Ratha Yatraରେ Naveen Patnaikଙ୍କୁୁ ମଞ୍ଚ ଉପରକୁ ଡାକି ନେଲେ କେନ୍ଦ୍ର ମନ୍ତ୍ରୀ Dharmendra Pradhan, ଦେଖନ୍ତୁ

  Рет қаралды 162,061

Mobile News 24x7

Mobile News 24x7

Күн бұрын

#rathyatra #naveenpatnaik #dharmendrapradhan #rathyatra #purirathyatra2024 #puri
Ratha Yatraରେ Naveen Patnaikଙ୍କୁୁ ମଞ୍ଚ ଉପରକୁ ଡାକି ନେଲେ କେନ୍ଦ୍ର ମନ୍ତ୍ରୀ Dharmendra Pradhan, ଦେଖନ୍ତୁ
Mobile News 24×7 is a News Portal based out of Bhubaneswar, Odisha. It publishes true and unbiased news without any fear and gives an insight into all recent events and updates. Our Bureau includes Writers, Reporters and Stringers from across the country. We write analytical and evidence based stories along with the news updates.
Join Our WhatsApp Group: chat.whatsapp....
For the latest Odisha News Follow us:
Visit US: odia.mobilenew...
KZbin: / mobilenews24x7
Facebook: / mobilenews24x7odia
Twitter: / 24x7odia
Kooapp: www.kooapp.com...
Pinterest: / mobilenews24x7
#MobileNews24x7 #TrendingNews #MobileNews #LatestNews #BreakingNews #OdiaNews #Odia24x7

Пікірлер: 332
@susantaacharya1143
@susantaacharya1143 3 ай бұрын
ନବୀନ ପଟ୍ଟନାୟକଙ୍କୁ ଜଗନ୍ନାଥ ଭଲରେ ରଖନ୍ତୁ ।
@ParabirPanda-to3rh
@ParabirPanda-to3rh 3 ай бұрын
Nil corruptions.Do you think?
@papumohanty8621
@papumohanty8621 3 ай бұрын
ବିଜେପି ଆଉ ବିଜେଡି ଫରକ କିଛି ନାହିଁ ଖାଲି ଯାହା ପଠାନ ପ୍ରେମୀ କଂଗ୍ରେସ...
@bijoykumardas4173
@bijoykumardas4173 3 ай бұрын
BJP BJD bhai bhai. Samaya asiba DP NP ek hebe
@ajaykumarajaykumar4799
@ajaykumarajaykumar4799 3 ай бұрын
ଧର୍ମେନ୍ଦ୍ର ଜିଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ 🙏🙏🙏🙏
@fflife9409
@fflife9409 3 ай бұрын
Dharmendar mo Banda mundi
@atalbiharisahoo7506
@atalbiharisahoo7506 3 ай бұрын
tela maribaku padiba. Rajya sabhare support pai
@atalbiharisahoo7506
@atalbiharisahoo7506 3 ай бұрын
Kintu Good Decission Dharmendra pradhan. Bhitare jaha hau Odianka bhaichara rahu.
