ରାଜ୍ୟସଭାରେ ବର୍ଷିଲେ ସାଂସଦ ସୁଲତା ଦେଓ... ଓଡ଼ିଶାରେ ବିଜେପିର କ୍ୟାମ୍ପେନକୁ ନେଇ ଧୋଇଦେଲେ

  Рет қаралды 212,014

Sunstar TV

Sunstar TV

3 күн бұрын

ରାଜ୍ୟସଭାରେ ବର୍ଷିଲେ ସାଂସଦ ସୁଲତା ଦେଓ... ଓଡ଼ିଶାରେ ବିଜେପିର କ୍ୟାମ୍ପେନକୁ ନେଇ ଧୋଇଦେଲେ
#newsinodia #politicsnews #politicalnews #sansad #sansadtv #sulatadeo #rajyasabha #sunstartv #sunstarnews #sunstartvnews
★★★
SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
★★★
SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
★★★
“ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
★★★
“ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★
SUBSCRIBE NOW !!!
➠Visit Our Website: sunstartv.com/
➠News in Odia: sunstartv.com/odia/
➠KZbin: / sunstartvodia
➠Facebook: / sunstartvodia
➠Twitter: / sunstartvodia
➠Instagram: / sunstartvodia
★★★
#Sunstartv

Пікірлер: 1 000
@sasanksekharaswain9208
@sasanksekharaswain9208 2 күн бұрын
ନାରଣ , ଆଗରୁତ ଧାନ ବିଲ ଖସଖସ ଗୀତ ଶୁଣିବାକୁ ମିଳୁଥିଲା , ଯାହା ହେଉ ଓଡ଼ିଶାରେ ଏଭଳି ଦକ୍ଷନେତ୍ରୀ ଙ୍କୁ ଦେଖି ଭଲ ଲାଗିଲା ଓ ଗର୍ବିତ ମଧ୍ୟ , ଜୟ ଜଗନ୍ନାଥ
@tapankumarbehera905
@tapankumarbehera905 2 күн бұрын
Besia no 1😂😂😂😂
@subhransuroutray6291
@subhransuroutray6291 Күн бұрын
@@tapankumarbehera905 tu kemiti janilu se behiyaa kichi prove achi ki emiti kounishi nari ku kahiba thik nuhan
@tapankumarbehera905
@tapankumarbehera905 Күн бұрын
@@subhransuroutray6291 Besia unpadh and gadar terrorist hi bjp ku birodh karanti👍🏻🙏
@prasantanayak6380
@prasantanayak6380 Күн бұрын
ଏମିତି ମୂର୍ଖ ଭାଷା କହିବା ମୂର୍ଖ ନାରୀ କୁ bjd ବେକାର ଦଳ ଛାଡିଛି ରାଜ୍ୟସଭା କୁ ବେଶୀ ନିଜକୁ ଚାଲାକ ଭାବୁଛି ତୋ ଭାଷା କୁ ଦୂର ରୁ ଜୁହାର ଲୋ ମା..... 😅😢
@anilkumarsahu5039
@anilkumarsahu5039 Күн бұрын
Hehi ra mind kama karuni
@binodinibhoi3204
@binodinibhoi3204 2 күн бұрын
ସୁଲତା ବାଳ ଛିଣ୍ଡା କଥା କହୁଛୁ। ନିମାପଡ଼ାରେ ସମିର ଦାସ୍ ଙ୍କୁ ଚେକ୍ ଦବାକୁ ନିମାପଡ଼ାରେ ବିଜେଡି ର ୪୦ ବିଧାୟକ ମନ୍ତ୍ରୀ ଡେରା ପକେଇଥିଲେ ।କୋଉ ବାଳ ଛିଣ୍ଡେଇଥିଲେ ।ଏକ ନମ୍ବର ହେଇଥିଲ କାହିଁକି ବାଳ ଖାଇଲ
@KarunakarDhani-eo2sl
@KarunakarDhani-eo2sl 2 күн бұрын
ଔଷଧ ବିକଳରେ ତାଟିଆ କାମୁଡ଼ା।
@skrcew8459
@skrcew8459 2 күн бұрын
Right 👍
@bhaskarmania741
@bhaskarmania741 2 күн бұрын
Right
@Deva5577-i3c
@Deva5577-i3c 2 күн бұрын
ମହାରଷ୍ଟ୍ର election ପରେ ବିଜେପି ର ଅବସ୍ଥା ଆହୁରି ଖରାପ ହେବ ଅପେକ୍ଷା କର
@shreyasroutray510
