Sanatani - Karma Hi Dharma✝️🙏💥|| My Last Video😳|| Raja Express Vlogs || New Odia Movie Review 2024

  Рет қаралды 18,022

Raja Express Vlogs

Raja Express Vlogs

Күн бұрын

Sanatani - Karma Hi Dharma✝️🙏💥|| My Last Video😳|| Raja Express Vlogs || New Odia Movie Review 2024
Hello, ସାଙ୍ଗମାନେ ସବୁ ଖୁସି ତ........🤗🙂🤗
This is Raja Express Speaking:
ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ 🙏
ମୋ ପ୍ରିୟର ଭାଇ ଓ ଭଉଣୀମାନେ🙂
ମୁଁ ଆପଣ ମାନଙ୍କର ପ୍ରିୟ Raja Express or ( ରାଜା ଭାଇ )
ମୋର ଘର ଗଞ୍ଜାମ ରେ, ମୁଁ ଓଡ଼ିଶା ରେ ରୁହେ !!
ମୁଁ ହୋଉଛି ଓଡ଼ିଶାର ଓଡ଼ିଆ Vlogger, ମତେ ଆପଣଙ୍କ ଭଲ ପାଇବା ଆଉ ଆଶ୍ରୀବାଦ୍ ଦରକାର୍ !! ମୁଁ ଆପଣ ମାନଙ୍କୁ ସୁନ୍ଦର ସୁନ୍ଦର Vlog ଦେବାକୁ ଚେଷ୍ଟା କରିବି ଆଉ କିଛି ହସେଇବାକୁ ଚେଷ୍ଟା ମଧ୍ୟ କରିବି !! ମତେ ଆପଣ ମାନଙ୍କ ଭଲପାଇବା ଆଉ ବହୁତ୍ ବହୁତ୍ ସପୋର୍ଟ ଦରକାର !! ଆପଣଙ୍କ ପାଇଁ ମୁଁ ଆଗକୁ ଆଗେଇ ପାରିବି !!
ଏବଂ ଆମର ଏହି Vlog ଭିଡିଓ ଟି ଯଦି ଭଲ ଲାଗିଥାଏ, ଗୋଟେ ଛୋଟିଆ LIKE କରି ଆଉ ସୁନ୍ଦର Comment ଦେଇ !! ଦୟାକରି ଚେନେଲ କୁ Subscribe କରନ୍ତୁ ଆଉ ବେଲ ଆଇକନ୍ କୁ Click କରିବାକୁ ଭୁଲିବେନି !!
➖➖➖➖➖➖➖➖➖➖➖➖➖➖➖➖
💁‍♂️Find Me all Social Media Here:📡 📡📡
💚WhatsApp Channel:-
whatsapp.com/c...
🪙Join This Channel Membership:-
/ @rajaexpressvlogs
🔵Facebook:- / singerrajkumarofficial78
♦️Instagram:- / singer_rajkumar_music
♦️Instagram:- / rajaexpressvlogsofficial
🔵Facebook Page:-
/ rajaexpressvlogs
🔴KZbin:- / @rajkumarofficialodia
🔴KZbin:- / @rajatechlifeofficial
➖➖➖➖➖➖➖➖➖➖➖➖➖➖➖
#RajaExpressVlogs
#sanatandharma
#SingerRajKumarOdia
#odiavlogs
#RajaXpressOdia
#RajaVlogsOdia
Sanatani Odia Trailer Review
Sanatani Odia Movie
Sanatani Karma Hi Dharma Odia Movie
Sambit New Odia Movie
Raja Express Vlogs Odia Review
movie review
Movie Reaction Videos
odia Movies Reaction
sanatani Karma Hi Dharma Odia movie
Sambit new odia movie 2025
Odia Movie 2025
Raja Express Vlogs Odia Movie Reaction
Karma Hi Dharma
sanatani Odia reaction
Sanatani New Movie Reaction 2025
➖➖➖➖➖➖➖➖➖➖➖➖➖➖➖
🆈🅾🆄🆃🆄🅱🅴🙂🆃🅴🅰🅼
Disclaimer:-
Video is for educational/entertainment purposes. copyright Disclaimer under section 107 of the copyright Act 1976, allowances made for "fair use"for propose such as criticism, comment,news reporting, teaching, scholarship,and research. fair use is a use permitted by copyright statute that might otherwise be infringing. Non-profit,
educational or personal use tips the
balance in favour of fair use.
➖➖➖➖➖➖➖➖➖➖➖➖➖➖➖
[From Digapahandi Ganjam. Odisha🇮🇳]
©Raja Express Vlogs Official KZbinr 2024
[THANKS FOR WATCHING THIS VIDEO]
|| LIKE👍|| SHARE 🤗|| COMMENT🤩||

Пікірлер: 238
@RajaExpressVlogs
@RajaExpressVlogs Ай бұрын
ନମସ୍କାର ଦର୍ଶକବନ୍ଧୁ, ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ🔥🙏❤️ଆପଣ ଦେଖୁଥିବା ଭିଡିଓଟି କୌଣସି ଜାତି, ଧର୍ମ, ବର୍ଣ୍ଣ, କିମ୍ବା କୌଣସି ଲୋକ ଙ୍କ ବିରୁଦ୍ଧ ରେ କୁହାଯାଇ ନାହିଁ, କେବଳ ସନାତନି ଫିଲ୍ମ ଟ୍ରେଲର ବିଷୟ ରେ କୁହାଯାଇଛି, କୌଣସି ଲୋକଙ୍କୁ ନୀଚା ଦେଖିଇବା ପାଇଁ ଏହି ଭିଡିଓ ବେଲକୁଲ୍ ତିଆରି କରା ଯାଇନାହିଁ, କେବଳ ଆମେ ଗୋଟେ ମାଧ୍ୟମ ଲୋକ ଙ୍କ ପାଖରେ ଫିଲ୍ମ ଟି ପହଞ୍ଚୁ ବୋଲି, ଦୟାକରି ଭିଡିଓ କୁ ଶେଷ ପର୍ଯ୍ୟନ୍ତ ଦେଖି ସମସ୍ତେ Comment କରନ୍ତୁ, ଅଯଥା ରେ କିଛି ଲେଖା ଲେଖି କରି ନିଜେ ଲଜ୍ଜିତ ହୁଅନ୍ତୁ ନାହିଁ🥳☺️💥🙏🔥 ଯଦି ଭିଡିଓ ଭଲ ଲାଗିଲା Subscribe କରିବାକୁ ଭୁଲିବେ ନାହିଁ ||☺️🥳😊❤️🔥🙏 ଆମେ ସମସ୍ତେ ଭଗବାନ୍ ମାନେ ଜଗା କାଳିଆ⭕‼️⭕ର ସନ୍ତାନ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ.........😊
