ସାଂସଦ ଅପରାଜିତା ଷଡ଼ଙ୍ଗୀ, ଲୋକସଭାରେ ଦେଲେ ଭାଷଣ ବାଜିଲା ଜୋରଦାର ତାଳି। MP Aparajita Sarangi

  Рет қаралды 190,443

Pratidin TV

Pratidin TV

Күн бұрын

ସାଂସଦ ଅପରାଜିତା ଷଡ଼ଙ୍ଗୀ, ଲୋକସଭାରେ ଦେଲେ ଭାଷଣ ବାଜିଲା ଜୋରଦାର ତାଳି। MP Aparajita Sarangi on president adress Lok Sabha.#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 294
@ଅଭୟ
@ଅଭୟ 3 ай бұрын
କର୍ମ ନିଯୁକ୍ତି ବ୍ୟବସ୍ଥା ଓଡିଶା ରେ ନାହିଁ ଲୋକ ଦାଦନ ଖଟିବାକୁ ବାହାର କୁ ଯାଉଛନ୍ତି
@jagannathswain2745
@jagannathswain2745 3 ай бұрын
ମାଡାମ କୁ ଟିକେ ପଚାରିବେ ଅମ୍ବାନୀ ଠୁ କତେ ପଇଶା ଆଣିଥିଲେ ସେ କଣ ଏତେ ପଇଶା ବଢ଼ାଇ ଦେଲେ ମୁଁ କିଛି ବୁଝି ପାରୁନି କତେ ଚାନ୍ଦା ଆଣିଥିଲେ
@omm6324
@omm6324 3 ай бұрын
Bhai ata company karichi free 5g net pain kete kharcha hauchi
@nikitasartgallary5803
@nikitasartgallary5803 3 ай бұрын
Jou Chanda eman ku deichi, Sethi pain 25% traffic jio badhe 3 July ru neba.
@_mr___rajput
@_mr___rajput 3 ай бұрын
​@@nikitasartgallary58034g badala re 5G then 6G netwark use karibarar echha prabala kintu price badhile badhuchhi 😅😅 kintu amaku 1sc re 100 mb dwld karibara achhi kintu price kam dabu 😂
@kadambinibiswal7331
@kadambinibiswal7331 3 ай бұрын
ମାମ ଖାଲି ମୋଦି ର ପ୍ରସଂଶା କରିବାକୁ ଯାଇଛନ୍ତି। ଓଡିଶା ର ମହାନଦୀ ପ୍ରସଙ୍ଗ ପକାନ୍ତୁ କିଛି କାମ ବିଷୟରେ କୁହନ୍ତୁ।
@hariharapanigrahy
@hariharapanigrahy 3 ай бұрын
ଓଡ଼ିଶା ର ଲୋକେ ଟିକେଟ ଦେଇଥିଲେ କି ??
@kadambinibiswal7331
@kadambinibiswal7331 3 ай бұрын
@@hariharapanigrahy you are right,👍👍👍👍👍👍👍👍
@kadambinibiswal7331
@kadambinibiswal7331 3 ай бұрын
@@hariharapanigrahy ମୋଦୀ ମାମ ଙ୍କୁ ଗୁଜୁରାଟ ନେଇ ଯାଉ।
@hariharapanigrahy
@hariharapanigrahy 3 ай бұрын
@@kadambinibiswal7331 ହଁ ସ୍ମୃତି ଇରାନୀ ର ଜାଗାରେ। ଗଲା ପାଞ୍ଚ ବର୍ଷ ରେ କୈାଣସି କାମ ନ କରିଥିବା ସତ୍ତ୍ଵେ ଜିତି ଗଲେ ତ କାହିଁକି କାମ କରିବେ କିମ୍ବା ଓଡ଼ିଶା ଲୋକଙ୍କ କଥା କହିବେ ?? କେବଳ ପାର୍ଟିର ବଡ଼ ନେତାଙ୍କ ସ୍ତୁତି ଗାନ କଲେ ହେଲା। ମାତ୍ର ୧୫ ଦିନରେ ସମସ୍ତ ପନିପରିବା ଦର ଦୁଇଗୁଣ ବଢ଼ି ଯାଇଛି କିନ୍ତୁ ୟାଙ୍କୁ ତ ପାକିସ୍ଥାନ ଚିନ୍ତା, ଲକ୍ଷ୍ମୀ ବସ୍ ର ନା ଆଉ ରଙ୍ଗ ବଦଳେଇ ଅଧିକ ଇମ୍ପୋର୍ଟାଣ୍ଟ । ରଙ୍ଗ ବଦଳାଇବା ପାଇଁ ସରକାରୀ ଅର୍ଥ ଅଯଥା ଖର୍ଚ୍ଚ ହେବ।
@kadambinibiswal7331
@kadambinibiswal7331 3 ай бұрын
ତତେ ଏତେ ଲାଗୁଛି ତ ମାଆକୁ ନେଇ ତୁ ରଖ ଘୁଡ଼ା ଗଧ, ତ ମା କୁ ତୁ ରଖି।ପାରୁନୁ ଯାହା ପାଇଁ ଏତେ ବାଧୁଛି ତ ମା କୁ ପଠେଇ ଦେ ଯଦି lady ହୁଏ ତ ହେଲେ ତୋ ବାପା କୁ ପଠେଇ ଦେ। ତୁ ଗଧ ଗଧ ଗଢା, ପାଠ ପଢା । ମୂର୍ଖ।, ଆଲଜ୍ୟ।, ଗଧ ଗଧ ଗୋଡ଼ି ଗଧ।😂😂😂😂😂😂😂😂
@arundhatisahoo3712
@arundhatisahoo3712 3 ай бұрын
ବହୁତ ବହୁତ ଧନ୍ୟବାଦ
@satyanandanath3521
@satyanandanath3521 3 ай бұрын
