ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ୮୦୦ ରୁ ୧୪୦୦ ବର୍ଷ ତଳର ଅସ୍ତ୍ରଶସ୍ତ୍ର ରହିଛି !Senior Journalist Prahlad Singh

  Рет қаралды 63,792

Pratidin TV

Pratidin TV

Күн бұрын

Пікірлер: 54
@nabakishoresubudhi2647
@nabakishoresubudhi2647 3 ай бұрын
ଖୁବ ସୁନ୍ଦର ଉପସ୍ଥାପନା, ଅନାଲୋଚିତ ଓ ବହୁ ଉପାଦେୟ ତଥ୍ୟ..... ଜୟ ଜଗନ୍ନାଥ
@anupamanayak8568
@anupamanayak8568 3 ай бұрын
ପ୍ରଣାମ ସାର ।ଆଜିର ଆଲୋଚନା ଖୁବ୍ ସୁନ୍ଦର ଭାବରେ କହିଲେ ।ଖୁବ୍ ଭଲ ଲାଗିଲା ।ଜୟ ଜଗନ୍ନାଥ ।
@sairamdash
@sairamdash 3 ай бұрын
Bahut bhala bhabe sir aapana explain karichhanti. Bahut dhanyabad.. Thanks for giving us reality of ratnabhandara ..
@ramachandrapanipani7424
@ramachandrapanipani7424 3 ай бұрын
ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତି, ରାଜ୍ୟରେ ତଥା ରାଜ୍ଯ ବାହାରେ ଯାହା ଅଛି ତାହା ଅନୁସନ୍ଧାନ କରାଯାଉ ।
@rajkishoremohaptra1346
@rajkishoremohaptra1346 3 ай бұрын
ପ୍ରଥମେ ପ୍ରତିଦିନ ଟିଭିକୁ ଅସେଶ ଧନ୍ୟବାଦ ସାର୍ ଙ୍କ ସହିତ ଏଭଳି ଏକ ଇଣ୍ଟରଭିଉ କରିଥିବାରୁ, ମୋ ଭଳି ଅନେକ ଲୋକ କିଛି ଅଜଣା ତଥ୍ୟ ଜାଣିପାରିଲେ, ଅନେକ ଅନେକ ଧନ୍ୟବାଦ୍ 🙏
@suryanarayansahu5375
@suryanarayansahu5375 3 ай бұрын
ସେ ସ୍ଥଳେ କେବେ ମରିଵେନି।ଜୟ ଜଗନ୍ନାଥ।ଜୟ ଉତ୍କଳ ଜନନୀ।ବୋପାର ତ ଧନ ସମ୍ପଦ ନଥିବ ଠାକୁର ଧନ ଖାଇବା ଲୋକଙ୍କୁ ସରକାର ଏବର ତୁରନ୍ତ ଗିରଫ ପଦକ୍ଷେପ ନିଆଯିବା ଆବଶ୍ୟକ ସାମାଜିକ ଦୃଷ୍ଟିପାତ ଦୃଷ୍ଟିରୁ। ସରକାର ଙ୍କ ନାଁ ରହିବ।
@saiprafulla3663
@saiprafulla3663 3 ай бұрын
Jay jaganath sir
@rabindranathmaharana334
@rabindranathmaharana334 3 ай бұрын
ଆଜ୍ଞା ମୋର ଏତେ ଜଗନ୍ନାଥ ଙ୍କ ବିଷୟରେ ଗବେଷଣାତ୍ମକ ଜ୍ଞାନ ନାହିଁ ହେଲେ ମହାପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଙ୍କ ସହିତ କାଞ୍ଚି ଅଭିଜାନରେ ଯାଇଥିଲେ ସେ ସମୟ ରେ ମହାପ୍ରଭୁ ନିଶ୍ଚୟ ଯୁଦ୍ଧାସ୍ତ୍ର ବ୍ୟବହାର କରିଥିବେ ସେଇ ଅସ୍ତ୍ର ଗୁଡ଼ିକ ସ୍ମାରକୀ ପାଇଁ ଆଉ ଶ୍ରୀ ମନ୍ଦିର ଭଣ୍ଡାର ଘରେ ଥିବା ଯୁଦ୍ଧାସ୍ତ୍ର ଭିତରେ ନାହିଁତ?
