Ravenshaw renaming issue, did Dharmendra's game plan succeed after Naveen's entry?

  Рет қаралды 57,156

Nirbhay

Nirbhay

Күн бұрын

Ravenshaw renaming issue, did Dharmendra's game plan succeed after Naveen's entry? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 356
@pramodkumarrout7641
@pramodkumarrout7641 6 күн бұрын
ଓଡ଼ିଶାର ସବୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାଦାନ ଓ ପରିବେଶ ର ବିକାଶ ପ୍ରତି ସରକାର ଧ୍ୟାନ ଦିଅନ୍ତୁ। ଅଯଥା ବିବାଦ କୁ ଯାଆନ୍ତୁ ନାହିଁ।
@sudarsannayak356
@sudarsannayak356 6 күн бұрын
People have voted BJP for betterment and progress of Odisha not for unnecessary issue causing wastage of time and energy.
@lilamayasahu6669
@lilamayasahu6669 6 күн бұрын
Bjp worker vote to bjp Not all people of odisha
@binooduncle
@binooduncle 5 күн бұрын
​@@lilamayasahu6669ଭାଇ, ବିଜେପିକୁ 10 ବର୍ଷ ସମୟ ଦିଅ, ଯଦି ବିକାଶ 10 ବର୍ଷରେ କରାଯାଇଥାଏ, ଯଦି ଏହା ଭଲ କରିବାରେ ସକ୍ଷମ ନୁହେଁ ତେବେ ପୁନର୍ବାର ସରକାର ପରିବର୍ତ୍ତନ କର, ଉତ୍ତରପ୍ରଦେଶକୁ ଦେଖ, ଉତ୍ତରପ୍ରଦେଶ ପୂର୍ବରୁ ଓଡ଼ିଶା ତଳେ ଥିଲା, ଏବେ ଏକ ଟ୍ରିଲିୟନ ଜିଡିପି ଦେଖନ୍ତୁ | ।😊
@Odiaclasic
@Odiaclasic 6 күн бұрын
ସିଧା କଥା ହେଲା...... ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ଟା ଧର୍ମେନ୍ଦ୍ର ପ୍ରଧାନ ସହି ପାରୁନାହିଁ ସେଥିପାଇଁ ଜାଣିଶୁଣି ବିବାଦ ସୃଷ୍ଟି କରିବାକୁ ଚାଁହୁଛି
@BanojKumarBaral
@BanojKumarBaral 6 күн бұрын
Right
@turnonage
@turnonage 5 күн бұрын
Thik kahicha bhai...mohan majhi sir taku bala ku pacharunahanti...ta tara poduchi..
@RanjanKumar-mx1ki
@RanjanKumar-mx1ki 6 күн бұрын
ଆଜ୍ଞା ସୁନ୍ଦର ଉପସ୍ଥାପନା ପାଇଁ ଧନ୍ୟବାଦ ଧର୍ମେନ୍ଦ୍ର ବାବୁ ଓଡିଶା ଚାହୁଁଛନ୍ତି ଓଡିଶା ର ମୁଖ୍ୟମନ୍ତ୍ରୀ ହେବାପାଇଁ ହେଲେ ଭାଗ୍ୟ ରେ ତ ନାହିଁ l
@subashsamal3730
@subashsamal3730 6 күн бұрын
Dharma ta mentalia India ra sabu tharu behia minister
@binooduncle
@binooduncle 5 күн бұрын
ଭାଇ, ସେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ପଦ ଛାଡି ମୁଖ୍ୟମନ୍ତ୍ରୀଙ୍କ ଏକ ଛୋଟ ପଦବୀ ପାଇଁ ଆସିବେ, ଭାଇ ବିଷୟରେ ତୁମେ କ’ଣ କହୁଛ?
@ShibaprasadDas-sv4yp
@ShibaprasadDas-sv4yp 6 күн бұрын
ଗୋଡ଼ ଟଣା ପାଇଁ ବିଜେପି ବହୁ ଦିନ ପରେ ରାଜନୀତି କୁ ଆସିଲା ଏ କଥା ଧର୍ମେନ୍ଦ୍ର ବାବୁ ବୁଝିବା ଉଚିତ.
@ShantanuMishra-lw8zp
@ShantanuMishra-lw8zp 6 күн бұрын
ଧର୍ମେନ୍ଦ୍ର ପଧାନ କହିଥିଲେ ବି ଜେ ପି ର ମୁଖ୍ୟମନ୍ତ୍ରୀ ଚେହେରା କିଏ ? ତେଣୁ ମୋହନ ସରକାର ଙ୍କ ଚେହେରା ମଳିନ କରିବା ପାଇଁ ତାଙ୍କର ପ୍ରୟାସ
@arucharanpradhan5502
@arucharanpradhan5502 6 күн бұрын
ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୋହନ ବାବୁ ମୁଖ୍ୟ ମନ୍ତ୍ରୀ ହେବାଟା ସହ୍ୟ କରିପାରନ୍ତି ନାହିଁ। ନହେଲେ ଖାଲି ଖାଲିରେ କିଳା ପୁରାଇ ନଥାନ୍ତେ। ରେଭେନ୍ସା ନାମକୁ ନେଇ ରାଜନୀତି କନ୍ଦଳ ସୃଷ୍ଟି କରୁଛନ୍ତି।
@DHARANIDHARMUNDA-wy6mo
@DHARANIDHARMUNDA-wy6mo 6 күн бұрын
ପ୍ରଧାନ
@trilochanpatnaik6321
@trilochanpatnaik6321 6 күн бұрын
ମୁଁ ଜଣେ ସାଧାରଣ ଜନତା ମୋ ମତରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ନାମ ପରିବର୍ତ୍ତନ କଣ ଓଡ଼ିଶାବାସୀଙ୍କ ସମସ୍ତ ପ୍ରକାରର ସମସ୍ୟା ଦୂର କରି ପାରିବ ତ? ଏହାର ଉତ୍ତର ସମସ୍ତ ନେତା ଯେଉଁ ମାନେ ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ପାଇଁ ଯୁକ୍ତି କରୁଛନ୍ତି ସେମାନେ ଉତ୍ତର ଦିଅନ୍ତୁ।
