No video

Rupa Saagadi Re Suna Kania

  Рет қаралды 6,714,855

beuram

beuram

Күн бұрын

Awesome song from movie Jaga Hata Re Pagha

Пікірлер: 2 700
@biswajitstudypoint4224
@biswajitstudypoint4224 Жыл бұрын
ଯୁଗ ଆସିବ ଯୁଗ ପୁଣି ଯିବ କିନ୍ତୁ ବିଜୟ sir ଆପଣ ଆମର ହୃଦୟ ରେ ସବୁବେଳେ ରହିବେ ,
@prafulasahu3183
@prafulasahu3183 Жыл бұрын
Right 🙏🏼
@shisira2746
@shisira2746 Жыл бұрын
😭
@pratapkumardash1068
@pratapkumardash1068 Жыл бұрын
@sumatirout3182
@sumatirout3182 Жыл бұрын
​@@prafulasahu3183ìiiiiiiiiiiìiiiiiiiii😊😊
@sumatirout3182
@sumatirout3182 Жыл бұрын
​@@prafulasahu3183iiiiiuuu😊😊😊ii😊😊iiiiiiiiiiiiiiiiiiiiii😊😊uii😊😊iiiuuu😊ùiùiiùiiiiuiiì😊uuùuùuìiuùuùuìuuùuìùiuùiiuuùuìuùuìùuùuuùuìuuùuìùiuùiiuiuuùuìuuùuìùiuùuuùuìuuùuìùiuùiiuuùuìuuùuìùiuùuuùuìuuùuìùiuùiiuiiuuuuiiùùìiuiùuuuùiuuuuuuuiuuuuuiuiuuuuùuuuiìuuuuuuuuuuuuuuuuuuuuuuuuuuuuuuuuu
@jinidil3509
@jinidil3509 2 жыл бұрын
ମୁଁ ଓଡ଼ିଆ, ମୁଁ ଗର୍ବିତ, ମୋ ଗୀତ ମୋ ପରମ୍ପରା, ମୋ ଯାନି ମୋ ଯାତରା, ମୋ ପିଲାଦିନ,, ମୋ ଓଡ଼ିଆ ସବୁ ବଢିଆ ।।। ମୁଁ ଗର୍ବିତ ସେଇ ସୁନା ର ସମୟ ରେ ଜନ୍ମ ହୋଇ😍😍
@rameshsamal1138
@rameshsamal1138 5 жыл бұрын
ଆମ ଓଡିଆ ମାନକଂ ପାଇଁ ଏ ଗୀତ ନୁହେଁ ।କୋହେନୂର ହୀରାଠୁ ବି ଅଧିକ ମୂଲ୍ୟବାନ୍ ।
@govindbehera3781
@govindbehera3781 4 жыл бұрын
Nice
@monalishamishra1117
@monalishamishra1117 4 жыл бұрын
Thiki bhai
@pushpatripathy2267
@pushpatripathy2267 4 жыл бұрын
A vdo dekhi jama biswasha hauni Bijaya Mahanti amaku chhadi chaligale....
@rameshsamal1138
@rameshsamal1138 4 жыл бұрын
@@pushpatripathy2267 ହଁ ସେ ଚିରସବୁଜ ଅଭିନେତା ନିଶ୍ଚୟ
@arpitsivchandan6498
@arpitsivchandan6498 4 жыл бұрын
ଠିକ କହୁଛ ଭାଇ।
@aloksahoo1216
@aloksahoo1216 5 ай бұрын
ଯେତେଦିନ ଯାଏଁ ସିନେମା ରହିବ ସେତେଦିନ ଯାଏଁ....ବିଜୟ ସାର୍ ଆପଣ ସେମିତି ଜୀବନ୍ତ ରହିବେ.....❤
@manojmukhi2079
@manojmukhi2079 3 жыл бұрын
ଏଇ ଗୀତ ଶୁଣିଲେ ଆଖିରୁ ଲୁହ ଆସିଯାଉଚି... ଆଜି କା ସମୟରେ ଆଉ ଏମିତି ଓଡ଼ିଆ ଗୀତ ଆସୁନି.. ଏବେକାର ସଙ୍ଗୀତକାର ମାନେ ଓଡ଼ିଆ ସଙ୍ଗୀତ କୁ ମାଟିରେ ମିଶେଇ ସାରିଲେଣି।
@devilmonstar6166
@devilmonstar6166 Жыл бұрын
Banalta
@gopalbishi1147
@gopalbishi1147 Жыл бұрын
Satare
@rajatanty5382
@rajatanty5382 11 ай бұрын
satare bhai luha asi jae😢
@KartikTandi-gj6ic
@KartikTandi-gj6ic 9 ай бұрын
Right
@bikashsingh5714
@bikashsingh5714 5 ай бұрын
​@@rajatanty5382Right
@alivabehera90
@alivabehera90 5 ай бұрын
କିଏ କିଏ ୨୦୨୪ ରେ ଶୁଣୁଛ
@AJAYABARAL-jk9xh
@AJAYABARAL-jk9xh 4 ай бұрын
Mu ajay❤
@mohantycreation7077
@mohantycreation7077 4 ай бұрын
😅
@SudarsanaNayak-lk2lg
@SudarsanaNayak-lk2lg 4 ай бұрын
Muuuuu
@namitabehura1806
@namitabehura1806 4 ай бұрын
Ki bekar comments kiye kiye sunucha ......24 re
@fireforcechintu7177
@fireforcechintu7177 4 ай бұрын
I am
@Sudeepta
@Sudeepta 3 жыл бұрын
ଯୁଗ ଆସିବ ଆଉ ଯୁଗ ଯିବ କିନ୍ତୁ ଏ ଗୀତର ମୂଲ୍ୟ ସେମିତି ହିଁ ରହିବ।ମୋର ଅତିପ୍ରିୟ ଗୀତ। Rip Md Aziz & Rip Bijay Mohanty sir ..
@sisirkumarnayak8422
@sisirkumarnayak8422 2 жыл бұрын
ବାସ୍ତବରେ କେତେ ସୁନ୍ଦର ଗୀତଟିଏ। ଶବ୍ଦ ସଂଯୋଜନା ,ଲେଖନୀ ,ସଂଗୀତ ନିର୍ଦ୍ଦେଶନା ଏବଂ ସ୍ୱର ସବୁ ଚିର ସବୁଜ।
@radhakrushnapanigrahy1703
@radhakrushnapanigrahy1703 2 жыл бұрын
Hi nayak U re correct. Voice of md.aziz is super.