@BhawaniPrasaRout
@BhawaniPrasaRout 3 ай бұрын
ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକ ଙ୍କୁ ବୁଢ଼ା କହିଥିଲେ election time re Abe କଣ ପାଇଁ ଡ୍ରାମା କରୀକୀ ଇଜ୍ଜତ ଦେଉଛନ୍ତି ନବୀନ ପଟ୍ଟନାୟକ ଙ୍କୁ
@pintusahoo-informative
@pintusahoo-informative 3 ай бұрын
ଧର୍ମେନ୍ଦ୍ର ସାର୍ ଶପଥ ପାଠ ଦିନ ବି ନବୀନ ସାର୍ କୁ ପାଛୋଟି ନେଇଥିଲେ ଆଉ ଆଜିବି,ହୁର୍ଦୟରୁ ଧନ୍ୟବାଦ୍
@sudamnayak3087
@sudamnayak3087 3 ай бұрын
ଗୁରୁଜନଙ୍କୁ କିଭଳି ସମ୍ମାନ ଦିଆଯାଏ , ଆସନ୍ତୁ ଆମେ ସମସ୍ତେ ଧର୍ମେନ୍ଦ୍ର ସାରଙ୍କୁ ଅନୁସରଣ କରି ନିଶ୍ଚୟ କିଛି ଶିଖିବା
@surendranathrath504
@surendranathrath504 3 ай бұрын
ସୁନ୍ଦର ପରମ୍ପରା ସଂସ୍କୃତି କୁ ସମ୍ମାନ ଦେବା ଶିଖିଲେ, ରାଜ୍ୟ ର ଅନେକ ମଙ୍ଗଳ ସାଧିତ ହୋଇପାରିବ। ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ଯବହାର ଭଲଲାଗିଲା। ନବୀନ ପଟ୍ଟନାୟକ ମହୋଦୟ ନିଜ ବ୍ଯବହାର ପାଇଁ ସମସ୍ତଙ୍କ ପାଇଁ ଶ୍ରଦ୍ଧା ସମ୍ମାନ ର ଯୋଗ୍ୟ।
@ChristadanKhara
@ChristadanKhara 3 ай бұрын
ନବୀନ ସାର୍ ଆଜି ଭି ଲୋକ ଙ୍କ ହୃଦୟ ରେ ମୁଖ୍ୟମନ୍ତ୍ରୀ
@subaldas9613
@subaldas9613 3 ай бұрын
ବିଜେପି କୁ ବହୁତ ଧନ୍ୟବାଦ ନବୀନ ସରଙ୍କୁ ପଛତିନେଲେ
@rabindradash6381
@rabindradash6381 3 ай бұрын
କୁଜିନେତା ମାନେ ଏଥିରେ କିଛି ଶିକ୍ଷା ହାସଲ କରିବେ ବୋଲି ଆଶାକରୁଛି।❤
@ajaykumarajaykumar4799
@ajaykumarajaykumar4799 3 ай бұрын
ଧର୍ମେନ୍ଦ୍ର ସାରଙ୍କର ମହାନତାକୁ ଦେଖି ଆଖିରେ ଲୁହଆସିଗଲା, ବହୁତ ବହୁତ ଧନ୍ୟବାଦସାର ଆପଣଙ୍କୁ ଭଗବାନ ଭଲରେ ରଖିଥାନ୍ତୁ 🙏🙏🙏🙏
@DEEPAKNAYAK-qo3ng
@DEEPAKNAYAK-qo3ng 3 ай бұрын
ନବୀନ ସାରଙ୍କ୍ ସରଳତା ଦେଖିଲେ ଦୁଃଖ ଲାଗୁଛି, କାହିଁକି ନା ସେ ଅତି ନମ୍ରଭାବରେ ତଳୁ ହିଁ ସମସ୍ତଙ୍କୁ ତାଙ୍କ ପ୍ରଣାମ ଜଣାଇଥିଲେ ।
@manojbarik99
@manojbarik99 3 ай бұрын
ବଡ଼ ମାନଙ୍କୁ ସମ୍ମାନ ଦେବା ,ଏହା ଆମ ଜଗନ୍ନାଥ ସଂସ୍କୃତି ର ଶିକ୍ଷା।
@Godeepak
@Godeepak 3 ай бұрын
ଧର୍ମେନ୍ଦ୍ରଙ୍କ ଙ୍କ ହୃଦୟ ବହୁତ ବଡ଼
@Ayushmanhota-p3u
@Ayushmanhota-p3u 3 ай бұрын
Nabin babu jane bahut saral au vala manisha
@friend9449
@friend9449 3 ай бұрын
ମୋହନ ସରକାର ର ଗର୍ବ ବଢ଼ିଯାଇଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରେ ଟିକେ ବି ଗର୍ବ ନାହିଁ।ହୃଦୟରୁ ବହୁତ ଧନ୍ୟବାଦ।
@sisirswain5707
@sisirswain5707 3 ай бұрын
Bahut bhai, magia ku gadiru hateiba ku padiba
@sanghamitradas371
@sanghamitradas371 3 ай бұрын
Au kichina sabu ego bjd pakhare
@Jayanti566
@Jayanti566 3 ай бұрын
Mohan sir nka pakhare garba kn pain asiba .dukhi gariba samastanku sanman karuchanti