ଆମର ଲୋକସଭା ନିର୍ବାଚନ ପାଇଁ ଆପଣଙ୍କ ରାଜନୈତିକ ଦଳ ମାନେ ବ୍ୟବସାୟୀ ଓ କମ୍ପାନୀ ମାନଙ୍କ ଠାରୁ ଯେଉଁ ଚାନ୍ଦା ଉଠେଇ ଛନ୍ତି ତାରି ପ୍ରଭାବରୁ ସମସ୍ତ ସାମଗ୍ରୀ ର ଦର ବୃଦ୍ଧି ଘଟିଛି l ଲୋକ ସଭା ରେ ଗର୍ଜିଲେ ବଜାର ଦର କମିବ ନାହିଁ ଯଦି ସର୍ବସାଧାରଣ ଙ୍କ ପାଇଁ କିଛି ବ୍ୟବସ୍ଥା କରନ୍ତୁ l
@Singh77359
@Singh77359 3 ай бұрын
ପରିବା ବି କମ୍ପାନିଠାରୁ ମିଳେକି
@arenbehera8788
@arenbehera8788 3 ай бұрын
ଜ୍ଞାନ ଅଛିନା ? ପରିବା ପାଇଁ କୌଣସି କମ୍ପାନୀ ନାହି l
@Sonalisaguru
@Sonalisaguru 3 ай бұрын
​@@arenbehera8788pariba byabasai wholesaler bi Chanda deichanti....
@tapudas2316
@tapudas2316 3 ай бұрын
​@@arenbehera8788 bhai paribare Sara futilizer use hauni , pariba re pani water supply hauni line bill uthuni , paribaku transport kara hauni , paribaku kichi ta bada company kiniki chasi kna thu aniki bikanti aitaa bi Jana bhai Khali modi modi kahila haba Au jadi modi jitibara karana Sabu dekhiba odisha re tka dekha eai video ku kzbin.info/www/bejne/gZ2up3hvbLlkqsksi=6sz1JHj9fHXm3jeB
@nikitasartgallary5803
@nikitasartgallary5803 3 ай бұрын
jio will charge 25% from July 3 from public.
@menkaparida2735
@menkaparida2735 3 ай бұрын
ଧନ୍ୟବାଦ ଓଡିଶା ର ସୁପର MP 🙏🙏🙏🇮🇳💐👍
@bishnupadamishra8916
@bishnupadamishra8916 3 ай бұрын
Nice mp Aparajita madam🙏
@DurgaPrasad-tj3wv
@DurgaPrasad-tj3wv 3 ай бұрын
ନବୀନ ପଟ୍ଟନାୟକ 💚🐚💚🐚
@menkaparida2735
@menkaparida2735 3 ай бұрын
Bhubaneswar Orissa India my mp aparajitamama thanks 🙏🏾🙏🏾❤❤❤🇮🇳🪷🪷🙏🏾🙏🏾
@ayusmangaming4086
@ayusmangaming4086 3 ай бұрын
ସୁନ୍ଦର ଅଭିଭାଷଣ
@jullysamal6626
@jullysamal6626 3 ай бұрын
Bhasan ଦେଲେ କଣ ହେବ ଓଡ଼ିଶାର ସେବା କଣ କରିଛୁ,ବିହାରୀ,ନିକୁଞ୍ଜ ଧଳ ଘଇତା ଧରି EVM tampering kari sabu ଜିତିଛି କିଏ ଭୋଟ ଦେଇଚି ତାକୁ ତା ମା ଭଉଣୀକୁ ନେଇ ଗୁଜୁରାଟ ରେ ଛାଡ଼ିବୁ ନେଇ, ତୋ କଥା ମୋଦି ବୁଝି ପରୁ ନାହିଁ
@bikashbehera1655
@bikashbehera1655 3 ай бұрын
Nija desha re purbaru kou rate thila election pare kete rate achhi compare kara Na ki padosi desha re kete rate achhi compare karani Ame setebele khusire rahiba jebe bhala re healthy food kaiba bhasanare peta puribani bhai Good education , health ,job darkar
@tapudas2316
@tapudas2316 3 ай бұрын
​@@bikashbehera1655 naa bhai amena te Khali Pakistan gandi marei hale seata dekhilaa
@hariharapanigrahy
@hariharapanigrahy 3 ай бұрын
​@@bikashbehera1655ଠିକ୍ କଥା। ପଡୋଶୀ ଦେଶରେ ଦରଦାମ କେତେ ଅଛି କିଏ ଜାଣେ। Very correct. Who knows the rates in neighbouring countries??
