Ratna Bhandar News:Rama Krushna Dash Mohapatraଙ୍କ ବଡ଼ ବୟାନ୍‌ ‘ରତ୍ନଭଣ୍ଡାରରୁ ବିଚିତ୍ର ଶବ୍ଦ ଶୁଣିଛି’|N18V

  Рет қаралды 316,338

News18 Odia

News18 Odia

Күн бұрын

Ratna Bhandar News:Rama Krushna Dash Mohapatraଙ୍କ ବଡ଼ ବୟାନ୍‌ ‘ରତ୍ନଭଣ୍ଡାରରୁ ବିଚିତ୍ର ଶବ୍ଦ ଶୁଣିଛି’|N18V Puri Jagannath Temple Ratna Bhandar is scheduled to be opened on July 8. The news of opening of Ratna Bhandar was informed by Dr. D.B. Gadnayak, the Superintendent of the ASI. #Ratnabhandar #RatnaBhandarWillReopen #RamakrushnaDashMohapatra #BreakingNews #jagannathtemple #ratnabhandar #puri #open #purisrimandir #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇଁ ପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Пікірлер: 685
@aktutorial1179
@aktutorial1179 3 ай бұрын
କ୍ୟାମେରା ରେକର୍ଡିଙ୍ଗ ହେବ, କିଛି ଡରିବାର ନାହିଁ,
@saratchandradas9573
@saratchandradas9573 3 ай бұрын
ଅଜଥା ରେ ଲୋକ ମାନଙ୍କୁ ଠକିବା ପାଇଁ ଏମିତି କହୁଛନ୍ତି। ରତ୍ନ ଭଣ୍ଡାର ଖୋଲା ହେଲେ ଅସଲ କଥା ଧରାପଡ଼ି ଯିବ, ତେଣୁ ପ୍ରୟାସ କରୁଛନ୍ତି ନ ଖୋଲିବା ପାଇଁ।
@kamalpriyadarshipradhan5125
@kamalpriyadarshipradhan5125 3 ай бұрын
Right
@dharmendrasahu6008
@dharmendrasahu6008 3 ай бұрын
ବ୍ରାହ୍ମଣ ମାନଙ୍କୁ ଆକ୍ଷେପ କରିବା ଲୋକ ମାନଙ୍କ ଗୋଟେ ପ୍ରକୃତି ।।।।।।।
@prafumaharana3965
@prafumaharana3965 3 ай бұрын
Jay Jagannath Swami
@pujabehera5685
@pujabehera5685 3 ай бұрын
ପ୍ରଭୁ 🙏 କଁ ନିର୍ଦେଶ ନହେଲେ କାହାରି ଦମ୍ ନାହିଁ ମନେରଖ ନହେଲେ ମରିବ ସବୁତକ
@sandhyaranimohanty4334
@sandhyaranimohanty4334 3 ай бұрын
Jagannath nk echha. Jay Jagannath 🙏🏻
@swapneswarbaliarsingh7861
@swapneswarbaliarsingh7861 3 ай бұрын
Ramakrishna Mohapatra michhua , dahara ,tautara, galua
@SurendraNaik-s4f
@SurendraNaik-s4f 3 ай бұрын
ମିଛ କହୁଚୁ ତୁ କିଛି ଦରକାର ନାହିଁ ଆରାମରେ ରତ୍ନନ ଭଣ୍ଡାର ଖୋଲି ପାରିବ ବିଶ୍ଵାସ ବଡ଼ କଥା
@sanjuktabiswal1569
@sanjuktabiswal1569 3 ай бұрын
ଜୟ ଜଗନ୍ନାଥ 🙏🏽🛐🌿❤️🌼🛐ରବୀନ୍ଦ୍ର ମିଶ୍ର ଯାହା କହିଛନ୍ତି ସତ କଥା, ସେ ବହୁତ ସୁନ୍ଦର ଲୋକ ଥିଲେ, ପ୍ରଭୁଙ୍କ ବିଶ୍ୱାସ ର ଭକ୍ତ ଥିଲେ
@essjeeraj6669
@essjeeraj6669 3 ай бұрын
Jay jagannath🙏🙏🙏
@okilhembram6993
@okilhembram6993 3 ай бұрын
Chari hei sarichhi
@ashokbaral1201
@ashokbaral1201 3 ай бұрын
Pura guli
@baikunthabehera4035
@baikunthabehera4035 3 ай бұрын
ସବୁ ମିଛ ଯଥା ଶୀଘ୍ର ରତ୍ନ ଭଣ୍ଡାର ଖୋଲାଯାଇ
@abanipradhan
@abanipradhan 3 ай бұрын
ଲୋକ ଆଉ ଭକୁଆ ନାହାନ୍ତି,,😂😂 ଆଗରୁ କେମିତି ଖୋଲୁ ଥିଲା ରତ୍ନ ଭଣ୍ଡାର,,,,,, ଲାଗୁଛି କିଛି ଚୋରୀ ହୋଇଛି ବୋଧେ,, ସେଥିପାଇଁ ଖୋଲୁ ନଥିଲେ,,,, Jay Jagannath
@aktutorial1179
@aktutorial1179 3 ай бұрын
ଏ ଲୋକଟି ପୁରା ଗାଲୁଆ, କିଛି ଗଡ଼ ବଡ଼ ଅଛି
@padmanavbehera3729
@padmanavbehera3729 3 ай бұрын
ଏହି ଲୋକଟି ପ୍ରକୃତରେ ନମ୍ବର.1ଚୋର ଏହାକୁ ଅକଟ ରଖିବା ଦରକାର ପଚାରିଲେ ଗୋଟେ ଉତ୍ତର ଦେଉଛି ଗୋଟେ
@YasabantaDebata
@YasabantaDebata 3 ай бұрын
ତମେ ମାନେ ତ ଭରି ଭରୀ ସୁନା ପିନ୍ଧୁଛ ତମେ ମାନେ କେତେ ଦାନ କରିଛ.... ବେକାର ଭାଷଣ ଦିଅନି... ତମେମାନେ ଦେଉଳ ଖାଇ ଠାକୁରଙ୍କୁ ବି ଖାଇଯିବ.. ତେଣୁକରି ଏସବୁ ହବା ଦର୍କାର ରତ୍ନ ଭଣ୍ଡାର ଖୋଲା ଯିବା ଦର୍କାର ପ୍ରଭୁ ନିଶ୍ଚିତ ଦୟା କରିବେ... ଜୟ ଜଗନ୍ନାଥ... 🙏🙏🙏🙏
@bhanupratapsahoo3135
@bhanupratapsahoo3135 3 ай бұрын
😂
@jagannathmohanty1426
@jagannathmohanty1426 3 ай бұрын
Right👍
@IloveIndia526
@IloveIndia526 3 ай бұрын
Thick kahichhanti
@subashbehera9104
@subashbehera9104 3 ай бұрын
ସବୁ ରତ୍ନ ଭଣ୍ଡାର ର ଅଳଙ୍କାର ଲୁଟୁ ଛନ୍ତି ଏମାନେ ।
@nrusinghsahoo414
@nrusinghsahoo414 3 ай бұрын
ଏଟା ପୁରା ଡକାୟତ । ଜଗନ୍ନାଥ ମନ୍ଦିର ର କଳଙ୍କ। ସବୁବେଳେ ମିଛ କହେ ଆଉ ରାଜନିତି କରେ । ସୁବିଧା ପାଇଲେ ଜଗନ୍ନାଥଙ୍କୁ ବିକି ଦେବ ।
@delhahansdah8940
@delhahansdah8940 3 ай бұрын
Nihati Chora ta
@aloneboysoumya7014
@aloneboysoumya7014 3 ай бұрын
Jai jagannath aji jaya jagannath nku jaha bi Dana swarup milichhi tahar hisab achhi
@gopalparida5879
@gopalparida5879 3 ай бұрын
Sabu chora
@gopalparida5879
@gopalparida5879 3 ай бұрын
Pura ମିଛ ଓ ଭାଷଣ
@srimantamohapatra2907
@srimantamohapatra2907 3 ай бұрын
Prabhu khalyakui michha kahi nata karani
@dranupmartha1802
@dranupmartha1802 3 ай бұрын
ଏମାନେ ସବୁ ବିକି ଭାଙ୍ଗି ବେକରେ ମୋଟା ମୋଟା ସୁନା ହାର ପକେଇଛନ୍ତି....
