Jagannathଙ୍କ Ratna Bhandar Rahasyaକୁ ନେଇ ବଡ଼ ଖବର, ରତ୍ନଭଣ୍ଡାର ଭିତରୁ ଶୁଭୁଛି ଭୟଙ୍କର ଶଦ୍ଦ | Srimandir

  Рет қаралды 543,363

News18 Odia

News18 Odia

Жыл бұрын

Jagannathଙ୍କ Ratna Bhandar Rahasyaକୁ ନେଇ ବଡ଼ ଖବର, ରତ୍ନଭଣ୍ଡାର ଭିତରୁ ଶୁଭୁଛି ଭୟଙ୍କର ଶଦ୍ଦ | Srimandir
Ramakrishna Dasmahapatra, a two-time editor-in-chief, has a great story about the ratnabhandar of the Lord jagannath. He said now there is danger in the treasure. A terrible roar is heard from the treasure house. He said that there is danger in entering the gem. Now no one can enter the treasure.
#puriratnabhandar #srimandirratnabhandar #ratnabhandar #ratnabhandaropening #puri #highcourt #jagannathmandir #jagannathtemple #ratnabhandarissue #news18odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇଁ ପାରିବେ ।
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe our channel to get latest news and updates tinyurl.com/y46bt2fm

Пікірлер: 700
@Gurubachan688
@Gurubachan688 11 ай бұрын
ଲୁଟି ନେଇଛନ୍ତି ସବୁ । ତେଣୁ ଖୋଲିବାକୁ ଡରୁଛନ୍ତି । ଭଗବାନ ଙ୍କୁ ବି ଏମାନେ ଛାଡନ୍ତି ନାହିଁ
@itishreepriyadarsaninayak3341
@itishreepriyadarsaninayak3341 11 ай бұрын
Right
@jhunusahu2461
@jhunusahu2461 11 ай бұрын
Right
@PradeepPradeep-zp9ix
@PradeepPradeep-zp9ix 11 ай бұрын
Sata katha Bhai kahila chora sabu
@satyamrout2111
@satyamrout2111 Ай бұрын
Wah bhai sata janila pare bii kahuchha 😂Jay jagannath Jay bjd
@jnanranjanswain6504
@jnanranjanswain6504 23 күн бұрын
Khola karicha...Sethipaine darucha..
@user-dz8rh3sd4n
@user-dz8rh3sd4n 11 ай бұрын
ମୋର କୋଠ ଧନ ମୁକୁଳା ହୋଇବ ଅନ୍ଧ ପାଖେ ମୁଦି ରଖ। ମହାପୁରୁଷ ତ ଭବିଷ୍ୟ କୁ ଲେଖି ଯାଇଛନ୍ତି। ଠାକୁରଙ୍କ ଧନରତ୍ନ ସବୁ ଲୁଣ୍ଠନ ହୋଇ ସରିଛି। କଳି ଶେଷ କାଳ ରେ ଏହା ହୋଇଛି। ଚାବି ହଜିବା ଓ ନକଲି ଚାବି ମିଳିବା ହେଉଛି ଠାକୁରଙ୍କ ପ୍ରତି ଉପହାସ। ପ୍ରଳୟ ହେବ। ଓ ମନ୍ଦିର ବି ସ୍ଵାଧୀନ ହେବ।ଲୁଣ୍ଠନ କାରୀ ମାନଙ୍କ ବିନାଶ ହେବ। ଅଙ୍ଗ ମାନ ପଚି ଗଳି ପଡ଼ିବ। ଶରୀର ର ରଙ୍ଗ ବଦଳିଯିବା ଓ ଅକାଳ ମରଣ ହେବ। ସମୁଦ୍ର ମାଡ଼ିବ। ମହପାପି ମାନଙ୍କ ବିନାଶ ହେବ। ମଠ ମନ୍ଦିର ଲୁଟ୍ ଓ ଭଙ୍ଗା ଭଙ୍ଗୀ କରୁଥିବା ବିଧର୍ମୀ ମାନଙ୍କ ସମୟ ସରି ଆସୁଛି। ଅଳ୍ପ ଲୋକ ବଞ୍ଚିବେ। ଧନ ସମ୍ପଦ ତ ଠାକୁର ପାଇଁ ଗୋଡ଼ି ମାଟି ପରି। ସେ ସବୁ ଜାଣି କଳ୍କୀ ଅବତାର ହୋଇ ସାରିଛନ୍ତି। ଏବଂ ଦଣ୍ଡ ନିଶ୍ଚିତ ହେବ। ପାପ ଚରମ ସୀମାରେ ଅବସ୍ଥିତ। ଅତ୍ୟାଚାର ଚରମ ସୀମାରେ ଅବସ୍ଥିତ। ପ୍ରଳୟ ହେବ। ଗୋଟିଏ ବି ଅସୁର ରହିବେ ନାହିଁ। ସତ୍ୟ ଧର୍ମ ଆସିବ। ଲୁଣ୍ଠନ ଓ ଅନ୍ୟାୟ ଅତ୍ୟାଚାର ବିରୋଧରେ ଧାରଣା କି ଆନ୍ଦୋଲନ ତ କରିବେ ନାହିଁ। ପ୍ରଳୟ କରିବେ। ନିଶ୍ଚିତ କରିବେ। କାରଣ ସତ୍ୟ କୁ ଜାଣିବା ପାଇଁ ଚେଷ୍ଟା କର ଅନ୍ତର କହିବ ହିଁ କହିବ । ଠାକୁର ରହିବେ ନାହିଁ। ଏହା ହୋଇଛି। ଏବଂ ନିଶ୍ଚିତ ଭାବେ ପ୍ରଳୟ ହିଁ ସବୁ ସମସ୍ୟା ର ସମାଧାନ କରିପାରିବ। ଆଉ ବାଟ ନାହିଁ।
@user-dc7pv6be8f
@user-dc7pv6be8f 11 ай бұрын
Thik thik jagannath mandira ro sebayata mane kholo kari sarileni
@anu_radha_official
@anu_radha_official Ай бұрын
🙏apana thik kahuchanti mu apanaka comment ti mo wp re status deichi🙏
@user-lz2fo5vp
@user-lz2fo5vp 22 күн бұрын
Jai jagannath 🙏🙏🙏❤❤❤❤ 👇
@santoshkumarmishra2620
@santoshkumarmishra2620 11 ай бұрын
ନିଶ୍ଚୟ କିଛି ସୁନା ଲୁଟ୍ କରିନେଇଛି.
