ରାଜଭଵନରେ ଗର୍ଜିଲେ ଛାତ୍ର | ଧର୍ମେନ୍ଦ୍ର ଇସ୍ତଫା ଦିଅନ୍ତୁ ସବୁ ସମାଧାନ ହେବ |

  Рет қаралды 94,024

Dinanka Tv

Dinanka Tv

Күн бұрын

ରାଜଭଵନରେ ଗର୍ଜିଲେ ଛାତ୍ର | ଧର୍ମେନ୍ଦ୍ର ଇସ୍ତଫା ଦିଅନ୍ତୁ ସବୁ ସମାଧାନ ହେବ | #dinankatv #neetpaperleakcase#lowerpmg #students #protest #neetexam #questionpaperleak #student #dinankatv #dharmendrapradhan #unioneducationminister #bjp #narendramodi #pmoindia #odianews #breakingnews #latestnews #currentnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

Пікірлер: 307
@PRAKASHMOHANTY-x1x
@PRAKASHMOHANTY-x1x 3 ай бұрын
କେବଳ ମନ୍ତ୍ରୀ ପଦରୁ ନୁହେଁ, ନିହାତି ସାଂସଦ ପଦରୁ ଇସ୍ତଫା ଦେବା ଦରକାର। ଓଡ଼ିଶାର କଳଙ୍କ।
@BiswanthaSahu
@BiswanthaSahu 3 ай бұрын
Right
@Niharikapradhan-mm2zh
@Niharikapradhan-mm2zh 3 ай бұрын
Hn Bhai thik katha
@dalibandhugouri6001
@dalibandhugouri6001 3 ай бұрын
👍👌🙏
@abhimanyusahoo8462
@abhimanyusahoo8462 3 ай бұрын
👍👍👍👍👍ଠିକ କହିଛନ୍ତି bhai
@RasmitaSwain-ke4tt
@RasmitaSwain-ke4tt 3 ай бұрын
Right 👍
@alishasoren3608
@alishasoren3608 3 ай бұрын
Yes dharmendra ଇସ୍ତଫା diontu
@luchakantipadhanluchakanti5644
@luchakantipadhanluchakanti5644 3 ай бұрын
ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ପରି ପବିତ୍ର ମାଟିକୁ ସମଗ୍ର ଭାରତ ବର୍ଷରେ ହିନସ୍ଥା କରୁଛନ୍ତି। ତାଙ୍କ ପାଇଁ ଓଡ଼ିଆ ଅସ୍ମିତା ପ୍ରତି ଆଞ୍ଚ ଆସୁଛି ..........
@dalibandhugouri6001
@dalibandhugouri6001 3 ай бұрын
👌👍🙏
@nilimasenapati2234
@nilimasenapati2234 3 ай бұрын
Dharmendra Pradhan is mostly answerable for question leakage
@debadhinaik4449
@debadhinaik4449 3 ай бұрын
Bjp ku,bahara Kara
@prayerfutureodia6451
@prayerfutureodia6451 3 ай бұрын
Kana karucha re dharmedra Pradhan , pilamaanku kanhiki hairana karucha ?
@santoshpadhykumar9418
@santoshpadhykumar9418 3 ай бұрын
ଅର୍ଗସ ନ୍ୟୁଜ ଏବଂ ଓଟିଭି ନ୍ୟୁଜ ନିଟ ପରିକ୍ଷା ଫଳ ଟିଭିରେ ଵଜଉନ😊😊😊😊
@manoranjanmohanta1282
@manoranjanmohanta1282 3 ай бұрын
Argus,otv,where did you go?Are not you seeing?only seeing khaitia seva & palanka seva.
@BabitaGibhila
@BabitaGibhila 3 ай бұрын
BJD harigalabaliNataka
@ramachandrarana2900
@ramachandrarana2900 3 ай бұрын
Dharmendra by by
@RohitRaj-ls2wv
@RohitRaj-ls2wv 3 ай бұрын
India ru fast BJP sarakara out karo, India bachao
@MiMis_Lifee
@MiMis_Lifee 3 ай бұрын
General pila 600 pare rakhi briliant nuhanti re,SC and ST pura brilliant........tanka pain desha garbita.
