No video

`ରତ୍ନଭଣ୍ଡାରରେ ରହିଛି କଙ୍କାଳ ଓ ମଣିଷ ମୁଣ୍ଡ’ || Srimandir Ratna Bhandar || Ratna Bhandar Rahasya || OR

  Рет қаралды 265,415

Odisha Reporter

Odisha Reporter

Ай бұрын

ରତ୍ନଭଣ୍ଡାରକୁ ନେଇ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଧାରଣା ଓ କାଳ୍ପନିକ ଚିତ୍ର। କିନ୍ତୁ ଆଜି ଯେତେବେଳେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲୁଛି, ସେତେବେଳେ ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ବୟାନ। ଏହାକୁ ନେଇ ମହାପ୍ରଭୁଙ୍କ ପ୍ରଧାନୀ ସେବାୟତ କହିଛନ୍ତି, `ରତ୍ନଭଣ୍ଡାରରେ ରହିଛି କଙ୍କାଳ ଓ ମଣିଷ ମୁଣ୍ଡ’....
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #ratnabhandar #purisrimandir #jayjagannathpuri

Пікірлер: 478
@hemantsethy1046
@hemantsethy1046 Ай бұрын
ତମରି ମାନକୁ ଆମେ ବିଶ୍ବାସ କରି ମସ୍ତବଡ ଭୁଲ୍ କରିଚାଲିଥିଲୁ କିନ୍ତୁ ଆଉ ନୁହେଁ ।
@Shree_910
@Shree_910 Ай бұрын
ଆଉ ଡରେଇକି କିଛି ଲାଭ ନାହିଁ😂 ରତ୍ନ ଭଣ୍ଡାର ଖୋଲା ହେଇ ସାରିଲାଣି 🙏❤
@AgnibhuN
@AgnibhuN Ай бұрын
Thik
@badal143sai
@badal143sai Ай бұрын
Heini re bhai sudanga baki achhi
@ratna5612
@ratna5612 Ай бұрын
ରତ୍ନ ଭଣ୍ଡାର ରେ କିଛି ବି ନାହିଁ, ସୁନା। ବେଶ ରେ ଯେତିକି ଲାଗେ ସେତିକି ଛଡ଼ା ଶେଷ କୋଠରୀ ରେ କିଛି ନାହିଁ, ସବୁ ଜାଣି ଲୋକ ଚୁପ୍, ଯଦି ଏମାନଙ୍କୁ ଠାକୁର ସହି ପାରିଲେ ଆମେ କିଏ,
@prabadhdas7213
@prabadhdas7213 Ай бұрын
Se rasayan ku Odisharo sobu goribo lokonku chokhei dio....Kain gote bekaria kotha kohucho.
@proudKGF112
@proudKGF112 Ай бұрын
@@ratna5612 baki kuade gala
@rameshsethi1280
@rameshsethi1280 Ай бұрын
ଏଇ ସବୁ କାହାଣୀ କୀଏ, ବୁଢ଼ୀ ମାଆ, ଙ୍କ ଠାରୁ ଶୁଣି ଥିଲ,
@santoshpurti6462
@santoshpurti6462 Ай бұрын
Pura galua ta😂😂
@nangamarndi1170
@nangamarndi1170 Ай бұрын