@radhakrushnapanigrahy1703
@radhakrushnapanigrahy1703 Жыл бұрын
Hi nayak Again thank u. Ehi gita bahut madhur Voice of mohd aziz is super. Good song
@radhakrushnapanigrahy1703
@radhakrushnapanigrahy1703 Жыл бұрын
@@sisirkumarnayak8422 Hi nayak Bahut sundar git Mor favourite gita. R.ip..vijay sir Gita .....rupas gadore suna kania... Middle music gitar bahut sundar..
@radhakrushnapanigrahy1703
@radhakrushnapanigrahy1703 Жыл бұрын
Hi nayak It is my favourite. The song remind me my child hood days. At that time I was studying in class VIII in ganjam DIST.of Odisha....
@rajeev2473
@rajeev2473 Жыл бұрын
କେଡ଼େ ସୁନ୍ଦର ସେ ଶବ୍ଦ ଗୁଡିକ! ବିଜୟ ମହାନ୍ତିଙ୍କ ଅଭିନୟ ଏବଂ ଟିକି ଅପାଙ୍କ ଲାବଣ୍ୟ ଆଉ ଭାଷା ପାଉନି ଲେଖିବାକୁ, ଆଖି ରୁ ସ୍ଵତଃପ୍ରବୃତ୍ତ ଭାବେ ଦୁଇ ଧାର ଲୁହ ଗଡିଯାଏ ସଙ୍ଗୀତ ପାଇଁ ଏବଂ ବିଜୟ ସାର୍ ଙ୍କ ଅବର୍ତ୍ତମାନ ରେ। ଜଗନ୍ନାଥଙ୍କ ପାଖେ ଅମର ଆତ୍ମାର ସଦଗତି କାମନା। ଆଉ ଫେରିପାଇବିନି ସେ ସମୟ; ❤
@manaswiniacharya2426
@manaswiniacharya2426 4 жыл бұрын
ମୋର ସବୁଠୁ ପ୍ରିୟ ଗୀତ। ସାନ ବେଳ ଠୁ ଏଇ ଗୀତ ଶୁଣି ଆସିଛି, କିନ୍ତୁ ଆଜି ଏ ଗୀତ ମୋ ହୃଦୟ କୁ ଅନେକ କଷ୍ଟ ଦଉଚି କାରଣ ଏ ଗୀତ ରେ ମୋର ସେଇ ସ୍ମୃତିରେ ଥିବା ଚେହେରା ଆଉ ଚରିତ୍ର ଆଉ ନାହାନ୍ତି । 😭
@informationhub649
@informationhub649 3 жыл бұрын
ସିଙ୍ଗର m ajij ବି ନାହାନ୍ତି ଆଉ କଳାକାର ବିଜୟ ସାର୍ ବି ନାହାନ୍ତି 😭😭😭
@prabhakarswainswain5810
@prabhakarswainswain5810 3 жыл бұрын
Bhai aou kuhani
@kunumishra6208
@kunumishra6208 3 жыл бұрын
Hmmm Tama thick kahila sister mata mo pilabela Khali Mana paduchi.
@saunamurmuentertainment3818
@saunamurmuentertainment3818 3 жыл бұрын
Mann to karta hai..kas abhi bhi wahi jamana hota ...kitna acha hota ....miss u child time
@deepakbhoi3387
@deepakbhoi3387 3 жыл бұрын
ଭଉଣୀ ତୁମେ ମୋ ଠାରୁ ବୟସ ରେ ବଡ଼ ହେବ କି ସାନ ହେବ ମୁଁ ଜାଣିନି ହେଲେ ଭଉଣୀ କାହିଁକି କହୁଛି ତୁମ ଏ message କୁ ପଢି କି ଏତିକି କହୁଛି ଭଉଣୀ ତୁମ ନୁମ୍ବର କେବେବି କାହାକୁ ଏଥିରେ message କରିବନି ହେଲେ ଲୋକମାନେ କହନ୍ତି ମନକୁ କଷ୍ଟ ଦେଉଥିବା କଥାଟା କାହାକୁ କହିଦେଲେ ମନଟା ଭଲଲାଗେ ସେଥିପାଇଁ ମୁଁ ଆଜି ପର୍ଯ୍ୟନ୍ତ କାହାକୁ ମୋ ନିଜ ସାଙ୍ଗ ସାଥି ମାନଂକୁ ବି କହି ପାରୁନି କିନ୍ତୁ ତୁମର ଏ message କୁ ପଢି ମୁଁ ମୋ number କୁ ଏଥିରେ ଦଉଛି 8658636874, 7008965890 କିନ୍ତୁ ଭଉଣୀ ତୁମେ କେବେବି ତୁମ number ଦବନି କହାକୁ l
@karmakumarpatra4085
@karmakumarpatra4085 7 ай бұрын
Kia kia 2024 re dekhucha like kara ❤❤❤
@comiccopy4499
@comiccopy4499 3 жыл бұрын
"ସମୟ କହୁଛି ତୁଟାଇ ମୋହ ବେଳ ଥାଉ ଥାଉ ଲେଉଟି ଯାଓ" a line mo ଆଖିରେ ଲୁହ ଆସିଗଲା😭
@mrutyunjaymohanty8918
@mrutyunjaymohanty8918 2 жыл бұрын
ଆଖିରୁ ଲୁହ ବାହାରି ଆସୁଛି
@pradeepojha8909
@pradeepojha8909 2 жыл бұрын
🥺🥺🥺
@sanjuktamohanty8531
@sanjuktamohanty8531 2 жыл бұрын
Fantastic lyrics.
@rinkuseth2395
@rinkuseth2395 Жыл бұрын
@@mrutyunjaymohanty8918 thakuchhu magiha
@DPFacts
@DPFacts 4 жыл бұрын
Old is gold and one of my favourite song. 🎵 ବିଜୟ ମହାନ୍ତି ଙ୍କ ବିୟୋଗ ପରେ କେଉଁମାନେ ଏଠାରେ ଦେଖୁଛନ୍ତି?
