No video

Ratna Bhandar Reopen: କାଲି କ'ଣ ଘଟିଥିଲା ରତ୍ନଭଣ୍ଡାର ଭିତରେ, କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।Srimandira

  Рет қаралды 784

ZEE Odisha News

ZEE Odisha News

Күн бұрын

ଅନେକ ବାଦ ବିବାଦ ପରେ ଆଜି ବିଜେପି ସରକାରଙ୍କ ପକ୍ଷରୁ ଦ୍ୱିତୀୟ ରତ୍ନ ଭଣ୍ଡାରକୁ ଖୋଲିବା ଲାଗି ପ୍ରୟାସ ହୋଇଥିଲା। ଏଥିଲାଗି ଆବଶ୍ୟକ ବିଶେଷଜ୍ଞ ଏକ କମିଟିର ଏକ ୧୧ ଜଣିଆ ପ୍ରତିନିଧି ଦଳ ଭିତରକୁ ପ୍ରବେଶ କରିଥିଲେ। ସେବାୟତଙ୍କ ପରି ଏହି ଦଳର ସଦସ୍ୟମାନେ ପରିଧାନ କରିଥିଲେ। ଶ୍ରୀ ଲୋକନାଥଙ୍କଠାରୁ ଆଜ୍ଞାମାଳ, ମହାଲକ୍ଷ୍ମୀ ଏବଂ ବିମଳାଙ୍କଠାରୁ ଆଶୀର୍ବାଦ ଆଣିବା ପରେ ବାହାର ରତ୍ନ ଭଣ୍ଡାରକୁ ଅପରାହ୍ଣ ୧ଟା ୨୮ ମିନିଟ ସମୟରେ ଖୋଲାଯାଇଥିଲା। ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏଠାରେ ଥିବା ରତ୍ନ ଓ ଅଳଙ୍କାରକୁ ଅସ୍ଥାୟୀ ରତ୍ନ ଭଣ୍ଡାରକୁ ନିଆଯାଇଥିଲା।
#odishanews #ZeeOdishaNews #RatnaBhandarReopen
...................................................................................................................
About Channel:-
Get the latest Odisha news headlines and breaking news, the latest news on our KZbin Channel, and know more about your State. Visit us to get the breaking news from Odisha at your fingertips.
...........................................................................
Follow us on:-
Web: zeenews.india....
Facebook: / zeeodisha
Twitter: / zeeodisha
Instagram: / zeeodishanews
......................................................................................................

Пікірлер
Oh No! My Doll Fell In The Dirt🤧💩
00:17
ToolTastic
Рет қаралды 11 МЛН
Nurse's Mission: Bringing Joy to Young Lives #shorts
00:17
Fabiosa Stories
Рет қаралды 5 МЛН
Joker can't swim!#joker #shorts
00:46
Untitled Joker
Рет қаралды 41 МЛН
Oh No! My Doll Fell In The Dirt🤧💩
00:17
ToolTastic
Рет қаралды 11 МЛН