​ବୁଢ଼ା ଠିକ କହିଛି ବୁଝି ଵା ଟିକେ କଷ୍ଟ ଶପ୍ତ ଫେଣି ସାପ ମାନେ ମଣିଷ ମୁଣ୍ଡ ରେ ସାତଟି ଇନ୍ଦ୍ରୟ ତାଠାରୁ ବଞ୍ଚି ଵା ମୁସ୍କିଲ ସାପ ଥାଉକି ନ ଥାଉ କିନ୍ତୁ ମଣିଷ ପାଖରୁ ବଞ୍ଚି ଵା କଷ୍ଟ @@santoshpurti6462
@bhimsenmajhi1486
@bhimsenmajhi1486 Ай бұрын
ଏସବୁ କାଳ୍ପନିକ କଥା । କୌଣସି କଥା ସତ୍ୟ ନୁହେଁ।
@vikaridash6743
@vikaridash6743 Ай бұрын
I DON'T LIKE THIS WARDS YES YES YES ❤❤❤
@proudKGF112
@proudKGF112 Ай бұрын
Tame bhagaban ku bishwas karani na kan
@arunjena9669
@arunjena9669 Ай бұрын
ପରମ ଟାଉଟର
@maheshkumarpanda7530
@maheshkumarpanda7530 Ай бұрын
ଇ ସବୁ ଟାଉଟର ପୁରୀ ପଣ୍ଡା ମାନେ ସବୁ ଜାଣିଛନ୍ତି,
@snigdhasamantaray5389
@snigdhasamantaray5389 Ай бұрын
😂😂😂
@debaduttapatanaik453
@debaduttapatanaik453 Ай бұрын
କାହିଁକି ଗାଲୁ ଗପ ଗାଉଛ
@shyamsundarmurmu6611
@shyamsundarmurmu6611 Ай бұрын
ମା ଗିଁହା ସେବାୟତ ମହାନ ଚୋର
@prasantkumarmallick5636
@prasantkumarmallick5636 Ай бұрын
ମାଲିକ ଘରେ ନାହାନ୍ତି, ତାଙ୍କ ଭଣ୍ଡାର ଖୋଲିବା ଅନୁଚିତ, ତାଙ୍କ ଉପସ୍ଥିତିରେ ଖୋଲିବା କଥା l
@saratbiswal9258
@saratbiswal9258 Ай бұрын
Tama ku pachari kholiba katha.
@dhaneswardhaneswar1678
@dhaneswardhaneswar1678 Ай бұрын
😅😅😂
@user-iz4kq7fn6h
@user-iz4kq7fn6h Ай бұрын
ସେସବୁ ଯାଗାରେ ଅଛି
@user-mq6mr5qr9o
@user-mq6mr5qr9o Ай бұрын
ଏଇଟା ଗାଲୁଆ ଟା
@user-te6tz8qb7j
@user-te6tz8qb7j Ай бұрын
Right
@kabulinayak7212
@kabulinayak7212 Ай бұрын
କାହିଁ ଗାଲୁ ପେଲୁଛ ମଉସା ?
@bijayapppradhan4563
@bijayapppradhan4563 Ай бұрын
ତୋ ବୋପା ର ଥିବ। ଚୋରି ପାଇଁ ଯାଇଥିବ। ଠାକୁର ଙ୍କ ରତ୍ନ ସେ ପିନ୍ଧିବେ। ଏ ଭାଡୁଆ ମାନେ ଅତିରଂଜିତ କରି କହୁଛନ୍ତି।
@satyajitmallickdiary4664
@satyajitmallickdiary4664 Ай бұрын
Satre re bhai
@vikaridash6743
@vikaridash6743 Ай бұрын
RIGHT BROTHER ❤❤
@kuanrtudu9960
@kuanrtudu9960 Ай бұрын
ଏ ସେବାୟତ ଟା ପାଗଳ ହେଇଛି । କିଛି ନ ଜାଣି ଗପୁଛି ।