@foodioshorts4323
@foodioshorts4323 4 жыл бұрын
दोस्तों प्लीज मुझे एक सब्सक्राइब कर दो यार🙏🙏🙏🙏😭😭😭😭
@foodioshorts4323
@foodioshorts4323 4 жыл бұрын
ମୁଁ
@subhasandhyabiswal2627
@subhasandhyabiswal2627 4 жыл бұрын
Mu dekhuchi
@santilatanayak2600
@santilatanayak2600 4 жыл бұрын
😢😢
@kesabapradhan8352
@kesabapradhan8352 4 жыл бұрын
Kichi kama nhin ki tote Emit bakwas karuchu
@swadhinsutar4108
@swadhinsutar4108 4 жыл бұрын
ପିଲା ଦିନର ସ୍ମୃତି ସବୁ ମନେ ପଡିଯାଉଛି, ଆଉ ଥରେ ଫେରି ଆସନ୍ତା କି ସେ ହଜିଲା ଦିନ...😢😢
@bspriya2327
@bspriya2327 4 жыл бұрын
Right
@asimkumardigal5140
@asimkumardigal5140 4 жыл бұрын
Bhai really yrr I miss my childhood
@babulkunar6925
@babulkunar6925 3 жыл бұрын
Hnn
@isuxgaming5624
@isuxgaming5624 3 жыл бұрын
ni bhai au asibani don't worry
@rlpapuff1642
@rlpapuff1642 3 жыл бұрын
Nema 😆😆😆😆😆😆😆😆😆🤭🤭🤭
@jackdaniel8269
@jackdaniel8269 4 жыл бұрын
ମୁଁ ଭାଗ୍ୟବାନ କି ମୁଁ ସେଇ ବେଳେ ଜନ୍ମ ପାଇଛି ଯେବେ ଏଇ ଭଳିଆ ସଂଗୀତ ବନୁ ଥିଲା | ସତେ ସେତ ସ୍ବର୍ଣ୍ଣ ଯୁଗ ଥିଲା | 🙏🙏🤸‍♂️
@jayaprakashmansingh1689
@jayaprakashmansingh1689 4 жыл бұрын
Hata bhaga je Ame janma neinu 😂😂😂😂
@rlpapuff1642
@rlpapuff1642 3 жыл бұрын
Bada na heigala na re
@sattwikx99..
@sattwikx99.. 2 жыл бұрын
@@jayaprakashmansingh1689 ହଁ ରେ ଭାଇ...☺️😢😭
@PremK_
@PremK_ 2 жыл бұрын
😍
@subodhsarkar1002
@subodhsarkar1002 Жыл бұрын
କେହି ବି ମୋହମ୍ମଦ ଅଜିଜ୍ ଙ୍କ କଥା କହୁ ନାହାନ୍ତି, ତାଙ୍କ ସୁମଧୁର କଣ୍ଠ ବିନା ଏ ଗୀତ କେବେହେଲେ ଏତେ ସୁନ୍ଦର ହେଇ ପାରି ନ ଥାନ୍ତା।
@suchismitatripathy2003
@suchismitatripathy2003 2 жыл бұрын
ସତରେ ପୁରୁଣା ଗୀତଗୁଡିକ ମନକୁ ଛୁଇଁ ଯାଉଛି 😌 ସେ ପୁରୁଣା ଦିନ ଗୁଡାକ ଆଉ ଥରେ ଆସନ୍ତା କି? ବହୁତ ସୁନ୍ଦର 😍
@MRcrazyDEEWANA
@MRcrazyDEEWANA 3 жыл бұрын
ପିଲାଟି ବେଳୁ ଏ ଗୀତ ଶୁଣି ଆସୁଛି। ହେଲେ ବହୁତ ଅଲଗା ସେ ଗୀତ ଆଉ ଏ ଯୁଗର ଗୀତ। ଆଖି ରୁ ଲୁହ ଧାର ଧାର ଦେଇ ଆସୁଛି। 😭😭😭 ସତରେ ବହୁତ ମନେ ପଡୁଚି ପିଲାବେଳ କଥା।
@SanjayKumar-ul3vk
@SanjayKumar-ul3vk 4 жыл бұрын
ସତରେ କେତେସୁଦର ଥିଲାଶେପୁରୁଣା ଦିନର ଚାଲିଚଳଣି ଆଉ ପୁରୁଣା ଚଳଚ୍ଚିତ୍ର ର ଗିତ ଏହି ଗିତ ଦେଖିବାପରେ ଆଜିଭି ମନେ ପଡ଼ିଯାଏ ପିଲା ଦିନର ସମୟ
@suryakantasahoo8556
@suryakantasahoo8556 4 жыл бұрын
Right kahila bro
@pradeepojha8909
@pradeepojha8909 2 жыл бұрын
❤️❤️❤️❤️
@dibyajyotimandal8808
@dibyajyotimandal8808 4 жыл бұрын
Luha Roki houni.... Ei gita suni... Kete sundar thila ama Pila Dina... Se gita,, se film,, se khela,, se amba tota,, se khara chutti.. Sabu jemiti haji jai chanti ebe
@bimolbarik4984
@bimolbarik4984 4 жыл бұрын
Hmm Bro Right
@pravatkumar5973
@pravatkumar5973 4 жыл бұрын
Yes you are absolutely right.
@bvgiritandi8616
@bvgiritandi8616 4 жыл бұрын
Right Sir
@sudeshatalbehera2427
@sudeshatalbehera2427 4 жыл бұрын
Aau se samaya ku pheri paibani
@Merasafar.1982...
@Merasafar.1982... 4 жыл бұрын
I miss everythings
@sarrowzsahoo
@sarrowzsahoo 4 жыл бұрын
ସମୟ କହୁଛି ତୁଟାଇ ମୋହ, ବେଳ ଥାଉ ଥାଉ ଲେଉଟି ଜାଅ ! You did it. Miss you sir...!