@BharatMunda-l6x
@BharatMunda-l6x 24 күн бұрын
Subscribe rahiba mo katha tike sir dhyana karibe
@kumantitadingi3205
@kumantitadingi3205 22 күн бұрын
Then kahniki convert birudhore adhiko kuhajaichhi
@MURMULAXMAN-g4r
@MURMULAXMAN-g4r 20 күн бұрын
ଆରେ ଭାଇ ତୁବି ବାୟା sombit ବି ବାୟାଟା କାହିଁକି ? Religion birudhare video bana heichi ହେଲା l
@rajkumarpradhan9110
@rajkumarpradhan9110 Ай бұрын
ଖ୍ରୀଷ୍ଟିଆନ ମାନଙ୍କୁ ଅପମାନ କରି ଫିଲ୍ମ କରିଛନ୍ତି , କାରଣ ସର୍ବ ଧର୍ମ ସମାନ ହୋଇଥିବାରୁ,ଆମେ ଭାରତୀୟ ହୋଇଥିବାରୁ ଏହି ଫିଲ୍ମ କୁ ବେନ କରିବା ପାଇଁ ଅନୁରୋଧ କରୁଛୁ
@DalapatiSabar-i1g
@DalapatiSabar-i1g Ай бұрын
ଭାଇ ଆପଣଙ୍କ videos ବହୁତ ଭଲ, but ମୁଁ ଜଣେ ଆଦିବାସୀ,but ସନତାନୀ ନ ଥିଲି କି ହିନ୍ଦୁ ନ ଥିଲି, ଆଉ ମୋ ଇଚ୍ଛାରେ ମୁଁ ଖ୍ରୀଷ୍ଟିଆନ୍ ହେଲି, ଆଉ ମୋ ଜମି ମୋ ପାଖରେ ଅଛି । ଆଉ ମୁଁ ପକା ଘରେ ରହୁଛି ଆଉ ଆମ ପାଳକ ଟିନ ଘରେ ରହୁଛନ୍ତି
@debendranaik-f9b
@debendranaik-f9b 24 күн бұрын
ସଦା ପ୍ରଭୁଙ୍କର ଜୟ ଦେଉ ଆମେ ସମସ୍ତେ ଏକାଠିରହିବା ଆମେନ୍
@GobardhanSanta-pl3wp
@GobardhanSanta-pl3wp Ай бұрын
ଟ୍ରେଲର ଦେଖିଲେ ତ ଜଣାପଡୁଛି ଖ୍ରୀଷ୍ଟିୟାନ ବିରୁଦ୍ଧରେ ସିନେମା ହଇଛି ଆପଣଏହି ବିଡିଓରେ କେମିତି କହୁଛନ୍ତି ମୁଁ କିଛି କହିପାରିବି ନାହିଁ ବଲି
@durgaprasadmandal4110
@durgaprasadmandal4110 Ай бұрын
Cristian birodhare nuha baram conversation karauthiba birodha re ehi film kahichhi
@durgaprasadmandal4110
@durgaprasadmandal4110 Ай бұрын
Tume mane jeun hindu dharm birodha re kahuchho tahele tuma mananku b ban karideba katha bharataru.
@rolex8136
@rolex8136 29 күн бұрын
@@GobardhanSanta-pl3wp aabe tu b hindu. Sale tume sabu lalach dei ki hindu mananku. Concert karucha. To yusi mora kariba be. Kaha. Ja prathana kar mor kana kariba. Sala dalal
@mangalamangala4083
@mangalamangala4083 28 күн бұрын
@@rolex8136 Abe Sali hame chaleng he ki mahabhart Yani kurukhetra bharatar kau jagare heithila histriycaly evedens deda samjhi pravu yeshumshi Tim savika ashis de atmik budhi de
@saraswatadhar2467
@saraswatadhar2467 28 күн бұрын
​@durgaprasadmandaSala nku Yeshu christ jeuthi janma grhana karichanti Sethi ku patheideba katha l4110
@babushyamgurunayagarh3033
@babushyamgurunayagarh3033 25 күн бұрын
ତୁମ ଜରିଆ ରେ ପ୍ରଭୁ ଯିଶୁ ଙ୍କ ରାଜ୍ୟ ଆସୁ 🙏🙏🙏
@Jesus_priscilla-anuu.
@Jesus_priscilla-anuu. 25 күн бұрын
JESUS Loves you ✝️✝️👑👑🕊️⛪⛪⛪⛪
@rameshnayak531
@rameshnayak531 21 күн бұрын
JAYMASIKI AMEN JAYMASIKI ✝️ AMEN JAYMASIKI ✝️ AMEN JAYMASIKI ✝️ AMEN JAYMASIKI ✝️ AMEN JAYMASIKI ✝️ AMEN JAYMASIKI ✝️ AMEN JAYMASIKI ✝️
@steminarani5803
@steminarani5803 Ай бұрын
ଠିକ୍ କଥା କହୁଛନ୍ତି ଭାଇ ବହୁତ ବହୁତ ଧନ୍ୟବାଦ୍ ଆପଣଙ୍କୁ ✝️✝️✝️🙏🙏❤❤❤❤❤🎉🎉🎉🎉
@cuteanimals6988
@cuteanimals6988 Ай бұрын