@tulsirammohanta6588
@tulsirammohanta6588 6 күн бұрын
ଆପଣଙ୍କ ପରି ନିର୍ଭୟ ବ୍ୟକ୍ତି ଜ୍ଞାନୀ ଗୁଣି ଲୋକଙ୍କ ନିକଟରେ ମୋର ମନର କିଛି ଅମିମାଂଶିତ ପ୍ରଶ୍ନ⁉️ ୧. ଆମର ଜାତୀୟ ସଙ୍ଗୀତ "ଜନଗଣ ମନ" କେତେ ବେଳେ କେଉଁ ପରିସ୍ଥିତିରେ ସୃଷ୍ଟି ଦୟା ପୂର୍ବକ ଆଲୋଚନା କରିବା ହେବେ ୨. ଆମର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କିଛି ବର୍ଷ ବିଦେଶରେ ପଢି ଦୀର୍ଘ 24 ବର୍ଷ ଶାସନ କାଳ ମଧ୍ୟରେ ଟିକେ ଓଡ଼ିଆ ଶୁଦ୍ଧ ଉଚ୍ଚାରଣ କରି ପାରିଲେ ନାହିଁ କିନ୍ତୁ ଜଣେ ବୈଦେଶିକ ଇଂରେଜ ନିଜର ଶାସନ ସମୟରେ ନିଜ ଶାସନ ଆଦି ସବୁ କାମ ଛାଡି ଓଡ଼ିଆ କୁ ପଢି ବୁଝି ଶାସନ କାଳ ମଧ୍ୟରେ ଓଡ଼ିଆ ବ୍ୟାକରଣ ଲେଖି ଦେଲେ? 😮 (କଥାଟି କାହିଁକି ସହଜରେ ହଜମ ହେଉ ନାହିଁ; କାହାର ଲେଖାକୁ ନିଜ ଶକ୍ତି ବଳରେ ନିଜ ନାମରେ ନାମିତ କରାଯାଇ ନାହିଁ ତ 🤨) ୩. ଯଦି ଶାସକ ଜଣକ (ରେଭେନ୍ସା)ଏତେ ଭଲ ଥିଲେ ତେବେ ସେ କୌଣସି ସ୍ଥାନର ପୁରାତନ ନାମକୁ କାହାର ପ୍ରସ୍ତାବରେ ବଦଳେଇ ଦେଇ ନିଜ ନାମରେ କରିବେ? (କଥାଟି କାହିଁକି ଅଡ଼ୁଆ ଲାଗୁନି, ଏମିତି ହେଇ ନ ଥିବ ସେ ରାଜାଙ୍କ କଥାରେ ଏକ ମତ ନ ହେବାରୁ ରାଜା ବାଧ୍ୟ ହୋଇ ଟଙ୍କା ଆଉ ଏହି ପ୍ର....) ୩. ପୁରାତନ କାଳରେ ଯଦି ଗୋରା ସରକାରମାନେ ଏତେ ଭଲ ଥିଲେ ତେବେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆନ୍ଦୋଳନର ଆବଶ୍ୟକତା ଆଉ ଏତେ ବିଳମ୍ବ .... (ରେଭେନ୍ସା ସରକାର ଓଡ଼ିଆ ବ୍ୟାକରଣିକ ସରକାରଙ୍କ ସହ ମିଶି ନିଜ ଆଡୁ ସେହି ସମୟରେ ହିଁ ସ୍ଵୟଂ ନିଜ ବିବେକରେ ଓଡ଼ିଆମାନଙ୍କ ପାଇଁ ସବୁ ସୁବିଧା କରନ୍ତେ, ତାଙ୍କୁ ପୁଣି ସହାୟତାରେ ଟଙ୍କା ଆବଶ୍ୟକତା...) ୪. ବିଦ୍ରୋହର ସୂତ୍ରପାତ ରେଭେନ୍ସା କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଦ୍ଵାରା ବେଶୀ ହୋଇଥିଲା, ଆପଣ ମାନେ ଜ୍ଞାନୀ ଗୁଣି ଲୋକ ଜାଣିଥିବେ ବିଦ୍ରୋହ ଓ ଆନ୍ଦୋଳନ କେଉଁଠି ହୁଏ😢 ଆଉ ରହିଲା ଇତିହାସ ଓ ପୁରାତନ ଲେଖକଙ୍କ କଥା ଆପଣମାନଙ୍କ ମନେ ଥିବ ପାଣ୍ଡିଆ ସରକାରଙ୍କ ସମୟରେ ତାଙ୍କ ବିଷୟରେ କେହି କହିଲେ ତାଙ୍କ ଅବସ୍ଥା କଣ ହେଉଥିଲା; କଂଗ୍ରେସର ଆପଦ କାଳ କଥା ଟିକେ ମନେ କରନ୍ତୁ ଆଜ୍ଞା, ସବୁ ପରେ ଇଂରେଜ ସରକାରଙ୍କ କଥା କୁ ତୁଳନା କରନ୍ତୁ ଆଉ କୁହନ୍ତୁ ଆମର ପୂର୍ବପୁରୁଷ କଣ ଏତେ ବୋକା ଆଉ ..... ଥିଲେ ଯେଉଁ ମହାପୁରୁଷମାନେ ଆମକୁ ଦୟା କରି ରେଳ ଦେଲେ ତାଙ୍କୁ ହିଁ .... ଭାରତ ଛାଡ ଆନ୍ଦୋଳନରେ .....😮
@pratapdash4863
@pratapdash4863 6 күн бұрын
ଠିକ୍ ଠିକ୍ ଆଗ ନିଯୁକ୍ତି,ପରେ ଦୁର୍ନୀତି ଶେଷରେ ସ୍ଥାପତି 🙏ଜୟ ଜଗନ୍ନାଥ 🙏
@biswanathpadhy8371
@biswanathpadhy8371 6 күн бұрын
ବିଜେଡ଼ି ଅପରାଧୀଙ୍କୁ ଦଣ୍ଡିତ କରିବା ଅନୁଚିନ୍ତା ଧର୍ମେନ୍ଦ୍ର ବାବୁଙ୍କର ମୁଣ୍ଡକୁ କାହିଁକି ଆସୁନାହିଁ ନା ବିଜେଡି ର ଏଜେଣ୍ଟ ହୋଇ ସରକାର କୁ ଅସୁବିଧା ରେ ପକେଇଲେ କାଳେ ମୂଖ୍ୟମନ୍ତ୍ରୀ ଚୌକି ତାଂକୁ ମିଳିଯିବ ଏ ସ୍ଵପ୍ନ ରେ ବିଭୋର ବାବୁ ଧର୍ମେନ୍ଦ୍ର।
@sudeepkumardian1548
@sudeepkumardian1548 6 күн бұрын
ଧର୍ମେନ୍ଦ୍ର ବାବୁ ଅସମୟରେ ଏକ ବିତର୍କ ଆରମ୍ଭ କରି ବିରୋଧୀ ଦଳକୁ ସପୋର୍ଟ କରୁଛନ୍ତି ନା ନିଜ ସରକାରକୁ ଜାଣିଶୁଣି ଅଡୁଆ ଭିତରକୁ ଠେଲି ଦେଉଛନ୍ତି. ସରକାର ଲୋକଙ୍କ ଅଭାବ ଅସୁବିଧା ଦୁରକରିବେ ନା ଅଯଥା ବିବାଦରେ ଘାଣ୍ଟି ହେଇ ସବୁଦିନପାଇଁ ବିଜୁ ପଟ୍ଟନାୟକ ସରକାର ଭଳି କୋଡିଏ ବର୍ଷପାଇଁ ସନ୍ୟାସ ନେଇଯିବେ
@PradeepKuDas-ls5xf
@PradeepKuDas-ls5xf 6 күн бұрын
ଆପଣ ପୁରା ଠିକ୍ କହିଛନ୍ତି ଧନ୍ୟବାଦ
@1984sib
@1984sib 6 күн бұрын
ରେଭେନ୍ସା ରେ ଯଦି ଇଂଲଣ୍ଡ ର ପତାକା ପୋଡ଼ା ଯାଇଥିଲା,ତେବେ ସେହି ଅନୁଷ୍ଠାନର ନାମ ନିହାତି ପରିବର୍ତ୍ତନ ହୋଇ କଟକ ବିଶ୍ଵବିଦ୍ୟାଳୟ ରଖାଯିବା ଉଚିତ୍ ।
