Research variety dhana [ଖାଲ ଜମି ପାଇଁ ଧାନ ବିହନ] rice farming in odisha | best paddy seed in odisha

  Рет қаралды 121,649

My Desi Farm [ଓଡ଼ିଶା]

My Desi Farm [ଓଡ଼ିଶା]

Күн бұрын

Пікірлер: 62
@mydesifarm
@mydesifarm 7 ай бұрын
ଏକର ପିଛା ବିହନ ପରିମାଣ 1- ପୁଜାରିଣୀ 12 ରୁ 15 କିଲୋ 2- ଯମୁନା 12 ରୁ 15 କିଲୋ 3- ମହିମା 12 ରୁ 15 କିଲୋ 4- ବି ଏଲ ଏସ 1129 12 ରୁ 15 କିଲୋ 5- କାବେରୀ 0511 12 ରୁ 15 କିଲୋ ଏଇ ସବୁ ବିହନ 6 କିଲିକିଆ ପ୍ୟାକେଟ ରେ ଆସୁଛି ଆପଣ ମାନେ 2 ରୁ 3 ପ୍ୟାକେଟ ନେଇପାରିବେ.
@sambitkumarbeherasams2205
@sambitkumarbeherasams2205 6 ай бұрын
Kauthi miliba bihana
@srikantadas1921
@srikantadas1921 6 ай бұрын
Bls1129 achiki
@kartikbhue61
@kartikbhue61 3 ай бұрын
SWARNA..7029
@umakantamohanty508
@umakantamohanty508 Ай бұрын
ଆମର ଏପଟେ ଏହି ସବୁ ବିହନ ଚାଷ ହେଉଛି ଏକରକୁ ଦଶ କିଲୋ ବିହନ ରେ ହୋଇ ଯାଉଛି ଆଉ ଏକରକୁ ପଚିଷି ରୁ ତିରିଶ କୁଇଣ୍ଟାଲ ଅମଳ ହେଉଛି ଆଉ ମାଟିଆ ଗୁଂଡି ପୋକ ବହୁତ ଲାଗୁଛଂତି
@bamadevkahalsingh9407
@bamadevkahalsingh9407 17 күн бұрын
Very good idea
@sridharbarik8308
@sridharbarik8308 25 күн бұрын
ମୁଁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଚାଷୀ କହୁଛି ଆପଣ ଆଡଭାଇଜ୍ ଯେଉଁ ପରିମାଣରେ କରୁଛନ୍ତି ସେଇ ପରିମାଣରେ ଅମଳ ଆସୁନାହିଁ ମୁଁ ଏଇଥର ମହିମା ଧାନ କରିଥିଲି ମଞମରା ପୁକ ପ୍ରବଳ ଲାଗୂଛି କେନାକଟ୍ ବିଷ ଦେଲାପରେ ବି ପୋକ ନଷ୍ଟ କରୁଛି ମୁଁ ଏଥର ଅମଳ କଲି ଏକର ରୁ 15 କୋଇଁ ପାଲ ପାଇଲି
@TechnicalJitendraOdisha
@TechnicalJitendraOdisha 23 күн бұрын
Sir namaskar Sir ଆପଣଙ୍କ ବିଲରେ ମଞ୍ଜ ମରା ପୁକ ଲାଗି ଖେତ ନଷ୍ଟ ହେବ ଓ ଅମଳ କମ୍ ହେବ ସେଥି ଲାଗି ବିହନ ର ଦୋଷ । ଆପଣ କହିଲେ କୌଣସି ବିଷ କାମ କଲା ନାହି ମତେ ଲାଗୁଛି ଆପଣ ଉପଯୁକ୍ତ ବିଷ ଚୟନ କରି ନାହାନ୍ତି । Sir next ଥର ମଞ୍ଜ ପୁକ ଲାଗିଲେ ଏହି କମ୍ପଯିସନ୍ ର ବିଷ spree karibe Cartap hydrochloride 50%SP (30gm)+ lambda-cyhalothrin 4.9%Cs (30ml) ଯଦି କୌଣସି question ଅଛି ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ 8908124368
@UmeshchandraSamal-hp7hn
@UmeshchandraSamal-hp7hn 7 ай бұрын
Sir ନମସ୍କାର 🙏, ମୁ କଟକ ଜିଲ୍ଲା ର ମାହାଙ୍ଗା ବ୍ଲକ, ନାହାଙ୍ଗ ଗ୍ରାପ ରୁ umesh ସାମଲ କହୁଛି..... Sir ଆମର କିଛି ଅଳ୍ପ ଖାଲୁଆ ଓ ମଧ୍ୟମ ଧରଣର ଜମି ଅଛି. ବିଗତ ବହୁତ ଦିନରୁ ଜମିରେ ଖତ, ଗୋବର ପଡ଼ିନାହିଁ ଯାହା ସାର ଦ୍ୱାରା ଚାଷ ହୁଏ, ବାପା ଚାଷ କରନ୍ତି ମୋର ଚାଷ ଉପରେ ବେଶି ଅଭିଜ୍ଞତା ନଥିବାରୁ ଆପଣଙ୍କ ସାହାଯ୍ୟ ଲୋଡୁଛି, ଆପଣଙ୍କ ସାହାଯ୍ୟ ପାଇଲେ ବହୁତ ଖୁସି ହେବି. ଏବେତ ଧାନ ଚାଷ ର ସମୟ full details ହଳ ତଳା ସାର କୀଟନାଶକ ଔଷଧ, ବିହନ, ରୁଆ ପୋତା ଓ ସମୟ କୋଉ time ରେ ହଳ ସାର ଇତ୍ୟାଦି.... Details ର ଗୋଟେ video କରନ୍ତୁ... 🙏🙏🙏
@bibhutibhusannayak6445
@bibhutibhusannayak6445 7 ай бұрын
ପ୍ରତ୍ୟେକ ଧାନ ର ଅମଳ ବିଷୟ ରେ ଯାଣି ପାରିଲୁ । କିନ୍ତୁ ପ୍ରତ୍ୟେକ ଧାନ ର ଏକର ପ୍ରତି କେତେ ବିହନ ଆବଶ୍ୟକ ଯଣାନ୍ତୁ ।