@shreyasroutray510 2 күн бұрын
​@@Deva5577-i3c Bhai USA deep states are active now in India to make the BJP weaker. Because BJP is the only party in the history of Indian politics who kept the National interest over everything and didn't listen to western countries. Western countries don't want India to rise. They always tried to suppress Us by imposing their power. In this type of critical situation BJP is relatively better than Congress. However Everyone is corrupt but we have to choose the relatively better option to make our Indian rise again. Jay hind 🙏🏻
@sabitasahoo5208
@sabitasahoo5208 2 күн бұрын
​@@Deva5577-i3cright
@dhirendranathrout3005
@dhirendranathrout3005 2 күн бұрын
ଆଚ୍ଛା ସୁଲତା ଦିଦୀ ବଲ୍ଲେ ବଲ୍ଲେ ରେ ଖଟିଆ ସେବା ପାଇଛନ୍ତି କି
@biswajitsahoo748
@biswajitsahoo748 2 күн бұрын
ତୋ ବୋଉ ଆଉ ସ୍ତ୍ରୀ ବି ଯାଇଥିଲେ ଧର୍ମେନ୍ଦ୍ର ସହିତ ସେଥିପାଇଁ neet paper leak ରେ ତୁ ସାମିଲ ଅଛୁ କେତେ ପଇସା ରେ ସ୍ତ୍ରୀ ଆଉ ବୋଉ କୁ ବିକିଛୁ ନିର୍ଲଜ.. Neet ପରୀକ୍ଷା ପେପର leak ପଚାରିବାକୁ ସାହସ ହେଉନି
@Aapunu880
@Aapunu880 2 күн бұрын
​@@biswajitsahoo748ରଖ ତୋ ନୀଟ,, ପେପର୍ ଲିକ ଆମେ ଏଥିରୁ ପାଇବୁ କଣ ଆମେ ଗରିବ ଲୋକ , ଆମକୁ ମୋଦି ସାହା ହେଉଛନ୍ତି, ଆମେ ମୋଦି କୁ ହ୍ନି ଭୋଟ ଦେବୁ, ଯିଏ ଯେତେ ପିଟି କଚାଡି ହୁଏ ଫୁଣୀ ବିଜେପି ଆସୁଛି ୨୦୨୯
@nishikantakonharl0684
@nishikantakonharl0684 2 күн бұрын
Pakhare dekha lugi pidha babu
@sandhyaranipradhan3043
@sandhyaranipradhan3043 2 күн бұрын
​@@biswajitsahoo748thik kahicha bhai ...e kukura nku maa bhauni gaali h darkar ..
@marshalsoren4355
@marshalsoren4355 2 күн бұрын
​@@biswajitsahoo748phatuchi
@ashoksahoo8150
@ashoksahoo8150 2 күн бұрын
ସଭାପତି କାହିଁକି ହାରିଲେ ଗୋଟିଏ ସିଟରେ ହାରିଲେ ।ଓଡ଼ିଶାରେ ଶିକ୍ଷ୍ୟା ବ୍ୟବସ୍ଥା ନବୀନ ବାବୁ ଦୟନୀୟସ୍ଥିତିରେ ଅଛି।
@BasantiBiswal-ne8td
@BasantiBiswal-ne8td 2 күн бұрын
Haire boka tama savaapati to khata kholiparileni
@sarjitabastia806
@sarjitabastia806 Күн бұрын
Hahaha news dekhiba bodhe .. education re BJP govt 18%gst laageichi,jouti bjd 10k dauthila only scholarship
@scs19786
@scs19786 2 күн бұрын
କଣ କହୁଛ ନିଜେ ବୁଝି ପାରୁଛ ? ତୁମେ କେବଳ style ମାରିବା ପାଇଁ । ହିନ୍ଦୀ ଠିକ୍ ରେ ଶିଖ ନଚେତ୍ English ରେ ଦେଖିକି ପଢ଼ ।
@jitendraupadhyaya9397
@jitendraupadhyaya9397 2 күн бұрын
କଳି ହୁଡ଼ି
@Deva5577-i3c
@Deva5577-i3c 2 күн бұрын
ଆରେ ମୋହନ କେମିତି ହିନ୍ଦୀ କହୁଛି.....