ମଣିଷ ବଳି ଦେଉ ଥିଲେ କନ୍ଧମାଳ ଜିଲ୍ଲା ଆଉ ଅନେକ ଜାଗାରେ ମଣିଷ ବଳି ଦିଆ ଯାଉ ଥିଲା ସେଇଟା ବନ୍ଦ୍ କଲେ ସେଇଟା କଣ ଖ୍ରୀଷ୍ଟିଆନ missionary ମାନେ କଣ ଖରାପ୍ କାମ କଲେ କି ଜର ହେଲେ ଫୁକା ଝାଡା କରି ଶିରା ଗୁଣି କରୁ ଥିଲେ ସେଥିର ଲକୋ ମାନେ ତାହା ଦେଖି ଖ୍ରୀଷ୍ଟିଆନ ମାନେ hospital ତିଆରି କଲେ କଣ ଭୁଲ୍ କଲେ କି ଛଟ ଜାତିର ଲକ ମାନଙ୍କୁ ଗୁରୁ କୁଳ ରେ ଜାଗା ଦେଉ ନୋ ଥିଲେ ଉଚ୍ଚ ଜାତି ଲକୋ ମାନେ ସେଥିପାଇଁ ଖ୍ରୀଷ୍ଟିଆନ ମାନେ ସ୍କୁଲ ତିଆରି କଲେ ଏଇଟା ଭୁଲ୍ କଲେ କି ଜଉ shirt pant ସନା ତନି ମାନେ ପିନ୍ଧୁ ଛନ୍ତି ସେଇଟା ଭି ଖ୍ରୀଷ୍ଟିଆନ ମାନେ ହିଁ ବନାଇ ଛନ୍ତି ରାତିରେ ଅନ୍ଧାର କୁ ଉଜ୍ଜଳ ଦେଇ ଛନ୍ତି light 🚨 ବନେଇ ଛନ୍ତି ସେଇଟା ଭି ଖ୍ରୀଷ୍ଟିଆନ ମାନେ ହିଁ କରି ଛନ୍ତି ସେଇଟା ଛାଡ଼ ଆମେ ସମସ୍ତେ ଭାରତ ବାସି ମଣିଷ , ଧର୍ମ କେବେ ଭଗବାନ ୟା god ୟା ଆଲା କେବେ ବନାନ୍ତି ନାହିଁ ଯଦି ବାନାନ୍ତି ତା ହେଲେ ସେ କେବେ ଭଗବାନ ୟା ଅଲ୍ଲା ୟା god ହେଇ ପାରନ୍ତି ନାହି ମଣିଷ ମାନେ ନିଜ ଫାଇଦା ପାଇଁ ଧର୍ମ ବନେଇ ଛନ୍ତି
@AnantaMajhi-6799
@AnantaMajhi-6799 Ай бұрын
ମୁଁ କହୁଛି ଏହି troller ଆଦିବାସି ଓ ଖ୍ରୀଷ୍ଟିଆନ ବିରୋଧରେ କରାଯାଇଛି ତୁ କ'ଣ ଜାଣିଛୁ
@RameshSingh-t3o2z
@RameshSingh-t3o2z 25 күн бұрын
ଧର୍ମ ନାମରେ ରାଜନୀତି ଧର୍ମ ନାଁରେ ଫିଲ୍ମ. ଭାଇ ଏମିତି ଧର୍ମ ନୁହଁ, ଧର୍ମ ହୃଦୟ ଭିତରେ
@frrajendranayak9479
@frrajendranayak9479 22 күн бұрын
ଯେଉଁ christian ଯୀଶୁଙ୍କ ଶିକ୍ଷା ଜୀବନରେ ନ ପାଳେ ସେ ଜଣେ christian ନୁହଁନ୍ତି, ଯେଉଁ christian ପଇସା ଲୋଭ ଦେଖେଇ ଅନ୍ୟକୁ christian କରେ ସେ ଯୀଶୁଙ୍କ ପ୍ରକୃତ ଶିଷ୍ୟ ନୁହଁନ୍ତି, ଯେଉଁ ବ୍ୟକ୍ତି ପଇସା ଲୋଭରେ christian ହୋଇ ପାରିବ ନାହିଁ. ତେଣୁ ମୁଖ୍ୟ ବିଷୟ ହେଲା ଯୀଶୁଙ୍କ ଶିକ୍ଷା କୁ ଜୀବନ ପାଳିବା.
@GovindaLaguri-m8u
@GovindaLaguri-m8u 29 күн бұрын
ହଁ ଏ ଫିଲ୍ମ ଧର୍ମ ନେଇ କି କରାଯାଇଛି ସେଥିପାଇଁ ଖ୍ରୀଷ୍ଟିଆନ ଭାଇ ମାନେ କମେଟ କରୁଛନ୍ତି। ସେଷ ସମୟ ଆସିବା ପୂର୍ବରୁ ଧର୍ମ ଯୁଦ୍ଧ ଘଟିବ ବୋଲି କହିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମେନ୍।
@ASISHKUMARSHADANGI
@ASISHKUMARSHADANGI 27 күн бұрын
Banda sabu chodi pakeiba re mg... Thare Khali lagiba mg....ghare pasiki gehibu
@santwana7164
@santwana7164 Ай бұрын
ସବୁ ଜାଣି ବି ନ ଜାଣିବା ପରି ହେଉଛନ୍ତି ।
@DalapatiSabar-i1g
@DalapatiSabar-i1g Ай бұрын
ଆଉ କୋଉ ପାଳକ ସମ୍ବିତଙ୍କ ଜମି ନେଇଛନ୍ତି ପ୍ରମାଣ ଦିଅନ୍ତୁ।
@Indian-y2f
@Indian-y2f Ай бұрын
ଭାଇ ଓଡ଼ିଶାରେ ଆଦିବାସୀ କେବଳ ଖ୍ରୀଷ୍ଟିଆନ ହୋଇ ନାହାନ୍ତି , ବ୍ରାହ୍ମଣ, କରଣ,ଗୌଡ ଉଚ୍ଚ ଶିକ୍ଷିତ ଲୋକ ମାନେ ମଧ୍ୟ ଖ୍ରୀଷ୍ଟିଆନ୍ ହୋଇଛନ୍ତି । ତେବେ ମୁ କହିବାର କଥା ଏହି sanatani ସିନେମା ରେ କେବଳ ଆଦିବାସୀ ଙ୍କୁ ହିଁ କାହିଁକି ଅପମାନିତ କରାଯାଇଛି ? ସମ୍ବିଧାନ ର ଧାରା ୨୫,୨୬,୨୭,୨୮ ର ନିୟମକୁ ଅବମାନନା କରି ଏହି ସିନେମା ତିଆରି ହୋଇଛି । ତେବେ ତୁମେ କୁହ ଏହା ଅନ୍ୟାୟ ନା ନ୍ୟାୟ ।
@JionDanga
@JionDanga Ай бұрын
@@Indian-y2f 💯% Right brother 👏👏
@samanamajhi573
@samanamajhi573 29 күн бұрын
St SC OBC ମାନଙ୍କ ଧର୍ମ ସନlତନି ନୁହଁ ଆମେ ମୂଳନିବାଆସି ଆମ ଧର୍ମ ପ୍ରକୃତି ପୂଜକ ଆମେ ହିନ୍ଦୁ ନୁହଁ। Aama ku Hindu religion convert କରା ଯାଇଛି ।
@masterg8353
@masterg8353 26 күн бұрын
ଭାଇ... ଆଦିବାସୀ ମାନେ ହିନ୍ଦୁ ନ ହେଇ ପାରନ୍ତି କିନ୍ତୁ ଖ୍ରୀଷ୍ଟିଆନ ବି ତ ନୁହନ୍ତି ନା... ତମେ ଦେଖିବ ଆଦିବାସୀ ପରମ୍ପରା ଏବଂ ହିନ୍ଦୁ ପରମ୍ପରା ଭିତରେ ବହୁତ କିଛି ସମାନତା ଦେଖିବାକୁ ମିଳିବ କିନ୍ତୁ ଆଦିବାସୀ ଏବଂ ଖ୍ରୀଷ୍ଟିଆନ ଗୋଟେ ମଧ୍ୟ ସମାନତା ନାହିଁ...କେବଳ ମିସେନାରୀ ମାନଙ୍କ ଦ୍ଵାରା ଧର୍ମ ପରିବର୍ତନ ହେତୁ ସେମାନେ ଆଜି ଖ୍ରୀଷ୍ଟିଆନ... ମୁଁ ଜଣେ ଆଦିବାସୀ ହିନ୍ଦୁ.. ମୁଁ ଗର୍ବ କରେ ଆଦିବାସୀ ସଂସ୍କୃତି ଓ ପରମ୍ପରା ଏବଂ ହିନ୍ଦୁ ସଂସ୍କୃତି ଏବଂ ଆଧ୍ୟାତ୍ମିକତା କୁ ନେଇକି... ଏ ଦେଶ ମୋର ଏବଂ ଏ ଦେଶ ରେ ଜାତ ଧର୍ମ ମୋର... ଜୟ ଆଦିବାସୀ, ଜୟ ହିନ୍ଦୁ 😇🚩❤️
@masterg8353
@masterg8353 26 күн бұрын
ହିନ୍ଦୁ ଧର୍ମ ରେ ମଧ୍ୟ ପ୍ରକୃତି କୁ ପୂଜା କରାଯାଏ... ଗତ 25 ଡ଼ିସେମ୍ବର ରେ ତୁଳସୀ ପୂଜନ ଦିବସ ଥିଲା.. ମୋ ଘରେ ମଧ୍ୟ ତୁଳସୀ ବୃକ୍ଷ ରେ ଜଳ ଫୁଲ ଚନ୍ଦନ ଦେଇ ପୂଜା କରାଯାଇଛି...
