'ଆରେ ଆରେ... ମହାପ୍ରଭୁଙ୍କର ପଛର ଦଉଡ଼ି ଛାଡ଼ିଦେଲେ ବୋଧେ'

  Рет қаралды 69,065

OTV

OTV

17 күн бұрын

#ସେବକମାନେ_ହୁସିଆର_ରୁହ
ପହଣ୍ଡି ବେଳେ ଚାରମାଳ ଉପରୁ ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର। ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ କ୍ଷୋଭ।
#BadaThakuraBalabhadra #Pahandi #PanditSuryanarayanRathasharma #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 198
@pradiptasahoo6513
@pradiptasahoo6513 15 күн бұрын
ହେ ବଡବାଣ ମଣିମା ହେ ମହାପ୍ରଭୁ ସମସ୍ତଙ୍କୁ କ୍ଷମା କର ପ୍ରଭୁ
@abanipradhan
@abanipradhan 15 күн бұрын
ମହାପ୍ରଭୁ ରାଗିଛନ୍ତି,,,, ଦେଖନ୍ତୁ ରଥରେ କେତେ ଲୋକ ଅଛନ୍ତି,, ଏଇ ଯାତ୍ରା ପ୍ରଭୁଙ୍କର ନା ତୁମର,, ଏଠି ଭକ୍ତ କାହାକୁ ଦେଖିବେ,,, ଆଗକୁ ଯେମିତି ଏଥିପ୍ରତି ଧ୍ୟାନ ଦେବା ଦରକାର,,,,, ଜୟ ଜଗନ୍ନାଥ 🙏🙏🙏
@jeshophanten700
@jeshophanten700 15 күн бұрын
ସାରା ବିଶ୍ବରେ ଭକ୍ତ ମାନଂକ ହୃଦୟ କୁ ଆଘାତ କରିଥିବା ଏହି ଦୃଶ୍ୟ ଏବଂ ଏହି ଭୂଲ୍ ପାଇଁ ଯେଉଁ ସେବାୟତମାନେ ଏଥିପାଇଁ ଦାୟୀ ସେମାନଙ୍କୁ ଆଇନ୍ ଅନୁସାରେ ଦଣ୍ଡବିଧାନ କରାଯାଉ . ଏହା ସାରା ଓଡିଶା ବାସୀଙ୍କ ତରଫରୁ ସରକାରଙ୍କୁ ଅନୁରୋଧ 🙏🙏
@Rm-rashmi
@Rm-rashmi 15 күн бұрын
ହେ ବଡ଼ ଠାକୁର 🙏🏻ଏ ସବୁ ର କାରଣ କଣ ହେଇପାରେ ପ୍ରଭୁ 🙏🏻🙏🏻🙏🏻
@asutoshpanda8790
@asutoshpanda8790 15 күн бұрын
ହେ ବଡ଼ ଠାକୁର ବଡ଼ବଡ଼ ହେ ବଳିଆରଭୂଜ ପ୍ରଭୁ କ୍ଷମା କର🙏🙏
@maheshpatnaik4248
@maheshpatnaik4248 15 күн бұрын
ମଣିମା ହେ ବଡ଼ଠାକୁର ପ୍ରଭୁ କ୍ଷମା କର
@anasuyajena4029
@anasuyajena4029 15 күн бұрын
ଜୟ ଜଗନ୍ନାଥ 🙏🏻ସତ କଥା ଭଗବତ ନିଷ୍ଠା ର ଅଭାବ ଯୋଗୁ ବଡ଼ ମହା ପ୍ରଭୁ ଙ୍କୁ ଛାଡି ଦେଲେ, ଏତେ ସେବକ ଥାଇ ମଧ୍ୟ ପ୍ରଭୁ ଙ୍କୁ ପକେଇ ଦେଲେ 😭କ୍ଷମା କରନ୍ତୁ ମଣିମା 🙏🏻
@gouchansabar6316
@gouchansabar6316 15 күн бұрын
ଏହା ରୋ କାରଣ ହେଉଛି ସେବାୟତ ମାନେ ଏତେ ବଡ ଭିଡ ରେ ବି ବହୁତ୍ ସେବାୟତ ରଥ ରେ ଅଛନ୍ତି ଏହା ହେଉଛି ଏକ ସାମାନ୍ୟ ଘଟଣା ତାର ମୁଖ୍ୟ କାରଣ ସେବାୟତ😢
@janmejayajena3097
@janmejayajena3097 15 күн бұрын
ଜଣେ ଜଣେ ଗୋଟେ ହାତରେ ମୋବାଇଲ୍ ଧରିଥିବା ର ମଧ୍ୟ ଦେଖିବାକୁ ମିଳୁଛି ପହଡ଼ି କରୁଥିବା ସମୟ ରେ
@SatyaPrakash-so1qy
@SatyaPrakash-so1qy 15 күн бұрын
ଏହା ବହୁତ ଦୁଃଖମୟ ଦୃଶ୍ୟ 😢😢.ହେ ମହାବାହୁ କ୍ଷମା କର କ୍ଷମା କର...