@hmandal8923
@hmandal8923 3 ай бұрын
ଆମ ଗାଁ ରେ ଜଗନ୍ନାଥ ଜ଼ମି ଅଛି। କିନ୍ତୁ ବହୁତ ଜ଼ମି ସ୍କୁଲ ହେଡମାଷ୍ଟର ତାଙ୍କ ନାଁରେ କରି ନେଇଛନ୍ତି
@sabitamajhi5965
@sabitamajhi5965 3 ай бұрын
କଉ ଗାଁ
@sushilkalyani9190
@sushilkalyani9190 3 ай бұрын
Bhala e duniare ketedina ba banchiba Kain debabhumi neiki papa Kariba jie neichi se bhalamanda sabu bhogu
@sudhiranjansahoo1332
@sudhiranjansahoo1332 3 ай бұрын
Ta jhia vadare jauthiba. Jagarnnath sampati khaile eita hba
@Queens_Collection2024
@Queens_Collection2024 3 ай бұрын
Tanka name re complain kara jaldi
@GaramHawa-th1io
@GaramHawa-th1io 3 ай бұрын
ତମର କୋ ଗାଁ
@ramachandrapanipani7424
@ramachandrapanipani7424 3 ай бұрын
୬୦ ହଜାର ଏକରରୁ ଅଧିକ ଭୂସମ୍ପତ୍ତି ଓଡ଼ିଶାରେ ତଥା ଓଡ଼ିଶା ବାହାରେ ରହିଥିବା ଓଡ଼ିଆ ରାଜାଙ୍କ କୀର୍ତ୍ତି । ଜୟ ଜଗନ୍ନାଥ !
@SankirtankanharSankar
@SankirtankanharSankar 2 ай бұрын
ସବୁ ପୁରୀ ପଣ୍ଡା ଲୋଟିଲେ ଏବଂ ନବୀନ ସରକାରଙ୍କ ପ୍ରଭାବଶାଳୀ ବ୍ୟକ୍ତି ହିଁ ଲୁଟ୍ କରୁଛନ୍ତି।
@jnanadiptasamantaray1562
@jnanadiptasamantaray1562 3 ай бұрын
କାହିଁକି ଶଗଡ଼ ତ ଥିଲା । ଓଡ଼ିଶାର ଅନେକ ବେରୋଜଗାରୀ ସମସ୍ୟା ର ସମାଧାନ ହୋଇ ଯିବ । ପ୍ରଭୁଙ୍କ ସେବା ରେ ଓଡ଼ିଶାର ସମସ୍ତ ସ୍ବେଛାସେବୀ ଙ୍କୁ ଭଲଭାବରେ ଚୟନ କରି ଅନ୍ବେଷଣରେ ବିଶ୍ଳେଷଣ ଜରିଆରେ ଗବେଷଣା ଆରମ୍ଭ କରିଦେବା ଆବଶ୍ୟକ । ବଦଳରେ ଗଣ୍ଡାଏ ଖାଇ ଖଣ୍ଡେ ପିନ୍ଧି ମୁଣ୍ଡ ଗୁଞ୍ଜିବାକୁ ମଳାଏ ସ୍ଥାନ ସହିତ କିଛି ଦୈନନ୍ଦିନ ଖର୍ଚ୍ଚ ପାଇଁ ସ୍ବଳ୍ପ କିଛି ଅର୍ଥ ବା ଦ୍ରବ୍ୟ ଦିଆଯିବା ଆବଶ୍ୟକ । ଯଦି କେହି କର୍ମରେ ହେଳା କରନ୍ତି । ସେମାନଙ୍କ ପାଇଁ କଡା ଶାସନ ବ୍ୟବସ୍ଥା ରହିବା ଦରକାର ।
@ranjanmohanty9098
@ranjanmohanty9098 3 ай бұрын
ଜୟ ଜଗନ୍ନାଥ
@ramachandrapanipani7424
@ramachandrapanipani7424 3 ай бұрын
ଏତେ ସବୁ କମିଶନଙ୍କ ରିପୋର୍ଟ ଅପ୍ରକାଶିତ ରହିଲା କାହିକି ?
@ramachandrapanipani7424
@ramachandrapanipani7424 3 ай бұрын
ଆପଣ ଏତେ କଥା ଜାଣି ଆଜି ଯାଏ ନୀରବ ଥିଲେ କାହିଁକି ?