@bibekanandamishra331
@bibekanandamishra331 23 күн бұрын
ଏମାନେ ସବୁ ବଡ ଚୋରଙ୍କ ମାଉସୀ ପୁଅ ଭାଇ ସବୁ ଲୁଟି ନେଇଛନ୍ତି ସେଥିପାଇଁ ଏଭଳି ଭାଷଣ ବାଜି। ଜୟ ଜଗନ୍ନାଥ
@pintukishan1120
@pintukishan1120 10 күн бұрын
Ea men chora
@motilaldash4645
@motilaldash4645 11 ай бұрын
ଏଇ ଲୋକଟି ରତ୍ନ ଭଣ୍ଡାର ଲୁଟିଛି
@mkofficial9125
@mkofficial9125 12 күн бұрын
1numbar
@pintukishan1120
@pintukishan1120 10 күн бұрын
Bhai sata katha
@debasishdwibedy1291
@debasishdwibedy1291 11 ай бұрын
ନେଇଯାଇଛନ୍ତି ସବୁ ସେଥି ପାଇଁ ଏମତି କହୁଛନ୍ତି,,, ଏଥିରୁ ଜଣାପଡିଲା ଯେ କୋର୍ଟ କହିବେ କି ଖୋଲା ହେବନି,,,
@parsurambhoi8518
@parsurambhoi8518 11 ай бұрын
ଆରେ ସବୁ ଲୁଟି ସାରିଲେଣି ସେଥିପାଇଁ ବାହାନା କରିଶାନ୍ତି ସବୁ ଧରା ହେବେ 👍
@ranjanpanda8386
@ranjanpanda8386 11 ай бұрын
ଆରେ ଗର୍ଜନ ଶୁଭିଲେ କଣ ହେଲା, ଗୋଟେ ଟିମ ଗଠନ କରି ସାଧୁ ମାନେ ଯାଇପାରିବେ, ସବୁ ତ ଅସାଧୁ ଚୁରିକରିବାରେ ବ୍ୟସ୍ତ
@user-xz2ud3ke8z
@user-xz2ud3ke8z 11 ай бұрын
Right 👍
@biswabhusanbehera5844
@biswabhusanbehera5844 12 күн бұрын
Tu jAAA
@adityaswaingaming7803
@adityaswaingaming7803 11 ай бұрын
ଦଇତା ପତି ସବୁ ଖାଇ ଦେଇଛି ସବୁ ଆଉ ସବୁ ବ୍ରାହ୍ମଣ ବି 😊
@PradeepPradeep-zp9ix
@PradeepPradeep-zp9ix 11 ай бұрын
Right 😂😂😂 right
@prasantmanipriyansuvloge4531
@prasantmanipriyansuvloge4531 11 ай бұрын
ରତ୍ନଭଣ୍ଡାର ଖୋଲିଲେ ସରକାରଙ୍କ ସହିତ ମନ୍ଦିର ପ୍ରଶାସନ ଅଡୁଆରେ ପଡିବେ ବୋଲି ଭିତର ରତ୍ନଭଣ୍ଡାର ଖୋଲା ଯାଉନାହିଁ 🙏ଜୟ ଜଗନ୍ନାଥ 🙏
@rinaraniroutaray7596
@rinaraniroutaray7596 11 ай бұрын
ଯାହା ହେବ ପ୍ରଭୁ ଜଗନ୍ନାଥଙ୍କ ଇଛା ରେ ହିଁ ହେବ . ତାଙ୍କର ଇଛା ବିନ ଗଛର ପତ୍ର ବି ହଲିବନାହିଁ
@dr.pradeeptarai3422
@dr.pradeeptarai3422 11 ай бұрын
ସବୁ ଚୁନ ମାର ଦେଇ ଆଇମା କାହାଣୀ ଶୁଣାଇଛନ୍ତି 😮 ସାପ ଘ ଉଡାଇବା ପାଇଁ ବିଭିନ୍ନ କେମିକାଲ ରହିଛି।ତାକୁ ପ୍ରୟୋଗ କଲେ ସାପ ପଳେଇଛି
@dipakbehera918
@dipakbehera918 11 ай бұрын
ଏ ସବୁ ଟାଉଟର ଚୋର ଏମାନେ ସବୁ ଖାଲି କରିଛନ୍ତି ଖୋଲା ହେଲେ କାଳେ ଧାରା ପ ଡି ଯିବା ସେଥିପାଇଁ ଏ ନାଟକ
@papucreation859
@papucreation859 8 күн бұрын
