'ସେ ଏସିଡ୍ ଢାଳୁଥିଲା, ମୋ ମାଂସ, ହାଡ଼ ଖଣ୍ଡ ଖଣ୍ଡ ହୋଇ ଖସିପଡୁଥିଲା' | EP - 69 | Podcast With Pramodini Roul

  Рет қаралды 933,988

Argus Digital

Argus Digital

Күн бұрын

Пікірлер: 2 400
@DebendraDas-n8f
@DebendraDas-n8f Ай бұрын
ସଂଗ୍ରାମ ସାର୍ ଜଣେ ହୃଦୟ ଚିହ୍ନି ପାରୁଥିବା ବ୍ୟକ୍ତିତ୍ବ ।ସତରେ ସାର୍ ଏଇଭଳି podcast ପାଇଁ ଶତଶତ ନମନ।
@Argusdigital.official
@Argusdigital.official Ай бұрын
Thank you
@JayashreeDas-so6ee
@JayashreeDas-so6ee Ай бұрын
ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ sir... podcast କୁ ଏଭଳି ଜଣେ ସାହସୀ ମହିଳାଙ୍କୁ ଆଣିଥିବାରୁ 😭ବହୁତ ହୃଦୟ ବିଦାରକ ଏ କଥା.....😢
@JitendraTripathi-n9w
@JitendraTripathi-n9w Ай бұрын
Thank you Sangram Sir
@kumardeepak2191
@kumardeepak2191 Ай бұрын
Sangram sir apananku koti koti pranam emiti jane mahilanku dakithibaru
@rameshselma8948
@rameshselma8948 Ай бұрын
​@@Argusdigital.officialବଲାଙ୍ଗୀର ରୁ ନିବେଶ ପାଣିଗ୍ରାହୀ ଙ୍କୁ ଥରେ podcast ପାଇଁ ଡାକନ୍ତୁ ( ମୋର ସମିୟ web media channel )
@jyoshanranipalatasingh3485
@jyoshanranipalatasingh3485 Ай бұрын
ସୂଈସାଇଡ କରିବାକୁ ନିଷ୍ପତି ନେଉଥିବା ଲୋକମାନଙ୍କ ପାଇଁ ବଡ ପ୍ରେରଣାଦାୟକ podcast. 👍👌👍
@Fhgfbhfcvgb
@Fhgfbhfcvgb 29 күн бұрын
Good
@AsantiSwain-fv6tw
@AsantiSwain-fv6tw 29 күн бұрын
ହେ ଭଗବାନ୍ ତମେ ଯଦି ପ୍ରକୃତରେ ଅଛ ତାହେଲେ ଏ ଭ‌ଉଣିକୁ ‌ଦୁନିଆର ସବୁ ସୁଖ ମିଳୁ ଏତିକି ମିନତି ଶୁଣିବା ହେଉ ମହାପ୍ରଭୁ
@karunakarbehera1526
@karunakarbehera1526 26 күн бұрын
6:12
@ManasGuru-if7se
@ManasGuru-if7se 25 күн бұрын
ଆପଣ ଜୀବନର ସଂଘର୍ଷ ରେ ଜିତିଯାଇଛନ୍ତି ଆପଣ ହେଉଛନ୍ତି ପ୍ରକୃତ ଯୋଦ୍ଧ। Salute for you 🙏🏽
@deepakkumarpanda9350
@deepakkumarpanda9350 28 күн бұрын
ସଂଗ୍ରାମ ଭାଇ ଆପଣଙ୍କୁ କୋଟି କୋଟି ପ୍ରଣାମ🙏🙏 ଏତେ ସୁନ୍ଦର ବ୍ୟକ୍ତିତ୍ୱ ଆଉ ମନ ଓ ହୃଦୟକୁ ଚିହ୍ନୁଥିବା ମଣିଷଟିଏ 🙏🙏 ସତରେ ଆପଣ ପ୍ରକୃତ ଜୀବନର ହିରୋ ମାନଙ୍କୁ ଡାକୁଛନ୍ତି❤❤❤❤
@BMS14390
@BMS14390 Ай бұрын
70 ଟା episode ମଧ୍ୟରୁ ମୁ ପ୍ରାୟ 62-65 episode ଦେଖିଚି, କିନ୍ତୁ ଏ episode ମୋ ପାଇଁ ହୃଦୟ ସ୍ପର୍ଶି,Dil se love u sangram sir 🙏
@dayanidhisahoo6152
@dayanidhisahoo6152 29 күн бұрын
Jie ae Katha sunib Khali ka dib ma tate Kalyan karib
@NabaKusa-r9s
@NabaKusa-r9s 28 күн бұрын
😢😢😢😢😢😢😢😢😢😢
@kalpanapinky9154
@kalpanapinky9154 Ай бұрын
Really, ବୋହୁତ କାନ୍ଦ ଲାଗୁଚି। ପ୍ରଭୁ କାହିଁକି ଏମିତି ଦୁଃଖ ଦିଅନ୍ତି କେଜାଣି 😭😭😭😭😭😭😭😭
@ankitlenka9106
@ankitlenka9106 Ай бұрын
Really
@ManojSahoo-x3b
@ManojSahoo-x3b 23 күн бұрын
🥹
@aswinikumarpradhan3074
@aswinikumarpradhan3074 Ай бұрын
ପ୍ରକୃତରେ ଭଉଣୀ ,ସରୋଜ ବାବୁ ଆପଣଙ୍କ ପାଇଁ ଜଣେ ଭଗବାନ ।ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲରେ କଟୁ ।
@Kalandicharansahoo-pz6gj
@Kalandicharansahoo-pz6gj 29 күн бұрын
🙏🙏🙏🙏🙏🙏❤❤❤❤
@dharanidharsahu8398
@dharanidharsahu8398 29 күн бұрын
ଜୟ ଜଗନ୍ନାଥ
@mobilerepair373
@mobilerepair373 4 күн бұрын