@bishnupriyadash2437
@bishnupriyadash2437 2 күн бұрын
Suna odisha loka heiki gote odia ku ameti kuhani
@pranshitv123
@pranshitv123 2 күн бұрын
ଆରେ ଭାଇ ଆମ ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ସାରଙ୍କ ଠାରୁ ଭଲ କହୁଛନ୍ତି || ତୁମେ ଜଣେ ଅନ୍ଧ ଭକ୍ତ
@pranshitv123
@pranshitv123 2 күн бұрын
Adani bjp dala hatao deshko surokhito karo
@LipuBaliarsingh
@LipuBaliarsingh 2 күн бұрын
ଯାହା ହଉ odisha ରୁ ଜଣେ parliament re ହଙ୍ଗାମା କଲା👏👏👏👏👏
@pareshchandragiri165
@pareshchandragiri165 2 күн бұрын
ଧନ୍ୟ ଧନ୍ୟରେ ଓଡ଼ିଆ ନେତ୍ରୀ ଓଡ଼ିଶାର ଆଉ ଧମଣ୍ଡ ଦେଖା ନା।
@aktenthouse9083
@aktenthouse9083 2 күн бұрын
ମାଉସୀ ତତେ ଏଠି ଭାଷଣ ଦବାକୁ ହେଲେ ଆହୁରି 20ବର୍ଷ ଧରି ଜେଇଁଠି ପୋଗ୍ରମ୍ ହଉଥିବା ସେଠି ପେଣ୍ଡାଲ ଚାରିପଟେ ବୁଲି ବାକୁ ହେବ।
@gurukrupa4151
@gurukrupa4151 Күн бұрын
ମାଉସୀ ଯାହା କହିଲା ତା ଘର ପାଇଁ କହୁଥିଲକି ... ଶଳା ଅନ୍ଧଭକ୍ତ
@dilippujari3707
@dilippujari3707 2 күн бұрын
ହାରିବାର ଦୁଃଖ ଭୁଲି ପାରୁ ନାହାଁନ୍ତି,ତେଣୁ ପାଗଳି ହେଇ ଯାଇଛନ୍ତି,,୧୧୭ ବିଧାୟକ,୨୧ ସାଂସଦ ଦାଵିକରୁଥିବା ଦଳର ସଦସ୍ୟା ଏବେ ଏଭଳି ହେବା ସ୍ବାଭାବିକ
@SamiraPalai-rp9gl
@SamiraPalai-rp9gl 2 күн бұрын
ନିଟ ପେପର ଲିକ୍ ମାମଲାରେ କାହିଁକି ମୁହଁ ଖୋଲୁନାହାନ୍ତି ପ୍ରଧାନମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ
@aloktripathy8473
@aloktripathy8473 2 күн бұрын
ପାଣ୍ଡୁ ଗଲା ପରେ ନବିନୀ ଠିକ୍ ହୋଇଗଲେ କଣ ଜନିପା ରୁ ନ
@AlekhaPatra-ss7pk
@AlekhaPatra-ss7pk 2 күн бұрын
ରଙ୍ଗ ଶାଳାର ନାୟିକା
@subhransusahu3974
@subhransusahu3974 Күн бұрын
Ta mausi
@pn5100
@pn5100 2 күн бұрын
ସବୁ ନେତା ମନ୍ତ୍ରୀ ଇଆକୁ ବୋଧେ ବରାବର ଗାଣ୍ଡି ମାରି ଛନ୍ତି
@sanjaysahoo69
@sanjaysahoo69 Күн бұрын
Hn too bou mora jai thilu auu too bhouni jaithila 2ta khatia 2jana soithila
@narayanadash552
@narayanadash552 2 күн бұрын
ହାରିଲେ, କାହିଁକି, ନବିନି, ବାବୁ, ମ୍ୟାଡ଼ାମ, କୁହନ୍ତୁ, ଆଗରୁ, ଥରୁ, ଥିଲେ, ପାଣ୍ଡିଆ, ଯିବାରୁ, ଆମ, ନବିନି, ବାବୁ, ଠିକୀ, ହେଲେ, ତୁମେ, ପୁରା, ବନ୍ଦ, କରିଥିଲ, ସେ, ଆସି, ଚାରି, ଦ୍ୱାର, ଖୋଲିଲେ, ଯେତେ, କୁହ, ଓଡ଼ିଶାବାସୀ, ତୁମକୁ, ଉତ୍ତର, ଦେଇ, ସାରି, ଛନ୍ତି
@jitendraupadhyaya9397
@jitendraupadhyaya9397 2 күн бұрын
ଏମାନଙ୍କ ମୁହଁ ବହଳ.