@bahadursagar1698
@bahadursagar1698 3 ай бұрын
ଇଏ ବହୁତ୍ ମାରିଛି।ତେଣୁ ସାମ୍ବାଦିକ ଯାହା ପଚାରୁଛନ୍ତି ତାର ଓଲଟା ଉତ୍ତର ଦେଉଛି ।
@UTTKALpuaGAUTAM9152
@UTTKALpuaGAUTAM9152 3 ай бұрын
ଏ ପଣ୍ଡା ଓଡ଼ିଶା ବାସିଙ୍କୁ ବୋକା ବନ‌ଉଛି।
@NRPEducation
@NRPEducation 3 ай бұрын
ଏ ସଲା ସବୁଠୁ ବଡ଼ ଚୋର, ରତ୍ନଭଣ୍ଡାର ଖୋଲାଗଲେ ସବୁ ଚୋର ଧରାପଡ଼ିବେ। ତେଣୁ ଏ ସଲେ ବାହାନା ବନାଉଛନ୍ତି।
@SashankaSekharPatel00
@SashankaSekharPatel00 3 ай бұрын
ଆଉ କିଛି ଦିନ‌-ସମୟର ଅପେକ୍ଷା, ତାପରେ CBI ଅଫିସରୁ ଆପଣ ମାନଙ୍କର ଅଜବ ଶବ୍ଦ ଶୁଭିବ..
@sarangibibhu
@sarangibibhu 3 ай бұрын
ମନ୍ଦିର ଭିତରେ ଥିବା ସବୁ ସ୍ଵର୍ଣ୍ଣ ଅଳଙ୍କାର ର ଗଣନା କରାଯାଉ ଏବମ ଅଡିଟ କର ଯାଉ। ଏହା ସହ କୋଟି କୋଟି ଲୋକଙ୍କ ଭାବାବେଗ ଜଡ଼ିତ। ଭାଇନା କାହିଁକି ଦାରୁ ଛନ୍ତି ।
@resonepurpmc1126
@resonepurpmc1126 3 ай бұрын
କଥା ଶୁଣି ଲାଗୁଛି। ରତ୍ନ ଭଣ୍ଡାରରେ ଆଉ କିଛି ନାହିଁ। ଏ ଲୋକଟି ଏମିତି ଡ୍ରାମା କଲା ଯେ ଆଉ ରତ୍ନ ଭଣ୍ଡାର ଖୋଲା ହେବ ନାହିଁ। ଜୟ ଜଗନ୍ନାଥ 🙏🙏
@bharatdas318
@bharatdas318 3 ай бұрын
ପ୍ରଶାସକ ରବି ମିଶ୍ର ଜଣେ ପୁରୁଖା ଲୋକ ତାଙ୍କ ନିଜ ଅନୁଭୂତି ରେ କହିଛନ୍ତି , ସେ ନିଜେ ରତ୍ନ ଭଣ୍ଡାର କୁ ଯାଇଛନ୍ତି ତା ଭିତରେ କିଛି ଶବ୍ଦ ଶୁଣି ନାହାଁନ୍ତି ,
@sanjuktabiswal1569
@sanjuktabiswal1569 3 ай бұрын
ସେ ଯାହା କହି ଛନ୍ତି ବିଲୁକୁଲ ଠିକି କଥା କହି ଛନ୍ତି,
@NRPEducation
@NRPEducation 3 ай бұрын
ନା ପାଇଛି ରାମକୃଷ୍ଣ hele ରାବଣ କୁମ୍ଭକର୍ଣ୍ଣ ଭଳିଆ କଥା କହୁଛି। ଚୋରମାନେ ସବୁ ଖାଇଗଲ ଆଉ ଏବେ ଧରାପଡ଼ିବା ନାଁ ରେ ଲୋକଙ୍କୁ ଡରାଉଛ।
@rabindrananda943
@rabindrananda943 3 ай бұрын
Sei Panda paka chora Galua Dakayat
@SunilMishra-rw1wi
@SunilMishra-rw1wi 3 ай бұрын
ଯୋଉ ଜାଗା କୁ ଡର ଥାଏ ସେ ଜାଗା ରେ ପତ୍ର ଟିଏ ହଲିଲେ ମଧ୍ୟ ଡର ଲାଗେ ଏମିତି ମିଛ କହିବା ଠିକ ନୁହେଁ ସେ ହେଉଛନ୍ତି ସାରା ବିଶ୍ୱ ବ୍ରହ୍ମାଣ୍ଡ ର ଠାକୁର ଭକ୍ତ ମାନଂକୁ କାହିଁକି ଦଣ୍ଡ ଦେବେ ତାଙ୍କ ମନ୍ଦିର ସଫା ସୁତୁରା ରହିବ ଅଳଙ୍କାର ସୁରକ୍ଷା ରହିବ ଭଗବାନ ଖୁସିରେ ରହିବେ ପଣ୍ଡା ଙ୍କ ଘର ତ ମାର୍ବଲ ଚକ ଚକ କରୁଛି ବେକ ରେ ସୁନା ମାଲ ଭରି ଭରି ଲାଗିଛି ନିଶ୍ଚୟ ଖୋଲିବା କଥା ଜୟ ଜଗନ୍ନାଥ ଶରଣ ପ୍ରଭୁ ତୁମ ପାଦତଳେ
@susantanayak9728
@susantanayak9728 3 ай бұрын
ଏମାନଙ୍କ ବେକରେ ମୋଟା ମୋଟା ସୁନା chain ହେଲେ ଭଗବାନ ବେକ ଖାଲି,,, ଏତେ ସୁନା ଏମାନଙ୍କ ପାଖରେ ଆସୁଛି କୋଉଠୁ
@susantanayak9728
@susantanayak9728 3 ай бұрын
ଏହି ବ୍ୟକ୍ତି ଜଣକ ଯେତେବେଳେ ପ୍ରଭୁଙ୍କର ନବକଳେବର ସମୟରେ ଅରୁଣ ସାହୁ କୁଂସାଥିରେ ନେଇ ଯାଇଥିଲେ ଜଗତସିଂହପୁର ସାଥି ହୋଇ ସୋଇଥିଲେ ଯୋଉଟା କି ପଣ୍ଡା ମାନଙ୍କ ସହିତ ଅନ୍ୟ. କେହି ଯିବା ବାରଣ....