🙏🙏🙏🙏🙏🙏
@sailabalamishra7044
@sailabalamishra7044 28 күн бұрын
ଧନ୍ୟବାଦ ସଂଗ୍ରାମବାବୁ ଦୀର୍ଘ ବର୍ଷ ଅତିକ୍ରାନ୍ତ କରିଥିବା ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଥିବା ଝିଅ ପ୍ରମୋଦିନୀ କୁ ଆପଣଙ୍କ ସହିତ ତାଙ୍କ ଜୀବନ ର ସଂଘର୍ଷ କୁ ଉପସ୍ଥାପନା କରି ଏକ ସୁନ୍ଦର ବାର୍ତ୍ତା ଦେଇଥିବାରୁ l ପ୍ରମୋଦିନୀ ଓ ସରୋଜ ହେଲେ ସମାଜ ର ପ୍ରକୃତ ହିରୋ ଆଉ ହିରୋଇନ ସେ ଦୁଇଜଣଙ୍କୁ ଶହେ ସଲାମ l ଆମ ସମାଜ ଗର୍ବ ଓ ଜ୍ୱଳନ୍ତ ଉଦାହରଣ ତୁମେ ଦୁଇ ଜଣ l ଭଗବାନ ଙ୍କ ପାଖରେ ପ୍ରାର୍ଥନା ତୁମ ଦୁଇ ଜଣଙ୍କୁ ଏମିତି ଶକ୍ତି, ସାମର୍ଥ ଓ ସାହସ ଭରିଦିଅନ୍ତୁ ଯାହାକୁ ନେଇ ଅନ୍ୟାୟ କୁ ସାମନା କରିବା ଓ ଅନ୍ୟ କୁ ନ୍ୟାୟ ଦେବାରେ ସବୁବେଳେ ଉଦାହରଣ ହୋଇ ରହନ୍ତୁ l ମୁଁ ସବୁବେଳେ ସଂଗ୍ରାମ ବାବୁ ଙ୍କ ଏଇ episodଗୁଡିକ ଦେଖେ l କିନ୍ତୁ ଏଇ episod ପୁରା ଲୁହ ଭରା ଥିଲା l ସେଇ ରାକ୍ଷସ ଟାକୁ ଭଗବାନ ଙ୍କ ଦରବାର ରେ ଏମିତି ଦଣ୍ଡ ମିଳିବ ସବୁ ତା ଜୀବନ୍ତ ଅବସ୍ଥା ରେ ଯେ କେହି ବି ତାର ନ ଥିବେ ତାକୁ ବଞ୍ଚାଇବା ପାଇଁ 😭😭ଜୟ ଜଗନ୍ନାଥ
@jayabhue3075
@jayabhue3075 2 күн бұрын
Jaya Jagannath Mahaprabhu ❤😢😢
@abhilashhota8151
@abhilashhota8151 29 күн бұрын
1st time kou podcast dekhiki akhire luha asigala...salute mam
@prabhuroutray
@prabhuroutray Ай бұрын
ମୃତ୍ୟୁ ବିଜୟନୀ 🙏🏻🙏🏻😭🙏🏻🙏🏻।। ଲୁହ ଭରା କାହାଣୀ।।।ଈଶ୍ୱର ଶକ୍ତି ଦିୟନ୍ତୁ।।ଛୋଟ ପିଲାଟି ବଡ଼ ହେବା ପ୍ରୟନ୍ତ🙏🏻🙏🏻
@bharateeswain7057
@bharateeswain7057 Ай бұрын
God bless you vauni
@taranisenmandal8367
@taranisenmandal8367 29 күн бұрын
ଏହି podcast ଟି ଦେଖିଲା ପରେ ସତରେ ଆଖିରୁ ଲୁହ ଆସିଗଲା। ଭଉଣୀ ଓ ତାଙ୍କ ସ୍ବାମୀଙ୍କୁ ଶହେ ସଲାମ 🙏🙏🙏🙏
@Deepashree20
@Deepashree20 Ай бұрын
ନୂଆ ବର୍ଷ ରେ ଗୋଟିଏ ବହୁତ ସୁନ୍ଦର ଚେହେରା ଏବଂ ଭଲ ମଣିଷ ଙ୍କୁ ଦେଖିଲୁ। ବହୁତ୍ ଧନ୍ୟବାଦ୍ ସଂଗ୍ରାମ ସାର୍। ଆଶା କରୁଛି ଆଗକୁ ଏମିତି ସୁନ୍ଦର ଚେହେରା ଦେଖିବାକୁ ମିଳିବ। ପ୍ରଭୁ ଜଗନ୍ନାଥ pramodini mam ଙ୍କୁ ଖୁସି ରେ ରଖନ୍ତୁ।🙏।। 🫡 🫡
@pmallknowledge8949
@pmallknowledge8949 29 күн бұрын
You are absolutely a great soul therefore you have really understand to that mam reality 😊
@adarsabehera356
@adarsabehera356 27 күн бұрын
Righ🙏🙏🙏😢😢😢
@kanhugaming773
@kanhugaming773 26 күн бұрын
Ama nua barsha eta nuha ama pana sankranti
@BarshaPrakash1999
@BarshaPrakash1999 25 күн бұрын
Madame ତମ ସ୍ବାମୀ ବୋହୁତ ସୁନ୍ଦର ଭାଗ୍ୟ ରେ ଥିଲେ ଏମିତିକା ସ୍ବାମୀ ମିଳେ ଆଉ ତମକୁ ମୁଁ ସାଲୁଟୁ କରୁଛି ଏତେ ସଂଘର୍ଷ ତମ life ରେ actually ସବୁ। ଝିଅ ଏତେ ସଂଘର୍ଷ କରିପାରିବେନି one and only you Madame ❤❤❤❤
@ManojSahoo-x3b
@ManojSahoo-x3b 23 күн бұрын
🥺
@SukantakumarDas-r8j
@SukantakumarDas-r8j 28 күн бұрын
ବହୁତ ବହୁତ ଧନ୍ୟବାଦ ଭଉଣୀ ତୁମର ଧର୍ଯ୍ୟକୁ l ମୋର କୋଟି କୋଟି ନମସ୍ତେ l ସେ ରାକ୍ଷାସ ବ୍ଯକ୍ତିଙ୍କୁ ଏସିଡ ଦ୍ଵାରା ଦଣ୍ଡ ଦେବା ଦରକାର l ଭଉଣୀ କୁ ନ୍ୟାୟ ମିଳିବ ।
@bindashmusic143
@bindashmusic143 Ай бұрын
ଏମିତି ପୁରୁଷ ରାକ୍ଷସ ଙ୍କୁ ଆହୁରି କଠିନ ଦଣ୍ଡ ଦେବା ଦରକାର.ବହୁତ୍😭😭 ଲାଗିଲା.Mam u are great 🙏👍🙏
@alekh7306
@alekh7306 Ай бұрын
ଦୋଷୀ ଉପରକୁ ଏସିଡ ପକାଇ ଜଳେଇ ଦିଆ ଯିବା ଉଚିତ୍
@ErsantUnfiltered