@tapankumarbehera905
@tapankumarbehera905 2 күн бұрын
Besia no 1 😂😂😂😂
@subhransuroutray6291
@subhransuroutray6291 Күн бұрын
@@narayanadash552 yes
@user-ij9jp6ex8s
@user-ij9jp6ex8s 2 күн бұрын
ଏହାର ଭେଲୁ କିଛି ନାହିଁ।ବାଉରୀ ହୋଇଛି ମାନେ ପାଗଳି ହୋଇଯାଇଛି।ବିଚାରି ଯାହାପରେ ତାହା କହୁଛି।କୁହାଯିବ ସୁଲତା ଦେଓ ପୁରା ପାଗଳୀ
@narayanadash552
@narayanadash552 2 күн бұрын
ପ୍ରଳାପ
@SWAINSAMIRRANJAN
@SWAINSAMIRRANJAN 2 күн бұрын
ବିରି ବାଡେଇବା ଦେଖି କୋଳଥର ଚୋପା ଛାଡିଯାଏ। ଠିକ୍ ସେମିତ ସୁଲତା ଦେଓର ଅବସ୍ଥା ହେଲାଭଳି ଲାଗୁଛି।
@santoshbehera4273
@santoshbehera4273 2 күн бұрын
କଣ ପାଇଁ ଏତେ ପବନ ଚ୍ଛାଡୁଛ ମେଡେମ୍ ପାଣି ଟିକେ ପିଅନ୍ତୁ ମେଡେମ୍
@pn5100
@pn5100 2 күн бұрын
ପେଳ ନାଁ ବୋଲ୍ଲେ ବୋଲ୍ଲେ ରେ ଗାଣ୍ଡି ମରେଇ ହଉଛ ଆଉ କେତେ ଦିନୀ ପରେ ଓଡ଼ିଶା କୁ ଗାଣ୍ଡି ମାରି କି ଖାଇ ଦେଇ ଥାଆନ୍ତେ
@GD1234jjk
@GD1234jjk 2 күн бұрын
Odisha ta khai dei thile bjd
@sanjibmalik4219
@sanjibmalik4219 2 күн бұрын
To kahunu se jaou prasana karechanti tahar to madrochoda modi daeipareba ta
@DineshKumar-lf6el
@DineshKumar-lf6el 2 күн бұрын
Ebe ta ahuri chora sarkar asichhi ahuri khai jibe sabu bikri kari khaibe
@subhransusahu3974
@subhransusahu3974 Күн бұрын
Tama ku abe bjp gehiba gandire tela Mari ki rakhitha rubber stamp cm ku dhari tha
@hrushikeshmahanta6590
@hrushikeshmahanta6590 2 күн бұрын
NEET ପାଇଁ ମୋଦୀ, ଧର୍ମେନ୍ଦ୍ର ପୁରାପୁରି ନିର୍ଲଜ୍ଜ hoichhanti
@anilsen2703
@anilsen2703 2 күн бұрын
Ossc Osssc Opsc scams pain kebe Bjd ku dayi kala nain kn pain..
@shreyasroutray510
@shreyasroutray510 2 күн бұрын
Right ​@@anilsen2703
@debasishtripathy8336
@debasishtripathy8336 2 күн бұрын
Seita pm ku aga pachara ​@@anilsen2703
@pintukhuntiakattarhindurss3697
@pintukhuntiakattarhindurss3697 2 күн бұрын
Neet paper re 15 arrest hei chanti kintu pari , bihu, chabirani, kunduli, somya, mahanga duble muder, mamita, itrishi, bebina, sonalata, kanaklata, Laxmi khalicot case kn hela
@pintukhuntiakattarhindurss3697
@pintukhuntiakattarhindurss3697 2 күн бұрын
Neet paper re 15 arrest hei chanti kintu pari, bihu, chabirani, kunduli, somya, mahanga duble muder, mamita, itrishi, bebina, sonalata, kanaklata, Laxmi, khalicot case kn hela
@dolagobindasahu4917
@dolagobindasahu4917 2 күн бұрын