@sibashankarreddy
@sibashankarreddy 3 жыл бұрын
ଏ ମୋ ପାଇଁ ଅଭୁଲା ସ୍ମୃତି ହୋଇ ରହିଯାଇଛି ବିଜୟ ମହାନ୍ତି ଙ୍କ ସହ shooting ପାଇଁ ମିଶି ବାର କଥା ଆଜି ମଧ୍ୟ ମୋର ମନେ ଅଛି ସ୍ମୃତି ତୁମେ ବିଜୟ 🙏
@ipsitaa4725
@ipsitaa4725 4 жыл бұрын
ଆଜିର ଯୁଗରେ ହେଲେ ଏପରି ଗୀତ ଆହୁରି ବାହାରନ୍ତା......😍😘😘😘
@mylifemyworldbaralfamily7803
@mylifemyworldbaralfamily7803 4 жыл бұрын
Impossible yrr
@ashutosh9030
@ashutosh9030 3 жыл бұрын
Right bro
@subashdalai8893
@subashdalai8893 3 жыл бұрын
Impossible bhai golden Era ra song
@manojpatra4659
@manojpatra4659 2 жыл бұрын
Ebe ba nua singer baharile 😂 santu gulua kaka papu amiti anek nua singer ବାହାରିଲେ
@sattwikx99..
@sattwikx99.. 2 жыл бұрын
@@manojpatra4659 Human Sagar, Abhijit Majumdar, Prem Anand, Swayam Padhi etc...
@gajananadash
@gajananadash 5 жыл бұрын
ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କୁ ହୃଦୟରୁ ଧନ୍ୟବାଦ୍ ଜଣାଉଛି। ଓଡ଼ିଆ ସିନେମା ଜଗତରେ ତାଙ୍କର ସ୍ଥାନ କେହି ବି ନେଇ ପାରିବେ ନାହିଁ। ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିବା ଚଳଚ୍ଚିତ୍ର ଗୁଡ଼ିକ ହେଲା, " ଜଗା ହାତରେ ପଘା, ସହରୀ ବାଘ, ମମତାର ଡୋରୀ, ଲକ୍ଷ୍ମଣ ରେଖା, କିଏ ପୋଛିବ ମାଆ ଆଖିର ଲୁହ, ଜନନୀ , ସନ୍ତାନ ଓ ଲକ୍ଷ୍ମୀ ପ୍ରତିମା ଇତ୍ୟାଦି।
@ranjanpatra5342
@ranjanpatra5342 4 жыл бұрын
Great director 👌👌👌👌
@sritansws2457
@sritansws2457 4 жыл бұрын
Great
@sksaizuddin
@sksaizuddin 4 жыл бұрын
Thank's you dear have a great information for me
@GDNial
@GDNial 4 жыл бұрын
Move nem plezz replay bhai
@jagannathnaik7023
@jagannathnaik7023 4 жыл бұрын
Obhula smruti.... M. Aziz...
@namitasahu5112
@namitasahu5112 4 жыл бұрын
Best song of Bijay Mohanty ... We will miss you so much .. #RIP Aama mana re sabu bele tame thiba ..😔 tama gita,nataka,raga,rusa sbu kichi sabu smruti hei rahi gala.. 🇮🇳 Plz samaste pray kara ki tanka atma ku thakura saanti diyantu .. 🙏🙏
@arunasatapathy320
@arunasatapathy320 4 жыл бұрын
I will miss you
@brahmanchhaivillagefastiva1093
@brahmanchhaivillagefastiva1093 3 жыл бұрын
Mate jetebele dhuka lage a git sunile man relaxe hoijaa🙏🏼Satre a gitre kan rahichi sunile man tarli jauchi🙏🏼
@brahmanchhaivillagefastiva1093
@brahmanchhaivillagefastiva1093 3 жыл бұрын
Se sina chalijaichanti 🙏🏼 kintu tankar smruti juga juga pai rahigala 🙏🏼 jay jagantha 🙏🏼
@DebasishNanda1998
@DebasishNanda1998 Жыл бұрын
Bijay Mohanty, Mihir Das, hara Pattnaik and many 90s actors and actresses were the diamond of Odia film industry. Despite of being a Morden citizen still I am listening this kind of songs which are really touching my heart ❤️.
@d.kcreated8243
@d.kcreated8243 Жыл бұрын
ମହମ୍ମଦ ଆଜିଜ ଙ୍କ ଓଡ଼ିଆ ଗୀତରେ ସ୍ୱତନ୍ତ୍ରତା. ଅଲଗା ଜଗନ୍ନାଥ ଙ୍କ ଭଜନ ହେଉ କିମ୍ବା ସିନେମା ଗୀତ ଆଧୁନିକ ଗୀତ ❤️👌👌👌👌🙏🙏🙏😭😭😭
@sbagar7026
@sbagar7026 5 жыл бұрын
ପୁରୁଣା ଗୀତ ସରଳ ଜୀବନଜଯାପନ ଭଲ ଳଗେ👌👌👌👌👌👌
@maliamajhi4078
@maliamajhi4078 5 жыл бұрын
S Bagar Right vi
@anirudhapanda4435
@anirudhapanda4435 2 жыл бұрын
Odia bhajan
@malayaranjanpani
@malayaranjanpani 4 жыл бұрын
ଓଡ଼ିଆ ସିନେମା ଜଗତର କିମ୍ୱଦନ୍ତୀ ଅଭିନେତା ବିଜୟ ମହାନ୍ତି ଙ୍କ ପରଲୋକ ରେ ସାରା ଓଡ଼ିଆ ସିନେମା ଜଗତ ସ୍ତବ୍ଧ । ତାଙ୍କ ଆତ୍ମାର ସଦଗତି କାମନା କରୁଛି ।
@somuprusty1126
@somuprusty1126 Жыл бұрын
2022 ରେ ଏଇ ଗୀତ କିଏ ଶୁଣୁଛ Like kara
@tusharranjanmalla5749
@tusharranjanmalla5749 4 жыл бұрын
ପୁରୁଣା ଗୀତ ଏକ ଅଭୂଲା ସ୍ମୃତି Old is gold 👍
@biglosser2350
@biglosser2350 5 жыл бұрын
ଏ ଗିତ ଦେଖି ପିଲାଦିନ ମନେପଡିଗଲା ମୋ favourite song ....i love old odia movie 😃😃
@tkbehera5611
@tkbehera5611 4 жыл бұрын
Sem year bro
@rkdancestars4873
@rkdancestars4873 4 жыл бұрын
Big losser nae Big Winner bhai
@debadattabhoi4439
@debadattabhoi4439 4 жыл бұрын
@@tkbehera5611 nmmkkkkkkkkjkkkkjjkkjjnvhh#jjjjjjjjjjjjjjjhhjjv#jjjj