@jaiMaalaxmiSahoo
@jaiMaalaxmiSahoo 3 ай бұрын
Ratna bhandar kholiba uchit,jeumane kholibaku mana karuchhanti sabu chora.dhara padijiba bhaya re olta bibruti deuchhanti,jagannathankar samasta alankar sarakar dekhi Maharaja Gagapati Dibya sing deb & mandir commite twatwabdhanare saiti rakhiba uchit.Ratna bhandar maramati kari prati 5 years Khaoli parakhi rakhiba uchit.Jaijagannath.
@yudhisthirsingh9911
@yudhisthirsingh9911 3 ай бұрын
ଲୋକଙ୍କ ମନରେ ଭୟ ପୁରାଉଚି ଏ ଦାସ୍ ମହାପାତ୍ର ଏଇ ଚୋରିକରିଚି ଚୋରିରେ ସଂପୃକ୍ତ ଅଛି ଆ କଥାରୁ ବାରି ହେଇ ପଡ଼ୁଚି
@arvindagrawal4753
@arvindagrawal4753 3 ай бұрын
A sabu gold sabu ratna bhandar ra...panda manku central police ra mada darkar
@sudammarndi123
@sudammarndi123 3 ай бұрын
ବର୍ତ୍ତମାନ ସବୁ ଶବ୍ଦ ଶୁଣାଯିବ କାରଣ ସେହି ରତ୍ନଭଣ୍ଡାରରେ ରତ୍ନ ଆଉ ନାହିଁ ଉଇ ସବୁ ଖାଇ ଗଲେଣି ଲୋକଙ୍କୁ ଆଉ କଳା ଚଷମା ପିନ୍ଧାନ୍ତୁ ନାହିଁ😎😎😎🤗🤗🤗😄😄😄😄😂😂😂😂
@pramodapradhan9257
@pramodapradhan9257 3 ай бұрын
ଏଇ ଲୋକକୁ ଆଗ ଅଟକ ରଖାଯାଉ ଏମାନେ ଲୋକଙ୍କ ମନରେ ଭୟ ସୃଷ୍ଟି କରିବାର ଉଦେଶ୍ୟ କଣ
@buteswarsamal9778
@buteswarsamal9778 3 ай бұрын
Bhai tama ghara kn puri
@parvakarnayak645
@parvakarnayak645 3 ай бұрын
This candidate ratna bhandar lotera
@ramachandrasamal630
@ramachandrasamal630 3 ай бұрын
Pura sata Katha
@smutirekha9923
@smutirekha9923 3 ай бұрын
Mu nije 6 years back Katha kahuchi satare Ratna Bhandar front re ame thilu Brahman Jane amaku dekheile satare sound subhe . ....apan nije kebe puri jantu tk bhala re Katha heiki kichi Samaya sethi biteiki Brahman nku pacharibe se nije b apan nku dekheibe Sethi 5 mukhi Sapa 7 mukhi sapa lokonath achanti...nije jaiki dekhiki asantu thare
@JatadhariBehera-v9x
@JatadhariBehera-v9x 3 ай бұрын
Aha bi sandeha ra karan hoipare je ahi chora dala apari kichhi jinisa Ratna Bhandar bhitare rakhi thibe ja falare Ratna Bhandra kabata kholu kholu biraat sabda hoi fati jaipare, tapare jagannathnka kopa drusti katha kahibe. Namaskar.
@SarataSahoo-z4i
@SarataSahoo-z4i 3 ай бұрын
ସେ ମିଛ କହୁଛି କାରଣ ସଏ କିଛି ମାରି ଛି
@k4238n
@k4238n 3 ай бұрын
Sab jhoot hai. ସବୁ ମିଛ କଥା ମହାପ୍ରଭୁ ଙ୍କୁ ଟିକେ ଡର
@UTTKALpuaGAUTAM9152
@UTTKALpuaGAUTAM9152 3 ай бұрын
ଗରିବ ଲୋକଙ୍କୁ ଲୁଟୁଛନତି ଏମାନେ ।
@OMRAJSABAR-og2co
@OMRAJSABAR-og2co 3 ай бұрын
ଭଲ ଲୋକଙ୍କୁ ତାରେ ,ମାରେ ନାହିଁ ଜୟ ଜଗନ୍ନାଥ 🙏🙏🙏
@swetambarbiswal5830
@swetambarbiswal5830 3 ай бұрын
ବହୁତ ମାରୁଥିଲା ବିଜେଡି ଅମଳରେ,ଇଏ ଟିକିପୁଅ,2015ମସିହା ନବକଳେବର ରେ ଶବରପଲ୍ଲୀ ଭିତରକୁ ମନ୍ତ୍ରୀ ଅରୁଣ ସାହୁ, ଡିଜିପି ମାରିକ ଙ୍କୁ ଭିତରକୁ ପୁରେଇ ନବକଳେବର ବିଭ୍ରାଟ କରିଥିଲା
@manusahani9066
@manusahani9066 3 ай бұрын
😂
@susantanayak9728
@susantanayak9728 3 ай бұрын
ଏମିତି ମିଛ କହି ଲୋକ ମାନଙ୍କୁ ଭୟଭୀତ କରି ଭିତରେ ଭିତରେ ଖୋଳ କରି ସାରିଲେଣି.... ବେକରେ ମୋଟା ମୋଟା ସୁନା chain ପକାଇ ବୁଲିବେ ଆଉ ପ୍ରଭୁଙ୍କ ବେକରେ ନାହିଁ... ଏମାନଙ୍କ ପାଖରେ ଏତେ ସୁନା ଆସୁଛି କୋଉଠୁ.... ଚାବି ହଜିଗଲା ପୁଣି ତାର duplicate ଚାବି ଆସିଲା କେମିତି?
@jasoji
@jasoji 3 ай бұрын
ରତ୍ନ ଭଣ୍ଡାର ଖାଲି କରି ଏଇନେ ଗପ ସବୁ କହୁଛନ୍ତି 😠
@kamalpriyadarshipradhan5125
@kamalpriyadarshipradhan5125 3 ай бұрын
Right
@megharaybaske8373
@megharaybaske8373 3 ай бұрын
ଇଏ ଏମିତି କାହିଁକି ହେଉଛନ୍ତି।ଇଏ ମଧ୍ୟ ଏଥିରେ ସାମିଲ ନାହାନ୍ତି ତ ?