Sulata Deo, BJD SASANDA can not speaking Hindi in Rajyasabha.ଯେ଼ଉ ସାଂସଦ ହିନ୍ଦୀ କହିପାରୁନାହାନ୍ତି ସେ ଓଡ଼ିଶା ଆସି ଶୀଘ୍ର ଘଣ୍ଟାଏ ଘଣ୍ଟାଏ ହିନ୍ଦୀ ଟିଉସନ ହୁଅନ୍ତୁ । ନଚେତ୍ ଓଡ଼ିଶାକୁ ବଦନାମ କରନ୍ତୁ ନାହିଁ। ଯଦି hindiରେ କହିପାରୁ ନାହଁ ତାହାହେଲେ ଚୁପ୍ ହୋଇ ବସିବା ଭଲ ।ତୁମର ଭତ୍ତା କଟିବ ନାହିଁ। ଓଡ଼ିଶାରେ ସିନା Lipstick ଓfacial ମାରି ଉଦଣ୍ଡୀ ଛଡା ଭଳି Ipsita Sahoo, Sasmit Patra ସଂଘ ହୋଇ BJD ବିରୋଧରେ ECI ଆଗରେ ଫେରାଦ ହେଉଥିଲ। ଏବେ ଟିକେ ବଲେ ବଲେ ଢ଼ାବା ବିଷୟରେ Rajyasabha ରେ ଜଣାଅ ।
@sanjibmalik4219
@sanjibmalik4219 2 күн бұрын
Abe sala to majhia sarkar kn kahuchi hindi tike video dekhuki
@gajendrabadaraita9832
@gajendrabadaraita9832 2 күн бұрын
Bale bale swad kisika he tujhe achhe se malum hena
@yoyomalisingh3456
@yoyomalisingh3456 2 күн бұрын
ବିଜେଡି ଦଳ ଗଟେ ଗଟେ ଚରଗା
@user-lr7ge7qf2g
@user-lr7ge7qf2g 2 күн бұрын
Thanks mdm
@user-mh8by8py1n
@user-mh8by8py1n 2 күн бұрын
ଦାନ୍ୟବାଦ ମେମ
@hemantakumarmohanty849
@hemantakumarmohanty849 2 күн бұрын
ସୁଲେତା ଦେଓ ଯେଉଁ ଦିନ ଠାରୁ ସାଂସଦ ହୋଇକି ରାଜ୍ୟସଭା କୁ ଯିବା ଦିନ ଠାରୁ କୌଣସି ପ୍ରଶ୍ନ ଉଠାଉ ନଥିଲେ କାହିଁକି ? ଏବେ ବିଜେଡି ଲୋକସଭା ରେ ମେମ୍ବର ନାହିଁ , ପଚିଶ ବର୍ଷ ବିଜେଡି ପାଣି ଵେବସ୍ତା ଠିକ କରି ନାହିଁ , ତୋର ମୁଖ୍ୟମନ୍ତ୍ରୀ ଯେମିତି ହେଉଥିଲା
@ndr51
@ndr51 2 күн бұрын
24 ବର୍ଷ ଓଡ଼ିଶା କୁ ଲୁଟି କି ବିଜେଡି ହାରିବା ପରେ ତମର ଜି କେମିତି ଫାଟି ଯାଉଛି ତାହା ସବୁ ଜଣା ପଡୁଛି ।
@saratkumarsahoo1595
@saratkumarsahoo1595 Күн бұрын
ସତରେ ଓଡିଶା ଏତେ ତଳକୁ ଖସି ଯାଇଛି... ଭାଷାଜ୍ଞାନ କାହାପାଖରେ ନାହିଁ ସମସ୍ତଙ୍କ ମୁହଁରୁ ଖାଲି ଅଭଦ୍ର ଭାଷା ତାର କାରଣ ଏମାନଙ୍କ ଘରର ସଂସ୍କାର କଣ ଏହିଭଳି.. ନିଶ୍ଚୟ ହେଇଥିବ
@amitbandhu9318
@amitbandhu9318 2 күн бұрын
ଅପା ଙ୍କ କଥା ଶୁଣି କିଛି ଘରଭାଙ୍ଗୁଆ ଙ୍କ ଜଳା ପୋଡା ହେବ
@MegaBhabanisankar
@MegaBhabanisankar 2 күн бұрын
ଅଦ୍ଭୁତପୂର୍ବ ହିନ୍ଦୀ
@user-wh4kq1qk8o
@user-wh4kq1qk8o 2 күн бұрын
ସୁଲତା, ଓଡ଼ିଶା ର ଅସ୍ମିତା (ଗନ୍ଧ), ସୁଲା ତୋ ର ନାହିଁ ଝୁଲା, क्या बोलेंगे ओडिसा के बारेमे? इतनी सीरियस हारेंगे बीजेडी या (हिंजेडी) तेरा कंदू निवारण हो गिया था,24years speend in odisa Nabin but only went to Corrept,you were living Alisan Life tho you could not get any loksabha sit.
@user-sr5bo2lq3x
@user-sr5bo2lq3x 2 күн бұрын
100% right👍
@JayJagannath0307
@JayJagannath0307 2 күн бұрын
Jay Jagannath 🙏
@nikunjabihariparida1038
@nikunjabihariparida1038 2 күн бұрын
ଧନ୍ୟବାଦ. ମାଡାମ
@jitendrasutar8845
@jitendrasutar8845 2 күн бұрын
ନିହାତି ସତ୍ୟ ଯାହା କହିଲେ ସବୁ ସତ ହେଲେ କଣ ହେବ ସବୁ ଗୋଟେ ନାଉର ମଞ୍ଜି
@rabinarayansahu8301
@rabinarayansahu8301 Күн бұрын
Right point discussed mam. Keep it up. Next term Odisha again with you
@babinanaik2122