@Dibya833
@Dibya833 4 жыл бұрын
Babababababbababa re
@chinmaykumarrath386
@chinmaykumarrath386 4 жыл бұрын
Jay Sri Krishna
@nitishbaral
@nitishbaral 3 жыл бұрын
Two legends are no more in this song.What a beautiful smile and expression of Bijaya sir . You will always be in our hearts.Mohd Aziz sir you are irreplaceable & Aparajita Mam you are evergreen❤️
@mrsagakumar651
@mrsagakumar651 3 жыл бұрын
Po
@purusottammahanta6822
@purusottammahanta6822 3 жыл бұрын
0ppp
@Swatiofficialvlog517
@Swatiofficialvlog517 2 жыл бұрын
Yes bro
@snehaskumarpanda1373
@snehaskumarpanda1373 2 жыл бұрын
@@mrsagakumar651 i888i88888888i888
@jutkupujahar741
@jutkupujahar741 2 жыл бұрын
Guy ml Jo
@sisirkumarnayak8422
@sisirkumarnayak8422 2 жыл бұрын
ବାସ୍ତବରେ କେତେ ସୁନ୍ଦର ଗୀତଟିଏ। ଶବ୍ଦ ସଂଯୋଜନା ,ଲେଖନୀ ,ସଂଗୀତ ନିର୍ଦ୍ଦେଶନା ଏବଂ ସ୍ୱର ସବୁ ଚିର ସବୁଜ।
@kirankantaparida9460
@kirankantaparida9460 7 ай бұрын
ଶଗଡ, ବଳଦ ମାନେଜଗନ(ବିଜୟ sir) ଏ ଗୀତ ସୁଣିଲେ ଆକ୍ଷୀ ରେ ଲୁହ 😢 ଆସି ଯାଉଛି କାରଣ ସେ ଚେହେରା ଆଉ ନାହିଁ 😭😭😭😭😭love you Bejaya sir... 2024ରେ କିଏ ଦେଖୁଛ
@Killhungervlogs
@Killhungervlogs 4 жыл бұрын
My favourite bijay sir rest in peace.. I’m so heartbroken 😭.. chhua belu apanku dekhi asichi..ବହୁତ ଦୁଖ ଲାଗୁଛି 😞
@tariniprasad5145
@tariniprasad5145 4 жыл бұрын
Rip
@satyajitkar20
@satyajitkar20 4 жыл бұрын
When I know bijay mohanty is no more then iam going to this song evergreen
@narendranaik1627
@narendranaik1627 3 жыл бұрын
.y'r
@bhaktamishra9730
@bhaktamishra9730 5 жыл бұрын
କେତେ ସୁନ୍ଦର ଥିଲା ସେ ପୁରୁଣା ଦିନର ଚଳଣି ଓ ଚଳଚିତ୍ର ର ଗୀତ ।
@mbeura
@mbeura 5 жыл бұрын
Thats true. Se dina au pheribani.
@chintamaniparida7956
@chintamaniparida7956 5 жыл бұрын
Prakruta jibana thhila sea
@babusahu8910
@babusahu8910 5 жыл бұрын
Really yr
@sagarbiharihajira3942
@sagarbiharihajira3942 5 жыл бұрын
Very nice song🎶
@sagarbiharihajira3942
@sagarbiharihajira3942 5 жыл бұрын
ସାଗର
@comiccopy4499
@comiccopy4499 4 жыл бұрын
ମୁଁ ଯେବେ ବିଜୟ ମହାନ୍ତି sir ଆଊ ଅପରାଜିତା ମହାନ୍ତି ଙ୍କୁ ଦେଖେ ଏ ଗୀତ ମନେ ପଡେ କିନ୍ତୁ ଆଜି ଆଉ ବିଜୟ ମହାନ୍ତି ନାହାନ୍ତି ଏ କଥା ଶୁଣି ବୋହୁତ ଦୁଃଖ ଲାଗିଲା😢।ତାଙ୍କ ଆତ୍ମା ସତ୍ଗତି କାମନା କରୁଛି jay Jagannath 🙏
@lipukumar5607
@lipukumar5607 2 жыл бұрын
1st My favourite song 😘 Old is Gold 😍💓💓💓
@nirmalasethi4928
@nirmalasethi4928 2 жыл бұрын
ଆଖି ବୁଜି ଗୀତ ଶୁଣିଲେ ଗୋଟେ ନୂଆ ରାଇଜ ରେ ଥିବାପରି ଲାଗୁଛି....old is gold
@saktiprasadswain6546
@saktiprasadswain6546 4 жыл бұрын
Rest in peace Bijya Mohanty...It seems our childhood memories fading away..U will be always in my heart..My favourite hero.. evergreen
@gopalkrushnadas2312
@gopalkrushnadas2312 2 жыл бұрын
OUR CHILDHOOD HERO BIJAY MOHANTY SIR....😭
@radhakrushnapanigrahy1703
@radhakrushnapanigrahy1703 Жыл бұрын
Hi shakti It is really my favourite song. R.ip...mohd Aziz Rip..bijay mohanty sir As an odia i m very proud of the song. The song remind me my childhood days.....
@jowick38760
@jowick38760 8 ай бұрын
I am looking at many comments. Everyone is saying that it brings back my old memories. Is the old Odia so beautiful. Please tell me. I am a Tamilian and I am curious to know.
@SulochanaBehera7
@SulochanaBehera7 4 жыл бұрын
Odisha ra atulaniya kalakar..🙏🙏 bhagwan tama atma ku shanti diantuu... you will be remembered
@rashmikantapalai5083
@rashmikantapalai5083 4 жыл бұрын
Bijaya Mohanty is no more . But, no one can fill his acting in Odia industry. He has left lots of memorable for us. May Jagannath rest piece in his soul. We should proud always him. Not only he had done one character, but also every character was fantastic.
