Ruckus in Odisha Assembly over Governor's son | BJD MLAs Demand Arrest

  Рет қаралды 158,091

The Politics Odia

The Politics Odia

Күн бұрын

Watch the intense scenes unfold in the Odisha Assembly as BJD MLAs demand the arrest of the Governor's son, Lalit Kumar, following a heated debate over his alleged misconduct. Tensions rise as opposition's calls for justice clash with the ruling party's defense, leading to a chaotic situation that captures the attention of all present. Stay tuned to witness the dramatic turn of events in this political showdown.
Stay informed, stay engaged.
Don't miss out on the latest updates by subscribing to our channel.
News,Odisha Assembly,Opposition Party,BJD MLAs,India,Law and Order,Public Outrage,Politics,Odisha,Scandal,Corruption,Chaos,Political Drama,Ruckus,Government,Controversy,Arrest,Assembly Session,Law Enforcement.,Governor's son
The Politics is Odisha's leading news and current affairs Digital channel. Odisha's No1 media house. Get the latest Political News, Breaking News, Trending politics, Debate, current affairs, entertainment, technology, and health updates from The Politics Odia. News Editor Sunil Jena.
For the latest Odisha News Follow us:
Website:- www.thepolitic...
Instagram:- / thepoliticsodia
Facebook:- / thepolitics.live
Twitter :- / thepolitics13
#thepoliticsodia #OdiaNews #OdishaNews #LatestOdiaNews #BreakingNewsOdisha #OdishaUpdates #OdishaPolitics #OdiaEntertainment #OdishaSports #OdishaWeather #OdishaBusiness #BhubaneswarNews
#CuttackNews #PuriNews #RourkelaNews #BerhampurNews

Пікірлер: 156
@skjena5530
@skjena5530 3 ай бұрын
ରାଜ୍ୟ ପାଳର ପୁଅକୁ ଖୋଜି ଖୋଜି ପିଟନ୍ତୁ, ଯଦି ଓଡ଼ିଆଙ୍କ ଦେହରେ ରକ୍ତ ଅଛି, ଆଜି ଜଣକୁ ମାରିନି ସାଢେ ଚାରିକୋଟି ଓଡ଼ିଆଙ୍କୁ ସେ ଝାଡ଼ଖଣ୍ଡି ମାରିଚି
@nrusinghabehera9461
@nrusinghabehera9461 3 ай бұрын
Jetebele. Pandian. C. M. Nku. Diasmaruthila
@RupsingSinku
@RupsingSinku 3 ай бұрын
Kebe piti paribo nahin .odia Manku godai godai piti sason koribo Chattisgadia tigar.
@maakitchenette
@maakitchenette 3 ай бұрын
❤ ନବୀନ ପଟ୍ଟନାୟକ ବେଷ୍ଟ cm ରାଜ୍ୟପାଳ ପଦବୀରୁ ଇସ୍ତଫା ପ୍ରଦାନ ଟାଇଟ୍ ଚୋର ବଦମାସ୍
@bigyanmajhee4294
@bigyanmajhee4294 3 ай бұрын
ଆମର ଓଡ଼ିଆ ଅଫିସର ଙ୍କୁ ମାଡ଼ ମାରିବା କଣ ଆମ ଓଡ଼ିଆ ଅସ୍ମିତା କି? ଯଥା ଶୀଘ୍ର ଏଥିପାଇଁ ପଦକ୍ଷେପ ନିଆଯାଉ
@brundabanrout9655
@brundabanrout9655 3 ай бұрын
ରାଜ୍ୟପାଳ ଙ୍କ ପୁଅ ମାଡ଼ ମାରିବା ଓଡ଼ିଆ ଅସ୍ମିତା ତାରା ସାର ଏବଂ ନବୀନ ସାର ଠିକ କହିଲେ
@amoshmajhi4502
@amoshmajhi4502 3 ай бұрын
ଆଜ୍ଞା ଆଇନ ସମସ୍ତଙ୍କ ପାଇଁ ଅଛି, ଆଉ bjp government କଣ ବୁଜୁଛି,ଆଜ୍ଞା ମୁଁ ଭାବୁଛି ଏଠି ଖାଲି ଗରିବଙ୍କ ପାଇଁ ଆଇନ ଅଛି ବଧେ ?