@ErsantUnfiltered 28 күн бұрын
Kaat do uska ooojag part ko..ye hoga sahi punishment...bullshit man😢
@santoshkumarmishra2620
@santoshkumarmishra2620 Ай бұрын
ମୋହନ ସରକାର ଏ ଦୁଃଖୀ ଭଉଣୀ କୁ ଅର୍ଥାତ୍ ପ୍ରତି ଏସିଡ୍ ପୀଡିତାଙ୍କୁ ପେନସନ୍ ପ୍ରଦାନ କରନ୍ତୁ. ଅନ୍ତତଃ ୧୫୦୦୦.୦୦ ପ୍ରତି ମାସରେ.
@BabiRaniPanda
@BabiRaniPanda 29 күн бұрын
Yes
@sasmahapatra2654
@sasmahapatra2654 29 күн бұрын
Very good proposal 👍
@KkrKkd
@KkrKkd 29 күн бұрын
Right
@priyabratamallik3277
@priyabratamallik3277 24 күн бұрын
Rt said
@aayasmohanty2272
@aayasmohanty2272 Ай бұрын
This is best podcast ever..... emiti jane mahan didi nku ani podcast re basei thibaru apnku dhanyabad sir so emotional phase in life 😢
@Ramachadra3639
@Ramachadra3639 Ай бұрын
Yes, 👍
@Argusdigital.official
@Argusdigital.official Ай бұрын
Thank you
@aayasmohanty2272
@aayasmohanty2272 Ай бұрын
Thank you for replying me and Welcome apnaka all team members manaku❤ emiti bhala bhala ahuri loka nku dakantu kichi luchi jai thiba bahu prativa manku b dakntu amku bht inspiration miliba
@mithunkumarsahoo1589
@mithunkumarsahoo1589 29 күн бұрын
ବହୁତ ସୁନ୍ଦର ହୃଦୟସ୍ପର୍ଶୀ ଭିଡିଓ, ବହୁତ ଆଗକୁ ବଢନ୍ତୁ 🙏🏼🙏🏼🙏🏼🙏🏼🙏🏼🙏🏼
@lopaofficialvlog3506
@lopaofficialvlog3506 25 күн бұрын
ଏଇ ଦୁଃଖ ସହି ହବନି ସତରେ ହୃଦୟ ରୁ ଧନ୍ୟବାଦ୍ ଆପଣଙ୍କୁ ଏତେ ସବୁ ଘଟଣା ପରେ ବି ଆପଣଙ୍କ ନିଜ ଧର୍ୟ କେବେବି କମିନି 🙏🙏
@priyabratadas5022
@priyabratadas5022 Ай бұрын
ସବୁଠୁ ସୁନ୍ଦର podcast ❤❤❤ ଧନ୍ୟବାଦ୍ ଭଉଣୀ ❤❤❤ ଧନ୍ୟବାଦ୍ Argus news ❤❤❤ ❤❤❤❤❤❤❤❤❤❤
@Argusdigital.official
@Argusdigital.official Ай бұрын
Thank you
@rashmiranjanmohapatra2181
@rashmiranjanmohapatra2181 Ай бұрын
Her husband is a Hero And This is the real podcast. Argus ❤ Sangram sir ❤
@Argusdigital.official
@Argusdigital.official Ай бұрын
Thank you
@PinsTalk
@PinsTalk 13 күн бұрын
No words,,,, Really great ❤❤
@subhuofficial
@subhuofficial Ай бұрын
ସଂଗ୍ରାମ ସାର ଙ୍କୁ ବହୁତ୍ ଧନ୍ୟବାଦ। ବହୁତ୍ ସୁନ୍ଦର Podcast ଓ ବହୁତ୍ ସୁନ୍ଦର୍ ଉପସ୍ଥାପନା ।
@Argusdigital.official
@Argusdigital.official 29 күн бұрын
Thank You
@drSubham89vlogs
@drSubham89vlogs 29 күн бұрын
She is very very very much mentally strong lady I salute you Tears came listening her story She is a real motivation for the society
@winnerhabbit9927
@winnerhabbit9927 13 күн бұрын
I am unable complete whole podcast at one go because of my tear stopped me frequently. Salute ମୃତୁବିଜୟନି madam
@ratnakarmantry7671
@ratnakarmantry7671 Ай бұрын
ARGUS କେବଳ ସଂଗ୍ରାମ sir ଙ୍କ ଭଳି ସାମ୍ବାଦିକ ପାଇନାହିଁ ,ପାଇଛି ଜଣେ ହୀରା 💎 ର ସାମ୍ବାଦିକଙ୍କୁ, ତାଙ୍କ ପ୍ରଶ୍ନ,କଥା କହିବା ଶୈଳୀ ମୋତେ ଅନେକ ପ୍ରଭାବିତ କରୁଛି। ଧନ୍ୟବାଦ୍ ARGUS,ଧନ୍ୟବାଦ୍ ସଂଗ୍ରାମ SIR।🎉🎉🎉🎉🎉🎉🎉🎉