@umasankarsethi5673
@umasankarsethi5673 15 күн бұрын
ତୁମ ସ୍ତୃଷ୍ଟି ତୁମେ ରକ୍ଷାକର ପ୍ରଭୁ ଆମେତ ନିମିତ୍ତ ମାତ୍ର ଏହି ଭାବନା ରହିଲେ ସବୁ କିଛି ସୁନ୍ଦର ହୋଇ ଉଠିବ।
@user-cw9gp5ty9f
@user-cw9gp5ty9f 12 күн бұрын
ସୂର୍ଯ୍ୟନାରାୟଣ ରଥ ଶର୍ମାଙ୍କ ବିବରଣୀ ବହୁ ମାତ୍ରାରେ ଯୁକ୍ତିଯୁକ୍ତ ତଥା ସତ୍ଯ ମନେହୁଏ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@RKROUT-fj6pr
@RKROUT-fj6pr 15 күн бұрын
ରଥଶର୍ମା ମହୋଦୟ ଠିକ୍ କହିଛନ୍ତି, ଗର୍ବ ଅହଂକାର ଦେଖେଇଲେ ମହାପ୍ରଭୁ କାହାରି ସହନ୍ତି ନାହିଁ ଏବଂ ନିଷ୍ଠାପର ଦାୟିତ୍ବବାନ୍ ହୋଇ ଏହି ଅପୂର୍ବ କାର୍ଯ୍ୟକୁ କରିବା କଥା..🙏🙏
@lipipuspabehera3864
@lipipuspabehera3864 15 күн бұрын
ବିପଦ ତ ନିଶ୍ଚୟ ଆସିବ , ରାଜା ଙ୍କର ଅନିଷ୍ଟ ହେବ ରାଜ୍ୟ ର ମଧ୍ୟ ଅନିଷ୍ଟ ହେବ , ଦୁର୍ଭିକ୍ଷ ପଡ଼ିବ । ଦୟା କର ପ୍ରଭୁ 🙏 କ୍ଷମା କର । ତୁମେ ତ ସୃଷ୍ଟି କର୍ତ୍ତା ତୁମେ ତ ବିନାଶ କର୍ତ୍ତା , ଏଥିପାଇଁ କେବଳ ସେବାୟତ ମାନଙ୍କୁ ଦୋଷ ଦେଲେ ହବନି। ଇଶ୍ଵର ତ ସମସ୍ତଙ୍କର ଆମେ ସମସ୍ତେ ମିଶି ପ୍ରାର୍ଥନା କରିବା ଯେମିତି କିଛି ବଡ଼ ବିପଦ ପ୍ରଭୁ ନ ଦିଅନ୍ତୁ 🙏🙏
@khulananahak1618
@khulananahak1618 14 күн бұрын
ହେ ଜଗତରଠାକୁର ଜଗନ୍ନାଥପ୍ରଭୂ ଆପଣଙ୍କ ପାଦତଳେ କୋଟିକୋଟି ପ୍ରଣାମ ଏବିଶ୍ଵକୁ କ୍ଷମାକର ପ୍ରଭୂ😢😢😢
@kaushikpradhan6536
@kaushikpradhan6536 15 күн бұрын
ହେ ପ୍ରଭୁ ରକ୍ଷା କର 🙏 ଭୁଲ ଥିଲେ କ୍ଷମା କର ପ୍ରଭୁ 🙏
@Utakal6203
@Utakal6203 15 күн бұрын
ଏହାର କାରଣ ଆଜିର mobile ରେ ଭିଡିଓ ବନେଇବା ଯାହା ପାଇଁ ଏସବୁ ଅଘଟଣ ହେଲା ମୋବାଇଲ କୁ ବନ୍ଦ କରାଯିବା ଦରକାର
@MyLove_SARADA
@MyLove_SARADA 15 күн бұрын
ଠିକ୍ କଥା..... ମୋବାଇଲରେ କି ଟିଭିରେ କୋଉଠି ବି ଫଟୋ ଭିଡିଓ ଉଠେଇବା କଥା ନୁହେଁ। ଆଗରେ ଗୋଟେ ପରଦା ଟାଙ୍ଗି ପହଣ୍ଡି କରିବା କଥା😂
@jasymnantaryamisahoo2443
@jasymnantaryamisahoo2443 15 күн бұрын
❤ ହେ ପ୍ରଭୁ, ସଦବୁଦ୍ଧି ଦିଅନ୍ତୁ... ❤
@prasannadityasahoo7017
@prasannadityasahoo7017 15 күн бұрын
ମଣିମା ହେ ବଡ଼ଠାକୁର ପ୍ରଭୁ କ୍ଷମା କର🙏🙏🙏
@KURUKSHETRAORIGINAL