@prasantamaharana6593
@prasantamaharana6593 3 ай бұрын
👍.. Governer ପୁଅଙ୍କୁ arrest କରାଯାଉ ଓ ତା ଉପରେ action ନିଆଯାଉ....
@madhusmitabag6211
@madhusmitabag6211 3 ай бұрын
ମାଡ ମାରିବ ଓଡ଼ିଆ କୁ ଅସ୍ମିତା କହୁଛ ଛିଛିଛି ତମକୁ ଲାଜନାହି
@narenkumar1432
@narenkumar1432 2 ай бұрын
ଲଜ୍ଜ୍ୟା ଲାଗୁନି
@jagatballavpattnaik6893
@jagatballavpattnaik6893 2 ай бұрын
ଆଜ୍ଞା ଓଡ଼ିଆ ପୁଅକୁ ମାଡ ମାରି ଓଡ଼ିଆ ଅସ୍ମିତା ବଜାୟ ରଖିଛନ୍ତି ? କଣ କହୁଛନ୍ତି ଆପଣ ବୁଝିପାରୁନାହାନ୍ତି ? କଲେକଟରଙ୍କ ରିପୋର୍ଟ କୁଆଡେ ଗଲା ?
@MunaRout-tb9nw
@MunaRout-tb9nw 3 ай бұрын
ନରେନ୍ଦ୍ର ମୋଦୀ ମାଘିଆ ବଧେଛୁଆ ବିଜେପି ଚଟା ମାନେ
@artslinesdeepak
@artslinesdeepak 3 ай бұрын
ଆଜ୍ଞା ମାନେ ସମସ୍ତେ କହିବା ଠିକ୍ ଅଛି ନବୀନ ବାବୁ ଥିଲା ବେଳେ ମାହାଙ୍ଗା ଡବଲ ମଡ଼ର କୁଆଡେ଼ ଗଲା
@bisonathbarik9251
@bisonathbarik9251 3 ай бұрын
Sethi pain ta BJP ku vote deithile
@amulyabehera4806
@amulyabehera4806 3 ай бұрын
Tamane bjp emiti kharap kama kariba kahuchhanti ....kuade Gala tamara sachot pania kuade Gala tamar odia asmita.... Real re ethi kehi samaj seba karibaku asinahanti ethi kebala rajaniti aau nija swartha pain asichhanti
@madhabanandaswain4695
@madhabanandaswain4695 3 ай бұрын
Bhai murder case court re achhi kintu officer ku mariba katha fir heini ,jaha anyamane karanti ,ame seys kariba ki?
@BiswanathLohar-i3k
@BiswanathLohar-i3k 3 ай бұрын
Right
@MrSwarajdas
@MrSwarajdas 3 ай бұрын
ରାଜ୍ୟପାଳ ଙ୍କ କୁପୁତ୍ର କୁ ତୁରନ୍ତ ଗିରଫ କରାଯାଉ ନହେଲେ ରାଜ୍ୟପାଳଙ୍କୁ ଅନ୍ୟତ୍ର ବଦଳି କରାଯାଉ
@PranitaPradhan-xw3yl
@PranitaPradhan-xw3yl 3 ай бұрын
Naveen sir is right always king of world
@basantakumarsahoo1255
@basantakumarsahoo1255 3 ай бұрын
B j p କୁ ହଟାଯାଉ ଓଡ଼ିଶା ରୁ
@bhagabannag3207
@bhagabannag3207 3 ай бұрын
Pruthiraj.lajalagibakatha.rajyapal.puaku.ghanta.ghantaghadawcha.ain.tabatare.jaw
@sanjuktabehera7052
@sanjuktabehera7052 3 ай бұрын
ରାଜ୍ୟ ପାଳ ଙ୍କ ପୁଅ ଯାହା କଲେ ଆପଣମାନେ ଖୁସିତ।
@nrusinghcharanpalei8938
@nrusinghcharanpalei8938 3 ай бұрын
Yes brother bjp bala khusi karana semanka dehare obia blod nahin sethipain semane chup achhanti .