@sashibhusanpraharaj5128
@sashibhusanpraharaj5128 2 ай бұрын
ହେ ପ୍ରଭୁ ମୁଁ ତୁମର ଅଳ୍ପ ସେବାଆମ ଗାଁରେ କରୁଚି ଭାରି ଅଭାବରେ ଚଳୁଚି ବେସି ନ ହେଉ 6 ଟୋପାଟେଦଉନ ମୁଁ ଟିକେ ତମ ପରି ଖାଇ ପି ରୁହନ୍ତି ତମର ସେବା କରୁଚି ତେଣୁ ମାଗିଲି ତମେ ମାଲିକ ଚାକରକୁ ଟିକେ କାହିଁକି ଦବନି ଦେଲେ ମୁଁ ତମନାସବୁ ଆଡେ ଗାଇବି ମୋ ପ୍ରଭୁ ଦେଲେବୋଲି
@ramachandrapanipani7424
@ramachandrapanipani7424 3 ай бұрын
ସିନ୍ଦୂକ ଥିଲେ କ'ଣ ହେବ ? ତାଲା ତ ଖୋଲା ! ଚାବି ବି ମିଳିଲାନି ।
@ambarishswain3233
@ambarishswain3233 3 ай бұрын
Right
@ramachandrapanipani7424
@ramachandrapanipani7424 3 ай бұрын
ଆପଣଙ୍କ ପାଖରେ ଯଦି ଅଳଙ୍କାରର ଚିଠା ଅଛି ତାକୁ ପ୍ରକାଶ କରୁ ନାହାନ୍ତି କାହିଁକି ?
@odiasamerijaan
@odiasamerijaan 3 ай бұрын
Suniki proud feel hela odisha bira prurusha manak katha
@dhrubacharanrana2174
@dhrubacharanrana2174 3 ай бұрын
Yes Right 🙏🌹
@123rourkela
@123rourkela 3 ай бұрын
At least send this interview to CMO. The interview is perfectly describing the expectation of general Odia people from the new Government.
@kalakarmahanta7672
@kalakarmahanta7672 3 ай бұрын
Jay Jannat
@purnachandradas2905
@purnachandradas2905 3 ай бұрын
Jaganatha nkar jami achi ta ra udhar heau🥰
@Maheswarkandi0
@Maheswarkandi0 3 ай бұрын
We need to reveal the history why weapon was kept in jwellery room of lord Jagannath .
@k.knayak5086
@k.knayak5086 3 ай бұрын
ଠାକୁରଙ୍କ ଭଣ୍ଡାର ଉପରେ ଲୋକଙ୍କ ନଜର ଏତେ କାହିଁକି?
@niladrisamal5401
@niladrisamal5401 3 ай бұрын
ନାଇ ଭାଇ ଲୋକ ନଜର ଦଉ ନାନ୍ତି କେବଳ ହିସାବ ଚାହାନ୍ତି ନହେଲେ ସରକାର ଚେଞ୍ଜ ହେଇଯାଉଛି ମହାପ୍ରଭୁଙ୍କ ସମ୍ପତି ଖାଇଯାଇନାନ୍ତି ତ ଏଟା ମଣିଷ କଲା ମୁଣ୍ଡିଆ bjp ହଉ ବା bjd ହଉ ବା କୌଣସି ଦଳ ହେଉ କାହାର ଉପରେ ବିଶ୍ଵାସ ନାହିଁ ଲୋକମାନଙ୍କର ସେଥିପାଇଁ
@sairamdash
@sairamdash 3 ай бұрын
Every day devotees are donating all total of crores of money in HUNDI of temple ... Gold, silver donated already. Where is the data of those? In last decades no one has asked govt and temple administration about this .
@gopalkrishnapattnaik5313
@gopalkrishnapattnaik5313 3 ай бұрын
After 1200+ years , Ratna Bhandar will be repaired. Some persons do politics on RATNABHANDARA...SO , DELAYED .
@subasinidash7591
@subasinidash7591 3 ай бұрын
Bahut tathya Hon'ble B.B.Harichandan kahiparibe.Tanka sahajya neba bidheya.
@srikantnarendra6463
@srikantnarendra6463 3 ай бұрын
Sat karha.bhusampati ku sarkar investigation karu
@harihardhal1974
@harihardhal1974 3 ай бұрын
Purba sarakar
@subrajitrath673
@subrajitrath673 3 ай бұрын
Are sabu ta achi kahucha asiki media agare kintu baharuni kn pain....