@KURUKSHETRAORIGINAL 15 күн бұрын
ବଳ ର ରାମ ବଳରାମ ଓହୋ.. କି ବଳ 👊💪👊💪👊💪👊
@Bimalipsa143
@Bimalipsa143 15 күн бұрын
ହେ ମଣିମା ରକ୍ଷାକର ଏ ସୃଷ୍ଟି କୁ 🙏 କ୍ଷମା କର ଏ ଦୋଷ କୁ ଏ ଭୁଲ୍ କୁ🙇‍♀️🥹🙌🌸
@raajkumarpadhy9391
@raajkumarpadhy9391 15 күн бұрын
ହେ ବଡ଼ଠାକୁର ସହାୟ ହୁଅନ୍ତୁ। ଅଘଟଣ କିଛି ନ ହଉ।🙏
@amarkumarjena3636
@amarkumarjena3636 15 күн бұрын
ହେ ପ୍ରଭୁ 🙏କ୍ଷମା କରନ୍ତୁ 🥹🥹🥹
@mamatajena5307
@mamatajena5307 15 күн бұрын
He Bada thakure daya kari sara Odisha basi nku khyama karidiontu prabhu🙏🏻🙏🏻🙏🏻🙏🏻🙏🏻🙏🏻🙏🏻jay sri Jagannath 🙏🏻🙏🏻❤❤💗jay Sri balabhadra nkoro jay🙏🏻🙏🏻🙏🏻🙏🏻🙏🏻🙏🏻jay Mata shubhadra nkoro jay🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻💕💕
@Nitu603
@Nitu603 12 күн бұрын
Jay Jagannath
@BALARAM648
@BALARAM648 15 күн бұрын
ଜୟ ବଳଦେବ ମହା ବାହୁ 🙏🏻
@itishreedash5859
@itishreedash5859 14 күн бұрын
Ha BadaMahaprapbhu khayama karidiauntu🙏🏼🙏🏼🙏🏼🙏🏼🙌🏻🙌🏻🥹
@abhimanyusathy9627
@abhimanyusathy9627 15 күн бұрын
ହେ ପ୍ରଭୁ କ୍ଷମା କର ପ୍ରଭୁ 🙏🏽🙏🏽🙏🏽
@ranuswain8103
@ranuswain8103 15 күн бұрын
ହେ ପ୍ରଭୁ କ୍ଷମା କରିଦିଅନ୍ତୁ 🙏
@jayjagannathstainlessworky6450
@jayjagannathstainlessworky6450 15 күн бұрын
ହେ ମଣିମା 🙏🙏🙏
@mausumisarkar6835
@mausumisarkar6835 13 күн бұрын
জয় জগন্নাথ জয় বলোভদ্র দেব জয় মা সুভদ্রা দেবী ❤️🙏🏻🙏🏻🙏🏻
@followinglove1904
@followinglove1904 16 күн бұрын
Ganda ganda petua sebayata khali khai pi paisa taanuchanti bhakta mananka tharu.... kintu kichi kama ku nuhe
@kk_creations8018
@kk_creations8018 15 күн бұрын
Jay jagannath sawami rakhya kara pravu
@a.k.creation
@a.k.creation 15 күн бұрын
Sabu sebaka nijaku bahubali sebaka kahuthibaru bada thakura baladhadra samasta nka garba bhangi dele.