@Argusdigital.official
@Argusdigital.official Ай бұрын
Thank you
@Gugulifestyle6162
@Gugulifestyle6162 Ай бұрын
ଶୋ sad 😢bahut ଦୁଃଖ ଲାଗୁଛି ❤ ଭଗବାନ ଏମିତି କାହା ସହ ନା ହଉ ❤
@geetanjalipanigrahi7939
@geetanjalipanigrahi7939 Ай бұрын
Hn bhauni pura matideithile pachhake chaliba... hele eta ta pratyeka dina maruthibe😭😭😭😭😭😭😭
@SantoshKumarMandal-k5e
@SantoshKumarMandal-k5e Ай бұрын
Bahut you ଦୁଃଖ ଲାଗୁଛି।
@manosinimuduli2084
@manosinimuduli2084 Ай бұрын
କ'ଣ କହି ଆପଣଙ୍କୁ ବର୍ଣ୍ଣନା କରିବି ଓଡ଼ିଆ ଭାଷାକୋଷରେ ଭାଷାର ଅଭାବ ରହିଯିବ Salute madam😢😢😢
@sunilkumarbarik7457
@sunilkumarbarik7457 28 күн бұрын
Ethare sangram sir nkara morality, humanity, regration also podcast hauchi,in every episode... Salute sir❤
@RanjankumarMoharana-nu2gs
@RanjankumarMoharana-nu2gs 22 күн бұрын
No words ❤❤❤❤❤😊😊 vagaban sabubele valare rakhantu, Jai jagannath
@ojhafamily0jha522
@ojhafamily0jha522 Ай бұрын
ହେ ଭଗବାନ୍ ଆଜି ଏହି podcast ଦେଖି ମୁ ବହୁତ କାନ୍ଦି ସାରିଲିଣି କିନ୍ତୁ ସେ 24:08 ମଣିଷ କୁ ଜମାରୁ ଜେଲ୍ ରୁ ବାହାର କରିବା ନିହାତି ଏକା ଅପରାଧ ହେବା
@subhashreesasmal9434
@subhashreesasmal9434 Ай бұрын
😢😢😢😢😢...God bless you sister😢😢😢.... କାହା ସହିତ ଏମିତି ନ ହଉ ଭଗବାନ୍ 😢😢😢🙏
@subhashreedash6654
@subhashreedash6654 Ай бұрын
Real Hiroin , A good daughter, a lovely wife, a carring and responsible mother and a great fighter ❤
@Pinkycookiecooks
@Pinkycookiecooks 24 күн бұрын
Life re sabu thaiki gote jinisa abhab thile loka kuhanti je bhagaban mote kichi deinahanti.suiside b karuchanti... But ei bhauni nku dekhile tanka katha sunile positive thoughts asijauchi... Salute u... Dharjya rakhiki sir question pachari paruchanti salute u sir... ❤❤❤❤🙏🙏
@mrsrichandan98
@mrsrichandan98 3 күн бұрын
Sangram sir I’m always respect you🫡 but apana nka ra aae episode dekhila pare apana nku aethu salute 🫡 maruchi ❤you are graeeat ki apana nka ae sabu podcast till now odisha re kehi be kari nahanti😊 aau Padmini bhauni you are a god gifted person❤ Dill se respect and salute to you sister❤😢
@deviprasadmohanty1948
@deviprasadmohanty1948 Ай бұрын
ସରକାରଙ୍କ ପାଖରେ ଜଦି ଏଇ ଇଣ୍ଟରଭିଉ ପହଁଚେ, ତେବେ ଭଳ ଜାଗାରେ ସରକାର ପ୍ଲାଷ୍ଟିକ ସର୍ଜରୀ କରେଇବାର ହାତ ବଢ଼େଇଲେ.. ଭଳ ହେବ...। ସେ ତ ତାଙ୍କ ଜୀବନ ଯୁଦ୍ଧରେ ଜିତି ସାରିଛନ୍ତି, ହେଲେ ସରକାରଙ୍କର ମଧ୍ଯ ଦାୟିତ୍ଵ, ଏଭଳି ଯୋଦ୍ଧାଙ୍କୁ ଆଉ ପାଦେ ସାହାଯ୍ୟର ହାତ ବଢେ଼ଇବା... ଜୟ ଜଗନ୍ନାଥ 🙏
@soumyaranjan339
@soumyaranjan339 Ай бұрын
Right.
@rajiblochanadabar6925
@rajiblochanadabar6925 Ай бұрын
Right
@namitabehera4585
@namitabehera4585 Ай бұрын
Right
@JALAPURI
@JALAPURI 29 күн бұрын
MAM FIRST OF ALL APANANKU SALUTE AND APANANKU HUSBAND KU DOUBLE SALUTE WITH TANKA FAMILY KU TRIPLE SALUTE.