@friend9449
@friend9449 3 ай бұрын
@@Jayanti566ଦେଖିବୁ ଆଉ କିଛି ଦିନ୍ ଯାଉ
@thunderstorm5362
@thunderstorm5362 3 ай бұрын
😂😂😂
@UpendraHati-gn5ym
@UpendraHati-gn5ym 3 ай бұрын
ରାଜନୀତି ତା ଜାଗାରେ ଥାଉ ଧନ୍ୟବାଦ ଧର୍ମେନ୍ଦ୍ର ପ୍ରଧାନ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ଆଖି ଆଗରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କୁ ସ୍ୱାଗତ କରିଥିବାରୁ ଜୟ ଜଗନ୍ନାଥ 🙏 ଜୟ ଶ୍ରୀରାମ 🙏
@hemantabiswal2493
@hemantabiswal2493 3 ай бұрын
ଧନ୍ୟବାଦ ପ୍ରଧାନ ସାର୍ ସବୁ କିଛି ପ୍ରଭୁ ଜଗନ୍ନାଥଙ୍କ ଲିଲା
@murmuthakur7573
@murmuthakur7573 3 ай бұрын
ଜୟ ଜଗନ୍ନାଥ 🌷🙏🌷 ନବୀନ ପଟ୍ଟନାୟକ ସାର୍🙏
@japanisamal3937
@japanisamal3937 3 ай бұрын
Au CM nka thhu
@kirttimeghabisoi7404
@kirttimeghabisoi7404 3 ай бұрын
Dharmendra Pradhan ku dhanyavad Nije asi Nabiin Pattnaik nku uparaku nele Bhahut bhala
@silpibrajendrarout5921
@silpibrajendrarout5921 3 ай бұрын
ଅଶୁରେ ଭରି ଯାଉଛି। ଦୁଇ ନେତାଙ୍କୁ ମୋ ପ୍ରଣାମ । ଜୟ ଜଗନ୍ନାଥ
@amiyapriyabhoi7651
@amiyapriyabhoi7651 3 ай бұрын
Dharmendra Pradha sir bahutt dhanyawad 🙏🏻 respect x cm nku
@bijanmeher-tf5oo
@bijanmeher-tf5oo 3 ай бұрын
ଏଇଟା ଧର୍ମେନ୍ଦ୍ର ବାବୁ ଙ୍କ ବଡ଼ ପଣିଆ ଧନ୍ୟବାଦ ଧର୍ମେନ୍ଦ୍ର ବାବୁ
@srikantamajhi7626
@srikantamajhi7626 3 ай бұрын
ରାଜନୀତି ଭାଡ଼ ମେ ଯାଉ ଆମ ପ୍ରଭୁ ପାଇଁ ଆମେ ଏକ 🙏🙏 ଜୟ ଜଗନ୍ନାଥ 🙏🙏
@BalaramNath-fe8ws
@BalaramNath-fe8ws 3 ай бұрын
ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିଲେ ଦୟା ଲାଗୁଛି କୋଉ ମାନେ ବୁଝୀପାରୁଛ
@sp8200
@sp8200 3 ай бұрын
He was chief minister for 24yrs still he has given respect to people’s mandate and has not gone to stage directly, giving respect to Mohan ji🙏
@deepakpallai9307
@deepakpallai9307 3 ай бұрын
Naveen always Naveen ❤️
@sabitamallik6547
@sabitamallik6547 3 ай бұрын
Thank you Dharmendra sir ,Apana mancharu asi Naveen sir nku pachhoti nei gale.🙏
@surenkumarpal3585
@surenkumarpal3585 3 ай бұрын
Salute to Dharmendra Ji
@sunilkumarbehera3804
@sunilkumarbehera3804 3 ай бұрын
ଏ ହେଉଛି ବିଜେପି ର ସଂସ୍କାର କିନ୍ତୁ bjd ରେ ଏମିତିଆ ଦେଖା ଯାଏ ନାହିଁ
@santoshpradhan4520
@santoshpradhan4520 3 ай бұрын
କେବେ ନବୀନ ବାବୁ ଏମିତି ବିରୋଧୀ ଦଳ ନେତାଙ୍କୁ ସମ୍ମାନିତ କରିବା ଦେଖିଛନ୍ତି କି ??
