2ь 7 ай бұрын
Come to Russia again! We are always glad to have guests! Thank you for the good mood and bright emotions after meeting you! 😊
@abhijithembram5448
@abhijithembram5448 7 ай бұрын
Love From India 💗✨
@ileswarkishan3544
@ileswarkishan3544 7 ай бұрын
I am from India You are place is very nice
@desivlog4325
@desivlog4325 Ай бұрын
Great day 🥳
@ajayakumarmohanty9582
@ajayakumarmohanty9582 7 ай бұрын
ବହୁତ ସୁନ୍ଦର ସ୍ଥାନ। ଧନ୍ୟବାଦ।
@hatiahatia9298
@hatiahatia9298 7 ай бұрын
🙏🏾ଜୟ ଜଗନ୍ନାଥ ଲବ ଭାଇ ରୁଷିଆ ରେ ବହୁତ ମଜା କରୁଛ, ବହୁତ ବହୁତ ଦେଖିକି ଖୁସି ଲାଗୁଚି👍🏾😘ଲବ ଭାଇ ଆଉ ଗୋଟେ କଥା ଆସିଲା ବେଳେ ସାଙ୍ଗରେ ରୁଷିଆନ ଭାଉଜ ଗୋଟେ ଧରିକି ଆସିଥିବ 👍🏾
@BanamaliPanda-jr8fb
@BanamaliPanda-jr8fb 7 ай бұрын
ମୋର ପ୍ରିୟ ବନ୍ଧୁଗଣ ଆଜି ମୋର ୨୦ ତମ ଜନ୍ମଦିନ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@birenpradhan7599
@birenpradhan7599 7 ай бұрын
Happy birthday to you
@Anvi-b4g
@Anvi-b4g 7 ай бұрын
A blessed birthday to you.....have a good day and God bless you with his lots of love and prosperity.❤😊
@Duryodhon2022
@Duryodhon2022 7 ай бұрын
Happy birthday 🎂🎂🎂
@anvlog1851
@anvlog1851 7 ай бұрын
Happy birthday to you Maha prabhu bless you
@prabirmohanty8239
@prabirmohanty8239 7 ай бұрын
ଲବ ଯାହା କହ ପଛେ ରୁଷିଆ ଟ୍ରିପ ଭିଡ଼ିଓ ମଜା ଆସିଗଲା 👍👍👍👍
@Sunyabrahmaenterprises24
@Sunyabrahmaenterprises24 7 ай бұрын
ଲବ ଭାଇ ଙ୍କ ପାଇଁ ଗୋଟେ LIKE ହଉ।❤❤❤❤
@gobindachandranayak9576
@gobindachandranayak9576 2 ай бұрын
ଲବ ଭାଇ ତମକୁ ବହୁତ ବହୁତ ଧନ୍ୟବାଦ୍
@Rajesh-x3j
@Rajesh-x3j 7 ай бұрын
ମୋ ପରିକା କିଏ କିଏ ଲବ ଭାଈ ର ଭିଡ଼ିଓ କୁ ଅପେକ୍ଷା କରିଥିଲ
@bapunumalik5815
@bapunumalik5815 7 ай бұрын
Tu ta katha kaha au jie wait Karu ki na karu😂😂
@Rajesh-x3j
@Rajesh-x3j 6 ай бұрын
@@bapunumalik5815 tora knpain pathila
@RanjanMuduli-sx7ln
@RanjanMuduli-sx7ln 6 ай бұрын
ଝିଅ ମାନେ ବହୁତ୍ ସୁନ୍ଦର୍ ଭାଇ ଗୋଟିଏ ଲାଇନ ମାର,🎉🎉🎉🎉
@purnapradhan9553