@judhisthiramohanta5862
@judhisthiramohanta5862 Ай бұрын
ଏ ସେବାୟତ ଆଜି ବି ଅନ୍ଧ ବିଶ୍ୱାସୀ
@vikaridash6743
@vikaridash6743 Ай бұрын
YES,AAJI BI E SANSARARE ANDHA BISWASI MAANE ACHHANTI ❤❤❤❤
@prananathpati9976
@prananathpati9976 Ай бұрын
ଖୋଲା ହେଲାଣି। ଦେଖିବା କଣ ମିଳୁଛି। କିନ୍ତୁ ଏହି ସମୟରେ ପାଣ୍ଡିଆ ତା ପୋଲିସ ଚାମଚା ମାନଙ୍କୁ ଧରି କିଛି ଚକ୍ରାନ୍ତ କରିପାରେ। ମାଝୀ ସରକାର ସତର୍କ ରୁହନ୍ତୁ।
@malayapatra9564
@malayapatra9564 Ай бұрын
ଏ ସେବାୟତଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ ମହାପ୍ରଭୁ ଜଗନ୍ନାଥ
@sanjibkumarpanda6752
@sanjibkumarpanda6752 Ай бұрын
ଭଲ କଥା ଶୁଣି ଥିଲେ ଭୟ କରିଥିବାରୁ ପୁର୍ବଜ ମାନଙ୍କୁ ଧନ୍ୟବାଦ୍ ଭୟ ଅଛି ବୋଲି ରତ୍ନ ସୁରକ୍ଷିତ ଥିବ ଜୟ ଜଗନ୍ନାଥ
@cbgaming8496
@cbgaming8496 Ай бұрын
❤ right amiti katha spread haba b bhala katha
@SidharthPrasadDas
@SidharthPrasadDas Ай бұрын
ଯା ଥାଉ, କଙ୍କାଳ ଥାଉ କି ସାପ ଥାଉ କି କୁମ୍ଭୀର ଥାଉ ହାତୀ ଥାଉ, ଯା ଥାଉ ମର କି ଯା କର କିନ୍ତୁ ଖୋଲ ଗଣି କି ଆସ, ଓଡ଼ିଆ ଙ୍କୁ ଏ କଥା କହି ଭୋଟ ନେଇଚ ମର କି ବଞ୍ଚ କିନ୍ତୁ କାମ ଶେଷ କର, ତୋ କଥା ତୁହି ରକ୍ଷା କର ହେ ବିଜେପି ସରକାର,
@loafertoka8965
@loafertoka8965 Ай бұрын
Right bhai
@mantubabu161
@mantubabu161 Ай бұрын
ବାଳ ନା mg ମିଡିଆ ଆଗରେ ଯାହା ନାହିଁ ତାହା କହି ପକେଇଛି ଗାଲୁଆଙ୍କ ବାପା ମିଛ କଥା ସବୁ
@prabodhamohanty4999
@prabodhamohanty4999 Ай бұрын
ବେକାର କଥା,,,,,, ବ୍ରହ୍ମ ପରିବର୍ତ୍ତନ ସମୟରେ ଏଇମିତି ଗାଲୁ କଥା କହିଥଲେ
@Shree_910
@Shree_910 Ай бұрын
ହଁ ସେ ସପ୍ତଫେଣୀ ନାଗ ହୋଇଛି ଅନନ୍ତ ନାଗ🙏🐍
@mrunikeandheartkiller9399
@mrunikeandheartkiller9399 Ай бұрын
ଠାକୁର ସାପ
@srisaidesignvastu9209
@srisaidesignvastu9209 Ай бұрын
ତୂମକୁ ପଣ୍ଡା ମିଳିଲେ ନାହିଁ ! ବେକାର କଥା,ତୁମ ଶୂଣା କଥା ସବୁ ଗପ ,ସବୁ ଦ୍ବାର ଖୋଲିଲା ଆଉ ବୋକା ବନାନ୍ତୁ ନାହିଁ! କିଛି ନାହିଁ ସବୁ ଟାଉଟର !