@santoshpanda4444
@santoshpanda4444 3 ай бұрын
Daha micha kahuchi
@LifeJurney7
@LifeJurney7 3 ай бұрын
ଏଇ ମାନେ ସବୁ ଚୋର ଡକାୟତ ସେଥି ପାଇଁ ଏତେ ନାଟକ କରୁଛି ରତ୍ନ ଭଣ୍ଡାର ଖୋଲା ଯାଉ ୟା କଥା କୁ କହି। ବାହାନା କରୁଛି କିଛି ନାହି ଶୀଘ୍ର ଖୋଲା ଯାଉ 😊😊
@GangadharBisoi-fk9fx
@GangadharBisoi-fk9fx 3 ай бұрын
ଆଗରୁ ଗଣତି କେମିତି ହଉଥିଲା l
@Manoj.1989
@Manoj.1989 3 ай бұрын
ଏହି ରାମ ପ୍ରସାଦ ଦାସମହାପାତ୍ର ଡାହା ମିଛ କହୁଛି ଡରେଇବା ପାଇଁ.....
@jyotiranjanswain3501
@jyotiranjanswain3501 3 ай бұрын
ତୁ ଚୋର ଯଦି ଜଗନ୍ନାଥଙ୍କ ଉପରେ ଏତେ ଅଖଣ୍ଡ ବିଶ୍ବାସ ଅଛି ତାହେଲେ ଜଗନ୍ନାଥଙ୍କ ଉପରେ ଛାଡ଼ି ଦିଅ ନା। ନିଶ୍ଚୟ ଏମାନଙ୍କ କଥାରୁ ଲାଗୁଚି ଏମାନେ କିଛି ଗୋଟିଏ ଘୋଟାଲା କରିଛନ୍ତି।
@itishreesarangi3909
@itishreesarangi3909 3 ай бұрын
ରାମକୃଷ୍ଣ ଦାଶ ମହାପାତ୍ର ଙ୍କୁ ମୋର କୋଟି କୋଟି ପ୍ରଣାମ। ଆପଣ ମହାପ୍ରଭୁ ଙ୍କର ବଡ଼ ସେବକ। ମୋ ମନ ରେ ଥିବା ଗୋଟିଏ ସଂଶୟ କୁ ଦୂର କରି ପାରିବେ କି? ଛୋଟବେଳୁ ଆମେ ସୁଣିଛୁ କି ପ୍ରଭୁ ଙ୍କ ବ୍ରହ୍ମ ପରିବର୍ତ୍ତନ ରାତି ଅଧରେ କର ଯାଏ। ଆଉ ଯେଉଁ ବ୍ୟକ୍ତି ଜଣଙ୍କ କରନ୍ତି, ସେ ଅତିରିକ୍ତ ବୟସ କୁ ଅତିକ୍ରାନ୍ତ କରି ସାରିଥାନ୍ତି। ବ୍ରହ୍ମ ପରି ବ୍ରହ୍ମ ପରିବର୍ତ୍ତନ ପରେ ସେ ବ୍ୟକ୍ତି ଜଣଙ୍କର ଅଳ୍ପ ଦିନ ମଧ୍ୟରେ ମୃତ୍ୟୁ ହୋଇ ଥାଏ। ଏହା କଣ ସତ୍ୟ??? ଯଦି ସତ୍ୟ ତେବେ ୨୦୧୫ ମସିହାରେ ବ୍ରହ୍ମ ପରିବର୍ତ୍ତନ ଦିନ ଦୁଇ ପହରେ କରାଗଲା, ସେ ପୁଣି ଏକାଧିକ ସେବକ ଙ୍କ ଆଖି ସାମ୍ନା ରେ ! ଏବେ ସୁଧା କେତେ ଜଣ ୨୦୧୫ ମସିହା ବ୍ରହ୍ମ ପରିବର୍ତ୍ତନ କୁ ଦେଖିଥିବା ବ୍ୟକ୍ତି ମୃତ୍ୟୁ ବରଣ କରି ଛନ୍ତି କହି ପାରିବେ କି ??? ଏହା କଣ ଶ୍ରୀ ଜଗ୍ନାଥଙ୍କର ଇଚ୍ଛା ଥିଲା???? ଯଦି ହଁ ତେବେ ରତ୍ନ ଭଣ୍ଡାର କୁ ଖୋଲିବା ନେଇ ଏତେ ପଛଘୁଞ୍ଚା କାହିଁକି?? ଏହାକୁ ବି ପ୍ରଭୁ ଜନ୍ନାଥଙ୍କର ଇଚ୍ଛା ବୋଲି ଗ୍ରହଣ କରି ନିଅନ୍ତୁ ନା। ହୁଏତ ପ୍ରଭୁ ଏବେ ନିଜେ ଚାହୁଁଛନ୍ତି ସବୁ କିଛି ସାମ୍ନା କୁ ଆସୁ ଏବଂ ସୃଷ୍ଟି ଶେଷ ଆସନ୍ନ ପ୍ରାୟ🙏
@dipakkumarjena45
@dipakkumarjena45 3 ай бұрын
ରତ୍ନଭଣ୍ଡାର ଖୋଲା ଯାଉ ସାରା ଦୁନିଆ ଦେଖୁ କାହା କଥା ଶୁଣ ନାହିଁ
@kadambinibiswal7331
@kadambinibiswal7331 3 ай бұрын
ରତ୍ନ ଭଣ୍ଡାର ଚାବି ତାମିଲ ରୁ ପାଇଲେ ନା ବିଜେପି ସରକାର କୋଉଠୁ ପାଇଲେ। ପାପା ଭକ୍ତ ଟିକେ ଉତ୍ତର ଦେବେକି।
@jitujitu653
@jitujitu653 3 ай бұрын
Kholajiba darkar
@DM-vs4ye
@DM-vs4ye 3 ай бұрын
ଏ ମହାଶୟ ମହା ଚୋର। ଯଦି ସେ ଭିତରେ ଏମିତି କିଛି ଅଛି ତାହେଲେ ଯେତେବେଳେ ମୋଗଲ୍ ମାନେ ଆସିଥିଲେ ସେମାନେ କେମିତି ସେ ଭିତରେ ପଶିଲେ। ଏ ମହାଶୟ ଙ୍କୁ ଜେରା କରାଯାଉ
@GobindachandraSabat-mf3dp
@GobindachandraSabat-mf3dp 3 ай бұрын
ଠକିବାର ଆଉ ଏକ ବାଟ, ଆଉ କିଛି ନୁହ |ଆଗ ଯେତେବେଳେ ଖୋଲାଯାଇଛି କଣ ସେପରି ହୋଇନି ତେଣୁ ଭୟ ତିଆରି କରନ୍ତୁ ନାହିଁ, ଜୟ ଜଗନ୍ନାଥ
@SwayamSantosh4u
@SwayamSantosh4u 3 ай бұрын
ଯଦି ଜଗନ୍ନାଥଙ୍କ ଆଦେଶ ବିନା ପତ୍ରଟିଏ ବି ଏପଟେ ସେପଟେ ହଲେନି, ତେବେ ରତ୍ନ ଭଣ୍ଡାର ଖୋଲିବା ଏବଂ ରତ୍ନ ଗଣତି କରିବା ଆଦେଶ ମଧ୍ୟ ଜଗନ୍ନାଥ ହିଁ ଦେଇଥିବେ। ତେଣୁ ଡରିବାର କିଛି ନାହିଁ।
@kamalpriyadarshipradhan5125
@kamalpriyadarshipradhan5125 3 ай бұрын
Right.....
