ରାଜନୀତି ସମ୍ଭାବନାର ଖେଳ ! ଏଇ ଫ୍ୟାକ୍ଟରରେ ଶାସନକୁ ଫେରିପାରିବେ Naveen Patnaik

  Рет қаралды 196,941

Odia Khabar 24

Odia Khabar 24

Күн бұрын

ରାଜନୀତି ସମ୍ଭାବନାର ଖେଳ ! ଏଇ ଫ୍ୟାକ୍ଟରରେ ଶାସନକୁ ଫେରିପାରିବେ Naveen Patnaik
#bjd #naveen #naveenpatnaik #odisha #odishacm #cm #chiefminister #chiefministerofodisha #odishacmnaveen
There is a saying in English, Politics is a game of possibilities. That means politics is a game of probability. And said in simple language anything is possible in politics. There are many examples of this in Indian politics. As the BJP formed a government in Jammu and Kashmir by forming an alliance with Mehbooba Mufti.
ଯଦି ଏମିତି ହୁଏ ତେବେ ଖୁବଶୀଘ୍ର
ଗାଦିକୁ ଫେରିବେ ନବୀନ
ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବା
ନେଇ ରହିଛି ବଡ ସମ୍ଭାବନା
ସ୍ଵାଧୀନତା ଆରମ୍ଭରୁ କଂଗ୍ରେସ ଏବଂ କମ୍ୟୁନିଷ୍ଟ ଦଳ ପରସ୍ପରର ବିରୋଧୀ ରହି ଆସିଥିଲେ । ଯେଉଁ ଅମିତ ଶାହ ଦିନେ କହୁଥିଲେ କି ନୀତିଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ NDA ର ଦ୍ଵାର ସବୁଦିନ ପାଇଁ ବନ୍ଦ ଏବେ ସେଇ ବିଜେପି ସରକାର ଗଢିବା ପାଇଁ ତାଙ୍କ ସାହାଯ୍ୟ ଲୋଡିଛି । ଯେଉଁ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ କଂଗ୍ରେସ ଶାସନକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ ସେ ନିଜେ କଂଗ୍ରେସ ସହ INDIA ମେଣ୍ଟରେ ସାମିଲ ହୋଇଥିଲେ । TMC ନେତ୍ରୀ ମମତା ବାନାର୍ଜୀ INDIA ମେଣ୍ଟରୁ ବାହାରିବା ପରେ ବି ବାହାରେ ରହି ସମର୍ଥନ କରିବେ ବୋଲି କହିଲେ । ଭାରତର ରାଜନୀତି ଇତିହାସରେ ଏମିତି ଅଜବ ସମ୍ଭାବନାର କୌଣସି ଅଭାବ ନାହିଁ । ସେମିତି କିଛି ଓଡିଶା ରାଜନୀତିରେ ଯେ ନ ଘଟିପାରେ ବୋଲି କୁହା ଯାଇପାରିବ ନାହିଁ ।