@ranjankumarparida5990
@ranjankumarparida5990 3 ай бұрын
ଝାଡଖଣ୍ଡ ଲୋକ ଓଡିଆ ଅଫିସରକୁ ମାଡ ମାରିବା ଇଏ କଣ ଓଡିଆ ଅସ୍ମିତା, ତମକୁ ଲାଜ ଲାଗୁନି ଓଡିଆ ଅସ୍ମିତା କଥା କହୁଛ ।ଆଉ କେତେ ଦିନ ପରେ action ନେବ, କଣ ସେ ଫେରାର ହେଲା ପରେ ା
@hemantadash6520
@hemantadash6520 3 ай бұрын
Loka nka sarkar na banda sarkar be 😂
@MadhuSmitaJena-be9sw
@MadhuSmitaJena-be9sw 3 ай бұрын
Nabin sir is right
@DebarajBarik-gt2ti
@DebarajBarik-gt2ti 3 ай бұрын
ଆଇନ୍ ମନ୍ତ୍ରୀ କଣ କହୁଛନ୍ତି ସେ ନିଜେ ଵୁଝିପାରୁଛନ୍ତି ନା ଅଜଣା ଚାଉଳର ଭାତ ଖାଉଛନ୍ତି।୨୪ବର୍ସ ମଧ୍ୟରୁ ସିଏବି ୧୦ଵର୍ସ ମିଳିତ ଶରକାରରେ ଥିଲେ ଏକଥାଟାଵି ଭୁଲିଗଲେ ଛି ଛି ଏତେ ମିଛ।ମିଛୁଆଙ୍କ ସରଦାର ଲାଜଲାଗୁନି ତମ୍ଭମାନଙ୍କୁ।ଜୟ ଜଗନ୍ନାଥ।🙏
@srikantsahoo6563
@srikantsahoo6563 3 ай бұрын
ରାଜ୍ୟପାଳ ବିଷ ଖାଇ ମାରୁନି କାହିଁକି?
@tululenka9917
@tululenka9917 3 ай бұрын
Poison not available for governor
@nityanandaswain-cb4bp
@nityanandaswain-cb4bp 3 ай бұрын
Manbikata thile Istapa dei sari thaante
@MallickSatyanand
@MallickSatyanand 3 ай бұрын
Very good tarabahin sir tq so much
@SuryaKantanahak-y5m
@SuryaKantanahak-y5m 3 ай бұрын
ରାଜ୍ୟ ପାଳ ଙ୍କ ପୁଅ ଗିରପ ତୁରନ୍ତ କରାଯାଉ
@SORENSIPAHEE85
@SORENSIPAHEE85 3 ай бұрын
ବିଜେପି ପାର୍ଟିର ଓଡିଶାର ରାଜ୍ୟପାଳଙ୍କ ପୁଅ ଓଡିଶାର ଓଡିଆ ସରକାରୀ ପଦାଧିକାରୀ ମାନଙ୍କୁ ଅସଦାଚରଣ ଓ ମାରପିଟ କରିବା ଏବଂ ତାଙ୍କ ବିରୁଦ୍ଧରେ କୋୖଣସି କାର୍ଯ୍ୟନୁଷ୍ଠାନ ନିଆ ଯାଉ ନାହିଁ , ଏମିତି ହେଲେ ବର୍ତ୍ତମାନର ସରକାର ଓଡିଶାର ବିଜେପି ସରକାର ଓଡିଆ ଅସ୍ମିତାକୁ ବଞ୍ଚାଇ ପାରିବ ନାହିଁ ବରଂ ଓଡିଆ ଅସ୍ମିତାକୁ ଲୋପ କରିବ ।
@SurendraSingh-ku2ew
@SurendraSingh-ku2ew 3 ай бұрын
Thik kohucho Tara and Navin sir
@BishnuNayak-p2i
@BishnuNayak-p2i 3 ай бұрын
ନବୀନ sir କଣ କହିଲେ କିଛି ବୁଝି ହେଉନି
@sarojsahu4900
@sarojsahu4900 3 ай бұрын
ମମିତା ମେହେର ମୃତ୍ୟୁ ବେଳେ କଉଠି ଥିଲୁ ରେ କୁକୁର
@birasoren5704
@birasoren5704 3 ай бұрын
right
@BijayPadhan-lx4ot
@BijayPadhan-lx4ot 3 ай бұрын
Mamita murder case hela boli tu bhi maribu
@pinkysamal4947
@pinkysamal4947 3 ай бұрын
ଵାଳଟା କରିଛ ଶଳା ହାରାମି ବି,ଜେପି
@PranitaPradhan-xw3yl
@PranitaPradhan-xw3yl 3 ай бұрын
Naveen sir is right always king of world Naveen sir
@Jayasanta-m7s
@Jayasanta-m7s 3 ай бұрын
ଏମିତି ଅଫିସର ମାନଙ୍କୁ ମାଡ଼ ହେବା ଦରକାର, ଭଲ ହେଇଛି, ଏ 24 ବର୍ଷରେ ବିଜେଡି ନିଜ ଦଳପାଇଁ କାମ କରିବାର ସବୁ ଅଫିସର ମାନଙ୍କୁ ଶିଖାଇ ରଖିଥିଲା, ଯିଏ ପିସି ଦେଲେ କାମ ହେଉଥିଲା ପ୍ରିରେ ନାହିଁ, ତୁମର ପାୱାର ଥିଲା କିଛି କରିପାରିଲନି, ଏବେ ତୁମର ମାଡ଼ ଖାଇବା ଓ ଦେଖିବା ଦିନ, ଦେଖ ଲୋକଙ୍କ ପାଇଁ କେମିତି କାମ କରାଯାଏ, ଦେଖ ଓ ସିକ.