@debiprasadmishra2699
@debiprasadmishra2699 3 ай бұрын
ଆପଣ କହୁଛନ୍ତି ଜଗନ୍ନାଥ ସବୁ ଜାଣୁଛନ୍ତି। ତାଙ୍କ ଇଚ୍ଛା ବିନା କିଛି ହୁଏନି। ପୁଣି ରାତାରାତି ସରକାର ବଦଳିଗଲା। ଜଗନ୍ନାଥ ଙ୍କ ଇଚ୍ଛା। ବୋଧ ହୁଏ ମନ୍ଦିର ପରିକ୍ରମା ପ୍ରକଳ୍ପ ହେବା ଜଗନ୍ନାଥଙ୍କୁ ଅସନ୍ତୁଷ୍ଟ କଲା। କେହି କହୁଛନ୍ତି ,ଭି କାର୍ତିକ ପାଣ୍ଡିଆନ୍ ରତ୍ନ ଭଣ୍ଡାର ଚାବି ତାମିଲନାଡୁ ନେଇ ପଳେଇଛନ୍ତି। କେହି ଜଗନ୍ନାଥ ସେନା ର ମୁଖିଆ କହିଲେଣି ପାଣ୍ଡିଆନ୍ ରତ୍ନ ବି ନେଇ ପଳେଇଛନ୍ତି। କେହି କହୁଛନ୍ତି ,ରତ୍ନ ନୁହେଁ ବରଂ ଭଣ୍ଡାର କୋଠରୀ ର ଅବସ୍ଥା ଜାଞ୍ଚ ହେବା ଜରୁରୀ। ପାଣି ଝରୁଛି। ବିଜେପି ସରକାର ଗଢିବା ସଙ୍ଗେ ସଙ୍ଗେ ତ ରତ୍ନ ଭଣ୍ଡାର ଖୋଲିବେ ,ଏ ନିର୍ବାଚନ ପ୍ରତିଶ୍ରୁତି ଥିଲା। ବିଜେପି ସରକାର ଗଢିଲେ। ଜଗନ୍ନାଥ ଚାହିଁବାରୁ ତ ହେଲା । ଏଣୁ ରତ୍ନଭଣ୍ଡାର ଖୋଲିବା ଓ ଧନରତ୍ନ ଗଣତି କରିବାରେ ଆପଣମାନେ ସହଯୋଗ କରନ୍ତୁ। ଭଣ୍ଡାର ରେ କ'ଣ ଅଛି ,କଣ ଥିଲା ଓ ଏବେ ନାହିଁ ,ପ୍ରକାଶ ପାଉ। ଭଣ୍ଡାର ଘର ର ରକ୍ଷଣାବେକ୍ଷଣ କାର୍ଯ୍ଯ ହାତକୁ ନିଆଯାଉ। ଶ୍ରୀ କାର୍ତିକ ପାଣ୍ଡିଆନ ( ତାମିଲ୍ ଚୋର ??) କେତେ ଧନ ସମ୍ପତ୍ତି ଲୁଟି ନେଇଛନ୍ତି ସର୍ବଜନିନ ହେଉ।
@tapaswiniarukh1132
@tapaswiniarukh1132 3 ай бұрын
Fact is true and needs verification
@Stutee24
@Stutee24 3 ай бұрын
True
@biswajitmallik274
@biswajitmallik274 3 ай бұрын
ଆଜ୍ଞା ସକାଳ ହେଇସାରିଲାଣି ବିଜେପି ସରକାର ଆସିଲାଣି ଗପ ଶୁଣାନ୍ତୁନି ।ସହଯୋଗ କରନ୍ତୁ ।
@betexshyamsundar990
@betexshyamsundar990 3 ай бұрын
ଯଦି ସବୁ ଠିକ ଥିବ.ତାପରେ କଣ ବିଜେପି ର ଆଖି ବୋଲି ରତ୍ନ ଭଣ୍ଡାର ଉପରେ ବୁଝିବାକୁ ପଡିବ
@UTTKALpuaGAUTAM9152
@UTTKALpuaGAUTAM9152 3 ай бұрын
ଠିକ୍ । ଏମାନେ ଲୁଟେରା ହେଇଯାଇଛନତି। ଭରଷା ନାହିଁ ଏମାନଙ୍କ ଉପରେ
@UTTKALpuaGAUTAM9152
@UTTKALpuaGAUTAM9152 3 ай бұрын
ବିଜେପି ସବୁ ଚୋର କୁ ଧରିବାଲାଗି ଆସିଛି।ଯଦି ଠିକ୍ ନଥିବ ତା'ହେଲେ କ'ଣ ବୁଝିବା ବିଜେଡି ଘଟାଲା କରିଛି ବୋଲି। ଜାଣିରଖ ଯଦି ରତ୍ନ ଭଣ୍ଡାର ରେ ଘଟାଲା ହୋଇଥିବ ତାହେଲେ ସିଏ ବିଜେଡି ହେଉ କିମ୍ବା ବିଜେପି କଂଗ୍ରେସ ପଣ୍ଡା କାହାକୁ ବି ଛୋଡା ଜିବନି। ଜୟ ଜଗନ୍ନାଥ 🙏
@UTTKALpuaGAUTAM9152
@UTTKALpuaGAUTAM9152 3 ай бұрын
ଯଦି ଠିକ୍ ନଥିବ ତା'ହେଲେ କ'ଣ ବୁଝିବା ବିଜେଡି ଘୋଟାଲା କରିଛି ବୋଲି। ଜାଣିରଖନତୁ ଘଟାଲା ଯିଏବି କରିଥିବ ସିଏ ବିଜେଡି ହେଉ ବିଜେପି ହେଉ କିମ୍ବା ପଣ୍ଡା କାହାକୁ ବି ଛୋଡା ଜିବନି
@DM-vs4ye
@DM-vs4ye 3 ай бұрын
​@@betexshyamsundar990ଯଦି ଠିକ୍ ଥାନ୍ତା ଏମାନେ ଏତେ ବାଉଳି ହେଉ ନଥାନ୍ତେ
@gandharbbiswal6649
@gandharbbiswal6649 3 ай бұрын
ସେ ମିଛ କହୁଛି । ଯଦି ସତ ତାହାହେଲେ ତାକୁ ନାର୍କ ଟେଷ୍ଟ କରାଯାଉ । ସାଢେ 4 କୋଟି ଲୋକ ଙ୍କୁ ମିଛ କହୁଛି ।
@bikramkeshariparida4077
@bikramkeshariparida4077 3 ай бұрын
ନାଇଁ ମହାପ୍ରଭୁ ଜଗନ୍ନାଥ ସୂଚିତ କଲେ ରତ୍ନଭଣ୍ଡାର ଠିକ ନାହିଁ ଖୋଲିବ ଦରକାର।
@jitujitu653
@jitujitu653 3 ай бұрын
A Sabu janichi ketajaichi
@OMRAJSABAR-og2co
@OMRAJSABAR-og2co 3 ай бұрын
ହୃଦୟର ସହିତ ଭଗବାନ ଙ୍କୁ ଭଲପାଉଥିଲେ ନିଶ୍ଚୟ ରତ୍ନଭଣ୍ଡାର ର ଦର୍ଶନ ହେବ
@gautamsahoo559
@gautamsahoo559 3 ай бұрын