@saraswatadhar2467
@saraswatadhar2467 22 күн бұрын
@@masterg8353 Bahut sundar bhai
@saraswatadhar2467
@saraswatadhar2467 22 күн бұрын
@@masterg8353 Bahut bhala lagila tama katha suni Prabhu jagannath apana nku sabubele Khusi re rakhantu
@EzakielMandal
@EzakielMandal Ай бұрын
Praise the God Glory to Jesus 💕💕💕
@debendranaik-f9b
@debendranaik-f9b 24 күн бұрын
ତୁମକଥା ଭଲଲାଗିଲା ଆମେ ଭାରତୀୟ ଏବଂ ଇଶ୍ୱରଙ୍କ ସନ୍ତାନ ଆମେନ
@mnsudana1844
@mnsudana1844 26 күн бұрын
ଭାଇ ରେ ଏହି ଫିଲ୍ମ pushpa 2 ରେକର୍ଡ଼ ଭାଙ୍ଗି ଦେବ 😅😅
@GuptaSanta-wk3jy
@GuptaSanta-wk3jy 20 күн бұрын
God bless you bro
@GadaBhuyan
@GadaBhuyan 29 күн бұрын
God bless you sir
@somnathnayak9771
@somnathnayak9771 Ай бұрын
ତମେ ଯେତେ କ୍ରିଷ୍ଟିଆନ ବିରୁଦ୍ଧରେ କଥା କହିବା ସେତେ କ୍ରିଷ୍ଟି ଆନ ଲୋକେ ଆହୁରି ବଢ଼ିବେ ପ୍ରଭୁ ଙ୍କ ପ୍ରତି❤😂
@Aapnatimeayega
@Aapnatimeayega 24 күн бұрын
God Bless U Bro, Christ JESUS May fulfill ur dream & wishes, Amen.
@Amashmandal-j7w
@Amashmandal-j7w 26 күн бұрын
God bless you bro tomoku Jisu asirbado koru ⛪🙏haleluya
@rameshnayak531
@rameshnayak531 Ай бұрын
JAYMASIKI ✝️✝️✝️✝️✝️✝️✝️ ✝️❤ AMEN ❤
@santwana7164
@santwana7164 Ай бұрын
ସମ୍ବିତ ସାରକୁ ଏହି ସିନେମା ପାଇଁ ନୋବେଲ୍ ପୁରସ୍କାର ମିଳିଯିବ । କାରଣ ସନାତନୀ ମାନଙ୍କ ସେବା କୁ ଦେଖେଇ ଛନ୍ତି ତ
@jagannath-creation
@jagannath-creation 19 күн бұрын
ଆଜିକୁ 500ବର୍ଷ ତଳେ ମୋଗଲଙ୍କ ସମୟରେ ଜଣେ ଜୟଚନ୍ଦ୍ର ଥିଲା ଏବେ ତୁମେ ହିନ୍ଦଧର୍ମରେ ଜୟଚନ୍ଦ୍ର
@BinodKhara-y7o
@BinodKhara-y7o Ай бұрын
ଆପଣ କିଛି ଭୁଲ୍ କହିନହାନ୍ତି ଭାଇ no tension god bless you ❤❤
@Santali108
@Santali108 23 күн бұрын
Adibasi ra jami christian hatare nahi Hindu manaka hatare achhi. Mane rakha adibasi hindu nuhe.