@sarojkumarbehera6697
@sarojkumarbehera6697 Ай бұрын
ମିଛ
@BISWAJITDAS-hq6su
@BISWAJITDAS-hq6su Ай бұрын
ସପ୍ତମ ଶ୍ରେଣୀ ସାପ 🐉😂😂କାଇଁକି ଆଉ 5 T ସ୍କୁଲ ରେ ଆଗକୁ ଗଲାନି କି 🤣🤣
@bhabanisankarsahu749
@bhabanisankarsahu749 Ай бұрын
କୋଉଠୁ ପାଉଛ ଏମିତି ଜନ୍ତୁ ମାନଙ୍କୁ
@ramchandrabehera7398
@ramchandrabehera7398 Ай бұрын
ମୂଷା ନିଶ୍ଚୟ ରହୁଥିବ
@bhabanisankardas8641
@bhabanisankardas8641 Ай бұрын
ଏଗୁଡ଼ାଙ୍କୁ କାହିଁକି ପଚାରୁଛନ୍ତି, ଇଆଡୁ ସିଆଡୁ, ଗୁଡ଼ାଏ ଗୁଲୁଖଟି ଗପ କରି ନିଜର କ୍ରେଡିଟ ନେବେ, ଏମାନଙ୍କ କଥା ଆଦୌ ବିଶ୍ୱାସକରନ୍ତୁ ନାହିଁ, ମନ୍ଦିର ଭିତରେ ନର କଙ୍କାଳ, ଏହା ମନ୍ଦିର ନା ସ୍ମଶାନ ବୋଲି ସେ ମହାଶୟ ଭାବୁଛନ୍ତି
@vikaridash6743
@vikaridash6743 Ай бұрын
YOUR TALKING IS BETTER OF ALL 🎉🎉🎉🎉❤❤❤❤❤
@Sanju-5-5
@Sanju-5-5 Ай бұрын
ଏ ଶଳା ମୁଣ୍ଡ ବୁଲା 😂
@PinkuPatra-dt8xx
@PinkuPatra-dt8xx Ай бұрын
ଜଣେ ସେବାୟତ ହେଇ ମଧ୍ୟ ମିଛ କହିବା ଠିକ ନୁହଁ ଜୟ ଜଗନ୍ନାଥ 🙏
@sajitpadhiary3555
@sajitpadhiary3555 Ай бұрын
ଭାଙ୍ଗ ନିଶା ମୁଣ୍ଡକୁ ଚଢ଼ି ଯାଇଛି ସେବକଙ୍କର
@BabyBaby-fw2re
@BabyBaby-fw2re Ай бұрын
ସତ କହିଲେ badhe😢
@himansupatra9717
@himansupatra9717 Ай бұрын
ଭାଡ଼ୁଆ ରିପୋର୍ଟର
@Bnbwq7133
@Bnbwq7133 Ай бұрын
ଜଗନ୍ନାଥ ବିରୁଦ୍ଧରେ ଏମିତି ଭାବ ରହିବା ଉଚିତ ନୁହେଁ ।
@UmaDas-jc3pd
@UmaDas-jc3pd Ай бұрын
ଏ.. ନ ନା ସା ବ ଧାଁ ନ ସାପ ଅଛି 🙏🤭😢🤣👍❤❤❤
@hrudayaranjan8217
@hrudayaranjan8217 Ай бұрын
ଏ ସେବାୟତ ଙ୍କୁ ଟିକେ ସାହସ ଦିଅନ୍ତୁ ପ୍ରଭୁ
@EternalLife0520
@EternalLife0520 Ай бұрын
ମଣିଷ ବଳୀ ଦିଆ ଯାଉଥିଲା investigation ହେଉ !!
@satyabratapanigrahi4169
@satyabratapanigrahi4169 Ай бұрын
ଲୋକେ ଚାଖିଲେ ଆଉ ମାଗଣା ଚାଉଳ ଦେବେ କଣ ପାଇଁ ଭୋକ ହବନି ଆଉ
@PRAMODBEHERA-il2mr
@PRAMODBEHERA-il2mr Ай бұрын
Good.