@NiranjanSahu-ce6uh
@NiranjanSahu-ce6uh 3 ай бұрын
Ethire cm Kan karibe officerane dai
@sudhansusekharrout-x9r
@sudhansusekharrout-x9r 3 ай бұрын
ଧର୍ମେନ୍ଦ୍ର ପ୍ରଧାନ ଟଙ୍କା ପାଇଁ ଘୋଟଲା ରେ ସାମିଲ ଅଛନ୍ତି CBI ତଦନ୍ତ କରି ଦଣ୍ଡ ଦ ଉ ଧର୍ମେନ୍ଦ୍ର ଇସ୍ତଫା ଦିଅନ୍ତୁ
@NiranjanMohanty-w5g
@NiranjanMohanty-w5g 3 ай бұрын
ରୁହ ଭାଇ ବିଜେପି ତମ ରକ୍ତ ଶୋଷି ଖାଇ ସାରିବା ପରେ ବୁଝିବ ଆଉ ଥରେ ପରୀକ୍ଷା ପାଇଁ fee କିଏ ଦେବ ଧରମା ନା ମୋଦି ନା ମୋହନ ମାଝୀ ଏ ଅର୍ଗସ ମଘୀଆ କୁଆଡେ ଗଲା କଣ ଅଫିସ ରେ ପଲଙ୍କ ସେବା ଦେବା ନେବା ଚାଲିଛି ଆଉ ପାଚେରୀ ଡେଇଁ ଯିବା ଜଣା ଅଛି ହଇରେ ଦୁର୍ଗାଶିଷ ଚୁତିଆ କୋଉଠି ଗାଣ୍ଡି ମାରାଉଛୁ ତୋ କେମେରା କଣ ଭାଙ୍ଗିଗଲା ନା ତମ ମିଡ଼ିଆ କର୍ମଚାରୀ ଶୋଇପଡିଛନ୍ତି ଶଳା ବିଜେପି ପାଦଚଟା ଦୁର୍ଗାଶିଷ ଯଦି ତ ପୁଅ ଝିଅ ଏଇ ଭଳି ରାସ୍ତାରେ ବସିଥାନ୍ତେ ତୋ କେମେରା ଅସିଥାନ୍ତା tu ଶଳା କୁଆଡୁ ଜାଣିବୁ ପିଲାଙ୍କୁ କଷ୍ଟ ହେଲେ ବାପା ମା ଙ୍କ ଉପରେ କଣ ବିତେ
@Niharikapradhan-mm2zh
@Niharikapradhan-mm2zh 3 ай бұрын
Bhai a maghia OTV au ORGUS ku khali raastare godei godei pitiba darkar
@abhimanyusahoo8462
@abhimanyusahoo8462 3 ай бұрын
@@Niharikapradhan-mm2zh ଭାଇ ମୋ ମନ କଥା ଆପଣ କହିଦେଲେ
@bijaybag-zc7tv
@bijaybag-zc7tv 3 ай бұрын
ଇସ୍ତଫା ଦିଅ ଧର୍ମେନ୍ଦ୍ର ji..