ସୂଚନା ରହିଛି କି, ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭିକେ ପାଣ୍ଡିଆନ ବର୍ତ୍ତମାନ ଦିଲ୍ଲୀ ଯାଇଛନ୍ତି । ବିଜେଡି ପରାଜୟ ହୋଇସାରିଛି ଏବଂ ବିରୋଧୀ ଦଳର ଭୂମିକା ତୁଲାଇବା ପାଇଁ ପ୍ରସ୍ତୁତ ବୋଲି କହିସାରିଛି । ତଥାପି ଏଠାରେ ପ୍ରଶ୍ନ ଉଠେ କି ଭିକେ ପାଣ୍ଡିଆନଙ୍କୁ ନବୀନ କାହିଁକି ଦିଲ୍ଲୀ ପଠାଇଛନ୍ତି ? କିଛି ଅଭିଜ୍ଞ ରାଜନୀତିଜ୍ଞଙ୍କ ଠାରୁ ଶୁଣିବାକୁ ମିଳୁଛି କି, ହୁଏତ ବିଜେଡି ଓ ବିଜେପି ମଧ୍ୟରେ କିଛି ନେଗୋସିଏସନ ଚାଲିଥାଇ ପାରେ । ରାଜନୀତି ଏମିତି ଏକ ଖେଳ ଯେଉଁଠି କୌଣସି ଛୋଟମୋଟ ରାଜନୀତିକୁ ମଧ୍ୟ ଏଡାଇ ଦିଆଯାଇ ପାରିବ ନାହିଁ ।
ଏଭଳି କ୍ଷେତ୍ରରେ ବିଜେପି ଯଦି ବିଜେଡିକୁ ସମର୍ଥନ କରେ କି ନବୀନ ବାବୁ ଏଇ ଥର ପାଇଁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ତେବେ ଏହା ସମ୍ଭବ । ଏବେ ଆପଣ ଭାବୁଥିବେ କି, ବିଜେପି ଏମିତି କାହିଁକି ବା କରିବ ? କିମ୍ବା ବିଜେପିର ଏଥିରେ କଣ ଲାଭ ହେବ ? ତେବେ ବିଜେଡି ତଥା ନବୀନ ବାବୁ ସବୁ ପରିସ୍ଥିତିରେ ସବୁବେଳେ ବିଜେପିକୁ କେନ୍ଦ୍ରରେ ସମର୍ଥନ କରି ଆସିଛନ୍ତି । ତେଣୁ ସେଇ ଦୃଷ୍ଟିରୁ ହୁଏତ ବିଜେପି ଅନୁକମ୍ପା ଦେଖାଇ ପାରେ । ସେହିପରି ଦେଶ ଏବଂ ରାଜ୍ୟରେ କଂଗ୍ରେସ ପୁଣି ଥରେ ବାଉନ୍ସ ବ୍ୟାକ କରିବାରେ ଲାଗିଛି । ତେଣୁ କଂଗ୍ରେସକୁ ରୋକିବା ପାଇଁ ମଧ୍ୟ ବିଜେପି ବିଜେଡି ସହ ବୁଝାମଣା କରିପାରେ ।
ଏଭଳି କୌଣସି ସମ୍ଭାବନାକୁ ଅଣଦେଖା କରିହେବ ନାହିଁ । ତେବେ ଦେଖାଯାଉ ଆଗକୁ କେଉଁ ମୋଡ ନେଉଛି ଓଡିଶାର ରାଜନୀତି । ଭିଡିଓଟି ଭଲ ଲାଗିଥିଲେ ଲାଇକ କରନ୍ତୁ । ଆଗକୁ ଏହିଭଳି ଅପଡେଟ ପାଇବା ପାଇଁ ଚ୍ଯାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ କରନ୍ତୁ ଏବଂ ସୋସିଆଲ ମିଡିଆରେ ଆମକୁ ଫଲୋ କରନ୍ତୁ ।
Hello Friends, ଆମ ଚ୍ଯାନେଲ Odia Khabar 24 କୁ ଆପଣଙ୍କୁ ସ୍ଵାଗତ । ଆପଣଙ୍କ ପାଖେ ନିରପେକ୍ଷ ଭାବେ ସଠିକ ଖବର ପହଞ୍ଚାଇବା ଆମର ପ୍ରଥମ ଲକ୍ଷ୍ୟ । ପ୍ରତିଟି ଓଡିଆଙ୍କ ସ୍ଵର ହେବା ଆମର ଉଦ୍ଦେଶ୍ୟ । ଆମ ଚ୍ଯାନେଲରେ ଆପଣ ସମସ୍ତ ପ୍ରକାର ଜରୁରୀ Information, ଆପଣଙ୍କ ଆଖପାଖରେ ଘଟୁଥିବା ଘଟଣା ଓ ଦୁର୍ଘଟଣା ସହିତ ସହର, ରାଜ୍ୟ ଏବଂ ଦେଶ. ବିଦେଶର ସମସ୍ତ Up-to-Date ଖବର ପାଇପାରିବେ । ଏହାଦ୍ବାରା ଆପଣ ନିଜ ଜ୍ଞାନକୁ ପ୍ରସାରିତ କରିପାରିବେ ।