@PradeepPradeep-et8ur
@PradeepPradeep-et8ur 26 күн бұрын
😢😢😢
@sandiptadash3621
@sandiptadash3621 Ай бұрын
ଏ ହୃଦୟ ଥରା କାହାଣୀ, ଆପଣ କେମିତି ସାମ୍ନା କଲେ ମାନିବାକୁ ପଡିବ ଆପଣଙ୍କୁ। U R great Madam❤❤
@HadibandhuBehera-iz6li
@HadibandhuBehera-iz6li Ай бұрын
ସଂଗ୍ରାମ ସାର ଆପଣଂକୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏
@deepakdipu6173
@deepakdipu6173 27 күн бұрын
Sangram sir apanka akhira keba luha dakhinathini apanka luha dakhi mo loma tankuli gala sir apanku Dil sa salute sir
@satyajitbeheramali7020
@satyajitbeheramali7020 25 күн бұрын
Mu kebe podcast dekhe nai... Aji fast time pain dekhili akhire re luha asi gala.... Thank you sangram sir.... Always respect ladies
@subashrout216
@subashrout216 Ай бұрын
ସଂଗ୍ରାମ ସାର ଆପଣଙ୍କୁ ଯେତେ ଧନ୍ୟବାଦ୍ ଦେଲ କମ ହେବ, ଆପଣ ଏମିତି ଲୋକଙ୍କୁ ଆଣି Podcast ରେ ବସୋଉଛନ୍ତି ସାରା ଓଡ଼ିଶା ଆପଣଙ୍କ Podcast ଦେଖୁଛି, ଆପଣଙ୍କ ଏ Episode Historic ହବ ❤❤❤❤
@Argusdigital.official
@Argusdigital.official Ай бұрын
Thank you
@Dhaneswarsahu-o4n
@Dhaneswarsahu-o4n Ай бұрын
@jyotiminarvasahu7934
@jyotiminarvasahu7934 Ай бұрын
କୋଟି କୋଟି ପ୍ରଣାମ 🙏
@swagatikasatyavlog4758
@swagatikasatyavlog4758 Ай бұрын
Argus news ku dhanyawad ,bcz aji kali internet juga jaha insta fb ra juga re semanaka life ku podcast Anithanti bahut news reporter jahara sikhiba jinisha samaj re kichhi natha e , amt kichhi sangharsamya life story ku lokalochan ku aniki samastanku mentally and physically strong rakhiba pain e prayas atantya samajdharmi , and also Sangram sir one of the best podcaster in odisha , ty argus ...
@odiabeautylifestyle5533
@odiabeautylifestyle5533 27 күн бұрын
Tuma swami nku sahe namaskar didi kahiki na bahut pua tanka wife ku chadiki chali jauchanti au se emiti gote manisa bhagban nka anya rupa e jugare tuma swami 😢😢❤❤❤❤
@StrangerWorld716
@StrangerWorld716 26 күн бұрын
ଭାଇ ଏହି podcast ଦେଖିଲା ପରେ ମୋ ଆଖିରେ ଲୁହ ଆସିଗଲା... ଅତିସୁନ୍ଦର ସଂଗ୍ରାମ ବାବୁ ଆପଣଙ୍କୁ ବହୁତ ଧନ୍ୟବାଦ ଏତିକି ସୁନ୍ଦର୍ podcast କରିଥିବା ପାଇଁ... Buauty is required in heary not in face..
@RohitNagesh-hr9un
@RohitNagesh-hr9un Ай бұрын
ବହୁତ ବହୁତ ବହୁତ ହୃଦୟ ସ୍ପର୍ଶୀ ଏପିଷୋଡ଼
@Argusdigital.official
@Argusdigital.official Ай бұрын
Thank you
@nirmalkumarbehuria6411
@nirmalkumarbehuria6411 Ай бұрын
Madam ଏ ସମାଜ ପାଇଁ ଆପଣ ଏକ ଉଦାହରଣ 🙏🏽 ଆପଣଙ୍କ ସ୍ୱାମୀ ସତରେ ଜଣେ ମହାନ ମଣିଷ ଟିଏ 🙏🏽. The real hero
@Balarampangiofficialyoutube
@Balarampangiofficialyoutube Ай бұрын
ବହୁତ ଦୁଃଖ ର ବିଷୟ ଦିଦି ଙ୍କ ଜୀବନର ସାହାସ କୁ 😭😭🙏🙏 God bless you didi
@sameerpatra345
@sameerpatra345 20 күн бұрын
ସଂଗ୍ରାମ ସାର୍ ଆପଣଙ୍କ ସବୁ podcast ବହୁତ୍ ଭଲ ଲାଗେ । ସତରେ ଆପଣ ଜଣେ ନିଆରା ବ୍ୟକ୍ତିତ୍ୱ। ଜଣେ ସୁନ୍ଦର ହୃଦୟ ର ମଣିଷ । ଏଇ ଭଳି ଏପିଶୋଡ୍ ପାଇଁ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏
@rinumayeedas7648
@rinumayeedas7648 26 күн бұрын
You are great didi 😭 i salute your presence jaganath apanku apanka family ku sabu bele khusire rakhantu 🙏🙏
@ASISH_JENA
@ASISH_JENA Ай бұрын
ସତରେ ସାର୍ ଆପଣଙ୍କ ପୋଡକାଷ୍ଟ କୁ ଧନ୍ୟବାଦ୍ ଆପଣଙ୍କୁ ଧନ୍ୟବାଦ୍ ଅତି ସୁନ୍ଦର୍ କଥା
@Argusdigital.official
@Argusdigital.official Ай бұрын
Thank you
@purusottamupadhyaya9979
@purusottamupadhyaya9979 29 күн бұрын
ବହୁତ ଧନ୍ୟବାଦ. ଆଖିର ଲୁହ ଅଟକାଇ ପାରୁନି.