ଯୋଉ ମାନେ ଓଡ଼ିଆ ଅସ୍ମିତା କଥା କହି M L A , ଓ MP ହେଇଗଲେ , ସେମାନଙ୍କୁ ରତ୍ନ ଭଣ୍ଡାର ଖୋଲିବା କାର୍ଯ୍ୟରେ ନିଯୁକ୍ତ କରାଯାଉ।
@SarojTripathi-i7i
@SarojTripathi-i7i 3 ай бұрын
Mu jibi Ratna bhandara kholibaku
@subalamuduli9101
@subalamuduli9101 3 ай бұрын
Kholiba niyati darkar 10:11
@Mrkks
@Mrkks 3 ай бұрын
ଲୋକଙ୍କୁ ଭୂଆଁ ଭୁଲାଇବା ବନ୍ଦ କରି।ତାଙ୍କୁ ଆରେଷ୍ଟ କରାଯାଉ । ଜଗନ୍ନାଥ ଚାହିଲେ ଖୋଲିବ ଏମିତି ମନଗଢା ।ପଣ୍ତା ଓ ପାଣ୍ତୁ ଅଳଙ୍କାର ଲୁଟିବାରେ ଵ୍ଯସ୍ତ ।ଖୋଲି ଗଲେ ଅସୁବିଧା ହେବ ।ତେଣୁ ଭ୍ରାନ୍ତିକର ତଥ୍ଯ ଦେବା ବନ୍ଦ କର।
@mitumishra3216
@mitumishra3216 3 ай бұрын
Agaru Kemiti Khola Heuthila
@ashish87k
@ashish87k 3 ай бұрын
ଆଗ ମିଚ୍ଛୁଆ ଲୋକ ଆଉ ମିଛୁଆ ମିଡିଆ ର କଥା ନ ଶୁଣି ସତ କଣ ବୁଝିବା କଥା । ସାପ ତ ବର୍ଷ ବର୍ଷ ଧରି ଅଛି । ରତ୍ନ ଭଣ୍ଡାରରେ କିଛି ଅଛି ତ ।
@malayapatra9564
@malayapatra9564 3 ай бұрын
ବିଭିନ୍ନ କାରଣ ଦେଖାଇ ଖୋଲେଈ ଦେବେନି କାରଣ ସେମାନେ ଚଳିବେ କେମିତି ଚୋର ଗୁଡାକ
@ashokkumardas6003
@ashokkumardas6003 3 ай бұрын
କାହାକୁ ଅଟକାଇବା ଦରକାର ନାହିଁ, ଯିଏ ଯିବା କଥା ଯାଆନ୍ତୁ, ଯିଏ ମରିବା କଥା ମରିବ ଯିଏ ବଞ୍ଚିବା କଥା ବଞ୍ଚିବ, ଲୋକେ ଯଦି ଜୀବନ କୁ ବାଜି ଲଗେଇ ଯିବେ ଯାଆନ୍ତୁ
@dipakkumarjena45
@dipakkumarjena45 3 ай бұрын
ଡର କଣ ପାଇଁ ବାହାନା ବାଜି ସବୁ କେତେ ରତ୍ନ ଥିଲା କେତେ ଅଛି ସବୁ ହିସାବ ହେବ ଜଗନ୍ନାଥ କେବେ ଠାରୁ ଚାହିଁଲେ ହେଲେ ଖୋଲା ହେଇନି ଆଉ ଗୋଟେ କଥା ସେ ପୁରୁଣା ବୁଦ୍ଧ ମୂର୍ତ୍ତୀ ବି ଦେଖୁ ଏ ଦୁନିଆଁ
@sureshbhoi1012
@sureshbhoi1012 3 ай бұрын
ରତନ ଭଣ୍ଡାର ଖଲାଯାଉ ସେ‌ ଭଣ୍ଡମାନେଅଧା ଖାଇସାରିବେଣି ସେଥିପାଇଁ ମନାକରଚନ୍ତି ଖଲାଯାଉ
@Jayantihembram345
@Jayantihembram345 3 ай бұрын
ଯେତିକି ରତ୍ନାଭାଣ୍ଡା ରେ ଥିବା ଅଳଙ୍କାର ସବୁ ବ୍ରାହ୍ମଣ ମାନେ ଲୁଟି ଛନ୍ତି. ଠାକୁର କେବେ ମଣିଷର ଅନିଷ୍ଟ karibani. ସବୁ ମିଛ. ଏମାନେ ସମସ୍ତେ ମିଶି ଖାଇ ଛନ୍ତି. ତାଙ୍କ ପୂର୍ବ ପିଢ଼ିରୁ. ସବୁ ବାହାନା. ଭଗବାନ ଚାହୁଁଚି ଖଳାଯାଉ ବଳି. ସତଟା ସାମ୍ନାକୁ ଆସୁ. ଠାକୁର ଅଳଙ୍କାର କେନେବେନି . କାହାରବି ସାହସ ନାହିଁ.
@IloveIndia526
@IloveIndia526 3 ай бұрын
Right
@ପଦ୍ମନବାଘ
@ପଦ୍ମନବାଘ 3 ай бұрын
କିଏ ଯଦି ଡରୁଚି ଯିବା ପାଇଁ ସରକାର କୁହନ୍ତୁ ରତ୍ନଭଣ୍ଡାର ଭିତରକୁ ଯିଏ ଯିବା ପାଇଁ ଇଛୁକ ଆଗକୁ ଆସନ୍ତୁ ବହୁତ ଲକ ବାହାରିବେ ମୁଁ ଆଗ ଯିବି ଆମ ସରସ୍କାର କହିଲେ.
@santoshpanda4444
@santoshpanda4444 3 ай бұрын
Panda manaka kathare padi samaya nasta Kara najau
@dharmendrasahu6008
@dharmendrasahu6008 3 ай бұрын
ବ୍ରାହ୍ମଣ ଭିତ୍ତିକ ବ୍ୟବସ୍ଥା କୁ ବନ୍ଦ କରି ଦରମା ଭିତ୍ତିକ କରାଯାଉ। ପାରିବାରିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରା ଯାଉ।
@gopapratihari7346
@gopapratihari7346 3 ай бұрын
ଅଜ୍ଞାନୀ ଙ୍କ ଉକ୍ତି।
@santoshkumarmishra2620
@santoshkumarmishra2620 3 ай бұрын
ମିଛ କଥା. ଟାଉଟରମାନଙ୍କ କଥା ରେ ଭ୍ରମିତ ହୁଅନ୍ତୁ ନାହିଁ. ପୂର୍ବତନ ପ୍ରଶାସକ ରବିମିଶ୍ର ଏହାକୁ ମିଥ୍ଯା ବୋଲି କହିଛନ୍ତି. କିଛି ବିଜେଡି ର ଏଜେଣ୍ଟ ମନ୍ଦିରକୁ କବ୍ଜା କରିରଖିଛନ୍ତି. ବିଜେପି ସରକାର ଏହାକୁ ବିଶ୍ବସ କରନ୍ତୁ ନାହିଁ. ଆଶା କରାଯାଏ ଏମାନେ ବୋଧ୍ ହୁଏ କିଛି ଲୁଟି ନେଇଛନ୍ତି.