@kshitishpanda5288
@kshitishpanda5288 6 күн бұрын
ଧର୍ମେନ୍ଦ୍ର ବାବୁ ନାଁ ବଦଳେଇବା ପରିବର୍ତ୍ତେ ଶିକ୍ଷ୍ୟା ର ବିକାଶ କଣ କଲେ ଉନ୍ନତି ହେବ ସେ ବିଷୟରେ ଅଧିକ ଚିନ୍ତା କରି ମନ୍ତବ୍ୟ ଦେଲେ ଓଡିଶା ର ଜନସାଧାରଣ ଆପଙ୍କୁ ଆପଣେଇବେ।ଏପରି ଦ୍ୱନ୍ଦ।ତ୍ମକ ମନ୍ତବ୍ୟ ଦେଇ ଓଡ଼ିଶା ବାସୀଙ୍କ ଆଗରେ ନିଜର ବ୍ୟକ୍ତିତ୍ବ କୁ ଛୋଟ କରିଦିଅନ୍ତୁ ନାହିଁ।
@bishnucharnrana3282
@bishnucharnrana3282 6 күн бұрын
ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ରାଜନୀତିରେ ଚର୍ଚ୍ଚାକୁ ଆସିବା ପାଇଁ ରେଭେନ୍ସା ବିବାଦ ଜାଣି ଶୁଣି ଠିଆ କରାଇଛନ୍ତି ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଆଲୋଚନା ନକରିବା ନିଜର ଅଜ୍ଞତାର ପରିଚୟ ଓଡ଼ିଶାବାସୀ ଜାଣିଗଲେ ।
@mituprdhan2020
@mituprdhan2020 6 күн бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ❤❤❤
@narendrabarik9855
@narendrabarik9855 6 күн бұрын
ଧର୍ମେନ୍ଦ୍ର ବିଜପିର ଟାଉଟର
@sangramkesharijena7428
@sangramkesharijena7428 6 күн бұрын
200% right
@AnupKumar-nm9dr
@AnupKumar-nm9dr 6 күн бұрын
Bahut Bahut Dhanyawad sir ❤🙏👍
@durgaprasadsamantaray7084
@durgaprasadsamantaray7084 6 күн бұрын
ପ୍ରଥମେ ଶିକ୍ଷା ବ୍ୟବସ୍ଥା କୁ ଦୃଢ କରିବା ନିମନ୍ତେ ଖାଲି ଥିବା ପଦବୀ ପୂରଣ କରାଯିବା ପାଇଁ ପଦକ୍ଷେପ ନେବା ଉଚିତ୍
@harekrishnamajhi7778
@harekrishnamajhi7778 6 күн бұрын
ନା ରେ କଣ ଅଛି,ବର୍ତ୍ତମାନ କଣ ପ୍ରସଙ୍ଗ, ଅଧ୍ଯାପକ, ଏବଂ ଅନ୍ଯାନ୍ଯ ପଦବୀ ଖାଲି ରହିଛି ସେ ଈବା ପୂରଣ ହେ ଉ, ସାଧାରଣ ଜନତା ଅନାବଶ୍ୟକ ରାଜନୀତି ଚାହାଁନ୍ତି ନାହି
@akshayakumarnayak3480
@akshayakumarnayak3480 6 күн бұрын
ଧର୍ମେନ୍ଦ୍ର ବାବୁ ଓଡିଶା ର ମୁଖ୍ୟମନ୍ତ୍ରୀ ହେଵା ସ୍ବପ୍ନ ଛାଡି ଓଡିଶା ର ତଥା ଭାରତ ର ଶିକ୍ଷା ବ୍ୟବସ୍ତା ର ଉନ୍ନତି କରନ୍ତୁ
@ramakantabarik5717
@ramakantabarik5717 5 күн бұрын
Your reporting is very important for us nd you are the best of all
@rabindrapatra8223
@rabindrapatra8223 6 күн бұрын
Thanks sir for awareness Jay Jagannath ❤
@saratbai5534
@saratbai5534 6 күн бұрын
You are right agree with u
@basantapattnaik7812
@basantapattnaik7812 6 күн бұрын
ସାର ପ୍ରଣାମ 🙏🌹
@samarendramaharana9683
@samarendramaharana9683 6 күн бұрын
Navin bhai Pranam apanka gumara Khola pura hrudaya Sparsh I🙏🏿
@brajakishorepadhi4022
@brajakishorepadhi4022 6 күн бұрын
ନବୀନ ପଟ୍ଟନାୟକ ଷଠତା ର ଆଇକନ୍।
@RanjanBehera-ge1kf
@RanjanBehera-ge1kf 6 күн бұрын
☀️ Thank you.....♥️🌱💙🌱🧡
@sibasaktisatapathy7545
@sibasaktisatapathy7545 6 күн бұрын
ଆପଣଙ୍କ ସମସ୍ତ ପ୍ରସଙ୍ଗ ସମୟ ଉପଯୋଗୀ ହୋଇପାରିଛି। ଆପଣ, ଓଡ଼ିଆ ବାସୀଙ୍କୁ ଜାଗ୍ରତ କରିବାର ମଙ୍ଗ ଧରି ଛନ୍ତି। ହେଲେ ଓଡ଼ିଆ ବସୀ ଙ୍କୁ ତ କେବଳ ମାଗଣା ଜିନିଷ ଦରକାର୍। ନ ହେଲେ ସରକାର ବଦଳିବ । ସେମାନଙ୍କର ଶିକ୍ଷା ସହ କିଛି ସଂପର୍କ ନାହିଁ।🙏
@PurnenduSarangi
@PurnenduSarangi 6 күн бұрын
ଆଗେ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ହତ୍ୟାକାରୀ କୁ ଧରାନ୍ତୁ। ମୋଦି ଓ ନବୀନ ବି COVID ନାମରେ କୋଟି କୋଟି ଟଙ୍କା Paracetamol company ରୁ ଖାଇ ଜନତାଙ୍କୁ ଅକଥନୀୟ ଅତ୍ୟାଚାର କରିଛନ୍ତି।
@roshnimohapatra2797
@roshnimohapatra2797 6 күн бұрын
Ravenshaw college ର କୌଣସି ଛାତ୍ର ଛାତ୍ରୀ ଏହାର ନାମ ବଦଳାଇବାର ସପକ୍ଷରେ ଯିବେନାହିଁ....