@purnapradhan9553 6 ай бұрын
❤ ଜୟ ଜଗନ୍ନାଥ ❤ ଭୁବନେଶ୍ଵର ,ଓଡ଼ିଶା ❤ ରୁଷିଆର ସଂସ୍କୃତିର ଝଲକ ଦେଖିବା ର ସୁଯୋଗ ପାଇଥିବାରୁ ଧନ୍ୟ ❤
@purnasabar4446
@purnasabar4446 7 ай бұрын
କିଏ କିଏ ଲବ ଭାଇନା ଓଡ଼ିଆ ରୁ ଦେଖୁଛ like share me ❤❤🙏🙏
@puneinidedulaltangiproduct7339
@puneinidedulaltangiproduct7339 7 ай бұрын
ବହୁତ ଭଲ ଲାଗିଲା ଫେମସ ଚର୍ଚ୍ଚ ଦେଖେହିଲ
@odiajhia-bw3vq
@odiajhia-bw3vq Ай бұрын
ଏତେ ସୁନ୍ଦର ଜାଗା ତା ସାଙ୍ଗ କୁ ଓଡ଼ିଆ voice ❤❤❤❤❤❤❤❤❤❤❤❤❤❤❤❤❤❤❤❤
@MyDailyvlog256
@MyDailyvlog256 7 ай бұрын
ଭିଡ଼ିଓ ଟା ଅତୀସୁନ୍ଦର ହୋଇଛି 👌👍❤️
@SuryamaniMalik
@SuryamaniMalik 5 ай бұрын
ଜହୀହେଉ ଭାଇ ତମେ ଏତେ ଦୂରକୁ ଜାଇ ରସିଆରେ ମଜା ନେଉଚ, thanks i, love india 🇮🇳🇮🇳🇮🇳🙏🙏
@JitendraKumar-dh9sf
@JitendraKumar-dh9sf 7 ай бұрын
❤ଜୟ ମା ତାରିଣୀ ଭିଡିଓ ବହୁତ୍ ହିଁ ସୁନ୍ଦର ଲାଗିଲା ❤
@madhaho6977
@madhaho6977 6 ай бұрын
ଲୋଵ ଭାଇ ବହୁତ ବହୁତ ଧନ୍ୟବାଦ ବହୁତ ସୁନ୍ଦର ଜାଗା ଦେଖାଇ ଥିବାରୁ ମୁ ଜୀବନରେ କେବେ ଦେଖିନଥିଲି ଭାଇ
@dibyajyotimohanty0180
@dibyajyotimohanty0180 6 ай бұрын
Next CM of odisha laba Bhãîī 🧡🚩
@Cute-Series
@Cute-Series 5 ай бұрын
Thank you so much Bhai .........ate bhala bhala jaga travel kariki odisha ra laka dakhiki khushi houchanti ❤
@ramachandranaik1132
@ramachandranaik1132 7 ай бұрын
🎉ବହୁତ ସୁନ୍ଦର ଭାଇ 🌹🌹🌹🌹
@suraj-o9o8e
@suraj-o9o8e 6 ай бұрын
Suresh guru with loving ❤from : dubai ଜୟ ଜଗନ୍ନାଥ👏🙏
@blacklistman8895
@blacklistman8895 6 ай бұрын
Odisha no1 and adiwasi proud laba bhai entertainment blog video
@ajitajit5674
@ajitajit5674 5 ай бұрын
ଭାଇ ଭଗବାନ ତୁମର ମଙ୍ଗଳ କରନ୍ତୁ ,ତମ video ରୁ ଆମେ ବହୁତ୍ କିଛି ଶିକ୍ଷା ପାଉଛୁ
@LipunNayak-j8s
@LipunNayak-j8s 7 ай бұрын
Laba bhai is great ,laba bhai god bless you happy journey
@MrSanjayaNanaka
@MrSanjayaNanaka 6 ай бұрын
World best blogger labo Bhai 🙏🥰❤️ l am from Rayagada city
@priyanka_naik143
@priyanka_naik143 7 ай бұрын
Kia Kia Ghare basi desha bidesara video dekhuchha like 👍♥️ Kara love you laba bhai....