@eleenasahoo9134
@eleenasahoo9134 Ай бұрын
😂😂😂
@Juli-v8e
@Juli-v8e Ай бұрын
ସେ ରସାୟନ ମେଡିକାଲ୍ ରେ ରହିଲେ ବହୁତ ଲୋକ ବଞ୍ଚିଯାନ୍ତେ
@bijayrout5369
@bijayrout5369 Ай бұрын
ଚୋଡି ପୁଅକୁ ମାଡ଼ ହେବ ଜମା ଗଲୁଆ ମାରେ ନି
@girishmishra1662
@girishmishra1662 Ай бұрын
ସେ ରସାୟନକୁ ତୁମେ, ତୁମ ବଉଁଶ ର ସମସ୍ତେ ଚାଟିପକାଅ 15 ବର୍ଷ ଆଉ ଖାଇବାନି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ କୁ ବି ଚଟେଇଦେବ। ଏବଂ ଓଡ଼ିଶାର , ଭାରତ ର ସବୁ ଲୋକଙ୍କୁ ଚଟେଇଦେବା। କାହାକୁ କୁ ବି ଆସନ୍ତା 15ବର୍ଷ ଖାଇବାକୁ ପଡ଼ିବନି।
@user-wh4kq1qk8o
@user-wh4kq1qk8o Ай бұрын
ଏନନା ଗଞ୍ଜେଇ ଟାଣି ଛନ୍ତି ନିଶ୍ଚୟ।
@akshyapradhan5927
@akshyapradhan5927 23 күн бұрын
Sab kuj tik keherehe all rights bhaktaraj mat kholta o dyar ab sab k niyam nity se pare he jagannath k niche patal ko samundar pi lega sare jagat k sab kuj he jagannath ko dekh k swarg or o Ratna dyar pe narka tak rasta he yani rasatal sare jib prani he satya se aj tak Ratna bhandar kholna alag he lov karna swajn mout k dyar bulawa he jiwan mrityu k khel he jagannath samje
@rabindrakumarmohanty9415
@rabindrakumarmohanty9415 Ай бұрын
ସେ ଦେଖି ନାହାନ୍ତି ଯାହା ଶୁଣିଛନ୍ତି ତାହା କହିଲେ।
@payalexpres9820
@payalexpres9820 Ай бұрын
କାହିଁକି ଏତେ ଅତିରଂଜିତ କରି କହୁଛନ୍ତି, ରତ୍ନଭଣ୍ଡାର ଖୋଲିବାକଥା ଠିକ ହେଲେ ଘରର ମାଲିକ ବିନା ଘରେ ପଶିବା ସବୁଠୁ ବଡ ଭୁଲ, ଏତେଦିନ ଅପେକ୍ଷା କଲେ ଏମିତି କଣ ଘିଅ ଘର ପିମ୍ପୁଡି ଲାଗିଗଲା ମହାପ୍ରଭୁ ଆସିବା ପର୍ଯ୍ୟନ୍ତ ସମ୍ଭାଳିପାରିଲେନି? ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ତୁମେହିଁ ସାହା 🙏🙏🙏
@rabindrakumarmohanty9415
@rabindrakumarmohanty9415 Ай бұрын
ଜଗନ୍ନାଥ ଙ୍କ ଆଜ୍ଞା ମାଳ ନେଈ ଖୋଲା ଯାଇଛି,ଠିକୁର ସିଂହାସନ ରେ ଵିଜେ କଲେ ଗହଳି ଲାଗି ରହିବ ଭକ୍ତ ଭୋଳା ଙ୍କୁ ଭକ୍ତ ଙ୍କ ଦର୍ଶନ ରୁ ବଞ୍ଚିତ କରା ଯାଇ ପାରିବ ନାହିଁ।
@user-go7pi3vl5l
@user-go7pi3vl5l Ай бұрын
Jay Jagannath 🙏❤️🙏
@gourangadehury4327
@gourangadehury4327 Ай бұрын
ଆଗ ଚଦା ହାରମ୍ ଜାଦା କିଏ ପାଡି ଦେଲା ଶୁଘିଂ ଦେଇ ଗପିଜାଉଛୁ ଡାହା ମିଛ ଗୁଡା ।
@user-sz3jn8ww2q
@user-sz3jn8ww2q Ай бұрын
Jay Jagannath 🙏🙏🙏
@Subhashree0987
@Subhashree0987 Ай бұрын
Jay jagannath 🙏
@RabindraNaik-99
@RabindraNaik-99 Ай бұрын
ରତ୍ନ ଭଣ୍ଡାର ଖୋଲିଲେ ସବୁ ମରିବରେ ଓଡ଼ିଆ ଲୋକ ମାନେ ବୁଝୁନା କଣ ପାଇଁ. ଓଡ଼ିଆ ହେଇକି ଓଡ଼ିଆ ବୁଝିପାରୁନ
@rameshchandrasahoo8872
@rameshchandrasahoo8872 8 күн бұрын
Suniba, dekhiba tafat.