@SurenRana-n6e
@SurenRana-n6e 3 ай бұрын
Tama ghare bahar loka pasile thik
@prasantray5483
@prasantray5483 3 ай бұрын
Thik thak kuha
@prafullabarik7085
@prafullabarik7085 3 ай бұрын
ଏହା ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏଥି ପାଇଁ ରାଜ୍ୟପାଳ ନିଜେ କ୍ଷମା ପ୍ରାର୍ଥନା କରିବା କଥା କିମ୍ବା ନ୍ୟାୟ ବିଚାରକୁ ସମ୍ମାନ ଜଣାଇ ନିଜ ପଦବୀରୁ ଓହରି ଯିବା କଥା ।
@kalucharanpaikray7238
@kalucharanpaikray7238 3 ай бұрын
ଆରେ, ବୈକୁଣ୍ଠ ପ୍ରଧାନ କୁ ନ୍ୟାୟ ଦିଅ..
@BhagabanMajhi-g2e
@BhagabanMajhi-g2e 3 ай бұрын
Bjd ନେତା ମାନେ ଲୋକଙ୍କ mudar କରୁଥିଲେ ସେତେବେଳେ କୁଆଡେ ଯାଇଥିଲେ
@Bibuna1982Bibuna
@Bibuna1982Bibuna 3 ай бұрын
Right
@PranitaPradhan-xw3yl
@PranitaPradhan-xw3yl 3 ай бұрын
Right Katha kahucha sir thank you
@rajatkumarsahoo3050
@rajatkumarsahoo3050 3 ай бұрын
This is the efficiency of BJP government.The son of the Governer be punished . CM Majhi Sir do not be silent.
@BiswanathLohar-i3k
@BiswanathLohar-i3k 3 ай бұрын
ନବୀନ ସାର ଆପଣ ଓଡ଼ିଆ ରେ କୋହିଲେ ଆମେ ଖୁସି ହେବୁ
@NakulNayak-v6x
@NakulNayak-v6x 3 ай бұрын
ରାଜ୍ୟ ପାଳଙ୍କ ପୁଅ ଓ ଗୁଜୁରାତି ଓଡ଼ିଶାରେ ରେଫ କରିବ ପାଇଁ କହୁଛି ଆପଣ ମାନେ ଖୁସିତ
@pinkysamal4947
@pinkysamal4947 3 ай бұрын
ତୁରନ୍ତ ଗିରଫ କରାଯିବା ଦ୍ର ରାଜ୍ୟ ପାଳ ନାହିଁ ଆଉ କ'ଣ ଇଏ ଭଳିଆ ରାଜ୍ୟ ପାଳ ଆଉଟ୍ କରାଯାଉ
@BhaktabandhuSenapati
@BhaktabandhuSenapati 3 ай бұрын
ଶଳା କୁ,,,, ଦାନାଦାର,, ଦେଲେ, ମରିବନି ଗଞଇ,,,, ସାଂଗରେ,,, ମହୁଲି,, ହାଣ୍ଡିଆ,, ପିଏ ୪୪୦ବିଦୁତ୍, ଦିଅ
@mandardharjena2450
@mandardharjena2450 3 ай бұрын
ଏତେ ହୋହାଲ୍ଲା ହଉଛ ଭୁଲ ଟିକେ ମାଗିଦେଉନ କାମ ଖତମ (ରାଜ୍ୟପାଳ )
@sanjibsarangi6667
@sanjibsarangi6667 3 ай бұрын
Go out governor
@user-hv3tn9tm1t
@user-hv3tn9tm1t 3 ай бұрын
ରିୟଲ ଜିନିଷ ଟା କଣ ପ୍ରଥମେ ଦେଖନ୍ତୁ ଏଏସ ଓ ର ଭୁଲ ନା ରାଜ୍ୟପାଳ ପୁଅର ଭୁଲ୍ ପ୍ରଥମେ ଭିଜୁଆଲ ଦେଖାନ୍ତୁ
@BasantaKumar.1996
@BasantaKumar.1996 3 ай бұрын
ଆଜି ଯାଏ ନବୀନ ବାବୁ English ରେ ଭାଷଣ ଦଉଥିଲେ ସେଇଟା ଓଡ଼ିଆ ଅସ୍ମିତା ତ ?????