@babinanaik2122 2 күн бұрын
Good... we are with you ❤
@tapansemerlia400
@tapansemerlia400 Күн бұрын
Really Excellent Speaking Madam 💯💯👍👍🇮🇳🇮🇳
@khursadkhan5026
@khursadkhan5026 2 күн бұрын
Veri good
@BabuliBabu-vo5iw
@BabuliBabu-vo5iw 2 күн бұрын
ଓଡ଼ିଶାରେ କେତେ କଳକାରଖାନା ନବିନ ବନ୍ଦ କରିଛି ସେଟା କହୁନ |
@santoshbehera8399
@santoshbehera8399 2 күн бұрын
Very good madam
@user-wn1hn8kd5i
@user-wn1hn8kd5i 2 күн бұрын
Thank you Madem
@user-gu2zx8mb5u
@user-gu2zx8mb5u Күн бұрын
ଏଇ ପରି ଆବାଜ ଯଦି 10 ବର୍ଷ ଆଗରୁ ଉଠାଇ ଥାନ୍ତ ତାହାଲେ ଆଜି ଓଡିଶା ରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥାନ୍ତେ
@balaramdora8134
@balaramdora8134 2 күн бұрын
ନବୀନ ଯେଉଁ ନାଟକ କରୁଥିଲେ ତାହା ଧରା ପଡ଼ିଯିବା ପରେ ଏ ମାଡ଼ମ ଜଣକ 😂😂
@djdhanu5763
@djdhanu5763 2 күн бұрын
କଥା ଠିକ୍ ସେ କହି ପାରୁ ନ style ବେଶୀ ମାରୁଛ l
@learnwithbini6060
@learnwithbini6060 Күн бұрын
Bhae kouthu style disila tumaku
@achyutanandadas1670
@achyutanandadas1670 2 күн бұрын
ଓଡ଼ିଆ ରେ କୁହ ,ହୀନ୍ଦି ଠିକ୍ ରେ ହେଉନି
@user-kd4ru8iq1q
@user-kd4ru8iq1q 2 күн бұрын
ଏ ତ କଥା କହିପାରୁନି ବାଳ ଧୋଇଲା କେତେବେଳେ 😄😜
@BabuliBabu-vo5iw
@BabuliBabu-vo5iw 2 күн бұрын
ତୁମେ କେତେ ସତ କୁହ ଓଡ଼ିଶା ବାସି ଭଲଭାବରେ ଜାଣିଛନ୍ତିି ।
@AyushKumar-to1vg
@AyushKumar-to1vg 2 күн бұрын
Right answer
@asitalehara6737
@asitalehara6737 2 күн бұрын
Right mam🙏
@MadhabDigal-ff7eo
@MadhabDigal-ff7eo Күн бұрын
ଦିଦି ସରକାରଙ୍କୁ ଆହୁରି ଲଙ୍ଗଳା କରି ଧୋଇଦିଅ।
@krushnachandradash4327
@krushnachandradash4327 2 күн бұрын
ନବୀନ ପଟ୍ଟନାୟକ ପାଣ୍ଡିଆନ ସରକାର ଶାସନ କାଳରେ ଓଡ଼ିଶାର ବିକାଶ କେତେ ହୋଇଛି ରାଜ୍ୟ ସଭାରେ ପ୍ରକାଶ ଆବଶ୍ୟକ। ଓଡ଼ିଶାରେ ପରୀ, ଇତିଶ୍ରୀ ବେବିନା ସସ୍ମିତା ମାଧବୀଲତା ମମିତା,ସ୍ମିତାରାଣୀ ଇତ୍ୟାଦି ଇତ୍ୟାଦି ଙ୍କୁ ହତ୍ୟାକାଣ୍ଡ ସମ୍ବନ୍ଧରେ ଆଜି ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ପାଣ୍ଡିଆନ ସରକାର ନ୍ୟାୟ ନଦେଇ ବସିଛନ୍ତି ଚୁପ୍। କାହିଁକି ବୋଲି ଓଡ଼ିଶାର ଲୋକେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସଭାରେ ପ୍ରଶ୍ନ କରନ୍ତୁ। ତାମିଲ ପାଣ୍ଡିଆନ ଓଡ଼ିଶାରେ ଵିଶିକେଶନ କାହିଁକି ହେଲା। ଓଡ଼ିଆ କୁଆଡେ ଗଲେ। ଶ୍ରୀମନ୍ଦିର ଭଣ୍ଡାର ଘର ଚାବି ହଜିବା ସମ୍ବନ୍ଧରେ ସବିଶେଷ ତଥ୍ୟ ଉପସ୍ଥାପନ କରିବା ପାଇଁ ବିଜେଡି ସରକାର କାହିଁକି ଆଜି ପର୍ଯ୍ୟନ୍ତ ପାଟି ଫିଟାଇ ନାହାଁନ୍ତି ବୋଲି ଲୋକେ କହୁଛନ୍ତି । ନବୀନଙ୍କ ହାତ ଗୋଡ଼ ଥରୁଛି କାହିଁକି ବୋଲି ଦେଖି ଓଡ଼ିଶାରେ ଲୋକେ କହୁଛନ୍ତି ନବୀନ ପଟ୍ଟନାୟକଙ୍କ କ'ଣ ହୋଇଛି।ହାତ ଗୋଡ଼ ଥରୁଛି କାହିଁକି ବୋଲି ରାଜ୍ୟ ସଭାରେ ପ୍ରଶ୍ନ କର।
@SrutidharPradhan-if7tm
@SrutidharPradhan-if7tm 2 күн бұрын
Tamil agent.pandu chakar.