@hrudanandasankhua5824
@hrudanandasankhua5824 7 ай бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@mrbabuvlogs5300
@mrbabuvlogs5300 7 ай бұрын
I request to all to share lava Hansda all videos so that his channel will reach at the top level i.e one million 🙏🙏🙏🙏🙏🙏
@Khagapati-ue2cb
@Khagapati-ue2cb 2 ай бұрын
So vary nice video Brather god bless you ❤️🙏👍 Odisha 🇮🇳
@hansdahexpresentertainment4381
@hansdahexpresentertainment4381 7 ай бұрын
ଲବ ବହୁତ୍ ଭଲରେ ଥାଆନ୍ତୁ ❤❤❤❤❤🎉🎉🎉🎉
@ChandraMurmu-lv1of
@ChandraMurmu-lv1of 7 ай бұрын
ଦେକିକି ଭଲ ଲାଗିଲା ଜାଗା ଭଲ ହେଇଚି ମୋର ବି ବୁଲିବାକୁ ମନ ଅଛି ♥️♥️♥️♥️
@mangalsingermundari
@mangalsingermundari 7 ай бұрын
Odisha no-1vloger laba hansda,adi napay huiya kana🌹🌹🌹🙏🙏🙏
@harishnimala5911
@harishnimala5911 2 ай бұрын
Bhae tome seriously odisha paen gourabo... great job
@dineshbhoi6480
@dineshbhoi6480 7 ай бұрын
Wow so beautiful laba bhai.. jai hind jai bharat 🇮🇳🇮🇳🙏..
@Rashmisongs-dh6dj
@Rashmisongs-dh6dj 7 ай бұрын
ଲବ ଭାଇ ବହୁତ୍ ଆଗରୁ ଯାଅ ♥️♥️♥️♥️
@biswanathmuduli7997
@biswanathmuduli7997 7 ай бұрын
Bhai Tama pain ame aneka place, aneka country dekhiparuchu Thank you Laba Bhai 👍👍🙏🙏🙏
@prashantpanda6534
@prashantpanda6534 6 ай бұрын
U are fast utuber in odisha rich in Moscow best wishes keep hard work...lu bro
@ParamJyoti.ammabhagvan
@ParamJyoti.ammabhagvan 7 ай бұрын
ଶୁଭ ସକାଳ ଲବ ଭାଇ ଓ ସାଙ୍ଗ ମାନଙ୍କ 🌄wow କେତେ ସୁନ୍ଦର ଜାଗା ,ସୁନ୍ଦର ଜାଗା ଦେଖିକି କାହା କୁ କାହାକୁ ଯିବା ପାଇଁ ମନ କରୁଛି like କର ଆଉ ଲବ ଭାଇ ପାଇଁ ବି ହେଇଯାଉ like ସେ ଆମକୁ ସୁନ୍ଦର ସୁନ୍ଦର ଜାଗା ଦେଖାଉଛନ୍ତି❤❤🫣🫣🫣🫣😜😜😜
@World_youtuber9
@World_youtuber9 7 ай бұрын
Thik kahila bhai😊😊😊
@MartamHe
@MartamHe 7 ай бұрын
ଜୟ ଜଗନ୍ନାଥ
@sushilchakisushil557
@sushilchakisushil557 7 ай бұрын
❤❤❤
@sakrahembram3057
@sakrahembram3057 6 ай бұрын
Russia ro ghoro guda bohut Sundar heichi❤❤❤❤❤❤❤ ice cream ghoro toh bohot lovely❤
@umakantsethy5894
@umakantsethy5894 7 ай бұрын
Bahut bhla lagila rusia ra place dekhiki laba bhai ❤
@kurusanasirika4261