@theproducershouse9765
@theproducershouse9765 Ай бұрын
Odia 😮industry upare parameswarankara krodha barsiba lopo paibo industry semane paremeswarnku challge karuchanti sadhumanku badnam karuchanti
@RajOnlineService
@RajOnlineService Ай бұрын
ଭାଇ ତମେ ଯଉ Christian ଲୋକଙ୍କୁ ଘୃଣା କରୁଛନ୍ତି KZbin Channel ଚଳାଉଛ ପରା ଭାଇ KZbin ପଇସା କିଏ ଦେଇଛନ୍ତି ଜାନିଛନ୍ତିକି Christian ଲୋକ ହିଁ ଦେଇଛନ୍ତି ଖ୍ରୀଷ୍ଟିଆନ୍ ଲୋକର KZbin ପଇସା ହିଁ ଖାଉଛନ୍ତି ଆଉ ଖ୍ରୀଷ୍ଟିଆନ୍ ଲୋକଙ୍କୁ ଘୃଣା କରୁଛନ୍ତି ????? KZbin କଉଠାରର ଜାଣିଛନ୍ତି କି ସନାତନ ଆଉ ହିନ୍ଦୁ ଭାଇ ମୋତେ ଟିକେ କୁହ
@SalaiSoren-g4u
@SalaiSoren-g4u Ай бұрын
ସଂପୂଣ୍ଣ ଆଦିବାସୀ ଵିରୁଦ୍ଧ ରେ ତିଆରି କରା ଯାଇଛି
@Rupay_Marndi999
@Rupay_Marndi999 Ай бұрын
ସଂପୂର୍ଣ୍ଣ christian hei sarichu😂
@Vicky9674
@Vicky9674 Ай бұрын
​@Rupatuy_Marndi999 TU Brahman Ra lenja dharichhu 😂🤣🤣🤣🤣au lenja dharitha Kamare asiba 🤣🤣🤣🤣
@ASISHKUMARSHADANGI
@ASISHKUMARSHADANGI 27 күн бұрын
@@SalaiSoren-g4u hai re mg....sabu adi basi nai...khali christian dalal upare heichi ....jisu ra gandi re 5no kanta ta bada heithila re mg...jisu bia chodi pila... 1000banda geila pare ta maa ta ku janama karichi
@KiranDigal-f9x
@KiranDigal-f9x 22 күн бұрын
ଭାଇ ମୋର କାହା ଉପରେ ଦୁଃଖ ନାହିଁ ସେନ୍ସରboardକୁ ଅନୁରୋଧ ମୁଁ କରେ କି ସମସ୍ତଙ୍କୁ ଭଲ ଲାଗିଲା ପରି ସିନେମା ଦୁନିଆ କୁ ଆଣନ୍ତୁ
@Santali108
@Santali108 23 күн бұрын
ଯଦି ଲୋବ ହାଁସଦା ଆଦିବାସୀ ଜୟ ଶ୍ରୀରାମ ବଦଳରେ ହିର୍ଲା ମାରଙ୍ଗ ବୁରୁ କୁହନ୍ତୁ। ବହୁତ ଭଲ ଲାଗିବ, ହିର୍ଲ ମାରଙ୍ଗବୁରୁ, ହିର୍ଲାଜାହିର ଏୟୋ, ହିର୍ଲା ମଣେ କ ତୁରୁକୋ।
@MURMULAXMAN-g4r
@MURMULAXMAN-g4r 20 күн бұрын
ତୁମର ମାଇଁଡ୍ ବଧେ କାମ ଦୋଉନି , ସେମାନେ ଖ୍ରୀଷ୍ଟିଆନ ବିରୁଦ୍ଧରେ 🎥 video ବନେଇ ଛନ୍ତି ହେଲା 😅😅😅😅😅
@SumitraMajhi-mt2ev
@SumitraMajhi-mt2ev 26 күн бұрын
ଭାଇ ହିନ୍ଦୁ ଧର୍ମ ହିନ୍ଦୁ ଭାଇ ମାନଙ୍କପାଇଁ ବଡ଼ christian ଧର୍ମ christian ମାନଙ୍କ ପାଇଁ ବଡ଼ ଆମେ christan ଭାଇମାନେ ହିନ୍ଦୁ ଧର୍ମକୁ କେବେବି ତୁଛ କରୁନୁ
@bijaydeep6310
@bijaydeep6310 Ай бұрын
Christian mane jadi bhai negative film boneieb tahahe seta pura world re release hebo
@AshokMallick-fv4mo
@AshokMallick-fv4mo Ай бұрын
ଆଦିବାସୀ ଏବଂ christian ଧର୍ମ ବିରୁଦ୍ଧରେ ହେଇଚି ଭାଇ. Please ଏଭଳି vedio baneibaku ମନାକରନ୍ତୁ କାରଣ ମୋତେ ବହୁତ ବାଧୁଛି
@ChandraMajhi-fd5ed
@ChandraMajhi-fd5ed 18 күн бұрын
Don't worship creation but creator
@rajantadigal9087
@rajantadigal9087 Ай бұрын
ଭାଇ bible ର ସବୁ ସତ ହେଉଛି ତାହା kn ତମେ janunaha କି bible ରେ ପ୍ରଭୁ କହିଛନ୍ତି ପରା ଯୀଶୁଙ୍କର ଲୋକମାନଙ୍କୁ ବହୁତ ତାଡନା ଆସିବ ହେଲେ ଯେତେ ଜଣ ଯୀଶୁଙ୍କୁ ଜାଣିଛନ୍ତି ସେ ମନେ ତାହା ସହି ପ୍ରାର୍ଥନା କରନ୍ତୁ କାହିଁକି ନା ଯୀଶୁ ଆସିବାର ସମୟ ପାଖେଇ ଆସିଲାଣି ଯେତେବି ତାଡନା ଆସିଲେ ଯୀଶୁଙ୍କୁ ଭୁଲ ନାହିଁ 🙏🙏🙏
@ASISHKUMARSHADANGI
@ASISHKUMARSHADANGI 27 күн бұрын
Banda jisu re mg
@ASISHKUMARSHADANGI
@ASISHKUMARSHADANGI 27 күн бұрын
Jisu rati re asiki geuchi Cristian toki mananku
@ASISHKUMARSHADANGI
@ASISHKUMARSHADANGI 27 күн бұрын
Jisu ra gandi re mo Banda mg
@masterg8353
@masterg8353 26 күн бұрын
ଯୀଶୁ ଆସୁ ମୁଁ ଦେଖିବି କେମିତି କା ସେ... 😄
@SURESHOFFICIALMUSIC-j5q
@SURESHOFFICIALMUSIC-j5q 19 күн бұрын
Bodiya kohu Chanti sir 🎉🎉🎉
@SankarBindhani-f5n
@SankarBindhani-f5n Ай бұрын
Dhanyawad ❤
@KCT718
@KCT718 25 күн бұрын
ଆଗ ନିଜ ଚିନ୍ତା କରେ ତାପରେ ଜାତି ଧର୍ମ ଆଉ ସିନେମା ବିଷୟରେ କହିବୁ ତୁ ବି views ପାଇବା ପାଇଁ ୟୁଟୁବ ରେ ଭିଡିଓ ପୋଷ୍ଟ କରିଛୁ
@jagobahujan8520
@jagobahujan8520 22 күн бұрын
ବ୍ରାହ୍ମଣ ଧର୍ମ murdavad,,ବ୍ରାହ୍ମଣ ସବୁ ବିଦେଶୀ ,,,ଏଟି କୌଣସି ଧର୍ମ ପୁରୁଣା ନୁହ,,,, ବ୍ରାହ୍ମଣ ଧର୍ମ ହିଁ arjia ଧର୍ମ ବା ବୈଦିକ ଧର୍ମ,ଯାହା ବିଦେଶୀ ମାନକର,,,
@saraswatadhar2467
@saraswatadhar2467 22 күн бұрын
@@jagobahujan8520 Murkha kana janichu tu bramhana dharma bisaya re
@pratikshyakumarrout4610
@pratikshyakumarrout4610 27 күн бұрын
Dear Brother, the way the film was promoted and marketed with its trailer, it's quite clear that ghe movie is just made to create a Danga kind of situation & if it happens the majority will humiliate the minority. That's the whole objective behind making such a movie without any any true evidence. What ever happens, the truth will prevail bcoz He is the true God & His judgement is near. It's quite obvious that such things will happen. We pray God that, for now let there not be any Manipur like situation.