@Lipkumar123
@Lipkumar123 15 күн бұрын
ଭଗବାନ ଅନନ୍ତଙ୍କର ଭାର ବହନ କରିବାକୁ କାହାର ସାମର୍ଥ୍ଯ ନାହିଁ ଗର୍ବଅହଙ୍କାର ତ୍ଯାଗ କରି ନିଜର ସମ୍ପୂର୍ଣ୍ଣ ଆତ୍ମବଳ ମନପ୍ରାଣ ଦେଇ ସେବା କରନ୍ତୁ ସେ ବଳୀନାଂଶ୍ରେଷ୍ଠ ଭକ୍ତବତ୍ସଳ ସେ କ୍ଷମା କରିବେ🙏🙏🙏ାା
@papudeuri4255
@papudeuri4255 15 күн бұрын
Jay jagannath swami ❤
@debadaspanda9621
@debadaspanda9621 15 күн бұрын
You are right Sir, at present Lord Balabhadra Jew is the reigning deity since last Nabakalebara and lack of dedication in service towards him might bring devastation for the society
@chittaranjanmohanty631
@chittaranjanmohanty631 15 күн бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏
@subratakubehera757
@subratakubehera757 14 күн бұрын
କଣ ସବୁ ଏମିତି,😢😢 ଏ ସବୁ ଅଘଟଣ କ୍ଷମା କରାଯାଇପାରିବନି
@By67889
@By67889 15 күн бұрын
Hai prabhu khyama karantu❤❤❤❤
@teamsukantabehera6066
@teamsukantabehera6066 15 күн бұрын
ହେ ମହାପ୍ରଭୁ ଆମ ମାନଙ୍କୁ କ୍ଷମା କରନ୍ତୁ 🙏🙏🙏 ଏ ଦୃଶ୍ୟ ଦେଖିଲେ ସତେ ଯେପରି ଏ ଦେହରୁ ପ୍ରାଣ ଛାଡ଼ି ଯାଉଛି 😂😂😂😂😂😂
@silinanayak4722
@silinanayak4722 15 күн бұрын
He prabhu kshyama kara
@jyotimundamunda6066
@jyotimundamunda6066 15 күн бұрын
Hey jagnnath khyama kara probhu 🙏🙏🙏🙏😭
@nirajsharma9805
@nirajsharma9805 14 күн бұрын
Prabhu Daya kara .....