@maheshpati9309
@maheshpati9309 3 ай бұрын
Hm apana tk mote bujheibe ki
@Prafull-wk2km
@Prafull-wk2km 3 ай бұрын
ଲୋକଙ୍କ ସରକାର ଓଡ଼ିଆ ଲୋକଙ୍କୁ ରାଜ୍ୟପାଳଙ୍କ ପୁଅ ସେଥିପାଇଁ ପିଟିଲେ, ଇଂରେଜ ଶାସନ ଆସିଯାଇଛି, ଓଡ଼ିଆ କାହିଁକି ମାଡ଼ ଖାଇବେନି,
@babupatro5568
@babupatro5568 3 ай бұрын
ଚାଲୁଣି କ ହୁ ଛି ଛୁ ଞ୍ଚି କୂ 😂😂😂👈🏻
@KoraputiaBabu3143
@KoraputiaBabu3143 3 ай бұрын
ନାନା କେ 💪💯💪
@JituJitupradhan
@JituJitupradhan 3 ай бұрын
Tame kana karicha
@prafullasir0
@prafullasir0 3 ай бұрын
ସେ, ଯିଏ ଭଲ ଶିକ୍ଷକ ନଥିଲେ | ସେ କିପରି ଜଣେ ଭଲ ରାଜନେତା ହେବେ? ତାଙ୍କ ପାଇଁ ଗୋଟିଏ ଶବ୍ଦ - ସେ ନିଜ ବାହକ ପାଇଁ ରାଜନୀତି ବାଛିଛନ୍ତି | ତାଙ୍କ ପରି ଘୃଣ୍ୟ ବ୍ୟକ୍ତିଙ୍କ ଶେଷ ପର୍ଯ୍ୟାୟ ରାଜନୀତି |
@babulapatiarbabulapatiar8338
@babulapatiarbabulapatiar8338 3 ай бұрын
ପ୍ରଥମ କଥା ଅଫିସର ଗୁଣ ଟା କୁ ଦେଖ କିଛି ଭୁଲୁ ଥିବ ଏତେ ସାହାସ ମାଡ ମାରିବା ଆମ ଓଡିଆ ଉପରେ ଦୁଇ ଜଣ କୁ ଏକାଠି କରି ସତ୍ୟ ଆଣ ରାଜନୀତି କର ନାହିଁ
@madhusmitapradhan2235
@madhusmitapradhan2235 3 ай бұрын
Best person Nabin sir 🙏❤️
@harihardhal1974
@harihardhal1974 3 ай бұрын
Arun. Pratap. Dibyasankar. Bikram amanka birudhare Naveen kan action neithila
@DebarajBariha-c9z
@DebarajBariha-c9z 3 ай бұрын
Right Cochin
@MallickSatyanand
@MallickSatyanand 3 ай бұрын
Naveen patnayak super cm of the Odisha jay ho bjd
@Reenabehera0
@Reenabehera0 3 ай бұрын
❤❤❤❤❤❤❤❤❤❤❤aga maha mahima nka pua nku danda diantu ta pare au jaha kahibe
@gitanjalibehera9648
@gitanjalibehera9648 3 ай бұрын
Mohan babu nka pati kholuni
@umanathmohapatra7414
@umanathmohapatra7414 3 ай бұрын
Law minister ta ,Bharatara sesa Swadhina Durga,Khordha zillara pua naa
@gourangasahoo1216
@gourangasahoo1216 3 ай бұрын
Balaaa
@AkshyaRay-f1l
@AkshyaRay-f1l 3 ай бұрын
Tara sir very good
@sudarsonbagh7736
@sudarsonbagh7736 3 ай бұрын
ତମେ ପାଗଳ ହୋଇଗଲ ହସ୍ପିଟାଲ ଯାଅ
@dipusahoo3400
@dipusahoo3400 2 ай бұрын
Great nabin sir
@AtulDash-o6r
@AtulDash-o6r 3 ай бұрын
ଆପଣମାନେ ଜନସମାଜ ଦ୍ବାରା ନିର୍ବାଚିତ ହୋଇଥିଲେ, ଏହିପରି କାଦୁଆ ଫିଙ୍ଗା ଫିଙ୍ଗି ହେଲେ ଓଡ଼ିଶା ବସୀ କଣ ପାଇବେ? ବିଧାନ ସଭା ଚାଲିବା ବେଳେ ଯେଉଁ କୋଟିକୋଟି ଟଙ୍କା ଆପଣମାନେ ନେବେ, ତାହା କଣ ଆପଣଙ୍କ ବାପାଙ୍କ ତାଙ୍କ କି ?