@kurusanasirika4261 6 ай бұрын
ଲୋଭ ଭାଇ ଭୋହୁତ ବୋଡ଼ିୟା ସୁନ୍ଦର ଚୋର୍ଚ୍ଚ ଦେକାଇଲୋ ଫଟୋରେ ଦେକିତିଲି ❤❤❤😊ସୁନ୍ଦର ଜଘା🎉
@theanimal3153
@theanimal3153 7 ай бұрын
ଜୟ ଜଗନ୍ନାଥ 🙏🙏🙏ଭିଡ଼ିଓ ବହୁତ ଭଲ ହେଇଚି ❤️❤️❤️❤️❤️
@npvlogs3132
@npvlogs3132 6 ай бұрын
Moscow City is very nice place Places gudiko dekhiki bahut bhala lagila 🎉
@avilashmohanty9071
@avilashmohanty9071 7 ай бұрын
Beautiful video bhai ❤❤❤ Super bhai ❤❤❤ 🙏🙏Jay Jagannath🙏🙏
@SatyaBag-r9b
@SatyaBag-r9b 4 ай бұрын
ଭଲ ଦେଖାଉଛ ଦାଦା ମତେ ଗଲାବାଗିର ଲାଗୁଛେ ବାହାର ଦେଶ ଦେଖାବାର ଲାଗି ଧନ୍ୟବାଦ ଦାଦା
@kulamanipatra
@kulamanipatra 7 ай бұрын
Nice Shearing Bro 💞 enjoy Russian ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ଦେଖୁଛି 💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞
@Balasoriashubham
@Balasoriashubham 7 ай бұрын
Bls❤
@mrdusmantaofficial7349
@mrdusmantaofficial7349 5 ай бұрын
ଓଡ଼ିଶାର ବରଗଡ଼ ଜିଲ୍ଲାରୁ କୋଉ ମାନେ ଦେଖୁଛ ❤❤
@balaramjhankar9002
@balaramjhankar9002 7 ай бұрын
Gote odia pua hesabare tuma sahas ku manibaku padiba Bhai really tume nhi ama odiasha ra number one hero....🙏🙏🙏🌹🌹❤️❤️👌👌👌💕💕💕🙊👍👍👍👍👍👍👍
@basantamurmu9080
@basantamurmu9080 7 ай бұрын
Laba bhai odia puo nuhonti.santal adibasi puo ....
@jayantafunnymanbalasore287
@jayantafunnymanbalasore287 7 ай бұрын
Se kn santali bhasa kahuchhanti ki 😂... odisha re janma neithiba pua ku odia pua kuhajaaae❤
@balaramjhankar9002
@balaramjhankar9002 7 ай бұрын
@@jayantafunnymanbalasore287 right 👍👍👍
@pradeepkumardas2824
@pradeepkumardas2824 6 ай бұрын
ବହୁତ ଭଲ ଲାଗିଲା।ମଜା ଆସିଗଲା।
@DEBAPRASADMOHAPATRA-kk6oc
@DEBAPRASADMOHAPATRA-kk6oc 5 ай бұрын
Thank you brother Russia for watching 😊🙏
@MrGoutamTiger
@MrGoutamTiger 7 ай бұрын
Jai shree Ram Jai shree jagarnath Jai shree Krishna Jai Hanuman God bless you Bhai grow up 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
@SasankaSekharMisra
@SasankaSekharMisra 2 күн бұрын
Myself SASANKA from JAJPUR TOWN(ODISHA) .Very interesting Russian episode.