@arunkumarpradhan6553
@arunkumarpradhan6553 3 ай бұрын
Thanks Dharmendra babu,respect to Nabin is respect to all Odia Bhai. Thanks for your courtesy.
@Ambassador_Christ
@Ambassador_Christ 3 ай бұрын
Long live Naveen Patnaik
@gopinathpujahari1374
@gopinathpujahari1374 3 ай бұрын
ଅତି ସୁନ୍ଦର ଦୃଶ୍ୟ।ଓଡ଼ିଆ ପରମ୍ପରା ର ନିଦର୍ଶନ।
@kamallochanmohanta8870
@kamallochanmohanta8870 3 ай бұрын
ଧର୍ମେନ୍ଦ୍ର ବାବୁ ଙ୍କ ଏହି ଉଦାର ମନୋଭାବ ପାଇଁ କୋଟି କୋଟି ଧନ୍ୟବାଦ 🙏🙏
@durgaprasadjyotishray1984
@durgaprasadjyotishray1984 3 ай бұрын
ଏଇଟା ହେଲା ବିଜେପି ର ସଂସ୍କାର
@HUMTUM19841
@HUMTUM19841 3 ай бұрын
Jemiti Manyabara kendra Mantri tala ku aasi Naveen Pattnaik sir nku pachhoti nele seithi paai Dharmendra Pradhananka prati mora sammana badhi gala .He is such a kind hearted Person
@lalitnayak9545
@lalitnayak9545 3 ай бұрын
Dukha Maa tia apanku dekhile kandi pakauchhi kn pain Sir
@amulyamohanty24
@amulyamohanty24 3 ай бұрын
ଅତି ସୁନ୍ଦର ଆଚରଣ ଧନ୍ୟବାଦ ଧର୍ମେନ୍ଦ୍ର ବାବୁ
@harprasadsenapati3945
@harprasadsenapati3945 3 ай бұрын
Dharmendra Sir nka hrudaya au manabikata bahut sundar
@KashinathSahoo-hz5xk
@KashinathSahoo-hz5xk 3 ай бұрын
ଧର୍ମେନ୍ଦ୍ରସାର୍ କଂ ମହାନତା ପ୍ରକୁର୍ତରେ ବହୁତ ଭଲ ଲାଗିଲା
@muodia2002
@muodia2002 3 ай бұрын
ଧନ୍ୟବାଦ ପ୍ରଧାନ ସାର
@tapaswinikhutuli5227
@tapaswinikhutuli5227 2 ай бұрын
ହେ ଭଗବାନ ଆମ ନବୀନ sir ଙ୍କୁ ଭଲରେ ରଖିଥାଅ ଆଉ ଧର୍ମେନ୍ଦ୍ର sir ଙ୍କୁ ଧନ୍ୟବାଦ
@subashchandrasethi833
@subashchandrasethi833 3 ай бұрын
Thank you Dharmendra sir
@AbhimanyuPattayat
@AbhimanyuPattayat 3 ай бұрын
ମହାପ୍ରଭୁଙ୍କ ଇଛା ବିନା କିଛି ହୋଇପାରେନା, ସବୁ ସେଇ ଜଗତର ନାଥ ଜଗନ୍ନାଥଙ୍କ ଲୀଳା, ଧର୍ମେନ୍ଦ୍ର ସାର ଙ୍କୁ ପ୍ରଭୁ ଖୁସିରେ ରଖନ୍ତୁ, ଜୟ ହିନ୍ଦ 🙏❤🙏
@deeptijyoti4717
@deeptijyoti4717 3 ай бұрын
ନିର୍ବ।ଚନ ପୂର୍ବରୁ ସମ୍ବଲପୁର ରେ ଶିକ୍ଷା ମନ୍ତ୍ରୀ ଯାହା comment କରିଥିଲେ ତାର ପ୍ରାୟଶ୍ଚିତ କରୁଛନ୍ତି ।ତଥାପି ଧନ୍ୟବାଦ୍
@hiteswarnaik3128
@hiteswarnaik3128 3 ай бұрын
Thanku Dharmendra sir❤❤❤
@pradoshbehura3794
@pradoshbehura3794 3 ай бұрын
ଜୟ ଜଗନ୍ନାଥ ସଂସ୍କୃତି, ଜୟ ଓଡ଼ିଆ ଅସ୍ମିତା। ବହୁତ୍ ଖୁସି ଲାଗିଲା ଧର୍ମେନ୍ଦ୍ର ବାବୁ ମଞ୍ଚ ତଳକୁ ଯାଇ ନବୀନ ବାବୁ ଙ୍କୁ ମଞ୍ଚ ଉପରକୁ ପାଛୋଟି ନେଲେ। ଏହାଦ୍ବାରା ନବୀନ ବାବୁ ଙ୍କ ସହ ଧର୍ମେନ୍ଦ୍ର ବାବୁ ଙ୍କ ସମ୍ମାନ ବଢ଼ିଲା।
@scintillatingstar5479
@scintillatingstar5479 3 ай бұрын
Bahut bhala parmpara. Dharmendra babu nku bahut dhanyabad . 🙏
@tusharmoharana7857