ଏମାନେ ଏକା ରତ୍ନ ଭଣ୍ଡାର ଖାଲି କରିଦେଇଛନ୍ତି
@arabindamishra4045
@arabindamishra4045 14 күн бұрын
ଯଦି ଉଦ୍ଦେଶ୍ୟ ମହତ ତାହେଲେ ଶ୍ରୀ ଜଗନ୍ନାଥଙ୍କ ଅନୁମତି ନେଇ ରତ୍ନଭଣ୍ଡାର ଖୋଲାଯାଇ ପାରିବ, ଅଯଥା ରେ ଏ ମହାଶୟ ଭୟ ଭ୍ରାନ୍ତି ସୃଷ୍ଟି କରୁଥିବା ମନେ ହୁଏ।
@newmaatarinijhumarmelody1370
@newmaatarinijhumarmelody1370 11 ай бұрын
ରତ୍ନ ଭଣ୍ଡାର ଖାଲି ପଡ଼ିଛି ଏମାନଙ୍କ ର କଥାରେ ବୁଝା ଯାଉଛି ।
@rajlaxmipattanaik6596
@rajlaxmipattanaik6596 14 күн бұрын
ପ୍ରଭୁ ଶ୍ରୀ ଜଗନ୍ନାଥ ପୁରା ବିଶ୍ୱର, ମୋ ମତରେ ରତ୍ନ ଭଣ୍ଡାରରେ ଯାହା ବି ମିଳିବ, ସେ ସବୁ ମହାପ୍ରଭୁ ଆଉ ଆମ ଓଡ଼ିଆଙ୍କର ଆଶା ଓ ବିଶ୍ୱାସ ଭଗବାନ ଜଗନ୍ନାଥ ହିଁ ପିନ୍ଧନ୍ତୁ, ସେଇଟା ମୋ ଇଛା. ଜୟ ଜଗନ୍ନାଥ 🙏🙏🙏🙏
@storywithabinash7300
@storywithabinash7300 11 ай бұрын
ଏମାନେ ସବୁ ଚଳୁ କରିଦେଇଛନ୍ତି ! ତେଣୁ ଏମିତି ଗପ କହିବାକୁ ପଡ଼ିବ ଭଗବାନଙ୍କ ଦ୍ୱାହିରେ l କାହିଁକିନା ଜଗନ୍ନାଥଙ୍କୁ ନେଇ ଓଡ଼ିଶାବାସୀ ଟିକେ ଅଧିକ ଭାବପ୍ରବଣ ତେଣୁ ତାଙ୍କରି ନା ନେଇ ଯାହା କହିଲେ ଏମାନେ ଅନ୍ଧ୍ଭ ଭଳି ବିଶ୍ୱାସ କରିଯିବେ ଆଉ ତମେ ସଳେ ଗା@ ମାରି ଚାଲିବ
@prakashanaik2080
@prakashanaik2080 11 ай бұрын
ସବୁ ପଣ୍ଡାମାନେ ଖାଇସାରିଲେଣି
@Kabirprasadtarai
@Kabirprasadtarai Күн бұрын
ରାଜାଙ୍କ ପରାମର୍ଶ ଅନୁସାରେ ସବୁକିଛି ହୋଇପାରିବ,ଆଉ କାହାର ବି ପରାମର୍ଶ ନେବା ଉଚିତ୍ ନୁହେଁ,,,,,,,,, ଠାକୁର ରାଜା ସର୍ବ ସର୍ବା
@surendehury6932
@surendehury6932 14 күн бұрын
ରତ୍ନ ଭଣ୍ଡାର ଖୋଲା ହେବା ଦରକାର । ସୁନା ଅଳଙ୍କାର ସବୁ କିପରି ଅବସ୍ଥାରେ ଅଛି ତାହା କଣ ଜାଣିବା ଦରକାର ନାହିଁକି ?
@ganeshpanigrahi5258
@ganeshpanigrahi5258 11 ай бұрын
🚩ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥସ୍ୱାମୀ🙏... ବହୁ ପ୍ରତିକ୍ଷିତ ସମୟର କଥା, ଘଟଣା ପ୍ରବାହ, ବିଭିନ୍ନ ପ୍ରକାରର ସ୍ଥାଣୁତା, ପ୍ରଶାସନିକ ଅବ୍ୟବସ୍ଥା, ସାମ୍ପ୍ରତିକ ସ୍ଥିତି, ବିଶେଷ ସାକ୍ଷାତକାର, ପାରିପାର୍ଶ୍ବିକ ବିଭାଗୀୟ ପରିସ୍ଥିତି ଆଦିକୁ ତର୍ଜମା କରିବା ପ'ରେ ନିଶ୍ଚିତ ସୂଚିତ କରୁଅଛି ଯେ, ସେବାୟତ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ପ୍ରଣାଳୀ ଅବଲମ୍ବନ ଦ୍ୱାରା ଶ୍ରୀମନ୍ଦିର 'ରତ୍ନ ଭଣ୍ଡାର' ଲୁଣ୍ଠନ ହୋଇଥିବା ସୁସ୍ପଷ୍ଟ ଜଣାଯାଏ... 🇮🇳ବନ୍ଦେ ଉତ୍କଳ ଜନନୀ🚩💪❣️...