@pradeeppattnayak.1894
@pradeeppattnayak.1894 Ай бұрын
ବହୁତ ଖୁସି ଲାଗିଲା ।ବହୁତ ଶିକ୍ଷଣୀୟ କଥାସମାଜକୁ ମିଳିଲା ମିଳୁଥିବ ମଧ୍ୟ।ରାଧେ ରାଧେ ।
@rajamoharana9767
@rajamoharana9767 6 күн бұрын
Ur inspiration for all the world....ur a true fighter.....ur a legend..... respect 🙏🙏🙏🙏 Tear in my eyes 😢😢😢
@tapankumarnayak1664
@tapankumarnayak1664 28 күн бұрын
salute to this lady and to argus.. And insisting argus channel to bring such type of person to limelight
@sunarammurmu-kf4rw
@sunarammurmu-kf4rw Ай бұрын
Salute u sstr..gd blss u tq sir❤❤❤and Tq sngram sir ଅତିସୁନ୍ଦର ସlକ୍ଷାତକାର🙏
@krushnachandraprusty3869
@krushnachandraprusty3869 Ай бұрын
ହୁର୍ଦ୍ୱୟ ବିଦାରକ କାହାଣୀ.. ଭଗବାନ ଆପଣଙ୍କୁ ସାହସ ଦିଅନ୍ତୁ
@saritapatra7362
@saritapatra7362 Ай бұрын
Satare akhiru luha asigala salute u madam.thank u sangram sir .🎉🎉🎉
@RashmiranjanBehura-p2l
@RashmiranjanBehura-p2l 20 күн бұрын
Sangram babu tuma pari jane daradi sambadika nku dekhi bahut khusi laguchhi.we are proud of you sangram babu..... 🙏
@beherapurnachandra1387
@beherapurnachandra1387 15 күн бұрын
ସଂଗ୍ରାମ ସାର୍ ଜଣେ ହୃଦୟ ରୁ କୋହ କୁ ବୁଝୁ ଥିବା ଲୋକ,you are great sir ❤
@AnasuyaDash-e2v
@AnasuyaDash-e2v Ай бұрын
Mun sei time re same college re padhuthili bahut katha sunithili aji bahut garba anubhav hauchhi promodini madam nku neiki ❤❤❤❤❤❤
@birakishoresahoo3080
@birakishoresahoo3080 Ай бұрын
Sangram Babu bahut dhanyabad . Apana kebala sambadika nuhanti jane daradi Manisha nischaya.
@Argusdigital.official
@Argusdigital.official Ай бұрын
Thank you
@tapanlintu8438
@tapanlintu8438 Ай бұрын
Madam apan real Hero odisha ra
@AratiPradhan-lc2qs
@AratiPradhan-lc2qs 11 күн бұрын
Didi sabu dina khusi re ruha
@Biswajitbagha3636
@Biswajitbagha3636 28 күн бұрын
Sister tuma ku heartly salute 🙏🙏surch you a really frighter...
@subhalaxmibiswal3426
@subhalaxmibiswal3426 Ай бұрын
Thank you sangram sir 🙏🏻Ama jagatsingpur ra jhiaku podcast ku dakithibaru🙏🏻🙏🏻🙏🏻Thank you didi tama patience ku salute 🙏🏻
@Argusdigital.official
@Argusdigital.official Ай бұрын
Thank you
@sibasankarrout4544
@sibasankarrout4544 Ай бұрын
Bahut bhala kale didi nku dakiki. Bahut hrudayasparshi podcast. 🙏
@Argusdigital.official
@Argusdigital.official Ай бұрын
Thank you
@LORD_JAGANNATH_OFFICIAL09
@LORD_JAGANNATH_OFFICIAL09 Ай бұрын
ସଂଗ୍ରାମ ସାର୍ ଙ୍କୁ ମୋର ଅନୁରୋଧ ଶ୍ରୀକ୍ଷେତ୍ର ପୁରୀର ବଡ଼ପଣ୍ଡା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ଙ୍କ ସହିତ ଏକ podcast କରନ୍ତୁ। ସେ ଜଣେ ବହୁତ ସୁନ୍ଦର ମଣିଷ ଏବଂ ତାଙ୍କର କଥା ଗୁଡିକ ଅତି ମାର୍ଜିତ। ଆଶା କରେ ମୋର ଅନୁରୋଧ ରକ୍ଷା କରିବେ 🙏
@ranjankumarbal393
@ranjankumarbal393 Ай бұрын
Yeas
@Biswaprakash134
@Biswaprakash134 Ай бұрын
Thik thik
@SibasankarNayak-h3x
@SibasankarNayak-h3x 29 күн бұрын
Right.bro.malika
@piyushPradhan-ln2qy
@piyushPradhan-ln2qy 29 күн бұрын
On
@anupravamallick1302
@anupravamallick1302 29 күн бұрын
Hn Guruji asile bahut bhala heba
@sidharthkumar126
@sidharthkumar126 28 күн бұрын
Really ilove sangram sir, hrudaya ru like te tanka pain ❤❤❤❤
@GajalaxmiPradhan-m9s
@GajalaxmiPradhan-m9s 24 күн бұрын
Sangram sir apananku dhanya bad asabu duniaku Ani chanting pramodini God bless you 🙏
@soumyaranjan339
@soumyaranjan339 Ай бұрын
Bahut bahut salute madam. Really apna samastanka pain example. Really madam heartly salute apananku. Patience hi sabu kichi. Au apana bada yodha. Really madam jete kahile bi kam heijiba.
@subashbehera4612
@subashbehera4612 Ай бұрын
Argus news ra sabutharu big.podcast❤❤❤❤ Tq Sangarm sir.....