ଲୋକଙ୍କୁ ଶିକ୍ଷିତ କରିବା ଠାରୁ ନେଇ ସାମାଜିକ ଉନ୍ନତି ପର୍ଯ୍ୟନ୍ତ ପ୍ରତ୍ଯେକ କ୍ଷେତ୍ରରେ ଆପଣଙ୍କ ସହ ଠିଆ ହେବାରେ ଆମର ସହଯୋଗ କରନ୍ତୁ । Odia Khabar 24 କୁ Subscribe କରନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସହ Share କରିବାକୁ ଭୁଲନ୍ତୁ ନାହିଁ । ଆମେ Upload କରୁଥିବା ସବୁ ଭିଡିଓ ର Notification ପାଇବା ପାଇଁ ଚ୍ଯାନେଲରେ ଥିବା Bell icon କୁ ମଧ୍ୟ Click କରି ନିଅନ୍ତୁ ।
For Business Inquiry Email us at: weodiakhabar24@gmail.com
Facebook: / odiakhabar24official
#OdiaKhabar24 #odishanews #latestodianews #odiaviralnews

Пікірлер: 145
@Sanjana_Queen_645
@Sanjana_Queen_645 3 ай бұрын
ହଁ ନବୀନ Sir ଆସିବା ଦରକାର
@prasantakumarpatra2577
@prasantakumarpatra2577 3 ай бұрын
ଗଣତନ୍ତ୍ର ଶାସନକୁ ବଦଳାଇ ନବୀନ ଶାସନ ଲାଗୁ ହେବ ବୋଧେ।
@A1DGodia
@A1DGodia 3 ай бұрын
ନବୀନ ହବା ଦରକାର ଜୟ ଜଗନ୍ନାଥ 🙏
@jyoshnaranimahananda9532
@jyoshnaranimahananda9532 3 ай бұрын
he prabhu Naveen sir feri asantu 🙏🙏🙏🙏
@avinabihari338
@avinabihari338 2 ай бұрын
ଆମର ଦରକାର ନବୀନ ସରକାର
@manasilatatarai4627
@manasilatatarai4627 3 ай бұрын
Nabin sir right odisha chip minister
@dayanidhimishra2145
@dayanidhimishra2145 3 ай бұрын
Great Nabin sir 👍👍👍👍👍👍👍
@subratranjanbehera1701
@subratranjanbehera1701 3 ай бұрын
ଭଲ ହୁଅନ୍ତା ନବୀନ ହେଲେ
@arunmandal7362
@arunmandal7362 3 ай бұрын
Right nabin Sir
@pratimasethi3330
@pratimasethi3330 3 ай бұрын
Asantu au thare nabin
@ShramikasathiPatra
@ShramikasathiPatra 3 ай бұрын
Nabin Babu
@Chinmayee987
@Chinmayee987 3 ай бұрын
sabu odishabasi Naveen sir nku chanhuchanti
@manashiswain7861
@manashiswain7861 3 ай бұрын
Please sir came back 😭
@user-lt2hg9hj3p
@user-lt2hg9hj3p 2 ай бұрын
Asiba darkar Ame odisabasi Naveen sir nku kebala CM chair re basiba dekhibu
@kirttanmahanta9806
@kirttanmahanta9806 3 ай бұрын
Number one c.m of India nahin pattnaik.