@Pandu_Premi
@Pandu_Premi Ай бұрын
ଡାଇନୋସର ଅଛି
@snigdhasamantaray5389
@snigdhasamantaray5389 Ай бұрын
😅😅😅
@snigdhasamantaray5389
@snigdhasamantaray5389 Ай бұрын
Ta bhitare 5 headed snake achi.godei khaiba.
@basudevmishra104
@basudevmishra104 Ай бұрын
ଠାକ ବ୍ରାହ୍ମଣ
@SumitMohanty-ro2rf
@SumitMohanty-ro2rf Ай бұрын
ଏ ବୁଢ଼ା କେଉଁଠୁ ସୁଣିଲା ମିଛ କହୁଚୁ ଜୟ ଜଗନ୍ନାଥ
@basantkumarpradhan1709
@basantkumarpradhan1709 Ай бұрын
ଏ ପଣ୍ଡା ପଢ଼ିଆରୀ ସେବାୟତ ସବୁ ପାଗଳ ହେଇଗଲେଣି, ଏମାନଙ୍କୁ ସଦବୁଦ୍ଧି ହେ ଗୋସାଇଁ। ଜୟ ଜଗନ୍ନାଥ 🙏
@prakashkumarjena.babusan.n3760
@prakashkumarjena.babusan.n3760 Ай бұрын
ଜୟ ଜଗନ୍ନାଥ ଜୟ ବିଜେପି 🙏🙏🙏🙏
@aranyadiscodance
@aranyadiscodance Ай бұрын
ସବୁ vandami
@sanjaypanda1225
@sanjaypanda1225 Ай бұрын
ମିଡ଼ିଆ ପାଗଳ, ବାଇଟ ଦେଉଥିବା ଲୋକ ପାଗଳ, ମିଡ଼ିଆ TRP ପାଇଁ ପାଗଳ
@rashmiranjan-t9h
@rashmiranjan-t9h Ай бұрын
ଗାଲୁ ପେଲିବାକୁ ସେବାୟତ ମାନେ ଅଛନ୍ତି
@SSS-uz3ec
@SSS-uz3ec Ай бұрын
Rasayan aniki Indian army ku diajau
@AsishRam-qp8yw
@AsishRam-qp8yw Ай бұрын
ଛୋଡ଼ି ପୁଅ ଶଳେ ଏଇ କଥା ସବୁ ବନ୍ଦ କର ଜଲ୍ଦୀ ଖୋଲି ବାକୁ ସୋପୋର୍ଟ କର
@user-ze5ed8fh5m
@user-ze5ed8fh5m Ай бұрын
ଏମାନେ ସବୁ କଟିକିଆ ଟାଉଟର ସବୁ ଚର ଗୁଡା
@krushnasahoo155
@krushnasahoo155 Ай бұрын
ଏ ପାଗଲ ସେଵାୟତ
@SubashChabdra-qm2ij
@SubashChabdra-qm2ij Ай бұрын
U r right now
@user-ud7vs3en2f
@user-ud7vs3en2f Ай бұрын
ସବୁ ଲୁଟି ନେଇଛନ୍ତି ବ୍ରାହ୍ମଣ ପଣ୍ଡା ମାନେ, ଏବେ ଖାଲି ମୂଷା, ବେଙ୍ଗ, ସାପ, ଝିଟିପିଟି, ଅସରପା, ଏଣ୍ଡୁଅ, ବିଛା କଙ୍କଡା ଭଣ୍ଡାର ଖାଲି ରହିଛି 😂 !!