@satyaranjan45
@satyaranjan45 Жыл бұрын
ଅତୀତ ରେ ହଜି ଯାଇଥିବା ସେ ଗୀତ ଫେରିବ ନା ସେ କଳାର କଳାକାର ସତରେ ଏ ଗୀତ ର ସ୍ମୃତି ସ୍ମୃତି ହେଇ ରହିଗଲା
@sv016
@sv016 Жыл бұрын
😭😭😭 ମୋ ପିଲାଦିନର ସୁନୁଥଲି ଏହି ଗୀତ କିନ୍ତୁ ସ ବୋୟୋସର କିଛି ଜାଣପାରୁନଥିଲି except song lyrics but present ଏହି ଗୀତ ଶୁଣୁଥିଲ i can't control my tear
@Ashokmohantyvlog
@Ashokmohantyvlog 4 жыл бұрын
ଏ ଗୀତ ଦେଖିଲା ପରେ ମୋ ଆଖିର ଲୁହ ସବୁ ବନ୍ଧ ବାଡ଼ ଡେଇଁ ଝରି ପଡୁଚି 😭😭. ବିଜୟ ସାର୍ ଆପଣ ସବୁବେଳେ ମନେ ପଡିବେ।
@arjunsahoo1852
@arjunsahoo1852 5 жыл бұрын
Sei samaya ku ferijibaku ichha hauchi...satare a song sunile pila bela smriti sabu mane padjae.
@rlpapuff1642
@rlpapuff1642 3 жыл бұрын
Nema 😆😆😆😆😆😆😆😆
@metflix8613
@metflix8613 4 жыл бұрын
2020 re kie sunuchi like maro
@oavparagposhlahunipara-off7470
@oavparagposhlahunipara-off7470 4 жыл бұрын
RIP Bijay Sir
@dhirajkumarmohanta9226
@dhirajkumarmohanta9226 3 жыл бұрын
2021
@srinivashbehera
@srinivashbehera 3 жыл бұрын
Life time favourite..👌👌
@kedarpatra4632
@kedarpatra4632 3 жыл бұрын
2021 like kara video songs
@ratnakardas184
@ratnakardas184 2 ай бұрын
RTNAKRDAS BARIPDA🎉
@roshangantayat5003
@roshangantayat5003 2 жыл бұрын
ଏ ଗୀତ ଶୁଣିଲେ ମୋର ପିଲାଦିନର କଥା ମନେ ପଡିଯାଉଛି ( Serously I Heartly Like it this song ) I Miss You Sir (RIP ) 🥺🥺🥺 😭😭😭
@bababanagadi1133
@bababanagadi1133 Жыл бұрын
ମୁଁ ଏଇ ଗିତ ଶୁଣି ବହୁତ କାନ୍ଦୁଛି, କହିକିନା ଆଉ କେବେ ଏଭଳି କଳାକାର ମିଳିବନି, ଏଭଳି ଚଳଚିତ୍ର କାଈ,କୁଆଡେ ଗଲା ଓଡ଼ିଆ ଚଳଚ୍ଚିତ୍ର,
@mantripragadarao9436
@mantripragadarao9436 4 жыл бұрын
Evergreen song. His action is marvelous. His departure from this world is heavy loss to all. May his soul rest in peace. This song gives immense peace when in sad mood.
@kishorekumarbhitiria747
@kishorekumarbhitiria747 5 жыл бұрын
Old is gold... Jete sunilebi.. Sabu.. Bele.. Nua. Nua.. Lage...satare... Lage.. Jemiti... Sei.. Samaya.. Au.. Thare.. Pheri. Asanta... Nahi...👌👌💕💕
@rajeshkumarmohanty1381
@rajeshkumarmohanty1381 5 жыл бұрын
Pila dina mane paduchi.Au thare hele pheri asantaki.Proud to be an odia.
@bhagyashreesethi1445
@bhagyashreesethi1445 5 жыл бұрын
Au saye time ki s
@kishorekumarbhitiria747
@kishorekumarbhitiria747 5 жыл бұрын
Pila dina ra jagalami..raja doli..bahut chori.. Khela..Barsha re bhijiba.. Sate mane padile..smuti.Taja.Hei.ja a. ... Ayee.. Samaya.. Bayasa ku Mora.. Nelu.. Chorei.... 👌👌
@chandanbehera7851
@chandanbehera7851 5 жыл бұрын
Right bro
@sudrasannayak1693
@sudrasannayak1693 5 жыл бұрын
Nuevo bhabuchi
@satyajitkar20
@satyajitkar20 4 жыл бұрын
When I know bijay mohanty no more then iam going to this song evergreen
@kalaghoda10
@kalaghoda10 4 жыл бұрын
My best song, best legend actor, &&&&&&&&&&&&& 💪👌 legends r never die
@sukantbarik1105
@sukantbarik1105 4 жыл бұрын
Main bhi
@udayapanigrahi5472
@udayapanigrahi5472 4 жыл бұрын
Love u bijoy sir
@storytimewithNB10ksubscriber
@storytimewithNB10ksubscriber 4 жыл бұрын
Bhai odia re lekhuna bujhi heuni English kn lekhicha
@sanjeebdas7080
@sanjeebdas7080 4 жыл бұрын
Mu bi bhai
@OdiaTokaAshish
@OdiaTokaAshish 6 ай бұрын
ମୋତେ ଲାଗୁଛି ବିଜୟ ମହାନ୍ତି🙏 ସାର୍ ଏବେ ବି ବଞ୍ଚିଛନ୍ତି 🥺 ଏତେ ସୁନ୍ଦର
@sudashransahoo975
@sudashransahoo975 2 жыл бұрын
ଲୋଚି ଲୋଚି ସିନେମା ଦେଖିବା କୁ ଜାଣୁଥିଲି ପାଦରେ ଚାଲି ଚାଲି କେତେ ସୁନ୍ଦର ସମୟ ଥଲା
@lakshmipriya5427
@lakshmipriya5427 4 жыл бұрын
Really yarr ... it's a very heartred news that a good personality is lost from our society...
@todaysworld5597
@todaysworld5597 4 жыл бұрын
🙏🙏 RIP Bijay babu the legend Actor of Odisha.