@gayadharsethy4817
@gayadharsethy4817 11 ай бұрын
ଭଗନ ଙ୍କ ନା ନେଇକି ଭକ୍ତଙ୍କୁ ଧମକ ଦଉଛନ୍ତି ନନା ଯାହାସହଉଚି ତାଙ୍କରି ଇସାରାରେ ହୋଉଛି ଜୟ ଜଗନ୍ନାଥ 🙏
@rabinarayan3944
@rabinarayan3944 11 ай бұрын
ଆଜି ପରନ୍ତ ଶୁଣିପାରୁନଥିଲା ଆଜି ସୁଭିଲା ଅଗୁରୁ ସୁଭୁ ନଥିଲା ଆଜି କଣଜଗନ୍ନାଥ ଖେଳକଣ୍ଡେଈ ସବୁ ରାଣ୍ଡୀପୁଅ ଏକାକୀ?????
@devbehera9506
@devbehera9506 11 ай бұрын
ଜଗନ୍ନାଥ ସମ୍ବାଳିବେ।ଖୋଲିବା ଦରକାର।
@user-xz2ud3ke8z
@user-xz2ud3ke8z 11 ай бұрын
Right🙏 Jay Jagannath 🙏
@pintukishan1120
@pintukishan1120 10 күн бұрын
Right 👍
@narayandalai9799
@narayandalai9799 5 күн бұрын
ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
@susahantasatapathy9279
@susahantasatapathy9279 9 күн бұрын
ଯେଉଁମାନେ ଦେବସ୍ୱ ଲୁଟିଛନ୍ତି ସେମାନେ କେବଳ ନିଷ୍ଠାବାନ। ଅନ୍ୟ ସମସ୍ତେ ପାପୀ।ହେ ପ୍ରଭୁ ତୁମକୁ ତୁମେ ରକ୍ଷାକର। ଜୟ ଜଗନ୍ନାଥ।
@gayadharsethy4817
@gayadharsethy4817 11 ай бұрын
କେହି ପ୍ରବେଶ କରିପାରିବେ ନାହିଁ ନନା କହୁଚ ତାହାଲେ ଚାବି କିଏ କାହିଁକି ହଜେଇଲା ଆପଣ ଏକା ନୁହେଁ ଯିଏ ବି ଜଡିତ ସେମାନେ ବିରୋଧ ଆଉ ଭୟଭୀତ କରେଇବେ
@krushnamohanprusty2728
@krushnamohanprusty2728 11 ай бұрын
ଦଇତାପତି ମହାଶୟ କ'ଣ ଜଗନ୍ନାଥ ମହାପ୍ରଭୁଙ୍କ ସେବକ ନା ନବୀନ ସରକାରଙ୍କର ? ବିଜେଡି ସରକାରଙ୍କୁ ସୁହାଇଲା ଭଳି ମତାମତ ଦେବାରୁ ବିରତ ରହିଲେ ଜନତାଙ୍କ ନିକଟରେ ସମ୍ମାନ ବଢିବ !
@sureshanmajhi352
@sureshanmajhi352 11 күн бұрын
ଜୟ ଜଗନ୍ନାଥ
@lizzadhira2124
@lizzadhira2124 11 ай бұрын
Jay jagnnath swami ❤
@funnytravel1991
@funnytravel1991 28 күн бұрын
ମହାପ୍ରଭୁ ତୁମଉପରେ ଯାହାର ବିଶ୍ୱାସ ନାହିଁ ତାଙ୍କକଥା ତୁମେ ବୁଝ ପ୍ରଭୁ 🙏
@subhampradhan7288
@subhampradhan7288 5 күн бұрын
Jay Jagannath ❤
@manojkumarmohapatra-oy1gc
@manojkumarmohapatra-oy1gc 11 ай бұрын
ତମେ ସବୁ ନେଇଛ ତେଣୁ ଖୋଲିବାକୁ ମନା କରୁଛ
@ChandramaniSahoo-ks6sc
@ChandramaniSahoo-ks6sc 13 күн бұрын
Jay jagannatha mahaprabu ma bapa maa ku bhalare rakha ama paribara ku bhalare rakha ama chua jhia ku bhalare rakha
@debrajsahoo3575
@debrajsahoo3575 11 ай бұрын
ସବୁ ହଡପ ହୋଇଯାଇଛି l
@user-kg3kn5hn1r
@user-kg3kn5hn1r 11 ай бұрын
Daita pati mananka katha thik nahni Jane. Kahuchi. Khola. Au Jane kahuchanti Khola nahni
@bikramkumarkalia6522
@bikramkumarkalia6522 14 күн бұрын
Ehi lokaku dhara sabu bahariba
@armaan_bisimajhi.
@armaan_bisimajhi. 11 ай бұрын
Jaya Jagannath.
@balarampradhan8840
@balarampradhan8840 11 күн бұрын
କିଛ ନାହିଁ ଭିତରେ ତେଣୁ ଖୋଲିବା ଦରକାର ନାହିଁ।ଜୟ ଜଗନ୍ନାଥ
@PayalKB
@PayalKB 11 ай бұрын
Jai jaganath
@tirupatikumardash3062
@tirupatikumardash3062 11 ай бұрын
Jai jagannath
@giridharibehera7793
@giridharibehera7793 11 ай бұрын
ଭିତରେ କିଛି ନଥିବା ହେତୁ ଗର୍ଜନ ଶୁଣାଯାଉଛି କି ?ସମସ୍ତଙ୍କୁ ଭୟଭୀତ କରିବାର କାରଣ ବୋଧେ ସମସ୍ତଙ୍କୁ ଜଣା ପଡିଗଲାଣି ।ଆଗରୁ ସାପ ନଥିଲେ ଏବେ ସବୁ ସାପ ଆସିଲେ କଣ ଭଣ୍ଡାର ନଷ୍ଟ ଭ୍ରଷ୍ଟ ହେବାରୁ ? ମୁଖ୍ୟ କଥା ଦୁଇଟି-ଭଣ୍ଡାର ଖାଲି କିମ୍ବା ବାହାର ଶତୃ ଆକ୍ରମଣ ଆଶଙ୍କା !