@jaijagannathomjagannath7537
@jaijagannathomjagannath7537 2 ай бұрын
Marfat jami ta kahara
@maushumisoy904
@maushumisoy904 3 ай бұрын
ବିନା ଗବେଷଣା ପରୀକ୍ଷା ନିରୀକ୍ଷା ରେ ଅସ୍ତ୍ର ଶାସ୍ତ୍ର ଗୁଡ଼ିକର ବୟସ ନିର୍ଣ୍ଣୟ ଅନାବଶ୍ୟକ,,
@laludada7656
@laludada7656 3 ай бұрын
SIR. JAGANATH. TAHELE. KETE. SAHA. BERSA. RA. TIKE. MADALA. PANJI. DEKHI. KUHANTU
@bikrammusic2506
@bikrammusic2506 3 ай бұрын
Deulare kiye ?na mu kadali khaini😂
@purnakamdash5631
@purnakamdash5631 3 ай бұрын
Ete gabeshaka achhanti,kehi kahibeki.Trimurtinka adhagadha murttiku o ranga dei sampuna karithile?Bishwakarma ta,kabita kholiba pare adhagadha murtti chhadi antardhyan hoithile boli janashruti achhi.Adhagadha bigrahaku sie ta' kebehen ranga dei nathibe.Kebala ranga debapare hin,ebekara roopaku bigrahamane asithibe.Tebe sei karigara kie?Jahara e parikalpana
@bikrammusic2506
@bikrammusic2506 3 ай бұрын
Bhu sampati ?Ratna bhandara ganati sangey kana samaan?
@Santosh-rf6qs
@Santosh-rf6qs 3 ай бұрын
Mandira nirmana 1100 barsha.
@manasbehera6248
@manasbehera6248 3 ай бұрын
Tu kete khaichu jagannath naka paesa
@SanatanMadhei-u3t
@SanatanMadhei-u3t 3 ай бұрын
Kebala eha bjp karipariba
@laludada7656
@laludada7656 3 ай бұрын
MALIKA. BICHAR. KATHA JOU MANE. KAHU CHHANTI. SEMAN. NKU. TIKE. PACHARU. NAHANTI
@pinakbhusanrath3620
@pinakbhusanrath3620 3 ай бұрын
ଇଏ ବାବୁଙ୍କ ଗୃହ ଯେଉଁ ଜାଗାରେ ଅଛି ସିଏ ବି ଜଗନ୍ନାଥ ଙ୍କର ଜମି
@jnanadiptasamantaray1562
@jnanadiptasamantaray1562 3 ай бұрын
କାହିଁକି ଶଗଡ଼ ତ ଥିଲା । ଓଡ଼ିଶାର ଅନେକ ବେରୋଜଗାରୀ ସମସ୍ୟା ର ସମାଧାନ ହୋଇ ଯିବ । ପ୍ରଭୁଙ୍କ ସେବା ରେ ଓଡ଼ିଶାର ସମସ୍ତ ସ୍ବେଛାସେବୀ ଙ୍କୁ ଭଲଭାବରେ ଚୟନ କରି ଅନ୍ବେଷଣରେ ବିଶ୍ଳେଷଣ ଜରିଆରେ ଗବେଷଣା ଆରମ୍ଭ କରିଦେବା ଆବଶ୍ୟକ । ବଦଳରେ ଗଣ୍ଡାଏ ଖାଇ ଖଣ୍ଡେ ପିନ୍ଧି ମୁଣ୍ଡ ଗୁଞ୍ଜିବାକୁ ମଳାଏ ସ୍ଥାନ ସହିତ କିଛି ଦୈନନ୍ଦିନ ଖର୍ଚ୍ଚ ପାଇଁ ସ୍ବଳ୍ପ କିଛି ଅର୍ଥ ବା ଦ୍ରବ୍ୟ ଦିଆଯିବା ଆବଶ୍ୟକ । ଯଦି କେହି କର୍ମରେ ହେଳା କରନ୍ତି । ସେମାନଙ୍କ ପାଇଁ କଡା ଶାସନ ବ୍ୟବସ୍ଥା ରହିବା ଦରକାର ।
这是自救的好办法 #路飞#海贼王
00:43
路飞与唐舞桐
Рет қаралды 101 МЛН
Friends make memories together part 2  | Trà Đặng #short #bestfriend #bff #tiktok
00:18
HELP!!!
00:46
Natan por Aí
Рет қаралды 40 МЛН
UFC 308 : Уиттакер VS Чимаев
01:54
Setanta Sports UFC
Рет қаралды 918 М.
这是自救的好办法 #路飞#海贼王
00:43
路飞与唐舞桐
Рет қаралды 101 МЛН