@barunvlogs74
@barunvlogs74 3 ай бұрын
ମାଘିଆ ଧର୍ମେନ୍ଦ୍ର ପ୍ରଧାନ କୁ cbi ତଦନ୍ତ ଆରେଷ୍ଟ କରାଯାଉ
@heartbeat8141
@heartbeat8141 3 ай бұрын
ନେତାମାନଙ୍କ ନୈତିକତା ନାହିଁ ସେଥିପାଇଁ ଇସ୍ତଫା ଦେଉନାହାନ୍ତି।
@ashisswain8499
@ashisswain8499 3 ай бұрын
ବିଜେପି ସରକାର ଦାଇ
@abhimanyusahoo8462
@abhimanyusahoo8462 3 ай бұрын
ଏବେ ଅନ୍ଧଭକ୍ତ ଅର୍ଗସ ଓଟିଭି କେଉଁଠି ମୁହଁ ଲୁଚାଇଲେ
@debendranarayandash9040
@debendranarayandash9040 3 ай бұрын
ଧର୍ମେନ୍ଦ୍ର ପ୍ରଧାନ ଜଣେ ଅଯୋଗ୍ୟ ମନ୍ତ୍ରୀ ଶିକ୍ଷାମନ୍ତ୍ରୀ ଭଳି ସନ୍ମମାନ ଯୋଗ୍ୟ ପଦ ପାଇଁ ଧର୍ମେନ୍ଦ୍ର ଅଯୋଗ୍ୟ ନୈତିକତା ଦୃଷ୍ଟିରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ
@dambarusethi5035
@dambarusethi5035 3 ай бұрын
ଧର୍ମେନ୍ଦ୍ର ମହାଶୟ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ୍
@pramodanaspirant
@pramodanaspirant 3 ай бұрын
ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ଉଚିତ୍
@madhusmitamohanty4762
@madhusmitamohanty4762 3 ай бұрын
😊⁰⁰⁰
@muralidhar9215
@muralidhar9215 3 ай бұрын
Ryt
@kailashsadangi6012
@kailashsadangi6012 3 ай бұрын
ଅର୍ଗସ ଟିଭି ଓଟିଭି କୁଆଡେ ଗଲେ ଆପଣଙ୍କ ଟିଭି ସଠିକ ଭାବେପିଲାଙ୍କ ଦାବି ସରକାର ଙ୍କ ପାଖେରେ ଉପସ୍ଥାପନ କରୁଛନ୍ତି ଧନ୍ୟବାଦ
@chitaranjandash6336
@chitaranjandash6336 3 ай бұрын
Sambalpur. Student. nku Pachar. Sala. Vote deiD. Pradhanku. Jitei. Chhanti,,
@mamatabehera6708
@mamatabehera6708 3 ай бұрын
ଲଜ୍ଜ୍ୟା କର କଥା, ଓଡ଼ିଆ ଅସ୍ମିତା କଥା କହୁଥିବା ,ଅସ୍ମିତା ଭବନ ବନାଉଥିବା ଲୋକ ଓଡ଼ିଶା କୁ ବା ଓଡ଼ିଆ ସ୍ୱାଭିମାନ କୁ ତଳେ ପକାଇଲେ । ଛାତ୍ର ଛାତ୍ରୀ ମାନଙ୍କ ଭାବିସତ୍ କଥା ଚିନ୍ତା ନକରି , ଅନ୍ଧକାର କୁ ଠେଲି ଦେଲେ।
@sasmitamohanty1970
@sasmitamohanty1970 3 ай бұрын
ସାମ୍ବାଦିକ ଭାଇ ଭଉଣୀ ନିୟୁଜ ପ୍ରତିନିଧି ମାନେ ଯେମିତି କୁକୁର ଲଗେଇ ଦେଇଥିବା କେସ ରେ ଏକାଠି ବିଦ୍ରୋହ କରୁଥିଲ 😅ସେମିତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ରୋହ କରିପାରିବେ🤣ଅର୍ଗସ ଓଟିଭି ନନ୍ଦିଘୋଷ କନକ ନିୟୁଜ୧୮ ଚାନେଲ ଙ୍କୁ ଡାକୁନ ଏକାଠି ବିଜେପି ପାଇଁ ବିଦ୍ରୋହ କରିବ 😂ଇଏତ କୁକୁର ଲଗେଇବା କେସ ଠୁ ବି ଅତି ମାରାତ୍ମକ କେସ 😔😔😔
@Niharikapradhan-mm2zh
@Niharikapradhan-mm2zh 3 ай бұрын
Bhai nandighosa tv support karenahin BJP ku
@skshitish
@skshitish 3 ай бұрын
​@@Niharikapradhan-mm2zh Tu bodhe neet deinu
@Niharikapradhan-mm2zh
@Niharikapradhan-mm2zh 3 ай бұрын
