ସପନ ଅତିଥି ll ଓଡ଼ିଆ ରୋମାଣ୍ଟିକ ଗୀତ ll ସ୍ମରଣିକା llଆଲୋକ ଦେବ ll ମାଗୁଣି ଚରଣ ପାତ୍ର ll ଅଞ୍ଜଳି ପାତ୍ର

  Рет қаралды 761

Magunira Geeta

Magunira Geeta

Күн бұрын

ଅନେକ ଦିନର ବିରତି ପରେ ମାଗୁଣିର ଗୀତ KZbin channel ଆପଣମାନଙ୍କୁ ଅନ୍ତରଭରା ସ୍ବାଗତ ଜଣାଉଛି। ଏଥର ଆମେ‌ ଭେଟିଦେଉଛୁ "ସପନ ଅତିଥି " ନାମକ ଗୋଟିଏ ରୋମାଣ୍ଟିକ ଗୀତ।
କମଳ ଦେଶର ସପନ ଅତିଥି ସ୍ବପ୍ନରେ ଆସିଛି। ତା ରୂପର ଝଲକରେ ମନ ପାନ୍ଥଶାଳା ଝଲମଲ ହୋଇ ଉଠୁଛି। ଅଳପ କଥାରେ ଆଉ ମିଠା ଚାହାଣିରେ ସେ ହୃଦୟକୁ ହାଣି ଦେଉଛି।
ସ୍ବପ୍ନରେ ଆସିଥିବା ଯାଦୁକର ସତରେ ଆସିବ ବୋଲି କୁମାରୀଟିଏ ଆଶା ରଖୁଛି। ମନର ମଣିଷକୁ ସ୍ବାଗତ କରିବାପାଇଁ ସେ ନାନା ପ୍ରକାର ପ୍ରସ୍ତୁତି କରୁଛି। ଏହା ହେଉଛି ଗୀତର ସାରାଂଶ।
ଗୀତଟିରେ କଣ୍ଠଦାନ କରିଛନ୍ତି ଆପଣମାନଙ୍କର ପ୍ରିୟ କଣ୍ଠଶିଳ୍ପୀ ସ୍ମରଣିକା। ଗୀତଟିକୁ ସଂଗୀତରେ ସଜେଇଛନ୍ତି ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଆଲୋକ ଦେବ। ଗୀତ ରଚନା କରିଛନ୍ତି ଅବସରପ୍ରାପ୍ତ IAS officer ଗୀତିକାର ମାଗୁଣି ଚରଣ ପାତ୍ର। ପ୍ରଯୋଜନା କରିଛନ୍ତି ଶ୍ରୀମତୀ ଅଞ୍ଜଳି ପାତ୍ର।
ଗୀତଟି ଯଦି ଆପଣଙ୍କ ମନକୁ ଛୁଉଁଛି, ତେବେ ମାଗୁଣିର ଗୀତ KZbin channelକୁ subscribe କରନ୍ତୁ। ଗୀତଟିକୁ like and share କରନ୍ତୁ।
ଗୀତର ଶୀର୍ଷକ: ସପନ ଅତିଥି
କଣ୍ଠ: ସ୍ମରଣିକା
ସଂଗୀତ: ଆଲୋକ ଦେବ
ଗୀତ: ମାଗୁଣି ଚରଣ ପାତ୍ର
ପ୍ରଯୋଜନା: ଅଞ୍ଜଳି ପାତ୍ର
You are requested to like and share the song. Also please do not forget to subscribe to Magunira Geeta KZbin channel.

Пікірлер: 18
@AparnaKumari-h6q
@AparnaKumari-h6q 5 сағат бұрын
ବାଃ ବାଃ.....ଖୁବ୍ ମନଛୁଆଁ ❤
@priyankamahanta6886
@priyankamahanta6886 4 сағат бұрын
ଅତି ସୁନ୍ଦର 🎉❤
@AnanyaBarik-l9s
@AnanyaBarik-l9s 6 сағат бұрын
Nice song 👌👌👌🥰🥰🥰
@subhankarbhai
@subhankarbhai 4 күн бұрын
Beautiful voice 👌 and nice song ❤️
@pradipkumarnayak1327
@pradipkumarnayak1327 4 күн бұрын
🎉 bahut sundar
@amiyapradhan7830
@amiyapradhan7830 5 күн бұрын
Very nice song 👍👍👍
@prafullakumarnayak2088
@prafullakumarnayak2088 5 күн бұрын
Nice song excellent voice
@alokdev9883
@alokdev9883 6 күн бұрын
Super lyrics with mind blowing singing 💐🙏
@banamalipatra6341
@banamalipatra6341 6 күн бұрын
ଗୀତଟି ଖୁବ ସୁନ୍ଦର ହେଇଛି। ଗୀତିକାରଙ୍କୁ ଅଭିନନ୍ଦନ। କଣ୍ଠଶିଳ୍ପୀଙ୍କୁ ଶୁଭେଚ୍ଛା।
@magunicharanpatra5863
@magunicharanpatra5863 5 күн бұрын
ଅନେକ ଅନେକ ଧନ୍ୟବାଦ
@supravabehera9592
@supravabehera9592 6 күн бұрын
ସୁନ୍ଦର ଗୀତ 💐🙏
@magunicharanpatra5863
@magunicharanpatra5863 5 күн бұрын
ଧନ୍ୟବାଦ
@screation929
@screation929 5 күн бұрын
All the best🎉
@magunicharanpatra5863
@magunicharanpatra5863 5 күн бұрын
Thank you so much
@jadumanipatra1800
@jadumanipatra1800 6 күн бұрын
ବହୁତ୍ ସୁନ୍ଦର୍ ଲାଗୁଛି ଭାଇ ଆଗକୁ ମାଡି ଚାଲନ୍ତୁ 🙏
@magunicharanpatra5863
@magunicharanpatra5863 6 күн бұрын
ଧନ୍ୟବାଦ
@rameswar5735
@rameswar5735 6 күн бұрын
Anek anek Subhechha❤Congratulations bhai
@magunicharanpatra5863
@magunicharanpatra5863 5 күн бұрын
ଧନ୍ୟବାଦ
Я сделала самое маленькое в мире мороженое!
00:43
Кушать Хочу
Рет қаралды 4,2 МЛН
Part 5. Roblox trend☠️
00:13
Kan Andrey
Рет қаралды 2,7 МЛН
Old odia album song/odia romantic song/meghare megha kahija megha
27:30
Prema mote gala re hei 🌹🌹🌹🌹
8:21
Julie's Vocals
Рет қаралды 338