@dasharathbehera7891
@dasharathbehera7891 11 ай бұрын
ଖଲିଦେଲେ ସାପ ଗୁଡ଼ାକ ଓଡିସା ର ଲକମାନକୁଂ ଧସିଂବ ସଲା ମିଛୁଆ
@bitubitu941
@bitubitu941 8 ай бұрын
Thank you mam❤for asking good questions.
@nodout7059
@nodout7059 11 ай бұрын
Jay jaganath sabu apanka Daya.
@dr.surekhadas2004
@dr.surekhadas2004 11 ай бұрын
Jay Jagannath🙏🙏
@manasipanda5748
@manasipanda5748 11 ай бұрын
Sir, right kahile, thank you sir. Jay jagannath🙏🙏🙏
@rohitcreativitykuna5672
@rohitcreativitykuna5672 6 күн бұрын
ବାଳ ନା ବ୍ରାହ୍ମଣ ଓ ପ୍ରଶାସନ ସବୁ ରତ୍ନ ସବୁ ନେଇ ଯାଇଛନ୍ତି
@ajaybadjena6799
@ajaybadjena6799 11 ай бұрын
ପୂର୍ବରୁ କଣ ପାଇଁ ନିରବ ଥିଲେ କି,ଵିପଦ ଅଛି କହିଲେ ଖୋଲା ନ ହଉ ,ରନ୍ମ ଭଣ୍ଡାର ଖୋଲିଲେ ଅସୁଵିଧା କେଉଁଠି,ରନ୍ନଭଣ୍ଡାରକୁ ଯିଵା ପୂର୍ବରୁ କଣ ପାଇଁ ଶପଥ ନେବେ କି ,ବାହା୍ରକୁ ଆସିଲେ କିଛି କହିଵେ ନାହିଁ, ଏହାର ଅର୍ଥ କଣହୋଇପାରେ କି,ତାହେଲେ ମିଲି ଭଗତରୈ ରନ୍ନ ଭଣ୍ଡାର ଲୁଟୁ ହୋଇଅଛି ,ରନ୍ନଭଣ୍ଡାର ଚାଵି ହଜିଵା ଦିନ ଠାର ଓଡିଶା ବାସୀଙ୍କ ମନରେ ସନ୍ଧେହ ହୋଇଆସୁଅଛି ,ଏହା ନିରାଟ ସତ୍ୟ ,
@AlokDas-mz5fm
@AlokDas-mz5fm 26 күн бұрын
ସ୍ୱାର୍ଥରେ ଅନ୍ଧ ହୋଇ ମଣିଷ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି, ତାଙ୍କୁ ନୀତି ବିଭ୍ରାଟ କରିଛନ୍ତି,,, ତେବେ ରତ୍ନ ଚୋରି ହେଇ ନଥିବ ବୋଲି କଣ ପ୍ରମାଣ ଅଛି,, କୁହାଯାଉଛି ମହାପ୍ରଭୁଙ୍କ ଇଛା ବିନା ଖୋଲି ହବନି,, ହେଇପାରେ ମହାପ୍ରଭୁ ଇଚ୍ଛା ପ୍ରକଟ କରିଛନ୍ତି, ଯାହା ଫଳରେ, ସମସ୍ତେ ରତ୍ନ ଭଣ୍ଡାର ଖୋଲିବା ପାଇଁ ଇଛୁକ ଅଛନ୍ତି, ଏହା କଣ ପ୍ରଭୁଙ୍କ ଇଚ୍ଛା ବୋଲି ଭାବିବା ଠିକ ନୁହେଁକି??? କରି କରାଉ ଥାଏ ସେହି, ତା ବିନୁ ଅନ୍ୟ ଗତି ନାହିଁ,, ଜୟ ଜଗନ୍ନାଥ 👍👍👍👍👍
@khantiodia1289
@khantiodia1289 11 ай бұрын
ସବୁ ଗୋଟିଏ ଚାଲ୍
@kuberkuber3890
@kuberkuber3890 15 күн бұрын
ଆରେସାବୁତନେଲ ଆଉକ୍ ନଅ ଛି ଯେ ଲୁଟିବା😮😮
@gopalmalana7504
@gopalmalana7504 6 күн бұрын
Jagannatah swami
@babupatra3423
@babupatra3423 11 ай бұрын
jay jagannath 🙏🙏
@dibakarsa754
@dibakarsa754 11 ай бұрын
ସାପ ଯଦି ଅଛି ସାପ ଧରାଳି ର ଅଭାବ ନାହିଁ ।
@parsuramsahoo7509
@parsuramsahoo7509 2 күн бұрын