@@skshitish deini kintu jou Mane a ghotala karichhanti se hela BJP sarkar jahaku OTV au ORGUS, KANAK support kare ... jehetu nandighosa BJP ku support kareni ta mu sethipain kahili .. tm kn bujhila.. news dekhuna bodhe
@AmielBhuyan-wz4uy
@AmielBhuyan-wz4uy 3 ай бұрын
BJP ଶାସନ ର ସୂଚତା ଏହା? କେବଳ ଭାଷଣ ବଡ଼ ବଡ଼ କାମରେ କିଛି ନାହିଁ।
@PRAKASHMOHANTY-x1x
@PRAKASHMOHANTY-x1x 3 ай бұрын
CBI ଏହା ତଦନ୍ତ କରୁ କରୁ ୧୦୦ ବର୍ଷ ଚାଲି ଯିବ କିନ୍ତୁ ଦୋଷୀ ଧରାପଡିବନି।
@archanabarik2330
@archanabarik2330 3 ай бұрын
Dharma ku arrest kara jau.....😡😡
@bcdas9247
@bcdas9247 3 ай бұрын
Education Minister Dharmendra Pradhan is directly involved in NEET Ghotala Paper Lick
@tariniprasadprusty2396
@tariniprasadprusty2396 3 ай бұрын
Sambulpur basi kun congratulations
@Zanil-kr7ll
@Zanil-kr7ll 3 ай бұрын
Dharmendra Pradhan ku kuha resign debe he is unable to education minister
@Niharikapradhan-mm2zh
@Niharikapradhan-mm2zh 3 ай бұрын
Seta murkha ta seta kn education minister heba ... se salara jogyata achhi.
@ManojBhoi-qt1nq
@ManojBhoi-qt1nq 3 ай бұрын
ଜାଗ ଉତ୍କଳ ବାସୀ 🙏🙏🙏
@subhasishpattanaik3934
@subhasishpattanaik3934 3 ай бұрын
Bhai vote delabele bhabilani
@HimaniDash2004
@HimaniDash2004 3 ай бұрын
Chora shikya mantri.
@bapibalesore7554
@bapibalesore7554 3 ай бұрын
Dharma hatao chhatra samaj banchao
@MiMis_Lifee
@MiMis_Lifee 3 ай бұрын
Dhanyabad Odisha students,jama chhadani re.na hele agami 5 year khaijibe reeee
@jaydebmajhi236
@jaydebmajhi236 3 ай бұрын
BJP AND OTV OUT KARA ODISHA RU 🦴🦴🦴🦴🦴🐾🐾💀💀💀💀💀💀💀💀
@sabitasahoo5208
@sabitasahoo5208 3 ай бұрын
Aau Argus kuade jiba ?
@Niharikapradhan-mm2zh
@Niharikapradhan-mm2zh 3 ай бұрын
Au ORGUS
@babukumargiri2245
@babukumargiri2245 3 ай бұрын
😢ସବୁ Question paper ଏମିତି ବିକ୍ରି ହଉ ଛି l ଏଇଟା ଆଉ କଉ ନୂଆ କଥା କି 😢ll ଗରିବ ପିଲାଙ୍କ ପାଠ ପଢିବା ରୁ ମନ ଭାଙ୍ଗି ଯାଉଛି ll😢 Education System Change koro😔l
@gitarani2831
@gitarani2831 3 ай бұрын
B. J.. P. Ku. Bahara. Kara. na. hele. Sabu. Khaijiba
@santoshkumarswain8753
@santoshkumarswain8753 3 ай бұрын
O TV, Orgus pain eita news nuhein. CM khaile, haghile, mutile, phato utheile seita news?