@bishnupriyaswain3869
@bishnupriyaswain3869 3 жыл бұрын
This type of old song can explain our emotions,love,care,trust ...we are feel our culture...village pure life
@fundamentalhub922
@fundamentalhub922 2 жыл бұрын
ପୁରୁଣା ଦିନ ର ସେଇ ସ୍ମୃତି ସେଇ ଗାଁ ସେଇ ଆକାଶ ସେ ପିଲାଦିନ କନ ଥିଲା ସେ ଦିନ ,ପିଲା ଦିନ ଖେଳ ରାଗ ଋଷା ସ୍କୁଲ ର ସେ ଧାନ କଟା ଛୁଟି ସେ ଥିଲା ସ୍ବର୍ଗ ସୁଖ Miss it badly 😢 Golden era golden time
@odiapuarakesh4475
@odiapuarakesh4475 2 жыл бұрын
ପିଲାଦିନେ ସ୍କୁଲ ଗଲାବେଳେ ରେଡ଼ିଓ ରେ ବାଜୁଥିଲା ❤️❤️😊😊
@susantajena1990
@susantajena1990 4 жыл бұрын
The legendary actor of Odisha. I am very sad 😢 to know that Bijaya babu is no more .
@pramodpanigrahi3647
@pramodpanigrahi3647 4 жыл бұрын
Every green song, lot of memories of childhood days with Vijay Mahanty air.. A great loss of odisha
@swagatmishra5574
@swagatmishra5574 4 жыл бұрын
Such a versatile actor he is.Really very sad to know that he is no more.A true gem he is.
@JayShreeRam10905
@JayShreeRam10905 2 жыл бұрын
ପିଲାବେଳର ଅଭୁଲା ସ୍ମୃତି । ଏ ସମୟ ଆଉ କେବେ ବି ଆସିବ ନାହିଁ, ନା ଏ ଅଭୁଲା ଗୀତ ନା ଆମ ସମୟର ଫିଲ୍ମ କଳାକାର
@Kunalbee
@Kunalbee 2 жыл бұрын
ପିଲା ଦିନେ ମୋ ପରିବାର ସହ ବସି ଏଇ ସିନେମା ଟି ଦେଖିବାର ଆଉ ସବୁଠୁ ହସ ଖୁସି ର ମୁହୂର୍ତ୍ତ ଏଇଟା କି ଯେ ମା ବାପା ବି ମୋ ସହ ଏଇ ଗୀତ କୁ ଗୁଣୁଗୁଣୁ କରି ଗାଇବାର❤️❤️❤️
@sheldongallery
@sheldongallery 3 жыл бұрын
What a song.. The legend will always be remembered...
@abcreation759
@abcreation759 4 жыл бұрын
One of the best Song🥺 Abe kaa song ra kichhi Value hin rahuni 🥺 kete Sundar song ku sundar Sundar movie hauthilaa ... Thik 3ta haba Mane DD National Re Sunday movie dekha Hauthila Ebe Kain See dinaa Tv Achhi 🥺 Samaya Achhi Hele See pila Dina raa Maja nahi Au...🥺😭😭😭
@mrclean8922
@mrclean8922 4 жыл бұрын
Sabu bhala samaya sarigala bhai....ebe sabu complex heigala....
@rubelbiswal6039
@rubelbiswal6039 4 жыл бұрын
Thik bhai
@pradeepojha8909
@pradeepojha8909 2 жыл бұрын
ଏହି ଗୀତ ର ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନାହିଁ ❤️ କେଡେ ସୁନ୍ଦର ଗୀତଟିଏ😇 ବିଜୟ ମହାନ୍ତି ଙ୍କ ସ୍ମୃତି କାଳ କାଳ କୁ ରହିଥିବ😊
@karishmalifestyle8892
@karishmalifestyle8892 9 ай бұрын
Aieta mo maa ra favourite song jia ki nahanti aie duniya.....mu aie song sunile lage se mo saha Katha haucnti....
@Sanataniodiaboy
@Sanataniodiaboy 4 жыл бұрын
Give one like to Bijay mohanty rip sir
@taps043
@taps043 3 жыл бұрын
This is a very beautiful song....its very sad to see that odia film industry is no more able to create such beautiful songs....
@rajendradalei8483
@rajendradalei8483 3 жыл бұрын
Thinking of Akshaya Mohanty. Great combination of Md Mahasin with Khokabhai. Khokabhai left movie direction from Jajabar, and found Md Mahasin to work with. Md Mahasin has always praised Khokabhai, like "HE (Khokabhai) IS ALL IN ALL"...Memory....Oh....
@chinmayapandab2315
@chinmayapandab2315 2 жыл бұрын
Aakasha bani Cuttack Sangita sunucchanti Rupa sagadire suna kania what a memorable days really i miss it
@sitakantaparida6123
@sitakantaparida6123 3 жыл бұрын
Legend's are rare always.... Au kain amiti song na lyrics... Pila dine house full heijae ae film dekhibaku 1 TV agare 😢😢😢😢
@deeptisahoo7557
@deeptisahoo7557 5 жыл бұрын
It is the beauty of our golden era..
@sukeshnayak5615
@sukeshnayak5615 5 жыл бұрын
Awesome...........You guys made our childhood superb.!! Thank you for giving us so many memories to cherish. Love you
@Kyrnnnn
@Kyrnnnn 3 жыл бұрын
one day I will remake this masterpiece for bijaya mohanty, legendary actor ever ♥️
@ajaykumarsahoo6606
@ajaykumarsahoo6606 3 жыл бұрын
Support you
@madhuchandapatro7362
@madhuchandapatro7362 3 жыл бұрын
It's already a master piece please we don't need any remake
@monamohapatra
@monamohapatra 3 жыл бұрын
Don't do it please.
@sambhukumar4090
@sambhukumar4090 Жыл бұрын
​@@monamohapatra ❤❤❤❤❤❤
@rajnaik3878
@rajnaik3878 Жыл бұрын
Do it bro but don't change the theme like don't use over type instruments, make it as it is... It will be a bless for new generation... And we also can get the new and fresh recording as it is little old and not clear to hear...