@pratikkumar5826
@pratikkumar5826 15 күн бұрын
Jai jagarnath pravu😢🙏
@Runukunu
@Runukunu 15 күн бұрын
କ୍ଷମା କରନ୍ତୁ ମହାପ୍ରଭୁ🙏🙏
@pradeepswain6111
@pradeepswain6111 15 күн бұрын
Jai jagannath 🙏🏾🥺
@santoshkumardas2034
@santoshkumardas2034 15 күн бұрын
Hey prabhu😮😢kn hela sabu pandamanaka bhul❤jay jagannath prabhu🥰🥰🥰🥰🥰🥰🥰🥰🥰🥰🥰
@bapinajena1848
@bapinajena1848 15 күн бұрын
ପ୍ରଭୁ କ୍ଷମା କରନ୍ତୁ 🙏🙏🙏
@subhashreesahoo503
@subhashreesahoo503 15 күн бұрын
Jay jagannath Swami nayana patha gyami vaba tume namah 🙏🙏🙏🙏🙏🙏🙏🙏🙏🙏
@By67889
@By67889 15 күн бұрын
Jay Jagannath❤😢
@SujitKumar-bn6bc
@SujitKumar-bn6bc 15 күн бұрын
Bhala heichi , Papi godaka aee kichhi sebayata , emankar Pravonka prati vaba nahi bhakti nahi , Khali kemiti camera agare rahibe au bahaspata Maribe , Jetiki sebayat Ama Pravonko tale pakeichanti semananko , Sebayata ro Bahiskara karajao kichhi Barsha paen , au Ratha upare abasyaka sebayat ruhantu Pravonka seva Kariba paen , Jemiti Jane vakta tanka pravonko akhire akhi misei dekhiparibe au 2 topa luha jharei pariba .
@PubgPagal-mb6kd
@PubgPagal-mb6kd 15 күн бұрын
He mahaprabhu Tama agare koti koti binamrata ...🙏🙏🙏🙏 Jete sighra heba e nirlaja nisthura kali juga ku binas Kari diantu ...
@tapankumarswain8930
@tapankumarswain8930 15 күн бұрын
Jay Jagannath 🙏🏼 😢😢
@RLblog1993
@RLblog1993 15 күн бұрын
He praphu Jay Jagannath Balia thakur 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@prasantapanda1557
@prasantapanda1557 16 күн бұрын
Jay jagannatha
@BollywoodHollywoodNewMovies
@BollywoodHollywoodNewMovies 15 күн бұрын
Sabu ta ichha...sabu mo maa ichha
@radhakrishnapatra852
@radhakrishnapatra852 14 күн бұрын
ଓଃ ପ୍ରବଳ ପତି ନିଶା ଖାଇ ଯାଉଛନ୍ତି
@satyarampradhan5821
@satyarampradhan5821 15 күн бұрын
Jai Jagannath swami 🙏🙏🙏
@odiafitnesswithjyotsna
@odiafitnesswithjyotsna 15 күн бұрын
He prabhu khyama dia prabhu khyama dia😢
@PradhansabitaSahoo
@PradhansabitaSahoo 15 күн бұрын
Sebaka mane sabu bele kuhanti ama thakura aji thakura nku sambhali parileni😢
@mikunswainmikun2539
@mikunswainmikun2539 15 күн бұрын
He Pravu rakhya kar 🙏🙏🙏🙏
@BINODINI_09
@BINODINI_09 12 күн бұрын
Aji kali purire sebaka mane bahut garba kaleni sudhuri jantu🙏 apana mane, sata kahibaku gale ama akhire ai dursya dekhi pakharunu 😔
@rakeshmajhi3358
@rakeshmajhi3358 15 күн бұрын
Jay Jagannath 🙏
@sibaprasadram5130
@sibaprasadram5130 15 күн бұрын
Sebaka manankar garba ahankar ra karan ....parshwa deba debi nka upare goda rakhiki tulasi au phula bikiki paisa kameibe ...Sadharana lokanka sh byabahar kariba .... Mahaprabhu sahibeni .....Mahaprabhu ragichhhanti .. au kahibaku chahunchhhantu. Sudharijao .......Aita Mahaprabhu nka chetabani ....