@pragyanparamitabiswal4432
@pragyanparamitabiswal4432 3 ай бұрын
Shame on Dharmendra Pradhan... He's from Odisha...What he's doing is directly decrease the fame of Odisha
@AkashPaik-s7h
@AkashPaik-s7h 3 ай бұрын
ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ
@ramnathjhodia4417
@ramnathjhodia4417 3 ай бұрын
BJP murdhabad
@mihirkumarbarik6867
@mihirkumarbarik6867 3 ай бұрын
Hatao
@TheLifeVibes
@TheLifeVibes 3 ай бұрын
200 question ବନ୍ଦ କରାଯାଉ 180 question ଆଗରୁ ଯେମିତି ଥିଲା ସେମିତି ହେଉ ସବୁ ଠିକ୍ ହେଇ ଯିବ ଆଉ ଏତେ ପିଲା ଏତେ number ରଖି ପାରିବେନି
@rameshdumal9386
@rameshdumal9386 3 ай бұрын
Hata
@dillippradhan3536
@dillippradhan3536 3 ай бұрын
CBI bjp ra posa kukura
@abhijitabhi7357
@abhijitabhi7357 3 ай бұрын
Bjp hatao Bharat banchao Jay Jagannath
@anantanaik549
@anantanaik549 3 ай бұрын
Responsible person should resign
@sibaramjena1650
@sibaramjena1650 3 ай бұрын
Re NEET karao
@puspanjalipradhan3336
@puspanjalipradhan3336 3 ай бұрын
ସତ୍ୟର ଜୟ ହେବ ଜୟ ଜଗନ୍ନାଥ 🙏🙏🙏
@binayamishra1727
@binayamishra1727 3 ай бұрын
Morality kouthu asiba.... Nija district ku ek road bhi karini...
@MiMis_Lifee
@MiMis_Lifee 3 ай бұрын
CBI bi tankara au Supreme court bi tankara.
@bijayalaxmiparida9635
@bijayalaxmiparida9635 3 ай бұрын
ଯାଜିପୁରରୋଡ ପ୍ରୟସା ପିଲାବି ପ୍ରଶ୍ନ ପାଇଛନ୍ତି ସାମ୍ବାଦିକ ଭାଇ ମାନେ ଟିକେ ନଜର ପକାନ୍ତୁ
@BalaramSahoo-v2z
@BalaramSahoo-v2z 3 ай бұрын
Odisha basi pila mane dekha. Jubapidi mane bjp ki vote debara parinam dekha😢😢😢
@divineAngle5555
@divineAngle5555 3 ай бұрын
Immediately suspend karajau sikhya mantri ku
@tapaswiniojha8832
@tapaswiniojha8832 3 ай бұрын
BJP hatao, nahele odisha ku biki deba reee bhai
@santoshkumarbarik1361
@santoshkumarbarik1361 3 ай бұрын
ଆମର ଦେଶର ଯେତେ ବି ମୋଦି ସରକାର ରେ ଲିଙ୍କ ଅଛନ୍ତି ଆଉ ନେତା ମନ୍ତ୍ରୀ. ସମସ୍ତେ ସଲେ ଗୋଟେ ଗୋଟେ ଚୋର ଡକେଟ, ଲାଞ୍ଚୁଆ, ଘୋଟଲା ଵାଚ. ଧର୍ଷଣ କାରୀ ଅମଣିଷ. ରାକ୍ଷସ, example, କେଜ୍ରିୱାଲ ଙ୍କ କେଶ, ରାହୁଲ ଗାନ୍ଧୀଙ୍କ କେଶ, ହେମନ୍ତ ସୋରେନ ଙ୍କ କେଶ, ବିହାରରେ ବ୍ରୀଜ ଭୁଶୁଡିବା କେଶ, ନିଟ ପରୀକ୍ଷା ପତ୍ର ଲିକ ହେବା କେଶ. ଆହୁରି ହଜାର ହଜାର କେଶ ଅଛି ବର୍ତମାନ ର ଚର୍ଚ୍ଚା ଉପରେ ସମାଧାନ ହେଉ l ଶିକ୍ଷା ମନ୍ତ୍ରୀ. ପ୍ରଧାନ ମନ୍ତ୍ରୀ. ଗୃହ ମନ୍ତ୍ରୀ, ରାଷ୍ଟ୍ରପତି, ରାଷ୍ଟ୍ର ମନ୍ତ୍ରୀ ପ୍ରଥମେ ଏ ସମସ୍ତଙ୍କୁ ଫାସୀ ହେବା କଥା. ସବୁ ଜାଣି ଶୁଣି ଏ ମୂର୍ଖ ମନ୍ତୀ ମନେ ସବୁ ପଢl ପିଲାମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି. ଖେଳ ଖେଳୁଛନ୍ତି,