@Blacktiger248
@Blacktiger248 3 ай бұрын
ଆରେ ଭାଇ ଏବର ପରିବା ଦାମ୍ ଗୋଟେ ଚଳିବ ଜେତେ ବେଳେ ନବୀନ ପଟ୍ଟନାୟକ ଥିଲେ ସେତେବେଳେ ତ ପରିବାକୁ ହାତ ଦେବାକୁ ଭୟ ଲାଗୁଥିଲା ଏତେ ଉଚ୍ଚା ଦାମ୍ ଥିଲା ଜେ ଅଦା, ରସୁଣ 1kg 400 ଟଙ୍କା ରୁ 500 ଟଙ୍କା ଯାଏ ପରିବା ଦାମ୍ 1kg 100ଟଙ୍କା ସେଥିପାଇଁ ତ ଲୋକ ମାନେ ଆଳୁ ସନ୍ତୁଳା ଖାଇ ଖାଇ ରହିଲେ କଣ ଏ ସବୁ ଏତେ ଜଲଦି ଭୁଲିଗଲ କେମିତି ପୁରୁଣା ସରକାର ନାହିଁ ବୋଲି 🤭🤭🤭🤭🤣🤣🤣
@MuktikantaNayak-iw5rv
@MuktikantaNayak-iw5rv 3 ай бұрын
Gorgeous speech... keep it up.
@sadasivasahoo4572
@sadasivasahoo4572 3 ай бұрын
Well said madam ji.. Namaskar 🙏💐.. Jai Sri Ram.. Jai hind.. Jai Bharat 🇮🇳🇮🇳🇮🇳🙋👮🙏🙏🙏💐🌹🙋❤️💐 💐💐🌹.
@sanjibkumarpanda6752
@sanjibkumarpanda6752 3 ай бұрын
सर्वे भवन्तु सुखिन God bless u जय हिन्द
@jullysamal6626
@jullysamal6626 3 ай бұрын
ଏ ବେଧେଇ ବିହାରୀ ଯାଇଛି ମୋଡ଼ିକି ଭଲ କହି ଓଡ଼ିଶାକୁ ବିକିବ ବୋଲି Evm ଖେଳ କଲା ନିକୁଞ୍ଜ ଘଇତା ଧରି ଗ୍ୟାସ ପେଟ୍ରୋଲ ଡିଜେଲ ରତେ ପାରିବ ରାସନ୍ କାମ କି ଆସିବୁ ରାଣ୍ଡି ବିହାରୀ ଓଡ଼ିଶାକୁ କଳୁଷିତ କରିଦେଲା
@bhagyadharanayak
@bhagyadharanayak 3 ай бұрын
ଓଡିଶା କା ଆୱ।ଜ' ଅପରାଜିତା ମ୍ୟାଡାମ୍ ଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରିବା ଉଚିତ ଥିଲା |
@jullysamal6626
@jullysamal6626 3 ай бұрын
EVM khela kari ଜିତିଛି Bjp au ଜିତିବା ଅଲଗା ଅଲଗା ଷଡଯନ୍ତ୍ର
@LordofworldCreative
@LordofworldCreative 3 ай бұрын
ଆପଣଙ୍କୁ ଅଭିନନ୍ଦନ ମାତା ❤
@jullysamal6626
@jullysamal6626 3 ай бұрын
Mata nuha to maipa
@golamunda4081
@golamunda4081 3 ай бұрын
ଜୟ ହୋ ❤❤❤ଅପରାଜିତା ମାଡାମ 🙏
@bishnupriyadash2437
@bishnupriyadash2437 3 ай бұрын
Good speech good question good discussion au thare Aparajita madam jay jagannath
@MangataJarika-xe5td
@MangataJarika-xe5td 3 ай бұрын
Kahin michha upasthana deuchhanti
@bishnupriyadash2437
@bishnupriyadash2437 3 ай бұрын
@@MangataJarika-xe5td kn micha bhai kahila gote kama kara tame MP heijo tahale sata sabu kahiba
@rajiblochandash5072
@rajiblochandash5072 3 ай бұрын
ୟାର ଦ୍ଵାରା କିଛି ହେବନି ଖାଲି ଭାଷଣ ମାରିବ
@Reenabehera0
@Reenabehera0 3 ай бұрын
Jay jagannath 🙏🏻 kathare nuhe mam kama kari dekhantu Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@GolakBihariSahoo-o9f