@yamunadas5217
@yamunadas5217 7 ай бұрын
Bhai video 2din hela asinathila mu miss karuthili apananka video ku
@JemamaniGuia
@JemamaniGuia 7 ай бұрын
କିଏ କିଏ ମୟୁରଭଞ୍ଜ ରୁ ଦେଖୁଛନ୍ତି ଲାଇକ କରନ୍ତୁ 👍👍👍👍👍
@sundarmohanmarndi7979
@sundarmohanmarndi7979 7 ай бұрын
ବହୁତ ସୁନ୍ଦର ଭିଡିଓ 🎉🎉🎉🎉
@rasmiranajansagar8517
@rasmiranajansagar8517 7 ай бұрын
Beutiful Russia, Thank you Laba bhai
@nalinichandrapurty1196
@nalinichandrapurty1196 7 ай бұрын
ବହୁତ ସୁନ୍ଦର ହେଇଛି ଭାଇ Love you Russia place
@narayantripathynarayantrip2865
@narayantripathynarayantrip2865 7 ай бұрын
Beautiful place of Russia safe journey God bless you
@funnybadalyt3885
@funnybadalyt3885 7 ай бұрын
Video Quality Is Best ❤
@sankarbehera8478
@sankarbehera8478 Ай бұрын
ଭାଇ ବହୁତ ବହୁତ ସୁଭେଛା ଜାଗା କନ୍ଧମାଳ ରୁ
@hingulanayak7957
@hingulanayak7957 7 ай бұрын
ବହୁତ ବଢିଆ ହେଇଛି ଭିଡ଼ିଓ ଟା
@debabratasharma5966
@debabratasharma5966 7 ай бұрын
Ati sundar place bhagyabaan loka tume laba bhai
@sushilchakisushil557
@sushilchakisushil557 7 ай бұрын
ଭାଇ City area ର video ସେତିକି ଥାଉ ଏବେ ସେଠାକାର top top nature area କିମ୍ବା ସେଠାକାର village ରେ ବଞ୍ଚୁଥିବା ଲୋକଙ୍କ video ଆଣିବାକୁ ଚେଷ୍ଟା କରନ୍ତୁ ନିହାତି views ଯିବ ❤❤❤
@tapanvlogs2740
@tapanvlogs2740 2 ай бұрын
ଜୟ ଜଗନ୍ନାଥ ଭାଇ ଭଲ ଲାଗିଲା ଧନ୍ୟବାଦ 🙏🙏❤
@susennayak-hi4su
@susennayak-hi4su 7 ай бұрын
Jaha. Kuha. Bhai. Tuma. jeban. Bahut. danya.
@tirthabasimohanta4452
@tirthabasimohanta4452 7 ай бұрын
❤❤ Sundar 👍 Salute 👍 🥀🌹🥀🎈❤️ God bless you 🙏Jai Hind 🙏 JAYJAGANNATH 🙏
@suvendukumarswainswain1752
@suvendukumarswainswain1752 7 ай бұрын
Thanks brother stay in russia and send new vedios. I like you and russa
@Varunskattinglover3362
@Varunskattinglover3362 6 ай бұрын
Vdo dekhiba bahuta vl lagila super vdo 🎉🎉🎉🎉🎉🎉happy journey
@kameswarYouTubeExpress
@kameswarYouTubeExpress 7 ай бұрын
world best vloger labo Bhai 🙏🥰💝 I am from Brhampur city
@Sudarsanpradhan-wu3sg
@Sudarsanpradhan-wu3sg 7 ай бұрын
Bro mu lalmati multispecialiti hospital chhattisgarh re admit heichi bed re soi tomo video dekhi mote khusi laguchi
@saratbadatya2471
@saratbadatya2471 7 ай бұрын
Laba Bhai mu Ganjam ra pila Surat re rahuchi sabu video dekhuchi all videos 🎉 nice 👍🏻
@ashokbehera8324
@ashokbehera8324 2 ай бұрын