@ASWINIKUMARPANDA-om3rz
@ASWINIKUMARPANDA-om3rz 2 ай бұрын
Mu ganjam ru kahhuchi bihana kemiti paibu
@prabhashbal3453
@prabhashbal3453 Ай бұрын
Bhu 11is the best dhana
@JatindraNaik-wd2mp
@JatindraNaik-wd2mp 7 ай бұрын
goodevening,dada,rama
@ajitpadhanajitpadhan
@ajitpadhanajitpadhan 7 ай бұрын
Pujarini ekarku ketekg bihan darkar
@sarojkumarsahoo2609
@sarojkumarsahoo2609 6 ай бұрын
Pujarini dhan ra amal kemiti,dhan padijae ki nahi
@muralidharbaral381
@muralidharbaral381 6 ай бұрын
Jira rice ra bhal verity kuhantu
@sarojkumarsahoo2609
@sarojkumarsahoo2609 6 ай бұрын
Pujarini dhan amal kemiti,dhan padib ki nai.Plz reply it's urgent
@mydesifarm
@mydesifarm 6 ай бұрын
@@sarojkumarsahoo2609 କଣ ଜାଣିବା ପାଇଁ ଚାହୁଁଚନ୍ତି?
@sarojkumarsahoo2609
@sarojkumarsahoo2609 6 ай бұрын
Plz read comments
@ManasRout-gr4qb
@ManasRout-gr4qb 7 ай бұрын
sir jaladhi dhan bhadrkre hebana
@dharanidharmalik2406
@dharanidharmalik2406 Ай бұрын
Bihan kouthu miliba
@ratikantajena1986
@ratikantajena1986 7 ай бұрын
ମୁଁ ବାଦଲ ଜିଲ୍ଲା -ଭଦ୍ରକ via-କୋଠାର village = ଛନ୍ଦାସାହି ମୁଁ କଳାଚମ୍ପା ଧାନ ଚାଷ କରେ ଅମଳ 25 ରୁ 30କ୍ୱିଣ୍ଟାଲ ପ୍ରତି ଏକର। ଏ କିଶମ ଖାଲ ଓ ମଧ୍ୟମ ଜମି ପାଇଁ ବେଶ ଉପଯୋଗୀ
@Spbarik-nj2he
@Spbarik-nj2he 7 ай бұрын
Sir namaskar motadhan kan kuhntu
@ବାଗୁଡ଼ି
@ବାଗୁଡ଼ି 7 ай бұрын
Punima,kalapchampa
@debashispatra3737
@debashispatra3737 6 ай бұрын
Bhai kaberi 511 paduchi na thiahauchi
@santilatabisoyee3146
@santilatabisoyee3146 7 ай бұрын
Aska ganjam rai dealers achanty ki
@khagapatimajhi4734
@khagapatimajhi4734 7 ай бұрын
Sree 101 dhana upare kichii kuhantu
@ranababu39
@ranababu39 7 ай бұрын
Pawan dhan କେମିତି ହେବ
@KhetramohanDas-ih8rl
@KhetramohanDas-ih8rl 4 ай бұрын
Mu Pan 804 dhana karichi cuttack dist niali re karichi 30 gunthu bila re karichi sara pakaichi gumara 60 kg patas gote dap gote uria 20 kg apare kichi au kn pakabi na etiki
@nomadabhaya7056
@nomadabhaya7056 14 күн бұрын
Apana Amala paile na paile nahi
@sunilbehera7265
@sunilbehera7265 7 ай бұрын
Krv0511 ରେ ବିଷୟରେ କିଛି କହିବେ
@AshokNahak-ks6hw
@AshokNahak-ks6hw Ай бұрын
Ehidhanakenutharemiliba
@binoddalua5575
@binoddalua5575 7 ай бұрын
thank you sir
@biranchijethi5988
@biranchijethi5988 7 ай бұрын
Seeds milibar adress kuhantu nearest kendrapara district
@soumyaranjansatapathy3823
@soumyaranjansatapathy3823 6 ай бұрын