@GolakBihariSahoo-o9f 3 ай бұрын
ଧନ୍ୟବାଦ 👍
@SukmarMishra
@SukmarMishra 3 ай бұрын
ଦର ଦାମ୍ ବୃଦ୍ଧି ପାଇଛି କେବଳ ବିଜେପି ପାଇଁ ମୋଦୀ ହଟିବା ଉଚିତ୍ ଆମର ଦରକାର ନୂଆ ସରକାର
@premarajpatel3566
@premarajpatel3566 3 ай бұрын
୧୯୪୭ ରୁ ଆଜି ପର୍ଯ୍ୟନ୍ତ ଦରଦାମ କ'ଣ ସ୍ଥିର ଥିଲା ?
@kandurisahoo4682
@kandurisahoo4682 3 ай бұрын
Right ​@@premarajpatel3566
@ranjanmohapatra2798
@ranjanmohapatra2798 3 ай бұрын
Aparajita Sarangi ji ki Jay ho
@niharpalai3774
@niharpalai3774 3 ай бұрын
Salute to our Brave Lady Leader of India 🙏
@MangataJarika-xe5td
@MangataJarika-xe5td 3 ай бұрын
Kahin ki michha upasthana deuchhanti
@jullysamal6626
@jullysamal6626 3 ай бұрын
To gharaku neija maipa କରି ରଖିବୁ ତତେ ସାହସ ଦେବ
@user-bh8xl6tk1j
@user-bh8xl6tk1j 3 ай бұрын
Biharuni tara kichhi daya maya nahi so arrogant
@niharpalai3774
@niharpalai3774 3 ай бұрын
@@MangataJarika-xe5td Se jaha sabu kahile gote bi bhul nahin, Tamaku jadi michha laguchhi bhabuchha tume kichhi karibar oukat achhi kariki dekha😁
@niharpalai3774
@niharpalai3774 3 ай бұрын
@@jullysamal6626 Are bedha ତୋ ଭଉଣୀକୁ ଥରେ ତୋ ବାପା ପାଖରେ ଶୋଇକି ଦେଖ କେମିତି ଲାଗୁଛି ତାପରେ ଭଦ୍ର ମହିଳା ମାନଙ୍କୁ ଏପରି ଶବ୍ଦ ବ୍ୟବହାର କରିବୁ, ତୋ ଭଳି ଅଭଦ୍ର ପାକିସ୍ତାନ ପଳା। ନାରୀ ଙ୍କୁ ସମ୍ମାନ ଦେଇ ଜାଣିନୁ ତୋତେ e ସୃଷ୍ଟିରେ ବଞ୍ଚିବା ର ଅଧିକାର ବି ନାହିଁ
@nachiketapurohit9921
@nachiketapurohit9921 3 ай бұрын
Potatoes is Rs 35 & onion is Rs 40,Tomato is Rs 70 to Rs 80/in BBSR CITY. . NO increase of people's income level particularly in meddle cas lie us .On that kindly present in Parliament gives us proper strategy to improve people's income level. Hope Honbl. MP ,BBSR Will tkake care. 🙏🙏🙏🙏 Nachiketa Purohit
@bikashbehera1655
@bikashbehera1655 3 ай бұрын
Thik bhai
@hariharapanigrahy
@hariharapanigrahy 3 ай бұрын
ତାଙ୍କୁ କାହିଁକି ପଚାରୁଛନ୍ତି ?? ସେତ ଗଲା ଥର MP fund କୁ railway ରେ ଖର୍ଚ୍ଚ କରିଥିଲେ।
@satyanarayangouda5307
@satyanarayangouda5307 3 ай бұрын
ପାରିବା ରେଟ ପାଇଁ ଆମେମାନେ ଖୁସି ଚାଷୀ ଖୁସି
@babajeesamal6821