@nrusinghabehera9461
@nrusinghabehera9461 3 ай бұрын
B. J. D. Re. Jetebele. Five. T. Sasana. Chalithila. Pandian. Mukhya. Mantri. Haba. Prasangabele. Amara. A. Odia. Bhaimane, thile. Kenuthi
@baikuntharana262
@baikuntharana262 3 ай бұрын
Nabin patnayak ku arrest kara
@rakeshmohanty685
@rakeshmohanty685 3 ай бұрын
Eita BJP gundaraj chalichi
@SpandanSpandan-gb8uo
@SpandanSpandan-gb8uo 3 ай бұрын
Bjp hatao odisha bachao
@chaitanyarout4188
@chaitanyarout4188 3 ай бұрын
All are equal in the eye of law
@SomanathBehera-em8im
@SomanathBehera-em8im 3 ай бұрын
Ete katha kanpai taku arrest kara
@SAMURAI_2WENTY
@SAMURAI_2WENTY 3 ай бұрын
Kie kariba tome😅😅
@trinathsahoo8444
@trinathsahoo8444 3 ай бұрын
ତମେ ଖାଲି ରଙ୍ଗ ବଦଳେଇଛ ଆଉ କିଛି କରିନ କି କରି ପାରିବନି 😂😂and I
@nepali_mikcy9970
@nepali_mikcy9970 3 ай бұрын
1000% tara sir
@GopinathSahoo-j3j
@GopinathSahoo-j3j 3 ай бұрын
ହଇରେ ଶଳେ ନବୀନ ପଟନାୟକ ଶାସନ ସମୟ ରେ କନ୍ଦୁଲି ବେବିନା ପରି ପିହୁ ଆଦି ବ୍ୟଭିଚାର କଣ ଓଡ଼ିଆ ଅସ୍ମିତା ଥିଲା? ୫ତାମିଲି ର ଟେଣ୍ଡବାନ୍ଧିବା ୧ନମ୍ବର ଓଡ଼ିଆ ଅସ୍ମିତା ଥିଲା:ଚୋର ମୁହଁ ବେଶି ଟାଣ
@barendrakumarbehera2153
@barendrakumarbehera2153 3 ай бұрын
Arrest Governor 's son immediately. Otherwise throw away Governor from odisha. I vote for Bjp. But this type Bjp government, don't require. Take immediate action.
@bollywoodhungama4016
@bollywoodhungama4016 3 ай бұрын
ବିହାରୀ ଗୁଂଡା ଠାରୁ ମାଡ ଖାଇବା ଓଡିଆ ଅସ୍ମିତା ।
@rcp3276
@rcp3276 3 ай бұрын
Aine ta batare jiba, aithire BJP ra dosa ki
@bijayamoharana344
@bijayamoharana344 3 ай бұрын
Jay BJD Jay nabin sir 👍 🙏👏
@PrasantaSamal166
@PrasantaSamal166 3 ай бұрын
Wait 5 years, people will never leave
@srikantsahoo6563
@srikantsahoo6563 3 ай бұрын
ଆଉ ଗୋଟେ ରଘୁଆ ୟା ଭିତରେ ଖସିଯିବ।
@prasantsingsamant126
@prasantsingsamant126 3 ай бұрын
No not so.