@tulsirammohanta6588
@tulsirammohanta6588 6 күн бұрын
ଆପଣଙ୍କ ପରି ନିର୍ଭୟ ବ୍ୟକ୍ତି ଜ୍ଞାନୀ ଗୁଣି ଲୋକଙ୍କ ନିକଟରେ ମୋର ମନର କିଛି ଅମିମାଂଶିତ ପ୍ରଶ୍ନ⁉️ ୧. ଆମର ଜାତୀୟ ସଙ୍ଗୀତ "ଜନଗଣ ମନ" କେତେ ବେଳେ କେଉଁ ପରିସ୍ଥିତିରେ ସୃଷ୍ଟି ଦୟା ପୂର୍ବକ ଆଲୋଚନା କରିବା ହେବେ ୨. ଆମର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କିଛି ବର୍ଷ ବିଦେଶରେ ପଢି ଦୀର୍ଘ 24 ବର୍ଷ ଶାସନ କାଳ ମଧ୍ୟରେ ଟିକେ ଓଡ଼ିଆ ଶୁଦ୍ଧ ଉଚ୍ଚାରଣ କରି ପାରିଲେ ନାହିଁ କିନ୍ତୁ ଜଣେ ବୈଦେଶିକ ଇଂରେଜ ନିଜର ଶାସନ ସମୟରେ ନିଜ ଶାସନ ଆଦି ସବୁ କାମ ଛାଡି ଓଡ଼ିଆ କୁ ପଢି ବୁଝି ଶାସନ କାଳ ମଧ୍ୟରେ ଓଡ଼ିଆ ବ୍ୟାକରଣ ଲେଖି ଦେଲେ? 😮 (କଥାଟି କାହିଁକି ସହଜରେ ହଜମ ହେଉ ନାହିଁ; କାହାର ଲେଖାକୁ ନିଜ ଶକ୍ତି ବଳରେ ନିଜ ନାମରେ ନାମିତ କରାଯାଇ ନାହିଁ ତ 🤨) ୩. ଯଦି ଶାସକ ଜଣକ (ରେଭେନ୍ସା)ଏତେ ଭଲ ଥିଲେ ତେବେ ସେ କୌଣସି ସ୍ଥାନର ପୁରାତନ ନାମକୁ କାହାର ପ୍ରସ୍ତାବରେ ବଦଳେଇ ଦେଇ ନିଜ ନାମରେ କରିବେ? (କଥାଟି କାହିଁକି ଅଡ଼ୁଆ ଲାଗୁନି, ଏମିତି ହେଇ ନ ଥିବ ସେ ରାଜାଙ୍କ କଥାରେ ଏକ ମତ ନ ହେବାରୁ ରାଜା ବାଧ୍ୟ ହୋଇ ଟଙ୍କା ଆଉ ଏହି ପ୍ର....) ୩. ପୁରାତନ କାଳରେ ଯଦି ଗୋରା ସରକାରମାନେ ଏତେ ଭଲ ଥିଲେ ତେବେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆନ୍ଦୋଳନର ଆବଶ୍ୟକତା ଆଉ ଏତେ ବିଳମ୍ବ .... (ରେଭେନ୍ସା ସରକାର ଓଡ଼ିଆ ବ୍ୟାକରଣିକ ସରକାରଙ୍କ ସହ ମିଶି ନିଜ ଆଡୁ ସେହି ସମୟରେ ହିଁ ସ୍ଵୟଂ ନିଜ ବିବେକରେ ଓଡ଼ିଆମାନଙ୍କ ପାଇଁ ସବୁ ସୁବିଧା କରନ୍ତେ, ତାଙ୍କୁ ପୁଣି ସହାୟତାରେ ଟଙ୍କା ଆବଶ୍ୟକତା...) ୪. ବିଦ୍ରୋହର ସୂତ୍ରପାତ ରେଭେନ୍ସା କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଦ୍ଵାରା ବେଶୀ ହୋଇଥିଲା, ଆପଣ ମାନେ ଜ୍ଞାନୀ ଗୁଣି ଲୋକ ଜାଣିଥିବେ ବିଦ୍ରୋହ ଓ ଆନ୍ଦୋଳନ କେଉଁଠି ହୁଏ😢 ଆଉ ରହିଲା ଇତିହାସ ଓ ପୁରାତନ ଲେଖକଙ୍କ କଥା ଆପଣମାନଙ୍କ ମନେ ଥିବ ପାଣ୍ଡିଆ ସରକାରଙ୍କ ସମୟରେ ତାଙ୍କ ବିଷୟରେ କେହି କହିଲେ ତାଙ୍କ ଅବସ୍ଥା କଣ ହେଉଥିଲା; କଂଗ୍ରେସର ଆପଦ କାଳ କଥା ଟିକେ ମନେ କରନ୍ତୁ ଆଜ୍ଞା, ସବୁ ପରେ ଇଂରେଜ ସରକାରଙ୍କ କଥା କୁ ତୁଳନା କରନ୍ତୁ ଆଉ କୁହନ୍ତୁ ଆମର ପୂର୍ବପୁରୁଷ କଣ ଏତେ ବୋକା ଆଉ ..... ଥିଲେ ଯେଉଁ ମହାପୁରୁଷମାନେ ଆମକୁ ଦୟା କରି ରେଳ ଦେଲେ ତାଙ୍କୁ ହିଁ .... ଭାରତ ଛାଡ ଆନ୍ଦୋଳନରେ .....😮
@minipattnaik9746
@minipattnaik9746 6 күн бұрын
Excellent presentation about REVENSHA
@PramodkuBasantara
@PramodkuBasantara 6 күн бұрын
ଏହି ପଦିଏ କଥା କେତେଯେ ବିଜେପି ଦଳକୁ ଓଡ଼ିଶାରେ ଲୋକପ୍ରିୟତା କରାଇଛି,ତାହା କେବଳ ସମୟ କହିବ । ଶିର ନାସ୍ତି ଶିର ପିଡା । ଶିକ୍ଷା କ୍ଷେତ୍ରରେ କିଛି ପଦକ୍ଷେପ ନ ନେଇ ଏଭଳି ରାଜନୀତି କରିବା ନିନ୍ଦନୀୟ।
@Jagannath-oc9ht
@Jagannath-oc9ht 6 күн бұрын
ବର୍ତ୍ତମାନ ରେଭେନ୍ସା ର ସୁନାମ ଭାରତରେ ନାହିଁ । ଧର୍ମେନ୍ଦ୍ର ବାବୁ କେନ୍ଦ୍ରର ଶିକ୍ଷା ମନ୍ତ୍ରୀ । ତାକୁ ଟକ୍କର ଦେବାଭଳି ଅତି ଉତ୍ତମ ଶିକ୍ଷାନୁଷ୍ଠାନ ମୟୂରଭଞ୍ଜ, ଭୁବନେଶ୍ବର, ବ୍ରହ୍ମପୁର, ପାରଳାଖେମୁଣ୍ଡି, ଏବଂ ସମ୍ବଲପୁର ରେ ଗୋଟିଏ ଲେଖାଏଁ ପ୍ରତିଷ୍ଠା କରିଦିଅନ୍ତୁ । ରେଭେନ୍ସା ଆପେ ଆପେ କ୍ଷୁନ୍ନ ହୋଇଜୀବ ।
@gokulanandadas4048
@gokulanandadas4048 6 күн бұрын
Nabin Babu engrejamaney Odishara nama ORISSA ରଖିଥିଲେ ,ସେ ପ୍ରବାଦ ପୁରୁଷଙ୍କୁ ଅବମାନନା କରି ଓଡ଼ିଶା କାହିଁକି କରାଗଲା , ରାଜନୈତିକ ସ୍ବାର୍ଥ ହାସଲ କରିବାକୁ ପ୍ରଚେଷ୍ଟା ଯେପରି କରାଯାଉଛି ସେଥିରୁ ସପୋଷ୍ଟ ଅନୁମାନ କରାଯାଉଛି କିଛି ବ୍ୟକ୍ତି janiwalabagh ର hero General Dyer namare eka univercity ଖୋଲିବାକୁ ଆଗ୍ରହ ପ୍ରକାଶ କରିପାରନ୍ତି ,
@yudhisthirkundu4180
@yudhisthirkundu4180 6 күн бұрын
ସୁନ୍ଦର ଉପସ୍ଥାପନା
@GopalcharandashDash-rf6zg
@GopalcharandashDash-rf6zg 5 күн бұрын
Ati sundar upasthapana jay ho
@muguramajhi9731
@muguramajhi9731 5 күн бұрын
ଆନୁଷଙ୍ଗିକ ଭିତ୍ତିଭୂମି ଆଗରେ କରନ୍ତୁ । ପଛରେ ନାମ ବଦଳାଇବେ । ଯେଉଁ ନାମ ହେଉ ,କିନ୍ତୁ ଶିକ୍ଷାନୁଷ୍ଠାନ ର ଉନ୍ନତି ହେଉ । ସୁନ୍ଦର ଉପସ୍ଥାପନା ପାଇଁ ନିର୍ଭୟ କୁ ବହୁତ ବହୁତ ଧନ୍ୟବାଦ ।