@likhamapradhan1975
@likhamapradhan1975 Ай бұрын
ଯେତେବେଳେ ଜଣେ ଜଗନ୍ନାଥ କୁ ଦର୍ଶନ କରିବାକୁ ଯାଏ ସେତେବେଳେ ମନ୍ଦିର ଅଶୁଚି ହୁଏ
@skchannel496
@skchannel496 Ай бұрын
ସବୁ ମନଗଢା କଥା,
@Adityafoodandvlogs
@Adityafoodandvlogs Ай бұрын
Jadi ete bhayankar ratna bhandar bhagaban nka gahana sehi jagare kemiti rakhajauthila subidha thila boli gahana rakhajaichi agaru raja rajya jaya kari suna gahana ra adha sehi jagare jagannath pain rakha jauthila
@DuryodhanDas-wu7ft
@DuryodhanDas-wu7ft Ай бұрын
ଓଡିଶାର଼଼ବଡମିଛୁଆ଼଼଼ଏସେବାୟତନନା😢😢😢
@srikantsahoo6563
@srikantsahoo6563 Ай бұрын
ଖାଲି ଟାଉଟରି କଥା।ସେ ଶାପ କଣ ଖାଉଛି?ତାଙ୍କୁ ଖାଇବାକୁ ଦେଉଛି କିଏ?
@JagannathSahoo-vb4rj
@JagannathSahoo-vb4rj Ай бұрын
ପଣ୍ଡା ମାନେ ମାରିକି ପୁରେଇ ଛନ୍ତି ତେଣୁ କଙ୍କାଳ ଭାହାରିଵ
@sudarshanlenka1658
@sudarshanlenka1658 Ай бұрын
Sir apan jaithile kahiki khabar karuchanti jay jagannath namare
@JagannathSahoo-vb4rj
@JagannathSahoo-vb4rj Ай бұрын
ପଣ୍ଡା ମାନେ ଆଗରୁ ଭାର କରି ଖାଇ ସଇଲେଣି
@manasranjanbarik3644
@manasranjanbarik3644 Ай бұрын
❤ଜିୟ ଜଗନ୍ନାଥ❤
@raghunathsahu9432
@raghunathsahu9432 Ай бұрын
A ହା ପଣ୍ଡା ବାବୁ ଲୋକ ଦେଖି bite nuachha 🤔ତଳ କେ ଜ 50000qn ଅଜଗର ଅଛି କହିବେ କିନ୍ତୁ ପ୍ରକୃତ ଭକ୍ତ sir media bhai kam bite ନେଇ ଜଗନ୍ନାଥ କୁ କେହିବି ବଦନାମ ନାଇଁ କର 🙏
@maushumisoy904
@maushumisoy904 Ай бұрын
ଶୁଣା କଥାର , ସତ ନ ଥାଏ,
@SantoshJena-if5iw
@SantoshJena-if5iw Ай бұрын
Vanga ra Kamal
@srimatisahoo7534
@srimatisahoo7534 Ай бұрын
ମାନସିକ ଚିକିତ୍ସା ଦରକାର। ସେବା କଣ କରୁଥିବେ ?