@umapatra1958
@umapatra1958 3 ай бұрын
Bjd super❤❤🌹🇧🇴 🌹👍🏽
@umapatra1958
@umapatra1958 3 ай бұрын
Super cm njd very good ❤❤🇧🇴🇧🇴🇧🇴📲👍🏽🚩🌹
@sanjushine7217
@sanjushine7217 3 ай бұрын
BJP odisha pain cancer ra karana
@prasantray5483
@prasantray5483 3 ай бұрын
Are tame asichha Hari chandan Babu tame jaldi jiba
@maakitchenette
@maakitchenette 3 ай бұрын
BJP jaumal ମନ୍ତ୍ରୀ ଥୁ ଆ ଥୁ ଆ ଥୁ 😂😂😂😂😂
@umanathmohapatra7414
@umanathmohapatra7414 3 ай бұрын
Law minister kana karuchhanti
@gourangasahoo1216
@gourangasahoo1216 3 ай бұрын
Governor hatao, AsO ku justice, BJP a ra do muhan niti.
@lalitadei953
@lalitadei953 3 ай бұрын
E Asmita re atha kanna?
@amasangathanakakarudrapurj9664
@amasangathanakakarudrapurj9664 2 ай бұрын
Bala bujhiba bjp Sarkar,rajya pal daudne daudne
@tusharkantamahapatra6398
@tusharkantamahapatra6398 3 ай бұрын
sir apana mane kan karichanti one month re
@santoshsabar-rq4lg
@santoshsabar-rq4lg 3 ай бұрын
Nabin babu nnku sigaret dia re tk taniba😅😅😅😅
@JalandharKheti
@JalandharKheti 3 ай бұрын
Jyoti bjd
@SanjayDehury-h9b
@SanjayDehury-h9b 3 ай бұрын
BJP
@pinkurajtgrstatus1122
@pinkurajtgrstatus1122 3 ай бұрын
Tame sabu ta ofadi deba BJP bale aame b dekhuchu 😅
@sanatansahu5805
@sanatansahu5805 2 ай бұрын
Ainmantri balanujheile😅😊😊
@SurendraSuna-v7n
@SurendraSuna-v7n 3 ай бұрын
BJP laj nahi
@OMMPRAKASH-fr3bb
@OMMPRAKASH-fr3bb 2 ай бұрын
This is BJP odia Asmita
@umanathmohapatra7414
@umanathmohapatra7414 3 ай бұрын
Se Rajyapallankar ghara keun state re ?
@sadanandamohapatra1281
@sadanandamohapatra1281 3 ай бұрын
Samastankalagi Aine Gotye Bhayaka pua heu Either Rajiyapala pua Heu Taku Girafkar jel Pathajau.Odishara Chief Minister Soirahuchhanti Kisiliye.
@badaljena7749
@badaljena7749 3 ай бұрын
Jay nabin
@maheshbehera1007
@maheshbehera1007 3 ай бұрын
Jay BJP
@pravasiniswain3322
@pravasiniswain3322 3 ай бұрын
Harichandan Babu nabin govt jetiki kama karichhanti tumemane tanka board hatau hatau 5barsa lagijiba. Jadi e govt sachot tahele Governor puaku arrest kariki dekhaa.
@surendranathbisoyi6859
@surendranathbisoyi6859 2 ай бұрын
Bjp bala sarkar
@pradipkumarbiswal4590
@pradipkumarbiswal4590 3 ай бұрын
Governor Hindi kahuchhati Tama ex CM paban Pattanayak English kahuchhi
@SanatanTiria-fe4jz
@SanatanTiria-fe4jz 3 ай бұрын
Mamita Meher ranku hatya kari kau Asmita Rakagala he B j D Sarkar kau nyay dela
小路飞还不知道他把路飞给擦没有了 #路飞#海贼王
00:32
路飞与唐舞桐
Рет қаралды 80 МЛН
1, 2, 3, 4, 5, 6, 7, 8, 9 🙈⚽️
00:46
Celine Dept
Рет қаралды 99 МЛН
小路飞还不知道他把路飞给擦没有了 #路飞#海贼王
00:32
路飞与唐舞桐
Рет қаралды 80 МЛН