Рет қаралды 73,427
It is a famous odia poem written by Gopabandhu Das. this poem is based on the natural beauty of the Chilika Lake of Odisha. Pandit Gopabandhu Das requested the ongoing train to stop at Chilika as he wanted to see the beautiful scenarios of the lake and he described it in this poem named as " Rela upare Chilika darshana". This poem is recited by Janmejaya Purohit.
ଏହା ହେଉଛି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ଵାରା ରଚିତ ଏକ ଅତ୍ୟନ୍ତ ଜନପ୍ରିୟ କବିତା । ଚିଲିକା ହ୍ରଦର ରୂପ ସୌନ୍ଦର୍ଯ୍ୟ ର ଦର୍ଶନ କରିବା ପାଇଁ ସେ ଚଳୁଥିବା ରେଳଗାଡ଼ି କୁ ଅଟକିବା ପାଇଁ ଆହ୍ବାନ କରିଥିଲେ ଏବଂ ସେହି ପ୍ରସଙ୍ଗ କୁ କବିତା ର ରୂପ ଦେଇ ରଚନା କରିଛନ୍ତି "ରେଳ ଉପରେ ଚିଲିକା ଦର୍ଶନ " ନାମକ କବିତା । ଏହି ଭିଡିଓ ରେ କବିତାଟିକୁ ଆବୃତ୍ତି କରିଛନ୍ତି ଜନ୍ମେଜୟ ପୁରୋହିତ ।
ଓଡ଼ିଆ ଭାଷା, ସାହିତ୍ୟ , ସଂସ୍କୃତି ଇତ୍ୟାଦି ଉପରେ ବିଭିନ୍ନ ଭିଡିଓ ପାଇବା ପାଇଁ ଆମ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ ।
ଆମକୁ ଯୋଗାଯୋଗ କରନ୍ତୁ ।
Email ID -
mahanamamatrubhasa@gmail.com
Instagram re follow karantu
I'm on Instagram as @mahan_ama_matrubhasa. Install the app to follow my photos and videos. www.instagram....
Facebook page like karantu
/ %e0%ac%ae%e0%ac%b9%e0%...
Facebook group join karantu
/ 916294081781547
#GopabandhuDas #Odiakabita #Kabya #ଓଡ଼ିଆ #Kabyaokabita