@RajaExpressVlogs
@RajaExpressVlogs 27 күн бұрын
@@pratikshyakumarrout4610 ❤️
@shankarpatmaji6837
@shankarpatmaji6837 Ай бұрын
God bless you brother we love our Odisha we don't want this movie will take people peace
@Santali108
@Santali108 23 күн бұрын
Jay sriram kahu chanti kintu kama Raban bhali
@babulusingh4869
@babulusingh4869 Ай бұрын
Joy johar kuhontu 🙏🙏🙏
@RohitNayak-rm1oi
@RohitNayak-rm1oi Ай бұрын
Bhai joutaa bi hou sabu religion ku respect kara..nija religion nija pain important..God bless you all odisha people's..Praise the Lord ❤❤
@PurnaGagerenga
@PurnaGagerenga 26 күн бұрын
ଆମ ଦେଶ ଏକ ଯେକୌଣସି ଜାତି. ଧର୍ମ ସମସ୍ତଙ୍କ ରକ୍ତ ନିର୍ବିଶେଷରେ ସମସ୍ତେ ଭାଈ ନାନି ମାଉସି ସମାନ ଧନ୍ୟବାଦ
@DibliyashRaita
@DibliyashRaita 29 күн бұрын
Aaa se christian birudo re koile tame bi dekho bhai sambeet kouchi ki mind wash kori ki christian re niantu nahi christian re jie ase tanko icha sambeet au director saaiyatan heigole
@sarbeswarjena196
@sarbeswarjena196 28 күн бұрын
ସନାତନୀର ଅର୍ଥ୍ ଏକ ଈଶ୍ଵର ବାଦି,ଏବଂ ଶାନ୍ତି ରଖ୍ୟା କରିବା
@jagobahujan8520
@jagobahujan8520 22 күн бұрын
33 କୋଟି koutu ଆସିଲେ,? ୟୁରେସିଆ ର black sea area ରୁ ଆସିଲେ କି।। ଆରିଉ
@pramodsamal5932
@pramodsamal5932 18 күн бұрын
Bhai Movie ti Superhit heba, Desh Drohi Christian Mane A desh ra satru,Semane Dharm drohi, Odia re rahiba ra Adhikaar semankara nai, Odia ra culture and Civilization ku rakhya kariba Ehi Movie ra Dharma....
@OWNTELLENTEDBHAI
@OWNTELLENTEDBHAI 16 күн бұрын
Tome nije to Christian manonku follow korucho hindu heiki. Bhoji re bafei system. Jonmodino re cake cutting. Bahaghoro heba aagoru pre wedding. Ring ceremony. Asobu kia sikheichi tote
@GeetaPingua-q1h
@GeetaPingua-q1h 21 күн бұрын
God bless you ❤️ thik ehi movie thik nai
@maheswarsoren8566
@maheswarsoren8566 Ай бұрын
Bahi tume mayur bhanj ku aso ame adibasi film ro writter ku anikori asibu take ame tution podhaibu sambitku ।joy jisu masi
@BikramonFaith
@BikramonFaith Ай бұрын
Prabhu Jisu Christa Satya parameshwar atanti proof bhi achi bhai mane 🙏🏻 praise the Lord, 🙌🏻 Hallelujah
@BinodKhara-y7o
@BinodKhara-y7o Ай бұрын
ଆମେ ସମସ୍ତେ ଭାଇ ଭାଇ ଅପଣ ଜାଣିଛନ୍ତି ଆମେ ଜନିଚେ but ସମ୍ବିତ ସମ୍ପୂର୍ଣ୍ଣ ମିତ୍ୟା ବାଦୀ😅
@apsnabenya8603
@apsnabenya8603 Ай бұрын
Very good bhai god bless you
@steminarani5803
@steminarani5803 Ай бұрын
ଭାଇ ଆପଣ ଭଲଭାବରେ ବୁଝାଉଛନ୍ତ ବହୁତ ଭଲ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ କାହିଁକି ମନଦୁଃଖ କଲେ ଭିଡିଓ କରନ୍ତି 🎉🎉🎉🎉🎉🎉🎉🎉❤❤❤❤❤❤❤ ଆମେ ଖ୍ରୀଷ୍ଟ ଆନ୍
@s4jesus785
@s4jesus785 Ай бұрын
ସତ୍ଯ ହିଁ ଧର୍ମ ଆଉ ସତ୍ଯ ଇଶ୍ୱରଙ୍କୁ ଜାଣିବା ହିଁ କର୍ମ ଅଟେ। ଆଦିବାସୀ ମାନେ ହିନ୍ଦୁ ନୁହନ୍ତି, ସେମାନଙ୍କୁ ହିନ୍ଦୁ ବନାଇ ଦିଆଯାଉଛି । ଆଦିବାସୀମାନେ ପ୍ରକୃତିର ସେବକ ଅଟନ୍ତି। ସ୍ରୁଷ୍ଟି ବସ୍ତୁକୁ ପୂଜା କରିବା ବଦଳେ ସ୍ରୁଷ୍ଟି କର୍ତ୍ତାଙ୍କୁ ପୂଜା କରବା ହିଁ ସତ୍ଯ ଅଟେ।
@ASISHKUMARSHADANGI
@ASISHKUMARSHADANGI 27 күн бұрын
Hm ki re mg.. To maa to maa nuhan be...mo .............. Biachodi pila..mg..tobhauni ku pathei de
@masterg8353
@masterg8353 26 күн бұрын
ମିସେନାରୀ ମାନଙ୍କ ଚାଲାକ ଆଉ ଆପଣ ମାନଙ୍କ ମୂର୍ଖାମୀ ପାଇଁ ଆପଣ ମାନେ ସବୁ ଖ୍ରୀଷ୍ଟିଆନ ହେଇଛ...ଦୟା କରି ଅଧିକା ଗପନ୍ତୁ ନାହିଁ... ଧନ୍ୟବାଦ.. 🙏😁😄
@DibliyashRaita
@DibliyashRaita 29 күн бұрын
Boycott sanatani movie everyone
@rolex8136
@rolex8136 29 күн бұрын
tume kete% achha re. Yusu ra dalala j boycott kariba sanatani moves ku. Ja yusu ku prathana kar. Mor kana ukhadiba se.
@ASISHKUMARSHADANGI
@ASISHKUMARSHADANGI 27 күн бұрын
Banda ku ki re mg....mu kattar sanatani mu dekhibi re mg....