@babajeesamal6821 3 ай бұрын
ନୂଆବୋଉ ଭଲ କହୁଛନ୍ତି ।ତମର ନେତା ମୋଦି ଯେଉଁ 16 ଲକ୍ଷ୍ୟକୋଟି ଋଣ ଛାଡ କଲେ ସେମାନେ କେଉଁ ଜାତିର ଗରବ ସେ ତାଙ୍କର କଲ୍ୟାଣ କଲେ ? ମୋ ଦି ଗରିବ କଲ୍ୟାଣ କଲେ ନା ସେ କେବଳ ତାଙ୍କର ଅଧା ଭାଗ ପାଇଁ ଏମିତି ପରଦା ପଛରେ ନେଲେ? ଭାଉଜ ଭଲ କହିଲ ତମେ ଆଉ କେବେ ପରଦା ପଛରେ ନବ? ସେକଥାଟା କହିଵା କଥାଥିଲା ।
@bichhandadanta6837
@bichhandadanta6837 3 ай бұрын
ବହୁତ ଭଲ କହୁଛନ୍ତି
@gouttamnayak3497
@gouttamnayak3497 3 ай бұрын
ଅପରାଜିତା ସରଙ୍ଗୀ ବାଳ କଉ କାମକୁ ନୁହେଁ ଖାଲି କଥା ବଡ ବଡ଼
@ranjannayak7441
@ranjannayak7441 3 ай бұрын
Very good speech by our Madam
@baralsubash7787
@baralsubash7787 3 ай бұрын
Where sugar is Rs 35 to 40. Don't give false information about it.
@hariharapanigrahy
@hariharapanigrahy 3 ай бұрын
Vegitable rates were doubled with in 15 days. ଓଡ଼ିଶା ରେ ପନିପରିବା ଦର ଗତ ପନ୍ଦର ଦିନରେ ଦୁଇଗୁଣ ହୋଇଛି
@hariharapanigrahy
@hariharapanigrahy 3 ай бұрын
ଗଲା ପାଞ୍ଚ ବର୍ଷ ରେ କୈାଣସି କାମ ନ କରିଥିବା ସତ୍ତ୍ଵେ ଜିତି ଗଲେ ତ କାହିଁକି କାମ କରିବେ କିମ୍ବା ଓଡ଼ିଶା ଲୋକଙ୍କ କଥା କହିବେ ?? କେବଳ ପାର୍ଟିର ବଡ଼ ନେତାଙ୍କ ସ୍ତୁତି ଗାନ କଲେ ହେଲା। ମାତ୍ର ୧୫ ଦିନରେ ସମସ୍ତ ପନିପରିବା ଦର ଦୁଇଗୁଣ ବଢ଼ି ଯାଇଛି କିନ୍ତୁ ୟାଙ୍କୁ ତ ପାକିସ୍ଥାନ ଚିନ୍ତା, ଲକ୍ଷ୍ମୀ ବସ୍ ର ନା ଆଉ ରଙ୍ଗ ବଦଳେଇବା ଅଧିକ ଇମ୍ପୋର୍ଟାଣ୍ଟ । ରଙ୍ଗ ବଦଳାଇବା ପାଇଁ ସରକାରୀ ଅର୍ଥ ଅଯଥା ଖର୍ଚ୍ଚ ହେବ। ସବୁଜ ରଙ୍ଗରେ କାଳେ ଦଳୀୟ ଗନ୍ଧ ଆସୁଛି ଆଉ ଲକ୍ଷ୍ମୀ ନା ରେ କୁଆଡେ ଧର୍ମ ର ଗନ୍ଧ ।
@Anil435-b10
@Anil435-b10 3 ай бұрын
ବି‌ହାରୁଣୀକୁ ମାଲୁମ ନାହିଁ ମୋଦି ସରକାର ନୁହେଁ ଝୁଲା ସରକାର ,
@Jollymolly8632
@Jollymolly8632 3 ай бұрын
ବଜାର କୁ ଗଲେ ଜଣା ପଡି ଯାଉଛି କେମିତି ସେବା ଓଡ଼ିଶା ବାସୀ ଙ୍କ ପାଇଁ ଆରମ୍ଭ କରିଛ
@bikashbarman7390
@bikashbarman7390 3 ай бұрын
Super 👍
@bikrammohanty2453
@bikrammohanty2453 3 ай бұрын
Exctempor and excellent speech by Aparajita sarangi MP from Bhubaneswar in the house ☑️
@basantinaik8924
@basantinaik8924 3 ай бұрын
Very good medam
@subrataran
@subrataran 3 ай бұрын
Aparajita shouled be cabinet minister
@nachiketapurohit9921
@nachiketapurohit9921 3 ай бұрын
Yes
@Jotrimay
@Jotrimay 3 ай бұрын
ଦୟାକରି ଓଡିଶା ରେ ସମସ୍ତେ କୁହନ୍ତୁ 🙏🙏
@kadambinibiswal7331
@kadambinibiswal7331 3 ай бұрын