@name7904
@name7904 3 ай бұрын
Prathame Odisha basi chinta karantu ,2024 election purba ru Odisha bahare BJP jou kama karichhi sextaha sampurna kharap heichhi
@BalaramSahoo-v2z
@BalaramSahoo-v2z 3 ай бұрын
Dharama babu padaru bahiskara karajau
@archanabarik2330
@archanabarik2330 3 ай бұрын
Dharma ku Dhari ana auu public nka samna re pachara......😡😡
@Niharikapradhan-mm2zh
@Niharikapradhan-mm2zh 3 ай бұрын
Pachara Pachari kichhi nahin sidha mada haba
@niladribiharipanda4545
@niladribiharipanda4545 3 ай бұрын
Neet exam ଆଉଥରେ କରାଯାଉ, ନ ହେଲେ ମେଧାବୀ ଛାତ୍ରଛାତ୍ରୀ ନ୍ୟାୟ ମିଳିବ ନାହିଁ
@santoshkumarswain6547
@santoshkumarswain6547 3 ай бұрын
Manaicha bjp sasan
@ajitkumarprusty1659
@ajitkumarprusty1659 3 ай бұрын
Dharamendra babu resign deiki ratire khandagirire thiaa huantu . Apanaku charam sukha prapti heba .
@shekhardey3732
@shekhardey3732 3 ай бұрын
What is qualification of education minister Dharmendra pradhan
@RupamFashionclothstore
@RupamFashionclothstore 3 ай бұрын
MG OTV aau Argus ku dekajauniki asobu g n d doom achi to deka
@stylishboychandan8677
@stylishboychandan8677 3 ай бұрын
Right
@nilimasenapati2234
@nilimasenapati2234 3 ай бұрын
Reneet for all
@skmplanet9591
@skmplanet9591 3 ай бұрын
Aganatantrika neta nku Aganatantrika upaya darkar
@pratapkumarbaral9791
@pratapkumarbaral9791 3 ай бұрын
Otv Argus kuade gale
@brundabanrout9655
@brundabanrout9655 3 ай бұрын
ଏଭଳି କର୍ମ ପାଇଁ ସମ୍ବଲପୁର ବାସି ଙ୍କୁ ପଚାରନ୍ତୁ, ସେମାନେ ସଠିକ ଉତ୍ତର ଦେଇପାରିବେ, ଜୟ ମା ସମଲେଶ୍ୱରୀ
@MiMis_Lifee
@MiMis_Lifee 3 ай бұрын
Question paper paiki good results karithiba pila au thare exam daba ku raji nuhan
@Niharikapradhan-mm2zh
@Niharikapradhan-mm2zh 3 ай бұрын
Kmrt raji Hebe sea ba copy karichhanti au
@spacademysrinivaspatnaik4298
@spacademysrinivaspatnaik4298 3 ай бұрын
On moral responsible persons must be resigned.