@rameshchandrabehera9435
@rameshchandrabehera9435 6 күн бұрын
Sir Very good । Analysis
@prabhasray675
@prabhasray675 6 күн бұрын
Jay Jagannath
@laxmidharnayak4191
@laxmidharnayak4191 6 күн бұрын
ସଠିକ୍ ବିଶ୍ଳେଷଣ ଓ ଉପସ୍ଥାପନା ପାଇଁ ଅଶେଷ ଅଶେଷ ଧନ୍ୟବାଦ। ଓଡ଼ିଶା ର ସମସ୍ତ ଦୁର୍ନୀତି ଓ ସେଗୁଡ଼ିକ ର ତଦନ୍ତ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି କୁ ପାଳନ କରିବା କୁଆଡେ ଉଭେଇ ଗଲାଣି। ନିଜର ଆତ୍ମ ବଡିମା ପାଇଁ ଏ ପ୍ରସ୍ତାବ । ଲୋକେ ଭକୁଆ ନ ହୋଇ ବିଚାର କରିବେ। ଧନ୍ୟବାଦ ନମସ୍କାର।
@kishorechoudhury7844
@kishorechoudhury7844 6 күн бұрын
ଆଜ୍ଞା ଠିକ୍ ମନେପକାଇ ଦେଲେ ରେଭେନ୍ସା ରୁ ଓଡିଆ ବିଭାଗ ଉଛେଦ କଥା। କିନ୍ତୁ ପାରିନଥିଲେ। ଆପଣଙ୍କ ଚାଲେଞ୍ଜ୍ ଏକଦମ ବଳିଷ୍ଠ ଚାଲେଉ। ଦମ୍ ଅଛିତ ତ ବଦଳେଇକି ଦେଖାନ୍ତୁ।
@bibhubaibhav453
@bibhubaibhav453 6 күн бұрын
ରେଭେନ୍ସା ନାମ ପରିବର୍ତ୍ତନ କରିବା ସବ୍ଜେକ୍ଟକୁ ନେଇ ବିଜେପି ଆସିଥିଲା କି ?
@debiprasadpanda3490
@debiprasadpanda3490 6 күн бұрын
Completely agree with your analysis. Less said about Muku is better. Should not have been Minister for so long time. More efficient Persons are there in Odisha to become Central Minister.
@gaurangadas2630
@gaurangadas2630 5 күн бұрын
Really your presentations today I like.
@sushildash1265
@sushildash1265 6 күн бұрын
ଅତ୍ୟନ୍ତ ଗଠନ ମୂଳକ ସମାଲୋଚନା ଏବଂ ସମ୍ପୂର୍ଣ ତଥ୍ୟଭିତ୍ତିକ ଉପସ୍ଥାପନା ପାଇଁ ଆପଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।
@pradyumnasahu3903
@pradyumnasahu3903 6 күн бұрын
ନବୀନ ଙ୍କ ଆଜି ଯାହା ହଉଚି. ଆଗାମୀ ଦିନରେ ମୁକୁ ବାବୁ ଙ୍କ ସମ ଦଶା ହେବକୁ ଯାଉଛି. ଆପଣଙ୍କ ସତ ବିସ୍ଲେସଣ ପାଇଁ ଧନ୍ୟବାଦ.
@jiyamishra7777
@jiyamishra7777 6 күн бұрын
ଆଗାମୀ ଜଗନ୍ନାଥ୍ କାଳିଆ, ମୋହିନୀ ବିଶ୍ୱବିଦ୍ୟାଳୟ ନାମ ରଖା ଯାଉ ରେ ଭେଗା ସାମ୍ବାଦିକ।
@AmiyaKumarSahoo-u3s
@AmiyaKumarSahoo-u3s 6 күн бұрын
ମତେ ଲାଗୁଛି ଫଳକ ରେ କଟକ ର ସାଂସଦ ଆଉ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ନାମ ଲେଖିବା ପାଇଁ ଭାରି ତରତର ହେଲେଣି,
@paridanrusingh8991
@paridanrusingh8991 6 күн бұрын
Very interesting and intellectual argument SIR, congratulation for your tallent🙏🇳🇪
@trilochanpatnaik6321
@trilochanpatnaik6321 6 күн бұрын
ଓଡ଼ିଶାରେ ମୂଖ୍ୟମନ୍ତ୍ରୀ ଯଦି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ହେଇଯିବେ ତେବେ ସବୁ ବୋଧେ ସମାଧାନ ହେଇଯିବ। ସେଥି ପାଇଁ ଏ ବିଚିତ୍ର ଆଲୋଚନା। ଏହା ହୁଏତ କାହାକୁ କଷ୍ଟ ଦେଇପାରେ। କିନ୍ତୁ ସେଇଥି ପାଇଁ ଏ ପ୍ରକାର ଚିନ୍ତାଧାରା ମନରେ ପଶିଛି।
@manasdas5715
@manasdas5715 6 күн бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭକରି ବରିଷ୍ଠ ମନ୍ତ୍ରୀ ଏବଂ ସାଂସଦ ନିଜର ପରିସିମା ଭିତରେ ଥିଲାବେଳେ ଜଣେ କାଢୁଆ ଖାଲି ଚବର ଚବର ହେବାର କାରଣ କଣ ? ଜୟନାରାୟଣ ମିଶ୍ର ଗତକାଲି ପୁନର୍ବାର ସିବିଆଇ ତଦନ୍ତ ଦାବି କରିଛନ୍ତି ତାକୁ ଆଗେ କରାଅ, ପାଣ୍ଡୁଲିପି ରେ କେମିତି ହରିଲୁଟ ଚାଲିଥିଲା ତାକୁସବୁ ଲୋକାଲୋଚନକୁ ଅଣାଜାଉ, ତାନକରି ଖାଲି ଫଡର ଫଡର
@RanjanBehera-ge1kf
@RanjanBehera-ge1kf 6 күн бұрын
☀️ Thank you............♥️🌱💙🌱💛🌱🖤🌱🤍🌱🧡🌱💙
@aishwaryagiri316
@aishwaryagiri316 6 күн бұрын
ଶୋଷଣକାରି ଇଂରେଜ ନାମ ବଦଳିବା ଦରକାର, ଆମ ଓଡ଼ିଆ ବର ପୁତ୍ର ନାମ ରହୁ ,ରେଭେନ୍ସା ନାମ ରଖି କଣ ନବୀନ ବାବୁ ୨୪ ବର୍ଷ ରେ ଶିକ୍ଷକ ରଖି ଠିକ୍ ଭାବେ ଶିକ୍ଷାଦାନ ହୋଇଥିଲା
@jaganmuduli2579
@jaganmuduli2579 6 күн бұрын
ସାଂସଦ ଆଲେଖ୍ୟ ନ ଲେଖି ମୋଦି ନାମ ଜପ କରି ତାଂକ ଖବରକାଗଜ ରେ ଲେଖନ୍ତୁ ପଦ ଲୋଭ ରେ ଦଳ ଡିଆଁ ମାରି ଏବେ ଚର୍ଚ୍ଚାରେ ରହିବା କୁ ମନ ରାଜ୍ୟପାଳ ପଦ ହେଲା କି ମନ୍ତ୍ରୀ ପଦ ମିଳିଲା ନାହଁ,ଗପ ଲେଖା ଛାଡ