@manashiswain7861
@manashiswain7861 3 ай бұрын
Ama sarkar naveen sarkar 🙏 please came back 😭
@sumitraparida8206
@sumitraparida8206 3 ай бұрын
Very nice
@BaidyanathjenaBaidyanathjena
@BaidyanathjenaBaidyanathjena 3 ай бұрын
Righti
@sunitahental9596
@sunitahental9596 3 ай бұрын
Nabini asibe puni mu vagaban ku parthan karuchi
@sanjibnayak7591
@sanjibnayak7591 3 ай бұрын
Hnnn Naveen Patnaik cm sir nku mukhyamantri padabi diajau
@tapandash279
@tapandash279 3 ай бұрын
Plz come back nabin sir
@Bapunugamer
@Bapunugamer 3 ай бұрын
Right
@angulmix9903
@angulmix9903 3 ай бұрын
Nabin patnaik Back again cm
@RajkisorRajkisor-wq5pd
@RajkisorRajkisor-wq5pd 3 ай бұрын
Naveen Sir please come back
@bidhubhusansamantasinghar4792
@bidhubhusansamantasinghar4792 3 ай бұрын
Naveen babu ok
@NabakisshorMahakud-di3xn
@NabakisshorMahakud-di3xn 2 ай бұрын
ବିଜେପି ଙ୍କୁ ସଂସଦ ରେ ବିଲ ପାସ ରେ ଶାହାଯ୍ୟ କରନ୍ତୁ ନାହିଁ
@SirajKhan-fm9jg
@SirajKhan-fm9jg 3 ай бұрын
Navin Sarkar powerful Sarkar ❤
@prakashkumarpattnayak5911
@prakashkumarpattnayak5911 3 ай бұрын
nabin sir cm karantu
@GurbaruKsyp
@GurbaruKsyp 3 ай бұрын
Navin Babu CM darkar
@ChandankumarDas-ei3oz
@ChandankumarDas-ei3oz 3 ай бұрын
Yes ❤❤❤❤❤
@AnantaPangi-jl3ve
@AnantaPangi-jl3ve 3 ай бұрын
Naveen Sir asiba darakhar
@Mili_12693
@Mili_12693 3 ай бұрын
Vagaban emty kichi karante ki puni thare c m Naveen sir huante🙏🙏🙏🙏🙏🙏🙏
@nalinranjanrout9315
@nalinranjanrout9315 3 ай бұрын
ଏଭଳି କୌଣସି ସମ୍ଭାବନା ନାହିଁ ।ଯଦି ବିଜେଡିର 10/12ଟା MP ଜିତି ଥାଆନ୍ତେ ହୁଏତ ସମ୍ଭାବନା ସୃଷ୍ଟି ହୋଇଥାଆନ୍ତା ।
@smrutipragyan-xk8rs
@smrutipragyan-xk8rs 3 ай бұрын
Asile bahut khusi ame
@badalkumarsahu7834
@badalkumarsahu7834 2 ай бұрын
Bhagawan karantu amiti hau
@sanjayapaik6868
@sanjayapaik6868 3 ай бұрын
#puninabin❤❤❤
@pradipatkrushnabehera5070
@pradipatkrushnabehera5070 3 ай бұрын
Only nabin
@user-wi8je1li9t
@user-wi8je1li9t 3 ай бұрын
Jadi modi nka pakhaku ama katha pahanciparanta ame samste nibedan karante ki ama hero nabin amra cm heba darkar😢 we all miss him
@chandanmalik9019
@chandanmalik9019 2 ай бұрын
Aapana nka upastapona bohut sundar laagila dhanyawad 🙏
@BanshidharaGiri
@BanshidharaGiri 2 ай бұрын
Yes cm nabin sir darakara
@GopiDas-on7cf
@GopiDas-on7cf 2 ай бұрын
Yes Navin sir
@debendranarayandash9040
@debendranarayandash9040 2 ай бұрын
୨୫ ବର୍ଷ ସାସନ କଲା ପରେ ଖେମତା ବାହାରେ ରହି ବାଉଳି ଚାଉଳି ହେଉଛନ୍ତି ବିଜେଡି କୁଜି ନେତା
@PatarBoipaiBoipai-db5tj
@PatarBoipaiBoipai-db5tj 3 ай бұрын