ଓଡ଼ିଆ ରେ କହିଲେ ସମସ୍ତେ ବୁଝି ବିଜେପି କୁ ଭୋଟ ଦେବେନି
@gagansuna8960
@gagansuna8960 3 ай бұрын
ଓଡ଼ିଶା ବିଷୟ ରେ ଉଟାଓ ବାଳ କହୁଛ
@jullysamal6626
@jullysamal6626 3 ай бұрын
ଓଡ଼ିଶାରେ କାମ କର ଭାଷଣ ତା ଯିଏ ପରି ସିଏ ଦେବ ଦେଲି ଯାଇ କଣ ଭାଷଣ ମାରୂଚୁ ବେ ବିହାରୀ ଚୋରଣି
@babunamallick5594
@babunamallick5594 3 ай бұрын
ୟା ମୁହଁରେ ଟିକେ ବି ଲାଜ ନାହିଁ ଅଲାଜୁକ 🤣🤣🤣
@madanmohannayak502
@madanmohannayak502 3 ай бұрын
Good opinion mam excellent
@kshirodripradhan1031
@kshirodripradhan1031 3 ай бұрын
27percent jio airtel 50000 କୋଟି ଟଙ୍କା ଲୋକ ମାନକୁ ଲଦି ଦିଅ
@narayanmohanty5100
@narayanmohanty5100 3 ай бұрын
Very good delivery by Mrs. Aparajita Sarangi. I am proud of her speech in the House .
@NaliniPrabhaMaharana
@NaliniPrabhaMaharana 3 ай бұрын
Anek anek dhanya bad aparajita sadangi madam apana nku..prabhu jagannatha apana nku sahaya karantu.namaskar
@banamalimahanta440
@banamalimahanta440 3 ай бұрын
Efficient leader of India , proud for Odisha
@naraharipanigrahi6582
@naraharipanigrahi6582 3 ай бұрын
Thanku. Madam.🎉
@jullysamal6626
@jullysamal6626 3 ай бұрын
Padachata କୁକୁର
@babajeesamal6821
@babajeesamal6821 3 ай бұрын
ଦାଦନ କଥା ନ କହିବାଭଲ। ଏବେ ପରା ମୋଦିଙ୍କ ଦାଦନ ଶ୍ରମିକ ଙ୍କ ମର ଶରିର ଓଡିଶାକୁ ଆସିଥିଲା। ବହୁ ନେତା ଶ୍ରଦ୍ଧାଞ୍ଜଳୀ ଦେଇ ଥିଲେ ।ଆମେ ଭଲଭାବରେ ଦେଖିଛୁ।
@gopigouda8887
@gopigouda8887 3 ай бұрын
Beautiful speech 🎉🎉🎉
@nimaicharandeheri9064
@nimaicharandeheri9064 3 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ
@jullysamal6626
@jullysamal6626 3 ай бұрын
ମୁଖ୍ୟମନ୍ତ୍ରୀ କରୁଥିଲା ପର ବିହାରୀ କି
@husenpradhan7171
@husenpradhan7171 3 ай бұрын
ଦରଦାମ୍ ବୃଦ୍ଧି ଉପରେ କିଛି ଜବାବ ଦିଅନ୍ତୁ।।
@AbhimanyuMoharana-ps8fw
@AbhimanyuMoharana-ps8fw 3 ай бұрын
Many Many Thanks
@DhreetiE
@DhreetiE 3 ай бұрын
ଏହି channel ଏଡ଼ିଟର କୁ ଲାଜ ଲାଗିବ କଥା ଜଉପରି thambnail ଦିଆ ହୋଇଛି ,
@WilliamRussell-ws9uo
@WilliamRussell-ws9uo 3 ай бұрын
ଆରେ ବୁଢ଼ି ପାରିବ ଦର କମାଇ ପାରିବୁକି
@NrusinghaCharanRatha
@NrusinghaCharanRatha 3 ай бұрын
Jai Jagannath, Jai Jagannath, Jai Jagannath, ... ... ...