ଲଭ ଭାଇ ତମେ ଏମିତି ଆଗକୁ ଆହୁରି ବଡ ଆଉ ସୁନ୍ଦର ସୁନ୍ଦର 📷 ଭିଡିଓ ପୋଷ୍ଟ କର
@bkvlogger24
@bkvlogger24 7 ай бұрын
Love you laba bhai ❤❤❤❤❤ ତମ ଭିଡିଓ ଦେଖି ବହୁତ୍ motivation ମିଳୁଛି । ମୁଁ ବି ଭିଡିଓ କରିବା start kari ଦେଇଛି ।❤❤❤❤ଆପଣକଂ ଭଳି ଭିଡିଓ ସବୁ ଦିନ ଆଣିବି ।
@SumantSabar-fb9yn
@SumantSabar-fb9yn 7 ай бұрын
So beautiful bhai church ,⛪⛪⛪⛪❤❤❤
@Koraputia.150
@Koraputia.150 7 ай бұрын
ଓଡ଼ିଶାର କିଏ କିଏ ଦେଖୁଛ
@ShibaKhara-kr8lf
@ShibaKhara-kr8lf 7 ай бұрын
Nice baina Sundar charch dekeilo danyabad praise the lord God bless you baina
@Rishiofficial7305
@Rishiofficial7305 7 ай бұрын
ଝିଅ ମାନଙ୍କୁ ଦେଖିକି ମୋତେ love ହେଇଗଲା 😂
@sushilchakisushil557
@sushilchakisushil557 7 ай бұрын
😂😂😂😂
@ranjitkahalsingh9890
@ranjitkahalsingh9890 7 ай бұрын
ଓଡ଼ିଆ ଭାଇମାନେ ଲବ ଭାଇ ର ପରିଶ୍ରମ ର ମୂଲ୍ୟ କୁ କେବଳ ଥରେ ଗୋଟିଏ Like କରିଦିଅ।❤❤ କାରଣ ସେ ଆମକୁ other country ku journey Kari ସେ ଦେଶର କଳା, ସଂସ୍କୃତି ଏବଂ ଐତିହ୍ୟ ବିଷୟରେ ସୂଚନା ଦେଇଛନ୍ତି।
@cristelgamingff983
@cristelgamingff983 7 ай бұрын
Thank you labo babu nua nua vidio dekhebe ok
@nirmalendumohanty3321
@nirmalendumohanty3321 7 ай бұрын
Improving rapidly.highly appreciable
@udayaparaja4378
@udayaparaja4378 7 ай бұрын
Nice counrty laba bhai❤ emiti new new counrty ❤ Aauri jo and emiti aagei chaalo ❤ ❤ Jay jagannath❤🤗
@mrtrinathps6687
@mrtrinathps6687 6 ай бұрын
ଭାଇ ଏହି ଭିଡିଓ ଫୁଲ୍ ମୋଜା outstanding
@JitendraKumar-dh9sf
@JitendraKumar-dh9sf 7 ай бұрын
କେନ୍ଦୁଝର ରୁ ଲବ ଭାଇ ର ଭିଡିଓ କିଏ କିଏ ଦେଖୁଛ ❤like କର
@ManamohanBehera-c2m
@ManamohanBehera-c2m 6 ай бұрын
Mu Muna
@ArjunMunda-h1e
@ArjunMunda-h1e 3 ай бұрын
Mu re❤❤❤❤
@Narsingh2.0
@Narsingh2.0 7 ай бұрын
ସାଙ୍ଗ ମାନେ କୋରାପୁଟ ରୁ କିଏ କିଏ ଦେକୁଛ ଲବ ଭାଇ ପାଇଁ ଗୁଟେ like 👍ଅହୁ love you ଲବ ଭାଇ 💖
@sansardhal2827
@sansardhal2827 7 ай бұрын
Dear Laba Babu . May God bless you. You have a bright future.
@swapnilraja1409
@swapnilraja1409 7 ай бұрын
Bro that's not Bad Language.....❤❤❤that means MY 💕 LOVE 😘 2nd - I love you ♥️ 3rd- Grand Mother ❤ Actually they are happy for your prouncetioon ❤❤❤they gave you lots of Love ❤❤❤
СИНИЙ ИНЕЙ УЖЕ ВЫШЕЛ!❄️
01:01
DO$HIK
Рет қаралды 3,3 МЛН
BAYGUYSTAN | 1 СЕРИЯ | bayGUYS
36:55
bayGUYS
Рет қаралды 1,9 МЛН
СИНИЙ ИНЕЙ УЖЕ ВЫШЕЛ!❄️
01:01
DO$HIK
Рет қаралды 3,3 МЛН