ଓଡ଼ିଶା ବାସୀଙ୍କୁ ଅପେକ୍ଷା କରାଉଛି କିଏ,, କିଛି କୁ ଚକ୍ରି,ରାଜନୈତିକ ଦଳ ,ଆଉ କିଛି ଚୋର ଚୁଟିଆ, ମିଡ଼ିଆ। ସେମାନେ ଚର୍ଚ୍ଚା ଆସିବା ପାଇଁ ଏ ସବୁ କରିଛନ୍ତି। ରତ୍ନ ଭଣ୍ଡାର ଖୋଲା ଗଲେ ସାଧାରଣ ଭକ୍ତ ଓ ଜନତାଙ୍କୁ ସେଥିରୁ ମିଳିବ କଣ , ସେ କାହିଁକି ଭାବିବ ଜଗନ୍ନାଥ କାଳେ କାଳେ ଜଗତର ନାଥ ,ତାଙ୍କର କଥା ସେ ସ୍ୱାୟୋମ ଚିନ୍ତା କରିବେ ,ତାଙ୍କ ଉଅପେରେ ଛାର ମଣିଷ କିଏ ,ନାସ୍ତିକ ମନେଶ୍ୱର୍ଥ କବଳିତ ହୋଇ ଅଧିକ କୂତ୍ରିମ ଚିନ୍ତା କରନ୍ତି😢,,ଛଳନା କରନ୍ତି। ତାର ଦଣ୍ଡ ଠାକୁର ଅବଶ୍ୟ ଦିଅନ୍ତି,ଏ ମୂର୍ଖ ମାନେ ମାନନ୍ତି ନାହିଁ,ଦେହ ଖରାପ ଭାଗ୍ୟ ଖରାପ କେହି ନାଲି ନେଲି ଖଇରିଆ ପଥର ହାତରେ ଲାଗନ୍ତି,,ମେଡିକାଲ ବେଡେ ରେ ପଡ଼ି ଲକ୍ଷ୍ୟ ଲକ୍ଷ୍ୟ ଖର୍ଚ୍ଚ କରି ପେଟ ଛାତି ମୁଣ୍ଡ ଆଦି କଟାନ୍ତି ,ଜୟ ଜଗନ୍ନାଥ❤🎉🎉🎉🎉🎉❤
@jagannathdas7714
@jagannathdas7714 11 ай бұрын
All comments are correct . Sevayatji may be evolved to do empty .
@subhrajyoti7809
@subhrajyoti7809 10 күн бұрын
ଆଗରୁ ଆଉ ଶୁଭୁ ନଥିଲା
@sunildash2324
@sunildash2324 9 күн бұрын
JAY ❤JAY JAY SHREE ♥️ JAGANNATH SWAMI MAHAPRAVU BAGABAN MAHARAJ KI JAY JAY JAY JAY JAY JAY JAY JAY JAY JAY JAY JAY JAY ❤❤❤❤❤❤❤❤❤❤❤❤❤❤❤❤
@bipinprivatevideo
@bipinprivatevideo 11 ай бұрын
ଜୟ ଜଗନ୍ନାଥ ❣️🙏❣️
@user-kq6vy5gt6o
@user-kq6vy5gt6o 24 күн бұрын
Radhe radhe
@SuryaJena-t7n
@SuryaJena-t7n 4 күн бұрын
Right ✅ your answers
@manasmohapatra7874
@manasmohapatra7874 14 күн бұрын
ଯେତେବେଳେ ନିର୍ଦ୍ଦେଶ ଆସିବ ସେତେବେଳେ କିଛି ନ ଥିବ ସବୁ ଚୋରି କରି ସାରିଛନ୍ତି ତେଣୁ ଏମାନେ ଡରୁଛନ୍ତି ଓ ମିଛ ବାହନା କରୁଛନ୍ତି
@prafullachandrasahoo9688
@prafullachandrasahoo9688 15 күн бұрын
ଆଗରୁ ଯେଉଁ ଖୋଲାହୋଇଥିଲା, କେମିତି ଖୋଲିଲା. ସେମାନେ କଣ ଗର୍ଜନ ଶୁଣିନଥିଲେ. ସବୁ ଖାଇଦେଇଛନ୍ତି, ତେଣୁ ଖୋଲିବାକୁ ଡରୁଛନ୍ତି.
@munabarik3702
@munabarik3702 8 күн бұрын
Jay Jagannatha Swami Nayana Patha gami please help me
@amarendrasharma27
@amarendrasharma27 13 күн бұрын
ସବୁ ହଡ଼ପ ହୋଇଛି ଏ ଲୋକ ଟି ସମ୍ପୂର୍ଣ ଭାବେ ଦାୟୀ
@storywithabinash7300
@storywithabinash7300 11 ай бұрын
High court ରେ ଆଙ୍କର କେହି ଉଚ୍ଚ ସ୍ତରରେ ଅଛନ୍ତି ବୋଧେ! ସେଥି ପାଇଁ ଏତେ ଯୋର୍ ରେ କହୁଛି ଯେ ; କୋର୍ଟ ଆଦେଶ ଦେଲେ ହେବ !