@rabipanda4540
@rabipanda4540 6 күн бұрын
ଅଧ୍ୟାପକ ନିଯୁକ୍ତି ହେଉ, ତର୍କ ବିତର୍କ ହେଉ,
@user-km4gn4hg7g
@user-km4gn4hg7g 6 күн бұрын
Right sir
@sabitadas4757
@sabitadas4757 6 күн бұрын
A very justified statement and nice presentation
@bapimishra-sv4oz
@bapimishra-sv4oz 6 күн бұрын
Jai shree jagannath 🙏
@gurumohanty8208
@gurumohanty8208 5 күн бұрын
Good❤
@padmalayaprusty4526
@padmalayaprusty4526 6 күн бұрын
ରାଜ୍ୟର ସମୂହ କଲ୍ୟାଣ ଉପରେ ମତବ୍ୟକ୍ତ ହେଉ ଓ ବିତର୍କ ହେଉ । ଲୋକଙ୍କୁ ଅଧିକ ସ୍ୱାବଲମ୍ବୀ କରାଯାଉ।
@ravipatnaik79
@ravipatnaik79 6 күн бұрын
ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା ର ଅନୁସନ୍ଧାନ କମିଶନଙ୍କ ରିପୋର୍ଟ ସାର୍ବଜନୀନ ପ୍ରଥମେ କରାଯାଉ। ଓଡ଼ିଆ ପାଇକ ବିଦ୍ରୋହ ସ୍ମାରକୀ ପ୍ରତିଷ୍ଠା କରାଯାଉ।
@rkrk6129
@rkrk6129 6 күн бұрын
You're right 😊😊
@jrboxi2301
@jrboxi2301 6 күн бұрын
ଧର୍ମେନ୍ଦ୍ର ପ୍ରଧାନଙ୍କ ଖେଳ ସେ ଭାବିବା ଭଳି ସଫଳ ହୋଇଥାଇପାରେ, କିନ୍ତୁ ଏହା ଦ୍ବାରା ବି ଜେ ପି ଦଳର ଏବଂ ସରକାର ଙ୍କ ବହୁତ କ୍ଷତି ହୋଇଛି ଏବଂ ଆହୁରି ମଧ୍ୟ ହେବ। ଏମାନଙ୍କୁ ଏସବୁ କରିବା ପାଇଁଁ କଣ ଲୋକେ ଅକୁଣ୍ଠ ମନରେ ଭୋଟ ଦେଇଥିଲେ।
@BijayMishra-o8p
@BijayMishra-o8p 6 күн бұрын
ଆଜ୍ଞା ନାଁ ବଦଳାଇବା ବଦଳରେ International University କରନ୍ତୁ ତାହା ହେବ କଟକ ପାଇଁ ଓଡ଼ିଶା ପାଇଁ ବଡ ଉପହାର
@Education-yd1mv
@Education-yd1mv 6 күн бұрын
No, Nabin Babu, Ravenshaw name change may not be accepted physically, mentally and emotionally by the present and ex-Ravenshawvians🙏🙏
@alloffyou4995
@alloffyou4995 6 күн бұрын
ଧର୍ମେନ୍ଦ୍ର ପ୍ରଧାନ ରୋଗ ଵିକଳରେ ତାଟିଆ କାମୁଡ଼ୁ ଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଲେ ନି ସେହି ରାଗ ‌ମୋ଼ହନ ସରକାର ଉପରେ ‌ ସୁଝାଉଛନ୍ତି‌
@radhashyambehera3020
@radhashyambehera3020 6 күн бұрын
Jay jagannath, Respect your open speech,
@PurnenduSarangi
@PurnenduSarangi 6 күн бұрын
💯% Correct. Dharmendra should attempt towards DEVELOPMENTAL WORKS.
@minakhipriyadarshini2925
@minakhipriyadarshini2925 4 күн бұрын
Like the presentation, All yr statements r excellent n based on logic.
@sumitrapanigrahi8677
@sumitrapanigrahi8677 6 күн бұрын
ଶିକ୍ଷା ବ୍ୟବସ୍ଥାରେ ସୁଧାର ନଆଣିଲେ ଛାତ୍ର ସମାଜ ର ଆର୍ତ୍ତନାଦ ନଅଙ୍କ ଦୁର୍ଭିକ୍ଷ ର ଆର୍ତ୍ତନାଦ ଠାରୁ ଭୟଙ୍କର ହେବ। NEET scam ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳିବା ପାଇଁ କାହାକୁ ଦାୟୀ କରାଯିବ?
@hariharnath8798
@hariharnath8798 6 күн бұрын
କରୋନା ରେ ବହୁତ ଲୋକ ମଲେ ସେଥିପାଇଁ କିଏ ଦାୟୀ। ସେ ନରହନ୍ତା କି?
@MohitMishra-qq4gm
@MohitMishra-qq4gm Күн бұрын
ସେଥିପାଇଁ ନରେନ୍ଦ୍ର ମୋଦି କୁ ଦାୟୀ କରା ଯାଇ ପାରିବ ନି 😂😂😂😂
@manojdassinger4187
@manojdassinger4187 6 күн бұрын
Sir pranam🙏
@arabindapadhi8367
@arabindapadhi8367 6 күн бұрын
Thanku sir for your advice to dharma
@laxmidharapanda6086
@laxmidharapanda6086 6 күн бұрын
ଅତ୍ୟାଚାରୀ ଇଂରେଜ ମାନଙ୍କ ଇଂଲିଶ ଭାଷାକୁ ଆମେ ଏପର୍ଯ୍ୟନ୍ତ ମୁଣ୍ଡରେ ମୁଣ୍ଡାଇ ବସିଛୁ ! ଦେଶର ଶିକ୍ଷାମନ୍ତ୍ରୀ ଭାବରେ ଧର୍ମେନ୍ଦ୍ରବାବୁଙ୍କର ଦମ ଅଛିକି ଶିକ୍ଷାବିଭାଗରୁ ଇଂଲିଶ ଭାଷାକୁ ହଟାଇବାର ପ୍ରସ୍ତାବ ଦେବାକୁ ?
@amulyasahoo6415
@amulyasahoo6415 6 күн бұрын
ବର୍ତମାନ ର ଶିକ୍ଷାଦାନ ବ୍ୟବସ୍ଥା ର ଆର୍ତନାଦ
@abhayamishra3806
@abhayamishra3806 6 күн бұрын
ଏମିତି ଯାତ୍ରା ଚାଲିବ ଯଦି...... ମୋହନ ବାବୁ 5ବର୍ଷ ପୂରା କରି ପାରିବେ ତ??