@mkkabat3904
@mkkabat3904 2 күн бұрын
Good speach
@BibunaBibhuti
@BibunaBibhuti 2 күн бұрын
Right your speaker thanks
@dipusing9439
@dipusing9439 2 күн бұрын
Ok medam you are right
@ganeshchandrabehera6367
@ganeshchandrabehera6367 2 күн бұрын
Great nabin sir 👍 right mam
@subashchandranath9513
@subashchandranath9513 2 күн бұрын
Well done
@aravindapattanayak2966
@aravindapattanayak2966 2 күн бұрын
Thank u, Suleta Madam
@ramchandramandal3539
@ramchandramandal3539 Күн бұрын
25 Years ଶାସନରେ କଣ kale. ଓଡିଶାକୁ ସମ୍ପୂର୍ଣ ଲୁଟିନେଲେ, କଥାରେ ବଡ ବଡ଼ କାମରେ ଜ଼ିରୋ 👍 👍 👍
@learnwithbini6060
@learnwithbini6060 Күн бұрын
Odisha development hoithila Naveen pattnaik pain....agaku jnapaduni Kan hba
@sumitraparida8206
@sumitraparida8206 2 күн бұрын
Right
@ourvillagecultures506
@ourvillagecultures506 2 күн бұрын
Excellent performance meam
@surendrakumarpanda1308
@surendrakumarpanda1308 23 сағат бұрын
Your representation as an mp from odisha is really worthy for praise as you have presented all problems of odisha in Delhi.👌🏾👌🏾👌🏾👌🏾👌🏾(welcome)@👍🏾
@jogendrakumar4981
@jogendrakumar4981 2 күн бұрын
achha bat bola thankyoy
@manishapattanayak2152
@manishapattanayak2152 2 күн бұрын
Excellent Sulata Madam🎉 ଖୁବ ସୁନ୍ଦର ଉପସ୍ଥାପନା ଆଉ ଉଚିତ୍ କଥା କହିଛନ୍ତି ମାମ👍 We Proud Of You Always Madam👍
@bhimakuasi3657
@bhimakuasi3657 2 күн бұрын
Beautiful
@KalpanaOjha-ug6mm
@KalpanaOjha-ug6mm 2 күн бұрын
TQ mam 🙏🏻god bless you 🙏🏻❤
@mkmahendraofficial9834
@mkmahendraofficial9834 Күн бұрын
Apne to pure dil ki bat boldi madam
@narayanpradhan2325
@narayanpradhan2325 2 күн бұрын
Brilliant
@subasekka5101
@subasekka5101 2 күн бұрын
Good
@falguninial
@falguninial 2 күн бұрын
Excellent madam
@jaydevpanda9758
@jaydevpanda9758 2 күн бұрын
Ekdum thik
@Mr.Bijaykumar.23
@Mr.Bijaykumar.23 2 күн бұрын
ପାଣ୍ଡୁ ର ମାଇକିନା
@user-hh8qv3gk6y
@user-hh8qv3gk6y 2 күн бұрын
TMO bhouni ku deideo Pandu ku marchad laja laghuni bhe nai TMO maa ku Pandu pakoku poteibho
@rajanikantachoudhury2343
@rajanikantachoudhury2343 2 күн бұрын
କିଳା ନେବା ସମୟ ଆସିଗଲା. ନାନୀ ହୁସିଆର..
@reshmaofficial9261
@reshmaofficial9261 2 күн бұрын
Great your work mam
@rameshpattanaik1428
@rameshpattanaik1428 2 күн бұрын
I m proud of you...great
@prabirkumarnayak7773
@prabirkumarnayak7773 2 күн бұрын
Mental
@debasisray2534
@debasisray2534 2 күн бұрын
Please be well prepared Madam before taking part in a debate, particularly in Parliament.
@jisalanayak3442
@jisalanayak3442 Күн бұрын
Very good
@pravasranjandas..1976
@pravasranjandas..1976 2 күн бұрын
Very good 🎉
@sahadebsarkar1700
@sahadebsarkar1700 2 күн бұрын
❤🎉 good
@SubodhaChandraMahalik
@SubodhaChandraMahalik 2 күн бұрын
ଧନ୍ୟବାଦ ❤
@Dancecreativity5362
@Dancecreativity5362 2 күн бұрын
well done mom wt a speach ,bjp should know & understand this stopics
@user-et1fp9um7w
@user-et1fp9um7w 2 күн бұрын
Thnx ma'am
@dromkarhota
@dromkarhota 2 күн бұрын
ଗଧ ସାଂସଦ । ୟା ଭଳିଆ ମୂର୍ଖ କୁ ସାଂସଦ କୁ କାହିଁକି ପଠାଉଚ?