ଆଉଥରେ ବୋଟ କରାଯାଉ
@user-cq8sj3vs7v
@user-cq8sj3vs7v 2 ай бұрын
Hmm 😢
@DuguJena-lr4fr
@DuguJena-lr4fr 2 ай бұрын
Yes sir asiba darkar🙏👍💚
@aravindapattanayak2966
@aravindapattanayak2966 3 ай бұрын
Nice thinking We Nabin Pattnaik sir as our next CM of Odisha
@ToufikAhemad-se4ez
@ToufikAhemad-se4ez 2 ай бұрын
Jay Hind Jay Bharat Navin patnayak
@priyabehera5885
@priyabehera5885 3 ай бұрын
Pz amaku ama sir darkar
@rsagarkumar5503
@rsagarkumar5503 3 ай бұрын
ପୁଣି ଥରେ 2044 ରେ ଆସିବେ ନବୀନ । ପଡନିଆନ 🎉🎉🎉
@subhransuroutray6291
@subhransuroutray6291 3 ай бұрын
Modi kintu 2029 re jiba taa thayaa
@user-is2pz1pq1q
@user-is2pz1pq1q 2 ай бұрын
Naveen Patnaik CM number 1
@RanjuktaRout
@RanjuktaRout 2 ай бұрын
Yes Naveen patnaik amara darkar 🙏
@debadhinaik4449
@debadhinaik4449 2 ай бұрын
Yes sar nabin sar cm no 1cm nabin jay
@azaanhkbusiness3971
@azaanhkbusiness3971 2 ай бұрын
Naveen babu jindabad jindabad 🎉🎉🎉❤❤❤❤❤❤ Naven sir ❤❤
@user-ex5hf7li2g
@user-ex5hf7li2g 3 ай бұрын
We need our CM again plz 🙏
@BOBYXRAY9488
@BOBYXRAY9488 2 ай бұрын
Great C M our Odisha Navin sir
@DuguJena-lr4fr
@DuguJena-lr4fr 2 ай бұрын
🙏🙏👍👏
@susantasahoo1524
@susantasahoo1524 3 ай бұрын
नबी न होना नहीं चाहिए यदि उसके पाटी होगा तो माओवादी संगठन बढ़ जाएगी नया सरकार बहत आछ होगा
@minatishaw1357
@minatishaw1357 3 ай бұрын
Mu b chahun chi nabin hin puni asibe
@DCODISHAHACKER
@DCODISHAHACKER 2 ай бұрын
👍👍👍👍👍👍
@PranitaPradhan-xw3yl
@PranitaPradhan-xw3yl 2 ай бұрын
That is right come back Odisha no-1hero nabini sir I love 💕💕💕 nabini sir
@sushantkumarnayak1955
@sushantkumarnayak1955 3 ай бұрын
Ha ha swapna dekha dekhiba kn kharap but dibaswapna dehapain bharikharap
@EtisriSahoo
@EtisriSahoo 3 ай бұрын
Really wow🎉
@SakirKhan-vc7ug
@SakirKhan-vc7ug Ай бұрын
Naveen Patnaik zindabad
@user-wh7fy3rd7c
@user-wh7fy3rd7c 2 ай бұрын
Nabini sir asibadarakar🙏🙏
@user-tn4qc4du3p
@user-tn4qc4du3p 3 ай бұрын
Good 👍👍👍👍
@user-ib6sf7ks2m
@user-ib6sf7ks2m 3 ай бұрын
Ama sarkar navee Sarkar please came back sir
@BirendraDas-xr1sk
@BirendraDas-xr1sk 2 ай бұрын
Such a reality is the least possibility.
@user-bc4ch9bo9z
@user-bc4ch9bo9z 2 ай бұрын
Amaku Naveen Patnaik sir hin darkar❤❤❤
@kalandisahoo9661
@kalandisahoo9661 2 ай бұрын
Jay nabeen
@RasmitaMohanty-dw3sy
@RasmitaMohanty-dw3sy 2 ай бұрын
❤❤❤❤❤❤❤ nben❤
@chandrmajena7286
@chandrmajena7286 2 ай бұрын
Asiba darkar
@rabinarayanmohapatra4733
@rabinarayanmohapatra4733 3 ай бұрын
Good proposal.