@basudevmohanty3504
@basudevmohanty3504 6 күн бұрын
Congratulations Naveenbu for your transparent and honest deliberation especially this episode. You n Satya P Nayak are praiseworthy.
@sethyprasanta4491
@sethyprasanta4491 6 күн бұрын
Thank you sir
@DHARANIDHARMUNDA-wy6mo
@DHARANIDHARMUNDA-wy6mo 6 күн бұрын
କଟକ କଲେଜ୍ ମୟୂରଭଞ୍ଜ ରାଜାଙ୍କ ସାହାଯ୍ୟରେ ଏମିତି ବିଦେଶୀ ନାମ କାହିଁକି ହେଲା
@sudarsannayak356
@sudarsannayak356 6 күн бұрын
BJP has forgotten sabka sath sabka bikash.
@sudarsanhati6578
@sudarsanhati6578 6 күн бұрын
ନବୀନ ବାବୁ ତାଙ୍କୁ ପଚାରିଲେ ତାଙ୍କ କାଗଜର ପ୍ରସାରଣ କେତେ . ସିଏ ଲେଖିଦେଲେ କିକହିଲେ ଟଙ୍କା ସମ୍ପାଦକଇଅର ମୂଲ୍ୟ କଣ achhi
@BighneswarMohanty-s8l
@BighneswarMohanty-s8l 6 күн бұрын
Nice description sir
@trinathsahoo7404
@trinathsahoo7404 5 күн бұрын
ଆପଣ ଜଣେ ନିର୍ଭୀକ ସଚ୍ଚୋଟ ଦ୍ଦେଶଭକ୍ତ ନିଶ୍ଚୟ ଆପଣକୁ ପ୍ରଣାମ ଉପସ୍ଥାପନା ଶୈଳୀ ଅତି ଉଚ୍ଚକୋଟିର
@himansusekharrout2433
@himansusekharrout2433 6 күн бұрын
🙏JAY SRI JAGANNATH 🙏
@madhusudanmohanty4293
@madhusudanmohanty4293 6 күн бұрын
Not necessary to change the college name.
@pabakdasmohapatra8156
@pabakdasmohapatra8156 5 күн бұрын
Very nice
@gajendranathjena356
@gajendranathjena356 6 күн бұрын
ଜୟଶ୍ରୀ ଜଗନ୍ନାଥ
@SoraojKumar
@SoraojKumar 6 күн бұрын
Jay Shree Jagannath. 🚩
@pranabeshmohanty9455
@pranabeshmohanty9455 5 күн бұрын
Fine discuss
@saratmishra7100
@saratmishra7100 5 күн бұрын
ଆଜ୍ଞା, ନମସ୍କାର। କହିବାକୁ ଚାହୁଁଛି ଯେ, ଏବେ, higher education system is Odisha failed. କଥା ହେଲା, recruitments in higher educational institutions for last 25years ହେଇ ନାହିଁ। Forget about Technical education in Odisha for same years. No body has taken any initiatives for taking care. ଛାଡନ୍ତୁ, BJD ସରକାର ଖାଲି, general education ରେ SSB recruitment କରି ସମସ୍ତଙ୍କୁ ଚୁପ୍🎉 କରିବା ସାର ଥିଲା। କିନ୍ତୁ, ଯେଉଁମାନେ ଦୀର୍ଦ୍ଧ 25 ବର୍ଷ ହେଲା କଲେଜ ରେ ଶିକ୍ଷ୍ୟା ଦେଉଛନ୍ତି, ତାଙ୍କ କଥା କେବେ ସରକାର ବିଚାର କଲେନାହିଁ ଓ ନୁଆ ସରକାର କଣ କରିବେ ? ବଡ ପ୍ରଶ୍ନ। ବର୍ଷ ବର୍ଷ ଧରି ଏଇ ଶିକ୍ଷକ ମାନେ PMJ ରେ ଧାରଣା ଦେଉଥିଲେ, ନିଜର ହକ ପାଇଁ। କିନ୍ତୁ, ପୂର୍ବତନ ସରକାର କିଛି ଶୁଣିଲାନି। ଏବେ ସରକାର ବଦଳିଛି। ନୁଆ ସରକାର କଣ ପଦକ୍ଷେପ ନେବେ, ସମସ୍ତଙ୍କ ଅପେକ୍ଷା। But, I support in charge of name of Revenshawa. What's wrong? Let it to be re renamed of any legendary odiya people. Not an issue to me. 19:58
@BishnucharanRay-xy5ox
@BishnucharanRay-xy5ox 6 күн бұрын
ଆପଣ ଦାଦାନ ଶ୍ରମିକ ଉପରେ କେବେ ଆଲୋଚନା କରନ୍ତୁ ଚିଟ ଫଣ୍ଡ କଥା ମଧ୍ୟ ଉଠାନ୍ତୁ.
@MANOJKUMARPRADHAN-q4u
@MANOJKUMARPRADHAN-q4u 6 күн бұрын
Right
@PurnachandraBehera-if5tu
@PurnachandraBehera-if5tu 6 күн бұрын
24ବର୍ଷ ଶାସକ ନବୀନ ବାବୁ ଏବେ କାନ୍ଦୁଛନ୍ତି କଣ କରୁଥିଲ। 157ଅଧ୍ୟାପକ ପଦବୀ ଖାଲି।
@pratapchandramohanta7831
@pratapchandramohanta7831 6 күн бұрын
ବହୁତ ଭଲ ଲାଗିଲା
@Pratyush_jena
@Pratyush_jena 6 күн бұрын
Apanaka argument jukti jukta. Thank you.
@santoshpurohit8540
@santoshpurohit8540 6 күн бұрын
🙏, Right, Jadi Dum Aachi Badalao...Rajniti Pani pagaku bigideiba pain chesta Khali.....
@susantasahoo9544
@susantasahoo9544 5 күн бұрын
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ ସେ ଅନାବଶ୍ୟକ ପ୍ରଶ୍ନ ବା ବିତର୍କ ସୃଷ୍ଟି କରନ୍ତୁନାହି।କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଥିବାରୁ ସେ ଚାହିଁଲେ ଓଡ଼ିଶାରେ ଶିକ୍ଷାର ଉନ୍ନତି କରିପାରିବେ ।
@prabinakumarmuduli7573
@prabinakumarmuduli7573 6 күн бұрын
Just thinking, very nice.