@Argusdigital.official
@Argusdigital.official Ай бұрын
Thank you
@biswajitbehera628
@biswajitbehera628 Ай бұрын
Hat's off... ଜଗନ୍ନାଥ ପାଦପଦ୍ମରେ ମୋର ଏତିକି ଗୁହାରି ଆପଣଙ୍କ ବାକି ଜୀବନ ମଙ୍ଗଳମୟ, ରୁଦ୍ଧିମନ୍ତ ଓ ଚୀର ସବୁଜ ରହୁ... ଏବଂ ସଂଗ୍ରାମ ଭାଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ଯବାଦ... ଆପଣଙ୍କ ଏହି ପ୍ରୟାସ ଆମ ପାଇଁ ଏକାନ୍ତ କାମ୍ୟ ଓ ଏମିତି ବଜାୟ ରହୁ ମଧ୍ଯ।🙌🏼
@ParvatiJena-t1t
@ParvatiJena-t1t 29 күн бұрын
You are the great man ❤❤❤❤❤❤❤❤❤
@ParvatiJena-t1t
@ParvatiJena-t1t 29 күн бұрын
You are the great man ❤❤❤❤❤❤❤❤❤
@lalitamallick540
@lalitamallick540 28 күн бұрын
ସୋରଜ ଆପଣଙ୍କୁ କୋଟି କୋଟି ପ୍ରଣାମ। ଦୁନିଆରେ ଏତେ ଭଲ ମଣିଷ ବି ଅଛନ୍ତି
@asit_vlogs
@asit_vlogs 26 күн бұрын
he bhagwan....luha ku roki paruni...😢😢😢 i m completely speechless madam...u r truly brave strong... unbelievable...
@rajivgamango6904
@rajivgamango6904 Ай бұрын
ଜୟ ଜଗନ୍ନାଥ ଭଗବାନ ଆପଣଙ୍କ ପରିବାର ମଙ୍ଗଳ ରେ ରଖନ୍ତୁ 🙏🙏❤️❤️🙏🙏❤️❤️🙏🙏🌹🌹🙏🙏
@mamatamallik1868
@mamatamallik1868 Ай бұрын
Best podcast Sangram Sir👍 ,She is very brave girl ❤
@Argusdigital.official
@Argusdigital.official Ай бұрын
Thank you
@skbeducationodia
@skbeducationodia Ай бұрын
Salute promodini madam ବହୁତ ବହୁତ ଧନ୍ୟବାଦ ସଂଗ୍ରାମ ଭାଇ ଏଭଳି ଏକ podcast ଆଣିଥିବାରୁ
@Ramachadra3639
@Ramachadra3639 Ай бұрын
👍
@Argusdigital.official
@Argusdigital.official Ай бұрын
Thank you
@sonukhansonukhan8387
@sonukhansonukhan8387 26 күн бұрын
Sangram. Bhai. KOTI. KOTI. Pranam. Hartly. Salut
@pratapparida1184
@pratapparida1184 4 күн бұрын
One of the Best Episode I have watched.Lots of things learned from it .
@tapankumarnayak4950
@tapankumarnayak4950 29 күн бұрын
ସଂଗ୍ରାମ ସାର୍ ସ୍ବଚ୍ଛ ସରଳ ହୃଦୟବାନ ଲୋକ ଛୋଟ ରୁ ତାଙ୍କ news ଦେଖି ଶୁଣି ବଡ଼ ହେଉଛୁ ❤❤❤
@lovelysona2971
@lovelysona2971 Ай бұрын
Podcast dekhili Kn comment karibi ଜାଣିପାରୁନି ସଂଗ୍ରାମ sir nku dekhi mo ଆଖିରୁ b luha ଆସିଗଲା
@subash.sabitaallindiatourbloge
@subash.sabitaallindiatourbloge Ай бұрын
ସଂଗ୍ରାମ ସାରେ ଆପଣଂକୁ କୋଟି କୋଟି ପ୍ରଣାମ 🙏🙏🙏🙏
@Argusdigital.official
@Argusdigital.official Ай бұрын
Thank you
@mamitamajhi2744
@mamitamajhi2744 12 күн бұрын
Bahut dukha laguchhi .didi apanakna kahani 😭😭😭😭😭sunile.
@Abha_a_Das
@Abha_a_Das 27 күн бұрын
Au bhai jie tama sat dharichanti se jane bhagaban tanku mora koti koti namaskar🙏🙏🙏 au tama himat pain salut didi
@indu130
@indu130 Ай бұрын
Saroj Bhai nku koti koti namaskar ❤❤❤❤❤❤
@Priyabrata84
@Priyabrata84 Ай бұрын
Salute sister 🙏🙏 sangram sir❤
@tikijena831
@tikijena831 Ай бұрын
ଜୟ ଜଗନ୍ନାଥ 🙏🙏🙏 ସତରେ ଏଇ କଥା ଶୁଣିଲେ ଆଖିରେ ଲୁହ ଆସିଯାଉଛି 😢😢😭😭😭😭
@SriyaSamal-wj8li
@SriyaSamal-wj8li 29 күн бұрын
Bahut podcast dekhichhi but sangram sir nka podcast sabuthu unique samaste kebala celebrity au famous loka nku dakantu but sangram sir samasta loka nku dakuchanti jou mana nka bisayare amaku janiba darkar
@Abhi-panda
@Abhi-panda 25 күн бұрын
ଏ ଭଳି ପତ୍ରକାର,ଓ ପତ୍ରକାରିତା ପାଇଁ ସଂଗ୍ରାମ ବାବୁ ଙ୍କୁ ହୃଦୟ ରୁ କୋଟି କୋଟି ନମସ୍କାର, ପ୍ରମୋଦିନି ମାଡମ କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣା। ପ୍ରଭୁ ଜଗନ୍ନାଥଙ୍କ ପାଖରେ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରୁଛି 🙏🙏🙏🙏
@SunitaNath-b8q
@SunitaNath-b8q 29 күн бұрын
Bahut sundar mana ta apankar au Sangram sir thank you amiti kichi news samna ku nei asichantu ❤❤
@JagamohanPujari-yd4qj
@JagamohanPujari-yd4qj 29 күн бұрын
Emiti samaja sebika manankaro dukha bhara kahani samastoanka pahin prerana dayi And Sangram Sir great 👍👍👍 thank you so much & humble person
@New_creation_1997
@New_creation_1997 Ай бұрын
Sangram sir tuma ku salute ✋ apare proadcast karithibaru.... Didi knu kichhi kahibaku Mora bhasanahi 👏👏😭 Tanka life story janiki mate baut dhukha lagila........