@pramodapradhan9257
@pramodapradhan9257 Күн бұрын
ପାଣ୍ଡୁକୁ ତେଲ ମାରି ଗଧ, ବି ପାହିଲମାନ
@prakashmahapatra2182
@prakashmahapatra2182 2 күн бұрын
ଆଜ୍ଞା, ହିନ୍ଦୀ ଭଲ ଭାବେ କୁହନ୍ତୁ
@bijaykumarmishra7689
@bijaykumarmishra7689 2 күн бұрын
Nabin/ Pandian thu Hindi crash course karantu
@learnwithbini6060
@learnwithbini6060 Күн бұрын
Jaha kahuchnti bhala kahuchnti odisha ku represent kruchnti seta badd ktha
@manoramabehera1137
@manoramabehera1137 Күн бұрын
Se ta odia hei bi Hindi re odisha ku represent କରିପାରିଲେ bt nua mukhyamantri ajae odia re bi thik re bhasana deiparunahantu tenu athi kahaku samalochana Kariba darkar nahi
@learnwithbini6060
@learnwithbini6060 Күн бұрын
@@manoramabehera1137 yes sister u are correct
@alardungdung5264
@alardungdung5264 Күн бұрын
Very good Madam
@sarojkumarpradhan1917
@sarojkumarpradhan1917 Күн бұрын
Excellent dialog excellent courage excellent service excellent curiosity excellent
@mdk8234
@mdk8234 2 күн бұрын
ସୁଲତା ମାଉସୀ ଏତେ ଛଟ ପଟ ହେ ନି ବା .... 25 ବର୍ଷ ହେଲା କୋଉଠି ଶୋଇଥିଲୁ ବା ଆଜି ନିଦ ଭାଙ୍ଗିଲା କି 😮😮😮
@Aapunu880
@Aapunu880 2 күн бұрын
ସାଂସଦ ରେ ଯିଏ ଯେତେ ଯାହା କହୁ ପଛେ ୨୦୨୯ ରେ ଫୁନି ବିଜେପି,,ଆସିବ
@samikshapanda1660
@samikshapanda1660 2 күн бұрын
I appreciate her one point that is about education
@user-wo2um7bv7v
@user-wo2um7bv7v 2 күн бұрын
Very nice
@bipinamallik2803
@bipinamallik2803 2 күн бұрын
Jaya Sree Jagannatha Jaya Sulata Deonku Asesh Asesh Dhanyabad, Rajya Sabhare Modijinka Asalamukha Kholidele
@sameerkumarodiamusicvideoo
@sameerkumarodiamusicvideoo 2 күн бұрын
Jaha hou vala lagi la best
@srimantakumardas-wy2ro
@srimantakumardas-wy2ro 21 сағат бұрын
ମାନନୀୟ ସଦସ୍ୟ ସଦସ୍ୟା ନିଜ କଥା ନିଜଦଳ କଥା ନିର୍ବାଚନ କଥା ନବାଖାଳି ଦେଶ କିପରି ଆଗକୁ ବଢିବ ସେ ବିଷୟରେ ଆଲୋଚନା କରନ୍ତୁ ଏସବୁ କଥା ଜନସାଧାରଣ ଜାଣିଛନ୍ତି ଜୟଜଗନ୍ନାଥ
@ashishkumardash6785
@ashishkumardash6785 2 күн бұрын
Outstanding factual data
@Purna-tx2tu
@Purna-tx2tu 2 күн бұрын
କୁକୁର ପରି କାହିଁକି ଭୁକଛୁ।ମନେ ମନେ ନୀଜକୁ ଜଣେ ବଡ ନେତ୍ରୀ ଦେଖେଇ ହେଉଛୁ। ବୋଧହୁଏ,ତୋର ଉଠା ଗଲୁ ଉଠୁଛି।
@dromkarhota
@dromkarhota 2 күн бұрын
ଓଡ଼ିଶା ର ବହୁତ୍ ଅସୁବିଧା ଅଛି। ତାକୁ ନ ଉଠାଇ ଏଇ ବିଷ ଓଗାଲିବା ପାଇଁ ଯାଇଛି ।
@debasmitaparida2072
@debasmitaparida2072 Күн бұрын
Asubidha kahile pa suniparilani---8 jilla ku train line chhuini.Kendupatra tolali nka upare gst adhika.Neet scam bisayare kahile,odisha ku swatantra rajya pahya debaku kahile.
@RabindranathSethi-bl4wl
@RabindranathSethi-bl4wl Күн бұрын
ଆପଣ ସସନ୍ଦରେ ଯୋଉ ଭଳି ଗରମ ହୋଇ ଅନ୍ୟକୁ କହୁଛନ୍ତି ଠିକ୍ କରୁଛନ୍ତି ଆପଣ ସବୁ କାମ ,କିଛି ଭୁଲ ହୋଇଚି ଯଦି ତାର ସମାଧାନ ହବ
@rabinarayansahoo2237
@rabinarayansahoo2237 2 күн бұрын
ଲାଜ ଲାଗୁଛି ଜଣେ ଓଡ଼ିଆ ସାଂସଦ ଏତେ ନିମ୍ନମାନର ଭାଷଣ ସଂସଦରେ ଦେଉଛନ୍ତି।
NERF WAR HEAVY: Drone Battle!
00:30
MacDannyGun
Рет қаралды 44 МЛН
Вечный ДВИГАТЕЛЬ!⚙️ #shorts
00:27
Гараж 54
Рет қаралды 14 МЛН
When You Get Ran Over By A Car...
00:15
Jojo Sim
Рет қаралды 13 МЛН
Is Pandian Involved In Mines Scam ? | Nirbhay Gumara Katha
27:19