@kirttanmahanta9806
@kirttanmahanta9806 3 ай бұрын
Madam has a very brainy.
@jagabandhusarangi1633
@jagabandhusarangi1633 3 ай бұрын
Excellent Speech. Congrats.
@akshayakumarbehera3502
@akshayakumarbehera3502 3 ай бұрын
ଲୋକ ସଭା ରେ ବକବକ ନକରି ଦର ଦାମ କେମିତି କମିବ ସେକାମ କର.
@DurgaPrasad-tj3wv
@DurgaPrasad-tj3wv 3 ай бұрын
ନବିନ ଓଡ଼ିଶା 💚🐚
@rajkishorsahu7686
@rajkishorsahu7686 3 ай бұрын
Aparajita madam, your presentation is so talented n update
@MangataJarika-xe5td
@MangataJarika-xe5td 3 ай бұрын
Michhuani chini kg 44tanka
@AnantaNanda-bh1kh
@AnantaNanda-bh1kh 3 ай бұрын
Kete chanda, khailu ALU 40/to50/_tau khub sighra sabad hebu,Bihar paleibu
@anmayakumar1551
@anmayakumar1551 3 ай бұрын
ଅପରାଜିତା 🐯
@binodapatra7001
@binodapatra7001 3 ай бұрын
Well done , Good speech .Thanks.
@prasantajena5782
@prasantajena5782 3 ай бұрын
ଏପୁଣି କି ପ୍ରକାର ଅଭିନୟ,କିପରି ପାଇଛ କହି ପାରିବ
@parsuramnayak4093
@parsuramnayak4093 3 ай бұрын
Khub sundor baktbya .
@hariharamishra6561
@hariharamishra6561 3 ай бұрын
ଆହେ ମାଡାମ ଭୁବନେଶ୍ୱର ରେ ଚିନି କିଲୋ ୩ ମାସ ହେଲାଣି 46ଟଙ୍କା ହେଲାଣି ଆପଣ ଚିନି ଖାଆନ୍ତି ନାହିଁ ସେଥିପାଇଁ ଭାଷଣ ଖାଆନ୍ତି ଶୁଣାନ୍ତି
@satrughnadahoo9193
@satrughnadahoo9193 3 ай бұрын
Mam, rising of vegetables rate is regular matter in summer. Only government should take step against illigal stock.
@anathswain6521
@anathswain6521 3 ай бұрын
Very good and attractive speech. Really she is entitled to be a minister in centre being an. I. A. S.cadre and having vast administrative experience in state and centre earlier. Anath. Swain.
@jyotiranjanmansingh1618
@jyotiranjanmansingh1618 3 ай бұрын
ପିଆଜ 40 ଲୋ ମାଆ
@sadanandmohanty3537
@sadanandmohanty3537 3 ай бұрын
Madam 🙏🙏🙏🙏🙏 Jay sriram Jay jagannath Jay Odisha Jay Bharat
@BasantakumarRaul
@BasantakumarRaul 3 ай бұрын
The speech of Honorable Aparajita Sarangi on the floor of the Parliament is excellent and highly appreciable - very precise and valuable. The opposition parties must learn the magic Aparajita Sarangi has mastered as an MP of Odisha.I convey my hearty thanks to Aparajita Mam. Jai Hind!
@MisGita-fg1oj
@MisGita-fg1oj 3 ай бұрын
Jai bjp Jai odisha Jai jagannath 🙏❤❤❤🎉🎉🎉
@Pabitra_Entertainment
@Pabitra_Entertainment 3 ай бұрын
Tq mam
@debashreenayak9481
@debashreenayak9481 3 ай бұрын
Don't compare with other countries miss sarangi
@chandanpradhan3005
@chandanpradhan3005 3 ай бұрын
She deserved a CM of odisha.😢
@fatburner1556
@fatburner1556 3 ай бұрын
Bhubaneswar re kete adivasi achanti ba 😂 khali adivasi adivasi kariki rajaniti chalaechanti Odisha rajya kn khali adivasi nkra
@electricalbiswa
@electricalbiswa 3 ай бұрын
Modi ki tarif karo ..bahut Kuch milega
@Entpro5192
@Entpro5192 3 ай бұрын
Bjp ko jitaya isilie to surume hi mahangai ka mar sahana pad raha hi madam. Thanks bjp
@dhananjayarakh2286
@dhananjayarakh2286 3 ай бұрын
medam ଟିକେ ଦାଦନ ସମସ୍ୟା କଥା କହିବେ କି, କର୍ମ ନିଯୁକ୍ତି କେମିତି ହେବ,
@birbalbagh7624
@birbalbagh7624 3 ай бұрын
Thanku madam
@bibhutibhusansahu8808
@bibhutibhusansahu8808 3 ай бұрын
Chehera anujai vasan kintu kamare jiro
@quest138
@quest138 3 ай бұрын
Taautar lady. Modi ସରକାର ନା NDA ସରକାର। ଗପ ପ୍ରବଳ କାମ ଦୁର୍ବଳ।
@spacademysrinivaspatnaik4298
@spacademysrinivaspatnaik4298 3 ай бұрын
Aparajita Mam .