@tusharmoharana7857 3 ай бұрын
Great heart of dharmendra sir show the reality of odiatwa
@dibyalochanpatel7802
@dibyalochanpatel7802 3 ай бұрын
Long live Nabin Sir❤Jay Jagannath ❤
@chintamanidash8365
@chintamanidash8365 3 ай бұрын
ସ୍ଵାଗତମ୍ ନବୀନ ବାବୁ, ଧନ୍ୟବାଦ ଧର୍ମେନ୍ଦ୍ର ପ୍ରଧାନ ଜି। ବହୁତ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଲା ଯଦି ନବୀନ ବାବୁ ଙ୍କୁ ମଞ୍ଚ ଉପରକୁ ଡାକି ନଥାନ୍ତେ ତେବେ ଏଇଟା ଓଡ଼ିଶା ଆଉ ଓଡ଼ିଆ ସଂସ୍କୃତି ପ୍ରତି ଅପମାନ ହୋଇଥାନ୍ତା। ବଡ ଙ୍କୁ ସମ୍ମାନ ଆମ ଠାକୁର ବି ଦେବାକୁ ଶିଖାଇଛନ୍ତି ଆଉ ବର୍ତ୍ତମାନ ବି ପାଳନ କରନ୍ତି
@healthandmotivation4279
@healthandmotivation4279 3 ай бұрын
Naveen sirnku dekha kemiti sir mancha tale Rahi nija salinata rakhi samastanku namaskar karuchanti
@dipudas7449
@dipudas7449 3 ай бұрын
Navven sir always legend
@abhiramnewton4451
@abhiramnewton4451 3 ай бұрын
Naveen Patnaik chanhi thile, 2009 /14 re cabinet minister hei pari thante, kintu se Odisha ra development karei ba pain , centre politics re munda purei le nahi, kintu Odisha basi tanku CM ru ha tei dele
@skpanigrahy5770
@skpanigrahy5770 3 ай бұрын
Bahut vala kale Dharmendra Babu
@rameshchandradash4605
@rameshchandradash4605 3 ай бұрын
Very good dharmendraji,
@sanjayjena9566
@sanjayjena9566 3 ай бұрын
Dharmendra. Sir. ❤❤❤👏👏👏💯💯💯👏👏👏
@rajendrakumarbastia1527
@rajendrakumarbastia1527 3 ай бұрын
Dharmendra Pradhan sir thanku
@khirodshasini5577
@khirodshasini5577 3 ай бұрын
Bahut vala kaam . Education minister sir.
@BibunaBibhuti
@BibunaBibhuti 3 ай бұрын
Thanks dhamendra good behaviour bjp govt.odisha
@subhakantasahoo8004
@subhakantasahoo8004 3 ай бұрын
ଇଏ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଅସ୍ମିତା ❤
@ijf-v7z
@ijf-v7z 3 ай бұрын
Dharmendra. Pradhanank. Mahaniyataku dhanyabad. Odisha. Basi
@chandankumarmatia4761
@chandankumarmatia4761 3 ай бұрын
Dharmendra Pradhan good
@niharranjanpadhi-lk4gq
@niharranjanpadhi-lk4gq 3 ай бұрын
Jay Jagannath ki jai ho,Today I fill 😂 very sad moments for our ex cm of odisha, really gentleman of odisha, dear Dharmendra sir you are great leader of odisha we never forget your company with Naveen sir, Jay odisha Jay india Jay biswo prasidha Rath yatra Puri,
@premkumarmohanty2444
@premkumarmohanty2444 3 ай бұрын
Good gesture by Dharmendra Pradhan.