@user-of5sd2mm7q
@user-of5sd2mm7q 3 ай бұрын
Only Nabin Sarakara 🙏
@agvlogs9854
@agvlogs9854 2 ай бұрын
Niveen sir comm back
@user-cx9nd4qf5h
@user-cx9nd4qf5h Ай бұрын
Naveen sir the great
@sureshchnyk
@sureshchnyk 2 ай бұрын
We wants father of Odisha Sri Naveen Patnaik
@dynaraninayak12
@dynaraninayak12 2 ай бұрын
Yes yes we want him ❤
@mr_kusha_boy5471
@mr_kusha_boy5471 2 ай бұрын
Jay jagannath BJD 💚💚
@user-wh9xc6tl4p
@user-wh9xc6tl4p 3 ай бұрын
🙋🙋🙏🙏🙏❤❤❤ BJD ❤❤❤ BJD ❤❤❤ BJD ❤❤❤ BJD ❤❤❤ BJD ❤❤❤ BJD ❤❤❤👍👍👍👍👍👌👌👌👌👌
@MeeraBhera
@MeeraBhera 3 ай бұрын
Please nabini sir asantu
@mrskbhanja4765
@mrskbhanja4765 2 ай бұрын
Naveen sir come back
@user-pm5jj9dq2v
@user-pm5jj9dq2v 2 ай бұрын
Love you nabin sir
@dancerboy575
@dancerboy575 3 ай бұрын
Nabun babu cm hele bhala haba
@upendrabeheraupendrabehera7098
@upendrabeheraupendrabehera7098 3 ай бұрын
Ama ra cm Naveen
@TheLifeVibes
@TheLifeVibes 3 ай бұрын
ସବୁ ଲୁଟେରା ଙ୍କ ଇଚ୍ଛା ନବୀନ ଆସୁ ଆମେ ଓଡ଼ିଶା କୁ ଭଲ କି ଲୁଟି ଚାଲୁ
@user-uz2mn3fm4q
@user-uz2mn3fm4q 19 күн бұрын
25.yer.s.cm.nabin.patnayak.no.1one.ismart.ct.hero..amo.cm.nabin.babu.great.odisha.re.nabin.
@namitanayak6452
@namitanayak6452 3 ай бұрын
Come.back..bjd
@badleader6814
@badleader6814 3 ай бұрын
Please god
@anilnaik9195
@anilnaik9195 3 ай бұрын
Ha amaku nabin sarakara darakara❤❤
@sagarlovesliza7985
@sagarlovesliza7985 3 ай бұрын
Jadi modi au thare Naveen Sir nku au thare cm bhabare bachhanti tahele modi odisha basi nka mana jitijibe
@parshuramsatapathy9855
@parshuramsatapathy9855 2 ай бұрын
First Kendra sarkar jiba .Ta pare dekhajiba .
@bimbadharpatra8874
@bimbadharpatra8874 2 ай бұрын
Jay naveen sir
@BailochnNayak
@BailochnNayak 3 ай бұрын
ବିଜେପି ଶାସନ ଦରକାର ନବୀନ ନୁହେଁ
@shibanidhurua6536
@shibanidhurua6536 3 ай бұрын
Navin sir
@aswinipradhan2237
@aswinipradhan2237 2 ай бұрын
ତମ ସ୍ବପ୍ନ ସ୍ବପ୍ନ ରେ ରହିଯିବ କାହିଁକି ଚିହ୍ନା ପଡୁଛ ଦେଖୁଥ
@santoshnanda8793
@santoshnanda8793 2 ай бұрын
Au Nabin asibeni , Pura gale
@PujaDas-rg9kw
@PujaDas-rg9kw 3 ай бұрын
Jay nabin
@prakashpradhan4964
@prakashpradhan4964 3 ай бұрын
Nabin sir
@user-uh2uv1gz9h
@user-uh2uv1gz9h 3 ай бұрын
😭😭😭🐚🐚🐚🙏🙏🙏
@prasantakumar1456
@prasantakumar1456 3 ай бұрын
Why outsoursing matter not solve. Outsoursing life zero.
escape in roblox in real life
00:13
Kan Andrey
Рет қаралды 17 МЛН
Fake watermelon by Secret Vlog
00:16
Secret Vlog
Рет қаралды 11 МЛН
Or is Harriet Quinn good? #cosplay#joker #Harriet Quinn
00:20
佐助与鸣人
Рет қаралды 48 МЛН
Ex-girlfriend ll part 2ll Chandan biswal ll Odia Comedy ll
41:16
Chandan Biswal
Рет қаралды 4 МЛН
escape in roblox in real life
00:13
Kan Andrey
Рет қаралды 17 МЛН