@maheshdebata2991
@maheshdebata2991 3 ай бұрын
ଆଉ ଥରେ ଲିକ୍ ନ ହେବ ତାର ମାନେ କଣ ଅଛି।
@dillippradhan3536
@dillippradhan3536 3 ай бұрын
You are right
@priyankabiswal8116
@priyankabiswal8116 3 ай бұрын
ଧର୍ମେନ୍ଦ୍ର ପ୍ରଧାନ ଆପଣଂକୁ ଧର୍ମ ସହିବନି
@sumantabehera7642
@sumantabehera7642 3 ай бұрын
Right 👍
@HrusikeshswainHrusi
@HrusikeshswainHrusi 3 ай бұрын
Hhd x
@biswacreativityxyz75
@biswacreativityxyz75 3 ай бұрын
Puni thore neet exam conducted kora jau please 🙏🙏🙏
@prasantanayak1275
@prasantanayak1275 3 ай бұрын
CBI ଆଜି ଯାଏଁ କିଛି କରିପାରିନି l
@debendranarayandash9040
@debendranarayandash9040 3 ай бұрын
ଧର୍ମେନ୍ଦ୍ର ପ୍ରଧାନ ଜଣେ ଅଯୋଗ୍ୟ ମନ୍ତ୍ରୀ ଶିକ୍ଷାମନ୍ତ୍ରୀ ଭଳି ସନ୍ମମାନ ଯୋଗ୍ୟ ପଦ ପାଇଁ ଧର୍ମେନ୍ଦ୍ର ଅଯୋଗ୍ୟ ନୈତିକତା ଦୃଷ୍ଟିରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ
@_bapi___303
@_bapi___303 3 ай бұрын
ବିଜେପି ଭଲ ସରକାର ଖରାପ କଣ ହେଲା ଜେ 😊
@lakhinarayandas8505
@lakhinarayandas8505 3 ай бұрын
ଏଠାରେ ନଟ ପରୀକ୍ଷାର ସରକାରଙ୍କୁ ଆସାମୀ କହିଲେ ମଧ୍ଯ ସରକାରଙ୍କ ତଦନ୍ତ ସଂସ୍ଥା ଗୁଡ଼ିକ ସବୁ ଚୁପଚାପ ରହିବେ ବେଶି କିଛି କରିଲେ ହଇରାଣ ସୁନିଶ୍ଚିତ ତେଣୁ ଜନସାଧାରଣ ଯେ ପର୍ଯ୍ୟନ୍ତ ରାଜକୁ ରାସ୍ତା ଓହ୍ଲାଇ ନାହାଁନ୍ତି ସେ ପର୍ଯ୍ୟନ୍ତ ସରକାରଙ୍କ ନିଦ ଭାଙ୍ଗିବ ନାହିଁ। ଏତେ ବଡ କର୍ମ କାଣ୍ଡରେ ସଂସ୍ଥାର main carlprit କୁ ଛାଡି ଅନ୍ୟ ମାନଙ୍କୁ ଶାସ୍ତିର ସମୁଖୀନ ହୁଅନ୍ତି। ଜନତା ସବୁ ଦେଖିଶୁଣି ଗଭୀର ନିଦ୍ରା ଛନ୍ନ ଅବସ୍ତାରେ ଗତି କରୁଛନ୍ତି ବଡ ଦୁର୍ଭାଗ୍ଯର ବିଷୟ ଭାରତବର୍ଷରେ। ମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇ ଦେଲେ ସମାଧାନର ହୋଇ ଯିବେନି। ମାରିନେଲେ ମହାପାତ୍ରେ ଜଳକା ହେଇକି ଅନେଇଥା
@ShashankaPatel
@ShashankaPatel 3 ай бұрын
Ha DHARMENDRA estafa deu. Ta hele jai santi miliba.
@happyboystar5445
@happyboystar5445 3 ай бұрын
PM modi Au Dharmendra Pradhan resign deba uchit.
@okilhembram6993
@okilhembram6993 3 ай бұрын
Bjp sabu ta hatore achhi.... protest kole bi kichhi labha nai...rasta re niya chalu...youth Mane jago.... notice bahar koro ...bhayankaro andalano hou..