@mihirsriwas2464
@mihirsriwas2464 15 күн бұрын
Jai jagannath Swami 🙏🙏
@jyotisima8714
@jyotisima8714 15 күн бұрын
Jay Jagannath 🙏🙏🙏
@sasmitasahoo5063
@sasmitasahoo5063 15 күн бұрын
Mahaprabhu kasta paile Sabu bhakta kanduchanti Bhul kahara Sana thakura maa subhadra nku bi aghata lagichi
@minatimansingh6196
@minatimansingh6196 15 күн бұрын
Jay Jagannath 🙏🏻🙏🏻🙏🏻
@BollywoodHollywoodNewMovies
@BollywoodHollywoodNewMovies 15 күн бұрын
Jie duniya chalauchi...tame taku sahayata kariba.....chhi...jie tama dori dharichi...tame ta dori...dhariba
@sagarnayak516
@sagarnayak516 15 күн бұрын
Besi vasana marani...careless hoichanti sebayat mane...
@pintuprasad878
@pintuprasad878 15 күн бұрын
Jay Jagannath🙏🙏🙏🙏🙏🙏🙏
@qi82
@qi82 15 күн бұрын
Omm namha shibaya omm
@sujitbarik6911
@sujitbarik6911 15 күн бұрын
Jay Shree balabradra 💕
@AlokMahakur-dv9mv
@AlokMahakur-dv9mv 15 күн бұрын
He prabhu jaganatha rakshya Kara prabhu
@user-ks9vt4oe1z
@user-ks9vt4oe1z 15 күн бұрын
Jay jagannath
@PushpaRaj-jo2hf
@PushpaRaj-jo2hf 15 күн бұрын
ସେଠି ଜଉ ଭକ୍ତ ମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ କେତେ ଜଣ ପ୍ରକୃତ ଭକ୍ତ ନୁହନ୍ତି,ଯଦି ପ୍ରକୃତ ଭକ୍ତ ହେଇଥାନ୍ତା ତାହାହେଲେ କେବେ ହେଇନଥାନ୍ତା, ସେମାନେ ସବୁ କେବଳ ଦେଖେଇ ହେବା ପାଇଁ ଯାଉଛନ୍ତି।ଆଉ ଗୋଟେ କଥା ମୁଖ୍ୟମନ୍ତ୍ରୀଙ୍କୁ ଦୋଷ ଦିଆ ଯାଉଛି ଯେ ମୁଖ୍ୟ ମନ୍ତ୍ରୀ ଭୁଲ ମାଗନ୍ତୁ ଆରେ ଭାଇ ମୁଖ୍ୟ ମନ୍ତ୍ରୀ କଉଟି ଥିଲେ ଆଉ ଭକ୍ତ ମାନେ ଜଗନ୍ନାଥଙ୍କୁ ତଳକୁ ନେଉଥିଲେ ତାହାହେଲେ ମୁଖ୍ୟ ମନ୍ତ୍ରୀ ର ଭୁଲ କଉଟି ରହିଲା
@sipusenapati9977
@sipusenapati9977 15 күн бұрын
🙏 ଜୟ ଜଗନ୍ନାଥ 🙏😢😢
@manashnayak2794
@manashnayak2794 15 күн бұрын
କଳି ଯୁଗ ବହୁତ ଜଲ୍ଦି ଶେଷ ହବାକୁ ଯାଉଛି ଜୟ ଜଗନ୍ନାଥ 🙏🏻🙏🏻🙏🏻
@omm6324
@omm6324 15 күн бұрын
Eie arambha
@anantaaruk1506
@anantaaruk1506 15 күн бұрын
Jay jagannath🙏🙏🙏
@sanjuktadas1718
@sanjuktadas1718 15 күн бұрын
Yes lack of dedication . please God forgive us and save the universe 🙏
@Biswalbijaykumar942
@Biswalbijaykumar942 15 күн бұрын
Jay Jagannatha 🙏🙏
@user-rq3dx7ce4h
@user-rq3dx7ce4h 15 күн бұрын
He prabhu rakhya kara prabhu 🙏🙏🙏🙏🙏🙏🙏🙏🙏🙏
@padmalochansetha7891
@padmalochansetha7891 15 күн бұрын
Jai Jagannath 🥰🥰🥰
@user-sl5yr5vj8w
@user-sl5yr5vj8w 15 күн бұрын
🙏🙏
@sujitbarik6911
@sujitbarik6911 15 күн бұрын
Jay Shree Jagannath 💕
@pratapsahoo1678
@pratapsahoo1678 15 күн бұрын
Jay shree jagannath Swami
@amitapanda334
@amitapanda334 15 күн бұрын
Dhanre ye drusya dekhantu Mahaprabhunkapachare pata dora hi lagini pachare daudi lagauchhanti ye dukhdayaka. Manima khyma karo. Bahut dukh.