@jagobahujan8520
@jagobahujan8520 22 күн бұрын
​@@ASISHKUMARSHADANGIବ୍ରାହ୍ମଣ ଧର୍ମ ହିଁ sanathani,,ବିଦେଶୀ ବ୍ରାହ୍ମଣ murdavad,, ୟୁରେସିଆ bramin murdavad
@Sunil.34
@Sunil.34 28 күн бұрын
Bhai apana Sina kahuchhanti bhai bhauni baki kintu Anya kehi bhabanti nai christian samastanku sanman karanti
@BhimaDuburka
@BhimaDuburka 26 күн бұрын
ଭାଇ ମାନେ ଭଲ ଦର କୋରାପ କୁ ଛାଡ଼
@RahulRaita-o7l
@RahulRaita-o7l 22 күн бұрын
Sataare ei video darmo birudare eichi murka bahi
@ritukumardigal
@ritukumardigal Ай бұрын
Sambeet bhai aji thu au tm kebe success habani tm kebe bi agaku jibani hela
@ManuBehera-j1j
@ManuBehera-j1j 21 күн бұрын
Jai shree Ram ❤❤❤❤
@ritukumardigal
@ritukumardigal Ай бұрын
Acha bhai Deepika pathan Gita re gerua bastra pindhiki nachila boli tm mane kete troll kala au amo Christian bisayare movie hele ame kemity sahi paribuni
@DebendraKreputika
@DebendraKreputika Ай бұрын
😅😅😅😅😅😅
@KshyitishDash
@KshyitishDash 23 күн бұрын
Pk move ର ଡିରେକ୍ଟର ଠିକ୍ ଅଛି ସେ ଗୋଟେ ଧର୍ମ କୁ ନେଇ ଫିଲ୍ମ କରିନାହିଁ ସେଥିରେ ସମସ୍ତ ଧର୍ମ ବିରୋଧରେ ଅଛି ସେହିପରି ସନାତନୀ ଫିଲ୍ମ ହୋଇ ଥିଲେ no problem..ଫିଲ୍ମ ଫଳପ୍ରଦ ହେବ ନାହିଁ କିଛି ଟଙ୍କା ମିଳିବ ନାହିଁ କିନ୍ତୁ ହିନ୍ଦୁ ଲୋକ ମାନେ ଆହୁରି christian ହୋଇଯିବେ
@NIHALPALA-ho1ii
@NIHALPALA-ho1ii Ай бұрын
Christian bisoyore janiki film koriba dorokar
@LutaNayak-k3t
@LutaNayak-k3t Ай бұрын
Bhai se sereeal pain like nuyanti .Prabhu jisu nko bisayare kn Jani chanti, bhai please Bible ro Gote podo porbo lekhuchi sambit pakha ku ponchei debe jhon-:10:10 Mark-:8:27 please
@EzakielMandal
@EzakielMandal Ай бұрын
Jibona sina maridebe ele athmata kebe mare nai bhai kebodo yesumashi ku daro भू जल्दी आने वलाहै। है दुनियामै नियाय करेगा❤❤❤❤ आमीन हलिलुया
@eliasheliash3463
@eliasheliash3463 24 күн бұрын
ଆରେ ଭାଇ ଆମ ଓଡ଼ିଶା ପିଅନ୍ୟ ଆକ୍ଟର ମାନେ ଅନ୍ୟ ପିଲ୍ମି କରୁଥିଲେ ଇଏ ଇଆକୁ ପିଲିମ୍ କରିବା ପାଇଁ ମିଳିଲା ନାହିଁକି ମୁର୍କ ପିଲ୍ମି
@SankarnayakSankarnaya
@SankarnayakSankarnaya 19 күн бұрын
Tume kichhi kahiparibani ta lokanku kn pain filim dekhiba ku kahuchhanti.tume thik jani paruthiba kau story ku nei heichhi ...
@SuprabhaRam
@SuprabhaRam Ай бұрын
Bhai 🙏 mu jani paruchhi apana sabu dharma ku respect karuchanti e movie ru aneke christanku janibe and biswas bi karibe Bhai please movie promotion bele sambit bhai kan kahichanti dekhantu God bless you and your family
@RajaExpressVlogs
@RajaExpressVlogs Ай бұрын
ଏଥିରେ କୌଣସି ଧର୍ମ ଉପରେ କୁହାଯାଇ ନାହିଁ, କେବଳ ସନାତନି ଫିଲ୍ମର ଟ୍ରେଲର କୁ review କରାଯାଇଛି, ଜୟ ଜଗନ୍ନାଥ⭕‼️⭕🙏🥳
@bimagochhayat3100
@bimagochhayat3100 20 күн бұрын
Bro Munbi christian jagatare tetis koti devata achhanti bravu jishu manaba jati pain jibana dele anya devata mane deleki sethi pain prabhu jishu samastankatharu alaga sesatyaiswara otanti sethipain mun kahuchi bichha mantra najani saponins gatare hatamarani tamekahucha munbesikichhi kahuni Hele bahut kahucha kete dharma achhi kintu chrishtian dharmakunei kahinki film baneila esabu thik nuhe film hollre lagila pore au kuna kariheba mun kahuchhi nolagiba purbaru film band karajau
@Boyofkpt
@Boyofkpt Ай бұрын
Suno Bhai ..tme jodi trailer dekhi review korucho to story bujhlo boli to review korucho... Bujhi no bole knti review kori daucho..
@samuellohora2953
@samuellohora2953 Ай бұрын
Hello bro first comment
@RajaExpressVlogs
@RajaExpressVlogs Ай бұрын
Good job
@ManduMallick
@ManduMallick 25 күн бұрын
ଆପଣ ସିନା କହି ଦେଉଛନ୍ତି ଭାଇ ଭାଇ ଅନ୍ୟମାନେ କହିବାର ଅଛି
@pradhanpradhan335
@pradhanpradhan335 Ай бұрын
କର୍ମ ହିଁ ଧର୍ମ ଚୋରି କରିବା ଗୋଟିଏ କର୍ମ ସେହି ଚୋରି କରିବା ଗୋଟିଏ ଧର୍ମ।।।
@BikramonFaith
@BikramonFaith Ай бұрын
Christian dharma ki bhai? Mo katha biswas Kariba? Prabhu Jisu Christa Satya parameshwar atanti, proof bhi achi au Hindu mithya boli bhi proof achi.