@dayanidhimishra2145
@dayanidhimishra2145 3 ай бұрын
🙏 Jay Jagannath mahaprabhu🙏 🙏Long Live Nabin sir 🙏
@subhransusekhardash8774
@subhransusekhardash8774 3 ай бұрын
This is my odisha❤
@i_amhbb
@i_amhbb 3 ай бұрын
Mo naveen babu😭😭❤❤
@njcreation4648
@njcreation4648 3 ай бұрын
ବାବା ମାନେ ଭଲସେ ଦେଖେ ଆମ ମହା ମହିମା କହିବାରୁ ବାବୁ ଜଣ କ ତଳକୁ ଗଲେ ଜୟ ଜଗନ୍ନାଥ ⚫‼️⚫
@debendrasamal1425
@debendrasamal1425 3 ай бұрын
Thank you Dharmendra sir for respect our former Chief minister
@shasikantabaral5591
@shasikantabaral5591 3 ай бұрын
Thanks dharmendra sir
@amodnaik8163
@amodnaik8163 3 ай бұрын
Thank you Dharmendra ji,it's real Odia Asmita
@tapansatapathy3050
@tapansatapathy3050 3 ай бұрын
I like Naveen sir's simplicity ❤🙏👌🙏
@jitendranayak3569
@jitendranayak3569 3 ай бұрын
Bahut dukha lagila sesare ama nabin babu tala stage re 😢😢😢😢
@bmcreation4171
@bmcreation4171 3 ай бұрын
ନବୀନ ପଟ୍ଟନାୟକ ଜିନ୍ଦାବାଦ
@ratikantajena08
@ratikantajena08 3 ай бұрын
Naveen Pattnaik's grace & statesmanship is unparallel.
@mihirkumarbarik6867
@mihirkumarbarik6867 3 ай бұрын
Jay jagannath nabin pattnaik is great person our country and. Proud of you
@sujitsrichandan9141
@sujitsrichandan9141 3 ай бұрын
Dharmendra sir apannaka mahanata dekhi imotinal heigali.. Thank u sir apannaku bahut bahut prannam🙏🙏🙏
@PuspakKumarMohanty
@PuspakKumarMohanty 3 ай бұрын
PERFECT GESTURE FROM PRADHAN FOR A GREAT STATESMAN .
@anusahu5442
@anusahu5442 3 ай бұрын
Jagannath bless you sir 🙏💞
@shishirranjanlenka.399
@shishirranjanlenka.399 3 ай бұрын
Manavikatara Murti Darmendra Pradhan Sir. Heartily thanks Dharmendra Sir. JAY BJP.
@mathsbug_yt
@mathsbug_yt 3 ай бұрын
Odisha people ❤
@SatyanandaMallik-vc6us
@SatyanandaMallik-vc6us 3 ай бұрын
Naveen sir nku jagannatha bhalare rahantu
@NiranjanNayak-e7f
@NiranjanNayak-e7f 3 ай бұрын
Jay Jagannatha 🙏🙏🙏
@surendrabehera6511
@surendrabehera6511 3 ай бұрын
Aita ama odia nka sundar parampara bahut sundar
@amulyanayaks1438
@amulyanayaks1438 3 ай бұрын
ଆଖିରୁ ଲୁହ ଆସି ଯାଉଛି ନଵିନି sir ଙ୍କୁ ଦେଖି, Jay Jagannath
@Dsmeher
@Dsmeher 3 ай бұрын
ଭାଈ ମାନେ ଆମର 2 ଦିନ ର ଜୀବନ, କାହାର କେବେ କଣ ହେବ ଜଣା ନାହିଁ । ଦୟା କରି ସମସ୍ତେ ମିଳି ମିଶି ରହିବ ଦରକାର୍। ଜୟ ଜଗନ୍ନାଥ ⭕❗⭕ (Love from sambalpur)
@abinashmohanty546
@abinashmohanty546 3 ай бұрын
Right kete bele kn haba kichhi kahihabani tenu raga,dwesa,hinsa,irsa nakari samastanka sahita milimishi rahiba uchit.