@netajidash9367
@netajidash9367 6 күн бұрын
ମୟୂରଭଞ୍ଜ ମହାରାଜା ସୋଉଜନ୍ୟତା ଦୃଷ୍ଟିରୁ ସମୟକୁ ଦେଖି ରେଭେନ୍ସା ନାମ ପ୍ରସ୍ତାବ ଦେଇଥିଲେ। ସେ କ'ଣ ନିଜ ନାଆଁ ନିଜେ ପ୍ରସ୍ତାବ ଦେଇ ଥାଆନ୍ତେ କି? ବଡ଼ ମେଡିକେଲ ନାଆଁ ମୟୂରଭଞ୍ଜ ମହାରାଜା ଦେଇଥିଲେ କି? ସେ ତ ମେଡିକାଲ ସ୍କୁଲକୁ କଲେଜ କରିବା ପାଇଁ ଆବଶ୍ୟକ ଯାଗା ଯୋଗାଇଥିଲେ।
@tulsirammohanta6588
@tulsirammohanta6588 6 күн бұрын
ଆପଣଙ୍କ ପରି ନିର୍ଭୟ ବ୍ୟକ୍ତି ଜ୍ଞାନୀ ଗୁଣି ଲୋକଙ୍କ ନିକଟରେ ମୋର ମନର କିଛି ଅମିମାଂଶିତ ପ୍ରଶ୍ନ⁉️ ୧. ଆମର ଜାତୀୟ ସଙ୍ଗୀତ "ଜନଗଣ ମନ" କେତେ ବେଳେ କେଉଁ ପରିସ୍ଥିତିରେ ସୃଷ୍ଟି ଦୟା ପୂର୍ବକ ଆଲୋଚନା କରିବା ହେବେ ୨. ଆମର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କିଛି ବର୍ଷ ବିଦେଶରେ ପଢି ଦୀର୍ଘ 24 ବର୍ଷ ଶାସନ କାଳ ମଧ୍ୟରେ ଟିକେ ଓଡ଼ିଆ ଶୁଦ୍ଧ ଉଚ୍ଚାରଣ କରି ପାରିଲେ ନାହିଁ କିନ୍ତୁ ଜଣେ ବୈଦେଶିକ ଇଂରେଜ ନିଜର ଶାସନ ସମୟରେ ନିଜ ଶାସନ ଆଦି ସବୁ କାମ ଛାଡି ଓଡ଼ିଆ କୁ ପଢି ବୁଝି ଶାସନ କାଳ ମଧ୍ୟରେ ଓଡ଼ିଆ ବ୍ୟାକରଣ ଲେଖି ଦେଲେ? 😮 (କଥାଟି କାହିଁକି ସହଜରେ ହଜମ ହେଉ ନାହିଁ; କାହାର ଲେଖାକୁ ନିଜ ଶକ୍ତି ବଳରେ ନିଜ ନାମରେ ନାମିତ କରାଯାଇ ନାହିଁ ତ 🤨) ୩. ଯଦି ଶାସକ ଜଣକ (ରେଭେନ୍ସା)ଏତେ ଭଲ ଥିଲେ ତେବେ ସେ କୌଣସି ସ୍ଥାନର ପୁରାତନ ନାମକୁ କାହାର ପ୍ରସ୍ତାବରେ ବଦଳେଇ ଦେଇ ନିଜ ନାମରେ କରିବେ? (କଥାଟି କାହିଁକି ଅଡ଼ୁଆ ଲାଗୁନି, ଏମିତି ହେଇ ନ ଥିବ ସେ ରାଜାଙ୍କ କଥାରେ ଏକ ମତ ନ ହେବାରୁ ରାଜା ବାଧ୍ୟ ହୋଇ ଟଙ୍କା ଆଉ ଏହି ପ୍ର....) ୩. ପୁରାତନ କାଳରେ ଯଦି ଗୋରା ସରକାରମାନେ ଏତେ ଭଲ ଥିଲେ ତେବେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆନ୍ଦୋଳନର ଆବଶ୍ୟକତା ଆଉ ଏତେ ବିଳମ୍ବ .... (ରେଭେନ୍ସା ସରକାର ଓଡ଼ିଆ ବ୍ୟାକରଣିକ ସରକାରଙ୍କ ସହ ମିଶି ନିଜ ଆଡୁ ସେହି ସମୟରେ ହିଁ ସ୍ଵୟଂ ନିଜ ବିବେକରେ ଓଡ଼ିଆମାନଙ୍କ ପାଇଁ ସବୁ ସୁବିଧା କରନ୍ତେ, ତାଙ୍କୁ ପୁଣି ସହାୟତାରେ ଟଙ୍କା ଆବଶ୍ୟକତା...) ୪. ବିଦ୍ରୋହର ସୂତ୍ରପାତ ରେଭେନ୍ସା କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଦ୍ଵାରା ବେଶୀ ହୋଇଥିଲା, ଆପଣ ମାନେ ଜ୍ଞାନୀ ଗୁଣି ଲୋକ ଜାଣିଥିବେ ବିଦ୍ରୋହ ଓ ଆନ୍ଦୋଳନ କେଉଁଠି ହୁଏ😢 ଆଉ ରହିଲା ଇତିହାସ ଓ ପୁରାତନ ଲେଖକଙ୍କ କଥା ଆପଣମାନଙ୍କ ମନେ ଥିବ ପାଣ୍ଡିଆ ସରକାରଙ୍କ ସମୟରେ ତାଙ୍କ ବିଷୟରେ କେହି କହିଲେ ତାଙ୍କ ଅବସ୍ଥା କଣ ହେଉଥିଲା; କଂଗ୍ରେସର ଆପଦ କାଳ କଥା ଟିକେ ମନେ କରନ୍ତୁ ଆଜ୍ଞା, ସବୁ ପରେ ଇଂରେଜ ସରକାରଙ୍କ କଥା କୁ ତୁଳନା କରନ୍ତୁ ଆଉ କୁହନ୍ତୁ ଆମର ପୂର୍ବପୁରୁଷ କଣ ଏତେ ବୋକା ଆଉ ..... ଥିଲେ ଯେଉଁ ମହାପୁରୁଷମାନେ ଆମକୁ ଦୟା କରି ରେଳ ଦେଲେ ତାଙ୍କୁ ହିଁ .... ଭାରତ ଛାଡ ଆନ୍ଦୋଳନରେ .....😮
@netajidash9367
@netajidash9367 5 күн бұрын
@@tulsirammohanta6588 ନେହରୁ ମନକୁ ଖିଆଲ ଆସିଲା ଜାତୀୟ ସଙ୍ଗୀତ ହେଇଗଲା କାରଣ ନେହେରୁ ଭଳି ବ୍ୟକ୍ତିକୁ ଛାମୁ ବୋଲି ଚିତ୍ରଣ କରାଯାଉଥିଲା। ବିଦେଶୀ ଶାସକ ରେଳକୁ ଦୟାକରି "ଦାନ" କରି ନଥିଲେ। ସେମାନଙ୍କ ବ୍ୟବସାୟିକ ଆବଶ୍ୟକତା ପାଇଁ ନିର୍ମାଣ କରିଥିଲେ ଜନସାଧାରଣଙ୍କ ସୁବିଧା ଉଦ୍ଦେଶ୍ୟ ନଥିଲା।
@nabakishorelenka1915
@nabakishorelenka1915 3 күн бұрын
Thank you Sir for your beautiful presentation about the game plan of the crooked politicians who need to blem the Mohan Govt. It's the right time to present the statement while Hon'ble PM comming to Odisha for implementation of Subhadra Yojana.
@chandipadapanda4707
@chandipadapanda4707 6 күн бұрын
ଧର୍ମେନ୍ଦ୍ର ବାବୁ ଏହି ବିତର୍କ ସୃଷ୍ଟି କରି ପରୋକ୍ଷରେ ବିରୋଧୀ ଦଳକୁ ଖୋରାକ ଯୋଗାଉଛନ୍ତି ଭଳି ମନେହୁଏ ।
Brawl Stars Edit😈📕
00:15
Kan Andrey
Рет қаралды 44 МЛН
Nabin Nka Charcha With Pipili MLA (BJP) Ashrit Pattnaik
38:23