@brajamohanmaharana6328
@brajamohanmaharana6328 11 ай бұрын
Jai jagannath. Ratna bhandar ki Jai Jai kar
@pramodkumarroutrout3824
@pramodkumarroutrout3824 14 күн бұрын
Jay Jagannath
@Rajesh-dash
@Rajesh-dash 11 ай бұрын
ଯିଏ ପାପି ହୋଇଥିବ ତା ମନକୁ ନିଶ୍ଚିତ ପାପ ଛୁଇଁବ... ପାପି ମାନେ ରତ୍ନଭଣ୍ଡାର ଭିତରକୁ ଯାଇପାରିବନି ଏହା ନିଶ୍ଚିତ ସତ୍ୟ 🙏 ଜୟ ଜଗନ୍ନାଥ 🙏
@maheswarsahoo7251
@maheswarsahoo7251 11 ай бұрын
Right 👍
@user-xz2ud3ke8z
@user-xz2ud3ke8z 11 ай бұрын
Right👍🙏
@asishkumar3741
@asishkumar3741 11 ай бұрын
​@@maheswarsahoo72517 et
@asishkumar3741
@asishkumar3741 11 ай бұрын
​@@maheswarsahoo7251CD GB my Ng😅
@aloksahu4284
@aloksahu4284 24 күн бұрын
Jay jagannath🙏🙏
@brajarajbastia4124
@brajarajbastia4124 23 күн бұрын
Jay shree jagannath ❤️🙏❤️
@ugreshantandi
@ugreshantandi 19 күн бұрын
ନବୀନ‌‌ସାର ଐତିହାସିକ ରହସ୍ୟ କୁ ରହସ୍ୟ ରଖିଥିଲେ, କାରଣ ଏହା ଦ୍ବାରା ବିଶ୍ବ ରହସ୍ୟ ରେ ରହିଛି
@sanjibrout424
@sanjibrout424 11 ай бұрын
Yes yes yes why not 100 persent right Jay shree jagannath ❤️
@user-eu1ph6bo1d
@user-eu1ph6bo1d 10 күн бұрын
ମହାପ୍ରଭୁ ଙ୍କ ର ଇଚ୍ଛା ରେ ହିଁ ସବୁ ହେଉଛି ତେଣୁ ବର୍ତମାନ ପ୍ରଭୁ ଙ୍କ ର ଇଚ୍ଛା ଯାହା ବର୍ତମାନ ପରିବର୍ତନ ହେଲା ସବୁ ତାଙ୍କରି ଇଚ୍ଛା ତେଣୁ ରତ୍ନ ଭଣ୍ଡାର ଖୋଲି ଦେଖିବା ଵି ପ୍ରଭୁ ଙ୍କ ର ଇଚ୍ଛା
@dr.somakasapu2735
@dr.somakasapu2735 2 ай бұрын
Jay Jagannath.
@sadanandabag1591
@sadanandabag1591 9 күн бұрын
ଜଗତରନାଥ ଜଗନ୍ନାଥ ।ସାରା ସଂସାର ତାଙ୍କର ।ଆମେ ସମସ୍ତେ ତାଙ୍କର ସନ୍ତାନ। ରତ୍ନ ଭଣ୍ଡାରରେ ଥିବା ସମସ୍ତ ରତ୍ନ ସଂସାରର ମଂଗଳ ପାଇଁ ।ଅତଃ ରତ୍ନ ଭଣ୍ଡାର ଖୋଳିଲେ ପାପ ହେବ ନାହିଁ କି ଦୋଷ ହେବ ନାହିଁ । ମହା ପ୍ରଭୂ କାହା ପାଇଁ ,କଣ ପାଇଁଏତେ ରତ୍ନ ରଖିଛନ୍ତି ।ମହାପ୍ରଭୁଙ୍କ ସେହି ଅମୂଲ୍ଯ ରତ୍ନକୁ ଦର୍ଶନ କଲେ ଆମର ମାନବ ଜନ୍ମ ଧନ୍ଯ ହୋଇଯିବ ।ଜୟ ଜଗନ୍ନାଥ।
@parsuramsahoo7509
@parsuramsahoo7509 2 күн бұрын
ବଡ଼ ଭକ୍ତ ଜଣେ ଜଣାପଡୁଛି।
@BhagabanpatiPati
@BhagabanpatiPati Күн бұрын
ସମ୍ପାଦକ ମିଛ ଗପ , ଆଗରୁ ଚାଲିଆସିଥିବା ଜହ୍ନ ମାମୁଁ ଗପ କହୁଛନ୍ତି ,ଯେତେ ମନଗଢା କଥା ଏହି ପୁରୀରେ , ଆରେ ଖୋଲ କଣ ହବ ସାରା ପୃଥିବୀ ଜାଣିବ
@manjulatapuhan3485
@manjulatapuhan3485 11 ай бұрын
Jayjagannath🙏🙏🙏🙏🙏🙏🙏tumesambhala
@JayantaDigal-oj9ki
@JayantaDigal-oj9ki 5 күн бұрын
Sampurna michha
@RohitKumar-jd8ok
@RohitKumar-jd8ok 11 күн бұрын
Robert camera ku jibaku dio.. Jay Jagannath.. E loko darauchi...