@prasantpradhan3925
@prasantpradhan3925 3 ай бұрын
Best Moment 2024...Happy Ratha Yatra...
@tapansatapathy3050
@tapansatapathy3050 3 ай бұрын
Dil khuss Ho gayaa ....Sir👍🙏
@ODIATRAVELZONE
@ODIATRAVELZONE 3 ай бұрын
Jay jagannath
@niranjanpradhan8299
@niranjanpradhan8299 3 ай бұрын
ଜୟ ନବିନୀ ଜୟ ଜଗନ୍ନାଥ
@akhilkumarray3930
@akhilkumarray3930 3 ай бұрын
ଜୟ ଜଗନ୍ନାଥ 🙏🙏🙏
@gulupapu7865
@gulupapu7865 3 ай бұрын
Dharmendraji.thankyou
@muodia2047
@muodia2047 3 ай бұрын
Its a very high value tradition to greet Naveen babu. A very positive message spreading among the people.
@Pankajbehera-tu4pi
@Pankajbehera-tu4pi 3 ай бұрын
Thanks u🎉🎉🎉our Honeble. Minister dharmendra ji work is God 🙏many many thanks🙏 sir🙏 our Ex CM nk panee apan nku ashesh🙏🙏🙏
@subhransudalai8360
@subhransudalai8360 3 ай бұрын
Naveen Babu ❤
@biswambarsatapathy9398
@biswambarsatapathy9398 3 ай бұрын
Naveen Babu jindabad Jagannath apanku bhala rakhantu
@prafullachandrasethy6222
@prafullachandrasethy6222 3 ай бұрын
Amiti drusya dekhile marijibaku ichhahauchhi.kete sarala kete sundar byabahara amesamaste ama nabin nka thu sikhiba.dhanya he mohabahu odishare emiti srasta sruthi karichha.
@sanjayaojha1228
@sanjayaojha1228 3 ай бұрын
Right
@jitenpradhan5619
@jitenpradhan5619 3 ай бұрын
Very good gesture..
@sivasambhulenka3086
@sivasambhulenka3086 3 ай бұрын
This etiquette will be learned for every political party’s worker, how powerful a Odisha’s son/daughter!! We may not have much money but we are rich in our culture…. You will not find hate in between political leaders please like and spread this msg
@tapansatapathy3050
@tapansatapathy3050 3 ай бұрын
Yess...Right👌👍
@NrusinghaCharanRatha
@NrusinghaCharanRatha 3 ай бұрын
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@santoshbehera2627
@santoshbehera2627 3 ай бұрын
❤❤❤Dhrmendra ji apana samastanka hurdyea jitigale❤❤
@hariharpradhan2037
@hariharpradhan2037 3 ай бұрын
Great dharmender pradhan....really u r the hero sir.
@srikantaharichandan1464
@srikantaharichandan1464 3 ай бұрын
ନବୀନ ତ ଓଡ଼ିଶାର ମୂରବୀ।।କ୍ଷମତା ରେ ଥାଆନ୍ତୁ ବା ନଥନ୍ତୁ ସମସ୍ଥ ଙ୍କ ସମ୍ମାନ ରହିବ ତାଙ୍କ ପାଇଁ
@bishnucomedi1293
@bishnucomedi1293 3 ай бұрын
Badanku sanman bujilu
@srikantaharichandan1464
@srikantaharichandan1464 3 ай бұрын
@@bishnucomedi1293 hn ebe bujhili tu gote bedha pila jie ki any comments upare tu ta re lekhe
Exclusive Interview With Sura Routray | Odisha Reporter
40:38
Odisha Reporter
Рет қаралды 13 М.
规则,在门里生存,出来~死亡
00:33
落魄的王子
Рет қаралды 27 МЛН
哈莉奎因怎么变骷髅了#小丑 #shorts
00:19
好人小丑
Рет қаралды 56 МЛН
Naveen Patnaik Biography Video | 24 Years Journey Of Naveen Patnaik
17:44
Rath Yatra 2024 | Shree Jagannath Anubhuti | Pragyan | Alankar TV
16:20
规则,在门里生存,出来~死亡
00:33
落魄的王子
Рет қаралды 27 МЛН