@BikramKumar-dh4zu
@BikramKumar-dh4zu 3 ай бұрын
Temple re Prabhu nkar ratna alankar counting karajau, jemiti kehi kebe chori nakaru.Maramati bi nihati aabasyak.
@saradasahoo2409
@saradasahoo2409 3 ай бұрын
କେବଳ ହଳଧର ଦାସ ମହାପାତ୍ର ଜଗନ୍ନାଥ ମହାପ୍ରଭୁଙ୍କ ଦଇତାପତି ସେବକ ଭଳି ଲାଗନ୍ତି ।ଆଉ କିଛି କହିବାର ନାହିଁ ମହାପ୍ରଭୁ ସବୁ ଜାଣନ୍ତି
@PremBhaisal
@PremBhaisal 3 ай бұрын
ପ୍ରଭୁଙ୍କ ଇଛା ରତ୍ନ ଭଣ୍ଡାର ନିଶ୍ଚୟ ଖୋଲାଯିବ ଜୟ ଜଗନ୍ନାଥ 🙏
@sudhirananda7572
@sudhirananda7572 3 ай бұрын
ବଢିଆ ଯୁକ୍ତି ଭଣ୍ଡମିର
@papunadethi9371
@papunadethi9371 3 ай бұрын
ହେ ଜଗନ୍ନାଥ କରୁଣା ରଖ ମହା ବାହୁ
@Mr24811
@Mr24811 3 ай бұрын
ଆପଣଙ୍କୁ ମୁଁ କ'ଣ କହିବି ଜିଏ ଜଗତ ଠାକୁର ସେ ତାଙ୍କ ଭକ୍ତ ମାନଙ୍କୁ କେବେ ଖେତି କରିବେ ନାହିଁ ଜିଏ ପାପି ଥିବେ ତାଙ୍କୁ ଡର ଲାଗିବ ସିଏ ଚାହିଁଲେ ଖୋଲା ହେବ କିନ୍ତୁ ତା ପୂର୍ବରୁ ଏମିତି କହିବା ଠିକ୍ ନୁହେଁ
@kamalpriyadarshipradhan5125
@kamalpriyadarshipradhan5125 3 ай бұрын
Right 👍
@rabinarayan3944
@rabinarayan3944 3 ай бұрын
ଵେହିପୁଅ ଢିଅ ଗାଲୁଆ କୋଉ ଟି ଫଳନ୍ତି କାହାକୁ ଏଗୁଡାକଗପୁଛି ସେଇ ଖାଲୁଆ ଗୋଦିମିଡିଆକୁ??????
@NiranjanBiswal-yk9hf
@NiranjanBiswal-yk9hf 3 ай бұрын
ପାଣ୍ଡୁ ସହିତ ଏ ଅଛି
@dharmendrasahu6008
@dharmendrasahu6008 3 ай бұрын
ନବୀନ ପଟ୍ଟନାୟକ କୁ ଡାକ ଚାବି ଖୋଲିଵ।। BJD party ଜଗନ୍ନାଥ।।।
@shrishyamasundardasmaharaj9242
@shrishyamasundardasmaharaj9242 3 ай бұрын
ଆର ହାତ ଅଛି କିଛି ଗଡ଼ ବଡ଼
@durgakeshariparida576
@durgakeshariparida576 3 ай бұрын
ଏ ଲୋକଟା ଜୁଆଡି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବକ ହୋଇ ନେତାଙ୍କ ପଛରେ ଗୋଡେଇଛି ।
@prafullanayak9729
@prafullanayak9729 3 ай бұрын
ଏଇଟାଶଳା ରତ୍ନଭଣ୍ଡାରରୁ ସବୁଲୁଟିନେଇଛି,
@Gobinda375
@Gobinda375 3 ай бұрын
ସମ୍ପୂର୍ଣ୍ଣ ମିଥ୍ଯା କଥା କହିବା ପାଇଁ ଅନୁମତି ଦିଆଯାଇଛି। ଚୋର ତସ୍କର ଖଣ୍ଟ ଅଭଦ୍ର ମିଛୁଆ କଥା କହୁଛି।
@dipakkumarjena45
@dipakkumarjena45 3 ай бұрын
ଏଇ ପରି ଲୋକଙ୍କ ପାଇଁ ମୋଗଲ attack କରୁଥିଲେ ଶ୍ରୀମନ୍ଦିର ଉପରେ
@ranjitmunda368
@ranjitmunda368 3 ай бұрын
ମନଗଢ଼ା କାହାଣୀ ଗପୁଛି, ନିହାତି ରତ୍ନ ଭଣ୍ଡାର ଖୋଲାଯିବା ଦରକାର। ଜୟ ଜଗନ୍ନାଥ
@sanjayparida2861
@sanjayparida2861 3 ай бұрын
ଢୋଲ ଭିତରେ ମୂଷା , କିଛି ବାହାନା । ଯଦି ଶବ୍ଦ ଆସୁଥିଲା, ତେବେ ସତ୍ୟତା ଜାଣିବାକୁ ଚେଷ୍ଟା କରିନାହା୍ତି।
@SantoshKumarBehera-c7v
@SantoshKumarBehera-c7v 3 ай бұрын
ବେତାଳ ମାନେ ନେଇ ଯାଇଛନ୍ତି।କିଛି ନାହିଁ ରେ।ସବୁ ଖୋଳ କରିଛନ୍ତି ଏମାନେ ଆଉ ଡରାଉଛନ୍ତି ସମସ୍ତ ଓଡିଶା ବାସୀଙ୍କୁ। 13:54
@ajaybadjena6799
@ajaybadjena6799 3 ай бұрын
ଆଗରୁ କେବେବି କହୁ ନଥିଲ, କ'ଣ ପାଇଁ କି, ଯାହା କ‌ହୁଅଛୁନ୍ତି ସମ୍ପୂର୍ଣ୍ଣ ମିଛ ଅଟେ, ଦାରୁବ୍ରହ୍ମ ବି ର୍ଭାଟ ରେ ମଧ୍ୟ ଥିଲେ,ସାମନ୍ତ ଏସି ଗାଡ଼ିରେ ବୁଲୁଥିଲେ,ତୁମର ବିରୋଧ କଣ ପାଇଁ, ଚାବି ହଜିବା ନକଲି ଚାବି ମିଳିବା ବିଷୟରେ ନିରଵଥିଲ,କି,
@KailashBarik-dl3st
@KailashBarik-dl3st 3 ай бұрын
ମିଛ କହୁଚନ୍ତି ବିତିରିଆ ଗାଣ୍ଡିମାରି ବେ ବୋଲି ଖୋଲିବାକୁ ନିସିପତି ନେଇ ଏବେ 👍ଭକୁଆ ବନାଉଛନ୍ତି