@biswajitstudypoint4224
@biswajitstudypoint4224 3 жыл бұрын
Childhood memory😭😭😭😭😭se samaya re sabu nua nua asithile au film industry ku bahut upara ku neijaithile, se sangita, se actor/ actress nka pari ebe kara jete artist kehi bi heiparibeni.missing those days. Golden era of odia film industry. 😭😭😭😭😭
@trilochanamaharana1945
@trilochanamaharana1945 2 жыл бұрын
ଏ ଗୀତ ଶୁଣିଲେ ମୋର ସେଇ ପିଲା ଦିନ କଥା ମନେ ପଡେ। ଆମେ ସାଙ୍ଗ ସାଥି ହୋଇ କଟକ ବୃନ୍ଦାବନ takij କୁ ଯାଇ ଜଗାହାତରେ ପଘା ଫିଲ୍ମଦେଖିଥିଲୁ। ହେ ଭଗବାନ ସେଇ ପିଲାଦିନ ପୁଣି ଫେରେଇ ଦିଅ।
@ramsanatan56
@ramsanatan56 4 жыл бұрын
The song, the singer n' the artist... ❤️ Missing Bijay Mohanty Sir 😔
@Basharat_Starmaker123
@Basharat_Starmaker123 2 жыл бұрын
Legendary voice of my favourite singer is always pleasure to listen. Such a beautiful composition. 🦋🍎❤️🌹
@aloksamal7794
@aloksamal7794 4 жыл бұрын
The great living legend of ollywood industry,the great Bijay Mohanty,god always blessed him,it is our wishes
@radhakrushnapanigrahy1703
@radhakrushnapanigrahy1703 2 жыл бұрын
Old is gold. Film......jaga hatare pagha Voice...late Mohd aziz Film was super hit in early time. NOTED BOTH vijay SIR /aparjita re super. It is a golden song. The song remind me my childhood days..... Remember i was in class viii when i first heard the song in my native place in odisha .
@nirupamasahu8866
@nirupamasahu8866 2 жыл бұрын
ସତରେ ପିଲା ଦିନକୁ ଏ ବ୍ୟସ୍ତ ବହୁଳ ଜୀବନରେ ଏ ଗୀତ ମନେ ପକେଇଲା
@bhaskarpattnaik8098
@bhaskarpattnaik8098 6 жыл бұрын
one of the best song of md, aziz. its aheart touching song of my life....
@manojbarik9809
@manojbarik9809 5 жыл бұрын
Love this beautiful song wow bahut bahut bahut kuch bolo
@iswarchandrarath1314
@iswarchandrarath1314 5 жыл бұрын
Ok
@sumanthkumarjennajenna2729
@sumanthkumarjennajenna2729 5 жыл бұрын
jaga hatare pagha movie dekhile piladina katha manapaduche bhai thanku super hit movie
@mbeura
@mbeura 5 жыл бұрын
Thanks bhai for watching and appreciating.
@goutamgoutamswain1099
@goutamgoutamswain1099 5 жыл бұрын
....
@goutamgoutamswain1099
@goutamgoutamswain1099 5 жыл бұрын
.....
@rakeshchandrapradhan114
@rakeshchandrapradhan114 5 жыл бұрын
2019 September re Kia sunuchhanti 👍😍
@rajendraroul7307
@rajendraroul7307 4 жыл бұрын
Radha madhab Jena
@devasishmali8903
@devasishmali8903 4 жыл бұрын
Jahara taste achi, Gita o Sangita prati, se sunuchi
@rjuyhbih
@rjuyhbih 2 ай бұрын
Though i am from tamil nadu i have been in orissa for more than 30 years and it was Bijoy mohanty's best movies of 1980s. i think it is jaga hathre paga
@gddut5850
@gddut5850 9 ай бұрын
Bring tears into my eyes for the immortal music and act. Odisha is fortunate to have akshaya mohanty .
@d.proutray5562
@d.proutray5562 2 жыл бұрын
Where is the joy in this song, I heard a song in childhood, but even today I feel new 🥰🥰🥰❤
@satyabratabaroi2559
@satyabratabaroi2559 4 жыл бұрын
The demise of a great actor makes us very sorrow. You are and will always be in our heart. 🙏RIP#BijayMahanti.
@nibeditasahoo9518
@nibeditasahoo9518 2 жыл бұрын
This is not only a song but also an emotion 😌😇
@V4Villain786
@V4Villain786 2 жыл бұрын
Golden song ever....kahar kahar hathat a song mane padila aau KZbin re khojibaku asicha...hit like my comment
@bishnupriyaswain3869
@bishnupriyaswain3869 3 жыл бұрын
Ee song sunila pare ichha hauchi puni se time asantaki puni emiti sundar song sunibaku au dekhibaku milanta Realy bahut bhala laguchi atma ku jemiti santi laguchi mana kahuchi ee song emiti chaluthau au mu sunuthae....😍
@anshumandash9964
@anshumandash9964 4 жыл бұрын
Will miss you sir..!! RIP legend
@tejrajbag9964
@tejrajbag9964 3 жыл бұрын
I miss you so much sir
@risetapan
@risetapan 4 жыл бұрын
The roof of Odia film is standing on pillar like The Great BIJAY MOHANTY
@biswanath5297
@biswanath5297 5 жыл бұрын
Great song,rural Odisha is always amazing
@LambodarLDB
@LambodarLDB Жыл бұрын
ଏହି ଗୀତଟି ହୃଦୟ ର. ଦାରୁଣ ଦୁଃଖ ଦେଇଥାଏ. ମୋର ହୃଦୟ କୁ. କାରଣ ମୁଁ. ମୋର ସାଥି ଟି. କୁ. ହରେଇଛି. କାରଣ. ମୁଁ. ଜଣେ କଳାକାର .----ଜୟ ମାତାଜୀ.
@debasish3211
@debasish3211 3 жыл бұрын
ମୋତେ ଭଲ ଲାଗେ ଏହି ଗୀତ ଶୁଣିଲେ 😍😢😢😢Rip ବିଜୟ ମହାନ୍ତି
@aswinikumarnath1833
@aswinikumarnath1833 5 жыл бұрын
Golden times of odia film industry
@BabuDas-fw4zh
@BabuDas-fw4zh 4 жыл бұрын
Rest in peace!!you are legend.people will remember you till eternity.
@rasmitasahu8218
@rasmitasahu8218 4 жыл бұрын
Who are listening this song after hearing death of Bijay mohanty like here
@prp0713
@prp0713 4 жыл бұрын
Bhik kahin auur mange😅😅😅
@one9ltapan671
@one9ltapan671 4 жыл бұрын
Bhai e gandiara comment au kau hindi chanel jae kara
@prp0713
@prp0713 4 жыл бұрын
@@one9ltapan671 Kuch vi
@jeebanparida1677
@jeebanparida1677 4 жыл бұрын
@@one9ltapan671 thik bhai
@Netflixseriesfilmy
@Netflixseriesfilmy 4 жыл бұрын
Me