Pan mtu1001 dhana kemiti amala heuchhi
@RAMESHHANSDAH-so6fq
@RAMESHHANSDAH-so6fq 2 ай бұрын
PAN 804 ଧାନ ଚାଷ ଓ ପ୍ରସ୍ତୁତ ବିଷୟରେ ଆଲୋଚନା କରିବାକୁ ଅନୁରୋଧ ।
@abiskarmancha9497
@abiskarmancha9497 Ай бұрын
ମୁଁ ଏ ବର୍ଷ ଯମୁନା ଧାନ କରିଥିଲି ସେହିଧାନ ବିହନକୁ ଭାଇ ଆରବର୍ଷ କରିପାରିବିକୀ
@swadheenakumarjena1239
@swadheenakumarjena1239 Ай бұрын
Bhai tmri kn bhala hoichhi ki dhana
@swadheenakumarjena1239
@swadheenakumarjena1239 Ай бұрын
Jamuna paddy ru
@subratapanda1396
@subratapanda1396 Ай бұрын
Research variety dhana nijara bihana karantu kichhi asubidha nahin,, Two years
@dkrushnachandra05
@dkrushnachandra05 7 ай бұрын
ମୁଁ ପୁରୀ ଜିଲ୍ଲାର ପୁରୀ ମହୀମା ବିହନ କେଉଁ କେଉଁଠୁ ପାଇବି।
@ashokpradhan4776
@ashokpradhan4776 7 ай бұрын
Tum dokan kauthi
@ashokpradhan4776
@ashokpradhan4776 7 ай бұрын
Tum phone 📱
@UmeshchandraSamal-hp7hn
@UmeshchandraSamal-hp7hn 7 ай бұрын
Sir 🙏 black diamond paddy seed ବିଷୟରେ details କହିବେ.
@TechnicalJitendraOdisha
@TechnicalJitendraOdisha 7 ай бұрын
Best dhana
@adha_adhura
@adha_adhura 7 ай бұрын
Padijiba karibani bahale
@margashirsa5396
@margashirsa5396 6 ай бұрын
Mora pujarani dhana kaarichhi
@pitambaramatali6796
@pitambaramatali6796 6 ай бұрын
ମୁଁ କଳାହାଣ୍ଡି ଜିଲ୍ଲାର ମହିମା ଧାନ କରିବି
@keshabsahu2308
@keshabsahu2308 7 ай бұрын
Arize 8455 bisaya re kuha
@rabindranathmohapatra9638
@rabindranathmohapatra9638 7 ай бұрын
Bhu 11
@kalandiswain9306
@kalandiswain9306 7 ай бұрын
Mahima dhan
@JatindraNaik-wd2mp
@JatindraNaik-wd2mp 7 ай бұрын
kalahandi,ra,ra,bhana,kimitiua
@dilipkumarmajhi5793
@dilipkumarmajhi5793 7 ай бұрын
MAHIMA DHANA
@sushantdas7525
@sushantdas7525 7 ай бұрын
Thank you sir help
@soumyaranjanbehera8329
@soumyaranjanbehera8329 7 ай бұрын
ମୋ ନାଁ ବି ସୌମ୍ୟ ରଞ୍ଜନ
@BalaBhatra-bu4rf
@BalaBhatra-bu4rf 7 ай бұрын
Kavieri 828
@biswajitmohanty6530
@biswajitmohanty6530 Ай бұрын
Bhai Tama number dela
@alokgochhayat2603
@alokgochhayat2603 7 ай бұрын
M n ta dia
@prasantagiri8405
@prasantagiri8405 6 ай бұрын
Bhadrak ru kauchhi phone number dio
小丑教训坏蛋 #小丑 #天使 #shorts
00:49
好人小丑
Рет қаралды 54 МЛН
It’s all not real
00:15
V.A. show / Магика
Рет қаралды 20 МЛН
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା | Details explanation of Mukhyamantri Kamadhenu Yojana |#mky
19:06
Krushak sathi Odisha [କୃଷକ ସାଥୀ ଓଡିଶା]
Рет қаралды 274 М.
小丑教训坏蛋 #小丑 #天使 #shorts
00:49
好人小丑
Рет қаралды 54 МЛН