@rockkyi593
@rockkyi593 3 ай бұрын
Jai jagannath.... Jai shree Ram... Jai BJP
@r.rbollywoodmstudio
@r.rbollywoodmstudio 3 ай бұрын
Dhik se samidhana dhik se nyayapala goriba ku thik subidha miliparuni tame ki government chhi chhi🤨🤨🤨🤨
@tikamohanta7657
@tikamohanta7657 3 ай бұрын
B j p sarakar
@suvendukumarsuvendukumar6445
@suvendukumarsuvendukumar6445 3 ай бұрын
Ms aparajita ji me Jajpur mangalpur se Bo larahu ab pariba hi ret ko rukaja a Jay jaganath
@kunmun9983
@kunmun9983 3 ай бұрын
Holi madam This lady is a egoistic person.. Only winning bcoz of opposition
@tikeswarrout55
@tikeswarrout55 3 ай бұрын
Bjp jindabad
@PrashantaParida-h3h
@PrashantaParida-h3h 3 ай бұрын
Jay jagannath🙏🙏🙏🙏
@PRITAMPRIYADARSHIDHAL
@PRITAMPRIYADARSHIDHAL 3 ай бұрын
BJP did not form govt, its NDA, which will break in couple of months.
@manaranjanpradhan7774
@manaranjanpradhan7774 3 ай бұрын
Excellent Speech
@jaymuduli4583
@jaymuduli4583 3 ай бұрын
Congratulations
@Entpro5192
@Entpro5192 3 ай бұрын
Oppositions are absolutely right madam. What about Hathras disater? What about GDP per capital?
@rajendraprasadmahakur4712
@rajendraprasadmahakur4712 3 ай бұрын
Price of all essential goods have you come across in ur city Mam.
@GeetaMarndi-w6k
@GeetaMarndi-w6k 3 ай бұрын
ତୁ କରିକି ଦେଖା ଲେବର ରେଟ ମିନିମାମ 500 ଟକା କର ଭାଷଣ ବେଷି କରନ୍ତୁ ନାହିଁ। କରିକି ଦେଖା
@pitambarpradhan6348
@pitambarpradhan6348 3 ай бұрын
ଚୋରଣୀ
@manaswineesahoo2949
@manaswineesahoo2949 3 ай бұрын
Gote chora loka hii gote chorini ku janipare😂😂😂😂
@ramchandramahanty3731
@ramchandramahanty3731 3 ай бұрын
❤😂🎉😢😮😅😊😊😅😮
@bishnupriyadash2437
@bishnupriyadash2437 3 ай бұрын
Aparajita madam bhala boli au thare Bhubaneswar mp hele
@niharpalai3774
@niharpalai3774 3 ай бұрын
Tuma standard achhi Madam nka samnare thia hoi katha hebaku😂
@pitambarpradhan6348
@pitambarpradhan6348 3 ай бұрын
@@niharpalai3774 ତୋ ପାଇଁ ସେ god ହୋଇପାରନ୍ତି but mo ପାଇଁ ସେ ତୁ ଯେମିତି ସେ ସେମିତି ବୁଝିଲୁ ମୋ ପାଇଁ ସେ god ନୁହଁନ୍ତି
@bigyanprasadsamantray7577
@bigyanprasadsamantray7577 3 ай бұрын
MAM we are proud of you ....... Bande Utkal Janani ...... JAY JAGANNATH..... Jay Bhubaneswar ..... Jay Bharat ...... SALUTE you.....
Jibana Do Chhakire Ashara Alok Ep 419   29 JUNE 2024
43:29
The Joker wanted to stand at the front, but unexpectedly was beaten up by Officer Rabbit
00:12
Офицер, я всё объясню
01:00
История одного вокалиста
Рет қаралды 5 МЛН
Крутой фокус + секрет! #shorts
00:10
Роман Magic
Рет қаралды 26 МЛН
Spongebob ate Michael Jackson 😱 #meme #spongebob #gmod
00:14
Mr. LoLo
Рет қаралды 10 МЛН
The Joker wanted to stand at the front, but unexpectedly was beaten up by Officer Rabbit
00:12