@pradhanpradhan335
@pradhanpradhan335 Ай бұрын
@BikramonFaith ସନତନି କର୍ମ ହିଁ ଧର୍ମ ତାଙ୍କ କର୍ମ ଯେମିତି ଧର୍ମ ବି ସେମିତି .... ତାଙ୍କ କର୍ମ ହେଉଛି ପାଳକକୁ ମାରିବା ଏବଂ ଅନ୍ୟକୁ ମାରିବା ଦଙ୍ଗା କରିବା ତାଙ୍କ କର୍ମ ହିଁ ଧର୍ମ
@pradhanpradhan335
@pradhanpradhan335 Ай бұрын
@BikramonFaith ସନତନି ମାନେ ଧର୍ମ କୁ ବଞ୍ଚେଇବେ ଆମକୁ ଧର୍ମ ଆମକୁ ବଞ୍ଚେଇବ
@chandanmukhi-i8d
@chandanmukhi-i8d Ай бұрын
ଏ movie Pani ଓଡିଶା ରେ ବଡ଼ ଦଙ୍ଗା ଆଗକୁ ହେବ I
@Rupay_Marndi999
@Rupay_Marndi999 Ай бұрын
Full Flim dekhi sariki comment box re bhukibo. Christian mane hi bhakuchhanti
@AakashDeep-h8z
@AakashDeep-h8z Ай бұрын
Good good brother
@SamantaCrist
@SamantaCrist 23 күн бұрын
ଯେତେବେଳେ ଆପଣ ଜାଣିନାହାନ୍ତି ନ ଜାଣି ଭିଡ଼ିଓ ବାନେଇଥିଲେ କୋଣପାଇଁ, ମୁ କୋଇଣସି ଗୀତ ବା ଭିଡ଼ିଓ ଶାସିଆଲ ମେଡ଼ିଆ କୁ ଆଶିଲେ ଆଗ ଦେଖେନାହିଁ ସମସ୍ତେ ଆନନ୍ଦ ପାଇଲା ପରେ ଦେଖେ କାରଣ ଅନେକ ଅଛନ୍ତି ମିଛ ମଧ୍ୟ କହନ୍ତି.ସଠିକ ବିଷୟ ନ ଜାଣି ଦୌଡିବା ଲୋକ ଝୁଣ୍ଟି ମଧ୍ୟ୍ୟ ପଡେ ଯେପରି ସମସ୍ତେ ୟୁଟୁବର ଧର୍ମ ନାଁରେ ଭିଡ଼ିଓ ବାନେଇଲେ ଏବେ କହୁଛନ୍ତି ମୁ ଆଉ ଭିଡ଼ିଓ ବନେଇବି ନାହିଁ କାରଣ ସେମାନେ ଝୁଣ୍ଟି ପୋଡିଲେ. ମଣିଷର ଧର୍ମ ନାହିଁ ସେ ନିଜେ ଧର୍ମ ନିର୍ମାଣ କରିଛି. ମଣିଷର ମାଂସ ହାଡ଼ ରକ୍ତ ଅଛି ଭଗବାନଙ୍କର ନଥାଏ. ସମାଜରେ ଲୋକ ଧର୍ମ ନାମରେ କୋଳଙ୍କିତ ଅଟନ୍ତି.ମୁ ଜାଣିଛି ସମାଜରେ ବିଶୃଙ୍ଖଳା ଆଣିଛନ୍ତି ରାହୁଲ ଗାନ୍ଧୀ ଆଣିଛନ୍ତି ଜାତି ନାମରେ, ନରେନ୍ଦ୍ର ଦାମୋଦର ମୋଦି ଆଣିଛନ୍ତ ଧର୍ମ ନାମରେ ସମାଜ ଅସୁରକ୍ଷିତ କରିଛନ୍ତି ଦୁଇ ଜଣ.
@AffectionateOrcas-wh6zm
@AffectionateOrcas-wh6zm 29 күн бұрын
Hindi movie bhalia karantu odia movie
@AakashDeep-h8z
@AakashDeep-h8z Ай бұрын
Jay shree ram
@AffectionateOrcas-wh6zm
@AffectionateOrcas-wh6zm 29 күн бұрын
Anya au ko story mili nhi tama ku
@josephsabar7049
@josephsabar7049 Ай бұрын
କଣ ଭାଇ national level ରେ BJP congress state ରେ ହିନ୍ଦୁ ଖ୍ରୀଷ୍ଟିଆନ ଏମିତି ହିଁ ରାଜନୀତି ଚାଲିବ 😂😂😂❤love you bro
@RajaExpressVlogs
@RajaExpressVlogs 28 күн бұрын
love you bro 🥰
@BijayJal-di9jf
@BijayJal-di9jf Ай бұрын
ଭାଇ ଯଦି ତମେ କିଛି ଜାଣିନ ତେବେ କାଉଥିପାଇଁ ଭିଡିଓ ବନେଇଲା ? 1. ସମାଜ ପାଇଁ କଣ ଉପକାରୀ ହେବ ତାହା କର
@David_reels_killer
@David_reels_killer Ай бұрын
Dharma birudhare hi eha heichi
@BabluMurmu-i9u
@BabluMurmu-i9u 26 күн бұрын
Bhai ai fhilm tumo chinta bahare
@OWNTELLENTEDBHAI
@OWNTELLENTEDBHAI 16 күн бұрын
KZbin re. Jodi direct call koriba option thanta. Gali koriba loko. Khorap kohuthiba loko. Hogi deithante.
@rashmitasoren-qw9un
@rashmitasoren-qw9un Ай бұрын
Bramhana Mane bhi Christian heuchhanti,sabu dharmara laka Mane bhi Christian heuchhanti
@santanuparichha880
@santanuparichha880 Ай бұрын
Film dekhile janapadiba
@ranjitmallick4202
@ranjitmallick4202 Ай бұрын
Mo coment padhi thibaru Dhanyabad
@prasantbhatra3844
@prasantbhatra3844 Ай бұрын
Thise film will be agenest ST community and also all community in india
@NanmiRaika
@NanmiRaika Ай бұрын
Amo desha heuchi dharmo nirapekya rastro sabu jati sabu dharma boli kintu odishare kichi najani sinema karuchanti odishara actress mana sethipain odia sinema bhola heunai
@hemantharijan-jz7vv
@hemantharijan-jz7vv 29 күн бұрын
Yodi christian Mane movie karitante taha hele hindu loka Mane chadi tante ki
@BharatMunda-l6x
@BharatMunda-l6x 24 күн бұрын
Sir apana thick kahile-sabu comments ru mo comments ku tike follow karibe sambit kahiba 100%bhull
VIP ACCESS
00:47
Natan por Aí
Рет қаралды 30 МЛН
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН
UFC 310 : Рахмонов VS Мачадо Гэрри
05:00
Setanta Sports UFC
Рет қаралды 1,2 МЛН
VIP ACCESS
00:47
Natan por Aí
Рет қаралды 30 МЛН