@stylosugul8630
@stylosugul8630 26 күн бұрын
Full of tears in my eyes😢😢
@ChitaramBhatra-pj3rx
@ChitaramBhatra-pj3rx 16 күн бұрын
Promodini mam nku salute Au tank husband🎉❤
@SatyaBlogs547
@SatyaBlogs547 Ай бұрын
ଏମିତି ଲୋକଙ୍କ ସହିତ ସଂପର୍କ ରଖ ସେହ୍ନ, ଶ୍ରଦ୍ଧା,ଭଲ ପାଇବ ଦେଉ ଥିବ ପ୍ରତିଟି ମୁହୂର୍ତ୍ତ ତୁମର ମଙ୍ଗଳ ଚିନ୍ତା କରୁଥିବ ।ବହୁତ ଲୋକ ଭଲ ପାଇବେ ହୃଦୟ ଭଲ ପାଉ ଥିବା ଲୋକଟି ତୁମେ ଯେତେ ଖରାପ ହୁଏ କି ଯେତେ ଭୁଲ୍ କର ସେ ତୁମର ସବୁ ଭୁଲ୍ ତ୍ରୁଟି କ୍ଷମା କରି ଦେବ ଆଉ ଭଲ ବାଟକୁ ଆଣିବା ପାଇଁ ଚେଷ୍ଟା କରିବ ।ସେ ହିଁ ପ୍ରକୃତ ଭଲ ପାଇବା ।
@LipunJally
@LipunJally Ай бұрын
Antarare bhala paiba na thiba upare bhala dei janaku fasei ahi bhali anyaya atyachaar Karichhi bahut bada murkha ti. Hrudaya ru pabitra atanti ahi mahan bada bhauni jananka
@tribenipatra3213
@tribenipatra3213 Ай бұрын
Right
@bharatimohapatra4059
@bharatimohapatra4059 Ай бұрын
Bahut bahut dhanyawad maa❤❤❤❤
@prasantakumarkaran.7459
@prasantakumarkaran.7459 Ай бұрын
Mara debee maa bhalara ruhantu
@AjitMo-wc4xv
@AjitMo-wc4xv 29 күн бұрын
💯 ri8 bro❤❤😢😢
@PadukaSparsh
@PadukaSparsh Ай бұрын
Grand Salute to Superwoman Mrs. Pramodini Raula Madam...You are a true inspiration for this generation & more to come.🙏🙏🙏
@satyabratasethi444
@satyabratasethi444 28 күн бұрын
ସେଇ ଦେବତା ଭଳିଆ ଲୋକଙ୍କ ପାଇଁ ସମାଜ ଆଜି ବଞ୍ଚିଛି ⭕❗⭕🙏🏻
@puntihembram7553
@puntihembram7553 28 күн бұрын
You are great mam satare apnka story suni bahuta dukha lagila and kandili madya apnku bhgaban Sabu sukha diontu
@Mr._.j._i._t._u
@Mr._.j._i._t._u 28 күн бұрын
ଏହି ସବୁ ଜିନିଷ ଆମର ନେତା ମନ୍ତ୍ରୀ ଙ୍କୁ ଦେଖା ଯିବା ନାହିଁ କେବେ ବି ଯେହେତୁ ସେମାନେ ଲୋକ ଙ୍କ ସେବା ନୁହେଁ ନିଜର ସ୍ବାର୍ଥ ଦେଖନ୍ତି କିନ୍ତୁ ଧନ୍ୟବାଦ୍ ଦେବି ସଂଗ୍ରାମ sir ଙ୍କୁ ଏହି ଭଳି ହୃଦୟ ବିଦାରକ କାହାଣୀ ଏଵଂ ଜଣେ ଯୋଦ୍ଧା ଙ୍କୁ ଲୋକ ଲୋଚନ ଙ୍କୁ ଆଣିଥିବାରୁ।🙏🙏🙏🙏🙏🙏🙏 ଶେଷ ରେ ଏତିକି ଅନୁରୋଧ କରୁଛି ଆମ ରାଜ୍ୟ ରେ ଶାସନ ରେ ଥିବା ନେତା ମନ୍ତ୍ରୀ ମାନେ ଏହି ଭଉଣୀ ଙ୍କୁ ନ୍ୟାୟ ପ୍ରଦାନ କରିବା ସହ ସେ ଦୋଷୀ ଫାଶୀ ଦଣ୍ଡ ଦିଆଯାଉ କିନ୍ତୁ ଆମେ ଏତିକି ନିଶ୍ଚିନ୍ତ ରହିବା ଯେ ମୁଁ ଯାହା ସବୁ କହିଗଲି ସେ ସବୁ କେବେ ହେବ ନାହିଁ ଏଇତ ଆମର ଓଡ଼ିଶା ।
@amarliza.
@amarliza. 27 күн бұрын
Right 👍
Жездуха 41-серия
36:26
Million Show
Рет қаралды 5 МЛН
I'VE MADE A CUTE FLYING LOLLIPOP FOR MY KID #SHORTS
0:48
A Plus School
Рет қаралды 20 МЛН
Star's Secret | Actress Beena Maharana | PrameyaNews7
24:06
Prameya News7
Рет қаралды 648 М.
Жездуха 41-серия
36:26
Million Show
Рет қаралды 5 МЛН