@bikramcharanrout2327
@bikramcharanrout2327 15 күн бұрын
ଜୟ ଜଗନ୍ନାଥ
@PastEventsTV
@PastEventsTV 15 күн бұрын
Todays pandas are corrupt looting my prabhu assets
@Utakal6203
@Utakal6203 15 күн бұрын
ଦଇତା ପତି ଭିତରୁ ଦୁଇ ଜଣ ମରିଯିବା ଦରକାର ଟା ପରେ ହିଁ ଜାଣିପାରିବେ
@saraswatiharipal7280
@saraswatiharipal7280 15 күн бұрын
Bahut dukh lagila 😢Jay jagannath 🙏
@kalandicharansinghkalandic4605
@kalandicharansinghkalandic4605 15 күн бұрын
Deha sahuni prabhu kn heigala love
@JayshankarPanda-ed5mn
@JayshankarPanda-ed5mn 15 күн бұрын
Ama odia jati abang jagannath premi bhakta NKU bahut bahut bahut mana ku aghata hoichi 😢😢😢😢😢😢😢😢 he maha bahu tume hin jagat karata tume hin sarbe sarba bhul thile khyama debe Prabhu 😭😭😭😭😭😭😭😭😭
@Majidkhan-xe5yh
@Majidkhan-xe5yh 15 күн бұрын
Bohut dukhara bisaya life re first time emiti dekhili😢😢😢
@mikunswainmikun2539
@mikunswainmikun2539 15 күн бұрын
Khyma kar pravu 🙏🙏🙏
@JayPrakashrana-i3e
@JayPrakashrana-i3e 15 күн бұрын
He prabhu 😢😢😢😢😢😢kn hela a sabu.aau nistara nahi kichhi na kichhi agaku ghatiba .Puri gote dhama re jauchi kintu a papi manisa ate jiba hatya karuchi khauchi kete papa chalichi a sansara re😢😢😢😢😢😢😢😢
@priyankajena411
@priyankajena411 15 күн бұрын
Prabhu khyama karantu🙏🙏
@GoutamMukhi-sw7sr
@GoutamMukhi-sw7sr 15 күн бұрын
hey narayana Krupa kara a kali zuga ra anta kara pravu trahimam trahimam trahimam
@bapuindian
@bapuindian 15 күн бұрын
Sebayata manaka prabala dhana sampati heigalani, tenu semananka thakuranka prati au nista nahin. Jai jagannath
@b.e.dlearninodia8292
@b.e.dlearninodia8292 15 күн бұрын
Hey pravu 😢😢
DAD LEFT HIS OLD SOCKS ON THE COUCH…😱😂
00:24
JULI_PROETO
Рет қаралды 15 МЛН
50 YouTubers Fight For $1,000,000
41:27
MrBeast
Рет қаралды 192 МЛН
A clash of kindness and indifference #shorts
00:17
Fabiosa Best Lifehacks
Рет қаралды 116 МЛН
'ଟଚ୍ କଣ କରୁଛୁ ବେ'
14:34
OTV
Рет қаралды 1,9 МЛН
A Planned Arrest | To Catch a Smuggler | हिन्दी | National Geographic
21:30
National Geographic India
Рет қаралды 1,6 МЛН
DAD LEFT HIS OLD SOCKS ON THE COUCH…😱😂
00:24
JULI_PROETO
Рет қаралды 15 МЛН