@stuluachary
@stuluachary 3 ай бұрын
ପାଣ୍ଡିଆନ ସେ ଭିତରେ ଲୁଚି ବିଚିତ୍ର ଗର୍ଜନ କରୁଛି ବୋଧେ । 🤣🤣🤣🤣🤣🤣🤣🤣🤣
@bhaskardeuricuttackdeuri7128
@bhaskardeuricuttackdeuri7128 3 ай бұрын
ମାଧିଆ ମିଡିଆ ସେ ବ୍ରାହ୍ମଣ ଚୋର ଭିକାରୀ ମାନଙ୍କ ଭିଡ଼ିଓ କଣ ପାଇଁ ଶୁଣେଇଲୁ ତୁ ସେଠିରେ ସାମିଲ ଅଛୁ
@sabiradhikari6962
@sabiradhikari6962 3 ай бұрын
ଏଇଟା ଗୋଟିଏ ଚୋର, ରତ୍ନ ଭଣ୍ଡାର ନ ଖୋଲିବା ପାଇଁ ଏହି ଚୋର ଷଡ଼ଯନ୍ତ୍ର କରୁଛି।
@SantoshKumarBehera-c7v
@SantoshKumarBehera-c7v 3 ай бұрын
ବେତାଳ ମାନେ ନେଇ ଯାଇଛନ୍ତି।କିଛି ନାହିଁ ରେ।ସବୁ ଖୋଳ କରିଛନ୍ତି ଏମାନେ ଆଉ ଡରାଉଛନ୍ତି ସମସ୍ତ ଓଡିଶା ବାସୀଙ୍କୁ।
@SantoshKumarBehera-c7v
@SantoshKumarBehera-c7v 3 ай бұрын
ବେତାଳ ମାନେ ନେଇ ଯାଇଛନ୍ତି।କିଛି ନାହିଁ ରେ।ସବୁ ଖୋଳ କରିଛନ୍ତି ଏମାନେ ଆଉ ଡରାଉଛନ୍ତି ସମସ୍ତ ଓଡିଶା ବାସୀଙ୍କୁ।
@NiranjanBiswal-yk9hf
@NiranjanBiswal-yk9hf 3 ай бұрын
ଏ ସବୁ ନେଇଯାଛି
@khageswarsamal6903
@khageswarsamal6903 3 ай бұрын
Ramakrishna babu sabubele godaku tanibara karana Kan?
@SurendraNaik-s4f
@SurendraNaik-s4f 3 ай бұрын
ଓଡ଼ିଶା ଵାସି ସମସ୍ତେ ଚାହାଁନ୍ତି ରତ୍ନନ ଭଣ୍ଡାର ଥରେ ଦେଖିବା ପାଇଁ
@Inocent_boy_555
@Inocent_boy_555 3 ай бұрын
ୟା କଥା ରୁ ଜଣାପଡିଯାଉଛି ଯେ ଏ କିଛି ଗୋଟେ ଘୋଟଲ। କରିଛି ସେଥିପାଇଁ ଡରୁଚି ରତ୍ନଭଣ୍ଡାର ଖୋଲା ହେଲେ ଧରା ପଡିଯିବ ସେଥିପାଇଁ ସମସ୍ତଙ୍କୁ ଦରାଉଚି ୟା କଥାରୁ ଜଣାପଡ଼ିଯାଉଚି ଯେ ଏଟା ସମ୍ପୃଣ ମିଛ କହୁଛି ବୋଲି
@madhusmitasahoo4465
@madhusmitasahoo4465 3 ай бұрын
ଏବେ କନକ news ରେ ପ୍ରସାରିତ ଯେ 4ଥର ରତ୍ନ ଭଣ୍ଡାର ଖୋଲା ହୋଇ ସାରିଛି ୟେ ମହାଶୟ କେତେ ବଡ...ଗାଲୁ ପେଲୁଥିଲା
@kumudakhandagiri8823
@kumudakhandagiri8823 3 ай бұрын
ଏମାନେ ଗୋଟିଏ। ଗୋଟିଏ ଚୋର ।ଏମାନେ ଜଣିବା ଦରକାର ଭଗବାନ୍ ଙ୍କ ଦ୍ବାହିଦେଇ ବିଶ୍ବାସ ଭିତରେ ଅନ୍ଧବିଶ୍ବାସ କୁ ପ୍ରଶୟ ଦେଉଛନ୍ତି ।ଯିଏ ଗରିବ ସେ ମନ୍ଦିର କୁ କିଛି ଦେଇନପାରେ କିନ୍ତୁ ସେ ପଚାରିବନାହିଁକି?ମନ୍ଦିର କୁ ନେଇ ଏମାନେହିଁ ରାଜନିତି କରୁଛନ୍ତି ।
@tufanchandradas1060
@tufanchandradas1060 3 ай бұрын
ଏ ଲୋକଟା ନିଜ ମନ ଗଢା କଥା କହୁଛି, ଲୋକଙ୍କ ମନରେ ଭୟ ସୃଷ୍ଟି କରିବାକୁ। ମତେ ଲାଗୁଛି, କାହାର agent ।
@babulipatra4381
@babulipatra4381 3 ай бұрын
ଇଏ ମହାଶୟ BJD ର ଦଳୀୟ କର୍ମୀ ଭାବେ କର୍ମ କରୁଥିଲେ। ଆଉ ଏବେ ଯାଞ୍ଚ କମିଟି କୁ ଡରାଇ ବାକୁ ଚାହୁଁଛନ୍ତି! ଯେପରି ରତ୍ନ ଭଣ୍ଡାର ଖୋଲା ନ ଯାଉ!
@KailashBarik-dl3st
@KailashBarik-dl3st 3 ай бұрын
ଜଗନାଥ କହିଥିଲେ 4ଦ୍ୱାର ଖୋଲିବା ପାଇଂ
@parikhitanaik2173
@parikhitanaik2173 3 ай бұрын
ରତ୍ନ ଭଣ୍ଡାର ରେ କିଛି ଶବ୍ଦ୍ଧ ଶୁଣା ଯାଉନାହିଁ ଖଲିଲେ କିଛି ଅସୁବିଧା ନାହିଁ ଏ ଚୋର ପଣ୍ଡା ମାନେ ଖାଲି ଡ୍ରାମା କରୁଛନ୍ତି
Миллионер | 1 - серия
34:31
Million Show
Рет қаралды 2 МЛН
GIANT Gummy Worm Pt.6 #shorts
00:46
Mr DegrEE
Рет қаралды 99 МЛН
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 26 МЛН
Shrimad Bhagwad Geeta Vol.1 I ORIYA I Full Audio Song I T-Series Bhakti Sagar
53:13
T-Series Bhakti Sagar
Рет қаралды 3,5 МЛН