@imshree99
@imshree99 3 ай бұрын
ଯାହା ଅଫିସ୍ ଆଗରେ ବସି ଧାରଣ ଦେଉଛନ୍ତି ସେ ହେଉଛି ରଘୁବର ଦାସ ଅର୍ଥାତ୍ ବିଜେପି ର ଗୋଟେ ବଡ଼ ଦଲାଲ୍। ତେଣୁ ଚାଲନ୍ତୁ ସମସ୍ତେ ମିଶି ଶପଥ ନେବା ଏ ଭାରତକୁ ଅହଙ୍କାରୀ ବିଜେପି ନେତାଙ୍କ ଠାରୁ ଛଡ଼ାଇ ଆଣି ଭାରତକୁ ଭ୍ରଷ୍ଟାଚାର ମୁକ୍ତ କରିବା
@MaheshwariMedia
@MaheshwariMedia 3 ай бұрын
ଧର୍ମେନ୍ଦ୍ର ଇସ୍ତଫା ଦେବୁକି ତର ମାକେ ଗିହାମି ତର କାନେ ରୁମ୍ ଖୁଜିଦେମି ଶଲା ମାଗିହା ଗାଡି ଫାଟୁଚେ ଇସ୍ତଫା ଦେଇଦେ ନାତ ତର ମାକେ ଶବୁ ପିଲା ମାନେ ତର ମାକେଗିହାବେ
@srikantpradhan8778
@srikantpradhan8778 3 ай бұрын
Beimani neta dharmendra😂😂😂
@parameswarpatra3209
@parameswarpatra3209 3 ай бұрын
Midia Mane aeiaku dekhi ପରୁଛ Jia ନିର୍ଯାତନା ପାଉଛି ସେମାନେ ମାରେଇବେ
@Reenabehera0
@Reenabehera0 3 ай бұрын
Sabu BJP dai Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@odiabhskar2.044
@odiabhskar2.044 2 ай бұрын
ଓଡ଼ିଶା ବାସୀ BJP କହୁଥିଲ ଏବେ ଭୋଗ 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
@saraswatisahoo1690
@saraswatisahoo1690 3 ай бұрын
Dharmendra pradhanku bhaiskar karajau.bhalo heba thak tautar.katha kuha kapila.mg ,pilanku nei khel khelna.semane deahar bhabista.cbi bi bjp pata .gote kamo karo dharmendra ku naba bhalia guli karidia.aparjita sadhangi,kuhalia suraj ai duijan kahuthile kehi bidhan sabha agaku asibe nahi abe kan hela.bjp hatao .1 month bi heinahi amiti sasan ahuri 5 years achi.
@budhimantabehera3812
@budhimantabehera3812 3 ай бұрын
Medhavi students rasta ku ପାଆନ୍ତି ନାହିଁ।
@Santosh8658a-bw5hx
@Santosh8658a-bw5hx 3 ай бұрын
Yesalachasamantrikupartysepuranikalomrp. Mmodiji. Dharmendratooutofparty.🚩🚩
@dilipkumar4458
@dilipkumar4458 3 ай бұрын
Bjp ku vote deiki bhul heigala
@odiabhskar2.044
@odiabhskar2.044 2 ай бұрын
Sambalpur ବାସି ଆପଣ ମାନେ 😂😂😂 ତ ମାଗିଆ 😂😂😂😂😂
@trilochanpati9391
@trilochanpati9391 3 ай бұрын
Dharmendra Pradhan should resign and govt should arrange for reneet
@kumarsagardas-uu3tj
@kumarsagardas-uu3tj 3 ай бұрын
Otv, argus , kanak news chanel kuade gale.
@darkloner111
@darkloner111 3 ай бұрын
Seat increase pai protest karu
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 21 МЛН
Players vs Corner Flags 🤯
00:28
LE FOOT EN VIDÉO
Рет қаралды 72 МЛН
Help Me Celebrate! 😍🙏
00:35
Alan Chikin Chow
Рет қаралды 42 МЛН
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 21 МЛН