@kumarduada8090
@kumarduada8090 Ай бұрын
ନିଜେ ପାନ ଖାଉଛନ୍ତି. ଆଉ ଦର୍ଶକ କୁ କହୁଛନ୍ତି.😂
@treasuresofyesterday5897
@treasuresofyesterday5897 Ай бұрын
ଏ ସବୁ ଜାଣିଚି
@aamy00
@aamy00 Ай бұрын
ପାଣ୍ଡିଆଁ ସେଇଟା ଚାଖିକି ଟୋକା ହେଇକି ରହିଛି। ତାକୁ ଭୋକ ଶୋଷ କିଛି ହଉନି।
@subashbehera9104
@subashbehera9104 Ай бұрын
ମିଛ ପ୍ରଚାର ।
@GANESHShwin-oz8pq
@GANESHShwin-oz8pq Ай бұрын
Satiata
@sunilsingh6413
@sunilsingh6413 Ай бұрын
Jay jagannath
@pratapff3075
@pratapff3075 Ай бұрын
Bala
@suranjanrout24458
@suranjanrout24458 Ай бұрын
ସବୁ ଭାଙ୍ଗ ର କମାଲ ।ଗାଲୁଆ ର ଶେଷ ସୀମା 😁😁
@lithosnayak7726
@lithosnayak7726 Ай бұрын
Request to reporter don't take this type of interview from this type of people
@satpathysusama9316
@satpathysusama9316 Ай бұрын
ମିଛୁଆ
@user-b1bablu
@user-b1bablu Ай бұрын
3rd gate ejaen khola heini ate byasta hua ni agaku puri sebayata mana nka bela kharap padi ba 😢 bahut bada bhul karichanti semane
@narottammallik2660
@narottammallik2660 Ай бұрын
ଯାହାକୁ ତାହାକୁ ଡାକିଆଣି news ବେନେଇ ଦେଇ utube ରେ ପୋଷ୍ଟ କରିଦେଲେ।ଯାହାର ଯାହା ମନକୁ ଆସିଲା ରତ୍ନଭଣ୍ଡାର ବିଷୟରେ ବଖାଣିଲା।
@felixnayak6317
@felixnayak6317 Ай бұрын
ସବୁ ବାଯ୍ଯକଥା
@iloveyoucommando11boys71
@iloveyoucommando11boys71 Ай бұрын
Jay jagannatha 🙏
@rajibkumarsahoo6169
@rajibkumarsahoo6169 Ай бұрын
Very good story 😄
@bhajamanswain7318
@bhajamanswain7318 Ай бұрын
😊😊😊
@dharmendrasahu6008
@dharmendrasahu6008 Ай бұрын
Rasayan bati achhi
@ADITYAPpradhan
@ADITYAPpradhan Ай бұрын
Mu jibi au khojibi ,,,,
@manojkumarmalik3315
@manojkumarmalik3315 Ай бұрын
ପାଗଳ
@user-qw4ot2bz2r
@user-qw4ot2bz2r Ай бұрын
Jagannath ji ki pujak ho aap jhuth mat boliye please 🙏
@ranjitsahu9526
@ranjitsahu9526 Ай бұрын
ହଇରେ ପେଲେଇ ପୁଅ,କାହିଁ ପବନ ମାରୁଛୁ
@ashoktripathy6975
@ashoktripathy6975 Ай бұрын
ତୁମପରି ଠକ ସଂସାର ରେ ନଥାଉ
@user-qn2qy4ow1y
@user-qn2qy4ow1y Ай бұрын
Jai jagannath 🙏🙏🙏
@judhistirprathan4975
@judhistirprathan4975 Ай бұрын
❤❤❤❤SESHA MAAGARI JAICHI...KIMBA BJP RA ANDJA BHAKTA HEIJAICHI..JEMITI JAGANNATH MODI RA BHAKTA HELA
WHO CAN RUN FASTER?
00:23
Zhong
Рет қаралды 39 МЛН
Stay on your way 🛤️✨
00:34
A4
Рет қаралды 32 МЛН
WHO CAN RUN FASTER?
00:23
Zhong
Рет қаралды 39 МЛН