@user-lz2fo5vp
@user-lz2fo5vp 22 күн бұрын
Jai jagannath 🙏🙏❤❤❤❤❤ 👇🏻
@BhagabanpatiPati
@BhagabanpatiPati Күн бұрын
ସମ୍ପାଦକ , ମହାଶୟ, ଜଗନ୍ନାଥଙ୍କ ଇଚ୍ଛା ଥିଲା ସାରା ଓଡ଼ିଶା ରୁ ଚାଉଳ ମାଗି ଖାଇଲେ ,ତମକୁ ସଟ ହେଉଛି
@umasankarsahu7974
@umasankarsahu7974 12 күн бұрын
ଆମେ ନିଜ ଘରକୁ କିଛି ବର୍ଷ ଛାଡିଦେଲାପରେ ପୁଣି ସେ ଘରକୁ ଆସିଲେ ଦେଖିବା ସାପ ଅଛି ତାକୁ ବାହାର କରିବାନିକି ନା ଭାବିବା ଯେ ଲୋକନାଥ ଯଗିଛନ୍ତି ବୋଲି, ତମ ଘରେ ସାପ ପଶିଲେ ବାହାର କରୁନ କି ନା ଘର ଛାଡିକି ପଳାଉଛ
@gopalmalana7504
@gopalmalana7504 12 күн бұрын
Jaygannatah swami
@fitnessboi599
@fitnessboi599 18 күн бұрын
Jay shree Jagannath 🙏😢
@narayanbishoyi1170
@narayanbishoyi1170 3 күн бұрын
ଯେତେ ସବୁ ବେକାର କଥା
@ugreshantandi
@ugreshantandi 19 күн бұрын
You are great sir
@pradipmishra5627
@pradipmishra5627 13 күн бұрын
ସବୁ ମିଛ କଥା ରତ୍ନ ଭଣ୍ଡାର ଯାଞ୍ଚ ନିହାତି ଦରକାର ଯଦି ସେମିତି କଥା ମତେ ଅନୁମତି ଦିଆଯାଉ ମୁଁ ପ୍ରଥମେ ରତ୍ନ ଭଣ୍ଡାର କୁ ଯିବି
@bhibutipanda3442
@bhibutipanda3442 19 күн бұрын
Jay jagganath
@advertisingagency-yc1qh
@advertisingagency-yc1qh 6 күн бұрын
Agaru kemity kholajaithila ? Jagannath kun daki samrpana bhaba re kholajiba darkar. Jay Jagannath
@rajaashoksamrat417
@rajaashoksamrat417 14 күн бұрын
ଘୋ ଘୋ ଶୁବୁଚି ମାନେ ମାଲ୍ ଖାଲି ହେଇଜାଇଚି ଲୁଟି ନେଇଛନ୍ତି ଶବୁ ପ୍ରଭୁ ରାଗରେ ଏମିତି କରୁଛନ୍ତି ଦେଖୀଦିଅ ଟିକିଏ
@bijaylaxmitripathy934
@bijaylaxmitripathy934 Ай бұрын
ସମସ୍ତେ ପ୍ରାଥନା କରନ୍ତୁ ଗୋଟେ ଦିନ ସାରା ଭାରତ ର ଲୋକ ସମର୍ପଣ ଭାବରେ ଧ୍ୟାନ କରନ୍ତୁ
@Binodkumar-if6lk
@Binodkumar-if6lk 15 күн бұрын
Khola jauu...bipada hele hau..kintu khola jau..sey gapa kahuchanti.....sabu bele thaku chanti ...darauchanti....ye bhagaban nuhanti....khola jauu...
@indranirajhans9876
@indranirajhans9876 11 ай бұрын
Ram ram 🙏🙏🙏ram ram🙏🙏🙏
@catmomjyotsnamaye1042
@catmomjyotsnamaye1042 15 күн бұрын
Ratna bhandara ru rasta achi lokanthanka mandira sethi parbhu lokanatha hi jagi hi chanti prabhu nka lila prabhu hi janati Jay jagarnath jay lokanatha
@swadhinpradhan3723
@swadhinpradhan3723 24 күн бұрын
ଏଇ ରାମକୃଷ୍ଟଚୋରି କରିଛନ୍ତି ରତ୍ନ ଭଣ୍ଡାର
@SubhadityaSwain
@SubhadityaSwain 12 күн бұрын
🙏🙏🙏🙏🙏
@ranjanpanda8851
@ranjanpanda8851 11 ай бұрын
ଓଡ଼ିଶା ବାସି ନିଶ୍ଚିତ ହେଲେ ଜେ କମେ ଜଣେ BJD ଶରକାର ଚାମଚା କଣ କହିଲ ରତ୍ନ ଭଣ୍ଡାର ଭୀତରେ ସାପ ଅଛନ୍ତି ମିଛ କହନ୍ତୁ ନାହିଁ ସବୁ ତମେ ମାନେ ପ୍ରଭୁ ଜଗନ୍ନାଥଙ୍କ ଅଳଂକାର ଲୁଟିଚ କିଛି ସେହିପାଈ ଆମମାନଙ୍କୁ ଭୟଭୀତ କରୁଛ ଜୟ ଜଗନ୍ନାଥ 🙏🙏🙏🙏
@amitaacharya9342
@amitaacharya9342 11 ай бұрын
ଏମାର ମଠ ର କୋଟି, କୋଟି ଟଙ୍କା ର ଇଟା ଗଲା କୁଆଡେ?
@bapimishra8565
@bapimishra8565 16 күн бұрын
Jagannath Mahaprabhu icha hoisharichi
Khó thế mà cũng làm được || How did the police do that? #shorts
01:00
I’m just a kid 🥹🥰 LeoNata family #shorts
00:12
LeoNata Family
Рет қаралды 18 МЛН
1❤️#thankyou #shorts
00:21
あみか部
Рет қаралды 88 МЛН
Haha😂 Power💪 #trending #funny #viral #shorts
00:18
Reaction Station TV
Рет қаралды 14 МЛН
Anubhuti Re Jagannath : Nrusingha Mohapatra || Jay Jagannath || Spiritual Knowledge Odia
10:44
Khó thế mà cũng làm được || How did the police do that? #shorts
01:00